ମୁଁ ଟେନସନରେ ମଦ ପିଇଥିଲି ,ମୋର ଭୁଲ ହେଇଯାଇଛି ..ମତେ କ୍ଷମା କରିଦିଅ : ରାଜବୀରଙ୍କ ବାପା

Поділитися
Вставка
  • Опубліковано 23 жов 2024
  • Follow Us On
    OUR WEBSITE - odishabhaskar....
    FACEBOOK - / odishabhaskar
    TWITTER - ho...
    INSTAGRAM - / odishabhaskar
    #OdishaBhaskar #OdishaNews #BreakingNews #OdishaLatestNews

КОМЕНТАРІ • 1,1 тис.

  • @srujanee6554
    @srujanee6554 2 роки тому +358

    ଭାସ୍କର ମିଡିଆ ଭାଇ ରାଜ ବିର୍ କେଉଁଠି ଚିକିତ୍ସିତ ହେଉଛି ଓ ଚିକିତ୍ସା ର ଦସ୍ତାବିଜ ଦେଇ ଲୋକ ମାନଙ୍କ ମନର ସନ୍ଦେହ ଦୂର କରନ୍ତୁ ।

    • @suhaniexpress1432
      @suhaniexpress1432 2 роки тому +5

      Please check karantu sabu kichi rajveer ku kou doctor dekhichanti.... medical report check karantu........

    • @Akroutcreation
      @Akroutcreation 2 роки тому +2

      Aau kahari pakharu ek single paisa milibaar nahi chutiya...

    • @abhisekbarik1528
      @abhisekbarik1528 2 роки тому +1

      Aapna thik kahile... Nihati rupe satya Kn lolalochanaku aanatu

    • @khusichattips3443
      @khusichattips3443 2 роки тому

      🥺🥺✌️✌️✌️

    • @babub4u323
      @babub4u323 2 роки тому +3

      ପ୍ରମୁଖ କେତୋଟି ମିଡ଼ିଆ ଓ କିଛି ସମାଜ ସେବୀ ଏଥିରେ ସଂପୃକ୍ତ ଅଛନ୍ତି ।

  • @Shona7845
    @Shona7845 2 роки тому +100

    ଏଠି ମୁଁ କିଛି କହିବାକୁ ଚାହୁଛି 🙏🏼ଏଠି ଯେଉଁସବୁ ବଡ଼ ଭାଇ ମାନେ rajveer ବାପା ଙ୍କୁ ଖରାପ ବୋଲି କହିଛନ୍ତି, ଥରେ ନିଜକୁ ଟିକେ ଦେଖିଲ
    ଥରେ ଚିନ୍ତା କରିଲ ଏଇ ଘଟଣା ତୁମ ସହ ହେଇଥାନ୍ତା ଆଉ ତୁମେ ଏମିତି କିଛି tension କି ପାରିବାରିକ ଅସୁବିଧା ରେ drink କରୁଥିବ ଆଉ ସେ time re କେହି ଜଣେ vdo kariki emiti viral କରିଥାନ୍ତା ତାହେଲେ ତୁମ ଅବସ୍ଥା କଣ ହେଇଥାନ୍ତା ,
    ଆରେ ଭାଇ କେବେ କେମିତି ଖୁସି ରେ ହଉ କି ଦୁଃଖ ରେ ତୁମେ ବି ମଦ ପିଉଥିବ , ହେଲେ ଆଜି rajveer ପାଇଁ ଓଡ଼ିଶା ର ଲୋକ ମାନେ ସାହାଯ୍ୟ karuchanti ନା ସେଥି ପାଇଁ ଏଇ ଛୋଟ କଥା ରେ ଚାଲିଛି ଗୋଟେ ପ୍ରହସନ
    Plz 🙏🏼 ଭାଇମାନେ ଆପଣଙ୍କୁ ନେହୁରା ହୋଇ ଅନୁରୋଧ କରୁଛି
    ଏମିତି କରନ୍ତୁନି
    plZ 🙏🏼 Rajveer ra condition tk ଦେଖନ୍ତୁ 🙏🏼🥺
    ଯଦି ମୋ କଥା ଏଠି କାହାକୁ ଖରାପ ଲାଗିଥିବ
    Khyma କରିଦେବ
    କିନ୍ତୁ ମୁ ଯାହା କହୁଚି ଉଚିତ୍ କଥା କହୁଚି
    ଓମ୍ ନମଃ ଶିବାୟ 🙏🏼

    • @jitendrakumarnaik6232
      @jitendrakumarnaik6232 2 роки тому +5

      Good advise sir

    • @madhusmitanayak4764
      @madhusmitanayak4764 2 роки тому +7

      U r Ri8 sir

    • @sanskar1235
      @sanskar1235 2 роки тому +5

      You are right

    • @sagarswain5004
      @sagarswain5004 2 роки тому +7

      Are vai pila ta ahibhalya case mada kia piba ? tension ru mada pile kan Sabu tension paleiba ki katha vai tamara ethi ame help karichhu au loka nka thu collection karuchhu Khali ame nuhe prati area club pila sabu misiki kichhi collection karuchhanti , ethi fast food gupuchup wala bi 50 ki 100 deichhanti re vai .sehi paisha jadi tame mane 300, 500 tankara mada piba tahale anku kan kuha jiba are time achhi Sarkar nahale bi ethi sadharana loka kichhi tanka dauchhanti baki sakala 7ru rati 8jea jadi sabu dokan ru tanka collection haba tahale 16cr jogada heijiba.au ethi mada pidele Sabu samadhana heijiba sehita kahiba pura bhul .ahi chhoto pilatara sata ki michha ahi bapa maa nku anurodh medical cathipiket 16cr darkar boli kichhi praman dekhantu ,au kete collection hela sehita bi semane kuhantu .jai shree ram 🚩

    • @mantuchumi2347
      @mantuchumi2347 2 роки тому +1

      Yethi taa kathaa sari gala gote loko kuha je odisha ra kaha ghare tensan nahi. Sabhiye tensan re thaai b rajver sakase nija tensan ku said re rakhi nija incam ru rajver ku bhala kariba sakase tanka dele yemane hotel re yeash karibaku nuha.rajver ku bhala karibaku. Hotel re na rahi yemane hospitel baranda re rahi ba katha loke fotpatha re rahuchanti medical cese re. Mu dekhichi.se b kahaku na magi nija ra tanka thaai b. Ye mane taa lokonku magi hotel rahi mada pi yesh karuchanti. Dhanya bhai yemitika bapa ma nku.

  • @jitumaharana2894
    @jitumaharana2894 2 роки тому +52

    ବାପା ମା ଙ୍କର ଭୁଲପାଈଁ
    ପିଲାଙ୍କୁ ଦଣ୍ଡ ନମିଳୁ
    ପିଲାର ଟିଟମେଣ୍ଟ କଉଠି ହଉଛି
    ତାହାଜାଣି ରାଜବୀର ଜୀବନ ପାଈଁ
    ସାହାଯ୍ୟର ହାତ ବଢ଼ାନ୍ତୁ 🙏🙏
    ଜୟ ଜଗନ୍ନାଥ ରାଜବୀର ସୁସ୍ଥ ହୋଇ ଯାଆନ୍ତୁ

    • @lalitdang3806
      @lalitdang3806 2 роки тому

      Samastabhainku, kahuchimu, rajbirku, dandadiani, sahajyakara

    • @sudhansurout8971
      @sudhansurout8971 2 роки тому

      duniare bahut pila achhanti.why only Rajveer ?

