Pahla to tq sir ji🙏 samalpuri Bhasha ti news banasa j bahut khusi lagsi ❤️ purba odisa gale bi aru henta aamar samalpuri Bhasha k pyar aru support milo aru Odisha sarkar dhyan dia aru sarkari suvidha milo E basti ra loka mananku
Very good reporting. Now, the people of Western Odisha understand that it's not just Western Odisha that lacks development, but the entire state of Odisha is underdeveloped.
Samashta bashti basindanku Dhanyabad Amar koshli bhasa sambalpuri bhasa k bujhi paru6n aau reply dauchhan dekhare puhen jen jenmane birodh karnewale Jai ho mor Samiya news tv
ଯେନ୍ ଆଡେ ଗଲେ ବି ଆମର୍ ଭାଷା ରେ Reporting କରୁଛ ବହୁତ୍ ବହୁତ୍ ଧନ୍ୟବାଦ୍ ଦାଦା❤
Dadanku sabu jana achhe as a journalist thanks Nibesh bhai
❤❤
Choda bhasa
❤❤❤
❤ khush
Sambalpuri Bhasa re Riporting କରୁଛ Hetir ଲାଗି ବହୁତ୍ ବହୁତ୍ 👍 Thanks
Are bhai sambalpuri sabu bujhuchanti khali kahiparanti nahi besi loka 😂😂😂
ଓ ଟିଭି ହେଉଛେ ଓଡ଼ିଶାର no 1 news chenal ପରେ, ହେଲେ କେଭେ ଭୁବନେଶ୍ୱର ର ଏନ୍ତା ଅବହେଳା ଖବର ନାଇଁ ଦେଖାବାର ତେଲ
Otv faltu news channel
❤
O TV Bhalia Channel Maane Khali paisa Darkaar
Bjp channel
ଧନ୍ୟବାଦ ନିବେଶ ଭାଇ
ମୋର୍ ସମିୟା ୧ ନମ୍ବର୍ media ବାକି media ଛାଡ mor samiya jindabad ଭୁବନେଶ୍ୱର ରେ ଜାଇ ସମ୍ବଲପୁରି ଭାଷା ମୋର୍ ତ ବହୁତ ଗର୍ବ
OTV, Argus , Nandighosa, Kanaka news tk sikha
ଓଡ଼ିଶା ସାରା ଆମର ସମ୍ବଲପୁରୀ ଭାଷା ରେ reporting କରୁଛ ଦାଦା ବହୁତ୍ ବହୁତ୍ ଧନ୍ୟବାଦ୍
ଧନ୍ୟବାଦ ଦାଦା ଦମ ଦେଖେଇ ଦିଅ ଜେ କୋଶଲ 🚩🙏
Choducha western odisha
@@chikusahuତୁ ପୁର୍ବ ଓଡ଼ିଶା ଛୋଡୁଛୁ
କୋଶଳ୍ ଛଡାମୁ
@@chikusahu tame magihe purba odisha bale koshal baele tamku dar lagi bassi magihe😂
ମୋର୍ ସମିୟା ଧନ୍ୟବାଦ୍ ଜଏ କୋଶଳ 🚩🚩
world best news ମୋର ସମୀୟା 👍🏻👍🏻🙏🏻🙏🏻
ବହୁତ୍ ଖୁସ ଲଗୁଛେ ଆମର ସମ୍ବଲପୁରୀ ଭାଷା ଥି reporting କରୁଛ ଜେନ୍ କେ ଗଲେ ବି ❤❤
Etaa hau6e real media
ଧନ୍ୟବାଦ ଦାଦା ଆମର ରାଜଧାନୀ ର ଖବର ଦେଖାଇ ଥିବାରୁ
ଇଟା କହେସନ୍ ସଚ୍ଚା ସମ୍ବଲପୁରୀଆ
ସମ୍ବଲପୁରୀ ଭାଷା ର ପ୍ରଚାର୍ ଏଁନ୍ତା ହି ହେଇ ପାର୍ବା
ବହୁତ୍ ବହୁତ୍ ଧନ୍ୟବାଦ୍ ନିବେଶ sir 🙏🏻
ଆପଣ ଭଳିଆ ବ୍ୟକ୍ତି ଆମେ ପାଇଁ କରି ବହୁତ୍ ଗର୍ବିତ।
