BJD's Days Are Numbered Post Makar Sankranti ! | Nirbhay Gumara Katha

Поділитися
Вставка
  • Опубліковано 14 лис 2024

КОМЕНТАРІ • 176

  • @ananyaabhilipsasahoo-ny1ms
    @ananyaabhilipsasahoo-ny1ms 3 години тому +17

    ଭଗବାନ କରନ୍ତୁ ଆପଣଙ୍କ କଥା ଶୀଘ୍ର ସତ ହେଉ.ଓଡ଼ିଶାର ମଙ୍ଗଳ ହେବ.

  • @maheswarparihari5189
    @maheswarparihari5189 4 години тому +25

    ନବୀନଙ୍କର ଉତ୍ତରାଧିକାରୀ କେହି ନାହାନ୍ତି କାରଣ ସେ ସମସ୍ତଙ୍କୁ ( FAMILY PLANNING OPRATION) ନଂପୁସକ କରି ଦେଇଛନ୍ତି ।

  • @manasdas5715
    @manasdas5715 3 години тому +7

    ଆପଣଙ୍କ ଦୂରଦର୍ଶୀ କଳନା କୁ ଧନ୍ୟବାଦ ଏବଂ ଆଶ୍ଚର୍ଯ୍ୟ ଲାଗୁଛି 👌🙏

  • @nrushinghnathsahu1630
    @nrushinghnathsahu1630 4 години тому +45

    ଯେଉଁ ଦିନ ବିଜେଡି ଲୀନ ହୋଇଯିବ ସେଇ ଦିନ ଠାରୁ ଓଡିଶା ପାଇଁ ଶୁଭ ଦିନ ଆରମ୍ଭ ହୋଇ ଯିବ.

  • @santoshkumarsethi5567
    @santoshkumarsethi5567 2 години тому +3

    ଓଡ଼ିଆ ଙ୍କୁ ମାଗିଖିଆ, ଛତରଖିଆ ଜାତି ରେ ପରିଣତ କରିବାରେ ବିଜୁ ଜନତା ଦଳର ଭୂମିକା ଅତୁଳନୀୟ। ବିଜେଡି ଯେତେ ଶୀଘ୍ର ଧ୍ଵଂସ ହେବ ସେତେ ଓଡ଼ିଶା ପାଇଁ ସେତେ ମଙ୍ଗଳ।

  • @rameshsethi1280
    @rameshsethi1280 2 години тому +3

    ଆଜ୍ଞା, ଆଜି ଯଦି ଓଡିଶା ରେ, ସରକାର ପରିବର୍ତନ, ହେଇଚି, ତାହେଲେ, ଆପଣଙ୍କ ନିର୍ଭୟ ଚାନେଲ, ର,ସୁନ୍ଦର ଉପସ୍ଥାପନା ପାଇଁ, ପୂର୍ବ ସରକାର ଙ୍କ, ଅସଲ ଗୁମର,ଖୋଲି ଥିବାରୁ ଆପଣଙ୍କୁ, ମୋର 🙏🙏🙏

  • @ramachandrapanipani7424
    @ramachandrapanipani7424 4 години тому +8

    ବୋଇତ ବନ୍ଦାଣ ଉତ୍ସବ ଅବସରରେ ଆମର ହାର୍ଦ୍ଦିକ ଅଭିନନ୍ଦନ ।

  • @BishikeshanDigar-db5bl
    @BishikeshanDigar-db5bl 3 години тому +4

    କଣ ଥିଲା ଓଡ଼ିଆ ଜାତି ସର୍ବନାସ କଲା ନବୀନ ଓ ବିଜେଡି ପାଟି।

  • @samarmohapatra-jr3ne
    @samarmohapatra-jr3ne 2 години тому +3

    ଦୀର୍ଘ ପଚିଶ ବର୍ଷ ପରେ ଜଣେ ଖାଣ୍ଟି ଓଡ଼ିଆ, ଓଡିଶା ତଥା ଓଡ଼ିଆଙ୍କୁ ଭଲ ପାଉଥିବା ନେତା ମୁଖ୍ୟମନ୍ତ୍ରୀ ହେଇଛନ୍ତି, ଯିଏକି ପ୍ରଥମ ଦିନରୁ ଲୋକଙ୍କୁ ଭେଟୁଛନ୍ତି, ଲୋକଙ୍କ କଥା ଶୁଣୁଛନ୍ତି, ଓଡିଶାର ଅର୍ଥନୀତିକ ଉନ୍ନତିପାଇଁ ବାହାର ରାଜ୍ୟକୁ ଯାଇ ବିଭିନ୍ନ ଉଦ୍ୟଗପତି ମାନଙ୍କୁ ଭେଟୁଛନ୍ତି, ଧନ୍ୟବାଦ ମୋହନ 🙏

