Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
ବହୁତ୍ ସୁନ୍ଦର୍ , ଏଇ ଭଉଣୀ ଙ୍କ ପାଇଁ ଗୋଟେ ଲାଇକ ହେଉ ❤
❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
God bless you sister 👍
Happy new year
ମୁ, ଗଜପତି, ରଜନୀ ଭଉଣୀ ଆଗକୁ ବଡ଼ିଚାଲ ନୂଆ ନୂଆ ଗୀତ
S ଜିତୁ ଭାଇ ,ସନ୍ତୋଷ ଭାଇ , ଜାନୁ ଭାଇ ଏବଂ ପୁରା ଟିମ୍ କୁ ଧନ୍ୟବାଦ୍ ❤❤ ମୋର ଭଉଣୀଙ୍କୁ Support କରିଥିବାରୁ ❤❤
ବହୁତ ଧନ୍ୟବାଦ
ଗୀତ ଟି ବହୁତ ଭଲ ଲାଗୁଛି, ରଜନୀ ଭଉଣୀ ଧନ୍ୟବାଦ ଆଗକୁ ବଢ଼ିଚାଲ Congratulation 🎉🎉🎉🎉🎉
ବହୁତ ବଡ଼ିହା both are congratulations 🎉🎉🎉
Bahut sundar❤gita
ଶବର ସମାଜ ଗୀତ ଗାଇବାକୁ କୁଅ
@@sudarshanmandal2424 ନିଶ୍ଚୟ କହିବୁ ଭାଈ କିନ୍ତୁ ଆମେ ଅର୍ଥ ଦେଇ ପାରିବୁ ନାହିଁ
ଆମର ସଉରା ଆଦିବାସୀ ଭଉଣୀଙ୍କୁ ଓଡ଼ିଆ ଆଧୁନିକ ଗୀତ ଗାଇବା ପାଇଁ ସହଯୋଗ ପାଇଥିବାରୁ ଏବଂ ପୁରା ଟିମ୍ କୁ ଧନ୍ୟବାଦ୍❤❤❤🎉
ସୁମଧୁର ସ୍ୱର... ଦାମିକା ପ୍ରେମିକ ଓ ପ୍ରେମିକା ଗୀତଟି... ହୃଦୟ କୁ ଛୁଇଁଲା. Mind Blowing ହେଲା.
ମୋ ଆଦିବାସୀ ସମାଜ ପାଇଁ ଗୌରବ ଅର୍ଜନ କରିଥିବାରୁ ହୃଦୟରୁ ସ୍ୱାଗତ 🌹🌹🌹🌹🌹🌹🌹🌹🌹
❤
Mu koraput ra kanti adibasi jhia
❤ 2:32
କିଏ କିଏ ଗଜପତି, ରାୟଗଡ ଏବଂ ଗଞ୍ଜାମ ରେ ଏହି ସୁନ୍ଦର ଗୀତଟି ଉପଭୋଗ କରୁଛନ୍ତି like comment ଟି କରନ୍ତୁ ଭଉଣୀଙ୍କ ପାଇଁ ❤
Not only Ganjam and Gajapati also enjoying from Rayagada
Mu
Gajapati
Are angul ru sunuchi
❤❤❤❤
ମୁଁ ବହୁତ ଗର୍ବ ଅନୁଭବ କରୁଛି କାରଣ ଆମର ସୌରା ଝିଅ ମଧ୍ୟ ଏତେ ସୁନ୍ଦର ଗୀତ ଗାଇ ପାରୁଛି ଜୟ ଜଗନ୍ନାଥ ଜୟ ପ୍ରଧାନୀ ଗୁରୁ ❤❤❤❤
Right....
Who is Pradhani guru ?
@@subashchandrasabar723 ଆମର ହିନ୍ଦୁ ସୌରା ମାନଙ୍କର ମୁଖ୍ୟ ଗୁରୁ ହେଉଛନ୍ତି ପ୍ରଧାନୀ ଗମାଙ୍ଗ
Ama saura geeta gao bhauni.... Jaya shree Ram
Good.bhai.❤❤❤
So sweet voice!!!Heart♥️touching song..ସେ ଭଉଣୀଙ୍କୁ ଆଉ ଆଗକୁ ସୁଯୋଗ ଦିଆଯାଉ... ଭଲ ସ୍ୱର ଅଛି ❤❤❤🎉🎉🎉🎉🌹🌹
ବଡ଼ ଜାତି ହେଲେ କଣ ହବ ତାଙ୍କ ଛଟ ମନ ଛଟ ହୃଦୟ ଲକ ସେମିତି ହିଁ କହିବେ..ଜାତି ପବିତ୍ର ହେଇଥାଏ କିନ୍ତୁ ମନ ତାଙ୍କ ଅପବିତ୍ର..kaha katha no suni agei chala sister.. God bless you sister ❤❤
ରଜନୀ ଭଉଣୀ ଆଗକୁ ବଢ଼ି ଚାଲ
ରଜନୀର ବଡ ଭାଇ 🎉🎉
ବହୁତ ସୁନ୍ଦର ସ୍ୱର ଏବଂ ବହୁତ ସୁନ୍ଦର ଗୀତ । ଯେଉଁ ଭାଇମାନେ ଆମ ଆଦିବାସୀ ଭଉଣୀଙ୍କୁ ଗୀତ ଗାଇବାକୁ ସମୟ ଦେଇଛନ୍ତି , ସେମାନଙ୍କୁ ବହୁତ୍ ବହୁତ୍ ଧନ୍ୟବଦ୍
ମୁଁ ରଜନୀଙ୍କ ପାଇଁ ବହୁତ ଗର୍ବ ଅନୁଭବ କରେ । କାହିଁକିନା ମୁଁ ଗଜପତିରୁ....
