Ghare Ghare Triranga ||Jayashree Dhal || Sridhar Behera || Survibration || New Independence Song
Вставка
- Опубліковано 19 вер 2024
- ♫ Song Name - Ghare Ghare Triranga
♫ Singer - Jayashree Dhal
♫ Lyrics - Tr. Sridhar Behera
♫Producer - Benudhar Khilar , Susanta Khilar
♫ Editing - Sandy
♫ Advisor - Gelhamani Khilar , Rasmita Behera , Sibani ,Bhabani , Sisira , Srusti
♫ Management - Subhadra Sahoo , Sabita Sahoo , Dr. Sibabrata Sahoo
♫ Studio - Survibration
♫ Banner - Survibration
♫ Recording & Mixing - Survibration (BBSR)
for recording new song call 7008940396
Hit the LIKE button if you love the song and let us know your feedback in the comment section below. Enjoy & stay connected with us! Give it all your love
#gharegharetriranga
#jhipijhipibarasabarasigala
#UmakantaDas
#RabiKumar
#JayashreeDhal
#Survibration
#NewbolbomBhajan
#NewOdiaBhajan
#JagannathBhajan
#NewRathajatraBhajan
#OdishaViralSinger
#BlindSingerUmakantaDas
#indipendenceday
#gharghartriranga
#harghartiranga
#swadhinatadiwas
#harghartriranga
#newhitsong
#15thaugust
#janganman
#nationalanthemindia
#bandemataram
Survibration " ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଆମ video କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ "Survibration" ର UA-cam Channelକୁ Subscribe କରନ୍ତୁ ଓ Bell 🔔 ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I
!! *ANTI PIRACY WARNING * !!
This Content is Copyrights to "Survibration" Any Authorized Re-upload is Strictly Prohibited of This Material. Legal Action will be Taken Against Those who Violate this Copyrights Material Presented.
***********
✽ Subscribe our Official UA-cam Channel -
www.youtube.co....
✽ Like us on Facebook -
h / drjayashreed. .
/ sur-vibratio... .
LIKE ◆ COMMENT ◆ SHARE ◆ SUBSCRIBE