  • @pramoddash5937
    @pramoddash5937 4 години тому +9

    ଜୟ ଶ୍ରୀ ଜଗନ୍ନାଥ, ଜୟ ନିର୍ଭୟ ଗୁମର କଥା, ଜୟ ନବୀନ ଦାସ।

  • @manjupravamishra8000
    @manjupravamishra8000 3 години тому +7

    "କର୍ପୂର ଉଡ଼ି ଯାଇଛି,କନା ପଡ଼ି ରହିଛି।"ଜୟ ଶ୍ରୀ ଜଗନ୍ନାଥ 🙏🌹।

  • @basantapattnaik7812
    @basantapattnaik7812 4 години тому +5

    ସାର ପ୍ରଣାମ 🙏🌹

  • @anadipalita6301
    @anadipalita6301 Годину тому

    ସୁନ୍ଦର ଉପସ୍ଥାପନା।

  • @budhanathmohapatra150
    @budhanathmohapatra150 2 години тому +2

    0 ଲୋକସଭା ଆସନ ରେ ଥାଈ ବିଜୁ ଜନତା ଦଳର ସଭାପତି ଙ୍କୁ ଟିକିଏ ବି ଲାଜ ଲାଗୁନି ଅନେଇ ବସିଛନ୍ତି ଆଉ ଥରେ କେବେ ସେ ମୁଖ୍ୟମନ୍ତ୍ରୀ ହେବେ, ଆଉ ତାଙ୍କର ନେତା ମାନେ କହୁଛନ୍ତି ହାର ଜିତ ତ ଅଛି , ଜନସାଧାରଣ ଟିକିଏ ବୁଝନ୍ତୁ, ହାର ଜିତ ମାନେ କଣ 24 ବର୍ଷ ଶାସନ କରିଥିବା ଦଳ 00 ହୋଇଯିବ, ଏମାନେ କୋଉ type ର ବେହି...........।

  • @himansu65
    @himansu65 2 години тому +1

    ଅତି ସୁନ୍ଦର ଉପସ୍ଥାପନା

  • @netajidash9367
    @netajidash9367 3 години тому +3

    ଆପଣଙ୍କ ବିଶ୍ଳେଷଣ ସମ୍ପୂର୍ଣ୍ଣ ଠିକ୍। ଅନୁମାନ ମଧ୍ୟ ଠିକ୍ ହବ ମୋର ବିଶ୍ବାସ। ବିଜୟ ମହାପାତ୍ରଙ୍କ ସମ୍ବନ୍ଧରେ ଟିପ୍ପଣୀ ମଧ୍ୟ।

  • @prafulasingh2267
    @prafulasingh2267 2 години тому +1

    ଆଜ୍ଞା ନମସ୍କାର !
    ଆପଣ ଯାହା ବିଶ୍ଳେଷଣ କରିଛନ୍ତି ଏବଂ ଆଉକିଛି ରଖିଦେଲେ ତାହା ଏକଦମ୍ ଠିକ ।
    ଆପଣଙ୍କୁ ଧନ୍ୟବାଦ ଆପଣ ମଞ୍ଜିଟିକୁ ଧରିପାରିଛନ୍ତି ।
    ପ୍ରଥମତଃ ବିଜେଡ଼ି ଗଲା ଓ ଯିବ ଓଡ଼ିଆ ଅସ୍ମିତାକୁ ନେଇ ଏବଂ ଆପଣ ଯାହା ବର୍ଣ୍ଣନା କରିଛନ୍ତି , ଏବେ ନବୀନ ବାବୁ ନାଁ ଆଗକୁ ଯାଇ ପାରୁଛନ୍ତି ନାଁ ପଛକୁ , ଯେପରି ଖସିଗଲା ଗୋଡ଼ ତଳକୁ ତଳକୁ ତତ୍ ପରେ ବିଜୟ ମହାପାତ୍ର ଓ ଅମର ଶତପଥି ତଥା ତାଙ୍କ ସହିତ ଯୋଡ଼ି ହୋଇଥିବା ନେତାମାନେ କିଛି କମ ନୁହଁନ୍ତି ଯାହାର ସଂକେତ ଆପଣ ଦେଇଛନ୍ତି ।
    ଦ୍ବିତୀୟତଃ ବିଜେପି ପାର୍ଟିର , ଏମ୍ ଏଲ ଏ , ଏମ୍ପି , ନେତା, ତଥା ବହୁ ସଂଖ୍ୟାରେ ବରିଷ୍ଠ କର୍ମୀ ମାନଙ୍କୁ ବରିଷ୍ଠ ନେତୃବୃନ୍ଦ ଅଣଦେଖା କରିଛନ୍ତି ତାହା ଆଗାମୀ ସମୟରେ କ'ଣହେବ ସମୟ ହିଁ କହିବ । ଯଦିଓ କେନ୍ଦ୍ର ନେତୃତ୍ୱ ବିଜେଡ଼ି ଦଳର କିଛି ଏମ୍ ଏଲ ଏ , ଏମ୍ପି ଓ ନେତାମାନଙ୍କୁ ଏପଟସେପଟ କରିଦିଅନ୍ତି କିନ୍ତୁ ମହାରାଷ୍ଟ୍ର ପରି ନୁହେଁ । ଏଣୁ ବିଜେପି ସତର୍କ ରହିବା ଆବଶ୍ୟକ ।

