Це відео не доступне.
Перепрошуємо.

ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ || BALASORE NEWS

Поділитися
Вставка
  • Опубліковано 8 лип 2024
  • For latest Odisha News Follow us:
    LIKE | COMMENT | SHARE | SUBSCRIBE
    Visit:
    UA-cam: / konarklive
    Facebook: / konarklive24x7
    Twitter: / konarklive
    #KONARKLIVE #BALASORE NEWS
    Contact - 7978697833

КОМЕНТАРІ • 277

  • @manashnayak2794
    @manashnayak2794 28 днів тому +65

    କଲେଜ ଝିଅ ରାସ୍ତାରେ ଗଲାବଳେ ସାଇଟି ଦିଅତି ନାହିଁ ଯେମିତି ତାଙ୍କ ବୋପା ରାସ୍ତା କାହାର ଭୁଲୁ କାହାର ଠିକି ବିଚାର କରା ଯାଉ

  • @mangalkumaryoutubechannel
    @mangalkumaryoutubechannel 29 днів тому +55

    କଲେଜ ପିଲା ମାନେ ରାସ୍ତା ଉପରେ ଦୋଳ ଦୋଳ ହୋଇ ଚାଲୁ ଥାନ୍ତି. କଲେଜ ପିଲା ମନେ ଭାବନ୍ତି ତାଙ୍କ ବୋପା ରାସ୍ତା

  • @user-fr2ru9of4w
    @user-fr2ru9of4w 29 днів тому +244

    ସବୁ ରଡ଼ ରେ କଲେଜ ଝିଅ ପୁଅ ଦଳ ଦଳ ହୋଇ ଯିବା ଆସିବା କରୁଛନ୍ତି

    • @npmediapresents
      @npmediapresents 29 днів тому +13

      Right bro

    • @krishna3437
      @krishna3437 29 днів тому +10

      Right ✅️

    • @user-yk1fh3vj7r
      @user-yk1fh3vj7r 29 днів тому +8

      You are right bro 👍

    • @bhabanemallick1801
      @bhabanemallick1801 29 днів тому +2

      Wright

    • @_moon_girl_sanju
      @_moon_girl_sanju 28 днів тому +3

      Are bhai clg samayare samaste emiti janti. Ta boli kn gadi upare chadheidaba. Tama ghara ra jia heithanta samaste right....na tamaku khali spelling asuchi....

  • @user-ni9ps3lz9p
    @user-ni9ps3lz9p 29 днів тому +193

    କଲେଜ ଛାତ୍ରୀ ମାନେ ରାସ୍ତାରେ ଗଲା ବେଳେ ରାସ୍ତା ଛାଡନ୍ତି ନାହିଁ

    • @NamitaHansdahofficial
      @NamitaHansdahofficial 29 днів тому +6

      Right bro

    • @user-cb8hs4di7v
      @user-cb8hs4di7v 29 днів тому +4

      ତା ବୋଲି ଚାପି ମାରିଦେବ

    • @Banara8144
      @Banara8144 29 днів тому +3

      ​@@user-cb8hs4di7vବଡ଼ ଗାଡ଼ି ଦେଖା ଯାଉନି ତୁ ମ କୁ

    • @npmediapresents
      @npmediapresents 29 днів тому +8

      ସବୁ ବେଳେ ମାଷ୍ଟର ମାନେ ଛୁଆ ମାନଙ୍କୁ ବୁଝାନ୍ତି ରାସ୍ତା ରେ ଗଲା ବେଳେ line ରେ cycle ଚଳାଅ boli ହେଲେ ଏମାନେ ମାନିବେନି ଗୁରୁଙ୍କ କଥା ନ ମାନିଲେ ଏମିତି ହବ

