Congress MLA Md Moquim Meets CM Naveen Patnaik’s Brother Dilip Patnaik In Cuttack

Поділитися
Вставка
  • Опубліковано 3 жов 2024
  • Congress MLA Md Moquim Meets CM Naveen Patnaik’s Brother Dilip Patnaik In Cuttack.
    Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNew...
    Android App: bit.ly/ArgusNew...
    Live TV: argusnews.in/l...
    Facebook: / argusnews.in
    UA-cam : / theargusnewsodia
    Twitter: / argusnews_in
    Instagram: / argusnewsin
    Argus News Is Available on:
    TataPlay channel No - 1780
    Airtel TV channel No - 609
    Dish TV channel No - 1369
    d2h channel No - 1757
    SITI Networks HYD - 12
    Hathway - 732
    GTPL KCBPL - 713
    SITI Networks Kolkata - 460
    & other Leading Cable Networks
    You Can WhatsApp Us Your News On- 8480612900
    #ArgusNews #NaveenPatnaik #NaveenPatnaikBrother #DilipPatnaik #SadStory #Cuttack #Odisha

КОМЕНТАРІ • 158

  • @yudhisthirkundu4180
    @yudhisthirkundu4180 Рік тому +22

    ବାପାଙ୍କୁ ଯିଏ ଚିହ୍ନି ପାରିଲେ ନାହିଁ ସିଏ ବଡ ବାପାଙ୍କ ପୁଅର ଭାଇଙ୍କୁ କିପରି ଚିହ୍ନିବେ

  • @biswajitparida6199
    @biswajitparida6199 Рік тому +17

    ନବିନୀ ବାବୁ କେବଳ ପାଣ୍ଡିଆର ଭାଇ ସେ ଯାହା କହିବ ସେ ସେୟା କରିବ।

  • @dhaneswarrout6384
    @dhaneswarrout6384 Рік тому +11

    ଯିଏ ନିଜ ଭାଇ ର ନୁହେଁ, ସେ ଜଗତରେ କହାରେ ନୁହନ୍ତି।

  • @brahmanandarout4903
    @brahmanandarout4903 Рік тому +6

    ଯିଏ ନିଜ ଭାଇ କୁ ସାହାଯ୍ୟ କରି ପାରୁନାହାନ୍ତି
    ସେ ଆଉ କାହାକୁ ସାହାଯ୍ୟ କରିବେ 😢😢😢

  • @bahanbishoyi5578
    @bahanbishoyi5578 Рік тому +8

    ଭାଇ ଙ୍କୁ ପଚରିଲାନିଁ ଆଉ ଓଡ଼ିଶାକୁ କେମିତି ଶାସନ

  • @surathgorada8910
    @surathgorada8910 Рік тому +2

    ନବୀନ ପଟ୍ଟନାୟକ ଭୁଲିଗଲେ ନିଜ ପରିବାରକୁ ଆଉ ଏବେ ଓଡ଼ିଶାର ସାଢେ଼ ଚାରି କୋଟିର ଲାକୋଙ୍କ ସୁବିଧା ଅସୁବିଧା ବୁଜିବେ କିପରି ମୋତେ ଲାଗୁଛି ଓଡ଼ିଶାରେ ନବୀନ ପଟ୍ଟନାୟକ ନାହାନ୍ତି ସେ କେବେଠୁ ମୋରିସାରିଲେନି ଏବେ ଓଡ଼ିଶାରେ ୫ଟି ସଛିବ କମୋ କରୁଛି ଏ ହେଉଛି ଆମୋ ଓଡିଶା ସରକାର ଆପଣ ମାନେ ଖୁସି ତ

  • @krushnamuduli3564
    @krushnamuduli3564 Рік тому +1

    ନବୀନ୍ ବାବୁ ନିଜର ଲୋକ ଙ୍କୁ ପଚାରୁ ନାହାଁନ୍ତି ତେବେ ସିଏ ଅନ୍ୟ କାହାର ସୁବିଧା ଅସୁବିଧା ରେ ଛିଡ଼ା ହୋଇ ପାରିବେ ।

  • @sunilnaik2633
    @sunilnaik2633 Рік тому +9

    ରାଜଗାଦି ଦରକାର ଭାଇ, ଭଉଣୀ କ'ଣ ହବ

  • @chiku4140
    @chiku4140 Рік тому +3

    ପାଣ୍ଡିଆନ କ'ଣ ଏ ନ୍ୟୁଜ ଦେଖୁନି କିଛି ସାହାଯ୍ୟ କରିବା କଥା କିନ୍ତୁ ସେ ସଳା ହାରାମି ଖାଲି ହେଲିକପ୍ଟର ରେ ବୁଲିବ 😢😢

