If I am not wrong, Rai film will also be added to the top 10 koraputia films of all time like #Chondalo #Noni_Dhoni #Pension #Thikona #Mahanataka #Kamli #Kalaboti #Pratigya #Mati_au_Maa And now #Rai
Beautiful ❤️ movie... direction bahut bhala re karichanti Bulu kumar acting bahut realistic laguchi satare movie bhalia laguni reel nai real laguchi as a camera man and editor mate pratyaka angel mate sikhibaku milichi 100 ru 110% heichi ...mo all time favourite actor manas bhai bablu bhai natural actor ......
Sabu balo achi je tike tike odia language mise jauchi Bhai hauri sa bawth bodia achi...adt.camera sot abhinay bouth badia achi🎉 congratulations kabere.. good 💯💯💯💯💯💯💯💯💯💯💯
ଏମିତି ଗୋଟିଏ ଛଟ film ଯାହା ଅଭିଭକ୍ତ କୋରାପୁଟ ଜିଲ୍ଲା ର କୋଳା ଏବଂ କଲାକାର ମାନଙ୍କ ଅଭିନୟ ର ଜୀବନ୍ତ ପରିଚୟ ଦେଇ ନୁଆଁ ଆଶା ର ଦିଗନ୍ତ ଦେଖାଇ ଦେଇଅଛି.👍❤️❤️❤️☺️☺️☺️ବହୁତ..... ସୁନ୍ଦର ହୋଇଛି 🙏
ଏନ୍ତି ଫିଲିମ ଆକା ମୁଇ କଜ୍ତେ ରେଲି ମାତର କନାୟ ମିସା ନାୟକର୍ଲାୟ ଛେ ଇଫିଲିମ ବଡିଆ ସୁନ୍ଦର ହେଲା ଆଛେ । ଇ ମାପ୍ରୁ କେ ଆମେ ପୂଜା କର୍ଲୁନି ଇଟା ଆମର ଚାଉରିଆ/ବୁଢାରାଜା ବୋଲି କୟଲୁନି ଜୟ ବୁଢ଼ାରଜା 🙏🙏🌼🌼🙏🙏❤❤
ପ୍ରଥମ ଥର ପାଇଁ ଗଟେ ମନଛୁଆଁ ସତ୍ୟ ଘଟଣା କୁ ଦେଖାଇ, ବହୁତ ଭଲ କଲେ ଏ ଭଳିଆ ସତ୍ୟ ଘଟଣା କୁ ଯଦି ଦର୍ଶକ ମାନଙ୍କୁ ଦେଖାଇବେ ତ ନିଶ୍ଚୟ ଆମ ପରମ୍ପରା ଆଉ ଆମ ଇତିହାସ ଜାଣିବା ଆମ ପାଇଁ ବହୁତ ଭଲ ହବ ଧନ୍ୟବାଦ "ରାଇ "ଟିମ୍ ଆଉ ପ୍ରତ୍ୟକ୍ କଳାକାର, Congratulations Jeetu Bhaina and Bablu Bhai for Best Movie
🎉 ପରିଶ୍ରମ କରି ଫିଲ୍ମ ଟି ହେଇଛି ଏବଂ ମନଛୁଆଁ ହୋଇଛି। ଆମ କୋରାପୁଟିଆ ଫିଲ୍ମ କୁ ଏମିତି ଆଗକୁ ନେବାର ପ୍ରଚେଷ୍ଟା ଜାରି ରହୁ।ସମସ୍ତ ସଦସ୍ଯଙ୍କୁ ଅସେସ ଅସେସ ଧନ୍ୟବାଦ। ❤❤🎉
ଗର୍ଭରାଇ ମନ୍ଦିର ଆମ ପାପଡାହାଣ୍ଡି block re achi ଜୟ ମା ଗର୍ଭରାଇ ❤
ଜୟ ମାଁ ଗର୍ଭରାଇ 🙏🌼🙏 ଏନ୍ତି ଫିଲିମ ମନ ଆରି ବନା ଦାଦା ଆମେ ତମର ସାଙ୍ଗେ ଆଛୁ ❤❤👍❤️🙏
ଜୟ ମା ଗର୍ବରାଇ.. ଜୟ ବୁଡ଼ାରାଜା.. ବହୁତ ଭଲ ହେଇଛି.. ସବୁ କଳାକାର ଙ୍କୁ ଧନ୍ୟବାଦ..
