ନବୀନ ଦେଲେ ବିସ୍ପୋରକ ବୟାନ ବିଜେଡି ଭାଙ୍ଗିବା ପଛରେ ମୋ ଝିଆରୀର ହାତ...

Поділитися
Вставка
  • Опубліковано 9 вер 2024
  • LEV LIVE ODIA | ODISHA NEWS | POLITICS NEWS
    ସତରେ କଣ ନବୀନଙ୍କ ଝିଆରି ଭାଙ୍ଗିଛନ୍ତି ବିଜେଡିକୁ...#Naveen #Vkpandian #Levliveodianews #Odisha #Levliveodia #Bjd #Bjp #Bjpnews #Politics #Political #Politicsnews #Politicalnews #Politica #Politicnews #Election #Dharmendra #Aparajita #Narendramodi #Modi #Pmmodi #Amitshah #Amit #Pm #Mp #Ml #Cm #Govt #Surah #Congress #Congressnews #Rahulgandhi #Latest #breakingnews #India #Indian #Indianews #Ias #Iasofficer #Ganjam #yogiadityanath #nda
    Hiii…This Is a Levlive Odia UA-cam Channel…Levlive Odia a Complete ENTERTAINMENT House.
    -------------------------------------
    ଦର୍ଶକ ବନ୍ଧୁ ଆପଣଙ୍କୁ ନମସ୍କାର, Levlive Odia Channel କୁ ସ୍ବାଗତ, ଆପଣ ଭକ୍ତି ଭାବପୂର୍ଣ୍ଣ ଭଜନ, ଏବଂ ଆପଣଙ୍କ ମନୋରଞ୍ଜନ ପାଇଁ ଓଡ଼ିଆ ରୋମାଣ୍ଟିକ Album Song, Golden song, News ଦେଖୀ ପାରିବେ I
    ►►►►► ► Copyright Disclaimer ◄◄◄◄◄◄
    The Copyright of The Above Mentioned Content is Owned By ©LEVLIVE Odia. Any Type of Illegal, Unauthorized, & Re Use of The Audio or Visual of The Content is Strictly Prohibited and May Subject to Copyright Claims & Legal Action Against those Violating The Copyright of This Content.
    --------------------------------------
    Thanks For Watching...
    Don't forget to Like, Comment, Share & Subscribe…
    --------------------------------------
    #LevLiveOdia

КОМЕНТАРІ • 53

  • @ranajitjena4668
    @ranajitjena4668 Місяць тому +6

    ବୟସ ହେଲାଣି ତଥାପି ଗାଲୁଆମୀ ଯାଇନି, ଟାଉଟରୀ କର କେହି ମନା କରୁନାହାନ୍ତି କିନ୍ତୁ ନିଜର ବୟସ ଦେଖି ନିରପେକ୍ଷ ଭାବରେ ଖବର ପ୍ରସାରଣ କରିଲେ ଦେଖୁଥିବା ଲୋକ ସମ୍ମାନ ଦେବେ

  • @swadhikarbetaj3768
    @swadhikarbetaj3768 Місяць тому +6

    ନବୀନ ପଟ୍ଟନାୟକ ଦଳ ର ପ୍ରତିଷ୍ଠାତା ନ ଥିଲେ।

  • @subrataran
    @subrataran Місяць тому +3

    ଭାରତ ଭଳି ଦେଶ ରେ ଆଞ୍ଚଳିକ ଦଳ ର ଆବସ୍ୟକ୍ ନାହିଁ କାରଣ ଆଞ୍ଚଳିକ ଦଳ ହେଲେ ଗଣତନ୍ତ୍ର ର ଶତ୍ରୁ

  • @purnanandabarik1562
    @purnanandabarik1562 Місяць тому +6

    ଢାଲି ବାବୁ ନିରାଟ ସତକଥା କହିଛନ୍ତି ସତ କହିଲେ ତାମିଲ ଗୋଲାମଙ୍କ ଫାଟୁଛି ।

  • @ashokkumarsahoo7041
    @ashokkumarsahoo7041 Місяць тому +2

    Right. BJD ଧୀରେ ଧୀରେ ବିଲୁପ୍ତ ହୋଇଯିବା ଉଚିତ. ନବୀନ ଜଣେ ରାଜନେତା କି? ରାଜନୀତି ରେ ନବୀନ ଙ୍କ ରୁଚି ଥିଲା ନା କେବଳ କ୍ଷମତା ଉପଭୋଗ କରି ଅୟସ କରିବାକୁ??? ଏହାର ତର୍ଜମା କରନ୍ତୁ

  • @santoshkumardash3543
    @santoshkumardash3543 Місяць тому +2

    ବିଜୁ ବାବୁ ଙ୍କୁ କଦଳୀ ଦେଇ କିଏ ଗୋଟେ ଅସୁସ୍ଥ କରୁଥିଲା।

  • @arjunpradhan5615
    @arjunpradhan5615 Місяць тому +1

    ନୀଳମଣି ସେଠୀ ବାବୁ ତୁମେ କଣ ରାଜ ନିତି ବିଶାରଦ କହୁଛ ପୁଣି ଥରେ ବିଜେଡ଼ି ସରକାର ଆସିବ।

  • @user-gl3cd8vb5y
    @user-gl3cd8vb5y Місяць тому

    Thanks.Good analysis.Marh on ... May God bless you..