  • @bijaymohanty2386
    @bijaymohanty2386 Рік тому +4

    ଦୁଃଖ ଦାୟକ ଘଟଣା

  • @rabimishra945
    @rabimishra945 Рік тому +5

    ଓଡ଼ିଆ ଭୋଟରଦେଖନ୍ତୁ। ଯିଏ ଭାଇର। ହେଲାନି। ସିଏ ମୋଓଡିଶା। କଣ। କରିବ

  • @nilanchalsahu-yj7ue
    @nilanchalsahu-yj7ue Рік тому +7

    ଯିଏ ନିଜ ଭାଇକୁ ଭୂଲି ଯାଇଛନ୍ତି ସେ ଓଡ଼ିଶା ର କଥା କେମିତି ଜାଣିବେ

  • @ratankumarmahapatra7086
    @ratankumarmahapatra7086 Рік тому +1

    ନବୀନ ପଟ୍ଟନାୟକ କେବଳ ପlଣ୍ଡିଆନ୍ କୁ ଚିଂହିଛନ୍ତି , ସାଢେ଼ 4କୋଟି ଓଡିଆ ତାଙ୍କ ପରିବାର ତମେ କିଏ ହୋ.....

  • @bharatasahu1628
    @bharatasahu1628 Рік тому +9

    ଯିଏ ଭାଇର ନୁହେଁ
    ସିଏ ଆଉ କାହାର ହେବ

  • @bimbadharjena1572
    @bimbadharjena1572 Рік тому +34

    ଦେଖରେ ମାଗଣା ଖିଆ ଓଡିଆ,ଆଉ କେତେଦିନ ପରେ ଜ୍ଞାନ ଉଦୟ ହେବ ? ମୂଖା ପିନ୍ଧା ରାଜନୀତି ଆଉ କେତେଦିନ ଚାଲିବ ?

  • @shibameher6573
    @shibameher6573 Рік тому

    Good August University photo

  • @prafulasingh2267
    @prafulasingh2267 Рік тому

    ବର୍ତ୍ତମାନ ଓଡିଶାରେ ଯାହା ଦେଖାଯାଉଛି , ଯେଉଁ ମୁଖ୍ୟମନ୍ତ୍ରୀ ନିଜ ରୋଗୀଣା ଭାଇ କଥା ବୁଝିପାରୁ ନାହାନ୍ତି , ସେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଲକ୍ଷ୍ୟ ଲକ୍ଷ୍ୟ ରୋଗୀ ମାନଙ୍କର କଥା କ'ଣ ବୁଝିବେ ,, ପୁନଃଶ୍ଚ ଯେଉଁ ମୁଖ୍ୟମନ୍ତ୍ରୀ ନିଜ ମନ୍ତ୍ରୀମଣ୍ଡଳର ମନ୍ତ୍ରୀଙ୍କୁ ବିଶ୍ଵାସରେ ନେଇପାରୁନାହାଁନ୍ତି ବା ବିଶ୍ଵସ କରିପାରୁନାହାନ୍ତି ସେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଜନସାଧାରଣ ଙ୍କୁ କ'ଣ ବିଶ୍ଵାସ କରିବେ , ଜନସାଧାରଣ ତାଙ୍କୁ ବି କ'ଣ ବିଶ୍ଵାସ କରିବେ । ଏପରିପକ୍ଷୀରେ ସେ ସାଧାରଣ ଜନତାଙ୍କ ବିଶ୍ଵାସ ହରାଇଲେଣି । ତତ୍ ପରେ ( ଯେଉଁ ପୁତ୍ର ନିଜେ କିଛି ନକରି ପିତୃ ସମ୍ପତ୍ତିରେ ଚଳେ ତାକୁ କ'ଣ କୁହାଯାଏ ) ଅର୍ଥାତ୍ ଯେଉଁ ମୁଖ୍ୟମନ୍ତ୍ରୀ ୨୪ ବର୍ଷରେ ନିଜେ କିଛି ନକରି ବାପ ସମ୍ପତ୍ତିରେ ବା ବାପ ନାଁ କୁ ନେଇ ଶାସନ କରନ୍ତି , ତାଙ୍କୁ କ'ଣ କହିବା । କିନ୍ତୁ ତାଙ୍କ ପରିବାରର ଲୋକେ ବଡ଼ ବଡ଼ କଥା କୁହନ୍ତି । ଲତା ବୁକ୍ଷ ଉପରେ ନିର୍ଭର କରେ , ବୃକ୍ଷ କେବେ ଲତା ଉପରେ ନିର୍ଭର କରେ କି ?
    ଯାହା ଆମ ମୁଖ୍ୟମନ୍ତ୍ରୀଙ୍କ ସ୍ଥାନରେ ଦେଖାଯାଉଛି । ଏଣୁ ଆମର ଟଙ୍କା ପଇସା ଦରକାର ନାହିଁ ଦରକାର ଆମର ସ୍ବଚ୍ଛ ନିର୍ମଳ " ସ୍ୱାଭିମାନ " । ଯାହା ମଧୁବାବୁ , ଗୋପବନ୍ଧୁ , ଡଃ ମହତାବ , ବିଜୁ ପଟ୍ଟନାୟକଙ୍କ ପାଖରେ ଦେଖାଯାଉଥିଲା ।

