Bajrapata Ra Satarka Suchana ll ବଜ୍ରପାତ ବେଳେ କଣ କରିବ କଣ କରିବା ମନା ll ବଜ୍ରପାତ ରୁ ରକ୍ଷାପାଇବାର ସହଜ ଉପାୟ

Поділитися
Вставка
  • Опубліковано 9 лют 2025
  • #Bajrapatarasatarksuchana #pragnyashreenayak #saipragnyacreation #Bajrapataru #Kiparirakhyapaiba #pragnyashreenayak #pragnyashreenewrealise #Bajrapatarasataraksuchana #saipragnyacreationnewsong #Ghadaghadibijuli #
    Song : Bajrapata Ra Satarak Suchana
    Singer : Pragnyashree Nayak
    Lyrics : Himansu Mahanty
    Music : Priyadarshini Nayak
    Edting : Sudhansu Raut
    Producer : G. P Nayak
    Copyright : Sai Pragnya Creatïon UA-cam channel
    🙏SAI PRAGNYA CREATION ତରଫରୁ ସମସ୍ତyoutuber 's
    ମାନଙ୍କୁ ବହୁତ ବହୁତ ଧନ୍ୟବାଦ ll
    ଆଗ ଅପେକ୍ଷା ବର୍ତ୍ତମାନ ବହୁତ ଜୋରରେ ଘଡଘଡି ଓ ବିଜୁଳିର
    ପ୍ରଭାବ ଦେଖିବାକୁ ମିଳୁଛି ll ସେହି ଘଡଘଡି ବା ବଜ୍ରପାତରୁ କିପରି ରକ୍ଷା ପାଇବା ଏବଂ ସେ ସମୟ ରେ କଣ କଲେ ଆମେ ନିଜେ ନିଜକୁ ବଞ୍ଚାଇ ପାରିବା ଏ ବିଷୟରେ ସମ୍ପୂର୍ଣ ସତର୍କ ସୂଚନା ଦିଆଯାଇଛି ll ଗୀତଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ଦେଖିଲେ ଆପଣ ମାନେ ନିଶ୍ଚିତ ବୁଝି ପାରିବେ ll
    ଆଶା କରେ ଗୀତ ମାଧ୍ୟମରେ ଦେଇଥିବା ଏଇ ସୂଚନା ଟିକୁ ବହୁତ ମାତ୍ରା ରେ share କରନ୍ତୁ ଏବଂ ନିଜେ ସତର୍କ ରୁହନ୍ତୁ II
    🙏J A Y J A G A N N A T H🙏
    Thanks You For Your Love And Support.

КОМЕНТАРІ • 89