BAA THE REAL HERO || KOSHLI SUMBALPURI FILM ||2024|| SWASTIK PRODUCTION, BOLANGIR

Поділитися
Вставка
  • Опубліковано 26 лис 2024

КОМЕНТАРІ • 874

  • @swastikproductions5651
    @swastikproductions5651  8 місяців тому +167

    Bahut bahut dhanyawad samastanku film k ete val payebar dei thibaru enta sabu bele apan mankar val payebar thau ,jai maa samlei 🙏

    • @anilnag8208
      @anilnag8208 8 місяців тому +6

      Nice movies ❤❤

    • @tks920
      @tks920 8 місяців тому +2

      Part 2 asbar katha. Incomplete bagir laguche

    • @sadkingcreation8689
      @sadkingcreation8689 8 місяців тому +1

      Baut hrudaya bidarakh hei chhe khub Bane

    • @Chaitanyasahu.
      @Chaitanyasahu. 8 місяців тому +2

      Bahut sundar aau Bahut Emotional Achhe Bhai...Last scene....
      ଗୋଟେ ବାପା ୨୦-୨୫ ବର୍ଷ ତକ୍ ଦିନ୍ ରାଏତ୍ ଖଟି କି ଦୁଇ ପଇସା ରଖିସି ତାର୍ ଟୁକେଲ୍ କେ ସୁନାର ସଂସାର ବସାବାକେ ,, କେବେ କେନ୍ ଝିଅ ବୀହା ଭୋଜି ଖାଇ ଯାଇକି ନେଇ ବାକ୍ନିବ ମୋର ଭାଇ ମାନେ।।। କାରଣ ସେ ଦିନେକ୍ ର ଭୋଜି ଲାଗି ସେ ବାପା ତାର ଜୀବନ ଲଗେଇ ଦେଶୀ ଟଙ୍କା ଠୁଳ କର୍ବା ଲାଗି।।। ବହୁତ୍ ଭଲ ହେଇ ଛେ bhai

    • @kmkproduction8294
      @kmkproduction8294 8 місяців тому

      e kosli Sambalpuri short film ❤❤❤ ke vedi galaa,,,mast heichhe,,, 💯 jabardast

  • @gurugobindameher3115
    @gurugobindameher3115 8 місяців тому +54

    ଆମର କୋଶଲି ଭାଷାଥି ଇଟା ଜେନ୍ତା ଫିଲିମ୍ ହେଇଛେ କେହନ୍ ସି ବି ଭାଷା ଥି ଏନ୍ତା ଦିଲ୍ କେ ଛିଲା ବାଗିର୍ ଫିଲିମ୍ ନାଇ ହେଇ ପାରେ। ଦିଲ୍ ସେ ଜେ କୋଶଲ୍ ⛳⛳⛳

  • @mssportsofficial07
    @mssportsofficial07 8 місяців тому +45

    ଆମର ବଲାଙ୍ଗୀର ରେ ସୁଟିଙ୍ଗ ହେଇଛେ ଇ ଫିଲ୍ମ ବହୁତ ଭଲ ଲାଗୁଛେ,,, ଲାଷ୍ଟ time କେ ଆଖିରୁ ପାନି ବାହାରି ଯାଉଛେ ବହୁତ emotional story ରେ ଫିଲ୍ମ ବନା ହେଇଛେ love you all entire team ❤️❤️❤️❤️❤️ଜୟ ମାଁ ସମଲେଇ 🙏🙏🙏🙏🙏🙏🙏🙏

  • @Rajeshkumarbag-t1q
    @Rajeshkumarbag-t1q 8 місяців тому +123

    ଇଫିଲ୍ମ କେ ବହୁତ ଆଗକେ ଜାଉ ଆର ଏନ୍ତା ମୋଭି ଓଡ଼ିଆ ଇଣ୍ଡେଷ୍ଟ୍ରିଆଲ ରେ କିହେ ନାଇଁ ବନବାର ତାଳି ଇ movie କେ ମନୋଜ ମିଶ୍ର ର ପାଖକେ ଜାଉ ସେ ଜାନୁ ପଶ୍ଚିମ ଓଡିଶା ରେ କେନ୍ତା କେନ୍ତା ଡାଇରେକ୍ଟର ଅଛନ ଯେ ଜାଣୁଁ ଏଡିଟିଂ ଫାଇଟିଙ୍ଗ ପଇସାର ଏକା କମି ତା ସପୋର୍ଟ କରୁନ ଆର ଭଲ କରି ବନାଉନ ଆରୁ ଓଡିଶା ର ସବୁ ସିନେମା ହଲରେ ଲଗା ଯିବା plzzz

    • @swastikproductions5651
      @swastikproductions5651  8 місяців тому +5

      🙏❤️

    • @renukamajhi4440
      @renukamajhi4440 8 місяців тому +2

      😢😢

    • @Mj-1231
      @Mj-1231 8 місяців тому +1

      Nice move ho

    • @shrutisandha2272
      @shrutisandha2272 8 місяців тому +1

      Bohut heart touching movie ae...sabu maa bapa ra enta situation aaisi jhi gute k marriage karla bele😢...fir v kihe bujhi nai paran...au kichi jadi kami heigale bohut katha sunasan....

    • @SasmitaSingh-f5o
      @SasmitaSingh-f5o 7 місяців тому

      Sabu jhia mananku tuma pari bapa milu...

