Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
ଅତିସୁନ୍ଦର ଗିତ ଗାଇ ଲ ଭଉଁଣୀ
ବହୁତ ସୁନ୍ଦର କଣ୍ଠ ସ୍ୱର ❤❤❤
Yes super Didi nka voice
ଭଉଣୀଙ୍କ କଥା ଶୁଣିଲା ପରେ ଆଖିରେ ହୁଲ ଆସିଯାଉଛି ❤❤❤
ଆମ ଆଦିବାସୀ ଝିଅ ଆଗକୁ ମାଳି ଚାଲୋ
ମାଡ଼ି ଚାଲ ମାଳି ଚାଲ ନୁହେଁ
ଭାଇ ଟିକେ ବର୍ଣ୍ଣବୋଧ ଭଳିକି ପଢ଼ିକି ଆସ୍।ଫିର କମଣ୍ଟ କରିବୁ 😊
Jnu,f,tu❤ 21:08 ,ilovu2
@@SipuRockedVlogAau tume bhai volo se padhicho ki tumo lekha aage dekho
ଭାଇ ତମେ ପଢ଼ିଛ ତ 🤣 @@SipuRockedVlog
ଆମ ଓଡିଆ ଆଦିବାସୀ ଭାଇ ଭଉଣୀମାନେ ହୃଦୟ ରୁ ବହୁତ ସୁନ୍ଦର ଆଉ ସରଳ ଓ ନିରୀହ ସ୍ବଭାବ ର ହୋଇଥାନ୍ତି । କିନ୍ତୁ ଏ ସବୁ ର ଫାଇଦା ଉଠାନ୍ତି ଆମ ଉଚ୍ଚ ଜାତିର କିଛି ଚତୁର ପ୍ରବୃତ୍ତି ର ଲୋକ ମାନେ,,, ମୁଁ ଖାଲି ଏତିକି କହିବି ( ଏକ ଦିନ ବାଟୋଗେ ତୋ କଟୋଗେ ଜରୁରୁ ) ଜୟ ଜଗନ୍ନାଥ ,,,,
ବହୁତ୍ ସୁନ୍ଦର ଭଏସ ✌️✌️✌️
ଆଲୋ ଝିଅ , ତୁମେ ଭାରତ ର ମୂଳ ନିବାସୀ ଯିଏ ଭାରତର ମାଲିକ,ତୁ କାହିକି , ବିଦେଶୀ ବ୍ରାହ୍ମଣ ର କଥାରେ ନିଜକୁ ନିଚ ବୋଲି ମନେ କରୁଛୁ,
Nijo gorba kor bhouni adhibasi kuolore jonmm heichho boli
ଛୁଆ ଅଛୁଆଁ ଆଜି ର ଦିନରେ ବହୁତ ଅଛି।
Khas kori Ganjam district re huye cast distiction ta .... Kintu loke Rasta majhire jhada feribe
ସୁନ୍ଦର ଆଦିବାସୀ 🙏🙏🙏ମୁଁ ଭି ଆଦିବାସୀ ସୁନ୍ଦର ଗଡ଼ ରୁ 👌👌👌
News ଭାଇ ଆଜି କାଲି ଦେଖା ଯାଉନ ତମ news ଦେଖିବା ପାଇଁ ମିଳୁନି ତମେ ବହୁତ ମନେ ପଢୁଛ ତମ କଥା ବହୁତ ସୁନ୍ଦର 🎉
You are write sister.hele kichhi loko ochhonti amo adivasi jatiku ghruna koronti.Happy new year 2025...age badho... God bless you...