  • @runibehera5628
    @runibehera5628 2 роки тому +42

    ସେ ଛୁଆର ବାପ ମାଆ ଏତିକି ମନେରଖ ଲୋକମାନେ ତୁମର ଦୁଃଖ ଦେଖି କଷ୍ଟକୁ ଅନୁଭବ କରି ସାହାଯ୍ୟ କରୁଛନ୍ତି । ତୁମେ ମାନେ ଭବାନୀ କି ଯୋମାନେ help କରୁଛନ୍ତି ସେମାନେ ବୋକା ବୋଲି । ଏ ଭଳି sitution ରେ ମଦ ପିଇବା କେତେଦୂର ଠିକ୍ ସେଇଟା ଟିକେ ଭାବ । ଓଡ଼ିଶାରେ କେବଳ ତୁମ ପୁଅ ନୁହଁ ଏମିତି କେତେ ଛୁଆ ଅଛନ୍ତି ଅର୍ଥ ଅଭାବରୁ ଚିକିତ୍ସା ହୋଇପାରୁନାହିଁ ।

  • @blackheart5350
    @blackheart5350 2 роки тому +45

    ଏ ସମୟରେ ମଦ ପିଉଛ ଲାଜ ଲାଗିବା କଥା , ଯେତେ tenson ରେ ରହିଲେ ବି ଏମିତି କିଛି କାମ କରନି ଆଉ ଲୋକ ଙ୍କ ବିଶ୍ୱାସ ଭାଙ୍ଗନି।

    • @dsbworldcreative.1820
      @dsbworldcreative.1820 2 роки тому +1

      Correct comment. 👍🏻

    • @deepak7419
      @deepak7419 2 роки тому +2

      U r right ... kintu rajbir Ra bhul nai...athipain taku help kariba darkar....

    • @blackheart5350
      @blackheart5350 2 роки тому +1

      @@deepak7419 yes ତମେ ଠିକ୍ କଥା କହୁଛ bt rajveer ର ଟଙ୍କା ରେ ଯେମିତି ଦଲାଲି ନହୁଏ ସେଟାବି ଦେଖିବ ଦରକାର।

  • @vidwansi927
    @vidwansi927 2 роки тому +113

    ଟେନସନ କୁ ହଟାଇବାକୁ ଯାଇ ମଦ ପିଇଲେ,ଏବେ ଟେନସନ ବଢିଲା ନା କମିଲା,ରାଜବୀର ବାପା ଉତ୍ତର ଦିଅ।ମଦ ଖାଇ ସବୁ ନଷ୍ଟ କରୁଛ।ପିଲା କଥା ଚିନ୍ତା କର ।

  • @bhajansamragini4013
    @bhajansamragini4013 2 роки тому +43

    ତାକୁ ପ୍ରବଳ ମାଡ଼ ଦରକାର । ତୁ ଏମିତି tension ହେଇଯାଉଛୁ। ସ୍ତ୍ରୀ ଏମିତି ହାତ ଯୋଡ଼ି କାନ୍ଦୁଛି।
    ଏ ମଦ ପଇକି ଏଠି ରୋଲ ପକୋଉଛି।

    • @listenme4261
      @listenme4261 2 роки тому

      Don't say anything to him.it is personal

  • @goutamkumarchand9611
    @goutamkumarchand9611 2 роки тому +22

    ଯେଉଁ ବାପା ନିଜ ସନ୍ତାନ ପାଇଁ ଟଙ୍କା ମାଗିପାରେ... ସେ ପୁଣି ମଦ ପିଇବା ସମ୍ଭବ କିପରି |ଭୁଲ କାହିଁକି କରିବାକୁ ଗଲୁ

  • @babub4u323
    @babub4u323 2 роки тому +24

    ଛୁଆ ଟି ସୁସ୍ଥ ହେଇଗଲେ ଭଲ କିନ୍ତୁ ତାହା ଦେହରେ ଯେଉଁ ଇଞ୍ଜେକ୍ସନ ଦିଆଯିବ ସେ ଇଞ୍ଜେକ୍ସନ ନାଁ ଓ ସେ ଡକ୍ଟର ଙ୍କୁ live ଆଣ ତା ପରେ ବିଶ୍ୱାସ ଯୋଗ୍ୟ ହେବ , ଏହି କଳିଯୁଗ ରେ କାହାକୁ ବିଶ୍ୱାସ କରିବା ଟା 🤔

  • @jitendrasahoo4757
    @jitendrasahoo4757 2 роки тому +20

    ସମସ୍ତଙ୍କୁ ଅନୁରୁଧ ଏହି ଶଳା ମଦୁଆ ବକବାଜ୍ କଥା ନ ଶୁଣି ସେ ପିଲାଟିର ଜୀବନ କେମିତି ବଞ୍ଚିବ ସେହି କଥା ଚିନ୍ତା କରନ୍ତୁ ଆଉ ଯାହା ଆପଣଙ୍କର ସମ୍ଭବ କିଛି କିଛି ଅର୍ଥ ପିଲାଟିକୁ ସାହାଯ୍ୟ କରନ୍ତୁ ଜୟ ଜଗନ୍ନାଥ

  • @thebharatglobalpower6411
    @thebharatglobalpower6411 2 роки тому +68

    ନା ସେମିତି ଦୋଷ ଦବା ଭଲ ନୁହଁ । ପିଲାର ଜୀବନ ରକ୍ଷା କରନ୍ତୁ । ଜୟ ଜଗନ୍ନାଥ

  • @rajeshbhai1013
    @rajeshbhai1013 2 роки тому +92

    ।।।ଟଙ୍କାହେଲେ ମଣିଷ ମଧ୍ୟପାନ କରି ଥାଏ ।।ହେଲେ ନିଜେ ଯାଣିନଥାଏ ନିଜରହିଁ କ୍ଷତିହୁଏବଲି ।।

  • @suryamanipatra3487
    @suryamanipatra3487 2 роки тому +51

    ସାଢେ ଚାରିକୋଟି ଜଣ ଙ୍କୁ ମୁଁ ମାନେ କଣ? ତୋ ପୁଅ ଜୀବନ ପ୍ରତି ଏତେ ବିପଦ ଥାଇ ମଦ କେମିତି ପିଇ ପରୁଛୁ 😠

  • @susilmohapatra5956
    @susilmohapatra5956 2 роки тому +37

    ଆପଣ କହୁଛନ୍ତି ମଦ ପିଉଚନ୍ତି ଆପଣଙ୍କ ସ୍ତ୍ରୀ କହୁଛନ୍ତି ଜୁସ ପିଉଚନ୍ତି....

  • @lipi...9256
    @lipi...9256 2 роки тому +10

    ଭାଇ ତୁମେ କହୁଛ ମଦ ପିଉଛ ଆଉ ତମ ସ୍ତ୍ରୀ କହୁଛନ୍ତି ତମେ ଫଳ juice ପିଉଛ ।।।

    • @biswajitsahani3396
      @biswajitsahani3396 2 роки тому

      Tension jogu drink Kari pari thae.,mu apanaku saharjya kale madhaya,apana kemiti chalibe,kaana khaebe kouthi rahibe,etc etc.mora apanaku kahiba thik hebaki?.sarakara amaku kete saharjya deu chhanti,ame kana praper utilise Kari paruchhe?. KetekaMidia MANAKARA sosana manabruti rajbir ku mrutyu mukhaku Tani neuchhi.

