Lockdown Diary | Sankar | Exclusive Interview With Bidyashree, Wife Of Social Activist Aditya Das
Вставка
- Опубліковано 12 гру 2024
- #NandighoshaTV #Odisha #Bidyashree #Lockdowndiary #OdiaComedy #sankar
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Lockdown Diary | Sankar | Exclusive Interview With Bidyashree, Wife Of Social Activist Aditya Das
Visit Our Website: nandighoshatv.com/
Watch Live: nandighoshatv.c...
UA-cam: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
DishTV Channel No: 1367
Airtel Digital TV Channel No: 611
TATASky Channel No: 1779
hathw@y Channel No: 731
Ortel Channel No: 707
Videocon d2h Channel No: 840
SITI Channel No: 17 & 458
GTPL Channel No: 719
SUN Direct Channel No: 667
Asianet Channel No: 219
Nice but bagya sath delani ...Didi nku ..aji adi Bhai thile gote complete lagithanta ....love u both
Tame kichhi bujhi paruna, ie ta marichi aditya nku
Mg tumaku aau kichi news milunahi ki be
Vv
Bidyabharati au DFO ku bi dine ehi show dakibe
😭😭😭
ସେଦିନ ରାତିରେ ସେ କଣ କରୁଥିଲେ ଆଉ କୋଉଁଠି ଥିଲେ????ଶଙ୍କର ବାବୁ ଦୟାକରି ଯଦି ଏଇ ଗୋଟେ ପ୍ରଶ୍ନ ପଚାରି ଥାନ୍ତେ ତେବେ ବହୁତ ଭଲ ହୋଇଥାନ୍ତା।।
ନିଶ୍ଚିତ ଭାବରେ ବିଦ୍ୟାଶ୍ରୀ ଜଣେ ସାହସୀ ନାରୀ।ତୁମେମାନେ କାହିଁକି ତାଙ୍କ ପଛରେ ପଡିଛ, କଣ ମିଳୁଛି ତୁମ ମାନଙ୍କୁ।ଯଦି ସେ ଦୋଷୀ ହୋଇଥାନ୍ତେ ଆଇନ କାନୁନ, କୋଟ କଚେରୀ କେହିବି ଦେଖି ପାରୁ ନାହାଁନ୍ତି, ଖାଲି ତୁମେମାନେ ଦେଖି ପାରୁଛ।କାହିଁକି ଜଣେ ବଂଚି ଥାଉ ଥାଉ ମାରି ଦେବାକୁ ଚେଷ୍ଟା କରୁଛ।
ମାଗଣା କଥା କୁହନି , ସେ ହତ୍ୟାକାରୀ ନୁହନ୍ତି , ଆଉ କେବେ ତମେ ସତ ଜାଣିବ, କେବେ ତାଙ୍କ ଜାଗାରେ ରାହିକି ଦେଖ, ସେ ନିଜ ସ୍ବାମୀ କୁ ହରେଇ ଛନ୍ତି , କେତେ ଦୁଃଖ ରେ ଅଛନ୍ତି। ତା ପରେ ବି ତମେ ମାନେ .... 😒😒😒
Bhai sa jhia kn ata pagal .... Sabu sata kahib
@@dasmamali579 se jhia pagal nuha tanku jou mane murder ଭାବୁଛନ୍ତି ସେମାନେ ସବୁ ଗୋଟେ ଗୋଟେ ପାଗଳ
@@sambitmohapatra7278 ମାଗଣା ଲୋକ ଙ୍କ କିଛି କାମ ଧନ୍ଦା ନାହିଁ ଭାଇ କଣ କରିବେ , ତାଙ୍କ ପଛରେ ଲାଗିଛନ୍ତି
ବହୁତ ଦୁଃଖ ଲାଗିଲା ଦେଖିକି ଭଗବାନ ଏମିତି ଦୁଃଖ କାହାକୁ ନ ଦିଅନ୍ତୁ😓💙💙💚💚💚
Sata katha bht loka bht Katha kahibe gote jhai ku kebebi aditya Bhai nku marinathibe 😰
😢😢😢😢
Tamaku bhagaban jou kasta dele se kasta au kau stree ku na diantu. God gives u more n more strength
Bhukta bhogi nahele Jane aau jananka dukha bujhiparena..... salute this lady🙏
Background Music Of Nandighosh Tv Was Awesome......God Bless You All.... And May Almighty God Bless The Devine Soul Of Late Manav Premi Aditya Dash .