  • @McCreationSambalpuriStatus6351
    @McCreationSambalpuriStatus6351 8 місяців тому +27

    ଇ ଚଳଚ୍ଚିତ୍ର ବହୁତ୍ ଭଲ ଲାଗିଲା ସବେ ଜଣେ ଜଣେ ଅଭିନେତା ଅଭିନେତ୍ରୀ ହେଲା ଗଣା ବାଜା ବାଳେ ନାଇସେ ଜୟ ଗଣା ଜୟ ଭୀମ

  • @Sb_Media07
    @Sb_Media07 8 місяців тому +16

    ଇ ଫିଲ୍ମ୍ ଡାଇରେକ୍ଟଟର୍ ଅନେକ୍ ଅନେକ୍ ଶୁଭେଚ୍ଛା❤କାହିଁକି ନା ଏ ଫିଲ୍ମ୍ ଦେଖି ଦେହ ଥରି ଗଲା❤🎉 ବହୁତ୍ ଭାଇରାଲ୍ ହଉ❤ଜୟ ମାଁ ସମଲେଇ🙏🙏❤❤

  • @sagarkumar2399
    @sagarkumar2399 8 місяців тому +17

    Beautiful heart touching.....
    Dekha bo katkia mane amar Sambalpuri Film.......

  • @chaitanyapadhan3345
    @chaitanyapadhan3345 7 місяців тому +5

    ଆଜିର ଜମାନାରେ ଏନ୍ତା ଫିଲ୍ମ ହେଇପାରୁଛେ ମତେତ ବିଶ୍ୱାସ ନି ଲାଗବର୍ ,ବହୁତ ବହୁତ ଧନ୍ଯବାଦ ଇଫିଲ୍ମ୍ କେ ଯେନ୍ ଆଜ୍ଞା ନିର୍ଦେଶକ ଆଉ ଦାଈରେକ୍ତର୍ ଦେଇଛନ୍ ତାକୁ ମୋର ପ୍ରାଣାମ ଆରୁ ଯେତେ ବି ଅଭିନେତା କୁ ଧନ୍ଯବାଦ 🙏

    • @AmbhuKudei
      @AmbhuKudei 20 днів тому

      ❤🎆🎇🪔🎂🥳😛😝🤪💥♥️❣️👄🫦🫶💐🌹🌹🥀🌺🌷🌸💮

  • @bpnfirsttrack739
    @bpnfirsttrack739 8 місяців тому +9

    ବହୁତ ସୁନ୍ଦର କାହାଣୀ ବହୁତ ସୁନ୍ଦର ଅଭିନୟ ହେଇଛେ ଇ ସମ୍ବଲପୁରୀ ଫିଲ୍ମ୍ କଳାକାର ଓ ପ୍ରଡକ୍ସନ କର୍ମକର୍ତ୍ତା ମାନଙ୍କୁ ବହୁତ ବହୁତ ଧନ୍ୟବାଦ । ଇଟା ଗୁଟେ ନିଆରା କାହାଣୀ ଏଇ .

  • @mr_dil_mini_vlog
    @mr_dil_mini_vlog 8 місяців тому +34

    I love koshili filim ❤❤❤❤
    ଏନ୍ତା ଆକେ ବଢ଼ୁ ଆମର koshli ଫ୍ଲିମ୍ 👍👍👍👍👍

  • @AkashkumarSahoo-y7r
    @AkashkumarSahoo-y7r 7 місяців тому +3

    Ati sundar movie evali movie odia industry ku darkar..sabu kalakar mane nikhuna avinaya karichhanti. Jai maa samlei.... ❤❤❤

  • @dandatv24
    @dandatv24 8 місяців тому +21

    ବହୁତ ସୁନ୍ଦର ହେଇଛି ଭିଡିଓ ll Kosli Sumbalpuri Hei Chhe Please Tik Kar ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @shatrujeettaria2122
    @shatrujeettaria2122 8 місяців тому +30

    ଗୁଟେ ବାପା ଝି ଗୁଟେକେ ବଟାଲେ ଜେତକି କରସନ୍ ସେଟା ସମକୁ ଜନା ଅଛେ। ସଭେ ସମକର୍ ଭୁଲ୍ ବୁଝି ପାରଲେ। ଛୁଟିଆ ହିସାବେ ସବୁ ଜିନିଷ୍ କେ ଦେଖା ହେଇଛେ । ଜାହା ହେଉ ଆଁଖିନୁ ପାଏନ୍ ବାହାରି ଗଲା। ❤❤❤

