Subhadra Yojana To Benefit Everyone. 92 Lakhs Applications Received Yet: Pravati Parida
Вставка
- Опубліковано 6 жов 2024
- Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/c...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.co...
Twitter :- / kanak_news
Telegram :- t.me/kanaknews...
WhatsApp: whatsapp.com/c...
#KanakNews #OdishaNews #IndiaNews
ମେଡମ ଆପଣ 25 ଲକ୍ଷ୍ୟ 11ହଜାର ଟଙ୍କା ଦେଲେ କିଂତୁ ସେହି ଟଙ୍କାକୁ ପୁଣି recover ନ କଲା ପ୍ରଯ୍ୟନ୍ତ ଆପଣ ଟଙ୍କା ଦିଅନ୍ତୁ ନାହିଁ, କାହିଁକି ନା ଆଳୁ, ପିଆଜ, ରସୁଣ, ଡାଲି, ଅଦା ସମସ୍ତ ରେଟ ବଢ଼ାଇ ଦେଲା ପରେ ସୁଭଦ୍ରା ଟଙ୍କା ଦେବେ
25 ଲକ୍ଷ୍ୟ 11 ହଜାର ଟଙ୍କା ନୁହେଁ ଭାଇ 25 ଲକ୍ଷ୍ୟ 11 ଜଣ ଲୋକଙ୍କୁ ପ୍ରଥମ କିସ୍ତି ମିଳିଛି
Jaha Maikina 5000 Paichi Sie Kamaku Jauni.....Bala Jou Bhau Tara Ebe......Emiti Hele Dara Badhibani Au Kan Heba??
Right
😂@@niharikacreation4582
Bhai ok
ଖାଲି ମିଛ କଥା କହି ଭୋଟ ନେବା ଟା ଠିକ୍ ଜଣା ଏହି ନେତା ମାନଙ୍କୁ।
ଦେଉଥିଲ ଯଦି ଏକାବେଳେ ଦେଇଥାନ୍ତ ଏମିତି କରି ଗୋଟେ ଧନ୍ଦା ଲଗାଇଛ ଆଉ
Right
Right 👍
ଆରେ ଭାଇ ମୋଦୀ ତା ବିଆ କଣ୍ଡୁ ମାରିବ ବୁଲି ଆସିଥିଲା ସେଥି ପାଇଁ 25 ଲକ୍ଷ୍ୟ ଲୋକଙ୍କୁ ଦେଲେ
Right 👍
Bala paisa achi je debe😂
ଆର ଥର କୁ କଂଗ୍ରେସ
Ta gandi re purei de khangresss ku😂😂😂
ତମେ ଠିକ କହୁଛ କିନ୍ତୁ congress v kichhi kari bani
Wait N See@@bindasbibhu690
ମୁସଲିମକୁ u.p ରେ ୫୨୦ ଘର ଦେଲାପରେବି ଗୋଟିଏବି ଭୋଟ ବିଜେପିକୁ ଦେଲେନାହିଁ ହେଲେହିନ୍ଦୁ କିଛିପଇସାରେ ବିକ୍ରିହେଇଜାନ୍ତି😢
Right bro
ସବୁ ମିଛ କହୁଛନ୍ତି ଯଦି ଦବାର ଥିଲା ସଭିଙ୍କ କିନ୍ତୁ ଖାଲି କହୁଛନ୍ତି ପଚିଶ ଲକ୍ଷ ଲୋକଙ୍କୁ ଏମାନେ ହିଁ ଭୋଟ ଦେଇଥିଲେ କୀ ଦେଇ ପାରୁନୁ କହିଦିଅ ସିଧାକଥା
ସମସ୍ତଙ୍କୁ ଏକା ବେଳେ ଦେଇ ଥାଆନ୍ତ କାହିଁକି ଏତେ ଯାତ୍ରା କରୁଥିଲ
Kahin ki...25 lakh lokanku daba ete chota katha nuhan....1st phase hin late haba.....2nd kisti easy haba
@@XxtremeVibesBaki loka nku kahinki dei nahanti ?? chhota katha bada katha kn..65 lakhs ru 25 lakhs...baki kn pain nuhan...daba pain Dum nhi ta Bada bada katha kn pain kahiba..