ବହୁତ ସୁନ୍ଦର କଣ୍ଠଦାନ କରିଛନ୍ତି ଠାକୁର ❤❤❤❤❤
👍🏼👍🏼👍🏼ବହୁତ ବଡ଼ିଆ ଗାଉଛନ୍ତି, ଆଦିବାସୀ ଝିଅ, ଧନ୍ୟବାଦ, ଆଗକୁ ବଡୁ 👌🏼👌🏼👌🏼👌🏼
ବହୁତ୍ ସୁନ୍ଦର୍ ଭାବରେ ଗାଇଛନ୍ତି ଗଞ୍ଜାମ ଜିଲ୍ଲା ବଳରାମ ପୁର ଆଶ୍ରମ ସ୍କୁଲ୍ ର ଝିଅ ରଜନୀ ମଣ୍ଡଳ......🎉
100ରେ 100ମାର୍କ୍ ଦେବି
ମୋ ଆଦିବାସୀ ସମାଜ ପାଇଁ ଗୌରବ ଅର୍ଜନ କରିଥିବାରୁ ହୃଦୟରୁ ସ୍ଵାଗତ ରଜନୀ ଭଉଣୀ
Super se upar
ଏ ଭଉଣୀଙ୍କୁ ଆଗକୁ ସୁଯୋଗ ଦିଆଯାଉତାଙ୍କ ସ୍ବରରେ ମା ସରସ୍ୱତୀଙ୍କ ଆଶୀର୍ବାଦ ଅଛି ❤❤❤
ରଜନୀ ମଣ୍ଡଳ ଆଦିବାସୀ ଝିଅ ଆଦିବାସୀ ଭଉଣୀଙ୍କୁ ଗୀତ ଗାଇବା ରେ ସଯୋଗ ଦେଇଥିବାରୁ JANU STAR MUSIC TEAM କୁ ବହୁତ ବହୁତ ଧନ୍ୟବାଦ ଏମିତି ଏହି ଝିଅଙ୍କୁ ଆଗକୁ ଯିବା ପାଇଁ ସଯୋଗ ଦିଅନ୍ତୁ ଜୟ ଆଦିବାସୀ ! ସମସ୍ତ ଟିମକୁ God bless ୟୁ 🎉🎉🎉🎉❤️❤️❤️❤️ love from gajapati
ଆଉ ଗୋଟେ Chance ଦିଅନ୍ତୁ ଭଉଣୀ କୁ ବହୁତ ଭଲ ଗାଉଛନ୍ତି love from Gajapati
Tik Kahila
Tamo channel mu madya dekhe...❤❤
😊😊😊😊😊❤❤❤
Ok
Puni janu star music re ati sighro asuchi
ବଣ ମଲ୍ଲୀ କୁ ପ୍ରସ୍ଫୁଟିତ ହେବାକୁ ସୁଯୋଗ ଦେଇଥିବାରୁ Janu bhai and team Heartly thank you
Rajani ର voice ବହୁତ୍ ସୁନ୍ଦର ଅଛି so Best of luck ରଜନୀ✌️✌️
Adivasi jio boli Kom dinore besi like cmt Shere heichi Jay adivasi ...