  • @onlyforEntertaintment
    @onlyforEntertaintment Місяць тому +1

    B J D churmar heba

  • @pkpanda1371
    @pkpanda1371 Місяць тому +2

    ସୂର୍ଯ୍ୟ ମଣି ଙ୍କ ମୁହଁ ତୋଡ ଜବାବ୍.....! କାଳ୍ପନିକ ଆଖ୍ୟାନ ଉପାଖ୍ୟାନ କୁ news ପରିବେଷଣ କରୁ ଛନ୍ତି।

  • @pratapchandrapattanayak4592
    @pratapchandrapattanayak4592 Місяць тому +2

    ବିଜୁ ଜନତା ଦଳ ଗଢ଼ିବା ସମୟରେ ଭତୃହରି ମହତାବ ଆଦୌ ନଥିଲେ। ବହୁତ ଭୂଲ କଥା କହୁଛନ୍ତି ଆପଣ।

  • @arabindamishra4045
    @arabindamishra4045 Місяць тому +4

    ଗୋଟାଏ ଅମ୍ପାକ୍ତେୟ ତାମିଲ କିପରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ସ୍ବପ୍ନ ଦେଖୁଥିଲା ? ଏତେ ସାହସ ତାର ଆସିଲା କୁଆଡୁ ? ଧିକ ବିଜେଡି ଓ ଏହାର କ୍ରୀତଦାସ ନେତାମାନେ। ଓଡିଶାକୁ ତାମିଲ ପାଖରେ ବିକି ଦେବାକୁ ସମସ୍ତ ଯୋଜନା କରିସାରିଥିଲ। ଓଡିଶା ଲୋକେ ଜାଣିଲେ ଓ ତୁମକୁ ଉଚିତ ଶିକ୍ଷା ଦେଲେ।

  • @gajendranathjena356
    @gajendranathjena356 Місяць тому +1

    ଜୟଜଗନ୍ନାଥ

  • @user-fz5gt2fe9k
    @user-fz5gt2fe9k Місяць тому

    ତମ ପରି ଲୋକ ଭଗବାନ କାହିଁକି ସୃଷ୍ଟି କଲେ

  • @RahulB10_official
    @RahulB10_official Місяць тому

    ଏ ହେଉଛି କଙ୍ଗେରସ ଅଭିଶାପ

  • @sahadevnayak4382
    @sahadevnayak4382 Місяць тому

    Nice analysis

  • @kshitishpanda5288
    @kshitishpanda5288 Місяць тому

    ବିଜୁବାବୁଙ୍କ ସୁ ପୁତ୍ର ନବିନା ନୁହେଁ ସେ ବିଜୁବାବୁଙ୍କ କୁ ପୁତ୍ର।

  • @basantaprusty827
    @basantaprusty827 Місяць тому

    True matter

  • @nabinbeura3225
    @nabinbeura3225 Місяць тому

    26 12 97 ତାରିଖ ଓଡିଶା ପାଇଁ ସନ୍ଧ୍ଯା. ଜଗନ୍ନାଥ ପରି ହାତ ଗୋଡ଼ ହୀନ ଏକ୍ ସ୍ଥାଣୁ . ସେ ଆଜନ୍ମ ନିର୍ଭରଶୀଳ , ଆସନ ପିପାସୁ, ଗୋଠ ଖଣ୍ଡିଆ ଓ ପ୍ରତିହିଂସା ପୂର୍ଣ୍ଣ ବ୍ୟକ୍ତିତ୍ଵ. କୌଣସି ରାଜନୈତିକ ଦଳ ଗୀତା ଭାଗବତ ଦେଶ ରାଜ୍ଯ ପରି ସ୍ଥିର ନୁହଁନ୍ତି .