@@cricketstory4166 tamara bada bada katha re kan problem....Dauchanti na nahi ?? System re at a time ete sabu haba sambhaba nuhein.....Nua act pass haba and take ground level re kama haba...bahut time lage....Emane ta bahut 1st deichanti....20lakh/25 lakh per phase...Ahuri 4ta phase re dia haba paisa...may be 15 days gap re
@@XxtremeVibesଏଠି ଛୋଟ ବଡ କଥା ପଡିନି ,Bank account nomber ଅନୁସାରେ ପଇସା ଛାଡିଲେନି,କାହିଁକି Dbt link କଥା ଆଗରୁ ଜଣେଇ ଲେନି ଏଥିପାଇଁ ସାଧାରଣ ଲୋକମାନେ କେତେ ହଇରାଣ ହେଉଛନ୍ତି। କିଛି ଲୋକ dbt link କଣ ଜାଣି ନାହାଁନ୍ତି।Bank ରେ ପ୍ରବଳ ଭିଡ଼ ଅଲଗା କିଛି କାମ ବି କରି ହଙନି
@@rasmitapalei2100 sabu lokanka bank acc achhi ?? Bank saha adhar link must....kemiti sabu possibe ?? Sabu Jojanare initial phase re hi kasta hue...eita kichi nua katha nuhein .Jadi mahila mane free paisa pauchanti, ta wait kariba darakar.Paisa bhi kouthi gachha re palini..ama tax paisa hin dauchanti.
କେତେ ଲୋକଙ୍କୁ ହଇରାଣ କରୁଛ ବ୍ୟାଙ୍କ ଖାତା ରେ ଆଧାର ଲିଙ୍କ୍,କର ମୋବାଇଲ୍ ନମ୍ବର ଲିଙ୍କ୍,କର DBT ଲିଙ୍କ୍,କର ସବୁ କରି ସାରିଲୁଣି ଟଙ୍କାତ ଆସୁନାହିଁ ଏବେ କହୁଛ ଏକାଥେର କେ ଦେବା ପାଇଁ କଷ୍ଟ ହେଉଛି ଏହାପରେ ଗୋଟିଏ ନୂଆ ନିୟମ କାଢ ବାଣ୍ଡ ଲିଙ୍କ୍ କଲେ ବ୍ୟାଙ୍କ ଖାତାକୁ ଟଙ୍କା ଆସିବ!
ଭାଇ 😂
Bhainka Stree T Bhari Chhati Piti Hauthibe..... Frustration Level😂😂
Hou dekhajau Tama daya
Brand link vul kahile....band link kale😌
Brand link vul kahile....band link kale😌
ଆଗ କୁହ ଏ ବାଳ ଯୋଜନା କରିବାକୁ କିଏ କହୁଥିଲା
Sata katha 😂😂
ଭାଇ ଲୋ ତମ କଥା ଶୁଣିକି ମୋତେ ହସ ଲାଗିଲା 🤭🤭
ତମେ ଆ ଉ
@@ChitrasenMandal ସତ କଥାରେ ଭାଇ, ସରକାର ଯଜନା ଯେତେ କରୁଚି ସେତେ ଲୋକ ଅସୁବିଧା ହଉଚି, ନବୀନର ଯେତେ ଯଜନା କଲା ଲୋକେ ସେତେ ଅସୁବିଧା ହଇନାହିଁ, କିଂତୁ ମୋହନ ସରକାର ସମୟରେ ବହୁତ ଲୋକ ଅସୁବିଧାରେ ପଡୁଛନ୍ତି
ପଇସା ସରି ଗଲା ବୋଧେ
😂
Hmm
Hn😂
Right
😂😂
ଜଗନ୍ନାଥ ଯୋଜନା ଟିଏ କରାଯାଉ.. ସବୁ ଯୋଜନା କେବଳ ମହିଳା ଙ୍କ ପାଇଁ, ପୁରୁଷ ମାନଙ୍କ ପାଇଁ କିଛି ଯୋଜନା ଆସୁ
😂😂😂😂
@@AkashNayak-dv4yxyess bhai
Emiti tanka deba ta uchit nuha.sarkar bhut bada bul kama karuchi
@@RamJal-z1e nuschita..... 👍👍👍
Kalia achhi para au kn
ନବୀନ ପଟ୍ଟନାୟକ ଯାହା କରିଛି ତାର ବାଳ ଯଦି କରିଛ ତମେ ଶଳ ଖାଲି ପ୍ରହସନ କରୁଚ କିଛି କାମ ନାହିଁ
Tame kn karicha Bala karicha sale
ସିଧାସଳଖ କୁହ ଯେ ଆକୁଣ୍ଟ ରେ ଟଙ୍କା ନାହିଁ ...