  • @suryakantamalik9289
    @suryakantamalik9289 2 роки тому +1

    ହେ ମଣିଷ ,ଲୋକ କେତେ କଷ୍ଟ କରି ପଇସା ରୋଜଗାର କରୁଛନ୍ତି, ଏ ସମୟ ରେ ଲୋକ ଯେତିକି ପଇସା ରୋଜଗାର କରୁଛନ୍ତି ସେଥିରେ ଘର କରି ,ଘର ଚଳାଇବା କେତେ କଷ୍ଟ ସେ ହି ଜାଣିଥିବା ,ତଥାପି ଲୋକ କାହା ଆଖି ର ଦୁଃଖ ଦେଖି ନପାରି ତାଙ୍କୁ ସାହାଯ୍ୟ କରନ୍ତି ,ନିଜେ ପଛେ ଯେତେ ଅସୁବିଧା ରେ ଥାଆନ୍ତୁ ନା କାହିଁ, ଆମେ ମାନେ ଏତେ ନିରୀହ ଯେ କାହାର ଛଳ କପଟ ବୁଝି ପାରୁନୁ,ସେଥି ପାଇ ତମେ ମାନେ ତମ ଲୁହ ଦେଖାଇ କାନ୍ଦି ପକାଇ ଭଲ ବିଜନେସ କରୁଛ,ଆମ ମାନଙ୍କ କଷ୍ଟ ର ମୂଲ୍ୟ ଭଲ ଦେଲ,ତମେ ଟେସନ ରେ ମଦ ପିଇଲ ,ତମେ ତ ସବୁ ଦିନ ଟେସନ୍ ରେ ରହୁଥିବ , ତା ମାନେ ତମେ ସବୁ ଦିନ ମଦ ପିଉ ଥିବ , ମୁଁ ଗୋଟେ କଥା କହୁଛି , ଏ ପିଲା ପିଛା ଏତେ ଟଙ୍କା (ମାଗି କି ଆଣିଥିବା)ଖର୍ଚ୍ଚ କରିବା ଅପେଖ୍ୟ, ୨ପିଲା ଜନ୍ମ୍ କରିବା ଭଲ , ନ ହେଲେ ଅନାଥ ଆଶ୍ରମ ରୁ ପିଲା ଆଣିବା ବହୁତ୍ ଭଲ,ଆଉ ଗୋଟେ କଥା ଟଙ୍କା ଖର୍ଚ୍ଚ ପରେ ତମ ପିଲା କୁ ଇଞ୍ଜେକ୍ସନ ଦିଆଗଲା, ତା ପରେ ତମ ପୁଅ ଜୀବନ ର ଗରେଣ୍ଟି କିଏ ଦବ? ହସ୍ପିଟାଲ ରେ ଲୋକଙ୍କ ଅସ୍ତ୍ରୋପଚାର ହେଲା ପରେ ଲୋକ କିଛି ଦିନ ଭଲ ରହୁଛନ୍ତି ତା ପରେ ମୃତୁମୁଖରେ ପଡ଼ୁଛନ୍ତି ।ଏହା ଯଦି ତମ ସହ ହୁଏ ତମେ କଣ କରିବ ?ଡାକ୍ତର କହିବେ ମୁଁ ମୋ କତର୍ବ୍ୟ କରିଛି ,ଆଉ ଯାହା ଇଶ୍ଵର ଙ୍କ ଉପରେ ଭରସା ,ତମେ ଯୋଉ କାମ କଲ ସେଥି ପାଇ ଇଶ୍ଵର କ୍ଷମା କରିବେ ତ ? ଲୋକ ତ ମଡ଼ର ,ଚୋରି,ଆଉ କେତେ କଣ ଭୁଲ୍ କାମ କରି କ୍ଷମା ମଗୁଛନ୍ତି ,ତଥାପି ତାଙ୍କୁ ଆଇନ ଅନୁସାରେ ଦଣ୍ଡ ମିଳୁଛି,ତମକୁ ବି ମିଳିବ ଭଗବାନ ଦିଅନ୍ତୁ,କି ଭଗବାନ ମାଧ୍ୟମ ରେ ଲୋକ ହୁଅନ୍ତୁ । ଡିମନିଟାଇଯେସନ ବେଳେ ଭକାରି ଙ୍କ ପଖରେ ସାଧାରଣ ଲୋକଙ୍କ ଅପେକ୍ଷା ଅଧିକ ଟଙ୍କା ଦେଖିବାକୁ ମିଳିଥିଲା,ଏବେ ତା ଭିକ ମାଗିବା ଗୋଟେ ବିଜନେସ ହୋଇଗଲାଣି କିଏ ଭିକାରୀ ବେଶ ହୋଇ ଭିକ ମାଗୁଛି ତା ଆଉ କିଏ ନିଜ ହାତ ଗୋଡ ଭଙ୍ଗା ଦେଖାଇ ଭିକ ମାଗୁଛି ,କିନ୍ତୁ ତମ ବିଜନେସ ଟିକେ ନିଆରା ଓ ନୂତନ ହେଲେ ବି ଠିକ୍ ଲୋକ ଙ୍କ ପାଖରେ ଟଙ୍କା ପହଞ୍ଚି ପାରୁନାହିଁ ।ଆଜି ବି ଲୋକ ଅଛନ୍ତି ଓଳିଏ ଖାଇ କେତେ ଦିନ ଓପାସ ରହୁଛନ୍ତି ସେ ବି ଠିକ୍ ନାହିଁ ,ନା ଖାଇ ଲୋକ ରୋଗ ରେ ପଡ଼ୁଛନ୍ତି ତା ପରେ ହସ୍ପିଟାଲ ନା ଆସି ପରି ମୃତୁ ହଉଛନ୍ତି । ଭାଇ ତମେ ମାଗି କି ଟଙ୍କା ଆଣୁଛ,ତମେ ନିଜେ କେତେ କାମ କରି ତମ ପିଲା ପାଇ ଦେଇଛ ?,ନା ଏଇ ମାଗିବା ତମ କାମ ?ଆଜି ଯଦି ନିଜେ କଷ୍ଟ କରି ଟଙ୍କା ରୋଜଗାର କରିଥାନ୍ତି ତା ହେଲେ ଏମିତି କାମ କେବେ ବି କରିନଥାନ୍ତ।

  • @ashokkumarnayak3300
    @ashokkumarnayak3300 2 роки тому +15

    ସମସ୍ତେ ରାଜବିର କୁ ସାହାଯ୍ୟ କରନ୍ତୁ ,ତା ବାପାଙ୍କ କଥା ଛାଡ ।। ରାଜବୀର ଜୀବନ ବଡ

  • @rakeshgraphics1914
    @rakeshgraphics1914 2 роки тому +46

    ଏବେ ମାନିଲେ, କିନ୍ତୁ ଯୁସ କୁଆଡେ ଗଲା??
    ତୁମ ସ୍ତ୍ରୀ କାହିଁ ମିଛ କହିଲେ?