ଆମ ଆଧିବାସୀ ରେ ବି ଗୀତ ହେଉ 🎉🎉🎉🎉❤❤❤❤❤❤❤
ମୁ ବହୁତ ଗର୍ବ ଅନୁଭବ କରେ କି ଆମ ଆଦିବାସୀ ଝିଅ ଏତେ ସୁନ୍ଦର ଗୀତ ଆମ ଓଡିଶା ବାସୀଙ୍କ ପାଖରେ ପହଂଚେଇବ ଏବଂ ନିଜର ଜାଗା ସୃଷ୍ଟି କରିବ l I am proud you my sister RAJANI MANDAL
Wow nice 👍👍 Rajani didi ବହୁତ ସୁନ୍ଦର ଗୀତ ଟିଏ ଗାଇଛ।ବହୁତ ବଢିଆ ହୋଇଛି। ନିଜକୁ ବହୁତ ଗର୍ବିତ ଲଗୁଛି କାରଣ ଆମ soura adivasi ଝିଅକୁ ଏମିତି ସୁନ୍ଦର opportunity ମିଳିଛି, I am proud of you❤❤❤❤ congratulations didi 🎉🎉🎉🎉🎉
ବହୁତ ଭଲ ହେଇଚି ଭଉଣୀ ର ସ୍ୱର ବହୁତ ବହୁତ ଧନ୍ୟ ବାଦ
ବହୁତ୍ ସୁନ୍ଦର୍ ଗୀତ ସଉରା ହିନ୍ଦୁ ଶବର ସମାଜ ତରପରୁ ମଧ୍ୟ ଧନ୍ୟବାଦ୍ ଏହି ପରି ସୁନ୍ଦର୍ ଗୀତ ଗାଇ ଆଗକୁ ବଡି ଚାଲ
Sister ରଜନୀ ବୋହୁତ ସୁନ୍ଦର ଗାଉଛୋନ୍ତି
Congratulation 🎉 👍 ରଜନୀ ଦିଦି ଆପଣଙ୍କ ଚଲାପତ ଭଗବାନ ମଙ୍ଗଳମୟ କରୁ । 🙏🙏🙏ଜୟ ଶ୍ରୀରାମ
ମୁଁ ଦଶଥର ଏ ଗୀତକୁ ଶୁଣିସାରିଲିଣି ବହୁତ ସୁନ୍ଦର ଲାଗୁଛି ଆମ ଭଉଣୀର ଗୀତ, ଜାନୁ ଭାଇଙ୍କୁ ଅନେକ ଅନେକ ଧନ୍ୟବାଦ ରଜନୀ ଭଉଣୀକୁ ସୁଯୋଗ ଦେଇଥିବାରୁ ❤❤❤।
Laga jay ama desia singer rajani madam 🔥🔥🔥🔥🔥🔥🔥🔥
❤ ବଡିଚାଲ ଆଗକୁ,❤,👍👍👍👍👍
👌👌👌❤️❤️❤️👍👍👍rajani aagaku madichal
ବହୁତ ବଢିଆ ଗୀତଗାଇଲ ଭଉଣୀ ଏମିତି ଶବର ସମାଜ ଗୀତ ମଧ୍ୟ ଆଗକୁ ନେବ ତମକୁ ପ୍ରଭୁ ଜଗନ୍ନାଥ ଆଶିର୍ବାଦ କରନ୍ତୁ ହରି 🕉️
ବହୁତ ଭଲ ଗୀତ ହେଇଚି
ମୋ ଭଉଣୀ ଆଗକୁ ଚଢି ଯା
Bahuth bhala gaicha bhauni..🎉🎉
Super
ବହୁତ ବଢିଆ ଗୀତ ହେଇଛି ଭଉଣୀଙ୍କୁ ଶୁବେଛା
ଅତି ସୁନ୍ଦର voice ଲାଗୁଛି ଭଉଣୀ ଆଗକୁ ମାଡିଚାଲ 🎉🎉🎉🎉🎉🎉❤❤❤
ବହୁତ ସୁନ୍ଦର ହେଇଛି ରଜନୀ ବହୁତ ବହୁତ ଧନ୍ୟବାଦ ଜୟ ଜଗନ୍ନାଥ ⭕‼️⭕🙏🙏🙏
Baba bahut most
ଅତି ସୁନ୍ଦର ଭାବରେ ଗାଈ ଛନ୍ତି ଭଉଣୀ ❤❤❤
ସୁ ମଧୁର ସୁର ଦିଦି ମୋନକୁ ଚୁଇଲା ଗୀତ good bless you ❤❤❤
ଗୀତ ତ ଟିର Lyrics ବଡ଼ିଆ ହେଇଛି ସ୍ବର ବି ବଡ଼ିଆ ହେଇଛି ❤️❤️👍👍
ବହୁତ ଭଲ କଣ୍ଠ ସ୍ୱର ଅଛି
😮😮😮 ବହୁତ୍ ସୁନ୍ଦର୍ ହୋଇଛି ଭଏସ୍ 🎉🎉🎉🎉🎉🎉 , ଜୟ ଜଗନ୍ନାଥ 🙏🙏🙏👍
ବହୁତ ଭଲ ଲାଗିଲା l ସମସ୍ତଙ୍କୁ ବହୁତବହୁତ ଧନ୍ୟବାଦ 🙏
ମୁଁ ବହୁତ ଖୁସି ଯେ ଆମର ସଉରା ଭଉଣୀ ଗୀତ ଏତେ ସୁନ୍ଦର ସୂର ପ୍ରଭୁ ତୁମକୁ ଆଶିର୍ବାଦ କରନ୍ତୁ
ଧନ୍ୟବାଦ ଭାଇ
Bahot bhala Santi jhia bahot garba karuchhi ❤❤❤
ବଢ଼ିଆ ବଢ଼ିଆ ବଢ଼ିଆ ବହୁତ୍ ବଢ଼ିଆ ଆହୁରି ଆଗକୁ ଯାଅ ଜୟ ଜଗନ୍ନାଥ ।
ଗୀତ ଟି କୁ ବହୁତ ସୁନ୍ଦର ଭାବେ ଗାଇଲେ ❤️❤️super❤️❤️
Bahut bhala
ଜନୁ, ⭐🎹 ରଜନୀ ର ଗୀତ ବାରି ବଲା ଲାଗେ 👌👍 ରଜନୀ ଆଉ ସଉରା ଗୀତ ଗାଇବା ପାଇଁ ଅନୁମତି ଦିଅନ୍ତୁ ଆପଣଙ୍କ ସ୍ତୁଡ଼ିଓ ରେ ❤
Bahut sundar heichhi ..khas kari nua Rajani bhauni pain .