ବଉତ ଭଲ ହେଇଚି ଜୟ କୋରାପୁଟ ❤️🫡🙏
ସୁନ୍ଦରଗଡ଼ରୁ ଭଲପାଇବା ❤ (Love from sundargarh district.)❤
ଛୁଇ ଗଲା ଭିଡ଼ିଓ ବହୁତୁ ସୁନ୍ଦର ♥️❤️
ବହୁତ ସୁନ୍ଦର ଜୟ ମାଁ ଗର୍ଭରାଇ 🙏 ବୁଲୁ ଭାଇନା ବହୁତ ସୁନ୍ଦର direction and acting v bahut sundar karichhanti congratulations all team members 🙏
ଏ ହା କୋଣ ଫିଲ୍ମ ନା ଗୋଟିଏ ସୋତ କାହାଣୀ ସତରେ ବହୁତ ସୁନ୍ଦର ହେଇଛି
ମନ୍ କେ ଆଉ ମୋର ହୃଦୟ କେ ଚୁଇ ଗୋଲ ବୋହୁତ ସୁନ୍ଦର ଫିଲିମ୍ ତିଆ ହେଇଛ
Bhai bahut sundar lagi la ... ଏହା ଏକ ସତ୍ୟ ଘଟଣା ମାଁ ଗର୍ଭରାଇ ମନ୍ଦିର ର... ଜୟ ମାଁ ଗର୍ଭରାଇ....
ବୋହୁତ ସୁନ୍ଦର ହେଇଛି ଭାଇ ସିନେମା
Heart touching ❤❤❤❤
ବହୁତ ସୁନ୍ଦର ଅଭିନୟ l ଆଖିରେ ଲୁହ ଆସିଗଲା l ମୁଇଁ କେନ୍ଦୁଝରିଆ ହେଲେ ବି କୋରାପୁଟିଆ ଫିଲ୍ମ କେ ବୁଝିବାକୁ କିଛି ଅସୁବିଧା ହେଉନାହିଁ l 🙏
ବହୁତ ସୁନ୍ଦର ହେଇଚି ମାନସ ଭାଇ 👍👍👍
ବହୁତ ବଡ଼ିଆ ହେଇଛି ଫିଲ୍ମ ଜୟ ମା 🙏🙏🙏ଗର୍ବ ରାଇ ଆଉ ଆମ ମା ପେଣ୍ଡ୍ରାଣୀ ଙ୍କ ଷ୍ଟୋରୀ ରେ ଗୋଟିଏ ଏମିତି ଫିଲ୍ମ କରିବା କୁ ମୋର ଅନୁରୋଧ 🙏🙏🙏🙏🙏🙏🙏
Bhai nischaya maa nka ashirvaad rahile next pedrani maa nka movie hin planning karichu
Rai character re jou bhauni 👌pura 100 ru 100 best deichonti
Ete badia act korichonti pura Rai... 🙂
Speechless 🧡🧡🧡
ହଁ ଭାଇ ଭଲ ହେଇଚି
ମା ଗର୍ଭରାଇ ଆମ ପାପଡ଼ାହାଣ୍ଡି ରେ ବିରାଜମାନ କରିଛନ୍ତି ଏବଂ ଏହି ମନ୍ଦିରର କାହାଣି ହିଁ ଏହି ସିନେମାରେ ଦେଖାଯାଇଛି ସବୁ film maker technician artist ସମସ୍ତଙ୍କୁ ଧନ୍ୟବାଦ🥰🙏
ଆମୋ koraputia ଇଣ୍ଡଷ୍ଟ୍ରି ସବୁବେଳେ ବଞ୍ଚିତ ଥାଉ ❤❤
Film ଟି ବହୁତ ବଢିଆ ହେଇଚି. ସମସ୍ତ କଳାକାର ବହୁତ ବଢିଆ ଅଭିନୟ କରିଛନ୍ତି Bgm ବହୁତ ବଢିଆ ଅଛି. ମୌଳିକ କାହାଣୀ ସହିତ ମନଛୁଆଁ ଅଭିନୟ ଦର୍ଶକ ଙ୍କୁ ବାନ୍ଧି ରଖିବାରେ ସଫଳ ହେଇଚି. ସମସ୍ତ ଙ୍କ ପରିଶ୍ରମ film ରେ ଦେଖା ଯାଉଛି. ଏମିତି ପ୍ରୟାସ ଆଗକୁ ଜାରିରହୁ. ରାଇ Film ର ସମସ୍ତ କଳାକାର ତଥା ଟେକନିସିଆନ ଙ୍କୁ ଆନ୍ତରିକ ଅଭିନନ୍ଦନ. ଜୟ କଳା ଜୟ କଳାକାର ❤🙏
ଭଉତ ଭଉତ ଧନ୍ୟବାଦ୍ ହେମିତି ଭିଡିଓ କରୀ ଥିବାରୁ
Bargarh dist ek number movie
ବହୁତ ସୁନ୍ଦର ହେଇଚି ଭାଇ ❤
Best screenplay ❤
Jay KORAPUT❤
କମଲି ଫିଲ୍ମ ପରି ହେଇଚି 👌👌👌
Mind blowing ❤ ବହୁତ ବଡିଆ ହେଇଚି film 📽️....