LYRICS
ଉଡ଼ ରେ ତ୍ରିରଙ୍ଗା ଉଡ଼ ରେ ...
ଉଡ଼ ରେ ତ୍ରିରଙ୍ଗା ଉଡ଼
ମୋ ଦେଶ ସାରା ଫର ଫର ଉଡ଼
ଉଡ଼ ରେ ତ୍ରିରଙ୍ଗା ଉଡ଼
ମୋ ଦେଶ ସାରା ଫର ଫର ଉଡ଼
ଉଡି ଉଡି ଦିଏ ବୀରତ୍ୱ ବାରତା
ଉଡି ଉଡି ଦିଏ ବୀରତ୍ୱ ବାରତା
ଦେଶ ପ୍ରେମରେ ସବୁ ବନ୍ଧା
ମୋ ତ୍ରିରଙ୍ଗା ଦେଶ ପ୍ରେମରେ ସବୁ ବନ୍ଧା
ଉଡ଼ ରେ ତ୍ରିରଙ୍ଗା ଉଡ଼
ମୋ ଦେଶ ସାରା ଫର ଫର ଉଡ଼
ମୋ ଦେଶ ସାରା ଫର ଫର ଉଡ଼
xxxxxxxxxxxxxxxxxxxxxxxxxxxxx
ଦେଶଟି ଦିଶିବ ଭାରି ସୁନ୍ଦର
ତ୍ରିରଙ୍ଗା ଉଡ଼ିବ ସବୁରି ଘର
ଦେଶ ଜାତି ପାଇଁ ସହିଦ ହେବା
ଜନମଭୂମି ର ମାନ ରଖିବା
ଦେଶଟି ଦିଶିବ ଭାରି ସୁନ୍ଦର
ତ୍ରିରଙ୍ଗା ଉଡ଼ିବ ସବୁରି ଘର
ଦେଶ ଜାତି ପାଇଁ ସହିଦ ହେବା
ଜନମଭୂମି ର ମାନ ରଖିବା
ନାଚିବା ଗାଇବା ଦେଶକୁ ଜାଣିବା
ନାଚିବା ଗାଇବା ଦେଶକୁ ଜାଣିବା
ଦେଶ ପ୍ରେମରେ ସବୁ ବନ୍ଧା
ମୋ ତ୍ରିରଙ୍ଗା ଦେଶ ପ୍ରେମରେ ସବୁ ବନ୍ଧା
ଉଡ଼ ରେ.....hmm .....hmm ..... ଉଡ଼ ରେ ତ୍ରିରଙ୍ଗା ଉଡ଼
ମୋ ଦେଶ ସାରା ଫର ଫର ଉଡ଼
ମୋ ଦେଶ ସାରା ଫର ଫର ଉଡ଼
xxxxxxxxxxxxxxxxxxxxxxxxxxxxxx
ଗାନ୍ଧୀ ଗୋପବନ୍ଧୁ ରଘୁ ଦିବାକର
କଷ୍ଟେ ଡାକୁ ଆମ ଲକ୍ଷ୍ମଣ ବୀର
ସର୍ଦ୍ଦାର ପଟେଲ ସୁବାଷ ନେତାଜୀ
ଜୀବନ କୁ ଦେଶେ ଲଗାଇ ବାଜି
ଗାନ୍ଧୀ ଗୋପବନ୍ଧୁ ରଘୁ ଦିବାକର
କଷ୍ଟେ ଡାକୁ ଆମ ଲକ୍ଷ୍ମଣ ବୀର
ସର୍ଦ୍ଦାର ପଟେଲ ସୁବାଷ ନେତାଜୀ
ଜୀବନ କୁ ଦେଶେ ଲଗାଇ ବାଜି
ହଟିଲା ଇଂରେଜ ଉଡିଲା ତ୍ରିରଙ୍ଗା
ହଟିଲା ଇଂରେଜ ଉଡିଲା ତ୍ରିରଙ୍ଗା
ଦେଶ ପ୍ରେମରେ ସବୁ ବନ୍ଧା
ମୋ ତ୍ରିରଙ୍ଗା ଦେଶ ପ୍ରେମରେ ସବୁ ବନ୍ଧା
ଉଡ଼ ରେ.....hmm .....hmm ..... ଉଡ଼ ରେ ତ୍ରିରଙ୍ଗା ଉଡ଼
ମୋ ଦେଶ ସାରା ଫର ଫର ଉଡ଼
ମୋ ଦେଶ ସାରା ଫର ଫର ଉଡ଼
xxxxxxxxxxxxxxxxxxxxxxxxxxxxxxxx
ତିନୋଟି ରଙ୍ଗରେ ଦେହ ଶୋଭିତ
ହୃଦୟେ ଅଶୋକ ଚକ୍ର ମଣ୍ଡିତ
ସତ୍ୟ ଶାନ୍ତି ତ୍ୟାଗ ଦିଏ ସାହସ
ସେବା ସମର୍ପଣ ଭରେ ବିଶ୍ୱାସ
ତିନୋଟି ରଙ୍ଗରେ ଦେହ ଶୋଭିତ
ହୃଦୟେ ଅଶୋକ ଚକ୍ର ମଣ୍ଡିତ
ସତ୍ୟ ଶାନ୍ତି ତ୍ୟାଗ ଦିଏ ସାହସ
ସେବା ସମର୍ପଣ ଭରେ ବିଶ୍ୱାସ
ଦେଶର ପ୍ରଗତି ସାରଥୀ ତ୍ରିରଙ୍ଗା
ଦେଶର ପ୍ରଗତି ସାରଥୀ ତ୍ରିରଙ୍ଗା
ଦେଶ ପ୍ରେମରେ ସବୁ ବନ୍ଧା
ମୋ ତ୍ରିରଙ୍ଗା ଦେଶ ପ୍ରେମରେ ସବୁ ବନ୍ଧା
ଉଡ଼ ରେ.....hmm .....hmm ..... ଉଡ଼ ରେ ତ୍ରିରଙ୍ଗା ଉଡ଼
ମୋ ଦେଶ ସାରା ଫର ଫର ଉଡ଼
ମୋ ଦେଶ ସାରା ଫର ଫର ଉଡ଼
ମୋ ଦେଶ ସାରା ଫର ଫର ଉଡ଼
ମୋ ଦେଶ ସାରା ଫର ଫର ଉଡ଼
ବହୁତ ସୁନ୍ଦର ଗୀତ
ନିଜକୁ ଧନ୍ୟ ମନେ କରୁଛି ଯେ ମୁଁ ଜଣେ ଭାରତୀୟ ନାଗରିକ । ତ୍ରିରଙ୍ଗା ମୋ ପରିଚୟ । ଭାରତ ମାତା କି ଜୟ🙏🙏🙏🙏
