Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
ଯିଏ ଯାତ୍ରା ସରିବା ପରେ ପରେ ଏ ଗୀତ ଶୁଣିଛି ସେ ହିଁ ବହୁତ୍ ଅନୁଭବ କରିପାରିବ ଏ ଗୀତ ର ନିଆରା ଛୁଆଁ.. ଜୟ ଜଗନ୍ନାଥ..
ମୁଁ ଏ ଗୀତ ଶୁଣିଛି ବହୁତ ଭଲ ଲାଗେ।
Right bhai 🎉
Hm right
Mun b gote kala kara Gita suniba pare luha asigala😭😭😭....
ଏ ଗୀତ ଶୁଣିବା ପରେ ଜୀବନର ଅର୍ଥ କଣ. ଲୋଭ ମାୟା ମଣିଷ ପାଇଁ କିଛି ନୁହଁ। ନାଟକ ସରିବା ପରେ ସମସ୍ତେ ନିଜ ନିଜ ଅଭିନୟ ସାରି ଫେରିଯିବା ସତରେ ହୃଦୟ ସ୍ପର୍ଶ ।ଜୟ ଜଗନ୍ନାଥ mahaprabhu 🙏🙏
ବହୁତ ସୁନ୍ଦର ଲେଖା, ଜୀବନ ବାସ୍ତବ ପ୍ରତିଛବି ରୂପାୟିତ ହୋଇଛି ଏହି ଗୀତରେ, ହୃଦୟରୁ କୋଟି କୋଟି ପ୍ରଣାମ, ଏହି ଗୀତର ଲେଖକଙ୍କୁ 🙏🙏🙏🙏
Heart touching song, ଜୟ ଜଗନ୍ନାଥ
Satare A Dunia Gote Jatra Party Aau Aame Mane Athi Abhinaya Kariba Pain Aasiche Kie Ketebele Jibe Kichi Kahihabani...🥺🥺🥺
ଅଶେଷ ଅଶେଷ ଧନ୍ୟବାଦ ପ୍ରଭୂ ଆପଣଙ୍କୁ ଅଶେଷ ପ୍ରଣାମ ❤❤❤
Mora Jane fnd kahila e song tu thare sunibu mu ebe sunila pare bujhiparuchhi se kanhiki e song sunibaku kahila really amezing heart touching & real fact in life's
ଏ ସଂସାର ହେଉଛି ଗୋଟିଏ ନାଟକର ରଙ୍ଗମଞ୍ଚ ସଦ୍ରୃସ ଅଟେ। ଏହି ରଙ୍ଗମଞ୍ଚ ରେ ଅଭିନୟ କରିଥିବା କଳାକାର ନାମକ ଏ ଜୀବନ। ଏ ଜୀବ ଜଗତରେ ଯେତେସବୁ ଜୀବ ଦେଖୁଛନ୍ତି ଏ ସବୁ ଗୋଟିଏ ଗୋଟିଏ ପୋଷାକ। ଯେମିତି ବାପା, ମା, ଭାଇ, ଭଉଣୀ ଇତ୍ୟାଦି ନୀଜ ନୀଜର ପୋଷାକ ପିନ୍ଧି ସେହି ନାଟକର ମଞ୍ଚରେ ଅଭିନୟ କରିଥବାକୁ ଯାନ୍ତି। କିନ୍ତୁ ଏହି ଜୀବନ ନାଟକରେ ସବୁ ଜିବ ଏମିତି ଅଭିନୟ କରନ୍ତି ଯେ ଆମକୁ ସତସତିକା ଲାଗୁଛି। ଏ ନାଟକରେ ଏମିତି ବି ଦୁଃଖ ଭରା ସମୟ ଆସେ ଯାହାଫଳରେ ଆମେ ମନ ଦୁଃଖ କରି କାନ୍ଦିପକକାଉ କିନ୍ତୁ ଆମେ ମନେ ରଖିବା ଉଚିତ ଯେ ଆମେ କେବଳ ଅଭିନୟ କରୁଛନ୍ତି।