    • @lipabeura9783
      @lipabeura9783 2 роки тому +2

      Apana b se jagare thile michha kahithante

    • @dipasahoo183
      @dipasahoo183 2 роки тому +1

      Her wife very clever

    • @rakeshgraphics1914
      @rakeshgraphics1914 2 роки тому

      @@lipabeura9783 sorry
      I admit my mistake, I may please be forgiven...

  • @Ronit1133
    @Ronit1133 2 роки тому +6

    ତୋର ହାବ ଭାବ ଆଉ ବେଶ ଭୁସା କାହିଁ ଜଣାପଡୁନି ତୁ Tension ଥିଲା ଭଳିଆ.......

  • @sairajudigitalbussinesswor6175
    @sairajudigitalbussinesswor6175 2 роки тому +5

    ଆପଣ ପୁଅ ର ଚିକିତ୍ସା ପାଇଁ କାନ୍ଦୁଛନ୍ତି ପୁଣି ସେହି Public ଟଙ୍କାରେ ମଦ ପିଉଛନ୍ତି । ବାଃ ବହୁତ ବଢିଆ Rajveer ବାପା । ସୋସିଆଲ ମିଡ଼ିଆ ରେ ଭଲ Rule କରୁଛନ୍ତି ।

  • @susantkumar3608
    @susantkumar3608 2 роки тому +16

    ଆରେ ଶଳା ମଦ ପିଇଲେ ଟେନସନ ଯଦି ଯିବ ତାହେଲେ ଯୋଗ ହରିନାମ ର କି ଆବଶକ୍ୟ ଚୋର ଶଳା ଆମ ସହିତ ଖେଳୁଚୁ

  • @localboylipan1087
    @localboylipan1087 2 роки тому +12

    ଆରେ ଭାଇ ଲୋକ athi ସାହି ସାହି ବୁଲି ଭିକ ମାଗି ତମ ପୁଅ ପାଇଁ ଟଙ୍କା ସଂଗ୍ରହ କରୁଛନ୍ତି। ଆଉ ତମେ tension haiki ମଦ ପିଉଛ ,
    ଯଦି ବି ପିଇଲ , ସେ video viral Kai କରୁଚ।ସେ video leak hela କେମିତି। ଛୁଆ ର କିଛି ହେଇଗଲେ ପୁଣି ଡିବି ଡିବି କରିବ, କେହି କିଛି ଦେଲେନି, ମୋ ଛୁଆ ବଞ୍ଚିଲାନି ।
    ଆରେ ଭାଇ 16 କୋଟି kn କମ୍ ଟଙ୍କା ହେଇଚି ନା କଣ।

    • @SmartSub-inspectorSandhya
      @SmartSub-inspectorSandhya 2 роки тому

      Hm amo gaon re b sabu buli buli funding karuchanti yanko drama dekhi mu b tnsn

    • @arnapurnasingh4183
      @arnapurnasingh4183 2 роки тому

      Thiki kahila bhai jaha thiki taku bhagaban dekhei dianti ta mane a tanka pua ra darkara nahi a bapa maa nkara darkar au agaku Na badi authu stop karideba uchit amane chhua na kahi flat kinibe hnn

  • @skpbharatiyasanskruti
    @skpbharatiyasanskruti 2 роки тому +13

    ଜୟ ଜଗନ୍ନାଥ....
    ରାଜବୀର ବହୂତ ଜଳଦି ସୁସ୍ଥ ହେଉ ମୋର ଏବଂ ଓଡିଶା ବାସୀ ଙ୍କ ତରଫ ରୁ ତା ପାଇଁ ଶୁଭକାମନା । ମୁ ଏଠି କିଛି କହିବା ପାଇଁ ଚାହେଁ ଯେ । ପେଟ ପାଇଁ ଯଦି କେହି ଉଦୁଇଦିଆ ଖରା ରେ ଭିକ ମାଗେ ସେ ସମାଜ ଆଗରେ ଦୋଷୀ ଆଉ କଳଙ୍କିତ କିନ୍ତୁ ଏଠି ହୋଟେଲ ର AC ରୁମ ରେ ବସି ଲୋକ ମାନଙ୍କ ଭାବନା ସହିତ sentimental ଆଉ emotional ରେ ଜଡିତ ହୋଇ fund raise କରିବା କେତେ ଯେ ଠିକ ଭାବିବ ଦରକାର...?।ଯଦି ସମସ୍ତଙ୍କର ଅନୁଦାନ ଆଉ ଅନୁକମ୍ପା ରେ କାହାର ଜୀବନ ବଂଚି ଜାଉଛି ତା ଟୂ ବଡ କଥା ଆଉ କିଛି ନାହିଁ । କିନ୍ତୁ ତାହା ଯଦି ନହୁଏ....
    ସେଇଥି ପାଇଁ ସରକାର ଏ ବିଷୟରେ ଟିକେ ଭାବିବା ଦରକାର ଆଉ fund ର monitoring ଆଉ money ର proper utilisation କରିବା ଦରକାର । ନହେଲେ ବହୁତ ଲୋକ ମିଛ ରେ ଏଇ procedure adopt କରିବେ। ଯାହା କି ବହୂତ ବଡ ଅପରାଧ ।

  • @madhusmitamohanty1882
    @madhusmitamohanty1882 2 роки тому +102

    Tebe Tama wife michha kanhiki kahile juice piuthile boli
    Don't cheat people

    • @shasankapatiofficial3903
      @shasankapatiofficial3903 2 роки тому +5

      Are jane se situation re mada kahiba ta thik habani boli se Juice boli kahithibe

    • @lipidashexplore6698
      @lipidashexplore6698 2 роки тому

      Hmm

    • @asishmohanty5987
      @asishmohanty5987 2 роки тому

      @@shasankapatiofficial3903 exactly bhai

    • @explorewithbula
      @explorewithbula 2 роки тому

      Good question ⁉️

    • @madhusmitamohanty1882
      @madhusmitamohanty1882 2 роки тому +1

      @@shasankapatiofficial3903
      ଆଜ୍ଞା ଆପଣ ଜାଣିଛନ୍ତି ,ଜଣେ balloon ବିକାଳୀ ତା ଦିନ ସାରା ର ରୋଜଗାର ୨୦୦ ଟଙ୍କା Rajveer ପାଇଁ donate କରିଥିଲା।ସେ ତା ନିଜ ଛୁଆ ଙ୍କ ପେଟ କାଟି ସେ ଟଙ୍କା ଦେଇଥିଲା।
      ଆଉ ଛୋଟ ଛୋଟ school ପିଲା ମାନେ ପାଠ ଛାଡି ବୁଲି ବୁଲି ଟଙ୍କା collect କରିଥିଲେ
      ଆଉ ଯାହା ପାଇଁ ସେମାନେ collect karuthile ତା ବାପା ମଦ ପିଉଥିବ..... ଟିକେ ନିଜ ମନକୁ ପଚାରିବେ।
      ତା ମାନେ ସେ regular ପିଉଥିବ ଥରେ ସିନା କ୍ୟାମେରା ଆଗରେ ଧରା ପଡିଗଲେ।

  • @deepakmishra8040
    @deepakmishra8040 2 роки тому +5

    There are so many Rajbir in our country. Are all of them getting proper medical support. If not than why?? We need to think on this..
    Government should take control on all the donation money and ensure proper treatment must be given to Rajbir.

