Odisha Ration Card Update 13th June 2024 | Ration Card New Rule

Поділитися
Вставка
  • Опубліковано 11 чер 2024
  • Odisha Ration Card Update 13th June 2024 | Ration Card New Rule
    Website-
    odishacreativity.com/
    New Site- netodisha.in/
    Facebook👇
    / odiacreativity.in
    ❤ Like ❤ Share ❤ Comment ❤ SUBSCRIBE ❤
    ଯଦି ଆମର ଏହି ଭିଡ଼ିଓ ଆପଣଙ୍କୁ ଭଲ ଲାଗୁଥାଏ ଆହୁରି କିଛି ନୂଆ Job ବିଷୟରେ ଜାଣିବାକୁ ଚାହୁଁଛନ୍ତି ତାହାଲେ ଆମ ଚାନେଲ କୁ SUSCRIBE କରିଦିଅନ୍ତୁ
    ଏବଂ ଏହି ଭିଡ଼ିଓ ଟିକୁ ଗୋଟେ Like କରି ଦିଅନ୍ତୁ.
    Business inquiry-
    inform2anoj@gmail.com
    NB👉 IF YOU OWNER OF ANY THIRD PARTY IMAGE VIDEO MUSIC IN THIS VIDEO IF I AM USING IT .IF YOU THINK I WILL MISS USING OF YOUR PRODUCTS PLEASE TELL ME BEFORE YOU TAKE ANY ACTION I WILL REMOVE IT IN 24 HOUR THANKS YOU.
    Copyright Disclaimer Under Section 107 of the Copyright Act 1976, allowance is made for "fair use" for purposes such as criticism, comment, news reporting, teaching, scholarship, and research. Fair use is a use permitted by copyright statute that might otherwise be infringing. Non-profit, educational or personal use tips the balance in favor of fair use.
    Important Notes: In this video/our videos whatever we are showing,
    it is just review over any Apps, products or News received from the market,
    we are not associated with them anymore.
    Therefore you all are requested to read/ test yourself carefully before taking any action for any news or Apps or Products.
    And the images are shown in this Video are not belongs to us, it belongs to the respective copyright owner.
  • Навчання та стиль

КОМЕНТАРІ • 474

  • @Mr.Bijaykumar.23
    @Mr.Bijaykumar.23 17 днів тому +259

    ରାସନ କାର୍ଡ ବିଷୟରେ ମୁଖ୍ୟମନ୍ତ୍ରୀ କିଛି ବି କହି ନାହାନ୍ତି ତୁ ଶଳା ଟି କେମିତି ଜାଣିଲୁ

  • @skumar7960
    @skumar7960 16 днів тому +11

    ଭାଈ ଯେଉଁ ଲୋକ ମାନଙ୍କର ରାସନ୍ କାର୍ଡ ନାହି ସେମାନେ କଣ ରାସନ୍ କାର୍ଡ ପାଇବେ ନାହିଁ , ପ୍ରକୃତରେ ଅନେକ ପରିବାର ରାସନ୍ ପାଇବାପାଇଁ ଯୋଗ୍ୟ ଥିଲେ ମଧ୍ୟ ପାଇପାରୁ ନାହାନ୍ତି କିନ୍ତୁ ଅନେକ ଅଯୋଗ୍ୟ ଲୋକ ଦୀର୍ଘ ଦିନ ଧରି ପାଇ ଆସୁଛନ୍ତି ତେଣୁ ସରକାର୍ ଦୟା କରି ଏଥି ପ୍ରତି ଧ୍ୟାନ ଦେବା ଉଚିତ୍

  • @bidyadhardas3746
    @bidyadhardas3746 17 днів тому +35

    ବହୁତ୍ ଲୋକଙ୍କ ରାସନ୍ କାର୍ଡ ନାହିଁ।bjp Ku ସପୋର୍ଟ କରୁ ଥିବାରୁ bjd ଅମଳ ରେ ରାସନ୍ କାର୍ଡ ହୋଇ ପାରି ନାହିଁ। ଏଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ।

  • @prasadisatapathy7164
    @prasadisatapathy7164 17 днів тому +13

    ଯାହାର କାର୍ଡ଼ ନାହିଁ ତଦନ୍ତ କରାଯାଉ

  • @mrmilanbehera2807
    @mrmilanbehera2807 17 днів тому +16

    ରାସନ କାର୍ଡ କୁଜି ନେତା ମାନେ ସବୁ ପାଆନ୍ତି

  • @AbhimanyuNaik-dm3gn
    @AbhimanyuNaik-dm3gn 17 днів тому +37

    ରାସନକାଡ ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦିଅନ୍ତୁ
    ଆମର ରାସନ କାଡନାହିଁ