  • @alokkumarmall4864
    @alokkumarmall4864 Годину тому

    ଅତ୍ୟନ୍ତ ବଢ଼ିଆ

  • @pradiptasahoo3488
    @pradiptasahoo3488 2 години тому +1

    ନିଶ୍ଚିତ ମୋହନ ସରକାର ଉଚିତ ସମୟରେ ଉଚିତ ପଦକ୍ଷେପ ନେବେ।

  • @ramachandrapanipani7424
    @ramachandrapanipani7424 3 години тому +4

    ଆପଣଙ୍କ ସତର୍କ ବାଣୀ ସେମାନଙ୍କୁ ସାବଧାନ କରୁ, ସଚେତନ କରୁ, ସଂଗଠିତ କରୁ ।

  • @sadasibamishra1442
    @sadasibamishra1442 3 години тому +4

    ବିଜେଡି ଵି ଓଡିଶା ରେ କିଛି କରିନି, କଳକାରଖାନା ସବୁ ବନ୍ଦ, ଚାକିରୀ କିଛି ନାହିଁ, କୌଣସି ଡାକ୍ତରଖାନାରେ ଭଲ ଡାକ୍ତର ନାହାନ୍ତି, ଆଜି ପର୍ଯ୍ୟନ୍ତ ଗାଡି ଵାଲା ମନଇଚ୍ଛା ଭଡା ନେଉଛନ୍ତି ତାଙ୍କୁ ଗୋଟେ ଭେଣ୍ଡିଂ ମେସିନ ଦେଇ ପାରିଲେ ନାହିଁ, ଓଡିଶା ରେ ଲାଞ୍ଚ ପ୍ରବଳ ଚାଲିଛି, ଏମିତି ଅନେକ, ତା ସହିତ ପାଣ୍ଡିଆନ ମନ ଇଛା କାମ, ଏମିତି ଅନେକ.

  • @ashokkumarsahoo7041
    @ashokkumarsahoo7041 3 години тому +3

    Bjd କିମ୍ବା ନୂତନ ଆଞ୍ଚଳିକ ଦଳ ରହିବା ଉଚିତ. ଏହାର ବିକଳ୍ପ ଭାବେ ଯଦି କଂଗ୍ରେସ ଉଭାହୁଏ ତେବେ ପୁନଶ୍ଚ ମୋଗଲ ସାମ୍ରାଜ୍ୟ ପ୍ରତିଷ୍ଠା ହେବାର ସମ୍ଭାବନା କୁ ଏଡାଇ ଦିଆଯାଇ ନପାରେ. କଂଗ୍ରେସ ଦେଶ ପାଇଁ ବିପଦ. Bjp କ୍ଷମତାରେ ରହିଲେ କିଛି ଅସୁବିଧା ନାହିଁ. କିନ୍ତୁ କଂଗ୍ରେସ ନୁହେଁ.

  • @shishirpanda5146
    @shishirpanda5146 2 години тому +1

    ଆପଣଙ୍କୁ ମଧ୍ଯ ଅନେକ ଅନେକ ଶୁଭେଚ୍ଛା ।

  • @ramachandrapanipani7424
    @ramachandrapanipani7424 4 години тому +3

    ଜୟ ଶ୍ରୀ ଜଗନ୍ନାଥ !