ମନ ଦୁଃଖ କରିବା ଦରକାର ନାହିଁ କାରଣ ଏ ସବୁ ଦେଖି ଭଗବାନ ଖୁସି ହୁଅନ୍ତି। କାହିଁକିନା ଏ ସଂସାର ହେଉଛି ଭଗବାନଙ୍କର। ଯେମିତି। ନାଟକର ନିଦେଶକ କଳାକାର ମାନଙ୍କୁ ଯେଉଁ ଅଭିନୟ କରିବାକୁ ଦିଅନ୍ତି ସେ ଅଭିନୟରେ ଉତୀନ୍ନ ହୁଅନ୍ତି ଏସବୁ ଦେଖି ନିଦେଶକ ଖୁସି ହୁଅନ୍ତି ଠିକ୍ ସେହିପରି ଭଗବାନ ବି ବହୁତ ଖୁସି ହୁଅନ୍ତି। କିନ୍ତୁ ମୋର ଆପଣମାନଙ୍କ ପାଖରେ ଗୋଟିଏ ଅନୁରୋଧ🙏ଜୀବ ହତ୍ୟା ଠାରୁ ଦୂରରେ ରୁହନ୍ତୁ। କାହିଁକିନା ଭଗବାନ ବନାଇଥିବା ଜିବ ଜଗତକୁ ନଷ୍ଟ, ଭ୍ରଷ୍ଟ କରନ୍ତୁ ନାହିଁ। ମୋର କହିବାରେ କିଛି ଭୁଲ ଥିଲେ ସାନ ଭାଇ ଭାବି କ୍ଷମାକରି ଦେବେ 🙏🙏🙏
ଚମତ୍କାର ରଚନା... ପରିବେଷଣ ମଧ୍ୟ ଉଚ୍ଚକୋଟିର
E Gita ku 6years hela mane mane khijuthili, jaha haau aji mora ichha purana hela, thanks sir
ଧନ୍ୟବାଦ ଲେଖକ ଓ ଗାୟକ ହୃଦୟ ଧନ୍ୟବାଦ।
Kalakara pai bhala song ti. Gitikara pai salute and au music director pai namaskar and singer pai lmany many thanks. Speech less sir...
ଅତି ସୁନ୍ଦର ଜୀବନର ସତ୍ୟ ଘଟଣା.... ଜୟ ଜଗନ୍ନାଥ
ସବୁ କଣ୍ଠଶିଳ୍ପୀଙ୍କୁ କାଟିଦେଲେ.କି କଣ୍ଠ ,ପୁରା ସେହନାଇ ବାଜୁକି କି.ବଢିଆ ମ୍ୟୁଜିକ୍ .ତବଲା ବାୟକପୁରା ଘାଣ୍ଟିଦେଲେ.
😮 out standing😊😊😊😊😊
ବହୁତ ହୃଦୟ ସ୍ବଶ୍ସୀ ଭଜନ ❤❤❤❤❤
Sundar felling re sampurna kale . sir..
ଜୟ ଶ୍ରୀମାଧଵଃୟ ନମଃ 🙏🌼🙏
Natua ku sukha milu Sarah pure, kahinki, natua ku mukti milu tuma echha re, hele vala huanta. Thanks🙏
ବହୁତ ସୁନ୍ଦର ହୃଦୟସ୍ପର୍ଶୀ ସଙ୍ଗୀତ
ଜୟ 🙏🙏🙏🙏🙏🙏ଜଗନ୍ନାଥ
ଚମତ୍କାର, ଅଭିନନ୍ଦନ
ପ୍ରକୃତରେ କଳାକାର
ଜୀବନଟା ଏକ ନାଟକ ଜୟ ଜଗନ୍ନାଥ
ତା ନାମ ମଧୁର ତା ଭଜନ ମଧୁର
quite imotional presentation
ବହୁତ ସୁନ୍ଦର
Very nice song, and lyrics. Special thanks to Mr. Guru Satpathy Sir.
