ଅଲୌକିକ ଅନୁଭୂତି :ଜଗନ୍ନାଥ ଙ୍କ ଅଦ୍ଭୁତ ଚମତ୍କାରୀତା (218)ଡକ୍ଟର ବିବୁଧରଞ୍ଜନ

Поділитися
Вставка
  • Опубліковано 1 лют 2025

КОМЕНТАРІ • 314

  • @minakshitripathy4342
    @minakshitripathy4342 21 день тому +3

    ଆଜ୍ଞା, ଏସବୁ କଥା ଆଦୌ ମିଛ ନୁହେଁ,ନିରାଟ ସତ୍ୟ ବୋଲି ମୁଁ ଵିଶ୍ଵାସ କରୁଛି,କାରଣ ମୋ ଜୀବନରେ ମୁଁ ଅନେକ ଥର ପ୍ରତ୍ୟକ୍ଷ ଭାବେ ଅନୁଭଵ କରିଛି। ପ୍ରଭୁ ଜଗନ୍ନାଥ ଅନ୍ତର୍ଯ୍ୟାମୀ,ସେ ସବୁବେଳେ ପାଖେ ପାଖେ ରହି ଭକ୍ତର ଆବଶ୍ୟକତା ପୂରଣ କରିଦିଅନ୍ତି। ତାହା ବାସ୍ତବିକ୍ ତାଙ୍କର ଚମତ୍କାରିତା ଏବଂ ଆମକୁ ଆଶ୍ଚର୍ଯ୍ୟ ଚକିତ କରିଦିଏ।
    ଜୟ ଜଗନ୍ନାଥ 🙏🙏

  • @sumantmohapatra6676
    @sumantmohapatra6676 15 днів тому +1

    ସାର୍ ନମସ୍କାର, ଆପଣଙ୍କ ବିଷୟରେ ଶୁଣିଥିଲି ଆଜି ପ୍ରଥମ ଥର ପାଇଁ ଉଟୁରେ ଆପଣ ଙ୍କୁ ଦେଖିବାର ସୁଯୋଗ ପାଇଲି, ଖୁବ୍ ସୁନ୍ଦର ଲାଗିଲା,

  • @kuhu3397
    @kuhu3397 24 дні тому +3

    ଜୟ ଜଗନ୍ନାଥ ସାରେ କାଳୁ‌ଆପଣକୁଭଲରେରଖନୁ‌

  • @radheshyammeher4318
    @radheshyammeher4318 Місяць тому +5

    ଆଜ୍ଞା ନମସ୍କାର କଦଳୀ ଫେଣି ବହୁତ ସୁନ୍ଦର ଲାଗୁଛି ଜୟ କାଳୁ 🙏🏻🙏🏻🙏🏻🙏🏻🙏🏻🙏🏻

  • @manaspradhan4168
    @manaspradhan4168 Місяць тому +3

    ପ୍ରକୃତରେ ଜଗନ୍ନାଥ କେତେ ସୁଂଦର। କାଳୁ ପ୍ରକୃତ ରେ ଆପଣଙ୍କ ପାଖେ ପାଖେ ଅଛନ୍ତି। ଜୟ ଜଗନ୍ନାଥ🙏🙏🙏🌹🌹🌹