ବାକି ଧ୍ୟାନ ଦେଇ ଥିବେ negative ଲୋକ୍ ତମର ପଛେ ପଡ଼ି ଥିବେ ନ ତମକୁ ବଦନାମ କାରବାର କେ
Nibesh dada ra kamal❤❤ bahut badhia❤❤
ପୂର୍ବ ଓଡିଶା ର ସବୁ news ଵାଲେ ଦେଖ ତମେ ଖାଲି ନେତା ଆରୁ ଅଭିନେତା ଗିଜ୍ ଆଡେ ବୁଲୁଥିଷ ମୋର୍ ସମିଆ ନୁ ଟିକେ ଶିଖ
ଏଇ ରାସ୍ତା ପାଇଁ ବିଜେଡି ସରକାର ଦାୟି, ଚବିଶ ବର୍ଷ ଶାସନ ପରେବି ଏମିତି ଅବସ୍ତା,
ମୋ ସମିଆଁ ବହୁତ୍ ବଢିଆ ଆମର ଭାଷା କେ ଅଲ୍ ଓଡ଼ିଶା ରେ ପ୍ରଚାର୍ କରୁଛନ୍ 👍👍👌👌
Sara odisha lok tk janun dada mor samiya ra power ke
Pahla to tq sir ji🙏 samalpuri Bhasha ti news banasa j bahut khusi lagsi ❤️ purba odisa gale bi aru henta aamar samalpuri Bhasha k pyar aru support milo
aru Odisha sarkar dhyan dia aru sarkari suvidha milo E basti ra loka mananku
ବହୁତ୍ ଜଲଦି ଓଡ଼ିଶା ର no 1 chenal ହେବା ❤❤❤
Odisha ra no1 news channel mor samiya sambalpuri Bhasa re reporting Bhubaneswar re bahut khushi laguchhi Jay koshal Jay maa samalei 🙏🙏🙏
Nibesh bhai aaji Bhubaneswar re reporting kala💥💥💥...I m feeling very proud 🤝🤝🤝🤝🤝🤝
Report ku bahut bahut dhanyawad
ବହୁତ୍ ସୁନ୍ଦର୍ reporting କରୁଛନ
Proud of you dada bhuneshwar jaikari amar western odisha ra language reporting karuthibaru❤
Mor Samiya ke ...... Congratulations. Nibesh Bhai Thankyou....enta au kehibi report naikaruthai jay maa samalei .....jarirahu
ସମ୍ବଲପୁରୀ ଭାଷା ରେ ❤ କରୁ ଛ NYC
ଲଜ୍ଜିତ ଲାଗି ବାର କଥା ମହନ ବାବୁଙ୍କୁ ଗରିବମାନଙ୍କୁ କିଛି ବି କରୁନାହିଁ ଧନ୍ଯ ଧନ୍ଯବାଦ ରେ ସରକାର good report thanks🙏🙏🙏🙏 dada
😂😂😂 25 baras Nabin babu thila j laj nai lagla au mohan babu ke 100 din just purichhe au laaj lagi jiba 😂😂😂
Thank you , Mor Samiya News ,friend of poor peoples.please help them .😊😅😮😢😂😂😢😮😅😊😊😊😊😊
Bahut bahut dhanyawad dada ❤❤ pura odisha ra news ebe mor samiya re dhire dhire asuche .... Dekhi ki bahut khuss laguche ... #morsamiya❤️💪🏻
ଜୟ କୋଶଳ ମୋର୍ ସମିଆ ନିବେଶ ଦାଦା 🚩🚩🚩 ବହୁତ୍ ଭଲ ଲାଗିଲା ଦାଦା
Very good reporting. Now, the people of Western Odisha understand that it's not just Western Odisha that lacks development, but the entire state of Odisha is underdeveloped.
Which party' wrong?
