TU JADI NA DEKHIBU MORO ACHI KIE || SATYAJIT PRADHAN || JAGANATH BHAJANA || SP ENTERTAINMENT ||
Вставка
- Опубліковано 2 січ 2025
- Song Credits :
♪ Singer : Satyajit Pradhan
♪ Lyrics : Panchanan Nayak
♪ Music Director : Prafulla behera
♪ Producer : Dr. Sumanta Kumar Patel
♪ Dubbed at : Milan studio
♪ Production H. : Khitish Kumar Behera
♪ Special Thanks : Gobinda Chandra Behera & Milan
♪ Edit by : Jeet
For business enquiry - 8249107470
Like, Share, Subscribe our Channel SP ENTERTAINMENT
Links:-
✽Facebook:
✽ Instagram:
#spentertainment #viralsong #jagannathsong #puri #newsong #newbhajan #purijagannadh #bhajan #odia #bhajana #studioversion
_________________________________________________________________________________
Thanks for Watching. Keep loving " SP ENTERTAINMENT " Subscribe the channel & hit the 🔔 icon for future updates & upcoming song.
ବହୁ ଦିନରୁ ଏମିତି ଭଜନ ଶୁଣିବାକୁ ମିଳୁନଥିଲା, ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ୍, ଏମିତି ସଙ୍ଗୀତ ଭେଟି ଦେଇ ଥିବାରୁ 🎉🎉🎉
ଏ ଗୀତ ଶୁଣି ମୋ ଆଖିରେ ଲୁହ ଆସିବା ସହିତ ହାତରେ ଲୋମ ଟାଙ୍କୁରୀ ଉଠିଛି 🙏
ସତ୍ୟଜିତ ଭାଇ, ପ୍ରଫୁଲ୍ଲ ସାର୍ ଏବଂ ଅନ୍ୟ ମାନଙ୍କୁ ହୃଦୟରୁ ପ୍ରଣାମ, ଏମିତି ଭାବପୂର୍ଣ୍ଣ ଭଜନର ସମୁଦ୍ରରେ ଓଡ଼ିଶାକୁ ପ୍ଲାବିତ କରୁଥାନ୍ତୁ ❤ ଜୟ ଜଗନ୍ନାଥ 🙏
ସତ୍ୟଜିତ୍ ଭାଇ ପ୍ରଫୁଲ ସାର୍ ଏବଂ ପଟେଲ୍ ସାର୍ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଏମିତି ନୂଆଁ ନୂଆଁ ଗୀତକୁ ଆମ୍ଭକୁ ଦେଖିବା ଏବଂ ଶୁଣିବାକୁ ମିଳୁ
Right sir 🙏
ବହୁତ ଭଲ ହେଇଛି।କିନ୍ତୁ ବାଦ୍ୟ ମଝିରେ ମଝିରେ ଆଧୁନିକ ଗୀତ ପରି ହେଇଛି।ଆଉ ଟିକେ ଭକ୍ତିଭରା ହୋଇପାରିଥାନ୍ତା