  • @krushnachandrapanda-cb9ei
    @krushnachandrapanda-cb9ei Місяць тому +2

    Joy jagannath

  • @alekhchandramalik740
    @alekhchandramalik740 Місяць тому +2

    Jay Jagannath Swami 🙏🙏🙏🙏🙏🙏🙏🙏🙏🙏🙏🙏🌹🌹🌹🌹🌹🌹🌹🌹🌹🌹🌹 sir pranam ❤

  • @vilogamer7143
    @vilogamer7143 Місяць тому +2

    Sir apanaku Mahapravu valare rakhantu.
    Jay Jagannath 🙏🏼 🙏🏼 🙏🏼

  • @ShaktidaBisoye
    @ShaktidaBisoye Місяць тому +3

    ଆଜ୍ଞା ପ୍ରଣାମ
    ଆପଣଙ୍କ ସତ୍ୟବାଦୀ ଘଟଣା ଜଗନ୍ନାଥ ଅନୁଭବ ଓ ସାଧକ ଜୀବନର ଅନୁଭୂତି ଓ ଆପଣଙ୍କୁ ଦେଖିଲେ ବହୁତ ଖୁସି ଲାଗେ, ଆପଣଙ୍କ ପରି ସତ୍ୟ କହିବା ମୋ ଜୀନର ବ୍ରତ।
    ଆପଣଙ୍କ କଥା ସବୁବେଳେ ସୁଣୁଛି ,କିନ୍ତୁ ଆପଣଙ୍କର କଥା ଶିଘ୍ର ଶୁଣିବାକୁ ଚାହୁଁଛି , ହଁ ଆପଣ ଭାବପ୍ରବଣ ରେ କହୁଉଛନ୍ତି।ହେଲେ ବି ଆଉଟିକେ ଶିଘ୍ର କୁହନ୍ତୁ।ଜୟ ଜଗନ୍ନାଥ। ପ୍ରଣାମ

  • @mitadash1782
    @mitadash1782 12 днів тому +1

    Antarjjyami prabhu bhankt pae sabu kariparnti mu anubhabi sir jay jagannath

  • @SwatiSucharita-w1m
    @SwatiSucharita-w1m 17 днів тому +1

    Jay Mahaprabhu Jay Jay Mahaprabhu Jay Jagannath 🙏🙏❤️♥️❤️🙏

  • @sunilkumarpatra6878
    @sunilkumarpatra6878 Місяць тому +2

    ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏
    ଜୟ ଗୁରୁଜୀ 🙏🙏🙏
    ଆପଣଙ୍କ ଅନୁଭୂତି ଗୁଡିକ ମୋ ପାଇଁ କୌଣସି ସ୍ୱର୍ଗ ଠାରୁ ମୋ ପାଇଁ କମ ନୁହେଁ
    ଗୁରୁଜୀ ଆପଣଙ୍କ ପାଦ ତଳେ ମୁଁ କୋଟି କୋଟି ନମସ୍କାର କରୁଛି 🙏🙏🙏

  • @rajatakumar3458
    @rajatakumar3458 Місяць тому +4

    ଗୁରୁଜୀ, ସୁସ୍ଥ ହୋଇ ଯାଇଛନ୍ତି, ମୁଁ ଅତ୍ଯନ୍ତ ଖୁସି, ଜୟ ଜଗନ୍ନାଥ, ପ୍ରଣାମ

  • @SuchitraSamantray-i3z
    @SuchitraSamantray-i3z Місяць тому +2

    Apananku mora koti koti pranam

  • @gopinathsleeper6798
    @gopinathsleeper6798 Місяць тому +6

    ସାର ଆପଣଙ୍କ କିଛି ମଧ୍ୟ ଅସୁବିଧା ହେବ ନାହଁ ପ୍ରଭୁ ଜଗନ୍ନାଥ ଆପଣଙ୍କୁ ନିଶ୍ଚିତ ଭଲଭାବରେ ରଖିଥିବେ
    ମୁଁ କାଳୁ ପ୍ରଭୁଙ୍କୁ ଗୁହାରି କରୁଛି ଆପଣ ଭଲରେ ଥାଆନ୍ତୁ
    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ

  • @Subhrapuspa
    @Subhrapuspa Місяць тому +2

    ପ୍ରଣାମ ଗୁରୁଜୀ। ଜୟ ଜଗନ୍ନାଥ ମହାପ୍ରଭୁ 🙏। ଆଜି ର ଏପିସୋଡ ଟି ବହୁତ୍ ଭଲ ଲାଗିଲା।ମହାପ୍ରଭୁ ଆପଣଙ୍କୁ ବହୁତ୍ ଶୀଘ୍ର ସମ୍ପୂର୍ଣ୍ଣ ସୁସ୍ଥ କରି ଦିଅନ୍ତୁ।

  • @AvayaOjha-ev9pn
    @AvayaOjha-ev9pn Місяць тому +2

    You are a diamond.jay jagannath.namaskar.