    • @narendraknaik2374
      @narendraknaik2374 29 днів тому

      କେହି ଜାଣି ଜାଣି ଚାପି ଦିଅନ୍ତିନି​@@user-cb8hs4di7v

  • @biswalchandan182
    @biswalchandan182 26 днів тому +26

    ଆଜିକାଲି ଛାତ୍ର ଛତ୍ରୀମାନେ ଯିବା ବେଳେ ଯେମିତି ଯାଉଛନ୍ତି ମା ଗଙ୍ଗା ହି ଜାନତି

  • @sanjaykumaryoutubchennal3360
    @sanjaykumaryoutubchennal3360 29 днів тому +61

    କଲେଜ ଝିଅ ବା ପୁଅ ବି କମ୍ ନୁହନ୍ତି ସାଇକେଲ ଗାଡ଼ି ରେ ଦଳ ଦଳ ହଇ ଚାଲିଥିବା ର ଆମେ ବି ଦେଖିଛୁ ଅନେକ ଜାଗାରେ ଖାଲି ଚାଳକ କୁ ଦୋଷ ଦେଇ ହେବନି ଭାଇ......

  • @duburajbandia5800
    @duburajbandia5800 29 днів тому +138

    Traffic ନିୟମ ମାନିବେ ନାହିଁ ଚାକିରୀ ମାଗିବେ
    ଥରେ କଲେଜକୁ ଯାଉଥିବା ପିଲାଙ୍କୁ ଦେଖନ୍ତୁ ଜାଣିବେ ସେମାନେ କେତେ discipline

  • @dasarathisingh599
    @dasarathisingh599 29 днів тому +114

    ଭୁଲ କାହାର ଆଗ ଦେଖ ତା ପରେ ବିଚାର କରାଯାଉ

  • @gopalmarndi9205
    @gopalmarndi9205 29 днів тому +64

    ଆଜି କାଲି ସ୍କୁଲ କଲେଜ ପିଲା ମାନେ ଦଳ ଦଳ ହୋଇ ରାସ୍ତା ର parallel ନୁହେଁ cross ରେ line ହୋଇ ସାଇକଲ ରେ ଯିବା ଆସିବା କରନ୍ତି, ଖାଲି ଡ୍ରାଇଭର କୁ ଦୋଷ ଦେଲେ ହେବନି।

