V. K. Pandian ଦେଲେ ଚ୍ୟାଲେଞ୍ଜ, Dharmendra Pradhan କହିଲେ | Genera Election 2024 | Odia News

Поділитися
Вставка
  • Опубліковано 21 вер 2024
  • V. K. Pandian ଦେଲେ ଚ୍ୟାଲେଞ୍ଜ, Dharmendra Pradhan କହିଲେ | Genera Election 2024 | Odia News #BJPCandidateList #CongressCandidateList #loksabhaelection2024 #loksabhaelection #loksabhaelections2024 #odishanews #odishaassemblyelection #odisha #odishapolitics #odianews
    Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
    Subscribe now and turn on notifications to stay connected with News18 Odia and stay ahead of the curve with our comprehensive news coverage. Stay informed, stay engaged, and stay connected with News18 Odia on UA-cam.
    Please visit our website bit.ly/2YaikeJ for the latest opinions and detailed news coverage.
    Follow us on
    Facebook: / news18odia
    Twitter: ne...
    Website: bit.ly/2YaikeJ
    Subscribe to our channel to get the latest news and updates tinyurl.com/y4...

КОМЕНТАРІ • 811

  • @biswajit8329
    @biswajit8329 4 місяці тому +16

    ନବୀନ ବାବୁ ଏଥେ କଥ କହୁଛନ୍ତି,
    ତାଙ୍କୁ କୁହ ଏକ ସେ ନିଜେ ଆସି ଥରେ ମିଡ଼ିଆ ଆଗରେ କହିବେ ଓଡିଶାକୁ କେତେ ଭଲ ପାନ୍ତି ବୋଲି |

  • @dibakarpanda1352
    @dibakarpanda1352 4 місяці тому +202

    ପାଣ୍ଡିଆ ଓଡ଼ିଶା ରାଜ୍ୟର ନେତା ନୁହେଁ , ହାରିଲେ ତାମିଲନାଡୁ ପଲେଇବୁ, ଏତ ସାଧାରଣ କଥା,

    • @silunayak6482
      @silunayak6482 4 місяці тому +12

      Dharama Bihar

    • @GouriDas-qg1tw
      @GouriDas-qg1tw 4 місяці тому

      ଜାହା ଗାଣ୍ଡି ମାରିଛି ସବୁ ଓଡିଶାରେ ଦବ ତାପରେ ଓଡିଶା ଛାଡିବ. ..

    • @bhubaneswarvlogger8533
      @bhubaneswarvlogger8533 4 місяці тому +4

      Love you mo bhai kn kahila ree 🙏🙏🙏😍😍🙌

    • @ajitkumarsamal7202
      @ajitkumarsamal7202 4 місяці тому

      ​@@silunayak6482tame golami karibaku bhala pauchha aau tame nirvachit neta bhi golami karibe Pandu ra aau eita bhi bhala laguchhi tamaku

    • @p2stockmarket
      @p2stockmarket 4 місяці тому +2

      ​@@silunayak6482 right

  • @GouriDas-qg1tw
    @GouriDas-qg1tw 4 місяці тому +91

    ହାରିଗଲେ ପାଣ୍ଡିଆନ ରାଜନିତୀ ଛାଡିଦବ କାହିକି ସବୁ ଖାଇଛି ବୋଲି କି....ଜାହା ଖାଇଛି ସବୁ ହଗିବ ତାପରେ ଛାଡିବ....

    • @AmrjitDas-qq2ep
      @AmrjitDas-qq2ep 4 місяці тому +3

      Muku tinipanjiru gala

    • @Save_Odisha_from_looters
      @Save_Odisha_from_looters 4 місяці тому +6

      ତିହାର ଜେଲ୍ ରୁମ୍ ନଂ 420 ପାଣ୍ଡୁକୁ ଅପେକ୍ଷା କରିଛି |

    • @somusir-lt8ho
      @somusir-lt8ho 4 місяці тому +2

      ​panigrahi pain😂

    • @SASADHARAMOHANTY
      @SASADHARAMOHANTY 4 місяці тому

      V.K. Tamil Dog 🐶🐶,, ତେଲିଆ ଟା ., ର।ଜନିତ୍ ରେ ହାରି ଓ ଜିତିବା ଅଛି, ତାମିଲ କୁକୁର, ତୋ ତେ ଛି ଛି

    • @amarendrabehera1592
      @amarendrabehera1592 4 місяці тому

      Right

  • @ommshree444
    @ommshree444 4 місяці тому +68

    ତୁ ମାରିବୁ ବୋଲି ସମସ୍ତେ ମାରିବେ କି, ବିଜେଡି ହାରିଲେ ତୁ ତାମିଲନାଡୁ ଯିବୁ କି ଓଡିଶା ରହିବୁ, ଟିକେ ଜନତାଙ୍କୁ କହିଦିଅ ଉତ୍ତର, ଦମ ଅଛି ଯଦି ଉତ୍ତର debu🙏

    • @jagansahu1284
      @jagansahu1284 4 місяці тому +4

      ବିହାରୀ ଅପରାଜିତା କେଉଁଠି ରହିବ

    • @CuteAnimals-pb1xp
      @CuteAnimals-pb1xp 4 місяці тому

      ​@@jagansahu1284Pura right bhai a maghiya kun seiya darkar

    • @_mr___rajput
      @_mr___rajput 4 місяці тому +2

      ​@@jagansahu1284tame hindu na other ? Hindu re jhia mrg pare bapa ghara nuha sasu ghara Naa re parichita huanti

    • @jagansahu1284
      @jagansahu1284 4 місяці тому

      @@_mr___rajput ତୁ ପୁରୁଷ ଶ୍ରେଷ୍ଠ ସମାଜ ର ଲୋକ
      ଯଦି ଅପରାଜିତା ଓଡ଼ିଆ ବହୁ ହୁଏ, ପାଣ୍ଡିଆନ ମଧ୍ୟ ଓଡ଼ିଆ ଜ୍ବାଇଁ
      ପାଣ୍ଡିଆନ ତାମିଲ ପୁଅ ହେଲେ ଅପରାଜିତା ବିହାରୀ ଝିଅ
      ମୋ ମତରେ ଝିଅ ପୁଅ ସବୁ ସମାନ