Bharat mata ki jay
Goodness songs verrynice
Beautiful voice 🎤🇮🇳🙏🇮🇳
Really your voice is sweet and unique mdm ... I have never seen such a typical voice in Odisha ❤️❤️❤️
ଅନନ୍ୟ ଦେଶଭକ୍ତି ପାଇଁ ଜୟଶ୍ରୀ ମ୍ୟାମ୍ ଙ୍କୁ ବିପୁଳ ଧନ୍ୟବାଦ 🇮🇳🇮🇳
Best wishes to ma'am 🙏
Very nice song, I proud in my country, banda mataram Jay hind. God bless you🙌🙏.
Very nice lyrics singing and music composition, congratulations to all,
Bande matram 🇳🇪 🙏
Jay hind 🇳🇪
Beautiful song. happy independence day 🇮🇳🇮🇳🇮🇳🇮🇳🇮🇳🇮🇳
ବହୁତ ହୃଦୟସ୍ପର୍ଶୀ ଆପଣଙ୍କ ଗାଇବା🙏🏻🙏🏻
VERY BEAUTIFUL SONG, NICE SINGING JAYSRI MEM, NICE MUSIC, NICE LYRICS.
Very nice lyrics singing and music composition, congratulations to all Bande matram
Nice song mam
Benudhar bhai congratulations
Beautiful song with beautiful voice with beautiful attitude
ଜୟ ଜଗନ୍ନାଥ, ବନ୍ଦେ ମାତରଂ।
ବହୁତ ସୁନ୍ଦର ଗୀତ ଜୟ hind🙏👌
Heloodidi pinkin Naik ❤❤❤❤❤❤❤❤❤❤🌹🌹🌹🌹🌹🌹🌹🌹🌹🌹💜💜💜💜💜💜💜💜💜💜💜💜💜💜💜💜💜🥀🥀🥀🥀
Nice Song Medam .... Keep it up .... Jai Sri Ram , Bharat Mathaki Jai
Beautiful, song best, natural, congratulation🎉❤
God karantu tame amiti gita gai ki lokamananku jagrata kara Jay 🚩🚩🚩bharat mata❤❤❤❤❤❤❤❤❤❤
Beautiful song
Beautiful song , Jay hind ,Jay Bharat
Really this song is very heart touching song❤️
Beautiful song and voice mamu
Jay Hind Jay Bharat Vande Mataram🇮🇳🇮🇳🇮🇳🇮🇳🇮🇳
Jay hind Jay Bharat vande mataram🇮🇳🇮🇳🇮🇳🇮🇳🇮🇳
Bhart mata ki jay bahut sundar song mem
So very nice song (bhart mata ki jai 🙏🙏🙏)
Superb... Jai Hind
Bahut sunder song
Nice voice sir Bharat mata ki jay
Nice song God bless u 🙏🙏🙏🙏🙏🙏
KHUB SUNDAR.
Mind blowing, jay bharat
Jay sri ram Jay sri krishna radhe radhee om namha shiwaya Jay hindh vande mataram
So sweet song madam bandemataram jai Bharat Maa ki jai
Bharat mata ki jay....
Very excellent.