  • @samirnayak3768
    @samirnayak3768 Місяць тому +2

    ପ୍ରକୃତ ବିଜୁ ପ୍ରେମୀ ଦଳକୁ ବଂଚାଇବା ପ ଇଁ ଚେଷ୍ଟା କରିବା ଓ ସବୁ କଥା ଛାଡ଼ି ଏହାକୁ ପ୍ରଥମିକତା ଦେବା କଥା. ନବୀନ ବାବୁ ଏହାର ପ୍ରତିଷ୍ଠାତା ନ ଥିଲେ, 1997 ରେଏହି ଦଳ ପ୍ରତିଷ୍ଠାରେ ଯେଉଁ ମାନଙ୍କ ପ୍ରଚେଷ୍ଟାରେ ସୃଷ୍ଟି କରାଯାଇଥିଲା ସେମାନଙ୍କ ପ୍ରତି ନବୀନ ଯେଉଁ ପ୍ରକାର ବ୍ୟବହାର କରି ହଟାଇଦେଲେ ତାହାକୁ ଏ ଯାଏ ଭୁଲିହେବନି. ଏବେ ଏହା ବ୍ୟକ୍ତିବାଦ ଉପରେ ପ୍ରଯ୍ୟବେଷ୍ଟିତ. କିଛି ବଛା ବଛା ଛୋଟ ବଡ ଦଲାଲ ,ଠକ ଓ ଠିକାଦାର ଙ୍କ କବ୍ଜା ରେ ଏହି ଦଳର ପରିଚାଳନା ନ୍ୟସ୍ତ.
    ସମୟ ଏବେ ବିଜେଡି ବିପକ୍ଷରେ.

  • @gangadhardash3430
    @gangadhardash3430 Місяць тому

    🎉

  • @pradeepmohanty1905
    @pradeepmohanty1905 Місяць тому

    2029 Naveen

  • @abanisahoo4948
    @abanisahoo4948 Місяць тому

    Righi sir

  • @user-ex8vz2ex8b
    @user-ex8vz2ex8b Місяць тому

    Sabu Nabin And Pandian Ra Khela

  • @dilliptripathy8813
    @dilliptripathy8813 Місяць тому

    ମହା ଗାଲୁଆ...
    ଅପରେଶନ କମଳ...

  • @user-ex8vz2ex8b
    @user-ex8vz2ex8b Місяць тому

    Koto Koto Tanka B. J. P Deichhi

  • @Mishkasgarden
    @Mishkasgarden Місяць тому +2

    Faltu news he bhadra loka surjya mani tama gharaku gayatri asithile na tame tanka pakhaku jaithila? Tike clear kara,

  • @rameshswain8438
    @rameshswain8438 Місяць тому +2

    A lokn bhadra mukhare abhdra lukka ta, kechi janine lokna ku boka banai

  • @sarojdas2090
    @sarojdas2090 Місяць тому +1

    Sabu socially media ku anuradhha sardhha kea taku teke janao nohela to keta naichho kuha😅

  • @JogendraMishra-i4o
    @JogendraMishra-i4o Місяць тому

    ପାଣ୍ଡିଆନ୍ ଓ ନବୀନ ଦାୟୀ।

  • @user-vy8ur8jw2l
    @user-vy8ur8jw2l Місяць тому +2

    Faltu new's

  • @dayanidhimahana9568
    @dayanidhimahana9568 Місяць тому +1

    Uncle jee apanank bayasa hisabare kathha kuha nahele apana jane bhika maga buli bhabibi

  • @santoshkumarmohanty1888
    @santoshkumarmohanty1888 Місяць тому +1

    Boring presentation

  • @saratnayaknayak4188
    @saratnayaknayak4188 Місяць тому +1

    Andhare teka Mariba kichhi loka manaka habi kale baji jibaki

  • @user-dg5qq1ez5f
    @user-dg5qq1ez5f Місяць тому

    ଆମେ ଜାଣି ପାରିଲୁ ତୁମେ bjp କାହାକୁ ଭୟ କରୁଛ

  • @sarojdas2090
    @sarojdas2090 Місяць тому +1

    Pandu pakhhru mal kate naichho

  • @gajindrapadhan1445
    @gajindrapadhan1445 Місяць тому +2

    Tumar news bhal n lagbar

  • @sarojdas2090
    @sarojdas2090 Місяць тому +1

    Khalli pandu pandu hauchho sardhha kauaade gola mal pai golo kahibo kahinke

  • @bidyadharmallick3904
    @bidyadharmallick3904 24 дні тому

    Kahaku dosa deba thik nuhe kebal dosi nabin abe bi tamil priti tanka manare rahichhi se dala sudhuribani

  • @user-yh7gb2kn4y
    @user-yh7gb2kn4y Місяць тому +1

    False

    • @user-yh7gb2kn4y
      @user-yh7gb2kn4y Місяць тому

      ଆପଣ ଜଣେ ସ୍ଵାର୍ଥପର ରିପୋର୍ଟର।

  • @jitendriakar5578
    @jitendriakar5578 Місяць тому

    Pakka galua.Gayatri????

  • @nilamanisethi9211
    @nilamanisethi9211 Місяць тому +1

    Aha Nischit Satya 2029 B j d sarakar karib

  • @gourangapattanayak
    @gourangapattanayak Місяць тому

    ପାଣ୍ତିଆନ ଦାଈ

  • @basudevswain-zz5bp
    @basudevswain-zz5bp Місяць тому

    Bhangiba

  • @BhimsenPradhan-xw1or
    @BhimsenPradhan-xw1or Місяць тому

    Tu.balo..g....

  • @narendrarout3552
    @narendrarout3552 Місяць тому

    1:18