He mahana pracharaka || Rip Rev.K C Digal || Singer Mohit kumar || Shyam official presents
Вставка
- Опубліковано 26 лис 2024
- He mahana pracharaka || Rip Rev.K C Digal || Singer Mohit kumar || Shyam official presents
Lyrics and Singer - Mohit kumar
Music - Bhugala
Editing - Bhugala
Record - Koshagumuda ms studio
Praise the lord
Please keep supporting guys
Please Do Like And Subscribe our Channel
SONG CREDIT JESUS CHRIST
Latest new Koraputiya Christian Song
#bidyut #songsinger #shyamofficial #mansingnag
#newchristiansong #koraputiachristiansong #sushantakhosla
#jhunikhosla
#nayamikhosla
#christiansong
#birendance
#udaytakri
#jemmy
koraputia christian song odia christian song
new koraputia christian song
christian song
koraputia christian song 2023
amit pani new koraputia christian song
christian worship songs
new christian song
new odia christian song
christian devotional songs
susanta khosla new koraputia christian song
new desia christian song
jagamohn christian video song
ankur masih christian song
anil kant christian songs
Christmas song 2023
Christmas dance video
Fosi golu re koraputia Christian Song
Christian dance video song 2024
human sagar christian songs
new odia christmas dance song
odia christmas dance
odia christmas dance video
koraputia christmas song
koraputia christmas dance video
desia Dance video
desia new christian song
letest New Christmas song
Odia Christin song
Odia worship Christian song
odia christian video
odia Christian Song what's app status
Christian gallery new song
New Odia Christian Song
Humane Sagar Christian Song
odia new christian song human sagar
new odia christian song human sagar 2021
Humane sagar new christian songs
asima panda new christian song
asima panda christian song
Bidyut bhatra Christian Song
Bidyut bhatra new christian song
Bidyut bhatra all Christians song
bidyut bhatra new christian songs 2021
pintu bagh new christian song
pintu bagh new song
jhuni Khosla Christian Song
jhuni Khosla all song
desia Christian Song
New Christian Song
2021 New Christian Song
Jesus Song
Koraput desia Christian Song
Christian Worship Song
Hindi Christian songs
hindi Christian worship song
hindi Christian song 2021
Telugu Christian Song
telugu new christian song
new Jesus what's app status video
ଏମିତି ପାଷ୍ଟର ଆଉ ସାରା ପୃଥିବୀରେ ମିଳିବେନି ଭାଇ ମୋତେ ବି ଦୁଃଖ ଲାଗୁଛି
Jeun Prabhu nka dasa ahi sundara gita ti gai samastanka hrudaya ku chun thiba hrudasparsa gita pain dhanya baad satare suni ki kanda lagu chii 😢😭😭😭
ହୃଦୟକୁ ସ୍ପର୍ଶ କଲା ଗୀତ ଏତେ ଜଲ୍ଦି ଗୀତ ରଚନା କୋଲ ଏବଂ ଗାଇଲ ଭାଇ ଧନ୍ୟବାଦ
Miss you କିଶୋର ସାର
Bhai aponku gita sporsa kala kintu.gita sporsa duara Kona monusyara papo kyama haena thei bai.dhanya bad
⁵55a
ତାଙ୍କୁ ଓଡିଶା ବାସୀ କେତେ ଭଲ ପାଉଥିଲେ, ଆଜି ଗୀତ ମାଧ୍ୟମରେ 💐ଅନ୍ତର ସହ 🎉ପୁରା ପ୍ରକାଶ ପାଉଛି ❤️❤️❤️❤️🥰🥰🥰🥰
❤❤❤❤❤❤,🥰🥰🥰😍😍🥰🤗👌
❤khsusi lagiba katha dukha kahinki
@@bamasingkhuntia ତାଙ୍କୁ ଭଲ ପାଉଥିଲେ ଯୀଶୁଙ୍କୁ ନାହିଁ
ପ୍ରଭୁଙ୍କର ସଦ୍ ଭକ୍ତଙ୍କ ମରଣରେ ଓଡ଼ିଶାର ପ୍ରତ୍ୟେକ ଖ୍ରୀଷ୍ଟ ପରିବାର ଦୁଃଖିତ ଅଟେ । ପ୍ରଭୁ ତାହାଙ୍କର ଆତ୍ମାକୁ ତାଙ୍କ ରାଜ୍ୟରେ ସୁରକ୍ଷିତ ରଖନ୍ତୁ ଆମେନ୍...