କୋରିଓଗ୍ରାଫ ସାର୍ ଙ୍କୁ ସଲାମ, ଅଭିନୟ ରେ ଲୁହ ଆସିଗଲା, ଜୟ ଜଗନ୍ନାଥ 🙏🙏🙏
ବହୁତ୍ ସୁନ୍ଦର ସଙ୍ଗୀତ ଜୟ ଜଗନ୍ନାଥ 🙏🙏🙏
ସତରେ ଗୀତ ଟିଏ ଭାରୀ ହୃଦୟ ସ୍ପର୍ଶ
ମୋ ହୃଦୟ ରୁ ଭାଈ କୁ ମୋର ଜୟ ଜଗନ୍ନାଥ
ଭଗବାନ ନିଶ୍ଚିତ ଭାବରେ ତୁମକୁ ଆଗକୁ ବଢ଼େଇବେ
Jay jagannarth
Great words thanks alot
ବହୁତ୍ ସୁନ୍ଦର୍ ଗୀତଟି ଆଣୁଛନ୍ତି sir ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଜଣାଉଛି ଆଉ ଅନୁରୋଧ କରିବି sir ମାନଙ୍କୁ ଏମିତି ଗୀତ ଆଉ ଆଗକୁ ଶୁଣିବାକୁ ମିଳୁ ❤ ଜୟ ଜଗନ୍ନାଥ 🙏🙏🥰
ଆଜିର ଦିନରେ ଘଟୁଥିବା ଘଟଣା ଉପରେ ଆଧାରିତ ଗୀତଟି ହୋଇଥିବାରୁ ବହୁତ ଭଲ ଲାଗିଲା ।
ଜଗନ୍ନାଥ ଭଜନ ଆପଣଙ୍କ କଣ୍ଠ ରୁ ବହୁତ୍ ଭାବପୂର୍ଣ୍ଣ ଲାଗୁଚି ସତ୍ୟଜିତ ଭାଇ l ଏମିତି ଆହୁରି ସୁନ୍ଦର ସୁନ୍ଦର କାଳିଆ ର ଭଜନ ଗାଉଥାନ୍ତୁ ଭାଇ। ଜୟ ଜଗନ୍ନାଥ
Jay jagannath 🙏🙏🙏🙏
ଧନ୍ୟବାଦ ଭାଇ ।ବହୁତ ଭଲ ଭଜନ।
🙏🙏🙏🌼🌼🌼🌼ବେଳେବେଳେ ଏମିତି ଇଛା ହୁଏ ଫଟ କିନା ମରିବାକୁ କିନ୍ତୁ, କଣ କରି ହେବ ପରିବାର ପାଇଁ ସବୁ ସହିବାକୁ ପଡୁଛି l,😢😢😢😢ସବୁ ସେଇ କାଳିଆ ର ଇଛା ସେ ଯାହା ଚାହିଁବେ ତାହା ହେବ 🙏🙏🙏🙇♀️🙇♀️🙇♀️🙇♀️🌼🌼🌼🌼
Jagannath mahaprabhu sabu bele satire achanti..
ବହୁତ ଦିନ ପରେ ଏମିତି ଗୀତ ଶୁଣିଲି ବହୁତ ବଢିଆ। ମୋର ଆଖିରୁ ଲୁହ ଝରିଲା ଏ ଭଳି ଗୀତ ଦରକାର ।
Satare bhai
Bhai tq
ଓହଃ ❤️କୁ ଛୁଇଁଲା ଆଖି ରୁ 🥺ବୋହି ଆସିଲା
Great words
ସତରେ ବୋହୁତ ସୁନ୍ଦର ଭାବପୂର୍ଣ୍ଣ ଭଜନ ଟିଏ ଆଖିରୁ ଲୁହ ଝରିଗଲା
ମହାପ୍ରଭୁ ଙ୍କୁ ସମର୍ପିତ ଏହି ଭକ୍ତି ସଂଗୀତଟି ହୃଦୟକୁ ଛୁଇଁ ପାରିଛି. ଶୁଭେଚ୍ଛା.
I love this song
ଗୀତ ଶୁଣିଲା ପରେ ମନକୁ ବହୁତ ବହୁତ ଶାନ୍ତି ଲାଗିଲା . ସବୁ ସେଇ ଜଗତର ନାଥ ଜଗନ୍ନାଥଙ୍କ ଇଛା 🙏🙏🙏😭 ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ଭବ ତୁମେ ଭବ ତୁମେ ....🙏🙏🙏
Thanks for your kind words
ବହୁତ ଦିନ ପରେ ମୋହୃଦୟ ଛୁଇଁଲା ଭଳି ଗିତ ଟି ପାଇଲି, thanks 🙏🙏 bro .