Satare bhai
ମୋର ଯଦି ଏମିତି କା ଝିଅ ହୁଅନ୍ତା ମୁଁ ନିଶ୍ଚୟ ଝିଅକୁ ଆହୁରି ଆଗକୁ ନେବାକୁ ଚେଷ୍ଟା କରିଥାନ୍ତି।
nija bhauni bhabi agaku jiba pain sahajag karantu emananku
ବହୁତ୍ କଷ୍ଟ ଲାଗେ ଯେତେବେଳେ😢 ଏ କଥା ଭାବିଲେ ।ଏବେବି ଜାତି,ଭେଦଭାବ ରହିଛି ଭଉଣୀ ।😢😢କିଛି ଲୋକ ଅଛନ୍ତି ଛୋଟ ଜାତି ଭାବି ସେମିତି କରନ୍ତି😢😢😢😢😢
ଭାଇ ଏଠି ଜାତିଭେଦ ରହିଲା କୋଉଠି ପ୍ରତିଭା କୁ କୌଣସି ଜାତି ଅଟକେଇପାରିବ ନାହିଁ।
Jay adibasi❤❤❤❤
Jai ଯୀଶୁ
ବହୁତଭଲଭଉନି. ଭଗବାନସାହା
କଣ୍ଠ ସ୍ୱର ଅତି ସୁନ୍ଦର ଝିଅ ତମେ ନିଶ୍ଚିତ ସଫଳ ହେବ ସାଧନା କରିଚାଲ
ଝାରଖଣ୍ଡ ରୋ ମୁଖ୍ୟମନ୍ତ୍ରୀ ବି ଆଦିବାସୀ
ମାଡ଼ି ଚାଲ jai ଯୀଶୁ
ମୁଁ ଆଦିବାସୀ .. ଜୟ ଆଦିବାସୀ
ଏହିଦେଶର ରାଷ୍ଟ୍ରପତି ଜାଣେଆଦିବାସୀ, ହେଲେ କଣ ହେବ? ଏହି ଓଡିଶା ରାଜ୍ୟର ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ମଧ୍ୟ ଜଣେ ଆଦିବାସୀ ହେଲେ କଣ ହେବ. ଏହିଭଳି ଆଦିବାସୀଙ୍କ ଦୁଃଖ କିଏ ବୁଝିବ?.... 🤔🤔🤔.
Hmm ahi katha bramana manku dekhajebani but St ac obc quota dekhajibo
God bless you sister go ahead Jay adivasi ,Amen,
ଆମେ ଆଦିବାସୀ ହୋଇ ପଛରେ ନାହୁଁ l କାରଣ ରାଜ୍ୟର ମୁଖ୍ୟମନ୍ତ୍ରୀ ଠାରୁ ଦେଶର ରାଷ୍ଟ୍ରପତି ପର୍ଯ୍ୟନ୍ତ ଆମେ ବି କମ ନୁହଁ l
ଆଦିବାସୀଙ୍କ ପ୍ରତିଭା କେବେବି କାହାଠୁ କମ୍ ନୁହନ୍ତି। କିନ୍ତୁ ଦୁଃଖର ବିଷୟ ଏହାଯେ ଏବେବି ତାଙ୍କୁ ଉପଯୁକ୍ତ ସମ୍ମାନ ଓ ସୁଯୋଗ ଅନେକ ଦିଅନ୍ତି ନାହିଁ।
Rajani ଭଉଣୀ ଆଗକୁ ମାଡି ଚାଲ ପ୍ରଭୁ ତମ ସାଥିରେ ଅଛି l
ବହୁତ ବଢଆ ଆମ ଆଦିବାସୀ ଭଉଣୀ ରଜନୀ ତୁ ଭଲ ଗୀତଗାଇିଲୁ ଆମ ଆଦିବାସୀ ଟେକରଖୀଲୁବହୁତଭଲ ଆମେ ବି ଆଦିବାସି ଆମେ sundar ଗଡ ବଣାଇ ଗଡ ଆଦିବାସି
ଗୀତ ବଢ଼ିଆ ଲାଗୁଛି ଭଉଣୀ
Gita ti Bahuta bhala..auu amo Rajani bhauni bahuta Sundar bhabe present karichhanti....God bless karantu ki se ahuri bhala karantu.
