....sir,in my sasuràl wàlà village, nowadays this trend is so contagious, that persons of BPL standard also observing this, by wiping out candles, cutting cake ..., both bride and groom exchanging rings etc... ...this is the effect of TV serials... Really, unfortunate.... ... ...and sir plz tell something about the Mehendi ,Sangeet etc prewedding ceremonies
Thank you so much sir 🙏 🙏
Sir apanku anek subhechha
ସୁନ୍ଦର
Ati sundar katha air
ବହୁତ୍ ଭଲ ଲାଗିଲା ଆପଣଙ୍କ ର ଏଇ ଭିଡିଓ. ଆପଣ ସବୁବେଳେ ଏମିତି ଅପଲୋଡ କରନ୍ତୁ
👌👍.
ପ୍ରଣାମ sir
👍👍👍
Pranama ma us ha🙏
ସାର୍ ବହୁତ୍ ସୁନ୍ଦର କଥା
ବଡ ଦୁଃଖିତ କଥା ଆଜ୍ଞା ଜଣେ କନ୍ୟା ପିତା ଏମିତି ବର ପାର୍ଟି ର ଲୋକଙ୍କ ଗୋଡ ଧୁଆ ଚନ୍ଦନ ଲଗା ବ୍ୟବସ୍ଥା କରି ସାକାହାରୀ ଖାଦ୍ୟ କରିଥିଲେ ଏହା ଦେଖି ବର ପାର୍ଟି ସବୁକୁ ଲାତ ମାରି ନଷ୍ଟ କରିଦେଲେ କିଏ କରିବ କହିଲେ ପୁରୁଣା ରୀତି.....
ସବୁ ଅଶୁଭ 😢
ଅପସଂସ୍କୃତି ବଢ଼ି ପାଣି ପରି ମାଡ଼ିଲାଣି ସାର
ଏଇଠି ଆଉ ସଂସ୍କାର ସଂସ୍କୃତି ଖୋଜିଲେ ମିଳିବନୀ
Accept change to enjoy life
ଯୁକ୍ତିଯୁକ୍ତ କୁହୁନୢ
ସାର୍ ପ୍ରଣାମ। ଅତି ସୁନ୍ଦର।
ଖୁବ୍ ସୁନ୍ଦର
ଯୁକ୍ତିଯୁକ୍ତ କୁହୁନୢ 10:39
Sir nka episodes mu always wait kare nd repeat dekhe!! Pranam sir
ବୈଷ୍ଣବ ବାବୁ, ସାଦ ଖିଆ ବିଷୟରେ ଅଜଥା ଖର୍ଚ କଥା ପାଇଁ ଗୋଟିଏ
ଏ ସବୁ ଆମ ସମାଜ ଧନୀେଲାକ ମାନେ ଆରମ୍ଭ କରୁଚ୍ଚନ୍ତି,
Sir, you made my day today.
Sir nerata satya katha😀😀😀😃😃😄😄🙏🙏🙏🙏
ଆଧୁନିକତା ନାମ ରେ ନାଗ୍ନତା କୁ ପ୍ରଚାର ପ୍ରସାର କରିବା ପାଇଁ ଆଜିର କେକ କଟା ପରମ୍ପରା ସବୁଠୁ ଭଲ ମାଧ୍ୟମ।
Thankyousir...ଅପସଂସ୍କୃତି ଭିତରେ ଆମେ ବର୍ତମାନ ଫସି ଗଲେଣି...
BEAUTIFUL PRESENTATION.
WE SHOULD RESPECT & SECURE OUR TRADITION AND CULTURE.
Thank You interesting topic ..💐
Very interesting topic sir...
🙏🏽🙏🏽
ପାଶ୍ଚାତ୍ୟ ସଭ୍ୟତା ପଶିଗଲାଣି ଆସି.....
100% ✅️
Baishnab sir nka sabu episode mate Bhala lage.
Eisabu dekhàsikhà bhesedàmi àu ketedina?
Ei Bhali Hoi Samaste Maribe .
Thank you for this video.
Great sir🙏🙏🙏🙏 such A true line
Ei shloka nana net ru anithibe
ପ୍ରିୟ ବୈଷ୍ଣବ ବାବୁ, ସଂସ୍କାର ଓ ସଂସ୍କୃତି ଆଧାରିତ ଆପଣଙ୍କର ସମସ୍ତ ଅଧ୍ୟାୟକୁ ମୁଁ ବହୁତ ଆଗ୍ରହ ଆଉ ଉସ୍ତୁକାତର ସହ ଦେଖେ. ଆଧୁନିକତାର ଅପସଂସ୍କୃତି ର ନିଖୁଣ ଚିତ୍ର ସହିତ ଅପ୍ରିୟ ସତ୍ୟ ର ଅବତାରଣା ଅତ୍ୟନ୍ତ ହୃଦୟସ୍ପର୍ଶୀ, ଅବଶ୍ୟ ଆମ ପୀଡିର ଲୋକମାନଙ୍କ ପାଇଁ.. ଧନ୍ୟବାଦ 🙏
R
Thanks
Very nice talk...