  • @bhramarabehera7843
    @bhramarabehera7843 Рік тому +44

    ଯେଉଁ ବ୍ୟକ୍ତି ନିଜ ଭାଇ ଭଉଣୀଙ୍କ କଥା ବୁଝିପାରୁନାହିଁ ସେ କିପରି ଜନସାଧାରଣଙ୍କ କଥା ଠିକ୍ ସେ ବୁଝି ପାରିବେ ।ସମସ୍ତେ ଏହି ଘଟଣାକୁ ଧ୍ୟାନ ଦିଅନ୍ତୁ ।

  • @bijaylaxmipanda6402
    @bijaylaxmipanda6402 3 місяці тому +1

    Selfish Naveen

  • @prasantchinara9911
    @prasantchinara9911 11 місяців тому +1

    Nabin
    Hatao

  • @managobindapatra4764
    @managobindapatra4764 Рік тому

    ବାଇସ୍ ବର୍ଷ ହେଲା ଏଭାଇ କୋଉଠି ଥିଲେ ଯଦି ତାହେଲେ ନବୀନ ରାଜ୍ୟ ରମନ୍ତ୍ରୀ ହେବା ଅଯୋଗ୍ୟ ବୋଧ ବିଜୁବାବୁଙ୍କର ପୁଅ ନୁହଁ ହେ ନବୀନ, ବାଇସ୍ ବର୍ଷ ଶାସନ ମଧ୍ୟରେ ନିଜ ରକ୍ତ କୁ ଚିହ୍ନି ପାରିଲୁ ନାହିଁ ତୁ କି CM of Utkal

  • @saratkumarjena7533
    @saratkumarjena7533 Рік тому

    ଏତେ ଦିନ ପରଯ୍ୟନ୍ତ କୋଉଠି ଥିଲ

  • @mithunurocky
    @mithunurocky 3 місяці тому

    😢😢😢😢😢😢😢😢🙏🙏🙏🙏🙏

  • @rajalaxmimohapatra1234
    @rajalaxmimohapatra1234 Рік тому

    Ctc.basi.pai.dukha.ra.khabara..

  • @suryadas1087
    @suryadas1087 Рік тому +8

    I appeal all the senior citizens to support Dilip Pattnaik during his old age. Let him not feel lonely.

  • @muodiacartoonvlog2048
    @muodiacartoonvlog2048 Рік тому

    ଭାଈ କୁ ଦେଇଥିଲେ ସମ୍ବାଦ ଟା ଅଲଗା ପ୍ରକାର ହେଇଥାନ୍ତା

  • @jemsendalabehera
    @jemsendalabehera Рік тому

    ଆପଣ ମାନେ ଖୁସି ତ, ତାଙ୍କ ଭାଇ ତ 5t ସଚିବ, 5t ସଚିବକୁ ସିନା ସବୁ ସୁବିଧା କରିବ ତାଙ୍କ ଭାଇ କୁ କୁଆଡେ ସାହାଯ୍ୟ କରିବ.କହିବ (ଆପଣ ମାନେ ଖୁସିତ )

  • @sasankasekharsahoo1279
    @sasankasekharsahoo1279 Рік тому

    ତାଳି କେବେ ବି ଗୋଟିଏ ହାତ ରେ ଵାଜେନା।

  • @snlotus5469
    @snlotus5469 Рік тому

    😢

  • @krushnanayak615
    @krushnanayak615 Рік тому

    ତୁମ ଭିତରୂ କେତେ ଜଣ ନିଜ ଵଡ ଵାପା ପୁଅକୁ କ'ଣ ଦାନ କରିଛ ଟିକେ ଜଣାଅ ତାପରେ ମୁଖ୍ୟମନ୍ତ୍ରୀ କେତେ କ'ଣ ଦେବେ ,,,,,,,?