Wow wow wow
Really heart touching song , the original singer... Present singer.... All the team.... Salute to all😢👌👍👌🌹😊
Super Filings Song...👌👌👌
Bahut sundar bhajan....
Wow ଏତେ ସୁନ୍ଦର ଭଜନ sir ଙ୍କ ଦ୍ଵାରା, ଅତି ଚମତ୍କାର 🙏🙏
ଆଉ କିଛି କହିବା ପାଇଁ କୌଣସି ବାକ୍ୟ ନାହିଁ। ଆଜ୍ଞା🙏🙏🙏🙏🙏🙏🌷🌷🌷
Supper tablist👌👌👌👌👌Jai jagannatha Mu odia..🤲
Outstanding and marvelous 💐
Sundar Bhajan bhai
ହୃଦୟ କୁ ଛୁଇଁଲା ❤❤❤❤
ଅତ୍ୟନ୍ତ ମନ ମୁଗ୍ଧକର
ହୃଦୟ ସ୍ପର୍ଶ ସଙ୍ଗ, ସୁପର୍ 👌
ଆଖିରେ ଲୁହ ଆସୁଛି ଭାରି ଗୀତ ଶୁଣିକି😂😂😂😂😂😂 ଜୟ ଜଗନ୍ନାଥ
Bahutsundar Bhajan,manavarijae
Jibanara Katha a gitare Sundar bhare kuha jaechi .....Jay jagannth 🙏🙏🙏
👌👌👌
What a beautiful thoughtHeart touching Lyricsand SingingJay jagnnath
Excellent
ଅତି ସୁନ୍ଦର, ମନ ମୁଗ୍ଧ କର ଗୀତ, ଜୟ ଜଗନ୍ନାଥ 🙏🙏🙏🙏
❤
Really Heart touching Song... My Most favourite Song....🙏 Jay Jagannath 🙏
So beautiful. So touching. So much emotional. Jai Jagannath.
Op op nice singing 🎸🙏
hey mahabahu luha bhija Nayana re ghena mor prannam....❤❤❤ luv u balabhadra hey kallia saanta...
Jay shree Jagannath 🙏🏻🌼🙏🏻🌼🙏🏻🌼🙏🏻
Meaningful song
Bahut sundar ❤❤❤❤
Jay jagannath very very nice sir
Exlent.🙏🙏🙏😭😭
❤Heart touching song.very nice.❤
🙏🙏🙏🙏🙏🙏🙏
Very nice song
Heart touching Song.... all the best...💐
Bahuta Sundar lagila🥺🥺🥺
ସୁନ୍ଦର ଭଜନ
Some song makes singer popular and that's happening hear.😊❤
Really heart touching song 🙏🙏
Super
Bahuta sundara lagila❤❤❤❤❤
Very very nice singing.
Wow 🔥 salute to this writter
Thankyou sir 🙏🙏🙏🙏
Jaya Jagannath ati sunder
Super sang
🙏🙏🙏🙏🙏🙏🙏🙏🙏🙏🙏🙏
Nice song
Outstanding performance sir I'm speechless. ...
ଵହୁତୂହୃଦୟ ଛୁଆଗୀତ
🥰🥰🥰🥰🥰
Marvelous composition, speechless singing n mesmerising lyrics
I am proud of you sir
Such a heart touching music 🎶..🥺🥺
Jay jagannath sir
Kandei dele sir. Bhagaban tanka padatale apananku shantire rakhantu
🙏❤️❤️
My favourite song ha ha mu bi gote kalakar mu bi bhuji paruchi ae Gita ra felling
Jay jagannath
Jay jagannath 🙏🙏🙏🙏🙏
Beautiful...🙏🙏🙏🙏
Maa r ashribad jug jug apan unka upare thau
Rati adhare kandeidele Sir, Kebe tike misibi apananka saga, dekhajau Kebe ichha purana hauchi
Sir pranaam 🙏🙏🙏🙏nice bhajan 🌹🌹🌹❤🌹🌹🌹 jai jagannath
So emotional !