  • @bijoyakumar1025
    @bijoyakumar1025 Місяць тому +2

    ଆପଣଙ୍କୁ କୋଟି କୋଟି ଧନ୍ୟବାଦ ଏଥି ପାଇଁ କି ଆପଣଙ୍କ ଅନୁଭୂତି ସବୁକୁ ଆମକୁ କାଳିଆର ମହିମା ବିଷୟରେ ଜଣାଉ ଥିବାରୁ

  • @manaspradhan4168
    @manaspradhan4168 Місяць тому +2

    ଜୟ ଜଗନ୍ନାଥ ଗୁରୁଜୀ❤❤🌹🌹। ଆପଣଙ୍କ ର ସ୍ବାସ୍ଥ୍ଯ ବିଷୟ ରେ କିଛି କହିନାହାନ୍ତି। ଆପଣଙ୍କ ର କଣ ହେଇଥିଲା ଓ ଅଚାନକ ଆପଣ ମେଡିକାଲ ଯାଇଥିଲେ କହିବେ? ମୁଁ କାମନା କରେକି ମହାବାହୁଙ୍କର କ୍ରୁପାରୁ ଆପଣ ଶୀଘ୍ର ସୁସ୍ଥ ହୋଇଯାନ୍ତୁ🙏🙏🙏

  • @rashminayak4584
    @rashminayak4584 Місяць тому +5

    ଭାଇ , ନମସ୍କାର ମୋତେ ବହୁତ୍ ଖୁସି ଲାଗିଲା।ଆପଣଙ୍କ ଖୁସି ରେ ଦେଖି,ଜାଗା ଆପଣଙ୍କ ଖୁସି ର କାରଣ,ଅନୁଭବି ଜଣେ ଅନୁଭବ କେତେ ଆନନ୍ଦ ଦେଇଥାଏ

  • @sarojinibarik1694
    @sarojinibarik1694 Місяць тому +2

    ଆପଣଙ୍କୁ ଅଭନନ୍ଦନ, ଆପଣଙ୍କ ଜଗନ୍ନାଥ ଙ୍କୁ ଧନ୍ୟବାଦ🎉 ଜଲଦି ସୁସ୍ଥତା କାମନା କରୁଛି

  • @AshokKumar-qu5rf
    @AshokKumar-qu5rf Місяць тому +2

    ସତରେ ସେ ଜଗତ ପ୍ରାଣ... ଆପଣଙ୍କ ଭଳି ମୋର ଛୋଟ ଛୋଟ ଅନୁଭୂତି ଅଛି..... ଜୟ ଶ୍ରୀ ଜଗନ୍ନାଥ ଭରସା... 🙏

  • @prakashchandrapattanayak4344
    @prakashchandrapattanayak4344 Місяць тому +2

    ବଡ ଚମତ୍କାର ଅନୁଭୂତି।

  • @sanjaypalai6495
    @sanjaypalai6495 Місяць тому +3

    ଆପଣଙ୍କର ଅନୁଭୁତି ଅତ୍ୟନ୍ତ ଭକ୍ତିମୟ🎉। ତେଣୁ ଆପଣଙ୍କୁ ଅଶେଷ ଧନ୍ୟବାଦ୍। ଜଗନ୍ନାଥଙ୍କୁ ନେଇ ଆପଣଙ୍କର ପ୍ରତ୍ୟେକ ଅନୁଭୂତ ଅତ୍ୟନ୍ତ ଭକ୍ତିମୟ ଓ ଅନନ୍ୟ।‌ ୟାକୁ ଶବ୍ଦ ମାଧ୍ୟମରେ ଗଣନା ଓ କଳନା କରି ହେବନାହିଁ।

  • @sailabalasatpathy5285
    @sailabalasatpathy5285 13 днів тому +1

    🙏Pranam sir, Kalia Antaryami, B cause u r a true devotee, he takes care if u. We r very lucky to hear from u.Jay Jagannath.

  • @brundabatipradhan5849
    @brundabatipradhan5849 Місяць тому

    ଜୟ ଜଗନ୍ନାଥ🙏 ଆପଣଙ୍କୁ ଭଲରେ ରଖନ୍ତୁ

  • @beenapradhan2282
    @beenapradhan2282 Місяць тому +2

    ଆପଣଙ୍କ ର ଏହି ଅମୃତମୟ ଉପଲବ୍ଧି ଆମ ମାନଙ୍କ ପାଇଁ ଅମୃତାତୁଲ୍ୟ.