Very nice singing , heart touching
Ati sundar
Jay hind bharat mate ki jay🙏🙏🙏
Music composition badhia uunnn.. tone
JAY HIND
Jay hind jay triranga
Ati ati sundar mem❤🙏🙏🇮🇳
Happy Independence day 🇮🇳
ବହୁତ ସୁନ୍ଦର ଗୀତ 🙏🙏😊 ଜୟ ହିନ୍ଦ୍ 🙏
Bahut sundar gita
Jiye ye gita fast lekhichi
Taku more salute Jay hind
Bahut sundar lyrics 👌👍
Thank you sister very nice kumar' babuli Bharata mataki jay good sang
Lyrics and etc fantastic thanks sridhar
Happy independence Day
Very nice 👌👌👌❤️
Many many thanks jayashree apa 🙏
Great Mam Salute He.Jay Hind.Jay Bharat.Bharat Mata ki Jay
ଅତି ସୁନ୍ଦର ଲେଖା
Didi Namaskar..Bahut badhia laguchhe. Apn nka Sambalpuri Gita bhala laguchhi.
❤❤❤
🎉❤jehind 🎉❤
ଜୟ ହିନ୍ଦ୍ 🇮🇳🇮🇳🙏🙏🇮🇳🇮🇳🇮🇳🇮🇳🇮🇳
ଖୁବ୍ ସୁନ୍ଦର 👌👌👌👌👌
Jay bharat mata ki🇮🇳🇮🇳🇮🇳🇮🇳🇮🇳
ସବୁଠାରୁ ଭଲ ଗୀତ ଗାନ
My fevorite song Jay hind
Mu NAC level re prize 🏆 anichhi thank you so much mam
So beautifu songl jaya shree mam
Best song ❤❤❤
ବହୁତ ସୁନ୍ଦର ଗୀତ ଜୟହୀଦ୍
Very nice song & voice
Happy Independence day 🇮🇳
Very nice lyrics
ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଅର୍ପଣ କରୁଛି ଆପଣ ସବୁବେଳେ ସୁନ୍ଦର ଏବଂ ହୃଦୟସ୍ପର୍ଶୀ ଗୀତ ପାଇଁ ବନ୍ଦେ ମାତରଂ ଜୟ ହିନ୍ଦ୍
Lllllllll
In in
Beautiful very Very nice thanks &salute to Tringa jai jawan congratulations from RUKMINI PRODUCTION BijayaKumarMishra GITIKARA senapatibagicha puri jai jagannath jai 🙏
Super ❤❤❤❤
Nice song vande matram
Fantastic mam, JAY HIND.
happy independence day all friends
🙏🙏🙏❤️❤️❤️
ଅତି ସୁନ୍ଦର
best best song
Jay hind
Very nice song jay hind 🙏🙏🙏🙏🇮🇳🇮🇳🇮🇳
Nice song
Proud of u. Very nice. 🙏🙏🙏
🇮🇳 ଜୟ ଭାରତ
Jai hind Vande Mataram 🇮🇳🇮🇳🇮🇳🙏
beatifull song
ଜୟ ଭାରତ❤❤❤🇮🇳🇮🇳🇮🇳👍👍🙏🙏🙏💕💕
SUPER SUPER THENKS
Jaha gita hela ei swara re gaiba au!!!! Hess...
Super song
Vande Matram
Waw..... so proud..... 👌
Superhit song 🙏🙏🙏🙏
💐💐💐
Jay Bharat Mata jay hind
Nice👍👍 🇮🇳🇮🇳🇮🇳🇮🇳🇮🇳🇮🇳🇮🇳
Bhagabati khilla🥰🧡🤍💚😍
Jay hind Hamada des ka jhanda
Jai hind
Happy independence day didi Jay hind
I Love my India 🇮🇳❤❤❤❤❤
Very beautiful song
Wow❤❤❤❤❤❤❤❤❤❤❤❤❤❤❤❤❤😊😊😊😊😊😊😊😊
Nice❤❤❤❤
Very nice song medam
Jay Hind