ଆମର ବାଘ ରାଜଧାନୀ କେ ପସଲା ଏଥର ଦେଖ କାଣା ହେଉଛେ ଯେ ଏନ୍ତା ଖବର କେନସି news channel ଆଜିତକ ନାଇଁ ଦେବାର ଆମର ଓଡିଶା ରେ
Nice to see you Bhai... Odisha is One .. Great Reporting
ଭୁବନେଶ୍ବର ରେ ବହୁତ ବଡ ବଡ ସାମ୍ବାଦିକ ଅଛନ୍ତି ଏବଂ satellite news channel ମଧ୍ୟ ଅଛି କିନ୍ତୁ ସେମାନେ ଏଭଳି ସମସ୍ୟା ଲୋକଲୋଚନ କୁ ଆଣି ପାରିବେନି।
ନେତା ଙ୍କ ପଛ ରେ ଗୋଡେଇ ଖାଲି ଫଟୋ ଉଠାଇବେ ଏ ସାମ୍ବାଦିକ।
ସବୁ news ମାଲିକ ନିଜେ ଗୋଟିଏ ଗୋଟିଏ party ର ନେତା।।
ନିଜ ସୁରକ୍ଷା ପାଈଁ ଆଜିକାଲି ଲୋକ ସାମ୍ବାଦିକତା କରୁଛନ୍ତି।ଲୋକଙ୍କ ମଙ୍ଗଳ ପାଇଁ ନୁହେଁ ।।।।
ନିବେସ ଦାଦା ତମକୁ ଦିଲ ସେ ❤
ବଲାଙ୍ଗୀର ନୁ ଆସିକରି ଭୁବନେଶ୍ବର ରେ news କରିଥିବାରୁ ।।🎉🎉🎉🎉
I pray to God that you become a big news channel soon.
ବହୁତ ସୁନ୍ଦର ଦାଦା ସେବା କରୀ ଚାଲା |
Odisha news channel Bala e news channel ru kichhui sikha jay kashal Jay maa samalei Jay Jagannath 🙏🙏🙏🙏 Jay Jagannath 🙏🙏🙏
ଆମର କୋଶଳ ଭାଷା ସାରା ଓଡ଼ିଶା ବୁଝିବାର କଥା ଆରୂ କହିପାରିବାର କଥା ହେନ୍ତା ବୁଲି ବୁଲି ରିପୋର୍ଟ୍ କର ସାର୍
Salute dada bbsr re news karbar ta ...purba odisha ra kensi channel re anta vdo te keve nei aasbar tel ...dhik re purba odisha channel mane
Dada salute aee tamku hoo
Bina swarthare lokarnkar aasuvida sarkar k janauchha
Thanks for reporting in sambalpuri
Jai koshal,Jai odisha,Jay maa samalei,Jay Jagganath ❤
Otv kanak nandighosha ar Argus news tk dekhi kari sikhba katha khali news channel re rajniti kale nai hue.
Nibesh bhai bahut bahut dhanyawad tamku ❤
ଇଟା ହେଉଛେ ନବିନ ମାଗିହା ର ବିକାସ
ଇନ ଆମର୍ ଶିକ୍ଷିତ୍ ଦେଖେଇ ହଉଥିବାର୍ ମୁରୁଖ ମାନେ ଶିଖ ଯେନ୍ ମାନେ ପଶ୍ଚିମ ଓଡ଼ିଶାର ଅସ୍ମିତା କେ ବଅଁଚାସୁ ବଲିକରି ବନ୍ଦେ ଉତ୍କଳଜନନୀ ଗୀତ୍ କେ... ଆରେ ଭାଈ ହେମାନେ ବି ସମଲପୁରୀଆକର୍ କଥା ବୁଝିପାରସନ୍ ଖାଲି ଆମର୍ ଆଡ୍ କଟକିଆ ମାନେ ଆଏଲେ ଶିକ୍ଷିତ ଦେଖେଇ ହେବାର୍ ଲାଗି ତାକର୍ ସାଙ୍ଗେ କଟକିଆ କଥା କହେସ
Right
Agreed 💯👍
Odisha best news ମୋର ସମୀୟା
ମୋର ସମିଆ କେ ଧନ୍ୟବାଦ୍ ଆର୍ ଓ ଟିଭି କା କରି ଏ ଖବର ନାଇଦେଖେ ଓ ଟିଭି ର ମାଳକି ବିଜେପି ପାଟି ର
Sambalpuri bhasa re reporting