    • @_mr___rajput
      @_mr___rajput 4 місяці тому

      @@jagansahu1284 hee mor purusa bandu Ame pua jhia ku kebhe alaga najar re dekhinu samaste samana 👍 kintu hindu rininiti re jhia mrg kala pare kebhe bhi bapa ghara nuha sasu ghara Naa re parichita hue
      Thik semiti puaa mrg kala pare sasu ghara nuha bapa ghara Naa re parichita huanti jemiti tame hauchha tama bapa jeje bapa hauchhanti 👍👍
      Sei jaga re pua sasu ghara na re parichita haba jauthe sasu ghare pua nathiba aba ajogya pua thiba 🤔 kintu amar Odisha re jogya pua & jhia nka abhaba achhi mu bhebeni 👍 tame bhabuchha bodhe 👍.
      Pua ku sasu ghara & jhia ku bapa ghara Naa re parichita Kariba khali social media re hoipare reality re kebhe nuha tame kebhe emiti tama bhauni tama mama & baba & tama nija wife ku emiti parachaya re saman kariki dekhaa samaja re tame adarsha hoijiba 👍👍. Jadi karibi ta prove ta patheiba apanka apekhya re rahili 👍
      Amara jogya odia pua jhia nhi cm Hebe 👍👍 jogya pua jhia ra abhaba nanhi Odisha re 👍👍

  • @bijayashankartripathy8748
    @bijayashankartripathy8748 4 місяці тому +14

    Padian ଯେତେ ପ୍ରଚାର କରିବେ ବିଜେଡି ର ଭୋଟ ସେତିକି ମାଇନସ ହେବା । ବିଜୁ ଜନତା ଦଳରେ ଅନ୍ୟ ନେତା କାହିଁକି ଦେଖାଯାଉନାହିଁ ? ବହୁତ ଭଲ ନେତା ତ୍ ଅଛନ୍ତି । ସେମାନେ ଆଗକୁ ଆସନ୍ତୁ । ଆଉ ପ୍ରଚାର କାମ ରେ ଯୋଗ ଦିଅନ୍ତୁ।

  • @udayanathswain1569
    @udayanathswain1569 4 місяці тому +70

    ତୁ କେବେ ରାଜନୀତି ରେ ଥିଲୁ ଯେ ସନ୍ନ୍ୟାସ ନେବୁ.............ଆଜି ନହେଲେ କାଲି ପଳାଇବୁ..........

    • @Save_Odisha_from_looters
      @Save_Odisha_from_looters 4 місяці тому +5

      ତିହାର ଜେଲ୍ ରୁମ୍ ନଂ 420 ପାଣ୍ଡୁକୁ ଅପେକ୍ଷା କରିଛି |

    • @dinabandhunaik7332
      @dinabandhunaik7332 4 місяці тому +1

      କେଉଁ ବିଧାନସଭା, ଲୋକସଭା ଆସନରୁ ପ୍ରାଥୀ ହୋଇଛନ୍ତି, ତୁମେ ନେତା ନୁହଁ ଚାଟୁକାର

    • @samratdash3015
      @samratdash3015 4 місяці тому

      Saat katha😂

  • @ashokkumarbehura6372
    @ashokkumarbehura6372 4 місяці тому +52

    ପଣ୍ଡିଆଆନ ତାମିଲୀନାଡୁ ଯିବା ଦରକାର

    • @Healthin2791
      @Healthin2791 4 місяці тому +7

      ପାଣ୍ଡିଆନ ଓଡିଶା ମୁଖ୍ୟ ମନ୍ତ୍ରୀ ହେବ ତମେ ମାନେ ଜଳି କି ମରିବ

    • @turnonage
      @turnonage 4 місяці тому +1

      @@Healthin2791 tu gote tamil bedha kukura

    • @Sambalpur955
      @Sambalpur955 4 місяці тому +3

      ଆଉ ତମେ ମାନେ ତା ଗୁଲାମୀ କରିବ

    • @RavindeaRout
      @RavindeaRout 4 місяці тому +1

      Bjd

    • @Save_Odisha_from_looters
      @Save_Odisha_from_looters 4 місяці тому +3

      ତିହାର ଜେଲ୍ ରୁମ୍ ନଂ 420 ପାଣ୍ଡୁକୁ ଅପେକ୍ଷା କରିଛି |

  • @bhagabanrana4898
    @bhagabanrana4898 4 місяці тому +27

    ତାମିଲକୁହ, ଓଡ଼ିଶାରକୁ ଆଉ କେତେ ଲୁଣ୍ଠନ କେଲେ ଆପଣ ଭାରତର ନଂ 1 ଧନୀ ହେବ,ଓଡ଼ିଶା ନଂ 1ଗରିବ ହେବ 🙏🙏

    • @Save_Odisha_from_looters
      @Save_Odisha_from_looters 4 місяці тому +2

      ତିହାର ଜେଲ୍ ରୁମ୍ ନଂ 420 ପାଣ୍ଡୁକୁ ଅପେକ୍ଷା କରିଛି |

  • @stylishmaahi
    @stylishmaahi 4 місяці тому +83

    ତୁ କେବେଠୁ ନେତା ହେଲୁ ଯେ ସନ୍ୟାସୀ ନବୁ

    • @satyajitswain6994
      @satyajitswain6994 4 місяці тому +1

      Se jaha hou Tamil toka ra dum achhi hele yaku jabab dela valia odisha re gote bi toka dekha jauni

    • @chittaranjanbarik1681
      @chittaranjanbarik1681 4 місяці тому +1

      Pua gas pua kete thila kire gst kia pua kala kire

    • @SailaPradhan-cp6wb
      @SailaPradhan-cp6wb 4 місяці тому

      ​@@satyajitswain6994😊

    • @s.smohanty2648
      @s.smohanty2648 4 місяці тому

      ତୋ ବୋଉ ଉପରେ ପାଣ୍ଡିଆ ଚଢ଼ୁ ତାହା ଭଳି ଛୁଆ ହେବ​@@satyajitswain6994

    • @MaheshKumar-og9vf
      @MaheshKumar-og9vf 4 місяці тому

      ଆଉ କେତେ ଦିନ ଓଡ଼ିଆ ଅଲଗା ଲୁକ ମାନଙ୍କୁ ଦେବ ଆମେ ମାନେ ଏତେ ଦୁରକୁ କାମ କରିବା କାମକରିବାରୁ ଆସୁଛୁ କଣ ପାଇଁ ନବିନି ଏଥର ନୁହେଁ ଆମ ମାନଙ୍କୁ ଜିଏ ଓଡ଼ିଆ କୁ ଆଗକୁ ନବ ତାକୁ ଆମେ ଭୁଟ ଦେବା ଭାଇ ଓ ଭଉଣୀ ମାନେ 🇮🇳🇮🇳🇮🇳🇮🇳🇮🇳

  • @ashokkumarpal596
    @ashokkumarpal596 4 місяці тому +5

    ଆରେ ତୁମେ ତ ଏବେ ଏବେ ରାଜନୀତି ଆସିଛ ,ରାଜନୀତି କଣ ,କିପରି କରାଯାଏ ଜଣାନାହିଁ ,କେତେଦିନ ରାଜନୀତି କରିଛ ଯେ ଛାଡିବ.

