Khash kari aei nacha hin aama gaan re heithila bahut sundar heithila mu bahut miss you karuchi pakhare dekhile dara laguchi😮😮amti ama odisha ra kalaku bajai rakhithao dhanyavaad❤❤❤❤❤🙏🙏🙏🙏🙏jay🙏🙏🙏 jagannath❤❤❤❤❤❤❤❤❤❤❤September 5.9.2024
Excellent performance madam👏👏👏👏👏👏👏🤩😍. Apana Manka talent ethi nuhe India got talent pari national and international platform re rahiba katha. Really You guys are so much talented ❤️👍.Your talent needs a better platform.
Sarakar ethi paine dhyana deba darakar..sarakar nka jina sahajyare emane kala ku banchai rakhichanti..sarakar ta sanskruti ku banchai rakhiba paine kahuchanti..kanhi keu kala ru kala ei sabu chali asuchi..emiti bahut kala thiba, jaha ki support na paiba karana ru haji jaithiba..
ବହୁ ଦିନ ପରେ ସତରେ ନହେଲେବି ୟୁଟ୍ୟୁବରେ ଦେଖିବାକୁ ସୁଯୋଗ ମିଳିଲା, ଜୟଶ୍ରୀ ରାମ୍🙏🙏🙏
ଧନ୍ୟବାଦ ବାବୁ କଳା ସଂକୃତି ଆଜି ପଯନ୍ତ ବଞ୍ଚାଇ ରଖିଛ
ଆଜି ପ୍ରମାଣ କରୀ ଦେଖେଇ ଦେଲେ
ନାରୀ ସବୁ କସ୍ଟ ସହିପାରେ
ଜୟ ଜଗନ୍ନାଥ 🙏🙏🙏🙏🚩🚩
ଆମ ଓଡ଼ିଶା ଆମ ଗୋଞ୍ଜାମ ର ଗର୍ବ ଜୟ ଜଗନ୍ନାଥ 🕉️🕉️🚩🙏
ପାଖା ପାଖି 35 ବର୍ଷ ତଳେ ଏଇ କେଳା ନାଟ ଆମ ଗାଁ କୁ ଆସିଥିଲା,, ସେଇଟା ମୋର ପ୍ରଥମ ଦେଖା,,, ସେ ଦିନଠୁଁ ଆଜି ଯାଏଁ ବହୁତ ଇଛା ହେଉଥିଲା ଦେଖିବାକୁ,,, ଯାହା ହେଉ ଆପଣଙ୍କ ଭିଡ଼ିଓ ରେ ଦେଖିବାକୁ ପାଇଲି ❤❤❤ବହୁତ ବହୁତ ଧନ୍ୟବାଦ ❤❤❤ସମସ୍ତ କଳାକାର ଏବଂ ଆପଣଙ୍କୁ ମଧ୍ୟ 🙏
ମନେ ପଡେ ସେ ପିଲାଦିନ, ବାଉଁଶ ରାଣୀ ର କମାଲ, ବହୁତ ଦେଖା ହୋଇଛି। ଧନ୍ୟ ବାଦ୍ ପୁରୁଣା କଳାକୁ ବଞ୍ଚାଇ ରଖିଛନ୍ତି।ଜୟ ଜଗନ୍ନାଥ 🙏
ସରକାରୀ ସ୍ତରରେ ପ୍ରୋତ୍ସାହନ ମିଳୁ।ଗଞାମ ର ସ୍ଵତନ୍ତ୍ର ଲୋକକଳା ପ୍ରଶଂସନୀୟ।ଜୟ ଜଗନ୍ନାଥ।ଜୟ ସାଇରାମ।
ଆମ ଓଡ଼ିଶାର ଗର୍ଵ l ଆମ କଳା ସଂସ୍କୃତି ଇତିହାସ l❤️
Satare ama odisha basibhari sahasi ,🙏💐❤️❤️❤️❤️❤️❤️❤️❤️❤️❤️
ଭୋଉଣୀ ତୁମକୁ କୋଟି ପ୍ରଣାମ 🙏🏾🙏🏾🙏🏾🙏🏾🙏🏾🙏🏾🙏🏾😊
❤
Very good performance.Jai Shree Ram.
ଓଡ଼ିଶା ର କଳା ବଚି ଥିବାରୁ ଧନ୍ୟ ବାଦେ
Very good telented lady.Jai Shree Ram.
Miss you children Life 😢😢😢
ଯେଉଁ ସମାଜ ରେ ଗୋଟିଏ ଗୋଷ୍ଠୀ ପେଟ ପାଇଁ ଜୀବନ କୁ ବାଜି ଲଗେଇ ମନୋରଞ୍ଜନ କରୁଛି...