This Show Feels Like Slightly Promotional...🙂
😜
Alajuka be tama bhali loka sabu
Really heart touching ❤️❤️❤️❤️❤️, God bless you Bidyashree,
ua-cam.com/video/4tUmvnAf4wE/v-deo.html
Aditya Bhai bahut badhiya pila thila. ame samosta tumoku khujuchu bhai 🙏🙏🙏🙏 Jay jagannath 😭😭😭
ଆଦିତ୍ୟ ଦାସ ଦୁନିଆ ରେ ନାହାନ୍ତି ସତ
ହେଲେ ସମସ୍ତ ଙ୍କ ହୃଦୟ ରେ ଅଛନ୍ତି...
This lady is speaking from heart. Normally, our society shows only superficial sympathy for women. Only a lady knows how much she suffers when she loses her husband. May God give her enough strength to live her life.
0000000
7777i
@@nareshparida4068 refuetee
Di plz number
I can't stop my crying 😭😭😭...jia jaha kahu janini but aeta gote jhia pain bad moment 😢😢😢
ଆଜି ର ଦୁନିଆ ରେ ଯିଏ ମଦ ବିରଧି ହେଇଛି ଏ ଦିନିଆଁ ରେ ନାହିଁ ଇଏ ତୋ ଜଳନ୍ତ ଉଦାହରଣ 🙏🙏🙏🙏
Right 👍
Yes😭
ନନ୍ଦିଘୋଷ ଟିଭି କୁ ଅନୁରୋଧ,ଭାଇ ଆଦିତ୍ୟ ର ବାପା ମାଆ ଙ୍କୁ କିମ୍ବା ଓ acf ସୋମ୍ୟୁ ଙ୍କ ପରିବାର କୁ ଗୋଟେ ଦିନ ଲକ୍ ଡ଼ାଉନ ଡାଇରୀ କୁ ଡାକି ସୁଯୋଗ ଦିଅନ୍ତୁ ତୁମ ଟିଭିର ଧର୍ମ ହେବ,ସେମାନେ ତାଙ୍କ ପୁଅକୁ ହରେଇଛନ୍ତି, ତାଙ୍କ ହୃଦୟର ବହୁତ କଥା ଚାପିହୋଇ ରହିଛି,ସତ କଣ ପବ୍ଲିକ ଜାଣିବା ଦରକାର, କାହାକୁ ଆକ୍ଷେପ କରିବା ଉଦ୍ଦେଶ୍ୟ ନୁହେଁ,ଯୀଏ ଦୋଷ କରିଛି ସିଏ ଦଣ୍ଡ ପାଇବା ଉଚିତ
Jadi ata mulya hin promotion tebe subhasis sarangi ku kan pain sujogo debe ...tara kana lose haichi ki ...se amti kan kari daichi ki je taku sujog dia jiba
