Rev କିଶୋର ଚନ୍ଦ୍ର ଦିଗାଲଙ୍କ ମହାନ ସାକ୍ଷ୍ୟ | Great testimony of Rev: Kishore Chandra dighal.

Поділитися
Вставка
  • Опубліковано 2 лют 2025

КОМЕНТАРІ • 240

  • @kanhu7429
    @kanhu7429 2 місяці тому +89

    ଓଡ଼ିଶା ଖ୍ରୀଷ୍ଟିୟ ସମାଜର ବହୁମୂଲ୍ୟ ମୁକ୍ତା ଆଜି ଆମ ସହିତ ନାହାନ୍ତି ସତ, କିନ୍ତୁ ତାଙ୍କର ଅମ୍ଳାନ ସ୍ମୁତି ସବୁବେଳେ ଆମ ସହିତ ରହିଛି। ତାଙ୍କର ଭଳି ସୁସମାଚାର ମିଳିବ ବହୁତ କଷ୍ଟକର। ଏତେ ସୁନ୍ଦର ଆତ୍ମିକ ଓ ନମ୍ର, ସରଳ, ସନ୍ତଚିତ ଲୋକ ମିଳିବା ଦୁର୍ଲଭ ଅଟେ। କହିବାକୁ ଗଲେ ଓଡ଼ିଶା ଖ୍ରୀଷ୍ଟିୟ ସମାଜକୁ ଗୋଟେ ଅପୂରଣୀୟ କ୍ଷତି ହେଉଛି କିଶୋର ଚନ୍ଦ୍ର ଦିଗାଲ ଙ୍କ ବିୟୋଗ। ପ୍ରଭୁ ଯୀଶୁ ତାଙ୍କ ପ୍ରିୟ ପୁତ୍ର kc digal ସାର୍ ଙ୍କୁ ତାଙ୍କ ନିକଟରେ ସୁରକ୍ଷିତ ରଖନ୍ତୁ।✝️ ଯୀଶୁ ଶାନ୍ତି ଲିଙ୍ଗରାଜ ଭାଇ

    • @SanchitRanjanu2d
      @SanchitRanjanu2d 2 місяці тому

      @@kanhu7429 kete bhala samaste jananti anya ku nicha kahiba nija ku khali bhala

    • @HerodPradhan-kw8wz
      @HerodPradhan-kw8wz 2 місяці тому +2

      ସୋଦା ପ୍ରଭୁ ତାଙ୍କ ସ୍ୱର୍ଗ ରାଜ୍ୟ କୁ ଆଜ୍ଞା ଙ୍କୁ ନେଲେ ସଦା ପ୍ରଭୁ ଆଜ୍ଞା ଙ୍କ ପରିବାର କୁ ଆଶୀର୍ବାଦ କରନ୍ତୁ ତାଙ୍କର ଆତ୍ମାକୁ ଶାନ୍ତି ଦିଅନ୍ତୁ

    • @puspalatakhura8731
      @puspalatakhura8731 2 місяці тому

      We loss our Servent of God Rev. K. Ch. Digal RIP❤🎉😂

    • @Salima-kitchen04
      @Salima-kitchen04 2 місяці тому

      Ehi bhali prabhunka dasa au kie nahi ki rahibe nahi 😭😭😭😭

    • @Meenananda-og9sg
      @Meenananda-og9sg 2 місяці тому

      🎉

  • @MoijaGamanga
    @MoijaGamanga 2 місяці тому +29

    ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାଙ୍କ ପରିବାର ବର୍ଗଙ୍କୁ ଶାନ୍ତି ସାନ୍ତୁନା ଦିଅନ୍ତୁ.