  • @bhabanismalik5639
    @bhabanismalik5639 25 днів тому +10

    ଜଲଦୀ ଜଲଦୀ ଡ୍ରାଇଭର କୁ ଛାଡ଼ ତାର କିଛି ଭୁଲ ନାହିଁ ଝିଅ ଗୁଡ଼ା ଏମିତି ରାସ୍ତାରେ ପାପକି ପରି😂

  • @RameshNayak09
    @RameshNayak09 29 днів тому +42

    ପ୍ରାୟ ତ ଆମେ ଦେଖୁ ଝିଅ ମାନେ ଯୋଉ କଲେଜ ସ୍କୁଲ ହେଉ ରୋଡ଼ କଭର କରିକି ଯାଉଛନ୍ତି

  • @pradeepmishra9661
    @pradeepmishra9661 29 днів тому +59

    କଲେଜ୍ ଝିଆ ମାନଙ୍କର ସବୁ ଭୁଲ୍ ହେଲେ ଡ଼୍ରାଇଭରଙ୍କୁ ଆଜଥ ଦୋଷ ଦିଆଯାଇଛି

  • @RanjanMuduli-sx7ln
    @RanjanMuduli-sx7ln 29 днів тому +34

    କଲେଜ ଝିଅ ର ଭୁଲ

  • @biswalchandan182
    @biswalchandan182 26 днів тому +10

    ଆରେ ଭୁଲ୍ କାହାର ତ ଆଗ ଦେଖ ଟ୍ରାକ୍ଟର ର ନ କଲେଜ୍ ଝିଅର

  • @shortsvideo949
    @shortsvideo949 29 днів тому +83

    ଏଇ ଲାଗି ଡ଼୍ରାଇଭର ଦୌଡ଼ି ପଳାନ୍ତି।

    • @amitmk403
      @amitmk403 27 днів тому +6

      ମାଗିଆ ତମର ଯଦି ଭାଇ କି ଭଉଣୀ ହେଇଥିଲେ କଣ ଏମିତି କହିଁଥାନ୍ତ କି ବେ

    • @shortsvideo949
      @shortsvideo949 26 днів тому +2

      @@amitmk403 ତାକୁ ଟଙ୍କା ମିଳିବନି ନା।esharm,insurance , ଅଫିସର ମାନେ ଅଛନ୍ତି।ଗାଡ଼ି ମାଲିକ କୁ ତୋ ଧରିଛ ପରି।ମାଲିକକୁ ଛାଡ଼ି ଡ୍ରାଇଭରକୁ ମାରିଲେ ତୁମେ କେବେ ଭୁଲ କରିବନି କି।ତୁମେ ତାଙ୍କ ବାଟେ ଗଲା ବେଳେ ସିଏ ଛକିବେ।

    • @shortsvideo949
      @shortsvideo949 26 днів тому +3

      @@amitmk403 ଡ଼୍ରାଇଭର strike ଏତେ ସବୁ ଲାଗି କରନ୍ତି।ଜଣେ ଡ଼୍ରାଇଭର ର ଦୁଃଖ କେତେ ଶୁଣିଛ।

  • @gandhitudu5535
    @gandhitudu5535 29 днів тому +35

    Driver ro bhul nahi re bhai.... 😂😂😂😂

  • @WorldStory-nb
    @WorldStory-nb 26 днів тому +8

    College students ମାନକୁ ପିଟ ବୋ ରାସ୍ତା ରେ ଗଲାବେଳେ ରାସ୍ତା ନାଇଁ ଛାଡନ୍

  • @lagosingh2017
    @lagosingh2017 28 днів тому +6

    ବହୁତ ଖରାପ୍ ଲାଗିଲା,,,,We want justice

  • @jagenkumarsoren2106
    @jagenkumarsoren2106 29 днів тому +16

    College jhio Mane b bohot vip joma b rasta chadibe nahi

  • @Jayanti566
    @Jayanti566 25 днів тому +6

    ଡ୍ରାଇଭର ର କିଛି ଦୋଷ ନାହିଁ ତାକୁ ଛାଡ଼ି ଦିଆଯାଉ

  • @editingmaster0.491
    @editingmaster0.491 26 днів тому +6

    ଭଲ ଭାବରେ ପଚାର ସବୁ...ତାପରେ ଜଣା ଯିବ...ଏମିତି କି6i na ଜାଣି ଡ୍ରାଇଭର କୁ ସବୁ ଦେଶ ଦେବା ଠିକ୍ ନୁହେଁ

  • @dinuamayat-qs7cm
    @dinuamayat-qs7cm День тому +1

    ଜା ‌ହେଇଛି‌ ବହୁତ ଭଲ ହେଇଛି ଜଣକୁ ଡ୍ରାଇଭର ଭାଇ ତମେ ଦଶଜଣକୁ ମଡ଼େଇ ବା କଥା

  • @bhanjdisom1635
    @bhanjdisom1635 29 днів тому +9

    College jhio mane road majhire cycle cholanti aou jadi bhulre horn marila gola .. eyade siyade cholei diyanti