Heithiba Bhai.....Kaha Bopa Sampatti Bikiki Deu Nahanty Naa.....Loan Kariki Debe Magana Khianku..... Sanction Heva Jaen Wait Karantu
ତେଲ ରେଟ୍ ବର୍ତ୍ତମାନ ବଢ଼ା ଯାଇଛି, ଟଙ୍କା ସରକାରଙ୍କ ପାଖକୁ ଆସିଲେ ଦିଆଯିବ ବ୍ୟସ୍ତ ହୁଅନ୍ତୁ ନାହିଁ ଏ ମୋଦି ଗ୍ୟାରେଣ୍ଟି . . . .
😂😂
ଖାଲି ନାରୀ ମାନକୁ ଦିଅ, ପୁରୁଷମାନେ ତ ପଶୁ, ଦେଖିକି କିଛି କହିପାରିବା ନାହିଁ
Tamaku bjd kn deichi kahuna 25yer ta thila
@@prasantpadhan6469 Tu purusa naa nari be, sabubele nariki pacharahauchi, purusa manaku kehi pacharunahanti
Ama Gaan Re Stree Paile Swami Kamaku Jauni.....Bhaga Banti Khauchhanty........Bodhe Bhainku Bhauja Daunahanty😂😂
😂
Puruso mane bjp ku vote debani
ଭଲ ପାଲା କରୁଛୁ
କଂଗ୍ରେସ ନେକ୍ସଟ
ବୋଝିଲ ଆଇ ମୋର ଯଦି ପଇସା ନ ଆସିଲା ସତ କହୁଚି ତମ get ପାଖରେ ସୁଧିବି
Upadiba tame......Kou govt tamaku gahare basi paisa deithila ?? Loka bachichanti boli paucha...Galu gapa karani
😂😂
😂😂😂😂😂
ଭୋଟ ନେଲାବେଳେ ଏକାଥରେ କେମିତି ନେଉଛ।ଦେଲାବେଳେ........ ???
ପ୍ରଥମ କିସ୍ତି ଅଧେ ଦେଉଛ ଅଧେ ଦେଉନ ,ଶେଷ କିସ୍ତି କ'ଣ କରିବ ଆମେ ଅପେକ୍ଷାରେ ରହିଲୁ,,,, ବିଜେପି ସରକାର କେମିତି ପା଼ncha ବରଷ କେମିତି କଟେଇବ,,,ଠାକୁର ଭରଷା,,,,
5 ବର୍ଷ ପରେ ଦବ 😂
Madam amaku kichi bi free dehani kintu amaku market ra jinisha godika price dara kama karideha please 😭😭😭😭😭
କି ବାଣ୍ଡ ଧନ୍ଦା ସବୁ ଲିଙ୍କ ହେଲାପରେ ପୁଣୀ ତିନି ମାସ ପରେ କହିବେ ବାଣ୍ଡ ଲିଙ୍କ କର ତା ପରେ ପଇସା ମିଳିବ
Jauta last re kahila seita kemtii link heba😂. Mu bi tk karibi
Apon mananku 🛍️ bag jojona right rahibo
Bhai Phone Number Dei Dia....Jahara Link Karibara Achhi Bhai Kari Debe😂😂