  • @generalknowledge4173
    @generalknowledge4173 4 місяці тому +18

    ପାଣ୍ଡିଆନ ନିଜକୁ ରାଜ ନେତା ଭାବୁଛି କି l ସେ କେବେ ନିର୍ବାଚନ ଲଢ଼ିଛନ୍ତି କି

  • @subhamrout4069
    @subhamrout4069 4 місяці тому +27

    ପଇସା ବାଂଟୁଛି bjd ସେଥିପାଇଁ ଆପଣ ଦମ ଦେଖେଇ କହୁଛନ୍ତି

    • @lilisahu3470
      @lilisahu3470 4 місяці тому

      Tanka banti munda pichha 1000 banti jiti janichha bjd

    • @AsitKumarSa
      @AsitKumarSa 4 місяці тому

      Kanhi bjp Vala bantuchhi jiye pauchhi pauchhi

    • @RajKumar-dp2ip
      @RajKumar-dp2ip 4 місяці тому

      Tume pino ki bhai sathi pain ragucho😂

  • @mutapan7
    @mutapan7 4 місяці тому +6

    ହଁ ସନ୍ୟାସ ନେଇ ତ ଗାଁ କୁ ପଳେଇବୁ ସେଠି ଯାହା ସାଙ୍ଗରେ ନେଇଥିବୁ ସେଇ ଟଙ୍କାରେ ଚଳିବୁ😅

  • @MilanBagarti-cy7kw
    @MilanBagarti-cy7kw 4 місяці тому +15

    ଜୟ କଂଗ୍ରେସ

  • @subalkumarswain1457
    @subalkumarswain1457 4 місяці тому +6

    Right

  • @mr.rakesh342
    @mr.rakesh342 4 місяці тому +39

    ଧରମା ଡରି ଗଲା।😂😂😂

    • @allinoneentertainment2767
      @allinoneentertainment2767 4 місяці тому +6

      Tamil... 2 dinia neta😂😂

    • @Save_Odisha_from_looters
      @Save_Odisha_from_looters 4 місяці тому +4

      ତିହାର ଜେଲ୍ ରୁମ୍ ନଂ 420 ପାଣ୍ଡୁକୁ ଅପେକ୍ଷା କରିଛି |

    • @Save_Odisha_from_looters
      @Save_Odisha_from_looters 4 місяці тому +3

      ତାମିଲ ପାଣ୍ଡ ତତେ କେତେ ପେଲିଛି | କାହିଁକି ଏପରି ଖାଇବା ପାଇଁ ରାସ୍ତାର କୁକୁର ହୋଇଯାଉଛନ୍ତି |

    • @ommnamahshivay2084
      @ommnamahshivay2084 3 місяці тому

      Pandu asiki bjd ki mulapochh karidela

  • @MadanMohan-g7b
    @MadanMohan-g7b 4 місяці тому +3

    ଓଡିଶା ଲୋକ କେବେ ସୁଧୀରେ ରିବେ ନାଇଁ ସେତି ପାଇ ତ ଓଡିଶା ରେ ଯିଏ ଆସି ସିଏ ଶାସନ କରୁଛି ଓଡିଶା ଲୋକ ଦାଦାନ ଜାଉ ଛି

  • @mihirranjan5004
    @mihirranjan5004 4 місяці тому +2

    କଂଗ୍ରେସକୁ ଭୋଟ ଦିଅନ୍ତୁ ଏବଂ କେନ୍ଦ୍ରରେ ଥିବା ଗୋଟିଏ ଏକଛତ୍ରବାଦୀ ସରକାରକୁ ପରିବର୍ତ୍ତନ କରନ୍ତୁ ।

  • @karunakarkisan1143
    @karunakarkisan1143 4 місяці тому +5

    ନିଷ୍କପଟ କାମ କିଏ କରି ପାରିବ, ସେ ଗ୍ୟାରେଣ୍ଟି ସହିତ କାମରେ କରି ଦେଖାନ୍ତୁ l

  • @sareetasasmal1080
    @sareetasasmal1080 4 місяці тому +6

    Job ରୁ ଇସ୍ତଫା ଦେଲା ପରେ ଆଉ ଗୋଟିଏ way BJD r chamcha, ଦଳ ହାରିଲା ପରେ ଆଉ ଓଡ଼ିଶା ରେ ସ୍ଥାନ ନାହିଁ, ତାମିଲ ନାଡୁ ଚାଲିଯିବା। ଖାଲି ଜିତିବା ପାଇଁ ରାଜନୀତି କରା ଯାଏ କି..... ଏ କୋଉ ରାଜନେତା ???? ଯାହା ରକ୍ତ ରେ ରାଜନୀତି ର ସୁଅ ଥିବ ସେ barbar harile ବି ରାଜନୀତି କୁ ଛାଡି ପାରିବନି

  • @alekhabehera3259
    @alekhabehera3259 4 місяці тому

    କେନ୍ଦ୍ରୀୟ ନେତାମାନଙ୍କୁ ଛାଡିଆପଣ ପ୍ରଚାର କରନ୍ତୁ ଓଡ଼ିଶା ଲୋକମାନେ ଆପଣଙ୍କର ଭୂମିକା ପରଖନତୁ ଆପଣ କଦାପି ଜୟଲାଭ କରିପାରିବେ ନାହିଁ ବିଜେପି ଦଳ ସବୁ କର୍ମ କର୍ତ୍ତା କେବଳ ମିଡ଼ିଆ ସେଲ କୁଆସିଫୁଟାଣିମାରିବାଏହିଘନଗୁଣ ଅଛି ନିଜର ବାହାଦୁର ନାହିଁ

  • @trilochanswain3201
    @trilochanswain3201 4 місяці тому +4

    ବିଦେଶରୁ କଳା ଟଙ୍କା ଫେରିଲା କି ?
    ଦେଶରେ ଦର ଦାମ କମିଲା କି ?
    ଆଛାଦିନ ଆସିଲା କି?
    ପେଟ୍ରୋଲ ଦାମ କମିଲା କି ?