ଏ ଗୀତ ଶୁଣି ସତରେ କାନ୍ଦ ଆସିଗଲା 😭😭😭
Satare bhai mate bi bahut dukha laguchhi bhai kintu sabu prabhunka echa😢😢😢😭😭✝️🛐🙏tathapi Prabhu nkara gouraba heu❤❤❤❤❤❤
Miss you sir
ସାରା ଓଡ଼ିଶାର ଖ୍ରୀଷ୍ଟିୟ ଜନତା ଝୁରୁଛି😭😭😭😭
❤️💐Haleluya Lord💐❤️
ସାରା ଓଡିଶା ର ଖ୍ରୀଷ୍ଟିଆନ ମଣ୍ଡଳୀ ତଥା ବିଶ୍ୱାସୀ ଝୁରୁଛନ୍ତି very nice song god bless you
ହୁର୍ଦୟ ସ୍ପର୍ଶି ସଙ୍ଗୀତ ଈଶ୍ୱର ସନ୍ତୁନା ଦିଅନ୍ତୁ ପ୍ରଭୁ ଙ୍କ ଆଶୀର୍ବାଦ ହେଉ amen
ଭାଇ ଏ ଗିତ ଶୁଣି ବହୁତ ମନେ ପକେଇ ହୃଦୟ ରେ ଲୁହ ଆସିଗଲା 🙏🙏🙏🙏🙏
ଆଜ୍ଞା କୁ ବହୁତ ବହୁତ ମନେ ପଡୁଛି ଗିତ ଶୁଣି ଶୁଣି ଅଛି ମତେ ଆଖିରେ ଲୁହ 😢😢 ଝରୁଛି। 😢😢😢😢😢😢😢
👌👌👌👌👌👌👌❤️❤️❤️❤️😭😭😭
Really miss you sir
ଭାଈ mu ଏହି ଗୀତ ଶୁଣି ବହୁତ କାନ୍ଦିଛି 😭😭😭😭😭😭😭
ଏଇ ଗୀତ ଶୁଣି ବହୁତ ଦୁଃଖ ଲାଗୁଚି ଭାଇ
I miss you sir😭😭😭😭😭 miss you so much sir😭😭😭😭😭😭😭😭😭😭😭
ଗୀତ ଶୁଣିଲା ପରେ ଆହୁରି ଅଧିକ ମନେ ପଡ଼ୁଛ sir , miss u very much sir
ଆପଣଙ୍କ ଉପସ୍ଥିତି ବୁଦ୍ଧି ପାଇଁ ଅଶେଷ ଧନ୍ୟବାଦ। ବାସ୍ତବରେ ଆପଣ ଜଣେ ନିଆରା ଶିଳ୍ପୀ। ଆପଣଙ୍କ ବୁଦ୍ଧି ପାଇଁ ଆପଣଙ୍କୁ salute.
