#cristian

Поділитися
Вставка
  • Опубліковано 29 вер 2024
  • ଯେଉଁ ଲୋକ ଭଲ ବଦଳେ ମନ୍ଦ କରେ,
    ତାହାର ଗୃହକୁ ମନ୍ଦ କେବେ ଛାଡ଼ିବ ନାହିଁ।
    ଯେ କଳି ଭଲ ପାଏ, ସେ ଅପରାଧ ହିଁ ଭଲ ପାଏ;
    ପୁଣି, ଯେକେହି ଆପଣା ଦ୍ୱାର ଉଚ୍ଚ କରେ, ସେ ବିନାଶ ଖୋଜେ।
    ଆନନ୍ଦିତ ହୃଦୟ ଉତ୍ତମ ଔଷଧ;
    ମାତ୍ର ଭଗ୍ନ ଆତ୍ମା ଅସ୍ଥିସବୁକୁ ଶୁଷ୍କ କରେ।
    ହିତୋପଦେଶ 17:13, 19, 22

КОМЕНТАРІ • 2