  • @mrumeshofficial3643
    @mrumeshofficial3643 Місяць тому +2

    ବହୁତ ବଢିଆ ହଇଛି ହୃଦୟ ପର୍ଶୀ କାହାଣୀ........😢🥺

  • @srikrishnarajhansa3302
    @srikrishnarajhansa3302 8 місяців тому +16

    ବହୁତ ବଢିଆ ହଇଛି ହୃଦୟ ପର୍ଶୀ କାହାଣୀ

  • @dileswarrana8941
    @dileswarrana8941 8 місяців тому +15

    Super dupar ଜୟ କୋଶଲ ଜୟ ମା ସମଲେଇ

  • @SahuBabuvlogs
    @SahuBabuvlogs 8 місяців тому +22

    ଇ ଫିଲ୍ମ୍ ଟା ପୁରା ହୃଦୟ କେ ଛୁଇଁ ଗଲା..... ତାର ସାଙ୍ଗେ.... ମନ କେ ପୁରା ଭେଦିଗଲା... 😥😭😥

  • @ସତ୍ଯମଶିବମସୁନ୍ଦରମ

    ବହୁତ ସୁନ୍ଦର ହୋଇଛି,ଆମ କୋଶଳ ଓଡ଼ିଶାର ଅଭିନୀତ ଚଳଚ୍ଚିତ୍ର ହୃଦୟ ପର୍ଶୀ କାହାଣୀ ।❤

  • @dharitrisahu1995
    @dharitrisahu1995 8 місяців тому +2

    ବହୁତ୍ ସୁନ୍ଦର୍ film ହେଇଛେ । ମୋର୍ ଆଖିରୁ ଲୁହୁ ବାହାରି ଗଲା।

  • @Squishy.1410
    @Squishy.1410 8 місяців тому +12

    ଏତେ ବଢିଆ ଲାଗୁଛେ ଯେ ଆଖିରୁ ପେନ୍ ବାହିରୀ ଯାଉଛେ,,ଦିଲ୍ ସେ ଧନ୍ୟବାଦ୍ ପୁରା ଟିମ୍ କେ,,ଦିଲ୍ ଖୁସ୍ କରିଦେଲ,,❤❤❤❤ମୋର୍ ଭାଷା ସବୁଠାନୁ ବଢିଆ,,ଜୟ କୋଶଲ୍🚩🚩

  • @dlaadibasibeti6142
    @dlaadibasibeti6142 8 місяців тому +1

    ଇ ଫିଲ୍ମ ଏତ୍କି ସୁନ୍ଦର୍ ବନାହେଇଛେ ବାପା ଝିଅ ଭଲପାଇବା କେ ଦେଖାହେଇଛେ ମନ୍ କେ ପାଇଗଲା।❤❤❤❤❤

  • @rasmitadeeprasmitadeep4624
    @rasmitadeeprasmitadeep4624 7 місяців тому +5

    କୋଶଳ ଚଳଚିତ୍ର ଏଗକେ ବଢ଼ୁ ବୋଲି କେନ୍ ମାନେ ଚହୁଛ like କର 👍♥️♥️♥️♥️♥️♥️♥️♥️

  • @JayaramDeherivlog
    @JayaramDeherivlog 8 місяців тому +2

    ଯାହା ହେଲେଗଲେ ଆମର ପଶ୍ଚିମ ଓଡିଶା ର କଳାକାର ବି କହାରିର ନୁ କମ୍ ନାଇ ନ last seen very emotional really hirt touching seen ❤❤❤

  • @shibhamkalsha2111
    @shibhamkalsha2111 8 місяців тому +1

    ଜବର୍ ଦସ୍ତ ବନିଛେ ଇ ଫିଲ୍ମ ଟା କିଛି ବି କମି ନାଇ ନ ....ସୁପର୍ ହିଟ୍ 👌

  • @lifefacts1055
    @lifefacts1055 8 місяців тому +3

    ବହୁତ୍ ଉଚ୍ଚକୋଟୀର ସମାଜ ର ଲଗି ଉଦାହରଣ ଆଏ ❤❤❤

  • @mmnewskalahandi
    @mmnewskalahandi 8 місяців тому +3

    ବହୁତ ସୁନ୍ଦର କାହାଣୀ ଏମନବ ସମାଜ କିଛି ଟା ଜାଣି ପାରିବେ

  • @sudamkumar539
    @sudamkumar539 8 місяців тому +2

    ସମାଜ ର ଲାଗି ବହୁତ୍ ଭଲ ମେସେଜ୍
    ବହୁତ୍ ସୁନ୍ଦର ଲେଖା ଓ ଅତି ସୁନ୍ଦର ଭାବରେ ଅଭିନୟ କରିଛନ ଆମର ସମ୍ବଲପୁରୀ କଳାକାର ସମସ୍ତେ ସହଯୋଗ କଲେ ଅର୍ ଭଳ ହେବା
    Love from Kalahandi ❤❤❤❤❤❤

  • @AshishKumarKampa
    @AshishKumarKampa 8 місяців тому +3

    Bahut bahut sundar bhagwan samstanku enta bapa daun hart touch film

  • @sambalpurijhiashorts243
    @sambalpurijhiashorts243 8 місяців тому +3

    Bahut sundar heichhe ❤️
    Samastankara avinaya bahut sundar achhe 😭😭🙏🙏

  • @MiliMeher-fe5lq
    @MiliMeher-fe5lq 13 днів тому

    So Beautiful bahut sundar heaicha film ta 😢 dekhi kare Dil khush heai gala

  • @sanjeetkumarmishra3196
    @sanjeetkumarmishra3196 8 місяців тому +5

    ବହୁତ୍ ବଢିଆ ହେଇଛି ଆଖିରେ ପାଣି ଆସିଯାଉଛି

  • @sailinbabu
    @sailinbabu 8 місяців тому +2

    ବହୁତ୍ ସୁନ୍ଦର୍ ହେଇଛେ,
    କେତେ ଟା ଜାଗାରେ ଆଉ ଟି କେ improvise ବୋଧେ ଦରକାର
    କଥା ବସ୍ତୁ ଭଲ, କାକିମା ବହୁତ୍ ବଢ଼ିଆଁ କରିଛନ, ଜଲ୍ଦୀ ଭଲ ହୋଇଯାଇଛନ,
    ଓଭରାଲ, ବହୁତ୍ ସୁନ୍ଦର୍ ହେଇଛେ
    ❤❤❤❤