ବହୁତ ଭଲ ❤❤❤
ବହୁତ ଭଲ ଲାଗିଲା ଏ ଗୀତ ଶୁଣି ❤❤❤ love you dii
ମୁଁ ଆଦିବାସି ମୁଁ ଗର୍ବିତ ❤❤🥰🥰😍
ଜୟ ଜଗନ୍ନାଥ ପ୍ରଧାନୀ ଗୁରୁ ଜୟ ଶବର ସମାଜ
ଧନ୍ୟବାଦ ଭଉଣୀ ଭଗବାନ ତୁମକୁ ଆଶୀର୍ବାଦ କରନ୍ତୁ, ଆଗକୁ ବଢିଚାଲ କାହା କଥା କୁ ଶୁଣ ନାହିଁ,
ସୁନ୍ଦର କଣ୍ଠଟିଏ ଭଗବାନ ଦେଇଛନ୍ତି ତୁମକୁ ମାମା l ଆହୁରି ଆଗକୁ ବଢ l ମାଲକାନଗିରି ମାଟିରୁ ଢେର ସାରା ଶୁଭେଚ୍ଛା ଓ ଆଶୀର୍ବାଦ l ଜୟ ଶ୍ରୀଜଗନ୍ନାଥ ❤️🌹🌹🙌🙌
Badhia gauchhanti
ମାଡ଼ି ଚାଲ ଭଉଣୀ ଅତି ସୁନ୍ଦର👌
Dide dhanya badya and bhei bahuta vhala lagila ❤❤❤❤
ବହୁତ ସୁନ୍ଦର
ସୁନ୍ଦର voice 🎉🎉
Bahuti badhiaa
❤❤❤❤❤superb
Nice
ଆଦିବାସୀ ଝିଅ ପାଇଁ ଗୋଟିଏ ଲାଇକ ହୋଉ 🎉🎉🎉🎉🎉🎉🎉
Bahut sundar sister aagaku badi chala sister... congratulations
Ek to like Banta hai yar rajani keliye ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤👍👍👍
Congratulations 🎉🎉🎉 Nice song 🎉🎉🎉
Agaku jao
Congratulations ❤ Rajani sister,,agoku madi chala ❤
ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ,👍👍💯💯💯♥️♥️♥️♥️🤘🤘🤘👏👏👏👏
Bht volo heichi..... Au thore Chance dio Sister ku..... Love from Mayurbhanj ❤❤❤❤❤
Bhut badhiya ❤❤❤❤
Adibashi jhia jindabad
Congratulations 🎉Diiii my Queen ❤❤❤
ଅତି ସୁନ୍ଦର ଗୀତ, ଭଉଣୀ ଆମର ବହୁତ ସୁନ୍ଦର ଗାଇଲେ 🌹❤♥️
Beautiful and melodious voice by sister Rajani Mandal .. Pride of Soura community..👌👌👌
Badiya heichi gita t
Johar ge sanam ko
ସୁପେର ଭୋଇସ ଦିଦି 👍👍 form kandhamal❤️❤️
Sister ବହୁତ ଅଗକୁ ଯିବ ❤❤
Really nice Rajani di
ବହୁତ ସୁନ୍ଦର ଗୀତ ଓ ତାହାର କଣ୍ଠ ବହୁତ୍ ମଧୁର
Super 👌
ଗୀତ ଟି ବହୁତ ହିଁ ଭଲ ହୋଇଛି... 👌ଯେତେ ଶୁଣିଲେବି ମନ ଭରୁ ନାହିଁ .. Love from Mayurbhanj ❤
Bahot sundar gito
Bahut Sundar laguchi ❤❤❤
ରଜନୀ ଦିଦି ଙ୍କ ସ୍ୱର ଅତି ସୁମଧୁର ଲାଗୁଛି
ମୋ ଆଦିବାସୀ ଭଉଣୀ ପାଇଁ ମୁଁ ହୃଦୟରୁ ଗର୍ବିତ, ଭଗବାନ ତାଙ୍କୁ ସବୁବେଳେ ମଙ୍ଗଳ କାମନା କରନ୍ତୁ!ମୁଁ କୋରାପୁଟରୁ ଆଦିବାସସୀ 👌👌👌👍👍👍💐💐💐 ଜୟ ଆଦିବାସୀ.