ଗୀତରେ " ଅନ୍ୟର ଆତ୍ମାର ସଦଗତି ଆମେ କିପରି କରି ପାରିବା, କେବଳ ନିଜ ପାଇଁ ନିଜେ ଦାୟୀ " ଏହା ଟିକିଏ ଅଲଗା ଲାଗିଲା।
ତାଙ୍କୁ ଓଡ଼ିଆ ବାସୀ କେତେ ଭଲ ପାଉଥିଲେ ଆଜି ଗୀତ ମାଧ୍ଯମରେ 💐🙏 ଅନ୍ତର ସହ🎉❤ପ୍ରକାଶ ପାଇଛି ❤✝️🛐🛐🥰🥰
Miss you sir
Praise the Lord 🙏🙏ସଦାପ୍ରଭୁଙ୍କ ଦୃଷ୍ଟି ରେ ତାହାଙ୍କ ସଦଭକ୍ତ ମାନଙ୍କ ମରଣ ବହୁ ମୂଲ୍ୟ ଅଟେ 🙏🙏ପ୍ରଭୁ କିଶୋର ଭାଇଙ୍କୁ ଆପଣା କୋଳରେ ସ୍ଥାନଦିଅନ୍ତୁ 🙏🙏ଆମେନ 🙏🙏
Biswasa lagunahi Tathapi bi Prabhunka thare Prathana Kariba Prabhu Tanku Ashreevada karantu Amen
I trust cried hear thise heart touching song ..
ଭାଇ ଧନ୍ୟବାଦ ଆପଣଙ୍କ ଗୀତ ରଚନା ଭଲପାଏ ପାଷ୍ଟର ମୁଁ ଆପଣଙ୍କୁ ଭୁଲିପାରିବିନି 😢😢😢😢😢😢😢
Good bless you
ହୂରଦ୍ୱୟ ଛୁଆଁ ଆମର କିଶର ଚନ୍ଦର ଦିଗଲ ନାମ ଗୀତ 😭😭😭😭😭
Bhahut speed re lyrics lekhi recording kala bro God bless you
Praise the lord
Prabhu nko namo dhonyo heu ....heart touching gito bhai..........miss you so much k c digal sir😭😭😭💔💔
କିଶୋର୍ ସାର୍ ମୁଁ ତମୋ କୁ ବୂଉତ୍ ମିସ୍ କରୁଛି 😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭
🤝🥰🥰🥰🙏🙏
ଗୀତ ବହୁତ ସୁନ୍ଦର ହେଇଛି, we miss you Kishore digal Sir,
❤😭😭😭😭😭😭❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️🫂🫂jay mashi🤝
ସବୁ ଇଶ୍ୱରଙ୍କ ର ଇଛା ଭାଇ ଆମର ନୁହ ଭାବିଲେ ବହୁତ କୋଷ୍ଟ ଲାଗୁଛି ସେ ଜଣେ ମହାନ୍ ଇଶ୍ୱରଙ୍କ ସେବକ ଥିଲେ 🎉🎉🎉🎉🎉🎉
Satare, bhai, a, gitasuni,mate
dukhalagila
Heart touching song miss you k c digal sir 😢😢
उडीसा मे ऐसे प्रभुकी दास नेही देखीहु गाना बहत अछा हे
Miss u sir 😢
Praise the lord 🙏🙏🙏😭😭😭
ସତରେ ଏହି ପ୍ରଭୁଙ୍କ ଦାସ ଅଭୂଲା ହୋଇ ରହିବେ
Badia Gita bahi
Haleluya kisur digal sir
Praise the Lord❤❤❤❤😢😢😢😢😢😢
S jitu bainku danyabad,christian geeta gaibaku sabha pauchi and subha
Sunder song
Wonderful song thank you brother my God bless you