ଆଦିତ୍ୟ କୁ ଯିଏ ମାରିଛି କି ସିଏ ଯାହା ପାଇଁ ମରିଛନ୍ତି ,ଭଗବାନ କରନ୍ତୁ ସିଏ ବି କେବେ ଶାନ୍ତି ନ ରହି ନପାରୁ,
ଭଗବାନ କରନ୍ତୁ ତୁମେ ବୋହୁତ ଆଗକୁ ଯାଅ ବିଦ୍ୟାଶ୍ରୀ।କାହା କଥାକୁ ନଶୁଣି ନିଜ ଲକ୍ଷ୍ୟ ପଥରେ ଆଗକୁ ମାଡିଚାଲ।ଯଦି ପାରୁଛ ସମାଜ ପାଇଁ କିଛି ଭଲ କାମ କରିବାକୁ ଚେଷ୍ଟା କର।🙏🙏🙏
ସେ ବାଳ କରିବ ଭାରି ପ୍ରେମ ଉଛୁଲୁଛି ନାରେ
@@srimantakmishra565 ନିଶ୍ଚିତ ଭାବରେ ବିଦ୍ୟାଶ୍ରୀ ଜଣେ ସାହସୀ ନାରୀ।ତୁମେମାନେ କାହିଁକି ତାଙ୍କ ପଛରେ ପଡିଛ, କଣ ମିଳୁଛି ତୁମ ମାନଙ୍କୁ।ଯଦି ସେ ଦୋଷୀ ହୋଇଥାନ୍ତେ ଆଇନ କାନୁନ, କୋଟ କଚେରୀ କେହିବି ଦେଖି ପାରୁ ନାହାଁନ୍ତି, ଖାଲି ତୁମେମାନେ ଦେଖି ପାରୁଛ।କାହିଁକି ଜଣେ ବଂଚି ଥାଉ ଥାଉ ମାରି ଦେବାକୁ ଚେଷ୍ଟା କରୁଛ।
Satare Bidyashre hauchanti samasta nka pani gote udhaaharan Bidyashre bahut bhala tanku kahe kharap kuhantuni please...... 🙏
U r great n down to earth bidyashree mam.dont think about people comment.u r the strongest lady I found.go ahead
God bless you di ...tears in my eye..can feel the pain ...be strong
ଯଦି ତୁମେ ଏତେ ଆମ ଭାଇ ଙ୍କୁ ଭଲ ପାଅ, ଭାଇ କଣ ପାଇଁ ନ୍ଯାଯ ପାଉ ନାହାଁନ୍ତି.... ପାଇ ଯିବା କଥା,
Great salute didi...really you are very strong ....i pray near the god to give you more energy and strong.
ନିଜ କଲା କର୍ମ କୁ ଭୁଲିବାକୁ ଏ ଆଚରଣ।ସ୍ବାମୀ କୁ ଏତେ ଭଲ ପାଉଥିଲା ଯେ ଥାନାରେ FIR Fri ନ ଥିଲା।ସେ ଦିନ ରାତିରେ କେମିତି ଷ୍ଟେସନ ରେ ରହିଲା ସ୍ୱାମୀର ଶବକୁ ନିଜେ ଠାବ କଲା ଏ ରହସ୍ୟର ଉନ୍ମୋଚନ କଲାନି।ପକ୍କା ଅଭିନେତ୍ରୀ ବଢିଆ ଅଭିନୟ କରୁଛି।ଅଭିନୟରେ ଫସାଇ ଆଦିତ୍ୟ କୁ ବାହାହେଲା ତାପରେ ତାର ....