  • @user-wk4mb6cj7v
    @user-wk4mb6cj7v 28 днів тому +7

    ପୋଲିସ କଣ ନ୍ୟାୟ ଦେବ ବୋଲି ଭାବୁଛ 😂😂

  • @sendraentertainment5303
    @sendraentertainment5303 28 днів тому +5

    College ପିଲା ମାନେ ବି ସେମିତି

  • @devkhuntia6623
    @devkhuntia6623 24 дні тому +2

    ଜଣେ କହୁ ଛି 10lak ଆଉ ଜଣେ କହୁଛି 50lak ଆଉ ଜଣେ କହୁଛି ଚାକିରି ସରକାର ଏଠୀ କଣ କରିବ କ

  • @Pxjgffchhn
    @Pxjgffchhn 25 днів тому +3

    କଲେଜ୍ ଜିଓ ମାନଙ୍କ ପୁରା ଭୁଲ

  • @udayacreations4843
    @udayacreations4843 25 днів тому +2

    ଏହା କେବଳ କଳିଯୁଗ ର ଆରମ୍ଭ

  • @dinuamayat-qs7cm
    @dinuamayat-qs7cm День тому +1

    ମୁଁ ହେଇଥିଲେ ଦୁଇ ଜଣକୁ ଏକା ଥରେ ଚାପି ଦେଇଥାନ୍ତି

  • @agastirider8180
    @agastirider8180 29 днів тому +8

    Driver ku semiti karibaku kie adhikar dela tuma mananku

  • @kids-r8y
    @kids-r8y 26 днів тому +5

    Dvriver ku chadidio tar kichi bhul nagii😢😢

    • @abhijithembram5448
      @abhijithembram5448 19 днів тому +1

      Bhai Aji Kalika College Girls/Boys Mane Road 🛣️ Cover Koriki Jaanti 🥲 Hei Pare Jhio Ro B Bhul Thai Pare 🥺

  • @Daddy_237
    @Daddy_237 26 днів тому +4

    10 Lakh Deiki Puruna Tractor Naba Apekhya Nua Tractor Kini Aniba Bhala 🙂

  • @dinuamayat-qs7cm
    @dinuamayat-qs7cm День тому +1

    ସେମିତି ମଲେ ହିଁ ଅଲଗା ଝିଅ ମାଗିଆ ମାନେ ସଚେତନ ହୋଇ ସାଇଡ଼ରେ ଜିବେ ଜା ବି ହେଇଛି ଭଲ ହଇଛି ଦଶଜଣ ମରିବା କଥା ଜଣେ କେମିତି ମଲା ମୁଁ ଏଇୟା ହିଁ ଭାବୁଛି

  • @homundaaarsi9489
    @homundaaarsi9489 29 днів тому +6

    Collector office gherao Kara jao.. Sabu students aou gaon Lok mishiki..

  • @biggboss.124.
    @biggboss.124. 29 днів тому +11

    ସରକାର ଭୁଲ

  • @Adisakti4158
    @Adisakti4158 29 днів тому +9

    Break nahi jadi gadi ku nuhe malik ku pura fasidia sabu malik thik bujhibe

  • @SamirBehera110
    @SamirBehera110 27 днів тому +2

    Justice

  • @premlalmallick5734
    @premlalmallick5734 23 дні тому +1

    ବହୁତ ଦୁଃଖ ଲାଗିଲା 😂

  • @Pxjgffchhn
    @Pxjgffchhn 25 днів тому +1

    ସବୁ ପାଲତୁ ଲୋକ ଶଳା ସରକାର ଯୋଉ ଘର ଦଉଛି ବାଲି ନ ଆଣିଲେ। କଉଟି ଘର କରିବେ କଣ ଧାନ କୁଣ୍ଡାରେ

  • @chandrasekharsanta-bj2ux
    @chandrasekharsanta-bj2ux 27 днів тому +2

    College students mane gai goru bhali rastare chalanti 😢

  • @BiswajitPradhan-qx1vk
    @BiswajitPradhan-qx1vk 25 днів тому +1

    ଭାରତ ରେ ଲୋକ ସଂଖ୍ୟା 150 କୋଟି ଆଉ ରାସ୍ତା ସବୁ ସଂକୀର୍ଣ୍ଣ। ରୋଡ ରେ ଲକ୍ଷ ଲକ୍ଷ ଗାଡ଼ି ଚଳୁଛି ହେଲେ କାହାକୁ traffic rule ଜଣା ନାହିଁ। ସଡକ ସୁରକ୍ଷା ଶୁନ।

  • @KavitaMohakud
    @KavitaMohakud 4 дні тому

    We need justice 😢😢😢...
    I'm here one of A student 😕🤗🥺😔💞

  • @user-ug2qq5ug1h
    @user-ug2qq5ug1h 29 днів тому +2

    Good dicision

  • @manahembram8652
    @manahembram8652 29 днів тому +4

    Investigation haba ..