  • @s.gcreation5285
    @s.gcreation5285 Місяць тому +1

    ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
    ଆପଣଙ୍କୁ ପ୍ରଣାମ, ଆପଣଙ୍କ କହିବାର ମାଧୁର୍ଯ୍ୟ ରେ ଆମେ ବିମୋହିତ। ଏହି ପରି କରିସ୍ମା ଶୁଣି ଲେ ମାନସିକ ଶାନ୍ତି ମିଳୁଛି।
    ଆହୁରି ଅନେକ କୁହନ୍ତୁ ,ହୁଏତ ଶୁଣି ଶୁଣି ମୁଁ କାଳେ କାଳୁ ପ୍ରେମର ପ୍ରେମିକ ହେଇପାରେ।
    ଜୟ ଜଗନ୍ନାଥ।

  • @sanjuktasingh7298
    @sanjuktasingh7298 Місяць тому +3

    ପ୍ରଭୁ ମୁଁ ଜଗନ୍ନାଥ ଙ୍କୁ ଜାଣିପାରିନଥିଲି ଆପଣଙ୍କ ଦ୍ଵାରା ଜଗନ୍ନାଥ ଙ୍କୁ ବୁଝିପାରିଲି 🙏🪔👏💐💮

  • @upperprimaryodisha3797
    @upperprimaryodisha3797 Місяць тому +1

    ଜୟଗୁରୁ ଜୟ ଶ୍ରୀଜଗନ୍ନାଥ। ବହୁତ ବହୁତ ଧନ୍ୟବାଦ ମହାଶୟ। ଅତ୍ୟନ୍ତ ଚମତ୍କାର କଥା ।ଆପଣଂକ ଜୀବନ ଧନ୍ୟ।

  • @sasmitadatta8819
    @sasmitadatta8819 Місяць тому +3

    ପ୍ରକୃତରେ ଅତି ଅଲୌକିକ ଅନୁଭୂତି। ଜୟ ଜଗନ୍ନାଥ 🙏🙏🙏

  • @sanjuktabiswal1569
    @sanjuktabiswal1569 Місяць тому +1

    ଜୟ ଜଗନ୍ନାଥ କାଳୁ ମହାପ୍ରଭୁ 🌿🌼❤️🙏🏽🛐
    ସାର, ଆପଣଙ୍କୁ ମଧ୍ୟ ପ୍ରଣାମ ❤❤❤❤🙏🏽🛐
    ଭଗବାନଙ୍କର ଦୁନିଆରେ ଭକ୍ତ ବଡ଼, ଆପଣ ଜଣେ ଭକ୍ତର ଭଗବାନ, ଭଗବାନ ନିଜେ ଆସି ନ ଥାନ୍ତି, ମାଧ୍ୟ୍ୟମ ଦେଇ ଆସନ୍ତି, ଅନୁଭବ ର ବିଶ୍ୱାସ ❤❤❤

  • @deepakkumarmaharana8406
    @deepakkumarmaharana8406 Місяць тому +3

    ଗୁରୁଜୀ 🙏🙏🙏 20:36 ଗୁରୁଜୀ ମୁଁ ଦେଖିଛି ଓ ବେଲ ପତ୍ର ଖାଇଚି ମଧ୍ୟ ପ୍ରଣମ ଗୁରୁଜୀ 🙏🙏🙏

  • @divyaranjanbarik3631
    @divyaranjanbarik3631 Місяць тому +1

    Jay jagannath ❤.
    Apana nka deha khub jaldi bhala Kari diantu❤..

  • @jayantakumardash4057
    @jayantakumardash4057 Місяць тому +1

    ପ୍ରକୃତରେ ଆପଣଙ୍କ କାଳୁ ହେଉଛି "ଯାଦୁ ସମ୍ରାଟ " !!
    ଜୟ ଜଗନ୍ନାଥ 👏👏👏

  • @BasantaKumarSingh-n6b
    @BasantaKumarSingh-n6b Місяць тому +1

    ଗୁରୁଜୀ ପ୍ରଣାମ. 🙏. ପ୍ରଭୃଙ୍କର ଏ ଅପାର ଲୀଳା ବାବଦେରେ କହିବାକୁ କିଛି ଭାଷା ନାହିଁ. ଜୟ ଜଗନ୍ନାଥ. 🙏🙏🙏