    • @deepakpatra8151
      @deepakpatra8151 4 місяці тому

      ଏହିରେ ମାଗଣା ଖିଆ

  • @happynewyear901
    @happynewyear901 4 місяці тому

    ସନ୍ନ୍ୟାସୀ ହେବା ଦରକାର ଆପଣଙ୍କୁ v k padian sir କାରଣ ପାପରେ ଭାଗ ନେଇଛନ୍ତି

  • @KanhaDas-qd6pv
    @KanhaDas-qd6pv 4 місяці тому +1

    ବିଜୁ ବାବୁ କେତେଥର ହାରିଥିଲେ ଟିକେ ଚେକ କର
    ହଁ ଅବଶ୍ୟ ଏ ବିଜେଡି ଆଉ କୋଉ ବିଜୁ ବାବୁ ଆଦର୍ଶ ରେ ଚାଲୁଚି ଯେ

  • @rameshchandranayak7768
    @rameshchandranayak7768 4 місяці тому

    ଆମର ଓଡ଼ିଶାରେ କଣ କେହି ନେତା ନାହାନ୍ତି ଏ ଅଣଓଡିଆ ଦୁହିଁଙ୍କୁ ଓଡିଶା ରାଜନିତୀ ରୁ ବିଦାୟ ନେବା ସମୟ ଉପନୀତ

  • @ashokkumarmoharana7946
    @ashokkumarmoharana7946 4 місяці тому +5

    ଜୁନ 4, 400 ପାର ! ତମେ କହିବ ! ଗ୍ୟାରେଣ୍ଟି ଦେବ ! ଆଉ ସେମାନେ challenge ଦେଲେ , ତମର ଫାଟିଲା ? Ur and ur master education, what ? He is a IAS but don't know the history of Odisha ! U know ? ଦମ ଅଛିତ accept challenge. ନା , କାରଣ u know ur political life is to be ended on 4 June.

    • @somyadas5485
      @somyadas5485 4 місяці тому

      Eia bjd karmi heithiba so amiti kahucchi , nahele aji jou prakara. Paristiki jt pilankara se hi janati 3 no dhani pandian

  • @chulbulirimiworld4496
    @chulbulirimiworld4496 4 місяці тому +1

    Yes ୟାକୁ ହିଁ କହନ୍ତି ଦମ ଯୁଧକ୍ଷେତ୍ର ର 👌👌

  • @goriiamsorry5757
    @goriiamsorry5757 4 місяці тому +1

    Pandu ଏବେଠୁ ସନ୍ନ୍ୟାସ ନେଇଯାଅ ଆଉ ମଧ୍ୟ ବେଡିଙ୍ଗ ପତ୍ର ଦରିକି ତାମିଲ ପଳା ନଚେତ୍ ବହୁତ୍ ଖାଇବୁ😅😅😅

  • @JagamohanJena-l3p
    @JagamohanJena-l3p 4 місяці тому +2

    ଓଡ଼ିଶାରେ ବିଜେଡି ଆସିବ....
    ଭାରତରେ ବିଜେପି ଆସିବ.... ଏହା ସାଧାରଣ ହେବ ତିଳେ ମାତ୍ର ସନ୍ଦେହ ନାହିଁ ଜୟ ଜଗନ୍ନାଥ 🚩🕉️🙏

  • @MaheshKumar-og9vf
    @MaheshKumar-og9vf 4 місяці тому

    ତମେ ତାମିଲ ହେଇକି ଏଠି କଣ କରୁଛ ତମ ତାମିଲି ଜାଗାକୁ ଜାଅ ଓଡ଼ିଆ ଆସୁନାହିଁ ତମେ ଆମ ଓଡ଼ିଆ ଭାଷା କହିବ ଏଥିର ମୁଦି କୁ ଆଣିବୁ ଆଉ ନୁହେଁ ନବିନି ଏଥର ସରକାର ଏବେ ମୁଦି କଣ କରୁଛ ଭାଇ ଓ ଭଉଣୀ ମାନେ ମୁଦି ଆସିବ ଏଥିର bjp❤️❤️❤️

  • @MaheshKumar-og9vf
    @MaheshKumar-og9vf 4 місяці тому

    ତମେ ମାନେ ଜେତିକି ଅଛି bdj ରେ ଆଗେ ଭଲସେ ଓଡ଼ିଆ ଭାଷା କୁହ ତା ହେଲେ ତମକୁ ଭଟ ତବୁ ତମେ ମାନେ ତାମିଲ ହେଲେ ଆମ ରାଜିରେ କଣ କରୁଛ ତମ ପାଇଁ ଆମେ ବାଇରେ କାମ କରୁଛୁ ନବିନି ସରକାର 25 ସାଲ ରେ କଣ କରିଛି ମତେ ଏଇ ମେସେଜ କୁହ 😔😔😔😔😔😔

  • @bhadweshbarik8691
    @bhadweshbarik8691 4 місяці тому +6

    Bahara loka odisha re politics

    • @devidsibanew7964
      @devidsibanew7964 4 місяці тому

      ଅପରାଜିତା ଷଡ଼ଙ୍ଗୀ କୁ ତ ବାହାର କର

  • @renubalamohapatra7437
    @renubalamohapatra7437 4 місяці тому +4

    ଧର୍ମେନ୍ଦ୍ର ବାବୁ ଙ୍କୁ ଓଡିଶା ଇତିହାସ ବୋହୁତ ଜଣା କଥା କହିବାର ଶିଳୀନତା ଜଣାନାହିଁ।

    • @gourishankarparida6937
      @gourishankarparida6937 4 місяці тому +1

      Dharmendra babu ku Jana achhi pandian ku Jana nahin 10tarikhre Pandiya Tamilnadu chalijhobu

    • @BabyViralClips7923
      @BabyViralClips7923 4 місяці тому

      Pandian ku pachar be, tamil pada chata

  • @BaisakhiSahoo-bo1kx
    @BaisakhiSahoo-bo1kx 4 місяці тому

    ଧର୍ମେନ୍ଦ୍ର ଓଡ଼ିଶା ରୁ ନିର୍ବାଚିତ ହୋଇ କେନ୍ଦ୍ର ମନ୍ତ୍ରୀ ହେଲେ ସତ କିନ୍ତୁ ଓଡ଼ିଶା ର ବିକାଶ ପାଇଁ ଆଜିଯାଏଁ କୌଣସି ବିକାଶମୂଳକ କାର୍ଯ୍ୟ କରି ନାହାନ୍ତି ।

  • @prakashgartia719
    @prakashgartia719 4 місяці тому

    ଧର୍ମେନ୍ଦ୍ର ପଧାନ କୁ ଯଦି ଓଡ଼ିଶାର ରାଜନୀତି ଜଣା ଥାନ୍ତା ତେବେ ବିହାର ଏମ ପି ରୁ ରାଜ୍ୟସଭାକୁ ଜାଇ ମନ୍ତ୍ରୀ ହୋଇନଥାନ୍ତେ, କହିବାକୁ ଟିକେ ଲାଜ ଲାଗିବାର କଥା,.