ଗୀତ ବହୁତ ସୁନ୍ଦର ହେଇଚି କିନ୍ତୁ ଦୁଃଖର ବିଷୟ
praise the lord Amen ❤🙏✝️
😭😭😭😭😭😭😭ବହୁତ ମନେ ପଡୁଛନ୍ତି sir 😭😭😭 ହୃଦୟ କୁ ଛୁଇ ଗଲା ଭାଇ ଗିତ God bless you Brother
Naic song Bhai
Nice 👍 song
God blesyou
God is good all the time 🎉🎉🎉🎉🎉
Tumaku bi prabhu bahut asirbad karantu
Praisethe amen
Lord tanka aatma ku santi diantu au tanka saha paribar ku blessing karantu Ameen 🙏
बहुत बहुत धन्यवाद सिंगर भाई 🙏🏻🙏🏻वास्तव में प्रभु के दास Digal सर सेवकाई के विषय पर आपने बहुत ही सुमधुर गीत को हमारे लिए गया मे्रे आँखों में नम के आंसू आ गया आपके आवाज़ मधुऱ संगीत की धुन ने मुझे ही नहीं बल्कि सुननेवाले सभी श्रोताओ के दिलों को प्रभु ने छू लिया शायद आपने Digal सर के मृत्यु के बाद ही इसे गाने की तैयारी किये होंगे प्रभु आपको बहुत आशीष दे इस गीत को कितनी बार भी सुना जाये मे्रे लिए कमी महसूस होती है आज भी प्रभु के दास Digal सर आत्मा में जीवित हैँ 🙏🏻🌹🙏🏻🌹🙏🏻🌹🙏🏻
Thank you Bhai ବହୁତ ବହୁତ କଷ୍ଟ ଲାଗୁଛି । ❤❤❤😢😢😢
Miss ସିଉ my ପ୍ରଚାରକ khisar ଦିଗାଲା
ପାଳକ ପିତା ଙ୍କ ମ ନେପଡୁଛି ଯୀଶୁ ଶାନ୍ତି ଦିଅନ୍ତି
God bless you brother 🙏🙏 very nice and heart touching song 🙏🙏
ଭାଇ ଏହି ଗୀତ ଶୁଣି ବହୁତ ଆକିରୁ ଲୁହ ଜରୁଚି miss you kc sir 😭😭😭😭😭😭😭😭😭😭😭😭😭😭😭😭😭
Hallelujah
😭😭😭
Prais the lord 🙏🙏🙏🙏
Bhai ❤ bohut bohut dhanyawad ,😢 God bless you 🙏 ye song ku gaithibaru
Praise the Lord
Really miss you so much sir 😢😢😢😢
ବହୁତ୍ ଭଲ ହୋଇଛି ଭାଇ ଗୀତ ❤
Pravhu poribaraku ଆଶୀର୍ବାଦ karantu
ବଉତ ସୁଦର ଗୀତ
😢😥😭ଧନ୍ୟବାଦ ଭାଇ ତମେ କିଶୋର ଚନ୍ଦ୍ର ଦିଗଲ ସାରଙ୍କ ପାଇଁ ଗୋଟିଏ ହୃଦୟ ସ୍ପର୍ଶ ଗୀତ ରେ ତାଙ୍କର ଅନ୍ତିମ ଯାତ୍ରା ରେ ଓଡିଶା ବାସୀଙ୍କ ମନକଥା କହିଲ 🙏ଆହୁରି ଅନେକ ଗୀତ ହେଉ ବୋଲି ମୁ ପ୍ରାର୍ଥନା କରେ 🛐ସେକେବଳ ମନୋନୀତ ଦାସ ନ ଥିଲେ ସେ ପ୍ରଭୁଙ୍କର ଦୂତ ଥିଲେ ❤️🙏