@@abhayamishra3806apona 25 years tamil pandu ku call kori one year pai 10000 mahila pauthile , present tamil pandu nahi english cm nahi so bag 🛍️ jojona meluni, 🍷 🍻 modho bhathi nahi, prathi village re durnithi kamo no kori bill meluni so Apon mane subhadra jojonapai bad kohuchanthi
Jay shree 🙏🌼🌼🌼🙏
ଯଦି ଦବ ସମସ୍ତେ ଙ୍କୁ ଦବ? ନଦବ ନାହିଁ ଏମିତି କଲ?? ନାରୀ ମାନ ନିଶ୍ୱାସ ପଡିବ ତମ ଗର୍ବ ପୁଡ଼ିକି ଅଙ୍ଗାର ହଇ ଯିବ ନାରୀ ଲୁହ ରେ ତମେ ଭାସିଯିବ ଜୟ ଜଗନ୍ନାଥ 🙏🏻⭕‼️⭕🙏🏻🚩🚩🚩🚩🚩
ଦେବ ତ ଦେବ ସମସ୍ତ ଙ୍କୁ କଣ ଦେଇ ପାରୁନ ବିଜେପି ଲୋକ କୁ ଆଡେ଼ ଗଲା ଭତା ଟଙ୍କା 3000 ଦେଇ ପାରୁନ
20 dina bhitare verification kasta...20 lakh lokanaku dele...eita chota katha nuhan
Jahara pending achhi se kemiti paibe
ସବୁ ନାଟକ ଚାଲିଛି
Mo wife subhadra apply krichanti sep 10 re , total Ration card bi nahi but, subhdra apply karila pr bi bank account ku paisa asini, adhar card saha Bank KYC mobile number link achi
ମୋ ବାଳ ଖାଲି ଯାତ୍ରା...
Madam dhanyabada
ଯୋଡ଼ି ଦେବାର ନ ଥିଲା ଏକା ଥରକେ କାହିଁକି ଆଧାର ସେଣ୍ଟର ରେ ବିଡ ଏତେ କରାହେଲା ସବୁ Publicity ପାଇଁ କି ଲୋକେ କହିବେ ସୁଭଦ୍ରା ଭୋଲ Bjp ଭୋଲ ଏବେ କଣ ମୋଦିକଂର ଜନ୍ମ ଦିନ ସରିଲା ବୋଧେ ଅତେ ଜଲଦି କଣ ପାଇଁ ମାତ୍ର 100 ଦିନ ହାଇଛି ଆଉ ଅଛି ୟେ ଜିନିଷ ଲୋକେ ବୁଝିବା ଦରକାର 🙏
Thank you didi 😅aame bhut khusi aapnk pi I love u didi
Story bahut Achcha hai
ସବୁ ଠିକ୍ ଅଛି କିନ୍ତୁ ସୁଭଦ୍ରା ଟଙ୍କା ଆସି ନାହିଁ
Ram RAM miliba tamku
ଅଯଥା ହ ଇରାଣ କରୁଛନ୍ତି, ସରକାର, ଏସଵୁ ଯୋଯନା stop , ,କରାଯାଉ
ସିଧା କଥା ତମର କଥା ବାର୍ତ୍ତା ଠିକ୍ ନାହିଁ। ୧୭ ରେ କହି ଏପର୍ଯ୍ୟନ୍ତ ଦେଇନ। ମୁଁ ୧୦ ରେ apply କରି ଥିଲି ମୋର ଆସିନି। ବାଳ କାମ କରିବ ଆଉ ତମେ।😡😡
ଏ ଭାଇ madam ଙ୍କୁ ପଚାର... ସୁଭଦ୍ରା ପୋର୍ଟାଲ ରେ application status check କରିବା ପାଇଁ option କାହିଁକି ଦିଆ ଯାଇ ନାହିଁ...
Application number କଣ ପାଇଁ ଦିଆଯାଇଛି
Mam Mora bi ashini money 15 apply karithili..