  • @mituparida5208
    @mituparida5208 4 місяці тому +11

    Dharmendra Babu dam achhi ta chalenge accept karantu

    • @stutikerketta2168
      @stutikerketta2168 4 місяці тому

      Padmapur re challenge karithila jadi bjp hariba ta hele se Landa heba.kintu dharma Landa hela nhin.😂😂😂

  • @prakashswain8674
    @prakashswain8674 4 місяці тому

    କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାବୁ ନାଗ ସାପ ମାନଙ୍କୁ ଗାଇ ଦୁଧ ଦେଇ ପାଳି ପୋଷୁଥିବା ଜଣେ ବାହାଦୁରିଆ ନେତା ।ସେଥିପାଇଁ ଏବକୁ 5T ଅଧ୍ଯକ୍ଷ ପାଣ୍ଡିଆନ ବାବୁଙ୍କ ହାତରୁ ଚାପୁଡା ଖାଇବା ନ୍ୟାୟରେ ଧର୍ମେନ୍ଦ୍ର ପ୍ରଧାନ ବାବୁଙ୍କୁ ଚାଲେଞ୍ଜ ଦେଉଛନ୍ତି ।ଏଥିପାଇଁ ଆମକୁ ବହୁତ ଭଲ ହେଇଛି ଓ ଖୁସୀ ଲାଗୁଛି। ଯଦି ଧର୍ମେନ୍ଦ୍ର ବାବୁଙ୍କ ଦେହରେ ଟିକିଏ ବୋଲି ନାଁକୁ ଓଡିଆ ଜାତିର ରିପୁର ରକତ ରହିଛି,ତାହେଲେ ଜଣେ ଅଣ ଓଡିଆ ଏକ୍ସ ସରକାରୀ ଚାକିରିଆ ପାଣ୍ଡିଆନ ବାବୁଙ୍କର ଏପରି ଅସମ୍ମାନିତ ଚାଲେଞ୍ଜର କଟୂ ଶବ୍ଦବାଣ ଶୁଣି ବଞ୍ଚି ରହିବା ଠାରୁ, ପାଣ୍ଡିଆନ ବାବୁଙ୍କ ବାସଭବନ ଆଗରେ ଧର୍ମେନ୍ଦ୍ର ବାବୁ ଆତ୍ମହତ୍ଯା କରିଦେବା ଉଚିତ ହୁଅନ୍ତା ।କାରଣ ଧର୍ମେନ୍ଦ୍ର ପ୍ରଧାନ ବାବୁ ନିଜେ ଓଡିଶା ପାଇଁ କରିଥିବାର କର୍ମଦୋଷରୁ, ସେ ନିଜେ ସୃଷ୍ଟି କରିଥିବା ଜଣଙ୍କ ଠାରୁ ଏମିତିକା କଟୁ ଶବ୍ଦ ଶୁଣୁଛନ୍ତି ।

  • @wiseracademy5032
    @wiseracademy5032 4 місяці тому +3

    Odisha has been suffering for 25 years. Shame on you our current Odisha Govt.

  • @RockStar-zb9jb
    @RockStar-zb9jb 4 місяці тому +3

    BJD ପୁଣି ଥରେ ବିପୁଳ ସଂଖ୍ୟା ରେ ଭୋଟ ପାଇ ଜିତିବ 🎉🎉🎉🎉

  • @kananbiharipattanayak6602
    @kananbiharipattanayak6602 4 місяці тому

    ଓଡିଶା ତୋ ବୋପାର ନୁହେଁ। ପ୍ରାର୍ଥୀ ହେବାକୁ ଭୟ କଲୁ। ହିନ୍ଜଡା ସହିତ ଚ୍ୟାଲେଞ୍ଜ କରାଯାଏନା।

  • @BaisakhiSahoo-bo1kx
    @BaisakhiSahoo-bo1kx 4 місяці тому

    ଧର୍ମେନ୍ଦ୍ର ଙ୍କ ଚାନେଲ ରେ ବିଜେଡି ନେତ ମାନଙ୍କ ବିଷୟରେ ଏମିତି ମିଥ୍ୟ ଖବର ଆଗରୁ ମଧ୍ୟ ଆସୁଥିଲା ଓ ଏବେ ମଧ୍ୟ ଆସୁଛି l

    • @mahaveer4410
      @mahaveer4410 4 місяці тому

      Bjp bhua bulai lotibar janichhu

  • @prasantagouda8277
    @prasantagouda8277 4 місяці тому

    ବିଜେପି ହିଁ ଓଡ଼ିଶାରେ ସରକାର ଗଢିବ........

  • @sanjayakumarpatra1476
    @sanjayakumarpatra1476 4 місяці тому

    News18 ଓଡ଼ିଆ ସାମ୍ବାଦିକ ପଚାରିବ କି ଓଡ଼ିଶାରୁ କେତେ ରାଜସ୍ଵ ସମ୍ପତ୍ତି ନେଇ ପାଣ୍ଡିଆନ ତାମିଲନାଡୁରେ ଠୁଳ କଲାଣି

  • @BaisakhiSahoo-bo1kx
    @BaisakhiSahoo-bo1kx 4 місяці тому

    ଧର୍ମେନ୍ଦ୍ର ବାବୁ କେବେ ଓଡିଶାର ବିକାଶ କଥା ଚିନ୍ତାନକରି ବିନାଶ କଥା ଭଲ ଚିନ୍ତା କରିଥାନ୍ତି l

  • @BaisakhiSahoo-bo1kx
    @BaisakhiSahoo-bo1kx 4 місяці тому

    30ମାର୍ଚ୍ଚ ରେ ଯେଉଁ ଅର୍ଥ କେନ୍ଦ୍ର ସରକାର ଦେଛନ୍ତି ତାହା ITDC ଜରିଆରେ 10କୋଟି ଟଙ୍କା ଆସିଥିଲା, କାହିଁକି ମହାପ୍ରଭୁଙ୍କ ନାଁରେ ମିଛ କହୁଛ l

  • @pradipkumarbiswal4590
    @pradipkumarbiswal4590 4 місяці тому +2

    ନା MP ନା MLA ନା ପ୍ରେସିଡେଣ୍ଟ ନା ସେକ୍ରେଟାରୀ କୌଣସି ବି ପଦବୀ ନାହିଁ ଛାଡିବ କଣ । ହାରିଲେ ରାଜନୀତି ଶେଷ।

  • @bimalcharanmishra3002
    @bimalcharanmishra3002 4 місяці тому +1

    Where's development in Odisha.
    Maximum educated people are unemployed in Odisha.Are you not ashamed of it Mr Pandian?