Your talent is very high we are very proud of you ❤️❤️❤️ Don't think feel low adivasi people are great 👍
Bahut sundar
Bhahuta sunder
ବହୁତ୍ ସୁନ୍ଦର୍ , ଏଇ ଭଉଣୀ ଙ୍କ ପାଇଁ ଗୋଟେ ଲାଇକ ହେଉ ❤
❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
God bless you sister 👍
Happy new year
ମୁ, ଗଜପତି, ରଜନୀ ଭଉଣୀ ଆଗକୁ ବଡ଼ିଚାଲ ନୂଆ ନୂଆ ଗୀତ
S ଜିତୁ ଭାଇ ,ସନ୍ତୋଷ ଭାଇ , ଜାନୁ ଭାଇ ଏବଂ ପୁରା ଟିମ୍ କୁ ଧନ୍ୟବାଦ୍ ❤❤ ମୋର ଭଉଣୀଙ୍କୁ Support କରିଥିବାରୁ ❤❤
ବହୁତ ଧନ୍ୟବାଦ
ଗୀତ ଟି ବହୁତ ଭଲ ଲାଗୁଛି, ରଜନୀ ଭଉଣୀ ଧନ୍ୟବାଦ ଆଗକୁ ବଢ଼ିଚାଲ Congratulation 🎉🎉🎉🎉🎉
ବହୁତ ବଡ଼ିହା both are congratulations 🎉🎉🎉
Bahut sundar❤gita
ଶବର ସମାଜ ଗୀତ ଗାଇବାକୁ କୁଅ
@@sudarshanmandal2424 ନିଶ୍ଚୟ କହିବୁ ଭାଈ କିନ୍ତୁ ଆମେ ଅର୍ଥ ଦେଇ ପାରିବୁ ନାହିଁ
Happy new year
ଆମର ସଉରା ଆଦିବାସୀ ଭଉଣୀଙ୍କୁ ଓଡ଼ିଆ ଆଧୁନିକ ଗୀତ ଗାଇବା ପାଇଁ ସହଯୋଗ ପାଇଥିବାରୁ ଏବଂ ପୁରା ଟିମ୍ କୁ ଧନ୍ୟବାଦ୍❤❤❤🎉
ସୁମଧୁର ସ୍ୱର... ଦାମିକା ପ୍ରେମିକ ଓ ପ୍ରେମିକା ଗୀତଟି... ହୃଦୟ କୁ ଛୁଇଁଲା. Mind Blowing ହେଲା.
ମୋ ଆଦିବାସୀ ସମାଜ ପାଇଁ ଗୌରବ ଅର୍ଜନ କରିଥିବାରୁ ହୃଦୟରୁ ସ୍ୱାଗତ 🌹🌹🌹🌹🌹🌹🌹🌹🌹
❤
Mu koraput ra kanti adibasi jhia
❤
❤ 2:32
କିଏ କିଏ ଗଜପତି, ରାୟଗଡ ଏବଂ ଗଞ୍ଜାମ ରେ ଏହି ସୁନ୍ଦର ଗୀତଟି ଉପଭୋଗ କରୁଛନ୍ତି like comment ଟି କରନ୍ତୁ ଭଉଣୀଙ୍କ ପାଇଁ ❤
Not only Ganjam and Gajapati also enjoying from Rayagada
Mu
Gajapati
Are angul ru sunuchi
❤❤❤❤
ମୁଁ ବହୁତ ଗର୍ବ ଅନୁଭବ କରୁଛି କାରଣ ଆମର ସୌରା ଝିଅ ମଧ୍ୟ ଏତେ ସୁନ୍ଦର ଗୀତ ଗାଇ ପାରୁଛି ଜୟ ଜଗନ୍ନାଥ ଜୟ ପ୍ରଧାନୀ ଗୁରୁ ❤❤❤❤
Right....
Who is Pradhani guru ?
@@subashchandrasabar723 ଆମର ହିନ୍ଦୁ ସୌରା ମାନଙ୍କର ମୁଖ୍ୟ ଗୁରୁ ହେଉଛନ୍ତି ପ୍ରଧାନୀ ଗମାଙ୍ଗ
Ama saura geeta gao bhauni.... Jaya shree Ram
Good.bhai.❤❤❤
So sweet voice!!!
Heart♥️touching song..
ସେ ଭଉଣୀଙ୍କୁ ଆଉ ଆଗକୁ ସୁଯୋଗ ଦିଆଯାଉ... ଭଲ ସ୍ୱର ଅଛି ❤❤❤🎉🎉🎉🎉🌹🌹
ବଡ଼ ଜାତି ହେଲେ କଣ ହବ ତାଙ୍କ ଛଟ ମନ ଛଟ ହୃଦୟ ଲକ ସେମିତି ହିଁ କହିବେ..ଜାତି ପବିତ୍ର ହେଇଥାଏ କିନ୍ତୁ ମନ ତାଙ୍କ ଅପବିତ୍ର..kaha katha no suni agei chala sister.. God bless you sister ❤❤
ରଜନୀ ଭଉଣୀ ଆଗକୁ ବଢ଼ି ଚାଲ
ରଜନୀର ବଡ ଭାଇ 🎉🎉
ବହୁତ ସୁନ୍ଦର ସ୍ୱର ଏବଂ ବହୁତ ସୁନ୍ଦର ଗୀତ । ଯେଉଁ ଭାଇମାନେ ଆମ ଆଦିବାସୀ ଭଉଣୀଙ୍କୁ ଗୀତ ଗାଇବାକୁ ସମୟ ଦେଇଛନ୍ତି , ସେମାନଙ୍କୁ ବହୁତ୍ ବହୁତ୍ ଧନ୍ୟବଦ୍
ମୁଁ ରଜନୀଙ୍କ ପାଇଁ ବହୁତ ଗର୍ବ ଅନୁଭବ କରେ । କାହିଁକିନା ମୁଁ ଗଜପତିରୁ....