Bahut bahut DHANYABAAD DADA
JAYA KOSHAL
Badhia laguchhe sunikari au dekhikari je ta ki bhunaswar jaiki ki bi sambalpur re kahuchha au bad katha semane bujhi bi paruchhan 🙏🙏
Samashta bashti basindanku Dhanyabad Amar koshli bhasa sambalpuri bhasa k bujhi paru6n aau reply dauchhan dekhare puhen jen jenmane birodh karnewale Jai ho mor Samiya news tv
ଧନ୍ୟବାଦ ଆଜ୍ଞା
Parkrut Koshal ra bana udauccha bhai.......gurdu gurdu dhanyabad
No 1 Morsamia real news
I really proud nibesh daa sambalpuri re reporting karu6n
ଓ ଟିଭି, କନକ, ଅରଗସ,ଏ ନ୍ତା ବହୁତ ଟିଭି ଚେନାଲ ରାଜଧାନି ରେ ଅଛନ ହେଲେ ଏ ନ୍ତା ଗରିବ ଲୋକର ଦୁଖ କେ ସରକାରକେ ଜନେଇ ନାଇଁପାରବାର ବଡବଡିଆ କର ଖବର ଦେଖାବେ ଇମାନକର ଊଦେସ କାଣା (ଜୁହାର ଆର ଧନ୍ଯବାଦ ମୋର ସମିଆଁର)
ମୋହନ ସରକାର ପରେ ଲୋକଙ୍କ ସରକାର ଗରିବର ସରକାର କେନେ ସୁଇଛନ ଇ ସରକାର ର ନେତା ମନ୍ତ୍ରୀ
Bahut bahut dhanyavad Nibesh Dada amr Sambalpuri language re reporting karu thiba ru.🙏🙏🙏🙏
Nibes dada bahut bahut dhanyabad Bhubaneswar jai kari bi sambalpuri kahu chhan aau reporting karu chhan❤❤❤
ପୂର୍ଵରୁ ବିଜେଡି ସରକାର ଅବହେଳା ବହୁତ କରିଛି
Sambalpur language re reporting karun setir lgi bahut bahut dhanyawad sir🎉
Amar bhasar mahak acche.....dhanyabad reporter
❤❤Odisha ra big news channel mor samiya heba❤❤
ବହୁତ୍ ବଢିଆ ଭାଇ, ଜୟ କୋଶଲ୍
Jay kusala Nibesh dada❤
Dada juhar 🙏🖤maa kasam Dil garden garden heigal❤ . 🙏 . maa rameswari ra sabubele saha heun tamku🩸
Sabuade sambalpuri thi rpt heu❤jay mor samiya
Bahut dukhar katha te aye bhubaneswar rajdhani re look mane ete asubidha ne ahan dhik jau sarkar 😢
ଜୟଦେବ ବିହାର ରୁ ନନ୍ଦନକାନନ ରାସ୍ତା ଦେଖାଅ......କି ଖରାପ୍ ରାସ୍ତା
Sir. ପହେଲ ବଲାଙ୍ଗୀର କାନା ଅସୁବିଧା ଟିକେ ରିପୋଟିଙ୍ଗ କରୁନ 🙏🙏
ସବୁଆଡେ ଜାଇ କରି ରିପୋର୍ଟକ କରୁନ
ତୁମର ଆଡ୍ରେସ ଦିଅ ଭାଇ ତମର ଘର୍ କେ ଯାଇ କରି ବି କାଣା ସମସ୍ୟା ଅଛେ ସବୁ ରିପୋର୍ଟ କରାହେବା ଏରୁ ଗଲି କନ୍ଦି ସବୁ ଜାଗା ର ସମସ୍ୟା ସମାଧାନ ଲାଗି ହିଁ ମୋର୍ ସାମୀୟା!