Tu Mgh sabu janichhu naa
@@roaststarrdk6077 ମୁ ସବୁ ଜାଣିନି।ଓଡ଼ିଶା ସରା ଯାହା ଆଲୋଚନା ହେଉଥିଲା।ଟିଭି ଓ ଅନ୍ୟାନ୍ୟ ଗଣମାଧ୍ୟମ ରୁ ଯାହା ଶୁଣିଛି ତାକୁ ଦେଖି ମୋ ମତାମତ ଦେଲି ଆପଣ ଗ୍ରହଣ ନ କରନ୍ତୁ ।ଅନ୍ତତଃ ଭାଷା ଭଦ୍ର ହେବା ଉଚିତ୍।ଭାଷା ଅମର ଶିକ୍ଷା,ସଂସ୍କାର ପରିବାରର ମର୍ଯ୍ୟାଦା ର ପରିଚୟ ଦିଏ।🙏
@@roaststarrdk6077 ଗାଳି ରୁ କେତେ ଭଦ୍ର ସବୁ ଜଣା ପଡୁଛି
Right
@@promadamishra1397 ନିଶ୍ଚିତ ଭାବରେ ବିଦ୍ୟାଶ୍ରୀ ଜଣେ ସାହସୀ ନାରୀ।ତୁମେମାନେ କାହିଁକି ତାଙ୍କ ପଛରେ ପଡିଛ, କଣ ମିଳୁଛି ତୁମ ମାନଙ୍କୁ।ଯଦି ସେ ଦୋଷୀ ହୋଇଥାନ୍ତେ ଆଇନ କାନୁନ, କୋଟ କଚେରୀ କେହିବି ଦେଖି ପାରୁ ନାହାଁନ୍ତି, ଖାଲି ତୁମେମାନେ ଦେଖି ପାରୁଛ।କାହିଁକି ଜଣେ ବଂଚି ଥାଉ ଥାଉ ମାରି ଦେବାକୁ ଚେଷ୍ଟା କରୁଛ।
Really salute mam u r very great 💗☺️💖
Real thing s sir
Wow.. 🙏🙏 m really crying 😭😭
ua-cam.com/video/4tUmvnAf4wE/v-deo.html
Miss you aditya bhai 🙏🥺really bidyashree dd proud of you 😊😊🙏🙏🙏🙏
Thanku n tv.gote jhia Ra dukha haluka karithibaru.smile sweet girl
ମହା ପ୍ରଭୁ ଜଗନ୍ନାଥ ଆପଣ ଙ୍କୁ ଅସୀମ ଧର୍ଯ୍ୟ ଓ ଆତ୍ମବିଶ୍ବାସ ଦିଅନ୍ତୁ ଆଗାମୀ ଜୀବନ ରେ ଆପଣ ବହୁତ୍ ଉନ୍ନତି କରନ୍ତୁ🙏🙏
ନନ୍ଦିଘୋଷ ଆ ପରେ ଡ଼ି ଏଫ ଓ ଆଉ ବିଦ୍ୟା ଭାରତୀ ର ବଜାଅ.ତମ ଚାନେଲ ମାଲିକ ଯେମିତି ତମ ପୋଗ୍ରାମ ବି ସେମିତି.
ଆରେ ତୋର ପ୍ରଥମ କାମ କରିବାକୁ ଦରକାର କି chasama ବଦଳେଇବା 😠
@@reetap4008 ଚଷମା ପଠେଇବେ କି?
@@reetap4008 Tora poduchi bahut.
@@rajibkumarmohanty8617 ସତ କୁ ବରଦାସ୍ତ କରି ପାରୁନ ନା
@@reetap4008 ମୁଁ ଭାବୁଛି ଆପଣ ବରଦାସ୍ତ କରିପାରୁନାହାନ୍ତି
I support you
You are geneous👌👌👌👌👌
May God give you strength to go ahead
Really salute bidyasri Didi 🙏🙏 God Bless you Aditya Bhai
God bless u 🙏🙏🙏🙏🙏❤❤❤❤
Bidyasri mam apana bahut talented au bahut sahasi bi apananka bhali au kehi bodh hue ta husband ku vala pai paribani aditya sir nku jiban sara emiti vala pau thantu au bahut khusire ruhantu
So beautiful ❤️❤️❤️❤️
ନିଶ୍ଚିତ ଭାବରେ ବିଦ୍ୟାଶ୍ରୀ ଜଣେ ସାହସୀ ନାରୀ।ତୁମେମାନେ କାହିଁକି ତାଙ୍କ ପଛରେ ପଡିଛ, କଣ ମିଳୁଛି ତୁମ ମାନଙ୍କୁ।ଯଦି ସେ ଦୋଷୀ ହୋଇଥାନ୍ତେ ଆଇନ କାନୁନ, କୋଟ କଚେରୀ କେହିବି ଦେଖି ପାରୁ ନାହାଁନ୍ତି, ଖାଲି ତୁମେମାନେ ଦେଖି ପାରୁଛ।କାହିଁକି ଜଣେ ବଂଚି ଥାଉ ଥାଉ ମାରି ଦେବାକୁ ଚେଷ୍ଟା କରୁଛ।
Be strong madam!! May god bless you
Be strong bidyashree 👍... god bless u
ua-cam.com/video/4tUmvnAf4wE/v-deo.html
So sweet mam 🙏
👄👄👄 mast lighucha
Soooosweet my dear .stay blessed always
Bahut sundar bidya sister. Love you
God bless u dii tuma news bahut dekhi6i but e video re bahut dukhha lagila .