  • @MuktaPanigrahi-e9l
    @MuktaPanigrahi-e9l 3 місяці тому

    Loka bahut dukhare rahuchhanti sir, sarakara kahari katha bujhunahanti.

  • @skabhijitfarm2233
    @skabhijitfarm2233 Рік тому +2

    ବଉତ ଅନ୍ନ୍ୟା ଅଉଛି ବାଇ ପ୍ରତି

  • @biswajitsingh3048
    @biswajitsingh3048 Рік тому

    Pandian ku pathantu cm sir

  • @sukantadalai3126
    @sukantadalai3126 Рік тому +3

    Mokim sir 🎉🎉🎉🎉🎉🎉🎉🎉❤❤❤❤❤❤❤❤❤❤❤❤❤❤❤❤❤❤❤ Really a great person❤❤❤❤❤❤❤❤❤❤❤❤❤salute sir❤❤❤❤ Jay cuttack jay mokim sir❤❤❤

  • @yudhistirbabul8491
    @yudhistirbabul8491 Рік тому +1

    ଭାଇକୁ କଣ ଭୁଲିଗଲେ ସେ ନିଜେ ତ ଜାଣି ପାରୁନାହାନ୍ତି ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କି ଆଉ କିଏ

  • @sujitkumarbehura1058
    @sujitkumarbehura1058 Рік тому

    କୋଉ ଭାଇ କାହାର ଯେ ବଡ ବଡ କଥା ଗପୁଛ । ଯେତେ ଭାଇ ସେତେ ଘର ପାଟିରେ ବାଟୁଳି ବାଜୁନି । ତମେ ଯାହା କହିଲେବି ନବୀନ ର କିଛି ତାଡି ହବନି

  • @trilochanpradhan1033
    @trilochanpradhan1033 Рік тому

    Yeihi 😂😂jiban nabin babu nuhe 😂😂sabuloka jaha pakhe tanka achhi semane yemiti 😂😂😂

  • @pramodsatapathy9305
    @pramodsatapathy9305 Рік тому

    Shame on me as an odia

  • @vishalbasa8581
    @vishalbasa8581 10 місяців тому

    Naveen babu kuhonti ki odisha basi mo nijo loko.Jia nijo bhai ku no pochari seia kn odisha basi ro hei paribo.

  • @bijaysahoo2341
    @bijaysahoo2341 Рік тому

    Sebhali bhai thilekete nathile kete

  • @brajakishorepadhi4022
    @brajakishorepadhi4022 Рік тому +1

    Maduaa tautar ta jaha heu tuma kaka pua bhai jani khushi helu. Pattanayak banaha bedha bija, bhadwa family... Jiye nija bapa maa ra care nei ni.. Se puni nija bada bapa pua bhai ra jattna neba.. Nimak haram ta puni odissa ra cm..!!!!

  • @SunaramJank
    @SunaramJank Рік тому

    Bhai hela bagari

  • @rosanthebloggerboy1428
    @rosanthebloggerboy1428 Рік тому

    ମୋଦି ସ୍ତ୍ରୀ କୁ ବି ଭୁଲିଗଲେ

  • @NarahariGiri-v2r
    @NarahariGiri-v2r Рік тому

    Nabin.babu.padian.bina.kahari.ku.pachari.bani

  • @alwayshappy9078
    @alwayshappy9078 Рік тому

    Ta pare kn hela 😮😮😮

  • @sasmitakanungo4358
    @sasmitakanungo4358 Рік тому

    Tuma vali nepotism nuha

  • @hrudanandadeyyouarerightsi2118

    Bhai boli bhulijai thibe

  • @minihuika3988
    @minihuika3988 3 місяці тому

    Jou bhai ete din pocharu no thile... Ebe kn pai nabin sir nku khojuchnati...