Mam tikei clear karantu right kete jana nku deichhanti Subhadra innaguretion video re 25000011 jana but ebe kahucha 2511000 sata kouta mam clear karantu
କହିଥିଲେ ସରକାରୀ ର ସାହାଯ୍ୟ ଯୌମନେ ପାଉଛନ୍ତି ସେମାନଙ୍କୁ ମିଳିବନି , ଯେମିତି କି , ପେନସନ ହେଉ, କି ବାଧ୍ୟ କ ଭର୍ତା ହେଉ , ଅକ୍ଷମ ଭର୍ତା, (ଉଇଣ୍ଡୋ) ଭର୍ତା । ଏମାନଙ୍କୁ ମିଳିବନି ବୋଲି କହିଥିଲେ କିନ୍ତୁ ଏମାନଙ୍କୁ ବି ଦେଇଛନ୍ତି, । ଆଉ ଧନୀ ଲୋକ ମାନେ ବି ପାଇଛନ୍ତି 😔😔 ଯୋଉ ମାନକୁ ମିଳିବା କଥା ସେମାନଙ୍କୁ ମିଳିନି , ଯୋଉ ମାନକୁ ମନା କରିଥିଲେ ସେମାନଙ୍କୁ ମିଳିଛି ।
Thik achi🙏🙏
Gvt job bala bi subhadra paisa paichhanti. But gariba loka ti pauni
March 8 ଏତେ ଲମ୍ୱା ଡେଟ୍..............
ଏତେ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିହବନି ଦେଇ ଦିଅନ୍ତୁ ଯଲ୍ଦି ଯଲ୍ଦି
Au Arth nahi
Application tracking pain option aana website re
ଏମାନେ ପ୍ରକୃତରେ madam କହିବା ଠିକ ନୁହେଁ ,,,କାରଣ ସେମାନେ ଗରିବ ମାନଙ୍କ ଉପରେ ବହୁତ ଚାଲାକ କରିଲେଣି,,
ମୁଁ ହିସାବରେ ଇଏ madam ନୁହଁ, ଲାଞ୍ଚକିହାଣୀ
ବିନା Pan Card ରେ କେମିତି Income family ପେରସନ ଙ୍କ ର ଜାଣି ପାରୁଛନ୍ତି ସେଇଟା ଚମତ୍କାର
I think no verification was done by government. Better ସମସ୍ତ ଙ୍କୁ ମିଳୁ ଯିଏ ଭି ଭୋଟ ଦେଇଛନ୍ତି
Jay Naveen
କାହିଁକି ସମସ୍ତକଂୁ ଗୋଟେ ସଂଗେ ଦେଲ ନାହିଁ ଆଉ ଏବେ ଲୋକଙ୍କୁ ମନଦୁଃଖ କରୁଛ
ସମସ୍ତଙ୍କୁ ଗୋଟେ ଥରେ ଛାଡିବା ପାଇଁ ତୁମ ସରକାର ପାଖରେ ପଇସା ନାହିଁ କି
March 8 କଣ କମ ଦିନ ହଉଛି କି 6 ମାସ ଅପେକ୍ଷା କରିପାରିବେ ତ ଲୋକ ପ୍ରଥମ କିସ୍ତି ସମସ୍ତଙ୍କୁ ଏକା ସଙ୍ଗେ ଦେବା କଥା
ପଇସା ଦଉଚ ଯଦି ସମସ୍ତଙ୍କୁ ଦିଅ.... ଆଜି କିଛି ଲୋକ ଆଉ ବାକି ମାସେ ପରେ...
ଆମେ ସିନା ଫୋମ୍ ଦେଇଚୁ ସାକ୍ସେଶ ଲେଖିଛି ପୁଣି ମିଳିବ କି ନାହିଁ କେମିତି ଜାଣିବୁ ekyc karichu puni kan jadi bhulu heba kia janichi😢
ଏ ସରକାର ଖାଲି କଥା କହିବା ଶିଖିଛନ୍ତି। ଯାହାର ସବୁ ଠିକ ଥିବ ତା କୁ ପଇସା ଆସିବେନି।
ଚୁପ ବୁଢୀ 😤😤ଖାଲି ହଇରାଣ ହେବା କଥା ... ଖାଲି ବଡ ବଡ କଥା କହୁଛି,, ଯେଉଁ ମାନେ ଆପ୍ଲାୟ କଲେ ସାଙ୍ଗେ ସାଙ୍ଗେ ପଇସା ଦେବା କଥା...