😢😢😢
😂😂😂😂😂😂😂😂😂😂😂😂😂😂😂😂😂😂😂😂🎉😂😂😂😂🎉🎉
Amen 🙏🙏🙏🙏
ହୃଦୟ କାନ୍ଦୁଛି ଆମ୍ମା ଜଳୁଛି ଏହି ଗୀତ ଶୁଣି ଭାଇ 😂😂😂😂😂😂😂😂😂
ଏହି ଗୀତ କୁ ସୁଣି ସତରେ କାନ୍ଧ ଲାଗୁଛି ସାର୍ କୁ ମନେପଢୁଛି
Please the lord
Prabhu jishu nka mahan dasha unbelievable miss you pastor.prais the lord ✝️
Sevali pracharaka aau miliba ki nai ke jane😢
Miss you Digal sir🙏
ବହୁତ୍ ଦୁଃଖ ଲାଗୁ ଛି ଭାଇ
Thank you so much sir
Really Heart touching song sir miss you kishor Digal sir😢😭😭
😭😭😭😭😭😭😭
We will miss u grand😔😔😔😔😔😔😔 papa 😞😞😞😞😞😞u always in our heart ❤❤ 🥺🥺🥺🥺🥺🥺🥺🥺🥺🥺😔😔😔😔😔😔😔😞😞😞😞😞
My favourite pastor Kishar chandra digal 😢God Bless you Sir so very emotional 😔
ସାରା ଓଡ଼ିଶାର ଖ୍ରୀଷ୍ଟିଆନ ଜନତା ଝୁରୁଛି 😭😭😭
ଗୀତଟି ବହୁତ ଭଲ ହେଇଛି ଭାଇ , ପ୍ରଭୁ ଯୀଶୁ ଖ୍ରୀଷ୍ଟ ଙ୍କ ପ୍ରିୟ ଦାସ Rev Kishore Digal sir ଙ୍କ କଥା ତାଙ୍କର ପ୍ରଚାର ସବୁ ମନେ ପଡୁଛି ଭାବିଲେ ଆଖିରୁ ଲୁହ ଝରୁଛି । ଆପଣ ଗୀତ ଲେଖିଲେ ଗାଇଲେ ଭଲ ହେଇଛି କିନ୍ତୁ ଗୀତରେ ଗୋଟିଏ ଶଦ୍ଦ ଭୁଲ୍ ଲେଖିଲେ ମହାନ୍ ଦାସ ବଦଳରେ ପ୍ରିୟ ଦାସ ଲେଖିବାର ଥିଲା ଯୀଶୁ ଖ୍ରୀଷ୍ଟ ଙ୍କ ଛଡ଼ା ମହାନ୍ କେହି ନାହିଁ । Rev. K C Digal sir ଯୀଶୁଙ୍କ ର ପ୍ରିୟ ଦାସ ଥିଲେ ।
Praise the lord 🙏
Miss u କିଶୋର ଚନ୍ଦ୍ର ସାର୍
ବାସ୍ତବରେ ଭାବପୂର୍ଣ୍ଣ ଗୀତଟିଏ ଏହି ଗୀତ ଶୁଣି କିଶୋର ଦିଗାଲ ସାରଙ୍କୁ ମନେ ପକାଇ ବହୁତ କାନ୍ଦିଛି, i miss you very much k c digal sir 😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭
ସତିକଥା ଭାଇ କିଶର ସାରଙ୍କ ପ୍ରଚାର ଓଡିଶା ଓଡ଼ିଶା ବାହାରେ ଯାଶୁଙ୍କ ବାକ୍ୟ ପହଞ୍ଚିପାରୁଥିଲା ଆଜି ମହାନ ଇଶ୍ଵରଙ୍କ ଦାସଙ୍କୁ ହରାଇ ଆଜି ଓଡ଼ିଶା ଖ୍ରୀଷ୍ଟିୟ ସମାଜ ବହୁତ ଲସ,କରିଛୁ ଆପଣଙ୍କ ଏହିପରି ଗୀତ ପ୍ରତ୍ୟେକଙ୍କୁ ସ୍ପର୍ଶ କରିଛି ଧନ୍ୟବାଦ
Buti buti anlen soura jati vdo like tibaiba❤❤❤❤❤
Heart touching 😢
So mournful 😢 songs... this song touched my heart..