  • @sagarsangamnayak1992
    @sagarsangamnayak1992 Рік тому

    😡😡😡

  • @debiprasadpanda3007
    @debiprasadpanda3007 Рік тому

    Nabeen pattnaik kahara nuhe

  • @sasmitakanungo4358
    @sasmitakanungo4358 Рік тому

    Modi ji nka wife kanhi modi ji nka pakhare nahanti 😂😂😂😂

  • @sasmitakanungo4358
    @sasmitakanungo4358 Рік тому

    Tuma vali.....nija loka nka paiin desha ku luti tanka nama re karu nahanti

  • @ramanbehera220
    @ramanbehera220 Рік тому

    Jie nuhan bapara sie heba kahara

  • @surathsabar8281
    @surathsabar8281 Рік тому

    Bjd Raajaniti chaluchi

  • @sameerjena1124
    @sameerjena1124 Рік тому +4

    Dillip patnayak is very gentle man

  • @kartiksethi7556
    @kartiksethi7556 Рік тому

    Nabin beimani ta

  • @mahendrahembram9124
    @mahendrahembram9124 Рік тому

    Novin potnayek ku bortoman kiye help koribo se kotha chinta kontu obibahito

  • @binodmajhi2727
    @binodmajhi2727 Рік тому

    No one CM marka dela kia.....

  • @uddhabghadia133
    @uddhabghadia133 Рік тому +2

    କେହି ଜାଣୁ କି ନଜାଣୁ ନବୀନ ପଟ୍ଟନାୟକ କୁ ମୁଁ ଜାଣିଛି।

  • @nayakchandra1083
    @nayakchandra1083 Рік тому

    BJP milege ahuchi

  • @subashsahoo1948
    @subashsahoo1948 Рік тому

    Jau CM nija Family re care nei paru nahanti sie state re kana devlopment karibe

  • @hrudanandadeyyouarerightsi2118

    Aga jai bhai bhaouni nka sahita Dekha kari padakhepa niantu

  • @ajaykumardash9999
    @ajaykumardash9999 Рік тому

    Sabu ta bhaeku deithanty ki

  • @abhigyanchhanda1009
    @abhigyanchhanda1009 Рік тому

    Haire nabin mada pee sabu bhuligalu

  • @mn6036
    @mn6036 Рік тому

    😂😂😂5T

  • @nayakchandra1083
    @nayakchandra1083 Рік тому

    Re Mam jete bhai sete ghara, Dilip babu contact kari thile ki? Jou contact 50 yeras hela nahi, ebe kemiti heba? Se jadi contact kari thante CM help kari thante

  • @subodhmaharana1520
    @subodhmaharana1520 Рік тому +2

    I am from Balasore. Mr Samerendra Kundu, once an union minister in Morarji Desai govt., was a great leader Balasore have ever produced. He had done lots of works for Balasore. Not to mention in his tenure he had built first fly over bridge of Odisha in Balasore. But his nephews, niece and all other family members always say that Samerandra Kundu has done nothing for his family members. This is a sign of great leaders. Utkal mani Gopabandhu Das was one of them. He had also helped millions of odias who were affected in flood instead of looking after his own son.

  • @bijaysahoo2341
    @bijaysahoo2341 Рік тому

    Ebhali bhai ku CM kahibaku laja maduchi

  • @biplabbhoi8527
    @biplabbhoi8527 Рік тому

    Nabin is a sealffce man

  • @akshayvlogs6662
    @akshayvlogs6662 Рік тому +1

    ଲଜ୍ୟା ଲାଗୁନି ନବୀନ patanyak

  • @rameshbarikikapileswarpur1247

    Naveen hatao nahele odisha bikiri hoijib

  • @gopal2455
    @gopal2455 Рік тому

    Vk pandian ra କେଳା ଚୁହୁ

  • @akulagouda6837
    @akulagouda6837 Рік тому

    Aadami ka pernahin hai vah chal nahin Sakta hai usko help karna chahie

  • @bhaktiduttamohanty9594
    @bhaktiduttamohanty9594 Рік тому +1

    Ketete kukura bhokiba aarambha karideleni re😂😂😂😂

  • @PRITAMPRIYADARSHIDHAL
    @PRITAMPRIYADARSHIDHAL 3 місяці тому

    bhaiku dele Loka kahibe nåja lokanku dei daucha.