  • @AkshitaDash-ff1kh
    @AkshitaDash-ff1kh 39 хвилин тому

    ଏଭଳି ଭିତ୍ତିହୀନ କଥା ବନ୍ଦ କରନ୍ତୁ। ବିଜେପି ସରକାର ର ଅପାରଗତା କୁ ଗ୍ରହଣ କରନ୍ତୁ।

  • @AlokPradhan-ef9zq
    @AlokPradhan-ef9zq 40 хвилин тому

    ମନ ଇଚ୍ଛା କାହାଣୀ କହିଲେ ତାହା ସତ ହୋଇ ଜୀବନୀ

  • @beherakartik1285
    @beherakartik1285 2 години тому

    ଗେଟୁ ଭାଇ, ଆପଣଙ୍କ ଉପସ୍ଥାପନା ଶୈଳୀ ବହୁତ ସୁନ୍ଦର. ଗତ ସରକାର ର ବଡଘର ବଡ଼ ଗୁମର କଥା ପରି ଆହୁରି ଅନେକ ଗୁମର କଥା ଅଛି, ତାହାକୁ ଲୋକଲୋଚନକୁ ଆଣନ୍ତୁ , ରହିଲି ଗାଁ ରୁ କାର୍ତ୍ତିକ ଚନ୍ଦ୍ର ବେହେରା

  • @bharatchandrabarik5921
    @bharatchandrabarik5921 33 хвилини тому

    ସାରେ ନମସ୍କାର କାର୍ତ୍ତିକ ପୂର୍ଣ୍ଣମୀରେ ଆପଣଙ୍କୁ ଅନେକ ଅନେକ ଶୁଭେଛା ଶୁଭକାମନା

  • @durgaprasadsamantaray7084
    @durgaprasadsamantaray7084 30 хвилин тому

    ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବତୁ ମେ

  • @suryakantamohanty8276
    @suryakantamohanty8276 3 години тому +2

    BJD ହାରିବାର ମୁଖ୍ୟ କାରଣ ସରକାରୀ ଚାକିରିଆ ଙ୍କୁ ପ୍ରବଳ ଶୋଷଣ କରିବା, Ballet voting ଦେଖିଲେ ତ

  • @manarath-on8zs
    @manarath-on8zs 3 години тому +1

    ନବୀନ ଭାଇ ବଳଭଦ୍ର ମାଝୀ ଙ୍କ ଫୋଟ କଂଗ୍ରେସ ର ବଳଭଦ୍ର ବିଜେପି ର ନୁହଁନ୍ତି।

  • @ParikramaSwain
    @ParikramaSwain 37 хвилин тому

    ଆପଣ ଆଗ ଆପଣଙ୍କ କଥା ଚିନ୍ତା କରନ୍ତୁ ଏବଂ ବିଜେପି ଆଉ ତା କର୍ତ୍ତବ୍ୟ ମନେ ପକାଇ ଦିଅନ୍ତୁ।

  • @Jagannath-oc9ht
    @Jagannath-oc9ht 46 хвилин тому

    ନେତା ହେବା ପାଇଁ କେହି ବହାରିବେ ନାହିଁ । ଯାହା ସବୁ ଘଟାଇଛନ୍ତି ଭବିଷ୍ୟତ ଅନ୍ଧାର। ତେଣୁ ଭୟଭିତ।

  • @JayakrishnaJena-r9t
    @JayakrishnaJena-r9t 3 години тому +2

    ଆପଣଙ୍କ ଅଙ୍କ ସତ ପ୍ରତିଶତ ଠିକ୍

  • @manasdas5715
    @manasdas5715 4 години тому +9

    ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଏବଂ ବୋଇତ ବନ୍ଦାଣ ଉପଲକ୍ଷେ ଆପଣକୁ ଶୁଭେଚ୍ଛା ସହିତ ଶୁଭକାମନା 🪔🙏

  • @udayanarayanmaharana5481
    @udayanarayanmaharana5481 41 хвилина тому

    ନବୀନ ବାବୁ ମୋ ପ୍ରତିନିଧି କହିବା ଅର୍ଥ ନିଜ ଦଳର ନେତାଙ୍କ ଠାରୁ ତାମିଲ ବାବୁଙ୍କୁ ଶତ ପ୍ରତିଶତ ବିଶ୍ୱାସ ଓ ଭରସା ରଖିଥିଲେ।

  • @narasinghdas3623
    @narasinghdas3623 Годину тому

    ଆଉ ସେ ବିକୃତ କଦର୍ଯ୍ୟ ଓଡ଼ିଆ ଭାଷା ଶୁଣିବାକୁ ଆଗ୍ରହ ନାହିଁ, ଯେତେ ଶୀଘ୍ର ଯିବେ ଓଡିଶା ରାଜ୍ୟର ମଙ୍ଗଳ ହେବ l

  • @upendrakumarsahoo6588
    @upendrakumarsahoo6588 Годину тому

    Bahuta sundar

  • @trilochanpatnaik6321
    @trilochanpatnaik6321 3 години тому +1

    ନବୀନ ଓଡ଼ିଶା ସଦୃଶ ନବୀନ ଜନତା ଦଳ ଗଢ଼ିବାକୁ ତାମିଲ ଜୋଇଁ ପରାମର୍ଶ ଦେଇ କୃତକାର୍ଯ୍ୟ ହେଇ ପାରନ୍ତି। ଏହା ଅସମ୍ଭବ ନୁହେଁ।

  • @RadhanathPradhan-pc5cp
    @RadhanathPradhan-pc5cp 41 хвилина тому

    Bahut Bhala analysis.