😂😂😂😂
Offline re Sabu panchyat Diajau?
ବାଳ ଯୋଜନା ଏ ମାଗିହା ବିଜେପି ବାଲାଙ୍କର ଚୋର ତସ୍କର ସଲେ, ଭୁଲ ହୋଇଗଲା ଏ ମାନଙ୍କ ଉପରେ ଭରଷା କରି
CSC ମାନଙ୍କ କାମ ପଇସା ଦେଇ ନାହାନ୍ତି, କେବେ
ଯେତିକି ଦେଇଛ ସବୁତ ତେଲ ପିଆଜ ରାସନ ସାମଗ୍ରୀ ରେ ବଡେଇ ନଉଚ୍ ଆଉ ଧର୍ମେନ୍ଦ୍ର ପ୍ରଧାନ କହୁଥିଲା ମୋଦି ଦେବେ 50 ହଜାର ସୁଭଦ୍ରା ଯୋଜନା ରେ
ଖାଲି ପାଲା କରୁଚ
ତୁମ ଭାଗ୍ୟ ଭଲ ତୁମେ କେମିତି କେଜାଣି ଉପମୁଖ୍ୟମନ୍ତ୍ରୀ ହୋଇଗଲ ରୁହ ଆଉ ହେବ ଯେ
୧୦ ଜଣକୁ ଦେଇ କହୁଚ ୨୫ ଜଣକୁ ଦେଇଚ ବୋଲ୍?ଯଦି ଦେଇଛ ତାହେଲେ ବେନିଫସାରି ଷ୍ଟାଟସ୍ ଛାଡ଼।।। ଚୋର କଥା ଦେଇ କଥା ରଖିପରୁନ।।
I love Navin❤❤
Sir mu kalapana jena mor subhadra jojona pai nahi
ବ୍ୟାଙ୍କ ଖାତା କୁ ବାରମ୍ବାର freeze କରିବା ପାଇଁ ବ୍ୟାଙ୍କ ବଲଙ୍କୁ ମନା କରି ଦିଅନ୍ତୁ କାହିଁକି ନା ଏଥିରେ ଗରିବ ଲୋକ ମାନେ ହିଁ ହଇରାଣ ହେବେ ଧନୀ ମାନେ ନୁହଁ ଆଉ ସବୁ ସରକାର ଧନୀ ଙ୍କ ର ହେଲେ ଗରିବ ଙ୍କ କାହିଁ ?
Bahut badhia, niriha lokanku BANK aadhaar re hairana kareiki bhala laguchi angya
Waiting for next election
Jogya hitadhikari kahaku kuhajae
ପଇସା ନାହିଁ ଯୋଜନା ଚାଲିଛି
ସୁଭଦ୍ରା ଟଙ୍କା ଆମ ଆକାଉଣ୍ଟ କୁ ଆସିନି
Ame janibu kemiti rejected hela boli ka from
If the government is able to give 25 lakh11 beneficiary the Subhadra amount within a week of verification. How it is not able to verify the rest in that speed, is that system was not really reliable or it was just for advertisement and give hope to the people who are waiting for the Subhadra amount! Yesterday I saw a almost 55 year woman standing outside the bank with huge crowd and she has tears in her eyes... That really hit hard on my heart that how people are so much needful for that amount and that hope government aroses really going down day by day.
25ଲକ୍ଷ ଭିତରେ gvt employee Bhi achhanti ଟଙ୍କା ପାଇଁ କଣ କରିବେ
Nrgsପ ଇଶାପଡୁଛିଶେତେବେଲେତ ekycଦରକାରପଡୁନି ଶୁଭଦ୍ରାପ ଇଶାଦବାବେଲକୁe kycଦରକାରପଡୁଛୀକେମିତି
Supper
Kete masa aapekhya karibu, 6, 7 masa
Ebe ta 1st kisti dei parilo ni
March 8 belo ku 2 kisti kemi debo
Mu kichhi bujhhi paruni
Ration card Nano rahile Subhadra Yojana apply kariha book ki nahin March 8 are Tonka milibo ki nahin
2024 ra 2nd kisti kebe asiba kuhantu...