ବଢିଆ
Thank you
Sir mo aayusha nei Jaantu mo akhi apanku emiti dekhuthau😢
ନିଆଁ ଲଗେଇ ଦେଲ ସାର 😂😂😂🙏🙏🙏🙏
Sir,apankara sabu alochana ra bisaya bastu, shuniba jogya.upasthapana bahut bhala.
Nice sir
Pranam
ଅତି ସୁନ୍ଦର ଅଭିବ୍ୟକ୍ତି l ଜୟ ଜଗନ୍ନାଥ ସ୍ଵାମୀ l ପ୍ରଣାମ ଆଜ୍ଞା
Ati sunder Sir😀😀😀ha ha ha
Nice 🙂🙂
ସାର, ନମସ୍କାର । ଏଥିରୁ କଣ ପରିତ୍ରାଣ ନାହିଁ ? ଆଧୁନିକତା ନାଁ ରେ ଅପସଂସ୍କୃତି କୁ ଆହିରୀ କେତେ ଦିନ ପ୍ରଶୟ ଦେବା।?
Mate apananka channel ra sabu videos bahut bhala lage
ଭଲ କଥା, ଆପଣଙ୍କ ପ୍ରିୟଜନଙ୍କୁ ବି ସେୟାର କରନ୍ତୁ ଓ ଓଡ଼ିଶା365 youtube channel ଦେଖିବାକୁ କୁହନ୍ତୁ। ଧନ୍ୟବାଦ।
Only because of you like people... Some changes can happened...
Bahut Sundar Katha 🙏🙏🙏
Uncalled for contrary to our holiest culture takes over -pitiable indeed.
Sir avibrudhi
ବିଦେଶୀ ସଂସ୍କୃତି...ଆମେ କୁଆଡେ ଯାଉଛୁ...ଆନେନ୍ଦର ବିଷୟ ବିଦେଶରେ କିନ୍ତୁ ଆମର ପୁରୁଣା ସଂସ୍କୃତି କୁ ଖୁସିରେ ଗ୍ରହଣ କଲେଣି .
ହୃଦୟ ଭରିଗଲା ଆଜ୍ଞା। 🙏
Guruji Gandhi ate bi mahana nathila Tari pani asabu heichi se desha taku khaichi 😢
Jay Jagannath Jay ho
ଜୟ ଜଗନ୍ନାଥ
Sir namaskar 🙏apana jaha kahile 💯 sathik...
He odia jati abebi samaya achhi chesta karantu a jatiku banchaiba pai
ହଁ ଆଜ୍ଞା ଏବେ ଏମିତି ତ କରାଯାଉଛି, କଣ ଆଉ କରାଯିବ, ଯଦି ମାଳିକା ଅନୁସାରେ କିଛି ହେବ ଆଉ ଲୋକଙ୍କ ପାଖରୁ ପଇସା ସରିଯିବ ତେବେ ପରିବର୍ତ୍ତନ ହେବ ହିଁ ହେବ, ଗରିବ ଲୋକ କଣ ଏମିତି କରିପାରିବେ.
Ama sanskruti ku chhadi ame apasanskrutiku apanei neichhu.
....sir,in my sasuràl wàlà village, nowadays this trend is so contagious, that persons of BPL standard also observing this, by wiping out candles, cutting cake ..., both bride and groom exchanging rings etc...
...this is the effect of TV serials...
Really, unfortunate....
...
...and sir plz tell something about the
Mehendi ,Sangeet etc prewedding ceremonies
Mahaprasada ku nirbandha re loka bhuli galeni, atti dukhara katha 😔
ଏ ଗୁଡ଼ିକ ଚୁଲି କୁ ଯିଵା ସମୟ
Phula sabha heuthila agaru bara kanya nku ashirbad deuthile , ebe ta bahaghar ta 1 hour re sesa.
Sir actually heat touching video sir
ଶତକଡ଼ା ଶହେ ସତ 🙏
Baha ghraa dina puni odhani kan pain???
Vinash Kale Viparita Buddhi.
Jete tam jhaam sete jaldi divorce bi hauchi
Badbhai🙏
Ame samaste digbhranta , kie kahaku bujheiba
Apasanskruti ra katha .
😊😊😊😊
Baishnav sir nk ..adress tk darkar
🙏🙏🙏🙏🙏🙏🙏
Jai jagannath 🙏🙏🙏
😆😆😆😁😁😂😂🤣🤣🤣
😂😂☺️☺️☺️🤣🤣🤣
ଯୁକ୍ତିଯୁକ୍ତ କୁହୁନୢ
Thank you