  • @ManojPradhan-uv6fg
    @ManojPradhan-uv6fg Годину тому

    ସେ ଯୁଆଡେ ବି ଯାଆନ୍ତୁ ଯାହା ବି କରନ୍ତୁ ଆପଣ ଯେତେ ବି ଟେକନ୍ତୁ କିନ୍ତୁ ବିଜୟ କେବେ ବି ବିଜୟୀ ହୋଇପାରିବେନି...

  • @ramachandrapanipani7424
    @ramachandrapanipani7424 3 години тому +1

    ଶେଷରେ ଜୟ ଶ୍ରୀ ରାମ କହିବା ଛାଡ଼ି ଦେଇଥିଲେ । ପୁଣି କହିଲେ -- ରାମରାଜ୍ୟ ଆସିବ ।

  • @sashibhusandas1315
    @sashibhusandas1315 3 години тому +7

    ବିଜେଡି କଥା ତ ବହୁତ କହୁଛନ୍ତି। ଜୟନାରାୟଣ ମିଶ୍ରଙ୍କ ସମ୍ପର୍କରେ କ'ଣ କହିବେ।

    • @ManojPradhan-uv6fg
      @ManojPradhan-uv6fg Годину тому +1

      ହଉ ଶୁଣନ୍ତୁ ଆଜ୍ଞା ଜାୟନାରାୟଣଙ୍କ ଜ୍ୟୋତିଶୀ ଶାସ୍ତ୍ର ହିସାବରେ ବିଜେଡିର ଆୟୁଷ ବହୁତ ଅଳ୍ପ ମାସ ମାତ୍ର🤣🤣

  • @KrushnaChandraDas-bm2fe
    @KrushnaChandraDas-bm2fe 35 хвилин тому

    ଲାଗୁଛି ବିଜେପି ର ଚାଟୁକାର ମାନଙ୍କ ମଧ୍ୟରୁ ଆପଣ ଜଣେ

  • @darlingmadhab8818
    @darlingmadhab8818 3 години тому +1

    NJD ❤

  • @rameshmallick2780
    @rameshmallick2780 2 години тому

    ବହୁତ ସୁନ୍ଦର ଆଲୋଚନା ହୋଇଛି ସାର୍.....

  • @ramachandrapanipani7424
    @ramachandrapanipani7424 4 години тому +3

    କାହିଁକି ହଜିଗଲା ଆମର ନୌବାଣିଜ୍ୟ ପରମ୍ପରା ? ପୁଣି ଏହା ଫେରି ଆସିବ ତ ?

  • @rabindrarath9474
    @rabindrarath9474 Годину тому

    ସାର ଆଜିର ଉପସ୍ଥାପନା ବିଜେଡିର ଭବିଷ୍ୟତ ପଞ୍ଜିକା ପରି ଲାଗୁଚି "ବିଜେଡିରେ ଯେଉଁମାନେ ଅସନୁଷ୍ଟ ଚାପରେ ଅଛନ୍ତି ଝାଡ଼ଖଣ୍ଡ ଫଳାଫଳ ପ୍ରକାଶପାଇବାପରେ ତାଙ୍କର ଭବିଷ୍ୟତ ନିଷ୍ପତ୍ତି ନେବେ ଯେଉଁଥିପାଇଁ ବିଜେଡିପାଇଁ ବିପଦ ମାଡିଆସିବ

  • @SuryakantiSahoo-qz9xb
    @SuryakantiSahoo-qz9xb 29 хвилин тому

    କିଛିବି ଗପ ଶୁଣାଇ କୁ ସାମ୍ବାଦିକତା କୁହାଯାଏନି

  • @rajanikantachoudhury2343
    @rajanikantachoudhury2343 Годину тому

    ବିଜୟ ମହାପାତ୍ର ବର୍ତମାନ ଚାହୁଁଛନ୍ତି ବିଜେଡି ର ମଙ୍ଗ ଧରିବା ପାଇଁ ଯଦି ସୁବିଧା ମିଳେ.