    • @MSCreaters
      @MSCreaters 16 днів тому +2

      Ghare basa sabu tamaku rasan card Tama ghare deidebe

    • @HomeDesigner458
      @HomeDesigner458 16 днів тому

      Amara b nahin 3barsa hela apply karichu ama ghare duijana puni 66 o 68 barsa bayasa tathapi milini

    • @MSCreaters
      @MSCreaters 16 днів тому

      @@HomeDesigner458 apply kariki bujhuna kn pain hauni

    • @MSCreaters
      @MSCreaters 16 днів тому

      Basi rahile kehi Bala ta re pacharibeni

    • @kali.prasadkali4127
      @kali.prasadkali4127 16 днів тому

      Rasana.kadanahe

  • @binaykumarpradhan2200
    @binaykumarpradhan2200 17 днів тому +60

    ଠିକ ଭାବରେ ପୁଣି ଥରେ ରାସନ କାର୍ଡ କରନ୍ତୁ।
    ଧନୀ ମାନେ ମଧ୍ୟ ରାସନ କାର୍ଡ ପାଇଛନ୍ତି।
    ନଚେତ୍ ସମସ୍ତଙ୍କୁ ଦିୟନ୍ତୁ।

  • @Abirachandramajhi
    @Abirachandramajhi 17 днів тому +36

    ଚାଉଳ ରୋଷେଇଶାଳକୁ ଯାଉଛି ନା ମଦଭାଟିକୁ ଯାଉଛି ଏହାର ତଦାରଖ କରାଯାଉ ।

  • @rajendrasahu939
    @rajendrasahu939 17 днів тому +5

    ଆମେ ଗରିବ ସନିର ଲୋକ ଆମର ରାସନ୍ କାର୍ଡ ନାହି,

  • @sidhantkumarbehera2077
    @sidhantkumarbehera2077 15 днів тому +2

    ରାସନ କାଡ ଆମଭଳି ଗରିଵ ପାଇଁ ନାଇ ଭାଇ ସେ ଧନି ଲୋଙ୍କ ପାଇଁ ହେଇଛି 😭

  • @user-xe9sz4sc5f
    @user-xe9sz4sc5f 13 днів тому +2

    ଆମର ତିନି ବର୍ଷ ହେଲା ରାସନ କାର୍ଡ ହୋଇ ନାହିଁ ତ ଆମେ କେମତି କରିବୁ

  • @aratanayak8009
    @aratanayak8009 17 днів тому +9

    ଆପଣ କହିବା ଅନୁସାରେ ଦେଶରେ
    80 କୋଟି ଗରିବ ଅଛନ୍ତି ଗରିବ କେବେ ହଟିବ

  • @sudhanshusethi7008
    @sudhanshusethi7008 16 днів тому +1

    ରାସନ କାର୍ଡ ଯାର ନାହିଁ ସେ କଣ କରିବ। ନୁଆ ରାସନ କର୍ଡ ପାଇଁ ସରକାର ଯଦି ଘୋଷଣା କରିଦିଅନ୍ତି ତା ହେଲେ ସମସ୍ତେ ଖୁସି ହୁଅନ୍ତେ। ଜୟ ଜଗନ୍ନାଥ।

  • @tapankumarmohanty2696
    @tapankumarmohanty2696 16 днів тому +1

    ରାସନ୍ କାର୍ଡ ପୁଣି ନୂଆ କରାଯାଉ vala vabe ଯାଞ୍ଚ୍ କରା ଯାଉ

  • @manoranjansahoo7980
    @manoranjansahoo7980 17 днів тому +33

    ଆମର ରାସନ୍ କାଡ ନାହିଁ

  • @ExcitedBoatLake-pf2qs
    @ExcitedBoatLake-pf2qs 17 днів тому +5

    Aame ration card pain 2020 yr apply karichu kebe miliba

  • @user-zz4xk3vx6l
    @user-zz4xk3vx6l 17 днів тому +7

    ସରକାର୍ ଲୋକଙ୍କୁ ଅଳସୁଆ କରୁଛନ୍ତି, ଜମୀ ପଦିଆ, ମାଗଣା ଚାଉଳ ପାଇଲା ପରେ ଘରେ ବସି ଦେଶୀ ମଦ ଖଇ ଘରେ ବସି ଖାଉଛନ୍ତି, ମଧ୍ୟବିତ୍ତ ହଇରାଣ

    • @nrusinghacharanbehera1910
      @nrusinghacharanbehera1910 16 днів тому +1

      ତମେ ତମ ବିଲରେ କାମ କରୁନ, ଗରିବ ଉପରେ କାହିଁକି ନିର୍ଭର କରୁଛ?