  • @akashsindriya2140
    @akashsindriya2140 2 місяці тому +21

    ଏହି ସାକ୍ଷ ଦ୍ବାରା ମୁଁ ଆଶୀର୍ବାଦ ପାଇଛି।
    ପ୍ରଭୁ ତାଙ୍କ ଛାଡି ଯାଇଥିବା ପରିବାର କୁ ସ୍ବର୍ଗୀୟ ସ୍ୱାନ୍ତନା ଏବଂ ଶାନ୍ତି ଦେଇ କଢ଼େଇ ନିଅନ୍ତୁ।

  • @DamodaraHimirika-m1u
    @DamodaraHimirika-m1u 2 місяці тому +32

    ଦିଗାଲ sir ପ୍ରଭୁ ନିକଟ ରେ ଚାଲିଗଲେ
    କିଛି ଅସୁବିଧା ନାହିଁ l ପ୍ରଭୁ ତାଙ୍କ ପିଲା ଛୁଆ ପରିବାର
    ସଦା ସର୍ବଦା ଜଗତ ରେ ଥିବା ଯାଏଁ ଭଲ ରେ ରଖନ୍ତୁ
    କିନ୍ତୁ ଏବେବି ଚିର ଦିନ ପାଇଁ online ରେ ପ୍ରଭୁ ଙ୍କ ବାର୍ତ୍ତା ଛାଡ଼ି କି ଗଲେ
    ଓଡ଼ିଆ ବାସୀ ଆପଣଙ୍କ ବାକ୍ୟ କର୍ଣ୍ଣପାତ କରି ବେ
    ଆମ ଓଡ଼ିଶା ବାସୀଙ୍କ ପାଇଁ ଗର୍ବିତ
    Praised the lords
    Amen

  • @sumbragamango4826
    @sumbragamango4826 2 місяці тому +26

    ଜଗତ ଥିବା ପର୍ଯ୍ୟନ୍ତ ଆପଣଙ୍କ ବାକ୍ୟ ଓ଼ ଶିକ୍ଷା ଅନେକ ଖ୍ରୀଷ୍ଟିୟ ସମାଜ କୁ ସଚେତନ କରୁଥିବ 😭😭😭 ଆମେନ

  • @limaicharanmallik5100
    @limaicharanmallik5100 2 місяці тому +13

    ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାଙ୍କପରିବାରର ସମସ୍ତ ବର୍ଗଙ୍କୁ ଶାନ୍ତି ସାନ୍ତନା ମେଳୁୂ ପ୍ରଭୁ ଯୀଶୁ ନାମରେ

  • @ulekhkarada8088
    @ulekhkarada8088 2 місяці тому +23

    ଆଜି ମହାନ୍ ପ୍ରଭୁଙ୍କ ଦାସ କୁ ହରେଇ ଓଡ଼ିଶା ବାସୀ ବହୁତ୍ ଦୁଃଖରେ ଭାଙ୍ଗି ପଡିଛନ୍ତି ସତ ରେ ଆପଣଙ୍କର ବାକ୍ୟ ଏବଂ ଶିକ୍ଷା ଖ୍ରୀଷ୍ଟ ସମାଜ ପାଇ ଏବଂ ସମସ୍ତଙ୍କ ପାଇ ପରିବର୍ତ୍ତନର ବାର୍ତ୍ତା ହେଉ ପ୍ରଭୁ ଯୀଶୁ ସାର୍ ଙ୍କ ପରିବାରକୁ ଆଶିର୍ବାଦ କରନ୍ତୁ

  • @jabuljabul9309
    @jabuljabul9309 2 місяці тому +2

    ❤❤❤

  • @SurojMajhi-z3q
    @SurojMajhi-z3q 2 місяці тому +16

    ବହୁତ ଦୁଃଖ ର କଥା 😭😭😭😭 ପାଷ୍ଟର ଙ୍କର କଥା ଆଉ ବାକ୍ୟ ବହୁତ ମନେ ପଡ଼େ ପ୍ରଭୁ ତାହାଙ୍କ ଆତ୍ମା କୁ ଶାନ୍ତି ଦିଅନ୍ତୁ