    • @ManojPradhan-uv6fg
      @ManojPradhan-uv6fg Годину тому

      ବେଲଜ୍ୟା ବିଜୟ କେବେ ବି ବିଜୟୀ ହେଇପାରିବିନି

  • @dillipkumarsahu9003
    @dillipkumarsahu9003 3 години тому +2

    Very nice sir .

  • @RanjanBehera-ge1kf
    @RanjanBehera-ge1kf 4 години тому +3

    ☀️🚩We are Praying to Lord 🙏 SHREE KARTIKESHWARAYA for Kartik a Purnima.🌋🌋🪔🪔🪔🪔🪔🪔🪔🌸🌸🌹🌹🌹💐💐🏵️🏵️🌸🚩🚩🚩🚩🚩🚩🚩🚩🕎🕎🕎🕎🕎🕎🙏🙏🙏🙏🙏🚩🚩🚩🚩🚩🚩🚩🚩🚩

  • @Jagannath-oc9ht
    @Jagannath-oc9ht Годину тому

    JAI JAI SHREE JAGANNATH.

  • @bijaypuhan3622
    @bijaypuhan3622 3 години тому +2

    Apanka alochana swagatjogya sir

  • @upperprimaryodisha3797
    @upperprimaryodisha3797 3 години тому

    ଜୟ ଶ୍ରୀଜଗନ୍ନାଥ। ପବିତ୍ର କାର୍ତ୍ତିକ ପୂର୍ଣିମା ଉପଲକ୍ଷେ ଅନେକ ଅନେକ ଶୁଭେଛା।

  • @manojkumarsaint7803
    @manojkumarsaint7803 3 години тому +2

    Jay Maa Durgatinasini ❤❤❤

  • @sarojghosh1199
    @sarojghosh1199 Годину тому

    Jabardast UPASTHAPANA, Jay y Ram🙏

  • @ChinmayaSatpathi
    @ChinmayaSatpathi 42 хвилини тому

    କ୍ୟାମେରା ଆଗରେ ବସି ଇଚ୍ଛା ଗପ ଶୁଣାଇବା ବନ୍ଦ କରନ୍ତୁ।

  • @rkbehera1241
    @rkbehera1241 3 години тому

    Good news sir

  • @AshokPanda-qt4qn
    @AshokPanda-qt4qn 2 години тому

    Sir JaiJaganath 🙏

  • @PradipDash-e2x
    @PradipDash-e2x 3 години тому +1

    Prasant Sir, says true fact for B.J.D.

  • @PravasRout-v6q
    @PravasRout-v6q 3 години тому +1

    RIGHT SIR 🙏

  • @VarnaliDas
    @VarnaliDas 41 хвилина тому

    ବିଜେପି ଠୁ କେତେ ଟଙ୍କା ପାଇଛନ୍ତି ଏମିତି ମିଛ ସତ ଗପିବାରେ

  • @SafairaMallick
    @SafairaMallick 35 хвилин тому

    ଏ ଲୋକ କାହିଁକି ଏମିତି ମିଛ ସତ କହି ଲୋକଙ୍କୁ ଭୁଆଁ ବୁଲାଉଛି କେଜାଣି??

  • @baikunthamajhi3416
    @baikunthamajhi3416 2 години тому

    Beautiful

  • @ambikaprasadnayak3329
    @ambikaprasadnayak3329 3 години тому +1

    Bijaya Mohapatra amar cm heba darkar

  • @binayakmishra8091
    @binayakmishra8091 2 години тому

    ଏ‌ ୟୁ ସିଂ ଦେଓ ଙ୍କୁ ନଵ ଦାସ ଅବସ୍ଥା ହୋଇନାହିଁ ତାଙ୍କ ବେଳା ଭଲ ।

  • @lokanathdas5326
    @lokanathdas5326 2 години тому

    ପ୍ରଣାମ ଆଜ୍ଞା,
    ଆପଣଙ୍କ କହିବା କଥା ଯଦି ସତ ହୁଏ ତେବେ ଭାବିବାକୁ ହବ ଯେ ବିଜେଡ଼ି ଏବେ ସରଶଯ୍ୟା ରେ ଉତ୍ତରାୟଣ(ମକରସଂକ୍ରାନ୍ତି ଠାରୁ ଉତ୍ତରାୟଣ ଆରମ୍ଭ )ଅପେକ୍ଷାରେ ବୈକୁଣ୍ଠ ପ୍ରାପ୍ତି
    ପାଈଁ , ଆଉ ପୁନର୍ଜନ୍ମ ଅସମ୍ଭବ l
    କାରଣ ମହାଭାରତ ଯୁଦ୍ଧ ରେ ପିତାମହ ଭୀଷ୍ମ ସେଇ ଉତ୍ତରାୟଣ ଅପେକ୍ଷାରେ ଥିଲେ l