God bless you 🙏
Heart touching 😭😭😭😭😭😭
I Love u bidyashree didi ,U'r great
So sweet madam
I always support you. Dee . 👍🏻👍🏻👍🏻 Stay strong God bless you 🙏🏻
Best couple ❤️❤️❤️
Absolutely right Bidyashri ! You also gave best to Aditya !
Heart touching...Jay jagannath apanku bhalare rakhantu..
A strong lady very nice God bless u ✨✨✨☀️🙏
😭😭😭😭😭😭 didi mate bahuta dukha laguchi 😭😭😭
Both r my feb❤❤😭😭be strong bidyasree🙏🙏we r always with u
Really good bidyashree Didi😭❤️❤️❤️❤️❤️❤️❤️
Heart ❤katha pura....
be strong always dii you are good ....so be happy always please
ଭଗବାନ ତୁମକୁ ସହାୟ ହୁଅନ୍ତୁ ବିଦ୍ୟାଶ୍ରୀ, ଆଗକୁ ଆଗକୁ ଯାଅ, ନିଜର ସବୁ ସ୍ବପ୍ନ ପୁରଣ କର।🙏🙏
ଜୟ ଜଗନ୍ନାଥ ମହାପ୍ରଭୂ ହସିବାର ସାହାସକୁ ହଜାରେ ଗୁଣରେ ପ୍ରଦାନ କରନ୍ତୁ ଭଉଣୀ ତୁମକୁ❤️❤️🙏🙏
Adi bahi I miss you 😢😢😢
I love u ❤.... U r so sweet..... Ur heart is very kind 😥
God bless you dii
God bless you didi ❤️😢😢 sobubele khusire ruho didi...didi tome bohut strong.... 😢😍
ବହୁତ ସୁନ୍ଦର ଲାଗିଲା ଏହି ସାକ୍ଷାତକାର ଧନ୍ୟବାଦ ନନ୍ଦିଘୋଷ ଟିଭି।
mam your great👋👋👋👋👋👋👋👋👋👋👋👋👋👋👋👋👋👋👋👋👋
Love you dii
Very nice
Storng ruha dii bhagban sabu thhik heijiba
Bhala bhala episode aanuthibaru Nandighosha TV ku bahut bahut dhanyabad
Bidhi chheli ra acting mane super😂😂
Be brave ! Jay Shree Jagannath !💐💐
Be strong di
Bhagawan tuma ku khusi re rakhantu
Ur voice is so sweet
ବଢିଆ ନାଟକବାଜି l
Really miss you Aditya vaii😭😭
God bless you.......
କାଇଁ ଆଦିତ୍ୟ ଭାଇ ବଞ୍ଚି ଥିଲା ବେଳେ କେବେତ ଚ୍ୟାନେଲ ରେ ଦେଖେଇନ... ବିଜୁ ସମାଚାର
ଓଡିଶା ବାସି ଭଲସେ ବୁଝି ପାରୁଛନ୍ତି
You are great bidyashree
Sai Baba plz amiti dukha kahaku duani
Really bidya di u r strong girl 😓😓😓😓
Ha ha tame jae dekhi jaethila ki 😆😆
Thik katha bahut strong , Adi mrutyu pare b Adi Ra bapa maa Ku kahu na thile . Sabubele khali katha badalou thile .