ଭଉଣୀ ତୁ ମୋର ସୁନା ଭଉଣୀ ❤❤❤ ବହୁତ ସୁନ୍ଦର ଭଉଣୀ 👌👌👌ଆଗକୁ ବହୁତ ସୁନ୍ଦର କରି ପାରିବ 👍👍👍
ଏ ଭାଇ ଜଣକ ଆଦିବାସୀ ଝିଅର କଣ୍ଠର କଳାକୁ ଭଲପାଆନ୍ତି ନିଜର କେତଦିନର ଫାଇଦା ପାଇଁ। ଏହି ପରି ଅନେକ ନିରିହ ଆଦିବାସୀ ଅଛନ୍ତି ଯାହାର କିଛି କଳା ନାହିଁ ଅନ୍ତତଃ ସମ୍ମାନ ଦେଇ ଶିଖ ଆମେ ଜାଣିବୁ ଆଦିବାସୀ ପ୍ରତି ଦରଦ ଅଛି ବୋଲି। ହଁ ଆଦିବାସୀ ରାଷ୍ଟ୍ରପତି ହୋଇଛନ୍ତି, ଆଦିବାସୀ ମୂଖ୍ୟ ମନ୍ତ୍ରୀ ଅଛନ୍ତି କିନ୍ତୁ ତାଙ୍କର ଅଜଣାତରେ ରାମ ମନ୍ଦିର ଉଦ୍ଘାଟନ, ଭାରତର ନୂତନ ସଂସଦରେ ଉଦ୍ଘାଟନ ବେଳେ କିନ୍ତୁ ଏମାନଙ୍କୁ ICU ରଖାଯାଇଥିଲା କି
Praise the lord Thankyou sister you is Song and acting super Eght love you Song best very very thank you 👌👍 Good Bless you....
ଅତି ସୁନ୍ଦର ଗାଉଚ ଭଉଣୀ , ଆଗକୁ ମାଡି ଚାଲ
ମୁଳ ନିବାସି ଜୟ ଆଦିବାସି❤❤❤
All Time Full Support Sister God bless you 🙏
God bless you sister for your nice voice ❤ ଆଗକୁ ବଢିବାର ଆଶା ରକନ୍ତୁ ଏବଂ ଏମିତି ଅନେକ ଅନେକ ଶୁଭକାମନା ଓ ଆର୍ଶୀବାଦ ରହିବା ସହିତ ଆପଣଙ୍କ ଚୋଲାପଥ ସୁଖମୟ ହେଉ ଏହା ମୋର ପ୍ରଭୁ ଜଗନ୍ନାଥଙ୍କ ନିକଟକୁ ପ୍ରାର୍ଥନା କରେ।
Bahut sundar laguchi sister❤❤
❤❤
ଭଲ ଲାଗୁଛି ଗୀତ ରଜନୀ
ଓଡ଼ିଆ ଲୋକ ଆଦିବଶୀ ମାନଙ୍କ ଘୃଣା କରନ୍ତି ହୀନ ନୀଚ ଭାବନ୍ତି ମୋତେ ବହୁତ ଦୁଃଖ ଲାଗୁଚି ଭଉଣୀ
ବହୁତ ସୁନ୍ଦର କଣ୍ଠସ୍ୱର
ବିଦେଶୀ ବ୍ରାହ୍ମଣ କୁ ପାଇଲା ପାନେ ଦେବେ ଆଦିବାସୀ
ବହୁତ ଭଲ ଲାଗିଲା
ବହୁତ୍ ଭଲ କଣ୍ଠ ରହିଛି ଭଉଣୀଙ୍କର
PKG Didi Or Rajani Nice Voice
ବହୁତ୍ ବଢିଆ ଗୀତ ଗାଇଲ ଲ ଝିଅ 👍♥️♥️
Very nice voice❤❤ God bless you sister
ଭଉଣୀ christian ଗୀତ ଗାଇବେକି
Bahut sundar didi ❤❤❤❤❤❤❤
Janu sar ❤❤❤❤❤
ଏହି ଗରିବଙ୍କ ଘରେ ଆମ ଓଡ଼ିଶାର ହିନ୍ଦୁ ସମାଜ ଆସିକି ସାହାଯ୍ଯ କଲେନି କାହିଁକି , ଯଦି ଏଠି ଖ୍ରୀଷ୍ଟିୟାନ ମାନେ ସାହାଯ୍ଯ କଲେ କରିବେ ଧର୍ମ ପରିବର୍ତ୍ତନ ହେଉଛି.