  • @sarojnaik3521
    @sarojnaik3521 Рік тому +1

    Thanks
    Mokim Babu

  • @tunameher2145
    @tunameher2145 Рік тому +1

    ଦେଖ ରେ ମୋ ଓଡିଶା ବାସୀ

  • @rasmitakumaripradhan3843
    @rasmitakumaripradhan3843 Рік тому

    Nabin ta Buda hele tanku Kia dekhib

  • @sanjayswain6359
    @sanjayswain6359 Рік тому

    Nabini Babu Mujanichi Sabu Bhai Saman Nuhanti Kintu Tama Bhai kintu Bhuta vala Laguchhanti Tame Odisa Basinka Katha Kan Bujib Tama Bhainka Katha BujiParun ki Mukya manthri jahaku Odia Vasa Jana Nahi SiA Kan Odisa Basinka Dukha bujib

  • @shubhamswain1175
    @shubhamswain1175 Рік тому

    Nija dukha katha english re kuha ,odia bujhi paru nahanti nabin sir

  • @ranjitpattanaik5340
    @ranjitpattanaik5340 Рік тому +2

    Jetebele Naveen pattanaik rajaniti re padadele setebele kie sarhi deithila? Sji tanka lova re sabu chali asuchanti

  • @manaskumar1271
    @manaskumar1271 Рік тому +2

    Are je nejar nuhe se kahare nuhe

  • @guruswamiworld
    @guruswamiworld Рік тому +3

    Guruswami pranam
    Prayer to Naveen Pattnaik, please act your humanity and help to your brother and sister

  • @alekhchandrabeja5578
    @alekhchandrabeja5578 Рік тому

    ମାନ୍ୟବର CM Should look into the matter.

  • @smohanty3507
    @smohanty3507 Рік тому

    election agaru bhala stunt...BJP prayojita channel re khali interview...tame ki bhai dileep babu..paribara katha ani media re kahuccha...naveen patnaik tama character theek jani thibe...khali naveen patnaik na re kahuccha..tanka bhai prem aau bhauni geeta nka na re ta kicchi kahuna..se bhi ta gareeba nuhanti...ki nataka tumara😂😂😂..tama bapa para foreign re patha padhi thile..taame emiti kahiniki hela...ete bada ghara cchua heiki media agare help maguccha...jadi naveen ete kharap ta hele tanka bhai prem aau bhauni geeta nku help maguna

  • @BabaBiswanathKrupa123
    @BabaBiswanathKrupa123 Рік тому

    Manojpanda😅

  • @ashokkumarpani8798
    @ashokkumarpani8798 Рік тому +2

    Nabin should take care of his brother before running after votes.

  • @gitanjalibehera9648
    @gitanjalibehera9648 Рік тому +1

    Navin nka actual brother ARGUS TV

  • @prayagsupakar4972
    @prayagsupakar4972 Рік тому

    Chi chi odisha bekar cm

  • @deepakkumar-vh9xh
    @deepakkumar-vh9xh Рік тому

    Nija bhai ku loka anaunahanti bada bapa pua ku anaeba au kichi news nahin

  • @ramakantabarik1175
    @ramakantabarik1175 Рік тому +2

    Are eita, ta palita pua taku mili jaichi au Bhulibani kemiti 😢.

  • @Nifty50Trader
    @Nifty50Trader Рік тому +1

    Actually pandian is the real brother 👏

    • @Nifty50Trader
      @Nifty50Trader Рік тому

      Are bhai esabu mission sakti
      ra Kamal 500000 bina sudhare nia au vote dia👏

  • @rajalaxmimohapatra1234
    @rajalaxmimohapatra1234 Рік тому

    Great good Argus reporter

  • @ranjayarout4523
    @ranjayarout4523 Рік тому

    Jay Jagannath ok thanks

  • @hemantasahoo4608
    @hemantasahoo4608 Рік тому +1

    Sabu neta saman

  • @bhaskarnayak139
    @bhaskarnayak139 Рік тому

    Naveen Pattnaik odisha ru hariba darkar

  • @gocool8982
    @gocool8982 Рік тому

    Where is 5t ..??? I appeal V K Pandian sir plz look in to this , and take action very soon

  • @shyamsundarpati1989
    @shyamsundarpati1989 Рік тому +1

    Robat cm

  • @satyaranjandash388
    @satyaranjandash388 Рік тому

    I order to cm
    Help to them

  • @prasantadas87
    @prasantadas87 Рік тому

    Good muqumi babu