Mor Samya News Reporter All The
ଧନ୍ୟବାଦ ଭାଇ
ବହୁତ୍ ଧନ୍ୟବାଦ୍ ମୋରମିୟା ଦାଦା
Outstanding mind-blowing one and only mor somiya
Aamar bhasa aamku badhi❤
ଭୁବନେଶ୍ୱର ତୋ ଯାଇଛ ଆଜ୍ଞା ହୀରାପୁର ଚଉଷଠି ଯୋଗିନୀ ମନ୍ଦିର ର ଉନ୍ନତି ଆଉ ରାଣିପୁର ଝରିଆଲ ର ଚଉଷଠି ଯୋଗିନୀ ମନ୍ଦିର ର ତୁଳନା ଭିଡ଼ିଓ ଗୁଟେ ବନ ଯେ
ପୂର୍ବ ଓଡିଶା ର ମନ୍ଦିର ର ଲାଗି ସରକାର କେତେ ଧ୍ୟାନ ଦେଉଛନ୍ତି ଆଉ ପଶ୍ଚିମ ଓଡିଶା ର ମନ୍ଦିର ର ପ୍ରତି କେତେ ଧ୍ୟାନ ଦେଉଛନ୍ତି ଯେ ଆମର ଲୋକ ମନେ ଟିକେ ଜାନବେ
#ହୀରାପୁର ଚଉଷଠି ଯୋଗିନୀ ମନ୍ଦିର ଭିଡ଼ିଓ
ବନାଯାଉ
Mor samiya...I love you❤
Right DaDa
Jay sambalpuri❤❤
Odisha ra no1 news channel banba aage jaikari jai koshal
Jenti Sambalpuri Posak Henti Amar Bhasa ❤
No1 channel,mor samiya
Dada Sara odisha rehi e samasya
ଆରେ ମାଘିଏ ସରକାର ପାଟି bjp bjp ନାଇ ଚଲେ ସପକର ମୁଡେ ସୁଖା ବାଉଁଶ ଗେଞ୍ଜି ଦେବୀ ସଲେ ରାଜଧାନୀରେ ଏନ୍ତି ଅବସ୍ଥା ରେ ରଖିଛ ଶାଲେ mental ବାୟା ବରା ମୋଦି ବାୟା ମହନ୍ ବେଡ଼ା ଚୋର୍ ମନେ,,, ପଞ୍ଚିମ ଓଡ଼ିଶା ଜୟେ କୌଶଳ ହେଉ ଆରୁ (ମୋର ସମିୟା ଓଡ଼ିଶାର no 1 ଚେନାଲ 🎤🎤 ଓର ମିଡ଼ିଆ
24 Barsa hela kie Shasana karuthila re murkha
ବହୁତ ସୁନ୍ଦର
ଦା ଜିରୋ ଗ୍ରାଉଣ୍ଡ ବେଳେ କାଣା ବହୁତ ଶୁନିଛେ ହେଲେ ନେଇ ଜାନି ଟିକେ କହିଦିଅ ଦା ❤❤❤
Odisha Best No1News Channel
Aamr sambalpuri language bbsr re bahut bahut bhal lagla dada
Great🎉 reporting
ବିଜେଡି ସରକାର ଙ୍କ କରାମତି
Thanku sir 🙏
Jen ade dekhele mor samiya no 1
Mor samiya Good news
Jayamorsamiya
Bahut dhanyawad dada
AAMAR BHAASARE KAHUCHA VERY GOOD BHAI
ଏହି ଅବସ୍ଥା ଓଡ଼ିଶାର ,ଭାରତର ସବୁ ଅଞ୍ଚଳରେ ଦୃଷ୍ଟିଗୋଚର । ତେଣୁ ଆମେ ଆମର କେବଳ ନିଜ ଅଞ୍ଚଳର ଉନ୍ନତି ପାଇଁ ସ୍ବତନ୍ତ୍ର ସ୍ବତନ୍ତ୍ର ,ରାଜ୍ୟ, ନ ହୋଇ ସମସ୍ତେ ଏକତ୍ର ହୋଇ ଆମ ଓଡ଼ିଶାର,ଭାରତର ବିକାଶ ନିମିତ୍ତ କାର୍ଯ୍ୟ କରିବା ତଥା ଉପଯୁକ୍ତ ପଦକ୍ଷେପ ନେବା ଉଚିତ୍ । ମୁଁ ଦେବଗଡରୁ , ଆମ ପଶ୍ଚିମାଞ୍ଚଳର ଲୋକ ଉନ୍ନତି