Happy new year
ବହୁତ ସୁନ୍ଦର କଣ୍ଠଦାନ କରିଛନ୍ତି ଠାକୁର ❤❤❤❤❤
👍🏼👍🏼👍🏼ବହୁତ ବଡ଼ିଆ ଗାଉଛନ୍ତି, ଆଦିବାସୀ ଝିଅ, ଧନ୍ୟବାଦ, ଆଗକୁ ବଡୁ 👌🏼👌🏼👌🏼👌🏼
ବହୁତ୍ ସୁନ୍ଦର୍ ଭାବରେ ଗାଇଛନ୍ତି ଗଞ୍ଜାମ ଜିଲ୍ଲା ବଳରାମ ପୁର ଆଶ୍ରମ ସ୍କୁଲ୍ ର ଝିଅ ରଜନୀ ମଣ୍ଡଳ......🎉
100ରେ 100ମାର୍କ୍ ଦେବି
ମୋ ଆଦିବାସୀ ସମାଜ ପାଇଁ ଗୌରବ ଅର୍ଜନ କରିଥିବାରୁ ହୃଦୟରୁ ସ୍ଵାଗତ ରଜନୀ ଭଉଣୀ
Super se upar
ଏ ଭଉଣୀଙ୍କୁ ଆଗକୁ ସୁଯୋଗ ଦିଆଯାଉ
ତାଙ୍କ ସ୍ବରରେ ମା ସରସ୍ୱତୀଙ୍କ ଆଶୀର୍ବାଦ ଅଛି ❤❤❤
ରଜନୀ ମଣ୍ଡଳ ଆଦିବାସୀ ଝିଅ ଆଦିବାସୀ ଭଉଣୀଙ୍କୁ ଗୀତ ଗାଇବା ରେ ସଯୋଗ ଦେଇଥିବାରୁ JANU STAR MUSIC TEAM କୁ ବହୁତ ବହୁତ ଧନ୍ୟବାଦ
ଏମିତି ଏହି ଝିଅଙ୍କୁ ଆଗକୁ ଯିବା ପାଇଁ ସଯୋଗ ଦିଅନ୍ତୁ
ଜୟ ଆଦିବାସୀ ! ସମସ୍ତ ଟିମକୁ God bless ୟୁ 🎉🎉🎉🎉❤️❤️❤️❤️ love from gajapati
ଆଉ ଗୋଟେ Chance ଦିଅନ୍ତୁ ଭଉଣୀ କୁ ବହୁତ ଭଲ ଗାଉଛନ୍ତି love from Gajapati
Tik Kahila
Tamo channel mu madya dekhe...❤❤
😊😊😊😊😊❤❤❤
Ok
Puni janu star music re ati sighro asuchi
ବଣ ମଲ୍ଲୀ କୁ ପ୍ରସ୍ଫୁଟିତ ହେବାକୁ ସୁଯୋଗ ଦେଇଥିବାରୁ Janu bhai and team Heartly thank you
Rajani ର voice ବହୁତ୍ ସୁନ୍ଦର ଅଛି so Best of luck ରଜନୀ✌️✌️
Adivasi jio boli Kom dinore besi like cmt Shere heichi Jay adivasi ...