  • @grsentertainment6989
    @grsentertainment6989 29 днів тому +1

    ବଢିଆ unit villagers chada ni dabi ku Jai jagannath 🙏

  • @Linconsarap
    @Linconsarap 2 дні тому

    So said

  • @Laughingkb
    @Laughingkb 28 днів тому +2

    Ha government tanka family ru janaku collector karidau😂

  • @PabitraSingh-h7i
    @PabitraSingh-h7i 23 дні тому

    👍

  • @sibanisibani3575
    @sibanisibani3575 29 днів тому +9

    Bhai ro bi kichhi bhul nai

  • @niharranjanbastianihar9379
    @niharranjanbastianihar9379 24 дні тому +2

    ମୋହନ ମାଝୀ ଓଡିଶା ପାଇଁ ଶୁଭ ନୁହନ୍ତି

    • @YG__India
      @YG__India 18 днів тому

      ବାଳ ଲୋକ ଭୁଲ କଲେ ନେତା ଭୁଲ୍

  • @JatindraNaik-wd2mp
    @JatindraNaik-wd2mp 27 днів тому

    goodmorning,dada,rama

  • @nityanandadas295
    @nityanandadas295 29 днів тому +3

    Jay shree jagannath🙏🙏🙏

  • @manojpande9463
    @manojpande9463 26 днів тому

    Bahut sachot loka ta tume dhadi dhadi heiki jiba na rode tuma Bopara ta au tike jodi hieiki jao suniki dukha vi laguchi Jay Jagannath 🙏

  • @dinuamayat-qs7cm
    @dinuamayat-qs7cm День тому

    ସେ କଲେଜ ର ଆହୁରି ଦୁଇ ତିନିଟା ଝିଅକୁ ଚାପିଦିଅ ତାହେଲେ ଏକା ସବୁ କଲେଜ୍ ର ଝିଅ ମାନେ ସାଇଡ଼ରେ ଜିବେ

  • @kanakpadhan8513
    @kanakpadhan8513 18 днів тому

    ଲାଜ ନାହିଁ ତୁମ ମୁହଁକୁ ସଳେ ରାସ୍ତା ଅବରୋଧ କରି ଯିବ ହେମିତି ହେବନି

  • @RajalaxmiSwain-bc9kq
    @RajalaxmiSwain-bc9kq 24 дні тому

    ଚାଲି ନଜାଣିକି ବାଟର ଦୋଷ ପିଲା ରାସ୍ତା ଯାମ କରିକି ଯାଉଛନ୍ତି କିଏ ବା କଣ କରିବ

  • @bapisingh5897
    @bapisingh5897 23 дні тому

    କଲେଜ ଝିଅଙ୍କର ବି ଭୁଲ ରହୁଛି

  • @SantaliKingOfficial
    @SantaliKingOfficial 24 дні тому

    Bhai 50 Lakh Kiye Debe?
    Tome Tractor Podi dele Maliko ro Insurance thile se ta Tracktor paijibo,
    Death family ku kichhi miliboni.
    Se Maliko 50 Lakh re 6-7 ta Tractor kini nebo.
    Demand bholi demand rakhantu.

  • @sanjuptiexpress1571
    @sanjuptiexpress1571 28 днів тому

    🙏

  • @urbashisingh2015
    @urbashisingh2015 24 дні тому

    50.lakh ମାଗ... ମଣିଷର ମୂଲ୍ୟ.. କଣ 10. ଲକ୍ଷ ?