ପାଇଁ ସ୍ବତନ୍ତ୍ର ରାଜ୍ୟ ଚାହୁଁଛନ୍ତି କେବଳ ସ୍ୱାର୍ଥପର ପରିବାର ବାଦୀ ରାଜନେତାଙ୍କ ଇର୍ଷା ,ଅହଙ୍କାର, କଥାରେ ପଡି । ଆମେ ଜାଣି ରଖିବା ଉଚିତ୍ ଯେ କୋଶଳ ରାଜ୍ୟ ହେଲେ ମଧ୍ୟ ସେମିତି ଅନୁନ୍ନତ ହୋଇ ରହିବ। ସ୍ୱାର୍ଥପର ରାଜନେତାମାନେ କେବଳ ରାଜଗାଦି ରେ ବସି ଲୋକଙ୍କୁ ଉନ୍ନତି କରିଦେବାର କଥା ଦେଇ ଚାଲିଥିବା,ଆଉ ରାଜ୍ୟ ଯେମିତିକି ସେମିତି ଅନୁନ୍ନତ ହୋଇ ରହିଥବ ।ତେଣୁ ପ୍ରଥମେ ଆଞ୍ଚଳିକ ଭେଦଭାବ କୁ ଭୁଲି ଆମ ପ୍ରାଚୀନ ସଂସ୍କୃତି ପରମ୍ପରାର ଡୋରୀରେ ବାନ୍ଧି ହୋଇ ରହିବାକୁ ପଡ଼ିବ ,ପରେ ଯାଇକି ନିଶ୍ଚିତ ଉନ୍ନତି କରିପାରିବା , ସାରା ଭାରତବର୍ଷରେ ବିଶ୍ୱରେ ଓଡ଼ିଆର ଉଚ୍ଚ ପରିଚୟ ସୃଷ୍ଟି ହୋଇପାରିବ ।
ଭାଇ ପୂର୍ବ ଓଡ଼ିଶା ଆଉ ପଶ୍ଚିମ ଓଡ଼ିଶା ର ଭାଷା, କଳା ଆଉ ସଂସ୍କୃତି ବହୁତ୍ ଭିନ୍ନ ହେଲେ ବି ଆମେ ମିଶି କି ରହିବାର କେ ଚାହେସୁ, ହେଲେ ସେମାନେ ଆମର ଭାଷା ସଂସ୍କୃତି କେ ଅପମାନ କରିକି ଆମକେ ହିନ ନଜର ରେ ଦେଖୁଛନ ଆଉ ଆମର ସରଳ ତା ର ଫାଇଦା ଉଥାଉଛନ, ଆମର ଭାଷା ରେ ଫିଲ୍ମ ତ ସେମାନେ କେବେ ନାଇ କରନ୍ but ଯିଏ ତିଆର କର୍ବା ବେଳେ ତକେ ban କରିଛନ, ତାର ମାନେ ସେମାନେ କାଣା ବାର୍ତ୍ତା ଦେବାର କେ ଚାହୁଛନ ଟିକେ କହି ପାରିବେ କି? ତାଙ୍କର ପର୍ବ ରେ ଛୁଟି ଆଉ ଆମର ପର୍ବ ରେ କିଛି ବି ନାଇ, ତାଙ୍କର side ରେ ଛୋଟିଆ ମନ୍ଦିର କି ଛୋଟିଆ ନାଲି ଟେ ଗଲେ ତାକେ ତୀର୍ଥ ସ୍ଥଳୀ କରିଦେବେ, ପର୍ଯଟନ ସ୍ଥଳୀ କରିଦେବେ, ହେଲେ ଆମର ଯେତେ ବଡ ମନ୍ଦିର ଥାଉ କି ଝରଣା ଥାଉ କେହି ପଚରନ୍ ବି ନାଇ, ଦେବଗଡ ର water fall ର କେତେ devlop ହେଇଛେ ଟିକେ କହେବ ତ?
ଭାଇ ଠିକ୍ କହିଲ ଯେ ହେଲେ ଆମେ କଣ କରିବା ଆମ ରାଜନେତାମାନେ ତ ସ୍ୱାର୍ଥପର , ସରପଞ୍ଚଙ୍କ ଠାରୁ ଧରିକି ବିଧାୟକ,ସାଂସଦ ପର୍ଯ୍ୟନ୍ତ ସବୁ ଠକ ଆଉ ଗରିବ ଶୋଷଣକାରୀ । ତେଣୁ ରାଜନେତାମାନେ ଯାହାବି ହୁଅନ୍ତୁ ପଛେ ଆମ ଯୁବବର୍ଗଙ୍କୁ ସଚେତନ ହୋଇ ରହିବାକୁ ପଡିବ । ପ୍ରତ୍ୟୁତ୍ତର,reply, ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ ଭାଇ ।
ମୋର ସମିୟା ନିବେଶ ଦାଦା no1🎉
Nibesa dada bahut bahut dhanyabad
Sambalapuri reporting karbar lagi dada bahut bahut dhanyabad daa
Bhai amar sambalpuri Vasa bujhiparuchan ta