Jibana ta gote natak jay jagannath
Ati sundar gita
Beautiful 🙏
Guru babu outstanding
Very nice bhai ❤
Beautiful sóng
Amazing song sir
Good lyrics with valuable voice
❤ UVD SALUTE U SIR ❤
ଯିଏ ଯାତ୍ରା ସରିବା ପରେ ପରେ ଏ ଗୀତ ଶୁଣିଛି ସେ ହିଁ ବହୁତ୍ ଅନୁଭବ କରିପାରିବ ଏ ଗୀତ ର ନିଆରା ଛୁଆଁ.. ଜୟ ଜଗନ୍ନାଥ..
ମୁଁ ଏ ଗୀତ ଶୁଣିଛି ବହୁତ ଭଲ ଲାଗେ।
Right bhai 🎉
Hm right
Mun b gote kala kara Gita suniba pare luha asigala😭😭😭....
ଏ ଗୀତ ଶୁଣିବା ପରେ ଜୀବନର ଅର୍ଥ କଣ. ଲୋଭ ମାୟା ମଣିଷ ପାଇଁ କିଛି ନୁହଁ। ନାଟକ ସରିବା ପରେ ସମସ୍ତେ ନିଜ ନିଜ ଅଭିନୟ ସାରି ଫେରିଯିବା ସତରେ ହୃଦୟ ସ୍ପର୍ଶ ।ଜୟ ଜଗନ୍ନାଥ mahaprabhu 🙏🙏
ବହୁତ ସୁନ୍ଦର ଲେଖା, ଜୀବନ ବାସ୍ତବ ପ୍ରତିଛବି ରୂପାୟିତ ହୋଇଛି ଏହି ଗୀତରେ, ହୃଦୟରୁ କୋଟି କୋଟି ପ୍ରଣାମ, ଏହି ଗୀତର ଲେଖକଙ୍କୁ
🙏🙏🙏🙏
Heart touching song, ଜୟ ଜଗନ୍ନାଥ
Satare A Dunia Gote Jatra Party Aau Aame Mane Athi Abhinaya Kariba Pain Aasiche Kie Ketebele Jibe Kichi Kahihabani...🥺🥺🥺
ଅଶେଷ ଅଶେଷ ଧନ୍ୟବାଦ ପ୍ରଭୂ ଆପଣଙ୍କୁ ଅଶେଷ ପ୍ରଣାମ ❤❤❤
Mora Jane fnd kahila e song tu thare sunibu mu ebe sunila pare bujhiparuchhi se kanhiki e song sunibaku kahila really amezing heart touching & real fact in life's
ଏ ସଂସାର ହେଉଛି ଗୋଟିଏ ନାଟକର ରଙ୍ଗମଞ୍ଚ
ସଦ୍ରୃସ ଅଟେ। ଏହି ରଙ୍ଗମଞ୍ଚ ରେ ଅଭିନୟ କରିଥିବା କଳାକାର ନାମକ ଏ ଜୀବନ। ଏ ଜୀବ ଜଗତରେ ଯେତେସବୁ ଜୀବ ଦେଖୁଛନ୍ତି ଏ ସବୁ ଗୋଟିଏ ଗୋଟିଏ ପୋଷାକ। ଯେମିତି ବାପା, ମା, ଭାଇ, ଭଉଣୀ ଇତ୍ୟାଦି ନୀଜ ନୀଜର ପୋଷାକ ପିନ୍ଧି ସେହି ନାଟକର ମଞ୍ଚରେ ଅଭିନୟ କରିଥବାକୁ ଯାନ୍ତି। କିନ୍ତୁ ଏହି ଜୀବନ ନାଟକରେ ସବୁ ଜିବ ଏମିତି ଅଭିନୟ କରନ୍ତି ଯେ ଆମକୁ ସତସତିକା ଲାଗୁଛି। ଏ ନାଟକରେ ଏମିତି ବି ଦୁଃଖ ଭରା ସମୟ ଆସେ ଯାହାଫଳରେ ଆମେ ମନ ଦୁଃଖ କରି କାନ୍ଦିପକକାଉ କିନ୍ତୁ ଆମେ ମନେ ରଖିବା ଉଚିତ ଯେ ଆମେ କେବଳ ଅଭିନୟ କରୁଛନ୍ତି।