  • @madhabapatra8919
    @madhabapatra8919 4 місяці тому +2

    Jay BJD Jay Naveen 🌹🙏💐

  • @Educationpoint100
    @Educationpoint100 4 місяці тому

    ମଧୁ ବାବୁ କଣ ଏଇ ଦିନ ଦେଖିବା ପାଇଁ ଓଡ଼ିଶା ରାଜ୍ୟ ଗଠନ କରିଥିଲେ। ଆଜି ଏଠି ଜଣେ ତାମିଲ ଲୋକ ପୁରା ଓଡ଼ିଶା କୁ ଶାସନ କରୁଚି ଆଉ ଆମ ଓଡ଼ିଆ ଲୋକ କେଇଟା ଟଙ୍କା ଆଉ ମଦ ମାଂସ ଲାଗି ଏଇ ତାମିଲ officer କୁ vote ଦେଉଛନ୍ତି। ଆଜି ମଧୁ ବାବୁ ସ୍ଵର୍ଗରେ ଥାଇ ହୁଏତ ବହୁତ୍ ମନ ଦୁଃଖ କରୁଥିବେ। ବେଳ ଥାଉ ଥାଉ ସୁଧୁରି ଯାଓ ଓଡ଼ିଶା ବାସି। ଏଥର ସରକାର ପରିବର୍ତ୍ତନ ହେବ

  • @amentertainment6998
    @amentertainment6998 4 місяці тому

    B j d ହଟାଓ ଓଡ଼ିଶା ବଞ୍ଚାଅ 🙏🏽🙏🏽🙏🏽🙏🏽🙏🏽❤️

  • @Diamond.supar.
    @Diamond.supar. 4 місяці тому

    ଧର୍ମେନ୍ଦ୍ର ପ୍ରଧାନ ଠିକ୍ କହିଲେ ❤

  • @BaisakhiSahoo-bo1kx
    @BaisakhiSahoo-bo1kx 4 місяці тому

    ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ବାସୀଙ୍କ ଦ୍ଵାରା ନିର୍ବାଚିତ ହୋଇ କେନ୍ଦ୍ର ମନ୍ତ୍ରୀ ହୋଇଛନ୍ତି କିନ୍ତୁ ଓଡ଼ିଶା ବାସୀପାଇଁ କୌଣସି କାର୍ଯ୍ୟ କରି ନାହାନ୍ତି। ଓଡ଼ିଶାବାସୀ ଆପଣଙ୍କୁ ଉଚିତ୍ ଜବାବ୍ ଦେବେ ।

  • @tapu329
    @tapu329 4 місяці тому

    ସମ୍ବଲପୁର ବାସୀ ପ୍ରକୃତରେ ଓଡ଼ିଶାର ସମ୍ମାନ ରକ୍ଷା କରନ୍ତୁ....ଜଣେ ଅଣଓଡିଆ ଆସି ଓଡ଼ିଶା ମାଟିରେ ଆମର ଜଣେ ଓଡ଼ିଆ ଭାଇଙ୍କୁ ରଣ ହୁଙ୍କର ଦେଉଛି.... ସମ୍ବଲପୁର ବାସୀ ଏହାର ଜବାବ ଭୋଟ ରେ ଦେଖେଇବେ...

  • @sunitapatra339
    @sunitapatra339 4 місяці тому

    ପାଣ୍ଡିଆନ ଟଙ୍କା ଦେଇକି ଭୋଟ ପାଇ ଯିବ ଏଥିରେ ନୁଆ କଥା କଣ

  • @priyaranjankhuntia
    @priyaranjankhuntia 4 місяці тому

    ଓଡ଼ିଶା ରେ ଆଉ ଲୁଟିବାର chance ନଥିବ, ତାମିଲନାଡୁ ର ରାଜନେତା ୟାକୁ ରାଜନୀତିରେ ପୁରେଇବେ ନାହିଁ। ରାଜନୀତି ଛାଡ଼ିବୁ ନାହିଁ କଣ କରିବୁ।
    ଶୁଣା ଯାଉଛି କୁଆଡେ ୧୦,୦୦୦ କୋଟି ଖାଇଚି

  • @prasantakumarswain3419
    @prasantakumarswain3419 4 місяці тому +1

    ପାଣ୍ଡିଆନ୍ କେଇଦିନ ହେଲା ରାଜନୀତି କଲେ ଯେ ସିଏ ଛାଡ଼ି ଦେଲେ ବିଜେଡ଼ି ପାଇଁ ଢୋ ହୋଇ ପାରେ, ଓଡିଶା ପାଇଁ ନୁହେଁ ।

  • @anmayakumar1551
    @anmayakumar1551 4 місяці тому +1

    ପ୍ରଥମେ 4200 କୋଟି ବଜେଟ ରେ ପୁରୀ ରେ କଣ୍ ସବୁ କାମ କରିଛନ୍ତି ତା ର ହିସାବ ଦିଅନ୍ତୁ
    ତାମିଲନାଡୁ ଫେରି ଯିବା ର ବେଳ ପଳେଇଲା
    ଏବେତ ed ପାଖକୁ ଯିବା ଆସିବା ଲାଗି ରହିବ

    • @chittaranjandas6051
      @chittaranjandas6051 4 місяці тому

      Tame bjp Bala bandasani tamaku hisab diajiba

    • @anmayakumar1551
      @anmayakumar1551 4 місяці тому

      @@chittaranjandas6051 ନା ରେ ବୋଉଗିଁହା ଏଠି ଓଡିଶା ଲୋକ ଙ୍କୁ ହିସାବ ଦେବା କୁ କୁହା ହଉଛି କୋଉ ବାଲା ମାନେ ହିସାବ ମାଗୁନାହାନ୍ତି

  • @rameshbiswal1372
    @rameshbiswal1372 4 місяці тому

    ନବୀନ ଗୋଟେ ରବଟ୍। ରିମୋଟ୍ ଧରିଛି ପଣ୍ଡୁଆ।
    କେବଳ ବିଜେପି ଦରକାର

  • @jagabandhusahoo5188
    @jagabandhusahoo5188 4 місяці тому +1

    sir good decision b j d

  • @Dipunkumar1279
    @Dipunkumar1279 3 місяці тому

    ମାଘିଆ କେନ୍ଦ୍ର ମନ୍ତ୍ରୀ ତତେ ଓଡ଼ିଶା ଇତହାସ ଜଣା ଅଛି

  • @dusupadhan8446
    @dusupadhan8446 4 місяці тому

    ଆମ ମୁଖ୍ୟ ମନ୍ତ୍ରୀ ଙ୍କ ଗୋଡ଼ ହାତ ଅଚଳ ହୋଇ ଯାଇଛି,, ତେଣୁ ତାର ଫାଇଦା ଉଠାଇ ବାକୁ ଚାହୁଁଛନ୍ତି ତାମିଲ୍ ଭି. କେ. ପ।ଣ୍ଡିଆନ,,
    ତେଣୁ ଓଡ଼ିଶା ର ଲୋକମାନଙ୍କୁ ମୋର ଅନୁରୋଧ, ଓଡ଼ିଶାର ଶାସନ ଗାଦି କୁ ତାମିଲ୍
    ହାତରେ ଟେକି ଦିଅନ୍ତୁ ନାହିଁ । ସେଥି ପାଇଁ ଆପଣ ମାନେ ଅଲଗା ଦଳ କୁ ଭୋଟ ଦେଇ ଜିତାନ୍ତୁ।
    । ଜୟ ଜଗନ୍ନାଥ।