  • @HiteshKumarSethy92
    @HiteshKumarSethy92 2 місяці тому +2

    Miss u respected Sir...R.I.P😢😢

  • @paramanandaraita5986
    @paramanandaraita5986 2 місяці тому +3

    prais the lord Rest of soul peace.😭😭😭😭😭😭

  • @SumonBhai-p2l
    @SumonBhai-p2l 2 місяці тому +16

    ବହୁତ ଦୁଃଖ ଲାଗୁଛି ,ପ୍ରଭୁ ତାଙ୍କର ପରିବାର ଙ୍କୁ ଶାନ୍ତି ଦିଅନ୍ତୁ

  • @SaimanHo123
    @SaimanHo123 2 місяці тому +3

    ବହୁତ ଭଲ

  • @mycountryandmycultures9904
    @mycountryandmycultures9904 2 місяці тому +2

    Dhanyawad ଭାଇ ବହୁତ ସୁନ୍ଦର ସାକ୍ଷ

  • @SujatanayakSujata-i4c
    @SujatanayakSujata-i4c 2 місяці тому +2

    Praise the lord amen 🙏 god bless you bro😢 amen amen

  • @lazarmandalmusic8105
    @lazarmandalmusic8105 2 місяці тому +2

    ବାସ୍ତବରେ ଆଜ୍ଞା ଏହି ମହାନ୍ ପ୍ରଭୁଙ୍କ ଦାସଙ୍କ ବାକ୍ୟ ଶୁଣୁ ଶୁଣୁ ଆଖି ରୁ ଅଶ୍ରୁ ବାହାରି ଆସିଲା ଆଜ୍ଞା

  • @QueenPradhan-b8y
    @QueenPradhan-b8y 2 місяці тому +1

    ଆଜ୍ଞା ଆପଣ ଯଦି Christian ହେଇ ନ ଥିଲେ ଆଜି ଏତେ ମାତ୍ରାରେ ଲୋକ ମାନେ ଆପଣ ଙ୍କ ପାଖରେ ନ ଥାନ୍ତେ । ଆଜି ଦିନ ମାନଙ୍କରେ ପ୍ରଭୁଙ୍କୁ ଜାଣି ଥିଲେ ବୋଲି ଏ ଓଡ଼ିଶା ବାସୀ ଏବଂ ବାହାର ରାଜ୍ୟର ଲୋକମାନେ ଆପଣଙ୍କୁ ଆପଣାଇ ଥିଲେ ଆଜି ବି ଆପଣ ଙ୍କ ସ୍ୱର୍ ପ୍ରତି ଟି Christian ଜୀବନ ରେ ସୁବୁଛି ।

  • @sunitakujur1400
    @sunitakujur1400 2 місяці тому +7

    Praise the lord..Hallelujah 🎉❤🎉
    God bless you all your family members 🙏🙏🙏

  • @SusaniPradhan-m5l
    @SusaniPradhan-m5l 2 місяці тому +6

    My favourite paster really miss you sir ..😭😭😭😭😭😭

  • @LukMarndi-h4f
    @LukMarndi-h4f 2 місяці тому +6

    ଖ୍ରୀଷ୍ଟ ପ୍ରଭୂ ତାଙ୍କ ପରିବାର ଲୋକ ଙ୍କୁ ସାନ୍ତ୍ଵନା ଦିୟନ୍ତୁ ଆମେନ୍

  • @KarneliyaPradhan-ff3dd
    @KarneliyaPradhan-ff3dd 2 місяці тому +2

    Really great

  • @TigerBag-ip3lp
    @TigerBag-ip3lp 2 місяці тому +2

    Odisha diamond the supernatural God Jesus preacher..praise the lord hallelujah hallelujah hallelujah amen

  • @padmankulesika1856
    @padmankulesika1856 2 місяці тому +3

    Praise the loard sir bahut manepadchi sir 😢😢😢😢

  • @JitendraSuna-wv4mc
    @JitendraSuna-wv4mc 2 місяці тому +2

    i Miss you k c digal sir 😭😭😭😭 love you sir

  • @lazarmandalmusic8105
    @lazarmandalmusic8105 2 місяці тому +2

    Hallelujah 🙏 thank you Jesus

  • @killakarao5339
    @killakarao5339 2 місяці тому +2

    ସାକ୍ଷ୍ୟ, ଗୀତ ଶୁଣି ମୋହର ହୃଦୟ ତରଳି ଗଲା, Jesus ପ୍ରଭୁ ସାରଙ୍କ ପରିବାରଙ୍କୁ ଆର୍ଶିବାଦ କରନ୍ତୁ।

  • @AjitKumar-oq4uc
    @AjitKumar-oq4uc 2 місяці тому +2

    Alleluia...praise the Lord ❤❤❤

  • @pritimanayak5910
    @pritimanayak5910 2 місяці тому +3

    Miss you ❤ always your awaj resounding ❤ may God great 💕💕 comfort to brave family 💗💗