  • @gitanjalinath3030
    @gitanjalinath3030 Місяць тому +1

    ଆପଣ ଭାଙ୍ଗି ଯାଇଥିବା ମନରେ ଆଶା ଓ ଭରସା ଆପଣ ସବୁବେଳେ ସୁସ୍ଥ ରହି ଦୁନିଆକୁ ଦିଗଦର୍ଶନ ଦିଅନ୍ତୁ କାଳୁ ସବୁବେଳେ ପାଖରେ ରହି ଆପଣଙ୍କୁ ଘଣ୍ଟ ଘୋଡେଇ ରଖନ୍ତୁ. ଜୟ ଶ୍ରୀଜଗନ୍ନାଥ

  • @KalpanaPanda-i1m
    @KalpanaPanda-i1m Місяць тому +2

    Sir, pranam🙏🏻.
    ଆପଣଙ୍କ ମାଧ୍ୟମରେ ମୁଁ କାଲୁଙ୍କୁ ଅନୁଭବ କରି ପାରୁଛି, କାଳୁ ଆପଣଙ୍କୁ ଦୀର୍ଘାୟୁ ଓ ସୁସ୍ଥ ରଖିଥାନ୍ତୁ ଆଉ ଆପଣ ଏହିପରି କାଲୁଙ୍କ ଔଲକିକ ଲୀଳା ର ଅନୁଭୂତି ଆମ ସମସ୍ତଙ୍କୁ ଅବଗତ କରାଉଥାନ୍ତୁ 🙏🏻

  • @gopinathsleeper6798
    @gopinathsleeper6798 Місяць тому +1

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ମହାପ୍ରଭୁଙ୍କୁ କୋଟି କୋଟି ପ୍ରଣାମ ଏବଂ ସମର୍ପଣ ହେଲି
    ଗୁରୁ ଜୀ ଙ୍କୁ ମଧ୍ୟ କୋଟି କୋଟି ପ୍ରଣାମ

  • @gopinathsleeper6798
    @gopinathsleeper6798 Місяць тому +1

    ପ୍ରଭୂ ଚାହିଁଲେ ସବୁ ସମ୍ଭବ ହୁଏ
    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ

  • @saudamininayak8537
    @saudamininayak8537 10 днів тому

    Jay Jagannath Swami ki Jay. 🙏🙏🙏e

  • @pranakrishnakanungo6597
    @pranakrishnakanungo6597 Місяць тому +2

    ଆପଣଙ୍କର ଭୁବନେଶ୍ଵର ଘର ଠିକଣାଟି ଜଣାଇଲେ ଆମେ ଉପକୃତ ହୁଅନ୍ତୁ ଡାୟଜଗନ୍ନାଥ

  • @puspalatanayak1712
    @puspalatanayak1712 Місяць тому +2

    Gurujee pranam. Lord Jagannathnku koti koti pranam. Prabhu aapananku sighra sustha karidiantu. Aapananku nirogi o dirghayu karantu.

  • @gayatrimohanty1381
    @gayatrimohanty1381 Місяць тому

    ସାର୍ ‌କାଳୁ ଆପଣଙ୍କୁ ଭଲକରି ଦିଅନ୍ତୁ

  • @sarojinisahoo2652
    @sarojinisahoo2652 Місяць тому +1

    ପ୍ରଣାମ ଗୁରୁଜୀ। ବହୁତ ଭଲ ଲାଗିଲା।

  • @dr.basantidas551
    @dr.basantidas551 3 дні тому +1

    We can realise Jagannatha inOur life lf we have aclear heart and lncli nation towards him from the core ofour heart Dr Bdas

  • @JayantiBisoi-w3f
    @JayantiBisoi-w3f Місяць тому +2

    Jay Jagannath 🙏🏻🙏🏻🙏🏻🙏🏻Adbhuta guruji 🙏🏻🙏🏻aapananku Jagannath bahut bhalapaanti
    aapana sabubele sustha thantu aamaku anubhuti bakhanuthantu

  • @itidas3204
    @itidas3204 Місяць тому +1

    Sir pranam 🙏sir apananka Katha suniba paiin sabudin aneiki basithae. Sir ki ashchrjya anubhuti apanankara 🙏apanankara Jagannatha nka prati ete bhala paiba Palin hin sambhaba .jouta samastanka Palin nuhe. Sir apana ebe sustha achanti ta ?Apana sabububele sustha thantu 🙏Ame apanka anubhuti emiti sunuthau 🙏🙏