  • @RainRdh
    @RainRdh 25 днів тому +2

    Sea driver Abe nahi ea duniarea😢😢😢

  • @user-ve6xo8bb3c
    @user-ve6xo8bb3c 24 дні тому

    Tame ୧ ବର୍ଷ ଦାବି କଲେ ବି କିଛି ହେବ ନାହିଁ ଆଗରେ ପୋଚାର ଭୁଲ୍ କାହାର ଟିକ୍ କାହାର ... ତା ପରେ ଦାବି କର ଭଲ ଥିବ

  • @padmabati2256
    @padmabati2256 21 день тому

    ମୋଧ ନିଶା ସବୁ

  • @SorenPatra
    @SorenPatra 7 днів тому

    ❤❤❤❤😢😢😢😢😢

  • @BishnuBeshra-qc3jk
    @BishnuBeshra-qc3jk 18 днів тому

    Bhai gute limit rahithae 50lakh magiba j sei drivar ta kouthi paiki deba paisa sei hele Kona janiki chekeila ki sei Jhia ku galti re dhoka heijaithiba please 50lakh maga nai

  • @user-yo4yq5cm8u
    @user-yo4yq5cm8u 25 днів тому +1

    Prabal madam mara draivarku

  • @sumantanayak-likun
    @sumantanayak-likun 22 дні тому

    Thik hoechi jemti rasta ku nija bopa rasta vabi dala dala hoejaucha amti nama neba thik hoechii kounasi driver madua nuha vla driver b ae vali case re fasijanti jou case re a dosi nuthibe a clg pila nku amti darkr

  • @samirgil8969
    @samirgil8969 27 днів тому

    Chakiri diajau wow ae line ta bahut bhala lagila 😅😅😅

  • @Lituvlog456
    @Lituvlog456 27 днів тому

    Justice for girl 😢

  • @harishchandramohanta2075
    @harishchandramohanta2075 24 дні тому

    College student boli bohut
    Style road chhadi beni gote linere 3jon 2jon cycle chlaebe

  • @RTiger-eb5kk
    @RTiger-eb5kk 28 днів тому +1

    Ei bholia chandaneswar re hei thila sepoto ku sobu jhio bhili bhili cycle rastare cholai thanti

  • @harishchandramohanta2075
    @harishchandramohanta2075 24 дні тому

    Driver janiki bhul kori no thibo karon mu jone driver dekhichhi college student ro style

  • @pinkisahoo4461
    @pinkisahoo4461 14 днів тому

    Sabu vul drivar ra nuhh se kn taku maribaku chahuthila ki vul se jhia bhagya ra🙏

  • @biswanathamallik3803
    @biswanathamallik3803 26 днів тому

    Gote jhia pain eta jhagada karucha ta badalare jadi gote pua heithanta teba sei pua pain road re ladaei karithanta 😢😢❤

  • @biswajitkumar19
    @biswajitkumar19 28 днів тому +1

    ଶଳା ମଦ ପିଛି

  • @sidhantanaik6566
    @sidhantanaik6566 25 днів тому

    College student mane road cover kariki jauchhanti jete horn marile sona nti ni

  • @AarotiSoren
    @AarotiSoren 22 дні тому

    Driver ku chadi diya tara bhul nahi
    Sobu college students ro bhul

  • @bikramkumarswain9416
    @bikramkumarswain9416 28 днів тому

    ଗୋଟେ ଝିଅ ଜୀବନ କଣ 50000 ଟଙ୍କା

  • @silurana5843
    @silurana5843 25 днів тому

    Govt chakiri na mo banda dia jau first aita dekha kahar bhul mo matare aji kalika college pila road re dala dala line heiki jauchanti rasta chhafunahanti

  • @sunilsahoo7434
    @sunilsahoo7434 27 днів тому

    I lost my youngest cousin 10 days ago due to a road accident. These sand truck and lorries flout all traffic rules.

  • @ratnakarmaharana8079
    @ratnakarmaharana8079 26 днів тому

    Bhul kahar age dekha ta pare jaha .road upare line kariki jauna

  • @bhagabatamurmu5721
    @bhagabatamurmu5721 28 днів тому +1

    Sabu college pila manokar bhull ,,,

  • @pappurana4082
    @pappurana4082 12 днів тому

    Driver ra bhul nahi college pila mane hi dayi se mane side madhya dianti nahi

  • @JoshodaEkka
    @JoshodaEkka 11 днів тому

    Jaha kaha bhai Driver ra bhul nahi

  • @prakashpatra9032
    @prakashpatra9032 25 днів тому

    Jodi document thik achi tanku kichi tonka dio gote jibon ra mulya bahut...