ବହୁତ ହୃଦୟ ସ୍ପର୍ଶୀ ସଙ୍ଗୀତ ଟି
Thanks
ଏ ଗୀତ ମୋ ଜୀବନରେ ଯାହା ଘଟିଛି ତାହା ଗୀତରେ ଅଛି, ବହୁତ ହୃଦୟସ୍ପର୍ଶୀ ,ବହୁତ କଷ୍ଟ ଲାଗିଲା।👌😭😭😭😭
3:55
Jay.. Jagannth❤❤❤❤🌹🌹🌹
😢
Jay Jagannath 🙏
@@nirupamasamantaray798❤❤❤❤
ବହୁତ ବଢିଆ,,ପଟେଲ ସାର୍
କହିବା କଥା ଠିକ୍ କିନ୍ତୁ ମଣିଷ ଜନମ ହିଁ ଦୁଃଖ ର ଜଞ୍ଜାଳ ରେ ରହିବାକୁ ପଡୁଛି
ଏ ଗୀତ ସତରେ ହୃଦୟ ସ୍ପର୍ଶି ❤😢
Said nicely
Thanks 🙏🏼
Apnakar sabu team ku dhaniya bad. Jiye lekhichi aou compuse karichi sabu amiti karutha. God bless all of you
ଜୟ ଜଗନ୍ନାଥ 🙏🏻🙏🏻😭
ପଞ୍ଚାନନ ନାୟକ ସାର 🙏🏻😭
ପ୍ରଫୁଲ୍ଲ ବେହେରା ସାର 🙏🏻😭
ସତ୍ୟଜିତ ଭାଇ 💞❤👌
ଧନ୍ୟବାଦ SP ENTERTAINMENT ❤🙏🏻
Many Many Thanks Beta for your mind glowing singing a song
God bless you. 👍
ଓହୋ କି ଆନନ୍ଦ
ଅତିରୁ ଅତି ସୁନ୍ଦର
ହୃଦୟସ୍ପର୍ଶୀ
ସତ୍ୟଜିତ ଭାଇଙ୍କ ଏତେ ସୁନ୍ଦର ଭଜନ ଅତି ମନଲୋଭା
ଜୟ ଜଗନ୍ନାଥ
🙏🙏🙏🙏🙏🙏
ଏ ଗୀତ ନ ଶୁଣିଲେ ଦିନ ମୋର ଭଲ ରେ କଟେ ନି... ଜୟ ଜଗନ୍ନାଥ
Thanks for your kind words
ଜୟ ଜଗନ୍ନାଥ, ଭାରି ହୃଦୟସ୍ପର୍ଶୀ ଭଜନଟି।ସେହି ଲେଖକ ଓ ଗାୟକ କୁଂ ସତ ପ୍ରଣାମ।ଜୟ ଜଗନ୍ନାଥ ସ୍ୱାମୀ।।।
ସତରେ ଗୀତଟି ବହୁତ ଭଲ ହୋଇଛି .......
ଜୀବନକୁ ପ୍ରଭୁ ଉଜାଡି ଦେଇଛନ୍ତି ଦିନ ଆସିବ ପ୍ରଭୁ ଜୀବନ କୁ ସଜାଡିଦେବେ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ❤🎉😊
Bahut Sundar bhabe Gito ti lekha hoichi... satyajeet Bhai bahut sunder re kontho Dano karichanti...Jay jagannath 🙏🙏
ବୋହୁତ ସୁନ୍ଦର ଭଜନ ମହା ପ୍ରଭୁ ଜଗ୍ନାଥଙ୍କୁ ପ୍ରଣାମ ❤❤
satyajit bhai amiti gita apananku kanthare bahut bhala laguchhi ..amiti agaku amaku amiti gita sabu diantu suniba pain..Best of luck for ur future❤❤
ଭାଈ ଜଗତରେ ପାଇ ବୁନି ଏମିତି ଠାକୁର ଟିଏ ପରେ ଏ ଗୀତ ଟି ବି ବହୁତ ବଢିଆ ହୋଇଛି (ମାଡ଼ି ଚାଲ)
😅😊😊😅😊😅😊😊😊😊😊😊😊😊😊😊😊
😅😊😅😅😊😅😊😅😊😅😅😅😅
😅😅😅😅😅😅😅😅
😅😅😅😅😅😊
ଆଉ ଟିକେ ଲମ୍ବା ଗୀତ ହୋଇଥିଲେ ଭଲ ହୋଇଥାନ୍ତା. 🙏
He Jagannath 😰😰😢🙏🙏Bhai bahut sundar hoichi
Bahut h sundar kalia Bhajan ....pravu jaganath apnku sada sarbada susta au khusi re rakhantu 🙏🙏🙏
ଏଇ ଗୀତ ନା ଭାଇ ହୃଦୟ କୁ ଛୁଇଲା
ବହୁତ ସୁନ୍ଦର ହେଇଛି ❤❤ ଧନ୍ୟବାଦ୍ ସେହି ଗୀତିକାର ଆଉ କଣ୍ଠଶିଳ୍ପୀକୁ❤❤❤
Bhut bhadiya bhai sundra emti gai chala bhai❤❤❤❤❤
ମୋ ଆଖିରେ ଲୁହ ଆସିଗଲା ବହୁତ ବଢିଆ ହେଇଚି. ଜୟ ଜଗନ୍ନାଥ 🙏
Nice song.. It's reality.. Jay Jagannath 🙏🙏🙏
Bahut sundar song bhai Jay Jagannatha.