Tamne Christian mne help kale Christian hebo ki semity kichhiachhi ki ? tamne aha to selfish heiki help kaaruchho sabu.
@sidhikumari9025 ଆରେ ହିନ୍ଦୁ ଧର୍ମର ଠିକାଦାର ମାନେ କହୁଛନ୍ତି .
@@Kalundia436 koi thikadr Hindu kahile Tamaku
Bahut sundar god bless you
I am proud of you one of the adivasi singer, 👍👍👍
ବହୁତ ଖୁସି ଲାଗିଲା ସୁଦର ଗୀତ ଗାଇ ଲେ
Nice didi
କଣ ପାଇଁ ଆଦିବାସୀ ଙ୍କୁ ଏତେ ଘୃଣା କରନ୍ତି। ଏ ସବୁ ବ୍ରାହ୍ମଣ ବ୍ୟବସ୍ଥା ର କାରଣ.... ଏ ଛୁଆଁ ଅଛୁଆଁ ଭେଦ ଭାବ ମୋ ସହିତ ବି ଛୋଟ ବେଳେ ହେଇ ଥିଲା ।😂😂😂
Right answer
Bhaut very good ❤️❤️❤️👍👍👍
Bhauni janoko thik kahi chanti bahut khusi lagila amo adibasi jhionku kalakaroro. Stano dei thibaru 🙏🏻🙏🏻🙏🏻
ମୁଖ୍ୟ ମନ୍ତ୍ରୀ କରାହେଇଛି. ରାଷ୍ଟ୍ରପତି କରାହେଇଛି. ସେମାନେ ହେଇନାହାନ୍ତି ଭଉଣୀ. କାହିଁକି ଗର୍ବ କରୁଛନ୍ତି
Didi Ku support koro agoku jiba pain please 😮
Very nice song God bless you ❤❤❤❤❤
Very nice Didi God bless you ❤️💖
Nice beautiful singing
Rajani sister' bahut badhiya voice
Our proud of soura culture 👌👌👌 Keep it Sister God blessed you 👍 ❤❤
Good nice
Good
ରଜନୀ ଭଉଣୀ ଆଉଭଲଗୀତ ଗାଅ
Rajani ଭଉଣୀ ଆଗକୁ ମାଡ଼ିଛାଲନ୍ତୁ, ନିଶ୍ଚୟ ଭଗଭାନ ଆପଣଙ୍କୁ ଆର୍ଶିବାଦ ଦେବେ ।
ଗୀତ ଟି ବହୁତ ଭଲଲାଗିଲା❤❤❤❤❤
ବହୁତ ସୁନ୍ଦର୍ ଗୀତ ଗାଇଲେ ମୋ ବହୁଣୀ ଧନ୍ୟବାଦ
କାହିଁକି କେଜାଣି ଦ୍ରୋଣାଚାର୍ଯ୍ୟ ହୁଅନ୍ତି ଏବଂ ଉନ୍ନତ ଜ୍ଞାନରେ ବାଧା ବିଘ୍ନ ଧର୍ମ ନାମରେ କିଛି ନାହିଁ କେବଳ ମନରେ ଇର୍ଷା ସ୍ବାର୍ଥ ପାଳନ୍ତି।
God bless you sister... Bhagwaan tamara chalapatha ku sada sarbada kusumita karantu....