ସେ ସମାଜକୁ ସଭ୍ୟ ବୋଲି କୁହାଯାଇ ପାରିବ ?
Jay jagannath ❤❤❤
Bahut badhia, bhauni mananku dhanyabad
ମୋର ପିଲା ବେଳ ର ଦେଖିଥିବା ଦୃଶ୍ୟ ଏବେ ମଧ୍ୟ ଅଛି । ଯାହା କି ପ୍ରତ୍ୟେକ ଗାଁ ଗାଁ ରେ ଦେଖିବାକୁ ମିଳିଥିଲା । ପୁଣି କେବେ କେଉଁ ଦିନ ସେମାନଙ୍କ ସହିତ ଭେଟ ହେବ । ଜୟ ଜଗନ୍ନାଥ ।
Jay Jagannath ❤❤❤❤
Thanks for this olden time video🙏🙏
Jay shree jagannath ❤😂🎉
Very good performance.god bless you
Jay ho baunsha Rani ra kamal
Very good performance
Tama thhu bada kehi a jagate nahi...mu samasta maa mananku koti koti pranam karuchhi...🙏🙏🙏🙏🙏
Great 👍
ପେଟ ପାଇଁ ନାଟ। ଦେଖିଲେ ଦୁଃଖ ଲାଗୁଛି।
ଭାରତୀୟ ନାରୀ ମାନଙ୍କର ଦୁଃସାହସିକ କ୍ରିଡ଼ା
You are Right 😢
Bohut sundra ❤👍
Jai jagannath
ଖୁବ୍ ସୁନ୍ଦର ଖେଳ ଧନ୍ୟବାଦ
Jay Jagannath
ମୋତେ ଲାଗୁଥିଲା ଏ ପ୍ରକାର କଳା ହୁଏତ ସମ୍ପୂର୍ଣ୍ଣ ଲୋପ ପାଇଯାଇଥିବ ହେଲେ ଆଜି ପୁଣି ଦେଖି ଯେତେ ଆନନ୍ଦ ଲାଗୁଛି ସେତେ ଦୁଃଖ ମଧ୍ୟ ଲାଗୁଛି ଯେ ଏହି ବୟସରେ ମଧ୍ୟ ଏହି ମା ଜଣଙ୍କ ଏତେ ବିପଦପୂର୍ଣ୍ଣ କାମ କରୁଛନ୍ତି...............
କିନ୍ତୁ ଏ ପ୍ରକାର କଳାକୁ ବଞ୍ଚେଇ ରଖିଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ୍ 🙏
Very nice ❤❤ school re padhila bele ama gn re dekhichi ❤❤
Indian God talente present kole Amanku kichi gute award milithanta,,bahut sundar karuchnti..dekhile aacharjya laguchi
Bhai jaha kahuchh kuha dekhile mote Dara laguchhi God bless you
Sm mote bi
Aur real artist 😊 they deserve aur respect ❤❤❤,, 🎉
India's got talent ku patheibaa kathaa😊
Jay Jagannath 🙏
jay jaganath
God bless you
Bhai mu choto bele dekhithili bahut miss karuchhi ❤
😢
Jay jagsnnath
Seper 👌👌
Very nice.God bless you.
Very good
ସୁନ୍ଦର ଖେଳ। ତେବେ ଗାଁ ଟା ଆହୁରି ସୁନ୍ଦର। ପାଖରେ ପାହାଡ଼। ପାହାଡ଼ କୁ ଲାଗି ଗାଁ।ଘର ସବୁ ବଢ଼ିଆ ଦେଖା ଯାଉଛି। ଗାଁ ନାଁ , ବ୍ଳକ୍ ଟିକେ କହିବେ କି?