  • @deepakkiduniya9387
    @deepakkiduniya9387 8 місяців тому +1

    ବହୁତ ବଢିଆ ହେଇଛେ... ବାପା ଝିଅ ର ଭଲ ପାଇବାର ଟା ଗୁଟେ ଅନମୋଲ ଆଏ... ଇ Film ଦେଖିକରି ଆଖିରେ ଲୁହ ଆସିଗଲା... ବହୁତ ଆଗେ ଯାଉ ଇ Film ଟା...

  • @bhikhampuriavlogs9368
    @bhikhampuriavlogs9368 8 місяців тому +1

    ବହୁତ ବଡ଼ିଆ ଲାଗଲା ଫିଲ୍ମ ଟା କାନ୍ଦି କାନ୍ଦି ଦେଖିଛେ ମୁଇଁ,, ଯିଏ ଭି ବନେଇ ଛେ ଫିଲ୍ମ ଟା ବହୁତ ବହୁତ ❤️ସେ ଧନ୍ୟବାଦ 🙏🙏🙏🙏

  • @jaybarik840
    @jaybarik840 8 місяців тому +3

    Sambalpuri Baa aau jhi ra love... superb...

  • @samblpuria.pila.tukel..
    @samblpuria.pila.tukel.. 8 місяців тому +4

    Bahut bhal lagla e film 😢 jia kehi dekhbe imotional hei jibe 😢 story dekhi kari 😢

  • @mr.debashishbhaina8000
    @mr.debashishbhaina8000 8 місяців тому +2

    Really heart touching and emotional story ❤❤. Excellent creation..🎉 Keep making more good Sambalpuri movies like this..👍So proud of you all team.🎉
    Jay Koshal ❤️
    Jay Maa Samlei 🙏

  • @arnadevchhachhan4930
    @arnadevchhachhan4930 8 місяців тому +1

    ବହୁତ୍ ବଢିଆ ଲାଗଲା ସକାଳୁ ଘରେ ଗାଳି ସୁନି ସୁନି ଦେଖୁଚେ ,,,ଖଟୁ ନିହା ଉଠେ 😂 ବାକି ବହୁତ୍ ସୁନ୍ଦର୍ ଅଭିନୟ କରିଛନ୍ ସଭେ। ଭଲ ଧାରଣା କେ ନେଇକି କରିଛନ. ଆଗକେ ଭି ଏନ୍ତା କରୁନ ଆମେ ଅଛୁ ସାଙ୍ଗେ 🙏 ଜୁହାର 🙏

  • @deepaknaik3702
    @deepaknaik3702 7 місяців тому

    ବହୁତ୍ ବଢିଆ ଲାଗିଲା Heart touching

  • @BidyadharNaik-wo1fx
    @BidyadharNaik-wo1fx 8 місяців тому +22

    ଏକ ନମ୍ବର ହେଇଛେ ଯେତେହେଲେ ବି ଆମର ବଲାଙ୍ଗୀର ର କଳାକାର ମାନଙ୍କର ତଳେ ସବୁ କଳାକାର ଆରୁ ହୋତା ଆଜ୍ଞାଙ୍କର ଅଭିନୟ ମତେ ବହୁତ ଭଲ ଲାଗସୀ ଜୟ କୋଶଲ ଜୟ ମା ସମଲେଇ

    • @OD24FAST
      @OD24FAST 8 місяців тому +1

      ନୂଆପଡା ରେ ବି ଆଉ ବଡ଼ ବଡ଼ ଅଛନ

    • @OD24FAST
      @OD24FAST 8 місяців тому +2

      ପଶ୍ଚିମ ଓଡିଶା ରେ ଅଛନ କହ ଇଟା ଭଲ ଲାଗ ବା

    • @rinkusahu9942
      @rinkusahu9942 8 місяців тому +2

      Bhai kalakar kalakar ai kie knur etar thu setarrhu comper ai karbu

    • @manojsunani9660
      @manojsunani9660 7 місяців тому

      Bhai kie kar nu kam nai se kalakar kalakar an

  • @bidyasagardansana2345
    @bidyasagardansana2345 8 місяців тому +4

    ବହୁତ ସୁନ୍ଦର ଫ୍ଲିମ ବନେଇ ଛ

  • @susamapadhan9442
    @susamapadhan9442 8 місяців тому +8

    ଇ ଫିଲ୍ମ ଗୁଟେ ଇନ୍ତା ବୁଆ ଝି ଭଲ ପାଇବାର ଦେଖି କରି ମୋର ବୁଆ ର କଥା ସୋର କରି ଦେଲା ଯେ ସବୁ ଝୀ ମନକୁ ବୁଆ ମାନେ ରାଣୀ କରି ରଖ ସନ୍ ଆର ଇ ଫିଲ୍ମ ର ଦୁଇ ନଂ ଫିଲ୍ମ ବନ ଆଜ୍ଞା ମୁଇ ଗୁର୍ଦୁ ଟେ ସୋର କରୁ ଛେ ଗୋ ବୁଆ😭😭