  • @lazarmandalmusic8105
    @lazarmandalmusic8105 2 місяці тому +2

    AMEN

  • @masihgroup9579
    @masihgroup9579 2 місяці тому +2

    ଓଡ଼ିଶା ରେ ଏମିତି ପ୍ରଭୁଙ୍କ ଦାସ ମିଳିବ ନାହିଁ ,ଏଇଟା ମୁ ଲେଖିକି ଦେଉଛି

  • @Sanjaydigal92
    @Sanjaydigal92 2 місяці тому +3

    ବହୁତ ଦୁଃଖ ଲାଗୁଛି ସଦାପ୍ରଭୁ ପରମେଶ୍ୱର ତାଙ୍କର ପରିବାର କୁ ସାହସ ଦିଅନ୍ତୁ

  • @jesuscomingsoon2
    @jesuscomingsoon2 2 місяці тому +7

    ପ୍ରଭୁଙ୍କ ର ମହିମା ହେଉ Praise the lord 💔 rest in peace 🥲

  • @RanjitadaramajhiRanjita
    @RanjitadaramajhiRanjita 2 місяці тому +3

    R I P Rev. Kishor Chandra Digal miss you pastor ji 😭😭😭😭😭

  • @ChandiniranikachimChandinirani
    @ChandiniranikachimChandinirani 2 місяці тому +2

    Thank you so much my lord Jesus Christ

  • @UpendraTakiri
    @UpendraTakiri 2 місяці тому +2

    Really we missed a gentleman and a godly man, a good preacher. May God keep his soul in peace with Him. My condolences to the bereaved families.

  • @hebalraita943
    @hebalraita943 19 днів тому

    କେଡ଼େ ବଡ଼ ଆଶ୍ଚର୍ଯ୍ୟ କଥା, ମନୁଷ୍ୟର ଅନ୍ତରର ଅତି ଗଭୀର ବିଷୟର କଥା।🎉🎉 "ଯୀଶୁ ଖ୍ରୀଷ୍ଟ କେତେ ସତ୍ୟତା"

  • @pradeepkumarsamarath6765
    @pradeepkumarsamarath6765 2 місяці тому +2

    I really crying sir. I miss you sir

  • @JAHANKIMBAKAJAHANKIMBAKA-n7j
    @JAHANKIMBAKAJAHANKIMBAKA-n7j 2 місяці тому +2

    କିଶୋର ସାରଙ୍କୁ ପ୍ରଭୁ ଦେଲେ ଆଉପ୍ରଭୁନେଲେ ପ୍ରଭୁଙ୍କନାମ ଧନ୍ୟ ହେଉ•ଆଉ ତାହଙ୍କ ପରିବାର ଜେପରି ଭଲଭାବରେ ରହିବେ ଏଥିପାଇଁ ପ୍ରାର୍ଥନା କରିବେ ଭଲିମର ଆଶା ପରିବାର ସାନ୍ତାନିମନ୍ତେ ସମସ୍ତ ଜଗତର ଭାସି ଖ୍ରୀଷ୍ଟୟ ଭାଇଓଭଉଣୀ ସମସ୍ତେ ଆମେ ଦିନେ ନାଁ ଦିନେ ନିଦ୍ରା ଜିବାକୁହେବ

  • @billiamr.t6652
    @billiamr.t6652 2 місяці тому +5

    I miss you and will always miss you my dear sir😢😢😢😭😭😭😭😭

  • @Dilsandilsan-t3f
    @Dilsandilsan-t3f 2 місяці тому +1

    Amen 🙏🙏🙏

  • @jahanraika6040
    @jahanraika6040 2 місяці тому +4

    Jisayo:57:1 ଭାବିଷତ ଲେଖା ନୁସାରେ ଧାର୍ମିକ ଲୋକ ନିଆ ଯିବ ଏହିଟା ସଦାପ୍ରଭୁ ନେଲେ ହେବେ ପ୍ରଭୁ ଙ୍କ tare ବର୍ତ୍ତମାନ ଅଛନ୍ତି AMEN

  • @sanjeetsuna1472
    @sanjeetsuna1472 2 місяці тому +7

    I miss you and will always miss you my Dear sir😭😭😭

    • @SanchitRanjanu2d
      @SanchitRanjanu2d 2 місяці тому

      Bhala hela se chaligale debata kebe bi puja kariba pain Maranti nahi jesu ra mindwash kari missionary khali na janiki hindu dharma ra pandita banuchanti
      Ebe jesu toh maridele tanku ebe kana kahibe shaitan jesu bhakta

  • @obed7anand443
    @obed7anand443 2 місяці тому

    He is an inspiration for todays generation. heart touched testimony of Rev. kishore Chandra Digal Sir. anybody can relate and change themselves by listening to his testimony.