  • @prasantaroutraya4952
    @prasantaroutraya4952 Годину тому

    Happy Auspicious KARTIKA PURNIMA ,Respected Sir.🙏

  • @MrupyunjayaPradhan
    @MrupyunjayaPradhan 3 години тому +1

    ସାର ମୋର ନମସ୍କାର ଗ୍ରହଣ କରିବେ, ମୋର ଗୋଟିଏ ଅନୁରୋଧ ଆପଣଙ୍କ ଭଳି କିଛି ଶିକ୍ଷିତ ଲୋକ ଚେନାଲ ଖୋଲିଛନ୍ତି, ଆପଣମାନଙ୍କର କାମ, ବିଜେପି, ବିଜେଡି, କଂଗ୍ରେସ ବିରୋଧରେ କହି ଟଙ୍କା ରୋଜଗାର କରୁଛନ୍ତି, ଏବଂ ଓଡ଼ିଶା ସାଧାରଣ ଜନତାଙ୍କୁ ପାଗଳ କରୁଛନ୍ତି, ଆପଣମାନଙ୍କର ଏସବୁ ଦୁ ମୁହାଁ ନିତି ବନ୍ଦ କରନ୍ତୁ, ଜୟ ଜଗନ୍ନାଥ ସୂାମୀ ନୟନ ପଥ ଗାମୀ ଭବ ତୁମ୍ଭେ

    • @Rajaa_Ram
      @Rajaa_Ram 3 години тому

      ଆପଣଙ୍କ ପରି କିଛି ଲୋକ ତାଙ୍କ ଭିଡିଓ ଦେଖିବାରୁ ସିନା ସେ ଟଙ୍କା ରୋଜଗାର କରୁଛନ୍ତି। ଆପଣ ଯଦି ଜାଣିଛନ୍ତି, ତାହେଲେ ଦେଖୁଛନ୍ତି କାହିଁକି। ପ୍ରଥମେ ତ ଆପଣ ଦୋମୁହାଁ ନୀତି ବନ୍ଦ କରନ୍ତୁ।😂

  • @JayjaganataJayjaganata
    @JayjaganataJayjaganata 3 години тому +1

    Jay Jagannath

  • @biswanathsitha5142
    @biswanathsitha5142 Годину тому

    ନବିନକୁ ଯଦି ଗାଦୀ ଦରକାର ତେବେ କ'ଣ ପାଇଁ ଅଣଓଡ଼ିଆ ଙ୍କୁ ଓଡ଼ିଶାର ଶାସନ ଭାର ଦେଇ ଆରାମ କରୁଛି ??ନବିନ ର ଏ କି ପ୍ରକାର ମାନସିକ ବିକୃତି ???ନବିନକୁ ଓଡ଼ିଶା ରାଜ୍ୟଟା ଖେଳନା ବୋଲି ଭାବୁଛି ନା କ'ଣ ??ଏବେ ତ ବିରୋଧିଦଳରେ ରହି ଅଧିବେଶନକୁ ଯାଉନାହିଁ ।କି ବାଳ ଶାସନ କରିବ ଭାବୁଛି ??ନବିନକୁ ମାଡ଼ ଦରକାର ।

  • @gangadhardash3430
    @gangadhardash3430 4 години тому +2

    🎉

  • @santoshsahoo8853
    @santoshsahoo8853 Годину тому

    ଇଏ ଗୋଟେ ପାଗଳ ଓ ପାଦ ଚଟା ର ଏକ ନମୁନା.

  • @SatarupaDas246
    @SatarupaDas246 41 хвилина тому

    ଆପଣଙ୍କ ମିଛ ଦିନେ ଭାଙ୍ଗି ନ ଯାଉ

  • @susantasahoo9544
    @susantasahoo9544 3 години тому

    ଆପଣଙ୍କ ବିସ୍ଲେସଣ ଶତ ପ୍ରତିଶତ ଶତ /ବିଜେଡ଼ିଦଳ ଅଧିକନ୍ତୁ ଛଅ ମାସ ମଧ୍ୟରେ ଭାଙ୍ଗିବାର ସମ୍ଭାବନା, ତାଙ୍କ ଦଳର ଯେତେନେତା ଯେତେଶୀଘ୍ର କଂଗ୍ରେସସହ ମିଶି ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବେ ବୋଲି କହିବେ ଯେଉଁମାନେ ପ୍ରଥମ ଥର ପାଣ୍ଡିଆନଙ୍କ ଆଶୀର୍ବାଦରୁ ବିଧାୟକ ହୋଇଛନ୍ତି ସେମାନେ ଦଳରେ ବିଦ୍ରୋହ କରି ଦଳକୁ ଭାଙ୍ଗିବେ /

  • @jayantakumarmohapatra9534
    @jayantakumarmohapatra9534 Годину тому

    Very good presentation. I hope knowingly Naveen is doing so. As once he said if I am not, so no Dal.