    • @banambarbehera4939
      @banambarbehera4939 16 днів тому

      ​@@nrusinghacharanbehera1910⁰

    • @pitambarchhatria9936
      @pitambarchhatria9936 16 днів тому

      5 kg rice re loke mase khauchhan ken j alsua Hebe
      5 kg to 5 dine sarla baki din tui dauchhu ken

    • @sasmitakhandeitaray5479
      @sasmitakhandeitaray5479 16 днів тому

      💯%sata

  • @jagabandhugiri6980
    @jagabandhugiri6980 17 днів тому +2

    Good morning odisha Jay Jagannath 🙏🙏🙏🙏🙏 Happy New year 2024

  • @user-tl8rl6cl4q
    @user-tl8rl6cl4q 15 днів тому

    ନୁ ଆ ରା ଶ ନ କା ଡ଼ କ ରା ଜା ଉ 🙏🙏🙏

  • @sameernisanofficial2984
    @sameernisanofficial2984 17 днів тому +8

    Amar ration card nahi ame kana karibu

  • @Su-wq4wc
    @Su-wq4wc 16 днів тому +1

    70 % ହେଣ୍ଡିକ୍ୟାପ ହେଲା ପରେ ଏବେ ବି ରାସନ କାର୍ଡ ହେଉନାହିଁ କଣ ପାଇଁ ? କେବେ ଆଉ ସାଇଟ୍ ଖୋଲିବ ? ଆପଣ ସରକାର କୁ ପଚାରିଲା ଆଗେ।

  • @maheshnayak9306
    @maheshnayak9306 15 днів тому

    Yes jaldi hona chahiye ye kaam

  • @burhan6826
    @burhan6826 16 днів тому

    Very good step many corrupt people are taking advantage although they are not eligible

  • @surendrarana1932
    @surendrarana1932 15 днів тому

    ହାରାମି ସାଲେ ପଇସା ପାଇଁ ବେକାର ନିଉଜ୍ ଦେଉଛ

  • @jagabandhugiri6980
    @jagabandhugiri6980 17 днів тому +1

    Jay Hind India 🇮🇳🙏🙏🙏🙏 Happy New year 2024

  • @prasantbehera78
    @prasantbehera78 13 днів тому

    ରାସନ କାର୍ଡ ଥିଲେ ଆସିବ ୫୦୦୦ ଟଙ୍କା ମୋହନ ମାଝି କହିଲେ

  • @SanyasiNayakpic
    @SanyasiNayakpic 17 днів тому +1

    Goo morning odisha Jai jagannath Aamara card nahin

  • @user-lu2fi8iz1d
    @user-lu2fi8iz1d 17 днів тому

    ଖତାରେ ନୁହେଁ ତୁ କାମ କରି ଦେକା ଓଡିଶା ବାସି ର ତା ପରେ ଆମେ ଜାଣିବୁ ତୁ ଓଡିଶାର ବିକାଶ କରୁଛୁଁ ନା ବିନାଶ କରୁଛୁ ତୁ ଦୁଇ ଦିନ ହେଇନାହିଁ ରାଜ ଗାଦିରେ ବାସି କିନା ଏତେ ଭାଷଣ ମାରୁଛୁ

  • @user-sq7ej4wx9z
    @user-sq7ej4wx9z 16 днів тому

    ରାସନ କାଡ଼ ବିଷୟରେ ଆଲୋଚନା କରିଥିଲେ କି ରେ ମାଗିଆ ଆମେ ଶୁଣିନାହୁ ତୁ କେମିତି ଜାଣିଲୁ ତମମାନଙ୍କ ପାଇଁ ଓଡିଶାରେ ଲୋକ ଫେକ୍ ରିପଟରମାନଙ୍କୁ ପିଟିବା କଥା

  • @anantaprasadpanda4853
    @anantaprasadpanda4853 16 днів тому

    Old ration card bhul achhi. Reach man free rice pauchhanti

  • @jyotipravamallick8206
    @jyotipravamallick8206 16 днів тому +1

    ନୂଆ ରାସନ୍ କାର୍ଡ କିପରି ଭାବରେ ହୋଇ ପାରିବ ଦୟାକରି ଜଣାନ୍ତୁ।

  • @elisabaaind5159
    @elisabaaind5159 17 днів тому +1

    Mu 4barsa ru rasan card apply karuchhi hele amor jogan say mo dukha chinhi paru nahanti.ame 4paribar achhun.mu baha hei asi ki 11barsa hela.