Bhala yatra karuchhu
ଆରେ ଜୁମଲା ପାର୍ଟିର ଯାତ୍ରା ବାଲା କେତେବେଳେ କହୁଛ ୨୫ ଲକ୍ଷ୍ୟ ୧୧.୦୦୦ ତ ଆଉ କେତେବେଳେ କହୁଛ ୨୫ ଲକ୍ଷ୍ୟ ୧୧ ଜଣ, ତମର ତ କଥାବାର୍ତ୍ତା ଠିକ ନାହିଁ ଆଉ😂😂😂
First clear the form pending and rejected list by concern officer and rechecking it again then proceed further new beneficiary.
ସତରେ ଦମ୍ ଅଛି ତ tamilnadu pari ତେଲ, ଚିନି, ଚାଉଳ, ଗହମ, a ସବୁ ଦେଇକି ଦେଖ । ଓଡ଼ିଶା କିଛି ନାହିଁ ଖାଲି ଚାଉଳ ଦେଇକି କହୁଛ ସବୁ ଦେଉଛି 🙏🙏🙏ଶ୍ରୀ
ବାଳ ଆଉ ଦରକାର ନାଇ😢ଖାଉଟିଆ ସରକାର.......…...
Not for everyone. Only for who is alligible
E KYC IMPORTANT THILA TA.. 10TH SEPT THARU HATEI DEI THILA KAIN... AU ABE JEUNMANE WITHOUT KYC APPLY KARICHANTI SEMANE KEMITI KYC KARIBE ...SEITA KUHANTU...SEMANNKARA PENDING ASUCHI STATUS... NA 1ST KISTI EMANNKU MILIBANI ???
Kadali ta miliba aau , Aau pakhare tanka nhi Sethipain ,Alu piaja rate badhajaichi Paisa recovery hele aau dia jiba 😂
Madam ରାଜନୀତି ଜାଣିନ ତା ହେଲେ ବନ୍ଦ କରିଦିଅ
ପ୍ରଶ୍ନ କଣ ପଚରା ହଉଛି ଉତ୍ତର ଖାଲି ଗୋଟିଏ 🤣🤣🤣🤣ଧନ୍ୟ
I had applied and msg came that first amount credited to yr account but there is no amount credit in my bank account. So there should be a option for tracking about the present status so that any one check amount credited or not if credited to which bank account being credited.
ଏମିତି ତରବରରେ କାହିଁକି ଦେଉଥିଲେ ଏକା ସାଙ୍ଗରେ ଦେଇଥାନ୍ତେ।ଭାବିଥିଲେ ବାହା ବାହା ନେବେ।ଫଳ କିନ୍ତୁ ଓଲଟା ହେଲା
Balance applicants, when get their 1st instalment???
Flase, March 8 before then which will rejected how they will know.. Reapply again do you have any idea what govt should taken care those
ମାର୍ଚ୍ଚ ମାସରେ ପେଳ ମିଳିବ 😂😂
Amo Village re ta kiya painahati
Madam job opportunities create karantu . How long will this continue.....
ମିଛ କହିବା ତମ ଠାରୁ ଶିଖିବା କଥା 17 ପରେ କାହାକୁ ବ୍ ଟଙ୍କା ମିଳିନି ହେଲା କେତେ ମିଛ କହିବ ଆଉ
ଆଉ କଟିଏ ମହିଳା କଣ ଖଞ୍ଜଣୀ ବଜାଇ ବେ
Without OTP RE JOUMANE APPLY KARICHHANTI SEMANKA KIPARI HEBA
Madam mo na lopa, mudra dash mu 14tarikha ratire apply karichi mora kyc,dbt sabu ok Thai Madhya paisa milini,kebe mo account ku paisa asiba
Subhdra Yojana rey Tanka dei Pariba Tel Alu Piaja rey SUBHADRA TAX lagailey kichi Labha nahin. .... REDUCE PRICE OF DAILY COMMODITIES IMMEDIATELY.