Ek number❤❤❤❤
Really Love you. Beautyfull hart touching song. Mind blowing. Super 👍👍👍 ଜୟ ଜଗନ୍ନାଥ...
ଭାଇ ଭଜନ ଗାଇ ବା ପାଇଁ ଯୋଗ୍ୟ ❤❤❤❤❤❤❤❤❤❤❤❤❤❤❤❤❤❤❤
ବହୁତ୍ ସୁନ୍ଦର ସଙ୍ଗୀତ
ପ୍ରଭୁ ଆପଣମାନଙ୍କୁ ଏମିତି ଅଶ୍ରିବାଦ କରନ୍ତୁ
ଜୟ ଜଗନ୍ନାଥ ⭕❗⭕🙇🙇🙇
Gita ti bahut bahut bhala heichi❤
ମନକୁ ବୁଝାଇଲା ପରି ବହୁତ ଭଲ ଗୀତ💕
Bahut Barsha pare....emiti ka Bhajan sunibaku milina....bahut sundar heichhi....Jay jagannath
❤ସୁନ୍ଦର, ଭଲ ଲାଗିଲା, ପ୍ରତ୍ୟେକ କ୍ଷେତ୍ରରେ💐💐
Gita ti mo manaku bahut chuinla.. God bless u baba satya.emiti sabubele hrudayaku chuinla bhali gita gauthao.
ମୋ ମନକୁ ଛୁଇଁଲା ଗୀତ ଜୟ ଜଗନ୍ନାଥ 🙏🙏🙏
Sunila pare akhiru luha asijauchi satare bahut sundar heichi😢😢😢😢😢😢 song ti😢😢😢
Thanks for your kind words
Salute to
Satyajit Bhai,
Praful Sir & others staff who are creating this type of Lord Jagannath Bhajan..🙏🙏🙏
ଜୟ ଜଗର୍ନାତ ଅତି ଉତ୍ତମ ଆପଣ ଙ୍କ ସୁମଧୁର ଭକ୍ତି ସଂଗୀତ କୁଣ୍ଠରୁ, ପ୍ରଭୁ ଶ୍ରୀ ଜଗର୍ନାତ ଙ୍କ ଆଶୀର୍ବାଦ ପାହାନ୍ତୁ ଆଉ ଏମିତି କେତେ ଗୁଡିଏ ଆପଣଙ୍କ କଣ୍ଠ ରୁ ହୃଦୟସ୍ବର୍ଶୀ ସଂଗୀତ ଶୁଣିବାକୁ ଚାହେଁ"
@@NilambarBhuyan-bh3vu pi
@@NilambarBhuyan-bh3vu 😅😅😅😅
2wqqqqq
@Nilambar Bhuyan 😊
ଜୟ ଜଗନ୍ନାଥ ❤,🌸🌻🌼🌺🪷🌷👍🙏🇮🇳🥥🥥ନାଇଷି
Bahut sunder heichy gita ❤❤.
Wish your grand success.👍👍
Another master piece
#satyajitpradhan vai music starting wow...m speech less....jai jagannath 🙏❤my god
Bahut sundar geeta.jay jagannath mahaprabhu
Very nice,satyajeet bro......thanks....
After sie mo jagannath this song is one for the books and lit. Satyajit bhai you are really pregnant with spiritual. Danke bhai
Tama voice re bhajana badhia laguchhi sunibaku ...kaiki se Thia pala gauchha ....❤ Jay Jagannath
Odia music sensation : Singer Satya . full of energetic. Hope for million views very soon.