  • @anirudhasahoo474
    @anirudhasahoo474 Місяць тому +1

    ଗୁରୁଜୀ ପ୍ରଣାମ, ବହୁତ ଭଲ ଲାଗିଲା

  • @Sitaraninayak-y4t
    @Sitaraninayak-y4t 14 днів тому +1

    Thank you baba

  • @namitamishra956
    @namitamishra956 Місяць тому +1

    Jay sri jagannath
    Sir pranam
    Apana tanka alokikata ku dekhiparuchhanti. Anubhaba bi karuchanti semiti hrudaya tia apana paechhanti Tenu se apanaku bahut bhala pauchanti

  • @unknown11_1
    @unknown11_1 Місяць тому

    Jay jagannatha ❤❤❤ Jay kalu❤❤ sir nama

  • @ଐତିହ୍ୟ
    @ଐତିହ୍ୟ Місяць тому +1

    ପ୍ରଣାମ ଗୁରୁଦେବ 🙏😭
    ଅମିୟ

  • @gopinathsleeper6798
    @gopinathsleeper6798 Місяць тому +2

    ଗୁରୁ ଜୀ ଆପଣଙ୍କ ଆଶୀର୍ବାଦ ଏବଂ କାଳୁ ପ୍ରଭୁଙ୍କର କରୁଣା ତଥା ଆଶୀର୍ବାଦ ଦରକାର ଅଛି ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ

  • @nityanandamahapatra127
    @nityanandamahapatra127 Місяць тому +1

    ଜୟ ଜଗନ୍ନାଥ ସ୍ଵାମୀ, ନୟନ ପଥ ଗାମୀ ଭବ ତୁମେ 🙏🙏

  • @subhaswarupmohanty5422
    @subhaswarupmohanty5422 Місяць тому

    କାଳିଆ ର ଲୀଳା ଅପାର
    ଏସବୁ ଶୁଣି ହୃଦୟ ପୂରି ଉଠୁଚି
    ଆପଣ ଦୀର୍ଘ ଜୀବନ କାମନା କରୁଛି
    ଜୟ ଜଗନ୍ନାଥ 🙏🙏🙏🙏🙏🙏

  • @sangramkesharikanungo4054
    @sangramkesharikanungo4054 Місяць тому +2

    May God bless you for speedy recovery.Get well soon.

  • @sachalapatnaik9923
    @sachalapatnaik9923 Місяць тому +4

    Sir namaskar, apan je sustha hoi asichhanti, amaku janibaku deinahanti tahahin bahut bada katha au taha apank kalur krupa. Sabu ama chita shakti r bahare. ( Apananku aji dekhi kintu tike laguthila asustha boli) dhanya apan au apank bhakti bhabana. 🎉🎉

  • @sanjaypalai8784
    @sanjaypalai8784 Місяць тому

    Jay Jagannath Swami Nayan path gami bhaba tume

  • @pabitramohanta8964
    @pabitramohanta8964 Місяць тому

    Jai shree jagannath sara sansar ra mangal karantu🙏

  • @satyanayak4271
    @satyanayak4271 Місяць тому

    ସାର୍ ପ୍ରଣାମ🙏 ଜୟ ଜଗନ୍ନାଥ 🙏🙏🙏 ସତରେ ଅନୁଭୂତି ଆଉ ଉପଲବ୍ଧି ପୂରାପୂରି ନିଜସ୍ଵ ! କେବଳ ସେଇ ଅନୁଭବୀ ହିଁ ଜାଣିପାରେ ତାର ଠିକ୍ ଠିକ୍ ମାହାତ୍ମ୍ୟ ଯେପରି ଆପଣ ! ଅତି ସୁନ୍ଦର ଅନୁଭୂତି, ଭଲ ଲାଗିଲା ! ଆପଣ କଦଳୀ ନିଜେ ଖାଆନ୍ତୁ, ନିଜେ ଖାଇ ଶୀଘ୍ର ସୁସ୍ଥ ହେଇ ଯାଆନ୍ତୁ ! ଆମର ଦରକାର ନାହିଁ😀 ତୁରନ୍ତ ଆରୋଗ୍ୟ କାମନା କରି ରହିଲି🙏🙏🙏