  • @GabindPradhn
    @GabindPradhn 2 місяці тому +2

    ଗୁଡ୍ ବ୍ଲେସିଉ

  • @SebanSebansinghdigal
    @SebanSebansinghdigal 2 місяці тому +1

    ମୁଁ ଦୁଃଖ କରେ ଯେ sir ଆଜି ଆମ୍ଭମାନକ ନିକଟରେ ଶାରୀରିକ ଜୀବନ ରେ ନାହାନ୍ତି। କିନ୍ତୁ , ସବୁଠୁ ବଡ଼ ଖୁସି ମୋ ଜୀବନ ରେ ଯେ ସାର ଏବେ ବି ଆତ୍ମିକ ଜୀବନରେ ଆମ ସହିତ ଅଛନ୍ତି । କାରଣ ବାକ୍ୟ ହେଉଛି ଆତ୍ମିକ ଜୀବନର ଆହାର । Praise the lord ।

  • @sabirkumarhial1462
    @sabirkumarhial1462 2 місяці тому +3

    ଚମତ୍ କାର ସାକ୍ଷ

  • @SunemBhuyan
    @SunemBhuyan 2 місяці тому +4

    Praise the lord👍👍🙏🙏❤️❤️👌👌

  • @tularamharijan9511
    @tularamharijan9511 2 місяці тому +4

    Praise the Lord
    I miss you sir

  • @Pustamhikoka777
    @Pustamhikoka777 2 місяці тому +1

    ମହାନିଦ୍ରା କରାଇଛନ୍ତି ପ୍ରଭୁଙ୍କୁ ବଉତ ଧନ୍ୟବାଦ

  • @shivanisalagna3585
    @shivanisalagna3585 2 місяці тому +1

    Prabhu Mahan Praise the LORD

  • @SachinNayak-r8b
    @SachinNayak-r8b 2 місяці тому +4

    ବହୁତ ଦୁଃଖ ଲାଗୁଛି 😢

  • @PinuBagh
    @PinuBagh 2 місяці тому +1

    Ameen ameen ameen ameen ameen

  • @sudammallik6267
    @sudammallik6267 2 місяці тому +1

    Prabhunkar echa atiki biyabahar karibar thila bartaman tanka pakhare achanti,bahut miss karuchi sir 😂😂😂😂 praise the lord

  • @SukhmabatiRaita
    @SukhmabatiRaita 2 місяці тому +2

    I miss you sir, Prabhu apankara Mangal karantu sir , paribara ku madya Prabhu Mangal karantu.

  • @uttamkumarpal2537
    @uttamkumarpal2537 2 місяці тому +1

    He Prabhu ta kan atma ko santi deoo amen

  • @susmitasingh869
    @susmitasingh869 2 місяці тому +2

    Praise the lord 🙏😭😭😭😭😭😭😭😭🙆🙆🙆🙆🙆🙆💯💯💯💯

  • @rasminanayak1643
    @rasminanayak1643 2 місяці тому +1

    Prabhu gourab pantu tank abhisikt dasankara testimony au sundara msg pain,tanka sokakula family ku prabhu satona diontu