  • @surekhabhoi7251
    @surekhabhoi7251 7 місяців тому

    ମୋର କଥାନି ସଙ୍ଗେ ମିଶିଗଲା thanks 👍👍👍👍👍🙏

  • @sayarpradeepofficial4200
    @sayarpradeepofficial4200 7 місяців тому +1

    Heart touching movie

  • @Aditya_khamari
    @Aditya_khamari 2 місяці тому

    Bahut emotion judhi haikari rahiche ❤❤❤ Sambalpuri film ak no 💯✅🔥

  • @bijayagaigouria2956
    @bijayagaigouria2956 8 місяців тому +4

    Heart touching movie 💗 very nice
    Sambalpuri language is very sweet
    Jay koshal

  • @Rakesh_kumar_sahu020
    @Rakesh_kumar_sahu020 7 місяців тому

    ବହୁତ ସୁନ୍ଦ କାହାଣୀ ଅଛେ... ଏଇ movie ଦେଖଲl ପରେ କେତେ କାନ୍ଦି ଲାଗଲା ଯେ ମୁଇଁ ଏକା ଜାଣିଛେ....ଯେହେତୁ ଏଇ ଝିଅ (Heroine) ର ମା ନେଇନ ବୋଲି ତାହାକେ କେତେ ଅସୁବିଧା ର ସାମ୍ନା କରବl କେ ପଡ଼ିଛେ.. ଯେହେତୁ ମୋର ବି ମା ନେଇନ 😭😭

  • @ashokpadhan4139
    @ashokpadhan4139 2 місяці тому

    Very good performance.Congratulation to all the team members Jai shree Ram.

  • @priyanshpanda1135
    @priyanshpanda1135 8 місяців тому +4

    ehi movie bara re mui kana kahemi ethi ru besi bhal movie keve nai dekhi
    😀😀😀😀😀🙏🙏
    Keep it on
    👍👍👍

  • @bulubag4290
    @bulubag4290 8 місяців тому +1

    Bahut bhal laagla dekhi kari pura ❤ Touching

  • @narayangartia6094
    @narayangartia6094 3 місяці тому

    ବହୁତ ବଢିଆ ଲାଗଲା ସମାଜ କେ ଭଲ ବାର୍ତ୍ତା ଟେ ଯାଉଛି reali ମୁଇଁ ଇ ଟା ଦେଖି କରି ମୁଇଁ କାନ୍ଦି ପକାଳୀ

  • @jayantakumarsa4126
    @jayantakumarsa4126 8 місяців тому +1

    Very very sad story... କୋଶଲ ମାଟିର କଳାକାର ମାନକର ଫିଲ୍ମ ବା ସମ୍ୱଲପୁରୀ ଫିଲ୍ମ ଆୱାର୍ଡ ଦିଆଯାଉ ଏକ ଝିଅ ଓ ବାପା ର ଦୁଃଖ ଭରା କାହାଣୀ ବହୁତ ଭଲ ହୋଇଛି. 👌 ଆମର କୋଶଲ ରାଜ ଆମର ଗୋଟିଏ ସାଟେଲାଇଟ ଚାଁନେଲ ଖୁଲାଯାଉ ଓ ସମ୍ୱଲପୁରୀ ସମସ୍ତ ଫିଲ୍ମ ଆସୁ.... ବା ଫିଲ୍ମ ର ସମସ୍ତ କଳାକାର ମାନଙ୍କୁ ଧନ୍ୟବାଦ ସେମାନେ ବହୁତ ଭଲ ଭାବରେ ଅଭିନୟ କରିଛନ୍ତି... ମୋର ଅନୁରୋଧ ଯେ ବା ଫିଲ୍ମ ର part 2 ଆସୁ part 2 ଆସିଲେ ଭଲ ହେବ....🎉🎉🎉❤❤❤👍

  • @pramodinirout5736
    @pramodinirout5736 8 місяців тому +1

    Bahutt bhl lagla 🥰 mor akhir paen 😭 bahari gala dekhi kari super movie 🔥

  • @AdityaKarmi
    @AdityaKarmi 8 місяців тому +2

    ବହୁତ ସୁନ୍ଦର ହେଇଛି ଜୟ କୋଶଲ ଜୟ ମାଁ ସମଲେଇ

  • @ishwarpadhan9534
    @ishwarpadhan9534 8 місяців тому +1

    ବହୁତ ଭଲ ଲାଗଲା ଆଜ୍ଞା.. ଧନ୍ୟବାଦ 🙏

  • @dulendrasahu5703
    @dulendrasahu5703 7 місяців тому

    ବହୁତ୍ ସୁନ୍ଦର ଲାଗ୍ ଲା। ବାପା ଆଉ ଝିଅ ର ସମ୍ପର୍କ କେତେ ଉର୍ଦ୍ଧ୍ ରେ। ଏନ୍ତା ଫିଲ୍ମ ବନୁ ଆମର କୋଶଳ ଭାଷା ରେ । ଆମର ଗରବ । ଜୟ କୋଶଳ।