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ
Bahut sundar bhajan. ...heart touching voice and Amazing lyrics. ..superb
Thank you satyajite...maha Prabhu tumaku Saha huantu
Special thanks to lyrics writers and music composer....very meaning full songs...
Sunder composition..Jay Jagannath
Wahhhh. What a beautiful composition
Jay jaganath 🙏🙏 sir apanaku bohut bohut danya bad apana ate sundara Gita gaucha jay jaganta bhagbwan apanaku bhalare rakhitha ntu jay jaganathh 🙏🙏🙏🙏🙏
Ati sundar
ଯିଏ ଲେଖିଛନ୍ତି ତାଙ୍କୁ କୋଟି କୋଟି ପ୍ରଣାମ 🙏🏽🙏🏽🙏🏽🙏🏽🙏🏽🙏🏽
ଏବଂ ଯିଏ ଗାଇଛନ୍ତି ତାଙ୍କୁ ବି ପ୍ରଣାମ 🙏🏽🙏🏽।
ଜୟ ଜଗନ୍ନାଥ ମହାପ୍ରଭୁ 🙏🏽🙏🏽🙏🏽🙏🏽🙏🏽🙏🏽🙏🏽🙏🏽🙏🏽🙏🏽🙏🏽🙏🏽🙏🏽
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ 🌹🙏🙏🙏🙏🌹
Bahut sundar heart touching odia bhajan jaya Jagannath 🙏🙏🙏
bahut bhala ong or singer super sir bahut kasta laguchi ea gita suba pare mood on heijiba jibana sabu kasta dura heijiba sir bahut tq so much mr singer sir ❤❤❤❤
tq so much ❤❤❤❤
Love this voice.... Legend singer for Bhajan ❤️
Bahut bhala lagila Jay jaganath ❤🙏
ସତରେ ମୋତେ ଲାଗୁଚି ମୁଁ ପ୍ରଭୁ ଜଗନ୍ନାଥ ମନ୍ଦିର ପାଖରେ ଅଛି କେତେ ଆନନ୍ଦ ଲାଗେ ପ୍ରଭୁ ଜଗନ୍ନାଥଙ୍କ ଭଜନ ଶୁଣିଲେ ❤❤❤❤❤
Bahut sundar Bhajan hurdaya chhunchhi
Beautiful voice Jay jagannath ❤🌸🌸🌸🙏🙏🙏🙏🙏🙏🙏🙏
Bhai sata katha re gita tie ....bahut Sundar lekha...au bhainka swara ku mapajai pariba nahin..
Really heart touching song❤❤❤❤❤❤tq so much
Sundar song dekhile kandalaguchhi 😭😭😭🌻🌼
Bhai apanka voice re bhajan bahut vala laguchi .prfhula sir gitat bahut vala hechi
Jay Jagannath swami ❤❤
Thanks To Team making such Heart Touching Track.. Love You all...Jay shree Jagannath.
Satare heart touching akhi ru luha asigala suniki moha prabhu 😢,🙏
Heart touching song ,super
Sunder voice hudhya sparshi Prathana 🌹🌹🌹🌹🙏🙏🙏🙏🙏🙏🌹🌹🌹🌹Kati kati pranam 🌻🌻🌻🌻🌻🌻🌻🌻🌻🌻🌻🌻🌻🌻
Bahut sundar
Bohut sunder vabo re gaaichonti bodo vai 🙏 Jay Jagannath🙏
🙏🌻ଜୟ ଜଗନ୍ନାଥ 🌻🙏
Jay Jagannath ❤❤❤❤🎉🎉🎉
Satare song ta bahut vala heichi thank you all team 🙏🙏🙏🙏
Bahut sundar lekha singing too good
So heart touching bhajan ❤
Satyajit bhai god bless you ❤jay jagannath 🙏🙏🙏🙏
Ati Hrudaya Sparsi, akhi ru luha bohi gala
Awesome song Jai Jagannath ❤❤❤🙏🙏🙏🙏
Satyajit God bless u bahuta bhala lagila bhari hrudaya sparsi akhiru luha asigala emiti sabu heart touching Gita gautha .
Song is tha best jaganath song very nice heart touching
Jai jaganath🙏🙏🙏🙏