  • @gayatreeswain5722
    @gayatreeswain5722 2 роки тому +1

    Hlp plz

  • @rakeshsahoo702
    @rakeshsahoo702 2 роки тому +8

    ମଦ ପିଇବା କୌଣସି କଥା ନୁହଁ।
    ସରକାର ମଦ ବିକିବା ଟା ଯଦି କୌଣସି ଅପରାଧ ନୁହଁ । ସେମିତି ମଦ ପିଇବା କୌଣସି ଅପରାଧ ନୁହଁ

    • @arnapurnasingh4183
      @arnapurnasingh4183 2 роки тому

      Sir apana tike maranti bodhe kou samayare pie ba ta thiki ,,,,, loka rajbir lagi bhika magu chhanti apan jani parunahanti athi maa bapa enjoy karuchhanti

  • @mrganulolodia1491
    @mrganulolodia1491 2 роки тому

    ଅପ ଅର୍ଜିତ ପଇସା ଭଲ ଭଲ ଲୋକଙ୍କର ବି ଚିନ୍ତାଧାରା ବଦଳେଇ ଦିଏରେ ବାବୁ 🙏🏻...

  • @sudarsanpradhan6782
    @sudarsanpradhan6782 2 роки тому +35

    ପରମ ମଦୁଆ ରାଜବିର ର ବାପା l ରାଜବିର ନାମ ରେ ଓଡିଶା ଜନ ସାଧାରଣ ଙ୍କ ଠାରୁ ପଇସା ସଂଗ୍ରହ କରି ସେଇ ପଇସା ରେ
    ମଦ ପିଇ ଅୟସ କରିବା କେତେ ଦୁର ଠିକ l ଏବେ ଏମାନଂକର ଡ୍ରାମା ପଦା ରେ ପଡିଗଲା l
    ଲୋକ ମାନଂକର ବିଶ୍ୱାସ ତୁଟି ଗଲା l

    • @lipidashexplore6698
      @lipidashexplore6698 2 роки тому +1

      Hmmm but ଲୋକମାନଙ୍କୁ କିଏ bujheiba

    • @pragyanprasad4034
      @pragyanprasad4034 2 роки тому +2

      Bhai ethi chua ra situation dekh..pariba ta help kara

    • @Shona7845
      @Shona7845 2 роки тому +1

      Bhai 🙏🏼chua ku dekha please 🥺jadi help karibaku chahucha help kara but emiti loka mannka mind ku nagative thinking anantuni asabu katha kahiki please 🙏🏼

  • @debashishsamantray8436
    @debashishsamantray8436 2 роки тому

    ଭାଇ ତମେ tension ରେ ମଦ ପିଅ ଠିକ୍ ଅଛି.. ହେଲେ ତମେ ଯୋଉ ପଇସା ରେ ମଦ ପିଇଲ ସେଇ ପଇସା ବି ତ rajveer ପାଇଁ ଲଗି ପାରି ଥାଆନ୍ତା.. ଲୋକ ମାନେ 5 ହଉ 10 ହଉ ଯିଏ ଯାହା ପାରିଲେ ପଠାଉଛନ୍ତି ଦେଖିଲା ବେଳକୁ ତମେ ମଦ ଟା ପିକି ଏମିତି ଗାଲୁଆ ଗିହା ଯୁକ୍ତି କରିବ

  • @odiastories9832
    @odiastories9832 2 роки тому +29

    ଭାଇ ସେଇଟା ମଦ ନୁହେଁ
    ସେଇଟା ଜୁସ ତମେ ମିଛ କହୁଛ

  • @vijaypradhan5121
    @vijaypradhan5121 2 роки тому

    Jai jagannath

  • @kathaokabitabysunanda2136
    @kathaokabitabysunanda2136 2 роки тому +4

    In such pressure sometimes people do some things like the did. Let's understand the parents condition and do donate with proper knowledge. Public can demand for govt. help

  • @balarampanda2482
    @balarampanda2482 2 роки тому +82

    Kali ଥିଲା juice aji ହେଇଗଲା ମଦ

  • @akashakumarmukhi1428
    @akashakumarmukhi1428 2 роки тому +12

    ଭାଇ ତୁମ ସ୍ତ୍ରୀ କହୁଛି ସେ ସେଇ ଗ୍ଲାସ୍ ରେ ଜୁସ୍ ଅଛି . ଏବେ ମାଦ ଏବେ କଣ କହୁଛୁ . ଭାଇ ଜେଉ ସବୁ CASH ଟଙ୍କା ହିସାବ କାହିଁ ଦିଅନ୍ତୁ.

  • @pradiptakubehera
    @pradiptakubehera 2 роки тому +101

    Dear Parents of Rajveer,
    Please don't break the believe of the people, those have funded for the recovery of Rajveer. Drinking alcohol is not the solution. Be in right path so that everything will be solved very easily.
    Jai Jagannath

    • @tnanda1432
      @tnanda1432 2 роки тому +1

      Why that Rajveer,so many Rajveer are in our Cuttack sisu bhawan struggling for life agnist dreaded deases.see there what their parents or attendants are eating and where they are spending nights. Coming from western Odisha eating in Aahara kendra (5) rs, sleeping on the ground of medical compund for months is too pathetic and unbelievable unless seen.

  • @sharatnayak9756
    @sharatnayak9756 2 роки тому +41

    ଆମେ ମାନେ ସାହାଯ୍ୟ କାରୀବୁ, ଆଉ ତୁ ଶାଳାଟି ମଦ ପିଇବୁ, ଆଉ ତୁ କଣ କହୁଛୁ ଟେନସନରେ ପିଇ ଥିଲୁ, ତାହେଲେ ଆମେ କଣ ପାଇଁ ଟେନସନ ନବୁ, ତମକୁ ସାହାଯ୍ୟ କରିବା ଉଚିତ ନୁହେଁ

    • @jiteshbehera6752
      @jiteshbehera6752 2 роки тому +2

      Amara kn tenson nahi. Ta boli ame kn mada pibu

    • @amulybehera4653
      @amulybehera4653 2 роки тому

      Yes bro

    • @Shona7845
      @Shona7845 2 роки тому

      Dekha bhai tume mane asabu kahiba gote side ru thik .... But au gote side ru chinta karantu Jie bi se vdo uploaded karichi se pura vul karichi .. bcz a dunia re amiti kou loka nai jie alcohol nauni vala loka bi drink karuchanti... But se vdo kie viral karuchi ...
      Aji Rajveer pai sabu help karucha boli ta baba nka ra Ei vdo viral kriki blame karuchanti ki ame paisa dauchu au se drink karuchi but aita 💯 vul .... Asabu re mu agree nuha

    • @Shona7845
      @Shona7845 2 роки тому +2

      ଯାହାର ଇଛା ନାଇ ତାହେଲେ ସାହାଯ୍ୟ ନ କରନ୍ତୁ but ଏମିତି ଗୋଟେ ଛୋଟ କଥା ନେଇକି ଦୟା କରି ଏ ପ୍ରହସନ ବନ୍ଦ୍ କରନ୍ତୁ,,, plz 🙏🏼🥺 ସେ କୁନି ଛୁଆ ଟା ର ଜୀବନ କେମିତି ବଞ୍ଚିବ ସେ କଥା ଭାବନ୍ତୁ ଅଯଥା ରେ ତା ବାପା ଙ୍କ ର ସେ vdo ku viral କରିକୀ plz ଆଉ ପ୍ରହସନ କରନ୍ତୁନି 🙏🏼

    • @lipununique8630
      @lipununique8630 2 роки тому

      @@Shona7845 exactly you are 100 % right

  • @bibhukrupapujanusthan4935
    @bibhukrupapujanusthan4935 2 роки тому +4

    ରାଜବିର ର ପ୍ରକୃତ ରେ କଣ ରୋଗ ହେଇଚି? ଆଉ ପ୍ରକୃତ ରେ କି ଇଞ୍ଜେକ୍ସନ ଦିଆ ହେବ ତା ର ନା ପବ୍ଲିକ ଲି ଘୋଷଣା କରାଯାଉ

  • @brundabansahoo5998
    @brundabansahoo5998 2 роки тому +16

    Hou bhai tame jaha karucha kara.. Bhagaban jananti kan haba... Hele rajbir thik heijau jai jagannath 🙏🙏

  • @rabindarkunarsur9180
    @rabindarkunarsur9180 2 роки тому +1

    Be careful..