କୋରାପୁଟ ଜିଲ୍ଲାରେ ଏମିତି ସିନେମା
ଦେଉଥାତୁ❤❤❤🎉🎉🎉
ବହୁତ ସୁନ୍ଦର ପରିକଳ୍ପନା, ନିର୍ଦେଶନା, ସଂଗୀତ ଓ କଳାକାର ମାନଙ୍କ ନିପୁଣ ଅଭିନୟ. ଅଭିନେତା ମାନସ ଭାଇ, କୋରାପୁଟିଆ ବରିଷ୍ଠ କଳାକାର ବବୁଲୁ ଭାଇ ଓ ସାନ ଭଉଣୀ ଆରାଧ୍ୟା ଙ୍କ ଅଭିନୟ ଅତି ଚମତ୍କାର.ଆମ କୋରାପୁଟ ସିନେ ଜଗତ ପାଇଁ ଆପଣମାନେ ଏମିତି ସୁନ୍ଦର ସୁନ୍ଦର ଚଳଚ୍ଚିତ୍ର କରୁଥାନ୍ତୁ.
ଶୁଭେଚ୍ଛା ଓ ଶୁଭକାମନା ସହ ଶୁଭେନ୍ଦୁ ପାଢ଼ୀ 🙏ପ୍ରଯୋଜକ ଓ ଅଭିନେତା କୋରାପୁଟ ସିନେ ଜଗତ
What a story yar👌👌👌👌 bahut sundar story saha samastanka abhinaya madhya 👌👌👌👌 garbharai ki jay 🙏
ଆମର ନୁଆକଟ୍ ଗାଁ ରେ ବି ମାଁ ଗୋରବରାଈ ଅଛି ବାଈ 🙏🙏ବୋହୁତ ବଡିଆ ଲାଗିଲା ମୋତେ ୍୍ହ ହେଟା ସତ ଆକା ମାଁ ଗୋରବରାଈ 🙏🙏🙏
Bahut hi sundar ଫିଲ୍ମ୍ ଦେଖିବାକୁ ସତରେ ବହୁତ୍ ଭଲ ଲାଗୁଛି ଏହି ଫିଲ୍ମରେ ନିର୍ଦ୍ଦେଶନା ବହୁତ ସୁନ୍ଦର ଏବଂ ହୃଦୟସ୍ପର୍ଶୀ ଆମ ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର କଳାକାର ମାନଙ୍କୁ ନେଇ ଏହି ଚଳଚ୍ଚିତ୍ରଟି ହୋଇଥିବାରୁ ଆହୁରି ମଧ୍ୟ ଅତି ସୁନ୍ଦର ଲାଗୁଛି ଥରେ ଦେଖିଲେ ମନ ବାରମ୍ବାର ଦେଖିବାକୁ ଇଚ୍ଛା ହେଉଛି ସତରେ ଏହି ଚଳଚ୍ଚିତ୍ରଟି ଲୋକ ଲୋଚନ କୁ ଆସିବା ପରେ ଲାଗୁଛି ଆମେ କୋରାପୁଟିଆ ମଧ୍ୟ କାହାଠୁ କମ୍ ନାହୁଁ ଏହି ଚଳଚ୍ଚିତ୍ରଟି ରେ ଅଭିନୟ କରିଥିବା କଳାକାର ମାନଙ୍କୁ ନିର୍ଦ୍ଦେଶକ ଏବଂ କାବେରୀ entertainment UA-cam channel କୁ ଅନେକ ଅନେକ ଧନ୍ୟବାଦ ଯେ ଏହି ଭଳି ଚଳଚ୍ଚିତ୍ରଟି ଆମ ମାନଙ୍କୁ ଭେଟି ଦେଇଥିବାରୁ ।
Bahut Sundar hoichhe
ବଡେ ଶରଧା ଲାଗଲା, ଏ ସିନମା କଥା ଆରି ଅଭିନୟ ନିମାନ୍ ଲାଗଲା ଅଛେ; ମତେ ଆକା ...!