ଆମ ଆଧିବାସୀ ରେ ବି ଗୀତ ହେଉ 🎉🎉🎉🎉❤❤❤❤❤❤❤
ମୁ ବହୁତ ଗର୍ବ ଅନୁଭବ କରେ କି ଆମ ଆଦିବାସୀ ଝିଅ ଏତେ ସୁନ୍ଦର ଗୀତ ଆମ ଓଡିଶା ବାସୀଙ୍କ ପାଖରେ ପହଂଚେଇବ ଏବଂ ନିଜର ଜାଗା ସୃଷ୍ଟି କରିବ l I am proud you my sister RAJANI MANDAL
Wow nice 👍👍 Rajani didi ବହୁତ ସୁନ୍ଦର ଗୀତ ଟିଏ ଗାଇଛ।ବହୁତ ବଢିଆ ହୋଇଛି। ନିଜକୁ ବହୁତ ଗର୍ବିତ ଲଗୁଛି କାରଣ ଆମ soura adivasi ଝିଅକୁ ଏମିତି ସୁନ୍ଦର opportunity ମିଳିଛି, I am proud of you❤❤❤❤ congratulations didi 🎉🎉🎉🎉🎉
ବହୁତ ଭଲ ହେଇଚି ଭଉଣୀ ର ସ୍ୱର ବହୁତ ବହୁତ ଧନ୍ୟ ବାଦ
ବହୁତ୍ ସୁନ୍ଦର୍ ଗୀତ ସଉରା ହିନ୍ଦୁ ଶବର ସମାଜ ତରପରୁ ମଧ୍ୟ ଧନ୍ୟବାଦ୍ ଏହି ପରି ସୁନ୍ଦର୍ ଗୀତ ଗାଇ ଆଗକୁ ବଡି ଚାଲ
Sister ରଜନୀ ବୋହୁତ ସୁନ୍ଦର ଗାଉଛୋନ୍ତି
Congratulation 🎉 👍 ରଜନୀ ଦିଦି ଆପଣଙ୍କ ଚଲାପତ ଭଗବାନ ମଙ୍ଗଳମୟ କରୁ । 🙏🙏🙏ଜୟ ଶ୍ରୀରାମ
ମୁଁ ଦଶଥର ଏ ଗୀତକୁ ଶୁଣିସାରିଲିଣି ବହୁତ ସୁନ୍ଦର ଲାଗୁଛି ଆମ ଭଉଣୀର ଗୀତ,
ଜାନୁ ଭାଇଙ୍କୁ ଅନେକ ଅନେକ ଧନ୍ୟବାଦ ରଜନୀ ଭଉଣୀକୁ ସୁଯୋଗ ଦେଇଥିବାରୁ ❤❤❤।
Laga jay ama desia singer rajani madam 🔥🔥🔥🔥🔥🔥🔥🔥
❤ ବଡିଚାଲ ଆଗକୁ,❤,👍👍👍👍👍
👌👌👌❤️❤️❤️👍👍👍rajani aagaku madichal
ବହୁତ ବଢିଆ ଗୀତଗାଇଲ ଭଉଣୀ ଏମିତି ଶବର ସମାଜ ଗୀତ ମଧ୍ୟ ଆଗକୁ ନେବ ତମକୁ ପ୍ରଭୁ ଜଗନ୍ନାଥ ଆଶିର୍ବାଦ କରନ୍ତୁ ହରି 🕉️
ବହୁତ ଭଲ ଗୀତ ହେଇଚି
ମୋ ଭଉଣୀ ଆଗକୁ ଚଢି ଯା
Bahuth bhala gaicha bhauni..🎉🎉
Super
ବହୁତ ବଢିଆ ଗୀତ ହେଇଛି ଭଉଣୀଙ୍କୁ ଶୁବେଛା
ଅତି ସୁନ୍ଦର voice ଲାଗୁଛି ଭଉଣୀ ଆଗକୁ ମାଡିଚାଲ 🎉🎉🎉🎉🎉🎉❤❤❤
ବହୁତ ସୁନ୍ଦର ହେଇଛି ରଜନୀ ବହୁତ ବହୁତ ଧନ୍ୟବାଦ ଜୟ ଜଗନ୍ନାଥ ⭕‼️⭕🙏🙏🙏
Baba bahut most
ଅତି ସୁନ୍ଦର ଭାବରେ ଗାଈ ଛନ୍ତି ଭଉଣୀ ❤❤❤
ସୁ ମଧୁର ସୁର ଦିଦି ମୋନକୁ ଚୁଇଲା ଗୀତ good bless you ❤❤❤
ଗୀତ ତ ଟିର Lyrics ବଡ଼ିଆ ହେଇଛି ସ୍ବର ବି ବଡ଼ିଆ ହେଇଛି ❤️❤️👍👍
ବହୁତ ଭଲ କଣ୍ଠ ସ୍ୱର ଅଛି
😮😮😮 ବହୁତ୍ ସୁନ୍ଦର୍ ହୋଇଛି ଭଏସ୍ 🎉🎉🎉🎉🎉🎉 , ଜୟ ଜଗନ୍ନାଥ 🙏🙏🙏👍
ବହୁତ ଭଲ ଲାଗିଲା l ସମସ୍ତଙ୍କୁ ବହୁତବହୁତ ଧନ୍ୟବାଦ 🙏
ମୁଁ ବହୁତ ଖୁସି ଯେ ଆମର ସଉରା ଭଉଣୀ ଗୀତ ଏତେ ସୁନ୍ଦର ସୂର ପ୍ରଭୁ ତୁମକୁ ଆଶିର୍ବାଦ କରନ୍ତୁ
ଧନ୍ୟବାଦ ଭାଇ
Bahot bhala Santi jhia bahot garba karuchhi ❤❤❤
ବଢ଼ିଆ ବଢ଼ିଆ ବଢ଼ିଆ ବହୁତ୍ ବଢ଼ିଆ ଆହୁରି ଆଗକୁ ଯାଅ ଜୟ ଜଗନ୍ନାଥ ।
ଗୀତ ଟି କୁ ବହୁତ ସୁନ୍ଦର ଭାବେ ଗାଇଲେ ❤️❤️super❤️❤️
Bahut bhala
ଜନୁ, ⭐🎹 ରଜନୀ ର ଗୀତ ବାରି ବଲା ଲାଗେ 👌👍 ରଜନୀ ଆଉ ସଉରା ଗୀତ ଗାଇବା ପାଇଁ ଅନୁମତି ଦିଅନ୍ତୁ ଆପଣଙ୍କ ସ୍ତୁଡ଼ିଓ ରେ ❤
Bahut sundar heichhi ..khas kari nua Rajani bhauni pain .