ମନ ଦୁଃଖ କରିବା ଦରକାର ନାହିଁ କାରଣ ଏ ସବୁ ଦେଖି ଭଗବାନ ଖୁସି ହୁଅନ୍ତି। କାହିଁକିନା ଏ ସଂସାର ହେଉଛି ଭଗବାନଙ୍କର। ଯେମିତି। ନାଟକର ନିଦେଶକ କଳାକାର ମାନଙ୍କୁ ଯେଉଁ ଅଭିନୟ କରିବାକୁ ଦିଅନ୍ତି ସେ ଅଭିନୟରେ ଉତୀନ୍ନ ହୁଅନ୍ତି ଏସବୁ ଦେଖି ନିଦେଶକ ଖୁସି ହୁଅନ୍ତି ଠିକ୍ ସେହିପରି ଭଗବାନ ବି ବହୁତ ଖୁସି ହୁଅନ୍ତି। କିନ୍ତୁ ମୋର ଆପଣମାନଙ୍କ ପାଖରେ ଗୋଟିଏ ଅନୁରୋଧ🙏ଜୀବ ହତ୍ୟା ଠାରୁ ଦୂରରେ ରୁହନ୍ତୁ। କାହିଁକିନା ଭଗବାନ ବନାଇଥିବା ଜିବ ଜଗତକୁ ନଷ୍ଟ, ଭ୍ରଷ୍ଟ କରନ୍ତୁ ନାହିଁ। ମୋର କହିବାରେ କିଛି ଭୁଲ ଥିଲେ ସାନ ଭାଇ ଭାବି କ୍ଷମାକରି ଦେବେ 🙏🙏🙏
ଚମତ୍କାର ରଚନା... ପରିବେଷଣ ମଧ୍ୟ ଉଚ୍ଚକୋଟିର
E Gita ku 6years hela mane mane khijuthili, jaha haau aji mora ichha purana hela, thanks sir
ଧନ୍ୟବାଦ ଲେଖକ ଓ ଗାୟକ ହୃଦୟ ଧନ୍ୟବାଦ।
Kalakara pai bhala song ti. Gitikara pai salute and au music director pai namaskar and singer pai lmany many thanks. Speech less sir...
ଅତି ସୁନ୍ଦର ଜୀବନର ସତ୍ୟ ଘଟଣା.... ଜୟ ଜଗନ୍ନାଥ
ସବୁ କଣ୍ଠଶିଳ୍ପୀଙ୍କୁ କାଟିଦେଲେ.କି କଣ୍ଠ ,ପୁରା ସେହନାଇ ବାଜୁକି କି.ବଢିଆ ମ୍ୟୁଜିକ୍ .ତବଲା ବାୟକପୁରା ଘାଣ୍ଟିଦେଲେ.
😮 out standing😊😊😊😊😊
ବହୁତ ହୃଦୟ ସ୍ବଶ୍ସୀ ଭଜନ ❤❤❤❤❤
Sundar felling re sampurna kale . sir..
ଜୟ ଶ୍ରୀମାଧଵଃୟ ନମଃ 🙏🌼🙏
Natua ku sukha milu Sarah pure, kahinki, natua ku mukti milu tuma echha re, hele vala huanta. Thanks🙏
ବହୁତ ସୁନ୍ଦର ହୃଦୟସ୍ପର୍ଶୀ ସଙ୍ଗୀତ
ଜୟ 🙏🙏🙏🙏🙏🙏ଜଗନ୍ନାଥ
ଚମତ୍କାର, ଅଭିନନ୍ଦନ
ପ୍ରକୃତରେ କଳାକାର
ଜୀବନଟା ଏକ ନାଟକ ଜୟ ଜଗନ୍ନାଥ
ତା ନାମ ମଧୁର ତା ଭଜନ ମଧୁର
quite imotional presentation
ବହୁତ ସୁନ୍ଦର
Very nice song, and lyrics. Special thanks to Mr. Guru Satpathy Sir.