  • @lipuncreation6688
    @lipuncreation6688 2 роки тому +4

    ଏମାନେ ସଳା ସ୍ବାମୀ ସ୍ତ୍ରୀ ବେକାରିଆ ଲୋକ ଜଣା ପଡିଗଲାଣି ସେ ପିଲାଟା କୁ ଭଲ କରିବା ପାଇଁ ଚାହୁଁ ନାହାନ୍ତି

  • @subhagmaik
    @subhagmaik 2 роки тому +31

    ବାପା, ମା ଙ୍କ କର୍ମ ପାଇଁ ଆମେ ରାଗିଲେ।
    ଆମେ ଶିଶୁକୁ ମୃତ୍ୟୁ ମୁଖ ପେଲିଲା ଭଳି ଲାଗିବ। ମୁଁ ଶେଷରେ କହିବି ଆମେ ଆମ ପିଲାଟିକୁ ବଚାଇବା।
    କନ୍ଧ ମନ୍ଦ ସେ କି ବୁଝିବେ ଭଲ ମନ୍ଦ
    ବାଣ୍ଡକୁ ସାହାଯ୍ୟ ମାଗୁଥିବା।

  • @sonalikabiswal431
    @sonalikabiswal431 2 роки тому +33

    Plz think about the child.... help the Rajveer🙏..... Don't punish the child...few days left 🙏

  • @sanjibkumarsahoo1970
    @sanjibkumarsahoo1970 2 роки тому +1

    ମଦ ପିଇ ଗାଲୁ ମାରୁଛୁ. ପୁଅ କଥା ନଭାବି ତୁ ଅୟସ କରୁଛୁ... ମେଡିକାଲ କଣ ପାଇଁ ଯାଉନାହାନ୍ତି...

  • @jitendradigal3484
    @jitendradigal3484 2 роки тому +3

    Jai jagannath please save to this child Rajveer 🙏🙏🙏🙏🙏🙏🙏🙏

  • @MrAnupam__
    @MrAnupam__ 2 роки тому +2

    Mu request karibi samastaku .
    .. aga... Sabu sata samna ku asu , Tapare taku help kariba ... Se Doctor kiye, kau medical, prescription kn , ee manaka katha re mate tike v sata laguni.... Mu Odisha Government ku request karibi ..eyara ..sata satya samna ku anantu.... Apana mane thare bhabantu.....jaga Balia case re amo Odisha Government tanku help karithile... Rajveer ku kahiki karunahanti...?so sata samna ku asila pare apana mane....help karibe.... A to Z sata sara Odisha Basi janiba pare .... Rajveer ku help kara jiba otherwise No help

  • @bhajamanswain7318
    @bhajamanswain7318 2 роки тому +34

    I feel Rajveer's father is a inocent person.

  • @mahendrakumarsahu4395
    @mahendrakumarsahu4395 2 роки тому

    Chinta karani Bhai.
    Sabu thik haba.
    Bujhi houchhi bahut tension achhi Bhai Tumhara.
    Tumara kichhi Bhool Nahin Bhai.

  • @Bandeutkaljanani
    @Bandeutkaljanani 2 роки тому +67

    ଜୟ ଜଗନ୍ନାଥ 🙏
    Media people plz make a proper investigation on this matter. They have taken the money from public , if possible please go to the police for help. General public is begging for them on road . I also made a video for them 🙏🇮🇳

  • @pradhanansu
    @pradhanansu 2 роки тому

    ହେ, ଏତେ tension ଦିଅନି ସେ ମହାଶୟ ଙ୍କୁ, ନହେଲେ ସେ ଆହୁରି ବି ପିଇବ.... ସେ ପିନ୍ଧିଥିବା dress କୁ ଦେଖ, minimum 1000+ ଦାମ ର ହୋଇଥିବ..... ଆଜିର ଦୁନିଆ ରେ ମଣିଷ ବହୁତ selfish ହୋଇଗଲାଣି..... କାହା ଭିତରେ କଣ ଅଛି କେହି କହିପାରିବେନି..... ଭଗବାନ କରନ୍ତୁ, ଯଦି ସେ ପିଲାର ସେମିତି କିଛି problem ହୋଇଛି ତାହେଲେ ସେଇଟା ଠିକ ହୋଇଯାଉ.....ଆଉ ସେ ବାପା ମା ଙ୍କୁ ସଦବୁଦ୍ଧି ଦିଅନ୍ତୁ..... ଯେଉଁମାନେ ବି ଟଙ୍କାଟେ ପଠାଇଛନ୍ତି ସେମାନଙ୍କର ଟଙ୍କାଟି ଠିକ କାମରେ ଲାଗିଲା ବୋଲି ସେମାନେ ହୃଦବୋଧ କରିବେ, ନହେଲେ ମଣିଷ ଆଉ କେବେ ମଣିଷକୁ ବି ବିଶ୍ୱାସ କରିବନି

  • @kanheipradhan6846
    @kanheipradhan6846 2 роки тому +3

    Question should be asked like that... Point to Point... Sympathy is in other way... At last utilize the rest money for rajveer.. 🙏🙏🙏

  • @bikunpradhan7322
    @bikunpradhan7322 2 роки тому

    You both are very smart but you should be honest and humble for the treatment

  • @Goodmorningodisha4834
    @Goodmorningodisha4834 2 роки тому +6

    ମା କହୁଛି ସେଇଟା ମଦ🍺 ନୁହେଁ
    ବାପ କହୁଛି ହଁ ମୁଁ ଟେନ୍ସନରେ ମଦ ପିଇ ଥିଲି ।
    ହେଲେ କାହା କଥା ଠିକ୍ ,କିଏ ସତ କହୁଛି ?