  • @baijayantikanhar4982
    @baijayantikanhar4982 2 місяці тому +1

    Sir tumaku jhuruchhi Odisha God bless you

    • @unitedpeaceworker714
      @unitedpeaceworker714 2 місяці тому

      @@baijayantikanhar4982
      Mr Bijay ତୁମେ ଯେଉଁ କହୁଛ Odisha ତୁମକୁ ଝୁରୁଛି 🤣🤣🤣ଦେଖିବାକୁ ଗଲେ ଏହି ବ୍ୟକ୍ତି ଓଡିଶା ସଂସ୍କୃତି, ପରମ୍ପରା, ସଭ୍ୟତା ପାଇଁ କଳଙ୍କ ଥିଲେ କାରଣ ସେ ଏହି ମହାନ ସଂସ୍କୃତି କୁ ଅପପ୍ରଚାର କରି ଓଡ଼ିଶାର କିଛି ନିରୀହ ଲୋକଙ୍କୁ ଧର୍ମାନ୍ତୀକରଣ କରିବା ସହିତ ଓଡ଼ିଶାର ଲୋକଙ୍କ ଭାବା ବେଗ ସହିତ ଜଡିତ ଥିବା ପଶୁ ଗୋ ମାତା କୁ ହତ୍ୟା କରି ତାର ମାଂସ ଭକ୍ଷଣ କରିବା ଓ ଲୋକଙ୍କୁ ଖୁଆଇବା କଣ ଠିକ କରିଥିଲେ କି??????
      ତେଣୁ ସେ ଜଣେ SECULAR ମଣିଷ ନଥିଲେ ତାହେଲେ କାହିଁକି ଓଡିଶା ର ଲୋକ ଝୁରିବେ 🤣🤣🤣🤣

  • @supriatandi
    @supriatandi 2 місяці тому +1

    Amen Jesus is great 🙏🙏

  • @RajaPradhan-l8e
    @RajaPradhan-l8e 2 місяці тому +2

    Bahut telented speaker sir I miss you family God bless you haven re achhanti amen

  • @arabindpradhan9898
    @arabindpradhan9898 2 місяці тому

    This is biggest loss for Kandhamal💔😭

  • @AngelpariMahananda-t3v
    @AngelpariMahananda-t3v 2 місяці тому +3

    Praise the lord

  • @RukumaniPutel-q1r
    @RukumaniPutel-q1r 2 місяці тому +2

    Bahut dukha laguchhi Prabhu tankr paribar ku Santi diantu

  • @NirmalaKhemundu
    @NirmalaKhemundu 2 місяці тому +2

    Sir apana prabhunka nikataku jibe 🙏🙏🙏🙏🙏🙏

  • @rajendra.rajendramambalaka
    @rajendra.rajendramambalaka 2 місяці тому

    ଓଡ଼ିଶାରେ ସୁପରିଛତ କିଶୋର ଦିଗଲ sir ଅନଲାଇନ ଛାଡିଚାଲି ଗଲେ ତାଙ୍କ ପରିବାର ନିମନ୍ତେ ପ୍ରଭୁ ଆଶୀର୍ବାଦ କରନ୍ତୁ ଆମେନ୍

  • @AnthanbaghAnthanbagh
    @AnthanbaghAnthanbagh 2 місяці тому +2

    Aap mere saat hamesa rahage my dear sir i love you sir

  • @samsonpriest1340
    @samsonpriest1340 2 місяці тому +2

    I really miss u dear Reapacted man of God

  • @chinutakri4373
    @chinutakri4373 2 місяці тому +4

    Miss you sir 😭

  • @biswasisoy6540
    @biswasisoy6540 2 місяці тому +1

    Praise lord,dhuko v laguchhi khusi v sir

  • @abhisheksuna9937
    @abhisheksuna9937 2 місяці тому +2

    Praise the lord 🙏 sir

  • @obed7anand443
    @obed7anand443 2 місяці тому

    He is one of the diamonds among Gods chosen people. I pray for his family to be strengthen in Lord Jesus.

  • @matimuduli407
    @matimuduli407 2 місяці тому +1

    God bless you sir

  • @AsitSahani
    @AsitSahani 2 місяці тому +4

    RIP miss you alot sir 🙏🙏🙏

  • @rameshsikha2654
    @rameshsikha2654 2 місяці тому +1

    Great testimony,,,, praise God ❤

  • @nareshphulo108
    @nareshphulo108 2 місяці тому +1

    God bless you sir 🙏 miss you too ❤❤❤

  • @patramajhi4312
    @patramajhi4312 2 місяці тому +1

    Prabhu tankaparibaraku Shanti deu

  • @PhilipRaita-u6u
    @PhilipRaita-u6u 2 місяці тому +1

    😢😢😢😢😢 missing you immensely Sir your bodily presence with us. We will meet again in the second of Christ.