Bhagaban kana ate nistura aji janili God bless you sister🙏😭😭😭😭😭😭😭😭😭😭
ସବୁ ପ୍ରକାର ଗୁଣ ଅଛି ହେଲେ କଣ କରିବା ଭାଗ୍ୟ ଖରାପ।
Seriously heart touching
Didi good bless you namskar
Bahut bhala lagila apana nka video dekhi
ପ୍ରକୃତରେ ନାରୀ ମାୟା କୋଈ ନେହିଁ ପାୟା
Sem ଟୁଇଷ୍ଟ case ଆଦିତ୍ୟ ଦାସ = ସୌମ୍ୟରଂଜନ
ଯଦି media wala ତମର ଦମ ଅଛି ଏ 2ଟି case ର ପରଦା ଫାଶ କରି ଦେଖନ୍ତୁ ତେବେ ଆମେ ଜାଣିବୁ
ଆପଣଙ୍କ ଜନ୍ମ ବି ଗୋଟିଏ ନାରୀ ଠୁ ହିଁ ଭାଇ 😊
Bhai tame pardafas kari dekhidia
Yes bhai
Hai Bhagawan Bidyashree ku strong bonao agaku agaku aahuri.
Next bidiyabharati Sankar Bhai lockdown diary pgm
Litu bhai right koila he 🙏
Thik kahile.. emanaku bhetantu
Best'of wife
Sankar bhai ku amiti kariba ku diya next kiye dekha jau
We all are with u didi ....be strong...bidhira bidhan ku kie atkei pariba ...😭😭😭😭😭😭😭I can't stop tears 😭😭😭😭
ବିଦ୍ୟାଶ୍ରୀ ଙ୍କ ନାମ କିଏ reffer କରିଥିଲେ ଏ କାର୍ଯ୍ୟକ୍ରମ ପାଇଁ???
Pandiyan deithiba bodhe
DFO kebe asiba ehi show ku
ଶଙ୍କର ଭାଇ ତମେ ଆଦି ଭାଇ ଙ୍କ ବାପା ମା ପାଖକୁ ଜାଇଥିଲେ ଜାଣି ଥାନ୍ତ କେତେ କଷ୍ଟରେ ଅଛନ୍ତି ପୁଅକୁ ହରେଇ ଓଡିଶା ବାସି ଜାଣି ଗଲେ
Bhagwan Tamaku Saahasa Diantu....!!🙏
Auuu Aagaku Badibara ra Rasta Bi Dekhantu....🙏🙏
God Always Bless off uhh Didi...😰😰😰😰😰😰😰😰😰😰😰
Aakhire Luha Asigala...😊
ଜୀବନରେ ଦୁଃଖରୁ କିଛି ସିକିବାକୁ ମେଳେ ମା ନିଜ ଭିତରେ ଅନୁଭବ ରୁ ଜୀବନ ପରିବର୍ତନ ହୁଇଥାୟ
ua-cam.com/video/4tUmvnAf4wE/v-deo.html
Wow nice bidya sheree good toking love😂😂🤣🤣🤣💔❣❣❣
Really Heart toching
ua-cam.com/video/4tUmvnAf4wE/v-deo.html
Badia didi .mu bi same situation ru gati karisarichi.
ଛି ଛି କଣ ପାଇଁ ଆଣିଲ ଆକୁ
ସ୍ବାମୀକି ମାରି ସତୀ ଦେଖାଇ ହଉଚି
ଛି ତୋ ଜୀବନ
Didi sabu bele khusi re ruhontu 🙏🙏🙏🙏🙏 bhagwan sabu bele happy rakhontu 😔😔😔😔😔😔
Bidyasharee sis you are so great ..you are all talented
Tu bi sethi ru gote laguchi
@@srimantakmishra565 tama thu kam okkk kain tanku ta jeel helani tame gote gote cbi be murkha amiti leady haba darkar murkha
@@srimantakmishra565 sunu be tu nijaku thik kara kahaku kahiba purbaru ta proove dekhe
Love you didi ❤❤❤❤❤❤❤❤
Wowwwww.......!!!!! ❤️❤️❤️❤️
Sundar pratibha...may God give him strength and presence for end of lf...💞💞
She is such a nice guy.and nice women.❤️
GOD BLESS YOU 💖