ଆମ କୋରାପୁଟିଆ କଳା, ସଂକୃତି ଏଂବ ଭାଷା କୁ ଏହି ଭିଡ଼ିଓ ମଧ୍ୟାମ ରେ ପରିବେଶଣ କରିଥିବାରୁ ସମସ୍ତ କଳାକାର ମାନଂକୁ ଧନ୍ୟବାଦ ଜୟ ଅଧିବାସୀ
ଅତିସୁନ୍ଦର ଆମ କୋରାପୁଟିଆ ସିନେମାଟି ହେଇଛି ଭାଇନା ❤❤❤
ବହୁତ ଭଲ ଲାଗିଲା ❤❤❤
If I am not wrong, Rai film will also be added to the top 10 koraputia films of all time like #Chondalo #Noni_Dhoni #Pension #Thikona #Mahanataka #Kamli #Kalaboti #Pratigya #Mati_au_Maa And now #Rai
Nice movie . Great acting by all especially Rai the main lead..❤❤
ବହୁତ୍ ବଢିଆ ଲାଗିଲା ଫିଲ୍ମ
ବହୁତ ସୁନ୍ଦର ❤❤❤🎉🎉🎉
ବହୁତ୍ ବଢିଆ ହେଇଛି ହୃଦୟ କୁ chuingala
Very nice..
Jai maa Garbharai 🙏
Bout sundar heichi film amti au film asu
ଏମିତି ସୁନ୍ଦର ଫିଲ୍ମ ଦେଇଥିରୁ ସମସ୍ତ ଙ୍କୁ ମୋର ଧନ୍ୟବାଦ ❤
ବହୁତ ସୁନ୍ଦର ❤❤❤
Bhahuth sundar Jay Koraput ❤❤❤❤❤👍💯
ପ୍ରଥମ ଥର ପାଇଁ ଗୋଟିଏ ସତ୍ୟ କାହାଣୀ ରେ ଆଧାରିତ କୋରାପୁଟିଆ ସିନେମା କୋରାପୁଟିଆ ଭାଷା ରେ କରା ହେଇଛି, ଅବିଭକ୍ତ କୋରାପୁଟ ଜିଲ୍ଲାରେ କୋଳା ଏବଂ କୋଳାକାର ମାନଙ୍କ ଅଭିନୟ ର ଜୀବନ୍ତ ପରିଚୟ ଦେଇ ନୂଆ ଆଶା ର ଦିଗନ୍ତ ଦେଖାଇ ଦେଇଅଛି, ବହୁତ ସୁନ୍ଦର ହେଇଛି ❤❤❤❤ ଆଗକୁ ଆଉ ଏମିତି ସିନେମା କରିବ ବୋଲି ଅମୋର୍ ଆଶା ❤❤❤
ବୋହୁତ ସୁନ୍ଦର
Bohut sundoro heichi movie❤❤❤
ଜୟ ମା ଗର୍ବରାଇ 🙏🙏🙏
Love you bhai amiti film aji jaye dekhini bahut bhala😅😅😅😅😅
😊😊😊 bahut bhala lagila story.....