  • @BaisakhiSahoo-bo1kx
    @BaisakhiSahoo-bo1kx 4 місяці тому

    10କୁ 50କରି କହିବା ପାଞ୍ଚ ଗୁଣା ଅଧିକ ମିଛ କହିବାର ସବୁ ସୀମା ଟପି ଯାଇଛନ୍ତି, ଧର୍ମ ଛଡା ଠାକୁରଙ୍କନାଁରେ ଏମିତି ମିଛ କୁହନି l

  • @money7272
    @money7272 4 місяці тому +1

    😍

  • @KanhaDas-qd6pv
    @KanhaDas-qd6pv 4 місяці тому

    ତୁ କହିଁନିକି କହିବୁନି
    ଆରାମ ରେ ଆସିଲୁ ପଟେଇ ପାଟେଇ power ରେ ରହିଲୁ ରେ ପାଣ୍ଡିଆନ
    ଭଲ କେବେ ନିର୍ବାଚନ ନ ଲଢ଼ି ବି ପାଣ୍ଡିଆନ ସବୁ ଠୁ powerful ଲୋକ
    ଧନ୍ୟ ଓଡିଶା ର ଲୋକେ

  • @BaisakhiSahoo-bo1kx
    @BaisakhiSahoo-bo1kx 4 місяці тому

    ଧର୍ମେନ୍ଦ୍ର ପ୍ରଧାନ ବାବୁ ନିଜ ମାଟି ପାଇଁ କୌଣସି ଉନ୍ନତିମୂଳକ କାର୍ଯ୍ୟ କରିପାରିଲେ ନାହିଁ । ସେ ଯେ ରାଜ୍ୟ ପାଇଁ କଣ କରିବେ ।

  • @kabitamohapatra5530
    @kabitamohapatra5530 4 місяці тому

    ଓଡ଼ିଶା ଲୋକ ସମସ୍ତଙ୍କର ଇତିହାସ ଜାଣିଛନ୍ତି,ସେଇ ଅନୁସାରେ ପ୍ରତିନିଧି ବଛିବେ।

  • @sachikantabehera9
    @sachikantabehera9 4 місяці тому +3

    Sarkar Kariba paen sabu officer nku lageide

  • @ajaykumarmohanty-gv6us
    @ajaykumarmohanty-gv6us 4 місяці тому +5

    Only BJD nabin sir again

  • @DeepaliSuna-by2fq
    @DeepaliSuna-by2fq 3 місяці тому

    ❤❤❤❤

  • @Ramayanmahabharat-u7y
    @Ramayanmahabharat-u7y 4 місяці тому +1

    ସବୁ ଲୋକ ଦେଖାଣିଆ ଜଣେ center Re ଖାଉଜି au ଜଣେ state re

  • @prasantapradhan2719
    @prasantapradhan2719 4 місяці тому +1

    ହାରିଲେ ବି, ନାଲକୋ, ଏନ. ଟି.. ପି ସି, ଏମ. ସି ଏଲ ଅଛି ଲୋକଙ୍କ ଠାରୁ ଲୁଟିବି.

  • @devranjandang8021
    @devranjandang8021 4 місяці тому

    BJD ହାରିଲେ ତୁ ତାମିଲ ପାଲେଇବୁ ଓଡ଼ିଶା ରେ ଆଉ ତୋ ପାଇଁ ଜାଗା ନାହିଁ ଆଉ ତୁ କଣ ସନ୍ନ୍ୟାସ ନେବୁ

  • @MINIMOTIVATION6242
    @MINIMOTIVATION6242 4 місяці тому

    ପାଣ୍ଡୁ ଠିକ୍ କହିଛି କାରଣ ସେ ଏଠି ବେପାର କରୁଛି, ଏଠି ନହେଲେ ସିଏ ଆଉ କୁଆଡେ଼ ଚାଲିଯିବ। ରାଜନୀତି ରେ ଯିଏ ଥାଏ ହାରିଗଲେ ମଇଦାନ ଛାଡି ଯାଏନି।।

  • @bibhutiparida7565
    @bibhutiparida7565 4 місяці тому +7

    ଜଣା ଯାଉଛି ଦୁଇ ସାଙ୍ଗ ଯେମିତି ପରସ୍ପର କୁ କଟାକ୍ଷ କରନ୍ତି ସେଇ ଭଳି ୟେ ଦୁଇ ଜଣଙ୍କ ବକ୍ତବ୍ୟ ।

  • @user-yk8ud1se7l
    @user-yk8ud1se7l 4 місяці тому

    Sri super👍👍👍👍

  • @amentertainment6998
    @amentertainment6998 4 місяці тому

    ପାଣ୍ଡିଆନ କୁ ଓଡ଼ିଶା ମାଟିରେ କବର୍ ଦିଅ

  • @Pihu.bhuyan
    @Pihu.bhuyan 4 місяці тому +12

    Jay Naveen

  • @abhimanyurout4574
    @abhimanyurout4574 4 місяці тому

    ପାଣ୍ଡିଆନ, ବେଳଖରାପ,,ରାଜନୀତିରୁ,ସନ୍ୟାସୀ ନବନୀ,ଜେଲଜିବ,ଅପେକ୍ଷା କର

  • @EngineersChoiceAnyday
    @EngineersChoiceAnyday 4 місяці тому +1

    Sambalour re dharmendra jitibara possibility achi.

  • @Dipunkumar1279
    @Dipunkumar1279 3 місяці тому

    ଯଦି ଜଣା ଅଛି ତେବେ 24 year ରେ ତୋ bjp sarkar kouthi thila

  • @SubodhaMishra-li9jl
    @SubodhaMishra-li9jl 4 місяці тому +4

    Pandian babu ODISHA rea kiea

    • @The_Story_Diary
      @The_Story_Diary 4 місяці тому

      ଜ୍ୱାଇଁ ପୁଅ ପରା 😅😅😅😂

  • @loveisblind3688
    @loveisblind3688 4 місяці тому

    Challenge accepted Dear V K Pandia jii

  • @KanhaDas-qd6pv
    @KanhaDas-qd6pv 4 місяці тому

    ହଇହୋ ପାଣ୍ଡିଆନ ବାବୁ ଖୋଲା chalenge ମୋର
    Vote ପିଛା ପଇସା ନ ବାଣ୍ଟି ଗୋଟେ ଆସନ ଜିତିପାରିବ
    ସାକ୍ଷୀ -4 କୋଟି ଓଡ଼ିଶାର ଜନତା