  • @Adv.apurba
    @Adv.apurba 2 роки тому +1

    1:30 ପୁଅ କୁ ନେଇ କି କିଏ ଖେଳୁଛନ୍ତି
    ସମସ୍ତଙ୍କୁ ଦୋଷ ଦେବା ବନ୍ଦକରି ତମେ ଟିକେ ସୁଧୁରି ଯାଅ. ବର୍ତମାନଅତି ସ୍ପର୍ଶକାତର ସମୟ।

  • @mamatabehera6593
    @mamatabehera6593 2 роки тому +38

    ମୁଁ ଚାଁହୁଛି ରାଜବିର କୁ ସାହାଯ୍ୟ କରିବାକୁ କିନ୍ତୁ news ଦେଖି କଣ କରିବି

  • @iswarsahoo1786
    @iswarsahoo1786 2 роки тому

    ପୁ୍ଅର ଚିକିତ୍ସା ପାଇଁ ଭୀକ୍ଷା ମାଗୁଛ କିନ୍ତୁ ନିଜ ଟଙ୍କା ରେ ମଦ ପିଉଛନ୍ତି ଯଦି ପୁଅର ଚିନ୍ତା ଥାଆନ୍ତା ତାହାଲେ ସେ ନିଜ ଟଙ୍କା ହେଉ କି ଅନ୍ୟ କାହାର ଟଙ୍କା ହେଉ ଏମିତି ମଦ ପିଇବା ଉଡ଼ାଇ ନଥାଆନ୍ତ ଲାଜ ଲାଗୁନି ତମ ମୁହଁ କୁ ବାପା ମାଆଙ୍କ ନାମ ରେ ତମେମାନେ କଳଙ୍କ

  • @bestmomentcricket7294
    @bestmomentcricket7294 2 роки тому +16

    Loka mane tuma pain paisa chhaduchanti...but tume michha kahucha kn na se juice piuthile...lokanku michha kahiba kn thik thila ki.????Tuma pain seta bipada

  • @bikramkumarbal5854
    @bikramkumarbal5854 2 роки тому

    ଭାସ୍କର ମେଡ଼ିଆ ଭାଇ ରାଜବୀର କୋଉଠି ଚିକିତ୍ସା ହୋଉଛି ତାର ଡେଟଲସ plz

  • @biswajitsahani3396
    @biswajitsahani3396 2 роки тому +4

    ରାଜବୀର୍ ର ସତୃ ହୁଅନ୍ନନାହିଁ ତା ବାପା ମା କୁ ଖ୍ୟାତ କରି ଦିଅନ୍ତୁ

  • @l.ktechnical8955
    @l.ktechnical8955 2 роки тому +1

    ମଦ ପିଇ ଲେ କେତେ ଟଙ୍କା ଖର୍ଚ୍ଚ ହେଉଛି ଏଇ ସମୟରେ ତୁମ ପୁଅ ର ଜୀବନ ପାଇଁ ଗୋଟେ ଟଙ୍କା ବି important

  • @saikrishnamurudi209
    @saikrishnamurudi209 2 роки тому +7

    a time ra 1 rupees bi important aau Bhai Tama drinks karuchha aau puni bahana karucha ja mu tension ra drinks Kali shame on you

  • @satyajit5995
    @satyajit5995 2 роки тому

    ଜଣେ ବାପା ଚିନ୍ତା ରେ ମଦ ପିଇଲେ,ଏଇ କଥା କୁ ନେଇକି ଏତେ ବଡ ଆକାରରେ issue କରିବା କିଛି ଦରକାର୍ ନାହି,ପ୍ରଥମେ Rajveer ଆମର ଭଲ ହେବା ଦରକାର 🙏🙏🙏ସମସ୍ତେ help karantu 🙏🙏🙏,jay jagganath

  • @rubimallickrubi138
    @rubimallickrubi138 2 роки тому +4

    Amiti karani please rajveer ra bahut khati haijiba

  • @laxminayak4117
    @laxminayak4117 2 роки тому

    God bless you rajveer

  • @subhampanigrahi7278
    @subhampanigrahi7278 2 роки тому +3

    Amiti kale Odisha public au kaha upare Biswas karibeni tam pai bohut loko hairan Hebe...au pila ra bapa v thik laguni mote

  • @Surya-zz1kp
    @Surya-zz1kp 2 роки тому

    Mu garbita karana mu odia... mora Bhaskar tv ku etiki Anuradha j ye samayare rajveer ku help karantu daya kari sata dekheibaku jai nishpapa sisu upare kichi Anaya na hau.. karana odisha basi bhari dayalu kaha dukha dekhi paranti nah... asantu samashte misi rajveer ku banchaiba tapare bhul thik dekhiba karana ama manaka pain Manishara nijabana adhika important.. keep helping others

  • @sweetypatra3330
    @sweetypatra3330 2 роки тому +4

    Wife kahuchhanti juice peuthile mo husband, husband bhul maguchhanti drink karichhanti boli..
    Nija peta katiki loka paisa deuchhanti.
    Ta pare bi semane hotel re rahiki, drinks kariki enjoy karuchhanti.
    Jou loka mane donate karichhanti seman nka bhitaru kete jana hotel dekhi hni n thibe

  • @subhamgamingofficial3478
    @subhamgamingofficial3478 2 роки тому

    Jay jagannath mahaprabhu🙏

  • @madhusmitamohanty1882
    @madhusmitamohanty1882 2 роки тому +21

    Seidina jadi etiki kahithante tebe atleast loke tamaku trust kari thante.
    Jadio Tama goda pakhare bottle rakhithila
    Wife kahuchhi ruti khau thile
    Juice au drinks bhitare different kan samaste jani chhanti
    Lokanku boka bhabani

  • @dillipkumarnayak8024
    @dillipkumarnayak8024 2 роки тому

    please forgive this man..

  • @Puja_Sahoo
    @Puja_Sahoo 2 роки тому +39

    I request alll citizens of our Odisha plz help Rajveer plz 🙏

    • @sidhantabaral
      @sidhantabaral 2 роки тому +1

      Why should we help?

    • @Akroutcreation
      @Akroutcreation 2 роки тому +1

      Ete pare b tame kahuchha help karibaa ku.
      Bas hei galaa.
      Aamari paisa re masti kariba ???
      Mu b Donate kari thili
      Even sete bele mo bapa b SCB Medical ra ICU Bed re admit thile.
      Rajbir parrents breaks the heart of millions people specially people of ODISHA.

    • @Lifestyle-mf4fh
      @Lifestyle-mf4fh 2 роки тому

      @@Akroutcreation .. apana mane madabolo hua kintu se chuara ra kana bhul .. manish jibanare samste bhul karanti .. appana jau kahuchanti ki help karani .. tike bhabi chintiki kuhantu ..
      Tanka saste deichanti .. mun bi deichi 2000 tanka aou rajeev maa kan sathire phone re katha heichi ..
      Kana mora life re problem nahy .. mo life re bohut financial problem achi .. ta boli mun kahibi ki help karani ..

    • @MOON-ir5ko
      @MOON-ir5ko 2 роки тому

      Tome rajveer ra kana haba.... Ate drama kari ki kahucha help kariba pai tamara kana benefit achiki

    • @Lifestyle-mf4fh
      @Lifestyle-mf4fh 2 роки тому

      @@MOON-ir5ko Tama bhalia loka sabu bele Aya hin dekhanti mora kana hele hin mun debi , nahele kichi debini ..
      Tama bhalia mora bhabana nahy .. gote Manisha drusti ru mo pakhare jetiki hei paruchi mun setiki help kare .. khali rajeev ku nahy .. ahuri bi kete janakun deichi mun.. bhagwan hin janithibe ..