Wow wow wow
Really heart touching song , the original singer... Present singer.... All the team.... Salute to all😢👌👍👌🌹😊
Super Filings Song...👌👌👌
Bahut sundar bhajan....
Wow ଏତେ ସୁନ୍ଦର ଭଜନ sir ଙ୍କ ଦ୍ଵାରା, ଅତି ଚମତ୍କାର 🙏🙏
ଆଉ କିଛି କହିବା ପାଇଁ କୌଣସି ବାକ୍ୟ ନାହିଁ। ଆଜ୍ଞା🙏🙏🙏🙏🙏🙏🌷🌷🌷
Supper tablist👌👌👌👌👌
Jai jagannatha
Mu odia..🤲
Outstanding and marvelous 💐
Sundar Bhajan bhai
ହୃଦୟ କୁ ଛୁଇଁଲା ❤❤❤❤
ଅତ୍ୟନ୍ତ ମନ ମୁଗ୍ଧକର
ହୃଦୟ ସ୍ପର୍ଶ ସଙ୍ଗ, ସୁପର୍ 👌
ଆଖିରେ ଲୁହ ଆସୁଛି ଭାରି ଗୀତ ଶୁଣିକି😂😂😂😂😂😂 ଜୟ ଜଗନ୍ନାଥ
Bahutsundar Bhajan,manavarijae
Jibanara Katha a gitare Sundar bhare kuha jaechi .....Jay jagannth 🙏🙏🙏
👌👌👌
What a beautiful thought
Heart touching Lyrics
and Singing
Jay jagnnath
Excellent
ଅତି ସୁନ୍ଦର, ମନ ମୁଗ୍ଧ କର ଗୀତ, ଜୟ ଜଗନ୍ନାଥ 🙏🙏🙏🙏
❤
Really Heart touching Song... My Most favourite Song....🙏 Jay Jagannath 🙏
So beautiful. So touching. So much emotional. Jai Jagannath.
Op op nice singing 🎸🙏
hey mahabahu luha bhija Nayana re ghena mor prannam....❤❤❤ luv u balabhadra hey kallia saanta...
Jay shree Jagannath 🙏🏻🌼🙏🏻🌼🙏🏻🌼🙏🏻
Meaningful song
Bahut sundar ❤❤❤❤
Jay jagannath very very nice sir
Exlent.
🙏🙏🙏😭😭
❤Heart touching song.very nice.❤
🙏🙏🙏🙏🙏🙏🙏
Very nice song
Heart touching Song.... all the best...💐
Bahuta Sundar lagila🥺🥺🥺
ସୁନ୍ଦର ଭଜନ
Some song makes singer popular and that's happening hear.😊❤
Really heart touching song 🙏🙏
Super
Bahuta sundara lagila❤❤❤❤❤
Very very nice singing.
Wow 🔥 salute to this writter
Thankyou sir 🙏🙏🙏🙏
Jaya Jagannath ati sunder
Super sang
🙏🙏🙏🙏🙏🙏🙏🙏🙏🙏🙏🙏
Nice song
Outstanding performance sir I'm speechless. ...
ଵହୁତୂହୃଦୟ ଛୁଆଗୀତ
🥰🥰🥰🥰🥰
Marvelous composition, speechless singing n mesmerising lyrics
I am proud of you sir
Such a heart touching music 🎶..🥺🥺
Jay jagannath sir
Kandei dele sir. Bhagaban tanka padatale apananku shantire rakhantu
🙏❤️❤️
My favourite song ha ha mu bi gote kalakar mu bi bhuji paruchi ae Gita ra felling
Jay jagannath
Jay jagannath 🙏🙏🙏🙏🙏
Beautiful...