  • @lstaarr
    @lstaarr 2 місяці тому +4

    Miss you too ❤❤❤

  • @BastiRaita
    @BastiRaita 2 місяці тому +1

    Praise the lord amen

  • @Nitunitu-fm9cz
    @Nitunitu-fm9cz 2 місяці тому +1

    Odisha ro gourabo ebo gorba thile sir apona 🙏🙏

  • @Vijaya070
    @Vijaya070 2 місяці тому +2

    Miss you sir Kishore Ch Digal

  • @NaniGulti
    @NaniGulti 2 місяці тому +1

    God bless you

  • @GabindPradhn
    @GabindPradhn 2 місяці тому

    କିସର୍ ଦିଗାଳ ପରିବାରେ ପ୍ରଭୁଯୀଶୁ ନାମରେ ଶାନ୍ତି ପାଆନ୍ତୁ, 😂😭
    ମୁ ଆପଣକ୍କ ପରିବାର ପାଇ ଓ ତୁମ ପାଇ ପ୍ରାଥନା କରୁଅଛି ପ୍ରଭୁଯୀଶୁନାମରେ 🙏ଆମେନ୍

  • @RamakantNayak-u2b
    @RamakantNayak-u2b 2 місяці тому +2

    Amen

  • @AngelSuna-uo1tl
    @AngelSuna-uo1tl 2 місяці тому

    Bahuta dukha lagila a khabara suniki.tankariya atma ku prabhu santi diantu

  • @husiobagh6509
    @husiobagh6509 2 місяці тому +2

    Miss you baba😭😭😭😭😭

  • @abhisheksuna9937
    @abhisheksuna9937 2 місяці тому +1

    Bahut hrudayasparshi sakhya sir

  • @isakamajhi4501
    @isakamajhi4501 2 місяці тому +1

    Miracle

  • @AngelpariMahananda-t3v
    @AngelpariMahananda-t3v 2 місяці тому +2

    I really miss you sir

  • @arunipani5425
    @arunipani5425 2 місяці тому +1

    Prabhu mahan ❤

  • @sachitasuna
    @sachitasuna 2 місяці тому +2

    I love you ❤

  • @anupamatandy3723
    @anupamatandy3723 2 місяці тому +1

    Heart touching testimoniay

  • @arpitaPani-s8g
    @arpitaPani-s8g 2 місяці тому +1

    I miss you and I love you sir

  • @Nitunitu-fm9cz
    @Nitunitu-fm9cz 2 місяці тому +1

    Salute to you sir 🙏🙏😭😭😭😭

  • @JISUMARANGMUSIC
    @JISUMARANGMUSIC 2 місяці тому +1

    Lord. ଏତେ ଯଲଦି ନେଇ ଗଲା 😢😢😢😢😢😢😢😢😢

  • @sushiljagadala446
    @sushiljagadala446 2 місяці тому +1

    I.reali.miss.you.sir

  • @sanjayapradhan6697
    @sanjayapradhan6697 2 місяці тому

    ଅତି ଦୁଃଖର ବିଷୟ ଆଜ୍ଞାନଙ୍କର ଆତ୍ମାକୁ ଶାନ୍ତି ଦିଅନ୍ତୁ ଏବଂ ଶୋକାକୁଳ ପରିବାରକୁ ସ୍ୱାନ୍ତନା ଦିଅନ୍ତୁ

  • @newhopeministrysanjayarana3222
    @newhopeministrysanjayarana3222 2 місяці тому +1

    Ita Really true

  • @rajkamalpatro3643
    @rajkamalpatro3643 2 місяці тому +2

    🙏❤

  • @KrushnaTukuruka
    @KrushnaTukuruka 2 місяці тому +1

    ବହୁତ ଦୁଃଖ ର ବିଷରେ sir 😭

    • @SanchitRanjanu2d
      @SanchitRanjanu2d 2 місяці тому

      Jatra bazz pura blood cancer medical certificate dekhantu adhbiswasi prachara 😂😂jesu bidesi ku odia bhasa re prachara karidele odia habani .
      Andhabhakta jesu 😂
      Bhala hela e dharma dalal chaligale . Nija cristian bhuta jesu ra andhbiswas chamatkar laguchi au satya prameshwara krushna micha
      Ki adbhuta mindwash re murkha babu 😂