  • @SPanda-nn7wj
    @SPanda-nn7wj 15 днів тому

    ଆମେ 4ଜଣ ଲୋକ ଆମର ରାସନ୍ କାର୍ଡ ଅଛି ସାରେ 🙏🙏 ଜୟ ଶ୍ରୀ ଜଗନ୍ନାଥ 🙏🙏

  • @bhimasenmalik5411
    @bhimasenmalik5411 17 днів тому

    Ration card nanhin nua ration card hebaki nanhin❤

  • @rajeshkanhar6089
    @rajeshkanhar6089 16 днів тому

    ଆମେ ତ ରେସନ କାର୍ଡ ଛାଡ଼ ଏ ପର୍ଯ୍ୟନ୍ତ "ର" ଅକ୍ଷର କୁ ଚିହ୍ନି ପାରିଲିନି, ଆମେ ରେସନ କାର୍ଡ କେବେ ଦେଖିବୁ Sir.

  • @nirakarbarik5574
    @nirakarbarik5574 17 днів тому +2

    Yes..

  • @pratimabehera7992
    @pratimabehera7992 16 днів тому

    Amar ration card nahi 5jana ame maa pila garib loka ame ama ki ration card milunahi kete form pakelini kie ama dukha sununahenti nuw cm ku anurodha 🙏🏿🙏🏿🙏🏿mo paribar pai ration card gote jogai diantu 🙏🏿🙏🏿🙏🏿🙏🏿

  • @MohnOnao-nv8jv
    @MohnOnao-nv8jv 12 днів тому

    ଗେଇବିରେ ମନ୍ତ୍ରୀ ଫ୍ରି ରେ ଚାଉଲ୍ ଦେବୁ ଶୁଣିଲୁ ଥ?

  • @tapaswinibehera5674
    @tapaswinibehera5674 16 днів тому

    10 year's haba . merrage .hele .aaji .jae . ରାସନ୍ କାର୍ଡ nahi

  • @user-gp8ev9gh3l
    @user-gp8ev9gh3l 17 днів тому +1

    I have no ration card, my family member is four.

  • @user-fo2mr7qy7b
    @user-fo2mr7qy7b 17 днів тому +4

    Those who were applied for ration card kindly provide thrm ration card.

  • @anantaprasadpanda4853
    @anantaprasadpanda4853 16 днів тому

    Old ration card ku cancelle kari new ganana karajau.

  • @srabirmohapatra2606
    @srabirmohapatra2606 7 днів тому

    Bhai mor ration card nahin 2021apply karichhi ea paryant hoie parini😢😢

  • @ranjitsatapathy5951
    @ranjitsatapathy5951 17 днів тому +1

    Dont make people panic,

  • @user-fr5fd6kt2t
    @user-fr5fd6kt2t 16 днів тому

    Rasson card site open karajau 10 years hela close achhi

  • @madhababag3448
    @madhababag3448 16 днів тому

    YES i have ration card .

  • @flackgamer288
    @flackgamer288 16 днів тому

    Tractor Thai madhya ration neuchhanti.Tafarkh karajau.

  • @ratnakarswain1311
    @ratnakarswain1311 16 днів тому

    ଆମର ପରିବାରରେ କହିଲେ ବାପା ବୋଉ
    ଆମେ ତିନି ଭାଇ ସମସ୍ତେ ମାରେଜ କରି ସ।ରିଚୁ
    ସମସ୍ତଙ୍କର ପୁଅ ଝିଅ ଅଛନ୍ତି ଆମର ପରିବାର ରେ ୧୩ ଜଣ ମେମ୍ବର
    କିନ୍ତୁ ଆମକୁ ୬ ଜଣ ଙ୍କର ରାସନ୍ ପାଉଛୁ
    ସମାଧାନ ର ବାଟ କିପରି ହେବ ଟିକିଏ କହିବ