ଗୀତ ପାଇଁ ଧନ୍ୟବାଦ୍ ଭାଇ
ଗୀତ ବହୁତ ସୁନ୍ଦର ହୋଇଛି ❤❤❤
🙏🙏
❤❤❤❤❤
ସତରେ ଏହି ଗୀତ ଶୁଣିଲା ପରେ ବହୁତ କାନ୍ଦିବାକୁ ପଡିଲା
Very nice song bhai ❤
ଗାୟକ -ପ୍ରିୟ ଭାଇ ମୋହିତ କୁମାର ଙ୍କୁ ମୋର ହୃଦୟ ର ସହିତ ଯୀଶୁ ଖ୍ରୀଷ୍ଟ ଙ୍କ ନାମରେ ନମସ୍କାର 🙏🏻 🙏🏻 🙏🏻 ଜଣାଇ ଧନ୍ୟବାଦ ଦିଏ, ଯେ ଆପଣ ପ୍ରଭୁଙ୍କର ପ୍ରିୟ ଦାଶ Rev.K C Digall sir ଙ୍କର ଶେବା କାର୍ଯ୍ୟ ବିଷୟ କୁ ନେଇ , ଏକ ସ୍ପଷ୍ଟ ସୁନ୍ଦର ଭାବେ ଗୀତ ଟିକୁ କଣ୍ଠ ପ୍ରଦାନ କରିଅଛନ୍ତି। ଏବଂ ଯେଉଁ ଭାଇ କିମ୍ବା, ଯଦି କୌଣଷି ଉଚ୍ଚ ପଦପଦବୀରେ ରହିଥିବା ପ୍ରଭୁଙ୍କର ଦାସ,କିମ୍ବା ଅନ୍ୟାନ୍ୟ ଯେକୌଣସି କାର୍ଯ୍ୟରେ ନିଯୁକ୍ତ ହୋଇଥିବା ବ୍ୟକ୍ତି ହୁଅନ୍ତୁ ନା କାହିଁକି, ଜିଏ କି ଗୀତ ଟିକୁ ରଚନା କରିଛନ୍ତି ତାଙ୍କୁ ମୋର ହୃଦୟ ର ସହିତ ଯୀଶୁ ଖ୍ରୀଷ୍ଟ ଙ୍କ ନାମରେ ନମସ୍କାର 🙏🏻 🙏🏻 🙏🏻 ଜଣାଏ ,
ସତରେ ଗୀତ ଟି ବହୁତ ସୁନ୍ଦର ଭାବେ ରେକଡିଙ୍ଗ କରାଯାଇଅଛି, ଆଉ ଆପଣ ମାନଙ୍କୁ ମୋର ହୃଦୟ ର ସହିତ ଏକ ଛୋଟ ଅନୁରୋଧ ଯେ ପ୍ରଭୁଙ୍କର ଦାସ ଶ୍ରୀ Rev K C Digall sir ଙ୍କର ପାଇଁ ଏବଂ ତାଙ୍କର family ପାଇଁ ଏଭଳି ଅନେକ ଅନେକ ଗୀତ ରଚନା କରନ୍ତୁ ।
ଯେପରିକି ଶାରଳା ଓଡ଼ିଶାର ଜନସାଧାରଣଙ୍କୁ ଚକିତ କରିବ ଏବଂ ସମସ୍ତ ଖ୍ରୀଷ୍ଟୀୟ ସମାଜ ପାଇଁ ,ଜୁଗ ଜୁଗ ପର୍ଯ୍ୟନ୍ତ ଏକ ଚିର ସ୍ମରଣୀୟ ହୋଇ ରହିବ।
ସମସ୍ତଙ୍କୁ ମୋର ହୃଦୟ ର ସହିତ ଯୀଶୁ ଖ୍ରୀଷ୍ଟ ଙ୍କ ନାମରେ ନମସ୍କାର 🙏🏻🙏🏻🙏🏻❤️❤️👍🏻👍🏻👍🏻👌🏻👌🏻👌🏻 ଧନ୍ୟବାଦ 🙏🏻🙏🏻