  • @user-rx2pt1pf5n
    @user-rx2pt1pf5n 6 днів тому

    Aji kali madua draivar mane amiti kahuchanti joumane coment daucha tike bhabiki dia jadi tama ra gote chhua heithiba au trak tale tanka jibana najiba semiti coment dia nale bhagban achhanti kie kahiba kali tama bansa budijaba ki tama pila bikalanga kukura hei rasta re ghusuriba, Are gote pila marijaichi kahara jiban neba kahara driver mananku kie adhikar deichi ara Barsha gote maa jhia ku chapidele godei godei amanku fasi dia jau je janaka jiban nouchi taku bi fasi dia jau au a police bala bi nari manaku sanman dou nahanti A odisa Nari nirjatana re 1 number award paiba kie atma hatya Kalani , ta kie nya police pakhare soi ijat bikibaku badya hauchi, kouthi niriha loka ku dhamki samanya bhul pain hajar hajar tanka lutuchanti a desare police bada dalari bada bhikari niday kathor badmas joumane bi amiti karuchanti bhagban tanu pangu karidiantu au jiban jaka kukura bhali banchantu. he bhagban A niriha lokamana a rakhyasa mananka kabalaru rakhya karantu Om shanti,🙏

  • @AmaraSahu-eg4gl
    @AmaraSahu-eg4gl 22 дні тому

    Ae bhulu sarkara bhulu kahnikina raltipaii

  • @basantajena3220
    @basantajena3220 26 днів тому

    College pila mane road ku bahut time re dekha jae cover kariki chalanti

  • @tkpcreation1318
    @tkpcreation1318 23 дні тому

    Jhia ra bhul thiba 80%

  • @rabindrasahoo1058
    @rabindrasahoo1058 25 днів тому

    Au tikia Mela bandhiki juba

  • @Jogeswar-x8b
    @Jogeswar-x8b 9 днів тому

    Sabubele Driver ro bhul nothae hele kn koribo proman nothile driver kichi kori pare nahi. So driver bhai mane cc camera gadi re logantu.

  • @jadabnayak5926
    @jadabnayak5926 7 днів тому

    College chhatra chhatri mane kau balaku road upare cchaluchanti

  • @DKkalukhatokavlog
    @DKkalukhatokavlog 28 днів тому

    Amo college girl 😭

  • @rajkishorejena7549
    @rajkishorejena7549 26 днів тому

    Sabu bhul government ra karana dekhantu se gadira break nahni sethilagi durghata ghatichhi se gadi rastare chaluthila kemiti au government kamare lagithila kemiti

  • @radhekrushnapanda8547
    @radhekrushnapanda8547 25 днів тому

    Bhai patha padhuthilr ki se ghara chalau thile

  • @bichitramalik1398
    @bichitramalik1398 23 дні тому

    Se college pilara bhul thiba ninchaya

  • @srikantabehera5768
    @srikantabehera5768 25 днів тому

    Driver sangha kuade gala 🙏🙏

  • @kumaramirdha-mw1we
    @kumaramirdha-mw1we 20 днів тому

    😮😮😮😮😢😢😢😢😢

  • @sipuvlogs6033
    @sipuvlogs6033 28 днів тому

    Tractor asuthibaro dekhi se jhio site heleni kn pai

  • @user-xq1yr2fs2g
    @user-xq1yr2fs2g 26 днів тому

    Bhai mu jane truck driver. Mu sabu belw dekhichi college pila mane rasta pura cover kariki jauthibe . Ete raga chide ichha hue maghia ku dhania chatani pari batiki rakhibi hele khali rati re college jiba dorkar dina bela ame dhara padijau maghia mari jaichi bhala heichi😅😅