  • @ramachandrapanipani7424
    @ramachandrapanipani7424 4 години тому +4

    କାର୍ତ୍ତିକ ପୂର୍ଣ୍ଣିମାର ଅଭିନନ୍ଦନ ।

  • @yudhisthiraswain
    @yudhisthiraswain 3 години тому +1

    Jay shree Ram 🎉🎉🎉

  • @Sahooramakanta-yj4vx
    @Sahooramakanta-yj4vx 3 години тому +1

    After Nabin 0 is

  • @rajanikantapanda8625
    @rajanikantapanda8625 4 години тому +1

    Bijay Mohapatra is still the aspirant to be the people's leader of BJD. But time may not let him succeed

  • @pabitrabarik6011
    @pabitrabarik6011 3 години тому +1

    Bjp re agaku

  • @bidyadharbargejoykrishna4902
    @bidyadharbargejoykrishna4902 4 години тому +1

    ସୋନପୁର ରେ ସେମିତି ନାହିଁ

  • @nabinbeura3225
    @nabinbeura3225 2 години тому

    Farewell to the Boss
    Farewell to a patient
    Farewell to Nabin Patnaik

  • @sop828
    @sop828 2 години тому

    Pradeep Majhi " Founder Of Islam Nagar "

  • @shivaprasadjena8656
    @shivaprasadjena8656 3 години тому +1

    BJD bjp dalare misojiba uchita dala panthiku bjp re misaei deba uchita

  • @santoshbiswal6256
    @santoshbiswal6256 3 години тому +2

    Sir pranam.ajira prasanga ekdam uchakotira.naturaly bjd makar sankranti pare bipadara kalabadala ghodei asuchi. Kan heba bjd dala ra.

  • @bbsenapati2245
    @bbsenapati2245 3 години тому +1

    Ebe bi BJP against re 60% vote tebe jadi BJD nuhe tahele next kia?

  • @surendrakumarsethy8816
    @surendrakumarsethy8816 2 години тому

    Sir
    Your analysis is excellent.
    It’s my personal opinion that bjd will not exist.Bijaya mahapatra can’t save bjd in any cost.

  • @sudarsannayak356
    @sudarsannayak356 3 години тому +1

    Requesting to improve quality of discussion.

  • @biswabhusannanda8664
    @biswabhusannanda8664 3 години тому +1

    Let Mahaprabhu Sri Jagannatha root out the Biju Janata Dal from the sacred soils of Odisha.
    (3) But I humbly request the BJP led Government of India to posthumously award the Bharat Rana to Late Biju Patnaik the ex- Hon' Chief Minister of Odisha.

  • @rajibdhal
    @rajibdhal 2 години тому

    When Cuttack-Sambalpur NH will complete...
    When Khurdha-Bolangir railway line will be completed....
    Unemployment.....
    Severe pollution in Angul and Jharsuguda....

  • @allindiarideo7418
    @allindiarideo7418 4 години тому +1

    ଅଜା କେମିତି ଅଛ

  • @jyotiranjandixit3505
    @jyotiranjandixit3505 4 години тому +2

    Gala barsa ajira dinare v k pandian bjd re join karithile

  • @PINKU-s4t
    @PINKU-s4t 56 хвилин тому

    New party dark

  • @abhijitpatnaik7438
    @abhijitpatnaik7438 2 години тому

    Emanku Neta kahi baku lajja laguchi

  • @anantc.h.s.kharghar457
    @anantc.h.s.kharghar457 2 години тому

    Naveen should go to Delhi and enjoy his life like he was.doing in past

  • @rajatmishra3827
    @rajatmishra3827 2 години тому

    Mr Nabin Pattanaik once told the party starts with me and will end with me . That is the reason the BJD Lost the creditable after pandian lead the BJD .

  • @pabitrabarik6011
    @pabitrabarik6011 3 години тому +1

    Arathara ku bjd asiba

  • @rajendrasahu7553
    @rajendrasahu7553 2 години тому

    Rayagada kashipur sir not kasinager