  • @mrumeshofficial3643
    @mrumeshofficial3643 Місяць тому +1

    ଗୁଟେ ବାପା ଝି ଗୁଟେକେ ବଟାଲେ ଜେତକି କରସନ୍ ସେଟା ସମକୁ ଜନା ଅଛେ। ସଭେ ସମକର୍ ଭୁଲ୍ ବୁଝି ପାରଲେ। ଛୁଟିଆ ହିସାବେ ସବୁ ଜିନିଷ୍ କେ ଦେଖା ହେଇଛେ । ଜାହା ହେଉ ଆଁଖୁନୁ ପାଏନ୍ ବାହାରି ଗଲା........❤️😢 ଇ ଫିଲ୍ମ ଟା ପୁରା ହୃଦୟ କେ ଛୁଇଁ ଗଲା..... ତାର ସାଙ୍ଗେ.... ମନ କେ ପୁରା ଭେଦିଗଲା......🥺😢🥹🥲

  • @snigdharanipujahari6531
    @snigdharanipujahari6531 8 місяців тому +1

    ଇ ମୁଭି ଦେଖିଲି ଜେ ମୋର ବାପା❤ ସାଙ୍ଗେ ବୀତିଥିବା ମୋର ସାନ ବେଲ ର ସମୟ ସବୁ ମତେ ସୋର ହେଉଚେ😍 । ବହୁତ୍ ଭଲ ଲାଗିଲା ଇ ଫିଲ୍ମ୍ 👍👍👌👌

  • @MAJHIBABUCREASION2118
    @MAJHIBABUCREASION2118 8 місяців тому +1

    ଦିଲ କେ ଛୁଇଁ ଗଲା ମୁ ଗର୍ବିତ ଆମର କୋଶଲ ଅଞ୍ଚଳ ରେ ଇ ଭଲିଆ ଫିଲମି ଦେଖି କରି 🎉🎉🎉🥳🥳🥳🥳🥳💐💐💐💐💐💐🥳🥳🥳🥳🥳

  • @cartooncraze400
    @cartooncraze400 8 місяців тому +1

    Whhaa Respect 🙏🙏🙏 Masterpiece movie 👌👌👌
    Amor sambalpuri film v enta heba boli kebe bhabi nai thai .
    Pura kandei dela 😢😢😢😢
    Kahali majhire keteta song add karbar thila👍👍👍

  • @Durbadal_official
    @Durbadal_official 8 місяців тому +1

    ବହୁତ୍ ଭଲ୍ ଲାଗଲା
    ଜୟ ମା ସମଲେଇ ଜୟ କୋଶଳ
    ଜାରି ରହୁ ଆଗକେ ଆହୁରି ଏନ୍ତା ନୂଆଁ ନୂଆଁ କାହାଣି ଆନ

  • @sushantadharua3144
    @sushantadharua3144 8 місяців тому

    ହୃଦ୍ କେ ଛୁଇ ଗଲା ଇ ଫିଲିମ୍ । ଲୋକେ କହେଶନ୍ ଝି କଥା ମା ଯାନ୍ ସି। ହେଲେ ବା ଭାବୁ ଥିସି ଯେ ସେ ଝି କେନ୍ତା କରି ସାସ୍ ଘରେ ଭଲ୍ ସେ ରହିବା ବଲି କରି । ଆଜିର୍ ସମାଜ୍ ଯେ Film maker ଆଜ୍ଞା ବହୁତ୍ ବଡ୍ ସନ୍ଦେଶ୍ ଦେଇଛନ୍। ଧନ୍ୟବାଦ୍ ଆଜ୍ଞା 🙏 ଆମର୍ କୋଶଲ୍ ଫିଲିମ୍ ସମାଜ୍ ର ଦରପନ୍ ଆଏ। ଜୟ କୋଶଲ୍ ।

  • @BHAJANSHOW-ow6iv
    @BHAJANSHOW-ow6iv 7 місяців тому

    ବହୁତ୍ ବଢ଼ିଆ ହେଇଛି ସଭେ ଦେଖୁନ ଆଉ ଇ ମୋଭି ମା ସମଲେଇ ଦୟାରୁ ଆକେଜାଉ ଆରୁ ସବୁ ରୁଳର ମାଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ବହୁତ୍ ଭଲ୍ କରିଛନ୍

  • @manbodrana5313
    @manbodrana5313 2 місяці тому

    ବହୁତ ବଢିଆ ହେଇଛେ , ଧନ୍ୟବାଦ ତୁମକୁ ।

  • @ONLINESambalpuri
    @ONLINESambalpuri 8 місяців тому +1

    ମା ବାପା ହିଁ ଭଗବାନ ଆଏ ❤❤❤
    ଇଟା ହିଁ real story maa baapa ra

  • @bbarik
    @bbarik 8 місяців тому +1

    ବହୁତ୍ ଭଲ୍ ଲାଗଲା 👏👏ଶେଷ୍ ବେଳ୍ କେ ବାପ ଝିଅ ର୍ ଲୁହ ଦେଖିକରି ମୋର ଆଖି ବି ଲୁହ ର୍ ପାନୀ ଭିଜି ଗଲା 😭ଏନ୍ତା ଆହୁରି ଭଲ୍ ଭଲ୍ ସିନମା ବନଉନ୍ ଆଉ ବଡ୍ ପର୍ ଦା କେ ଆସୁନ୍ 👍