ଭଉଣୀ ଆପଣ ଭଗବାନ ଆଶୀର୍ବାଦ କରାନ୍ତୁ। ଆପଣ ବହୁତ ଉନ୍ନତ ସ୍ଥାନକୁ ଭଗବାନ ପହଞ୍ଚନ୍ତୁ।
Praise the Lord ❤❤❤
Thank you Bhai
Good bless you sister 👍👍👍👍
ସବୁ କ୍ଷେତ୍ରରେ ସେମିତି କରୁଛନ୍ତି ମାମା ମନ ଦୁଃଖ କର ନାହିଁ
Jay adivasi
Love you❤❤❤❤❤ diii
God bless you, Tume vala gauchha.
Jay ha adivasi
Very very good 🎉🎉🎉
Always god bless you 🎉
Jay Adivasi
Super achi
ପ୍ରଭୁ ଜଗନ୍ନାଥ ଙ୍କ ଆଶୀର୍ବାଦ ରୁ ବହୁତ ଆଗକୁ ଯାହ
God bless you sister try to continue
Bahut sundar
Best ofuck ରଜନୀ ✌️✌️✌️
God bless you... Rajani Mandal
Rajani God bless you
Thank you
Amo adhibasi jhio agei chalo❤❤❤❤
Congratulations 🎉❤sister proud of you ❤👍👍👍
Go ahead.. Bright future
ମୁଁ ବି ଜଣେ ଆଦିବାସୀ 🙏
❤❤❤❤❤ suprr sister
ଅସମ୍ଭବ କିଛି ନାହିଁ ସବୁ ସମ୍ଭବ କିନ୍ତୁ ଆଗକୁ ବଢିବା ପାଇଁ ଚେଷ୍ଟା ଏବଂ ଉଦ୍ୟମ ଜାରି ରଖିବାକୁ ପଡିବ ତତ ସହିତ ଭଗବାନଙ୍କ ଆଶ୍ରିବାଦ ମଧ୍ୟ ଦରକାର ଏଣୁ ଉଦ୍ୟମ ସହିତ ଭଗବାନଙ୍କୁ ଉପରେ ବିଶ୍ୱାସ ରଖି ଆଗକୁ ବଡ଼ ନିଶ୍ଚୟ ସଫଳତା ମିଳିବ କୁନି ଭଉଣୀ /ମୁଁ ବି ଜଣେ ଆଦିବାସି ଗଜପତିଆ ପୁଅ ଆମ ସଂସୁକୃତି ପରମ୍ପରା ଅନ୍ୟ ମାନଙ୍କ ଠାରୁ ଭିନ୍ନ ତଥାପି ଆମେ ଗର୍ବିତ /ଧନ୍ୟବାଦ ଭଉଣୀ ଭଗବାନ ମଙ୍ଗଳ କରନ୍ତୁ ତୁମେ ଆଗକୁ ବଢ, (ଜୟ ଜଗନ୍ନାଥ, ଜୟଶ୍ରୀରାମ )
Bhagaban apanakara mangala karantu 🎉🎉🎉🎉🎉🎉🎉🎉
Never give up sis
Rajani tame bout sundar gana gaucha 👌👌kintu tumo samsya suni bout dukha laaguchi thakure tumoku aagei niontu tumora swapna purana korantu ❤️❤️❤️❤️❤️👍👍👍👍
We are always support
Nice song didi
ଅତିସୁନ୍ଦର ଗିତ ଗାଇ ଲ ଭଉଁଣୀ
ବହୁତ ସୁନ୍ଦର କଣ୍ଠ ସ୍ୱର ❤❤❤
Yes super Didi nka voice
ଭଉଣୀଙ୍କ କଥା ଶୁଣିଲା ପରେ ଆଖିରେ ହୁଲ ଆସିଯାଉଛି ❤❤❤
ଆମ ଆଦିବାସୀ ଝିଅ ଆଗକୁ ମାଳି ଚାଲୋ
ମାଡ଼ି ଚାଲ ମାଳି ଚାଲ ନୁହେଁ
ଭାଇ ଟିକେ ବର୍ଣ୍ଣବୋଧ ଭଳିକି ପଢ଼ିକି ଆସ୍।
ଫିର କମଣ୍ଟ କରିବୁ 😊