  • @biswajitnayak1208
    @biswajitnayak1208 2 роки тому

    Cheers to life....
    Missing u Abhishek Mohapatra

  • @dambarudharamantry7868
    @dambarudharamantry7868 2 роки тому +5

    Child life is important now not parents issue or personal issue don't show this for TRP

  • @ଅଆଇ-ଗ1ଙ
    @ଅଆଇ-ଗ1ଙ 2 роки тому

    ଲୋକ ମାନେ ଏତେ ତଳକୁ ଖସି ଯାଇଯାନ୍ତି, ଲୋକ ର ଖରାପ time ରେ ସାଥ ଦିଅ ନା ଓଲଟା ସିଧା କଥା କହିକି କଥା ବଢ଼ାନି, help Rajvir, ସେଥି ପାଇଁ ଓଡିଶା କୁ ନବୀନ lutuji, ତାଙ୍କ ର personal matter re munda kheleiba ଠିକ୍ ନୁହଁ। ଯା ଘରେ ଏମିତି ହୁଏ ସିଏ ନିଜେ janiji actually କଷ୍ଟ କଣ

  • @netramanipodh4697
    @netramanipodh4697 2 роки тому +13

    Rajbir ra maa micha kahibarare....gold medel miliba katha.. juice...se eta...kahuthila

  • @mahabertraders6721
    @mahabertraders6721 2 роки тому +1

    apananka ra gotie katha apananku bahut asubidhare pakaideba apana dayakari jagi ki chalantu au jaha ghatana heuchhi nija ku sabhalantu apananka ra pade katha rajbir ku asubidhare pakaideba enu apana nija ku jagi ki chalantu shree jagannatha rajbir ku bhala karidiantu ehi shree jagannatha nka nikatare prathana karuchi Jay jagannath Jay jagannath Jay jagannath

  • @lipiranisingh3767
    @lipiranisingh3767 2 роки тому +3

    Tension re emity kariba ku situation badhya karithaye Mora family ra example mu bhai ra accident heithila poisa kude bi arrange heunothila mu bapa tension re drink karuthile

    • @friendshiprocks8673
      @friendshiprocks8673 2 роки тому +1

      Nija paisare pithibe bapa, public paisare pile loka ta kahibena. Ame treatment pai paisa dauchu, mada piba pai nuhe

    • @s_jena2409
      @s_jena2409 2 роки тому

      @@friendshiprocks8673 👍

    • @lipiranisingh3767
      @lipiranisingh3767 2 роки тому

      @@friendshiprocks8673 seita bi sata

  • @Deepakkumar_-4309
    @Deepakkumar_-4309 2 роки тому +2

    ସେ ଯାହା ବି ହେଉ rajveer କୁ help କରନ୍ତୁ l

  • @biratchhualsingh8
    @biratchhualsingh8 2 роки тому +4

    Bhai mane RAJBIRI ku ame Ak hoi bancheiba please...
    Tara bapa maanu nuhe... Jay jagannath 🙏🙏🙏

  • @udayasahu25
    @udayasahu25 2 роки тому

    God is there

  • @prakashmahakud1702
    @prakashmahakud1702 2 роки тому +6

    ମାର ସଳା କୁ...

  • @udayasahu25
    @udayasahu25 2 роки тому

    Help to human

  • @gnyanray101
    @gnyanray101 2 роки тому +15

    Total michua Swami stree both .

  • @rmjiyanshiexpress8371
    @rmjiyanshiexpress8371 2 роки тому

    ଭାଷ୍କର news plz ଲକ ମାନଙ୍କର ବିଶ୍ବାସ ଭାଗତୁନି ତାର ବାପା ମା kn କଲେ ସେଟା ମର ମେଟର ନୁହଁ... ମେଟର୍ hela chhata ପୁଅ ରଜବୀର୍ ଜୀବନ ବଞ୍ଚିଯାଉ, 🙏🏼🙏🏼

  • @catmomjyotsnamayee1042
    @catmomjyotsnamayee1042 2 роки тому +4

    Jadi tumara chinta thanta tume Mada pithanta ki katha kahucha au tuma stri bi kahuchanti je seita ruti se gote maa bi athi micha kahuchi loka Kemiti tumaku biswasa Karibepua ra ki abasta maa kahuchanti ruti khau chanti mo swami au swami athi kahuchanti Mada piu thili chintare ki Katha sabu prabhu karantu rajbir jaldi thik hei jantu

  • @sibasethi6915
    @sibasethi6915 2 роки тому +1

    ମଦ ପିଇଲୁ ହେଲେ କଥା ଟା ବାହାରକୁ କେମିତି ଅାସିଲା. ପୁଅ ତୋର କିଂତୁ ଦୁନିଅା ଲୋକ ତୋ ପୁଅର ଦୁଖ ରେ ଦୁଖିତ. ହେଲେ ତୁ କିମିତିକା ଜମା ଜାଣିହଉନି

  • @dineshsahoo6457
    @dineshsahoo6457 2 роки тому +14

    Tama waif kahin ki michha kahile sedina ki tama jush piuthila boli.... Sata b kahiparithante...

  • @abinashsamantaray9609
    @abinashsamantaray9609 2 роки тому

    Dhanya re 🙏

  • @whatisthis1900
    @whatisthis1900 2 роки тому +3

    rana babunku mu 350 deichi.. jaha hou track ku asigale...waste jaini🙏

  • @RakeshDas-zj5tz
    @RakeshDas-zj5tz 2 роки тому

    Ok

  • @biswajitsethi7008
    @biswajitsethi7008 2 роки тому +1

    ପୁଅର ଜୀବନ ଏତେ ବିପଦରେ ତୁ ମଦ ପିଇ ପାରୁଛି କିପରି... ନା ପର ଧନରେ ଐଶ୍ କରୁଛୁ...??

  • @ChefBhanjaKishore
    @ChefBhanjaKishore 2 роки тому

    Rajveer Bhala heijiba Prabhu Jagannath achhanti 🙏🙏🙏 government of odisha aau rajya Sarkar help karantu plz all

  • @biswanathpatra877
    @biswanathpatra877 2 роки тому

    Kool yar

  • @dibyasinghmajhi1257
    @dibyasinghmajhi1257 2 роки тому +1

    Social media dwara jeun mane help maguchhati ta pain gote special account ra byabastha kara jau.. Jeun thiru tanka kadhiba pain medical bill compulsory rahiba.. Au jaha balila charity re jiba

  • @RiteshDhal8507
    @RiteshDhal8507 2 роки тому

    I think he is very innocent person.

  • @manojpattnaik2455
    @manojpattnaik2455 2 роки тому

    Don't worry friend please Bhai mane a chota katha ku ate bada essu karantuni

  • @tnanda1432
    @tnanda1432 2 роки тому +2

    ହାରାସ୍ ହେଲେ କଣ ମଦ ଖାଇବ,?ଶିଘ୍ର ରୋଜଗାରର ଏହା uniqueତରିକା,ବାହାରୁ ଆସି ଓଡ଼ିଶା ଲୋକଙ୍କୁ ଵୋକାବନଉଛ।

  • @birajaentertainment3065
    @birajaentertainment3065 2 роки тому

    Kou medical aau kou doctor janiba darkar

  • @laxmanbari3407
    @laxmanbari3407 2 роки тому

    🙏🙏

  • @SinghOfficial143
    @SinghOfficial143 2 роки тому +1

    Please ରାଜବିର୍ ର ଜିବନ ବଚେଇ ଦିଅନ୍ତୁ 😭 ଗୁଟେ ଛୁଟ ଛୁଆ ସହ ଏମିତି ଖେଳନ୍ତୁ ନାହିଁ 🙏 Please Help me