  • @parameswarbehera1749
    @parameswarbehera1749 16 днів тому

    ration card miluthiba chaula, gahama bekuchanti and odishi chaula khauchanti

  • @SurendraSurendra-ym8mi
    @SurendraSurendra-ym8mi 16 днів тому +1

    100%right sir

  • @user-mr7ny9ko7w
    @user-mr7ny9ko7w 16 днів тому

    Mor rasan kard achhi kintu chaola midu nahi

  • @BSNS479
    @BSNS479 17 днів тому +4

    Amar bhi rason kard nahni

    • @MSCreaters
      @MSCreaters 16 днів тому

      Jai ki karuna au Kan cm babu Tamara karidebe asiki

  • @kartikakanhar902
    @kartikakanhar902 17 днів тому

    ନାହିଁ ସାର

  • @user-bc3he9jo1x
    @user-bc3he9jo1x 17 днів тому

    Rasan card Acchi

  • @ChandanPatra-gg1dk
    @ChandanPatra-gg1dk 17 днів тому +1

    Mora vi nahi ki kehi vi kareideunahanti

  • @DularamHansdah-gi7mw
    @DularamHansdah-gi7mw 17 днів тому

    Sir nomoshkar amoro jointe kard achi separet koreba kon solution achi

  • @user-um3du9lk9w
    @user-um3du9lk9w 17 днів тому

    Mora sasura bada ghara karichanti kintu bhada lagechanti sabu paesa mo sasura neuchanti kintu ghara dekhi Amara rasana kad Kati diagala bahuta haera hee chluchu

  • @kailashchandrabehera8609
    @kailashchandrabehera8609 17 днів тому +1

    Achhi.

  • @user-uu1pn8ln5z
    @user-uu1pn8ln5z 16 днів тому

    ati garib nishahaya loka rasoin paunahanty

  • @SubashDalai-r2q
    @SubashDalai-r2q День тому

    Hmm achhi

  • @user-fb6gf3mn8v
    @user-fb6gf3mn8v 16 днів тому

    Amara bi handicapped pila achhi kintu rason card nain

  • @BalabhadraNaik-v3l
    @BalabhadraNaik-v3l 8 днів тому

    ମୁଁ ତୋ ରାସନ କାର୍ଡ ବ୍ଳକରେ ଆବେଦନ କରିଛି ହେଲେ ଏବେ ସୁଦ୍ଧା ହେଇପାରୁନି କେବେ କଣ ହେବ କି ନା.....

  • @antasulanki6109
    @antasulanki6109 16 днів тому

    Aame 2016 ru ration card apply kori asu chhu ebe ame 4 jono,ebe bi heynahi.

  • @SusamaMishra-ul5im
    @SusamaMishra-ul5im 15 днів тому

    Yes

  • @ramaprepeka7913
    @ramaprepeka7913 17 днів тому

    ଆମର ରାସନ୍ କାର୍ଡ ନାହିଁ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଳକ ରାମ

  • @ShambavianshikaPanda
    @ShambavianshikaPanda 16 днів тому

    Good disition 👌🏻

  • @pitabasagouda1722
    @pitabasagouda1722 17 днів тому

    2022 Ru ration card apply karichu bt abe Jain milini

  • @john.solodrive
    @john.solodrive 16 днів тому

    Bhai mane pm ra katha na mani ehara katha mana ei heuchhi pm

  • @jikhariyapradhan4197
    @jikhariyapradhan4197 17 днів тому +1

    Ration card nahi kebe new aplay heba

  • @user-wt1ms6dy6l
    @user-wt1ms6dy6l 16 днів тому +1

    Amoro bi rason card nahi bohuto thoro korilini moro card asuni
    Abe bjp government asila amoro dhuko bujhibo

  • @user-rq4om8bz6e
    @user-rq4om8bz6e 16 днів тому

    Amar ration card achhi kintu amku ration milu nahi

  • @satadalbala1143
    @satadalbala1143 17 днів тому +1

    Biometric kana nuya katha

  • @prakashmukhi8909
    @prakashmukhi8909 15 днів тому

    Ama. Odisare. Bahutu. Gariba. Loka. Achanti. New. Mukhay. Mantiri. Heicha. Dadan. Khatibaku. Najaantu. Ta. Bebesta. Kara. Nabinababu. Kariparinate