ଗାଁ
Sata Katha vai
ଏମାନଙ୍କ ଆଗରେ ସବୁ ଯୋଗଗୁରୁ ଫେଲ ମାରିବେ।
God bless you ❤❤❤❤❤🎉
God blessed you
ଦୀର୍ଘ 15ବର୍ଷପରେ ୟୁଟୁବୁରେ ଦେଖିଲି👍👍😂😂😂😂🎉
Jày Jagannath 🙏🙏🙏👍
Very nice 😊😊😊❤❤❤
Ama ଗାଁକୁ ବହୁତ୍ ବର୍ଷ ପରେ ଆସିଥିଲେ ସେତେ ବେଳେ ମୁଁ ପଞ୍ଚମ ଶ୍ରେଣୀ ରେ ପଢ଼ୁଥିଲି ଆଜି youtube ରେ ଭିଡିଓ ଦେଖିବାକୁ ପାଇଲି
Jay shree jagannath mahapravu 🙏
ପରମ୍ପରାର ଝଲକ ଦେଖିବା ପାଇଁ ମିଳିଛି,ସେ କଳାକାରମାନେ ଏତେ କଷ୍ଟ କରୁଛନ୍ତି ସେମାନେ ସରକାରୀ ସହାୟତା ପାଇବା ପାଇଁ ଯୋଗ୍ୟ। ସେମାନଙ୍କ ପାଇଁ ସରକାର ପଦକ୍ଷେପ ନେବାକୁ ଅନୁରୋଧ
❤❤❤❤
Wow
❤
ମୁଁ ଯେତେବେଳେ ପ୍ରଥମ ଶ୍ରେଣୀ ରେ ପଢ଼ୁଥିଲି ଥରେ ଦେଖିଚି
Jay gaganatha
Good exercise
Satare ajk dekhile dukh lguchi god b dhoni ku dhana douch papo emanku to tk bless kr prabu
Beautiful memories
Very nice God bless you 😂😂
Jay Jay Shree Jagannat bagwan
Very nice❤❤❤❤❤❤❤
Tumoku bhagaban rakha kroantu jay sri ram
Superrrrr
Good Shanaya bhai
Good
Khash kari aei nacha hin aama gaan re heithila bahut sundar heithila mu bahut miss you karuchi pakhare dekhile dara laguchi😮😮amti ama odisha ra kalaku bajai rakhithao dhanyavaad❤❤❤❤❤🙏🙏🙏🙏🙏jay🙏🙏🙏 jagannath❤❤❤❤❤❤❤❤❤❤❤September 5.9.2024
They are the ancient gymnast
🙏🙏🙏🙏🙏
ଏତେ ରିସ୍କ ନେଇକି ଖେଳା ଦେଖାଇବା ସତରେ ମହାନ୍ ଯାହା ହେଉ ପରମ୍ପରା ବଞ୍ଚିକି ଅଛି
Jay shree ram 😢😢😢
Excellent performance madam👏👏👏👏👏👏👏🤩😍. Apana Manka talent ethi nuhe India got talent pari national and international platform re rahiba katha. Really You guys are so much talented ❤️👍.Your talent needs a better platform.
35 barsa pare kela nata ଦେଖିଲି 12:53 ଆପଣଙ୍କ ଚେନେଲ୍ ରେ ଧନ୍ୟବାଦ୍ ପୁରୁଣା କଳା କୁ ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ଥିବାରୁ ଆଜି କଲି ଏହା ଦେଖିବାକୁ ମିଳୁନି
ତା ହେଲେ, ବାଉଁଶ ରାଣୀ ଏବେ ବଡ଼ ହେଇଗଲାଣି
Best
ଏ କଳା କାର କଳା ପ୍ରଦର୍ଶନ କରୁଛନ୍ତିପେଟ ପାଇଁ
ଆଉ କିଛି ଦାରିଆଣି ରାତା ରାତି ଲଙ୍ଗଳା ହେଇ ଦୁଧ ଦେଖେଇ famous ହଉଛନ୍ତି
Ama odisha Mohan
ଗଞ୍ଜାମ ର ତମର କୋଉ ସାଇ
Hagura sai
Nice ❤
😊😊🎉❤
ପିଲା ଦିନ ଆଜି ମନେ ପଡ଼ିଲା ପୁଣି ଥରେ 😢
👍
🇮🇳💃
Kou gaon
Sarakar ethi paine dhyana deba darakar..sarakar nka jina sahajyare emane kala ku banchai rakhichanti..sarakar ta sanskruti ku banchai rakhiba paine kahuchanti..kanhi keu kala ru kala ei sabu chali asuchi..emiti bahut kala thiba, jaha ki support na paiba karana ru haji jaithiba..
W
Baunsha rani mankara talent dipeeks padukon pakhare achiki.......
😭😭😭😭
A sarakar garibanka dukha bujhuchhi boli. Degnura pituchhi amanankai jiban sandare kheluchhi
Kn pain ete kasta karuchi,jadi jiban palaiba kn Kari
12:23
More bi
Agaru asuthile abe asunahanti ama ade
Jadi padijib bopa bahaghara dekhib
ସେମାନେ କେବେ ପଡ଼ିନାହାନ୍ତି
@@raghunarhkarjee947right👍👍👍👍👍
Are ama odia parampara ku bajai rakhichanti se bhagwaan semananku saha jay🙏🙏🙏 jagannath❤❤❤❤❤
Bagabana tumaka saha huantu
Please , stop that because it is not safe
Sarakar sahajogakarantu
Practically army training