  • @hrudananda7497
    @hrudananda7497 Місяць тому +1

    ଆପଣଙ୍କର ସ୍ୱାସ୍ଥ୍ୟ ଆପଣଙ୍କ କାଳୁଙ୍କ ହାତରେ ଅଛି ତେଣୁ ଆପଣ ନିଶ୍ଚୟ ଭଲ ହେଇଯିବେ

  • @chitaranjansahoo9939
    @chitaranjansahoo9939 Місяць тому +1

    Moar pitanku aetiki maguni moar ati aadarr unclenku sighra susth karidiantu❤
    Uncle aapank sreemukhru aemiti dibya katthamrut sraban karibaar saubhaagya milutthau aau aapank sreemukhrre sada hasa phututthau aetiki moar pitanku pratthna🙏
    50 barshre pahnchilini aemiti spast, nirbhik, hrudaykhola pitrutulya unclenku kebal moar pitankar aehetuk kruparu paaithibaru taankar sreecharanre bhumistth prannam janauchhi❤
    Aemiti antarru paagal bhali bhal paautthiba dibyatmamananku kalu kan kebea chhadijaipaarib❤
    Mo unclenkar jay heu❤
    Mo maar jay heu❤
    Mo bapankar jay heu❤

  • @sushantakumarnayak7501
    @sushantakumarnayak7501 Місяць тому +1

    ଜୟ ଜଗନ୍ନାଥ

  • @prasantkumarsahoo3983
    @prasantkumarsahoo3983 19 годин тому

    Jay Jagannath
    Jay Jagannath
    Jay Hanuman

  • @prabhatkumarbarik892
    @prabhatkumarbarik892 Місяць тому

    ଜଗନ୍ନାଥ

  • @ayush-r7g99
    @ayush-r7g99 Місяць тому

    ବହୁତ ବହୁତ ଧନ୍ୟବାଦ

  • @prativaranimishra4098
    @prativaranimishra4098 Місяць тому

    Jay Jagannath
    🌼🌸🌼🌸🌼🌸

  • @SuperSn1964
    @SuperSn1964 Місяць тому +1

    .ଆପଣଙ୍କର ଦୀର୍ଘଜୀବନ କାମନା କରୁଛି ସାର୍...👏👏

  • @hemantamohanta2966
    @hemantamohanta2966 Місяць тому

    🌹🌹🌹ଓଁ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ ଶରଣଂ ସମର୍ପଣଂ ଚ ମମ👏👏👏👏👏👏

  • @rajapradhan740
    @rajapradhan740 Місяць тому

    ଜୟ ଜଗନ୍ନାଥ ,ଜୟ ଜଗନ୍ନାଥ। ଆପଣ ଙ୍କ ଠାରୁ ଜଗନ୍ନାଥଙ୍କ ଦିବ୍ୟ ଅନୁଭୂତି ଶୁଣି , ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ପ୍ରେମ,ଭଲ ପାଇବା ନିବିଡ ଭାବରେ ବଢ଼ି ଯାଇଛି । ଆପଣଙ୍କୁ ଈଶ୍ୱର ଆମ ମାନଙ୍କ ଭଳି ମଣିଷର ମାର୍ଗ ଦର୍ଶନ ପାଇଁ ପଥେଇଛନ୍ତି । ଆପଣଙ୍କୁ ଶତ, ଶତ ପ୍ରଣାମ ସହିତ ଅଶେଷ, ଅଶେଷ ଧନୟବାଦ୍।👃👃👃ଜୟ ଜଗନ୍ନାଥ