  • @simabhoi3087
    @simabhoi3087 16 днів тому

    ମୋର ରାସନ୍ କାଡ୍ ଅଛି

  • @bijoykumarbrahma2459
    @bijoykumarbrahma2459 17 днів тому

    ଆମର ରାସନ କାଡ ନାହିଁ।

  • @sobhakarameher4017
    @sobhakarameher4017 17 днів тому +1

    Rasan card na thile kan debu ki

  • @malikguruswamikesabmalikgu5088
    @malikguruswamikesabmalikgu5088 16 днів тому

    yes

  • @silenkumaracharya7385
    @silenkumaracharya7385 16 днів тому

    ମୋର ୩ଟି ପିଲା ଙ୍କ ର ରାସନ ରେ ନା ନାହିଁ

  • @skmusrafalli8375
    @skmusrafalli8375 16 днів тому

    80 core garib achanti ଅଛନ୍ତି 😊

  • @debanandamahakud2404
    @debanandamahakud2404 17 днів тому +1

    Mo rasan card nahi k n koribi sir

  • @tikelal2001
    @tikelal2001 16 днів тому

    ମୋର ତୋ 24 ବୋର୍ଷୋ ହେଲାଣି ରାସନ କାର୍ଡ ନାଇ ମିଲବାର

  • @PritamBehera
    @PritamBehera 16 днів тому

    Deadline is now extended to September 30

  • @kailashchandrabehera2791
    @kailashchandrabehera2791 16 днів тому

    ନୂଆ ରାସନ କାର୍ଡ କରିବାକୁ ହେଲେ କଣ କରିବାକୁ ପୋଡ଼ିବୋ ପ୍ଲିଜ ଦୟା କରି ଜଣାଇବେ

  • @srriaz6543
    @srriaz6543 16 днів тому

    Ration card ekyc kemity karibaku haba

  • @kasturinaik6857
    @kasturinaik6857 13 днів тому

    Kasturi naik

  • @parameswarbehera1749
    @parameswarbehera1749 16 днів тому

    jahara 2mahala ghara and bank balance per year 1 lakha income semane be ration cade chaula recive karuchanti

  • @cute_pojavlog3424
    @cute_pojavlog3424 16 днів тому +1

    ଆଗକୁ ବାହୁଡା଼ ଆସୁଛି ଦୟାକରି ସୁନା ଦର ଟିକେ କମ୍ କରିଦିଅନ୍ତୁ କାହିଁକି ନାଁ ବାହୁଡା଼ ରେ ବାହାଘର ଅଛି😢

  • @duryomajhi3529
    @duryomajhi3529 16 днів тому

    Rasan card para kuji neta Mane paibe .

  • @rajkishornatha1419
    @rajkishornatha1419 12 днів тому

    Amar nahi bhai , jou Mane gaon dhani sei mane paibe

  • @BudhuramCreation7716
    @BudhuramCreation7716 17 днів тому +1

    E kyc kouthi karibaku padibo sir

  • @sangita15854
    @sangita15854 15 днів тому

    RASHAN. CARD. AAMAR. NAHI.. AAME. CHHA. JANA. ACHU

  • @SudhanshuKumarMallick
    @SudhanshuKumarMallick 16 днів тому

    Good news ❤

  • @ajaylakra2068
    @ajaylakra2068 14 днів тому

    Nahi sir ration card new apply kemiti kariba

  • @bijayNaik-tz9kp
    @bijayNaik-tz9kp 17 днів тому

    Ration card garibon per Adhikar acchi

  • @sarojsamal7479
    @sarojsamal7479 17 днів тому

    Business card karo yar,2 sea adhik bacha hone sea na Rasan milega na business keiiea jaga milega.eisha Bharat sarkar ka pahele kam.

  • @sibanisethi9125
    @sibanisethi9125 17 днів тому

    ଆମର ବର୍ତ୍ତମାନ ସୁଦ୍ଧା ରେସନ କାର୍ଡ ପାଇ ନାହୁଁ

  • @prabeetabishoyi1195
    @prabeetabishoyi1195 17 днів тому

    Mora secend marrige hele amaku rasana card heyini

  • @binapanimishra8517
    @binapanimishra8517 17 днів тому +1

    Achi

  • @Sanjitcreation143
    @Sanjitcreation143 16 днів тому

    ବାଳ ନା

  • @SugyanKusum
    @SugyanKusum 17 днів тому

    Bando dhanda ....panchayat staff ghar ghar buli karantu...public thu 50-50 tanka aadaya kari centre manankare asuli heuchhi