  • @tilucreations
    @tilucreations 4 місяці тому

    ଏକ ବିରାଟ ଷଡଯନ୍ତ୍ର ଚାଲିଛି , ଓଡିଶା ଲୋକମାନେ ବୁଝିବାକୁ ଚେଷ୍ଟା କର , ଏଠି କେହି ଗାନ୍ଧୀ ଗୋପନ୍ଧୁ ନାହାନ୍ତି , କେବଳ ନିଜର ସ୍ୱାର୍ଥ ପାଇଁ ନିରୀହ ଓଡିଶା ଲୋକଙ୍କୁ ଭୁଆଁ ବୁଲଉଛନ୍ତି . ଯିଏ ପାଟି ଖୋଲିଲା ତାକୁ ଏମିତି ଚାପି ଦିଆଯାଉଛି , ବିଚରା କ୍ରୀତଦାସ ମାନେ କ୍ଷମତା ପାଇଁ ପାଟିରେ ବିଣ୍ଡା ଦେଇକି ବସୁଛନ୍ତି . ୟେ ଲୋକ ଭଲକି ଜାଣିଛି , ଓଡ଼ିଆ ଲୋକଙ୍କୁ କେମିତି ବୋକା ବନାଯାଏ କାରଣ ଆପଣଙ୍କ ପରି ସମସ୍ତେ ଶିକ୍ଷିତ ନୁହନ୍ତି
    ଓଡିଶା ଲୁଟ ଚାଲିଛି, ଆପଣ ବିକଳ୍ପ ଚିହ୍ନ ରେ ଭୋଟ ଦିୟନ୍ତୁ ( ସେ କଂଗ୍ରେସ ହଉ କି ବିଜେପି )

  • @deepakpatra8151
    @deepakpatra8151 4 місяці тому

    Odissa ବାସି ସୁଣ odissa ରେ cyclone ହେଲେ ପଧାନମନ୍ତ୍ରୀ ରିଲିଫ fund ରୁ ଟଙ୍କା ଆସେ, ଏହି ତାମିଲ ଜେପରି ହଉଛି ଆଉ କିଛି ମିଳିବନି

  • @smrutiranjan685
    @smrutiranjan685 4 місяці тому +3

    Jail jibu

  • @UmakantaChoudhury-m3q
    @UmakantaChoudhury-m3q 4 місяці тому

    Right katha kahichanti
    Vk pandian sir

  • @kamalochandharua5338
    @kamalochandharua5338 4 місяці тому

    ମୋର ଜାଗାରେ ପାଣ୍ଡିଆନ ଭେଟ ପଡନ୍ତିତ ଉଛିଚିତ ଜବାବ ଦିଆଯିବ

  • @SUBHI_DUBI_45
    @SUBHI_DUBI_45 4 місяці тому +5

    Shame on you Mr dharmendra pradhn. You don't have valid reply for him 😅

    • @user-nv4fm9gy9z
      @user-nv4fm9gy9z 4 місяці тому +2

      Bhai thare nija mana ku pacharila kia sata kahuchi kia micha
      Jia atey prachara kala pare bi election re thia heylani se puni hariba kn chadiba kn?

    • @user-nv4fm9gy9z
      @user-nv4fm9gy9z 4 місяці тому +2

      Odisha ku darkar change na heylay sabu Tamil contractor aou Bihar labour sosi deybe
      Reality ku thare asiki deykha

    • @user-nv4fm9gy9z
      @user-nv4fm9gy9z 4 місяці тому +1

      Mu kahilay kichi change habani apanak mana kintu thare bhabiki deykha 25 Basra sasan kala pare bi kn milichi amaku aou thare change heyla pare kn miliba
      Jadi change habani amay janiba k mity kn haba kn nahi

    • @user-nv4fm9gy9z
      @user-nv4fm9gy9z 4 місяці тому +1

      Apank gotey vote bahut mulayban please thik dession neyeeki vote diantu

  • @CreationOdia1234
    @CreationOdia1234 4 місяці тому +1

    ତୁମେ ଜିତିକି Comments ଦଉଛ କେତେ ଜଣ Vote ଦଉଛ

  • @AbhayRout-xi5te
    @AbhayRout-xi5te 4 місяці тому

    ହଇରେ ଧରମା,,, ନବିନିପାଇବିଜେପି

  • @bulupradhan79
    @bulupradhan79 4 місяці тому

    Good answer

  • @suryakantabadajena1105
    @suryakantabadajena1105 4 місяці тому +1

    Odisha ku Jagannath Saha

  • @DhanarPujari-ju7jv
    @DhanarPujari-ju7jv 4 місяці тому

    🙏🙏🙏🙏🙏🙏🙏

  • @amiyaprasadnayak7542
    @amiyaprasadnayak7542 4 місяці тому

    ହଇରେ ଧର୍ମେନ୍ଦ୍ର ଯଦି ତୋର ବଳ ଅଛି ତେବେ ଚାଲେଞ୍ଜ ନଉନୁ

  • @ullasachandrasahu5660
    @ullasachandrasahu5660 4 місяці тому

    ଏକା ଥରକେ dharama ra ଇତିହାସ ମନେପଡ଼ିଗଲା

  • @himanshusekharumapatipanda5169
    @himanshusekharumapatipanda5169 4 місяці тому

    ନବିନ ସରକାର ରେ କହୀ ମନ୍ତ୍ରୀ ନାହାନ୍ତି ପାଣ୍ଡୁ ସବୁ କହିବ...

  • @BaisakhiSahoo-bo1kx
    @BaisakhiSahoo-bo1kx 4 місяці тому

    ଓଡ଼ିଆର ଭାଷା ସଂସ୍କୃତି ର ବିକାଶ ଓ ଉନ୍ନତିକୁ ଧର୍ମେନ୍ଦ୍ର ବାବୁଙ୍କ ଆଖିରେ ଯାଉନି କାରଣ ସେ ଲୋକଙ୍କ ସେବା କରିବା ଜାଣି ନାହାନ୍ତି କେବଳ ଓଡ଼ିଶାର ଲୋକଙ୍କୁ କଷ୍ଟ ଦେବାକୁ ଜାଣିଛନ୍ତି ।

  • @jagannathsabar9588
    @jagannathsabar9588 4 місяці тому

    ତ ଭାଗ୍ୟ ଏତେ ଟାଣ ଯେ ଓଡିଶା ବୋଲି ତିଷ୍ଠି ଯାଉଛୁ ତୁମ ତାମିନାଡୁରେ ତର ଅତପଟା ରହିବିନାହିଁ

  • @Diamond.supar.
    @Diamond.supar. 3 місяці тому

    ମଦ ବିକିବା ରେ ନବୀନ ଏକ ନମ୍ବର