  • @bijayagaigouria2956
    @bijayagaigouria2956 8 місяців тому +2

    Heart touching movie 💗 very nice
    Sambalpuri language is very sweet

  • @rukmani49
    @rukmani49 8 місяців тому +1

    ବହୁତ ସୁନ୍ଦର ଷ୍ଟୋରୀ ❤❤❤❤❤❤

  • @JituramSahu07
    @JituramSahu07 8 місяців тому +1

    ବହୁତ୍ ସୁନ୍ଦର୍ ହୋଇଛେ ଇ ବା ' ଚଳଚିତ୍ର ❤❤❤❤

  • @dharmarajsahu3850
    @dharmarajsahu3850 8 місяців тому +3

    E Sambalpuri movie ta bahut vhal Lagla dada❤🎉jay koshal jay bolangir (dada ken gann ne e movie shoot Kara heiche ?) Auu dada mate vdo banabar k bahut intrest lagsi dada enta sambalpuri movie ne mate b kana acting gute dele vhal Lagta daa ? Love from bolangir , patnagarh ,Tamian gann❤🎉

  • @rasmitakanhar9808
    @rasmitakanhar9808 7 місяців тому

    Bahut vala. Heichi. Ehi. Koshali. Films very very nice

  • @brawlstarsks973
    @brawlstarsks973 8 місяців тому +2

    Very nice cast aisish 😢😢😢😢😢 and many caster bahut bhal lagla film ta😢😢😢 BAPA MA AMAR LAGI BHAGBAN ANN TANKU KENSI HALAT RE BHULI PARUNI❤❤❤❤

    • @sailinbabu
      @sailinbabu 8 місяців тому +1

      ପ୍ରକୃତ ରେ ବହୁତ୍ ସୁନ୍ଦର ଅଭିନୟ ଦ୍ରୀଷ୍ଟି bhanji (ଐଶିଷ୍ ପଣ୍ଡା)

  • @sudhirdas9255
    @sudhirdas9255 7 місяців тому +2

    ହସ ଲୁହ ଭରା କାହାଣୀ ଇ କାହାଣୀ ଦେଖିଲେ ବା ର ସବୁ କର୍ତ୍ତବ୍ୟ କେ ସେଲୁଟ ଦେବାର କେ ମନ୍ ଚାହୁଁଛେ (ବା 🙏)
    (ଯିଏ ଦେଖଲେ ତାର ଆଖି ରୁ ପାଏନ୍ ଝରି ଯିବା ) ଜୟ କୋଶଲ

  • @bhojrajpatel4742
    @bhojrajpatel4742 8 місяців тому

    ବହୁତ୍ ବଢ଼ିଆ ଲଗ୍ ଲା ଆଖି ର ନୁ ପାଏନ ବାହାରି ଗଲା ଭାଇ ଦେଖିକରି

  • @dhaleswarBhue
    @dhaleswarBhue 7 місяців тому +1

    I ❤️ sambalpuri language...Jay maa samleswari 🛕🙏🚩
    Super FILM 📽️ 👍❤️❤️❤️❤️❤️❤️

  • @binodgouda8220
    @binodgouda8220 8 місяців тому +1

    Mu berhampuria but sambalpuri vasha loka mana ku bahut bhal oare Jay koshal❤...

  • @NIRASINDHUPUTA
    @NIRASINDHUPUTA 8 місяців тому +1

    ସାମାଜିକ ସଚେତନତା ଫିଲ୍ମ ଆଏ।ଗୁଟେ ବା ର ସତ କାହାଣୀ ଆଏ। ବହୁତ ଧନ୍ୟବାଦ ସମସ୍ତ କଳାକାର ଆଜ୍ଞା ମାନ କେ।🙏
    ଜୟ କୋଶଳ🚩

  • @mohanmeher3448
    @mohanmeher3448 8 місяців тому +1

    Bahut bahut sundar hai 6e ....mind blowing

  • @suprabhabariha
    @suprabhabariha 8 місяців тому +6

    Bhal lagala filim nice

  • @Ajuseth7
    @Ajuseth7 8 місяців тому +1

    ସବୁ ନୁ ବେଶୀ ଭଲ ଲଗଲା ବନମାଳୀ ର ଏକ୍ଟିଂ ❤️❤️❤️❤️❤️❤️❤️❤️❤️🙏🙏

  • @gobardhan333
    @gobardhan333 8 місяців тому +2

    ବହୁତ୍ ବଢିଆ 🎉🎉🎉🎉🎉🎉

  • @lambodharbanchhor3169
    @lambodharbanchhor3169 8 місяців тому +1

    Bapa rulkaruthibar sir ku bahutdhanyabadh bhagyare thile emiti bapa mile o love you sir ❤❤❤

  • @kautukgoud6145
    @kautukgoud6145 7 місяців тому

    କଳାକାର ମାନଙ୍କୁ ବହୁତ ଧନ୍ୟବାଦ୍ ସମଲପୁରି ଫିଲ୍ମ ବନାବାରୁ ଜୟ କୋଶଳ ଜୟ ମା ସମଲେଇ

  • @sagarudurkulia4012
    @sagarudurkulia4012 8 місяців тому +1

    Story bahut badhia heiche....❤❤❤❤❤❤❤❤❤❤. JAY BALANGIR 🙏🙏🙏🙏🙏🙏🙏

  • @umafanpoorna9794
    @umafanpoorna9794 8 місяців тому

    Team କୁ ବହୁତ୍ ବହୁତ୍ ଧନ୍ୟବାଦ୍ ଭାଇ ଜେନ୍ ହିପାସେ କାହାଣୀ ଲେଖିକରି ଗୋଟେ ସମ୍ବଲପୁରୀ ଫିଲ୍ମ ହେଇଛେ ଫିଲ୍ମ କେ ଦେଖିକରି ବହୁତ୍ ଭଲ ଲାଗୁଛେ, ଯେତେ ବେଳେ ଇ ଫିଲ୍ମ କେ ଦେଖିଦେଲି ମୋର୍ ଆଖି ନୁ ଲହ ଝରି ଗଲା