ବହୁତ ଭଲ ❤❤❤
ବହୁତ ଭଲ ଲାଗିଲା ଏ ଗୀତ ଶୁଣି ❤❤❤ love you dii
ମୁଁ ଆଦିବାସି ମୁଁ ଗର୍ବିତ ❤❤🥰🥰😍
ଜୟ ଜଗନ୍ନାଥ ପ୍ରଧାନୀ ଗୁରୁ ଜୟ ଶବର ସମାଜ
ଧନ୍ୟବାଦ ଭଉଣୀ ଭଗବାନ ତୁମକୁ ଆଶୀର୍ବାଦ କରନ୍ତୁ, ଆଗକୁ ବଢିଚାଲ କାହା କଥା କୁ ଶୁଣ ନାହିଁ,
ସୁନ୍ଦର କଣ୍ଠଟିଏ ଭଗବାନ ଦେଇଛନ୍ତି ତୁମକୁ ମାମା l ଆହୁରି ଆଗକୁ ବଢ l ମାଲକାନଗିରି ମାଟିରୁ ଢେର ସାରା ଶୁଭେଚ୍ଛା ଓ ଆଶୀର୍ବାଦ l ଜୟ ଶ୍ରୀଜଗନ୍ନାଥ ❤️🌹🌹🙌🙌
Badhia gauchhanti
ମାଡ଼ି ଚାଲ ଭଉଣୀ ଅତି ସୁନ୍ଦର👌
Dide dhanya badya and bhei bahuta vhala lagila ❤❤❤❤
ବହୁତ ସୁନ୍ଦର
ସୁନ୍ଦର voice 🎉🎉
Bahuti badhiaa
❤❤❤❤❤superb
Nice
ଆଦିବାସୀ ଝିଅ ପାଇଁ ଗୋଟିଏ ଲାଇକ ହୋଉ 🎉🎉🎉🎉🎉🎉🎉
Bahut sundar sister aagaku badi chala sister... congratulations
Ek to like Banta hai yar rajani keliye ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤👍👍👍
Congratulations 🎉🎉🎉 Nice song 🎉🎉🎉
Agaku jao
Congratulations ❤ Rajani sister,,agoku madi chala ❤
ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ
,👍👍💯💯💯♥️♥️♥️♥️🤘🤘🤘👏👏👏👏
Bht volo heichi..... Au thore Chance dio Sister ku..... Love from Mayurbhanj ❤❤❤❤❤
Bhut badhiya ❤❤❤❤
Adibashi jhia jindabad
Congratulations 🎉Diiii my Queen ❤❤❤
ଅତି ସୁନ୍ଦର ଗୀତ, ଭଉଣୀ ଆମର ବହୁତ ସୁନ୍ଦର ଗାଇଲେ 🌹❤♥️
Beautiful and melodious voice by sister Rajani Mandal .. Pride of Soura community..👌👌👌
Badiya heichi gita t
Johar ge sanam ko
ସୁପେର ଭୋଇସ ଦିଦି 👍👍 form kandhamal❤️❤️
Sister ବହୁତ ଅଗକୁ ଯିବ ❤❤
Really nice Rajani di
ବହୁତ ସୁନ୍ଦର ଗୀତ ଓ ତାହାର କଣ୍ଠ ବହୁତ୍ ମଧୁର
Super 👌
ଗୀତ ଟି ବହୁତ ହିଁ ଭଲ ହୋଇଛି... 👌ଯେତେ ଶୁଣିଲେବି ମନ ଭରୁ ନାହିଁ .. Love from Mayurbhanj ❤
Bahot sundar gito
Bahut Sundar laguchi ❤❤❤
ରଜନୀ ଦିଦି ଙ୍କ ସ୍ୱର ଅତି ସୁମଧୁର ଲାଗୁଛି
ମୋ ଆଦିବାସୀ ଭଉଣୀ ପାଇଁ ମୁଁ ହୃଦୟରୁ ଗର୍ବିତ, ଭଗବାନ ତାଙ୍କୁ ସବୁବେଳେ ମଙ୍ଗଳ କାମନା କରନ୍ତୁ!
ମୁଁ କୋରାପୁଟରୁ ଆଦିବାସସୀ 👌👌👌👍👍👍💐💐💐
ଜୟ ଆଦିବାସୀ.
Your talent is very high we are very proud of you ❤️❤️❤️
Don't think feel low adivasi people are great 👍
Bahut sundar
Bhahuta sunder