Jai chaunriya ati sundar acting somsto kolakara nku antorik dhaneybad Jai kala film bay ground music super somsto abhinaya super
ବଉତ ସୁନ୍ଦର 👌👌👌👌👌👌👌ଫିଲ୍ମ
Bahut sundar ahichi sir film 🎉 congratulations sir 🫡👌🙏🙏
Bhaut bhal heichi ❤
ବହୁତ୍ ବଢିଆ ହୋଇଛି❤❤
Really heart touching short movie ❤❤
One of the best koraputiya film ever till now really its very heart touching story 🤩
ପ୍ରଥମ ଥର ପାଇଁ ଗୋଟେ ସତ୍ୟ କାହାଣୀ ରେ ଆଧାରିତ କୋରାପୁଟିଆ ଫ୍ଲିମ୍ କୋରାପୁଟିଆ ଭାଷା ରେ କରା ହେଇଛି, ଅବିଭକ୍ତ କୋରାପୁଟ ଜିଲ୍ଲାର କୋଳା ଏବଂ କୋଳକାର ମାନଙ୍କ ଅଭିନୟ ର ଜୀବନ୍ତ ପରିଚୟ ଦେଇ ନୂଆ ଆଶା ର ଦିଗନ୍ତ ଦେଖାଇ ଦେଇଅଛି, ବହୁତ୍ ସୁନ୍ଦର୍ ହେଇଛି କୋରାପୁଟିଆ ଦେଶିଆ ଫ୍ଲିମ.🙏❤️❤️😍😍👍👍💯💯🔥🔥❤️🩹❤️🩹
ଜୟ ମା ଭଣ୍ଡାରଘରଣୀ, ଜୟ ମା ପେଣ୍ଡ୍ରାଣୀ..🙏🙏🙏
🌼....JAI....MAA GARBHAR RAE🙏🙏🌼🌼
ବହୁତ ସୁନ୍ଦର ହେଇଛି ❤❤❤movie ❤❤❤❤
Bahut badhia ❤
ବହୁତ୍ ସୁନ୍ଦର୍ ପରିକଳ୍ପନା।
ଜୟ କୋରାପୁଟ ❤
ଅତି ସୁନ୍ଦର 🙏🙏
ବହୁତ୍ ଦିନ ପରେ କୋରାପୁଟିଆ ଫିଲ୍ମ ଦେଖିବାର ସୁଜଗ ମିଳିଲା, ବହୁତ୍ ସୁନ୍ଦର୍ ମନ ଛୁଆଁ ଦୃଶ୍ୟ
Thank you all team ❤❤❤
Koraputia movie super Achi I enjoyed this movie super sa Uper wali movie
Nice cinema. Jai koraput. All characters are perfectly played their role. Please translate to Hindi and Telugu also.
Voice dubbing mast ହେଇଛି 👌👌
Bouth sundar bhai
Beautiful ❤️ movie... direction bahut bhala re karichanti Bulu kumar acting bahut realistic laguchi satare movie bhalia laguni reel nai real laguchi as a camera man and editor mate pratyaka angel mate sikhibaku milichi 100 ru 110% heichi ...mo all time favourite actor manas bhai bablu bhai natural actor ......
ସୁନ୍ଦର ଉପସ୍ଥାପନା 😭😭😭😭❤️❤️❤️❤️
ବହୁତ ସୁନ୍ଦର ❤❤❤🔥🔥🔥
ବହୁତ୍ ସୁନ୍ଦର ବହୁତ୍ badhia ଲାଗିଲା ଆଉରି ଏନ୍ତି ଏନ୍ତି vdo ବାନାୟ ତେ ର ଆମେ ତମକେ ସପଟ୍ କାରବାର ଲାଗି ସବୁଦେୟ ଆଛୁ ❤❤❤❤❤❤❤❤❤
It's very good, the sound and the picture are good and the story is amazing.......🥰🥰🥰🥰🥰
Satre friend mon ku chuei gala🥲🥲🥲🥲
Mon ke chui gala aamor karaputia film ❤❤❤❤❤❤❤❤❤❤❤❤
ଜୟ ମାଁ ଗର୍ଭରାଇ
Bhai o bhauni Mane nabarang pur zila papdahandi black gp nuakote pujariguda gramre maaGarvrai mandhir aachi
Super heichi ❤❤❤
Bohut sundar haichi movi .....nyc Manas babu
ଅର୍ଝିନାଲ୍ ଷ୍ଟୋରୀ କିହେ ଜାଣିଚ
Super... movie 🎥🎥🎥🎥. Thank you the production unit and Director Bulu Sir for making this epic Odisha cultural movie...
Really amazing 🤩😍
Sabu balo achi je tike tike odia language mise jauchi Bhai hauri sa bawth bodia achi...adt.camera sot abhinay bouth badia achi🎉 congratulations kabere.. good 💯💯💯💯💯💯💯💯💯💯💯
I love Koraput forever ♥️ ❤️ 💛 💓 💕 💗 ♥️ ❤️ 💛 💓 💕
Super heichi muvi
Bohut sundar movie 😢
❤Very imotional story 🙏
Film ର ପ୍ରତି second ku ଉପଭୋଗ କଲି ବହୁତ ସୁନ୍ଦର ହେଇଛି ଭାଇ ଧନ୍ୟବାଦ୍ ସୁନ୍ଦର ଭେଟି ଆମ ପାଇଁ
Bahut bodhia❤
Beautiful movie 🎥 I love koraputia movie
Very beautiful. Desia short cinema. Keep it
Ki sundhar desia movie ❤❤
Bahut badhia 👍🏻
Heart touching movie 💐
Bahut sundar historycal movie
Jai maa garab rai
Mar deki kari 10 minutes helache matar mast lagsi che
Congratulations all team members 🎉
Nua kote pujariguda Garvrai mandhir achi