  • @hrudanandapadhan3875
    @hrudanandapadhan3875 3 місяці тому

    କୋଶଲି ଭାଷାର ଭାବ୍ ପିରତି ବହୁତ ବହୁତ ମଧୁର ।ବା" ଫିଲ୍ମ ଆଖିର ପାଏନ୍ ତରା ତରା କରିଦେଲା

  • @sanjeebbariha1613
    @sanjeebbariha1613 8 місяців тому +3

    Bahut bhal bahut sundar heichhe movie

  • @pradipbarik7861
    @pradipbarik7861 2 місяці тому

    Really heart touching,full with love , affection and emotion with family.Very good acting by all characters.very nice .Thanks to entire team... Waiting for next...

  • @hemantakannr4446
    @hemantakannr4446 7 місяців тому

    ବହୁତ ଭଲଲାଗି movie କାନ୍ଦିପକାଳୀ 🥹🥹🥹🥹🥹🥹

  • @kosaltvtouchindia2754
    @kosaltvtouchindia2754 7 місяців тому

    National Award peibar bagi film te heiche dada
    Bahut bhal lakla Bahut din pare enta film te dekhbar k mil la Bahut Bahut ଦନ୍ୟବାଦ୍ 🙏🙏ଜୟ କୋଶଳ

  • @hariharakumarkumar8975
    @hariharakumarkumar8975 7 місяців тому

    ବହୁତ୍ ଭଲ ଲାଗ୍ଲା ବହୁତ୍ ବଢିଆ ହେଇଛେ Movie ଟା ❤😢 👌👌

  • @JigglyJunction
    @JigglyJunction 8 місяців тому +1

    Badhiya heichhe film All teams members Bahut badhiya kaam mane karichhan....🎉🎉

  • @Sebatisahuofficial
    @Sebatisahuofficial 7 місяців тому

    ମୁଇଁ ଇ ଫିଲ୍ମ ଦେଖି କାନ୍ଦି ପକାଲି ପୁରା ସତ୍ ଘଟଣା ରେ ଆଧାରିତ ଏ ଧନ୍ୟବାଦ୍ ସବୁ କଳାକାର ମାନକୁ ❤❤❤

  • @ranjandash7671
    @ranjandash7671 8 місяців тому +1

    Ek number flim ...bahut bhal lagla

  • @rameswarbag6690
    @rameswarbag6690 7 місяців тому

    Koshli ଭାଷାର ଏହି movie ଟି ମନୁଷ୍ୟ ସମାଜ ପାଇଁ ଗୋଟିଏ ଅନନ୍ୟ ଉଦାହରଣ। ଏଥିରେ ଯେଉଁ actor ମାନଙ୍କୁ ମୁଁ ଦେଖିଲି କେବେ ଦେଖି ନ ଥିଲି, ହେଲେ ପ୍ରଥମ ଥର ଦେଖି ସେମାନଙ୍କର acting ମୋ ହୃଦୟ ରେ ଚିର ଦିନ ପାଇଁ ଗୋଟିଏ ସ୍ଵତନ୍ତ୍ର ସ୍ଥାନ ରଖି ଯାଇଛନ୍ତି। ଏଥିର ଯେଉଁ story ରହିଛି, ତାହା ପ୍ରକୃତରେ ଗୋଟିଏ ଗରିବ ବାପାର ହୃଦୟର କଥା । ଏହି movie ଟି ବହୁତ୍ ସୁନ୍ଦର ହୃଦୟ ସ୍ପର୍ଶୀ ହୋଇଛି । ଶେଷର କିଛି ମିନିଟ୍ ଆମ୍ଭ ସମସ୍ତଙ୍କୁ କନ୍ଦାଇ ଦେଇଥାଏ । ଜୟ କୋଶଳ, ଜୟ କୋଶଳ କଳାକାର.......

  • @vlogswithpadmini
    @vlogswithpadmini 8 місяців тому +1

    ବହୁତ ବଢିଆ ଲାଗିଲା ଭିଡିଓ 👌

  • @balamajhi9266
    @balamajhi9266 3 місяці тому

    Oh ..bahut sundar heichhe..man jiti nela

  • @jugendrameher7783
    @jugendrameher7783 7 місяців тому

    ବହୁତ୍ ସୁନ୍ଦର୍ ହେଇଛେ ❤❤❤

  • @BalmikiSahu-dc3vg
    @BalmikiSahu-dc3vg 2 місяці тому +1

    ❤I LOVE SAMBALPURI ❤

  • @ShivaMajhi-ff3ij
    @ShivaMajhi-ff3ij 8 місяців тому

    ଇ ବାଗିର ସମ୍ବଲପୁରୀ ଫିଲିମ ମୁଇଁ କେଭେ ନି ଦେଖିଥିଲି It's a unbelievable story... Awesome... Lovely story♥️♥️♥️♥️