  • @Lipsita7
    @Lipsita7 Місяць тому

    Jagannath nku koti koti pranama

  • @GugulGurukul
    @GugulGurukul Місяць тому +1

    Lord Jagannath is the greatest musician & magician*🌹🙌🙂

  • @trinathsahoo7404
    @trinathsahoo7404 Місяць тому

    ହେ ମହାପ୍ରଭୁ କେବଳ ତୁମେ ତୁମ ବିନା ଆଉ କେହି ନାହିଁ

  • @abhirammallik8940
    @abhirammallik8940 Місяць тому

    Jaya Jagannath, Jaya Jagannath, Jaya Jagannath

  • @Dhirendra-d1g
    @Dhirendra-d1g Місяць тому

    JAYA SHREE JAGANNATHA SWAMI NAMAHA

  • @farmingideas370
    @farmingideas370 Місяць тому +2

    I believe your every word.sir

  • @sudhansubhusandash8764
    @sudhansubhusandash8764 Місяць тому

    Jay Jagannath mahaprabhu

  • @purnachandraswain1744
    @purnachandraswain1744 Місяць тому

    ମୁଁ ଆପଣ ଙ୍କୁ 100% ବିଶ୍ୱାସ କରେ

  • @jayantimohapatra5750
    @jayantimohapatra5750 Місяць тому +1

    Pranam Sir,
    Dhanya Apana o dhanya apananka sanga Kalu.!Apana dui jananka friendship thik Krushna Sudama nka pari ! Apananku kichhi magibaku paduni .JAY JAGANNATH SWAMI 👏👏👏

    • @rajendraacharya6701
      @rajendraacharya6701 Місяць тому

      Sabu sei Baba nka krupaa, jo sab ka maalik hai.Srashhtaa ek ,Srushti taanka nirbikaar..

  • @mithilameher3238
    @mithilameher3238 17 днів тому

    Jay Jagannath 🙏🙏 sir 🙏 thankyou so much

  • @skbehera8580
    @skbehera8580 Місяць тому

    Jay Mahaprabhu 🙏🙏🙏🪔

    • @skbehera8580
      @skbehera8580 Місяць тому

      Sir get well soon. Lord Jagannath is always with you.🙏

  • @kishoredash9755
    @kishoredash9755 Місяць тому +1

    Prabhu Jagannath nku Aapan jeun sambodhan(Kalu) karuchhanti taha Antarangata ra bhassa. Aapan nka jeevan shailee saha mo jeevan shailee ra anek samanjasyata achhi. Abashya Mu Guaghia o Belapatra niyamita khae nahin. Kintu misstanna kimba pachila kadalee niyamit nischaya khae. 3 t jak ghatanare j Kalia Saanta nkar prachhann bhumika rahichhi, eha nidandeha.
    Jay Shree Jagannath. 🚩🙏🏼

  • @SabitaDebata
    @SabitaDebata Місяць тому

    Bahut badhiya lagila

  • @Shreya2005-wo1ni
    @Shreya2005-wo1ni Місяць тому +1

    🙏🙏 Sir
    Bahut sunder anubhuti
    Apana sarbada sustha ruhantu and dirghayu huantu
    Se apananka sabu icha Puran karuthantu
    Aji jadi mu kichi bhul katha kahi thibi ragibeni . Khyama karidebe e murkha ku . Au kan kahibi apana ta mo nijara ❤
    Apananka Charan re koti koti pranam 🙏MO prabhu ku asesa dhanyabad ❤

  • @amiyakumarmohapatra2929
    @amiyakumarmohapatra2929 Місяць тому

    ଆପଣ ଯେହେତୁ ଖୁବ୍ ଭାଗ୍ୟାବାନ ସେଥିଲାଗି ଆପଣଙ୍କ ପ୍ରତି କାଳିଆ ଠାକୁର ଙ୍କ ର ଏତେ ଅପାର କରୁଣା ର ପାତ୍ର । ଏସବୁ ଆପଣଙ୍କର କେତେ ଜନ୍ମର ସତ୍ କର୍ମ ର ଫଳ ।

  • @prakashmoharana8513
    @prakashmoharana8513 День тому

    Pranam Sir, heart touching Devine experience, Jay Jagannath. Great sir

  • @namitamohapatra4929
    @namitamohapatra4929 Місяць тому +1

    Sir, mo guruji, mo Kalia, Apananka charana tale ananta koti pranam karuchhi. Video ti bahut vala lagila. Kalia apananku susta o vala re rakhantu Apananka sabu echha Kalu amiti purana karuthau. 🙏🙏🙏🙏🙏🙏🙏🙏🙏🙏🙏💥💥❤❤🎉🎉

  • @dassmanjula
    @dassmanjula 25 днів тому +1

    Pray for your good health n early recovery. When Kalu is there with you, all your pains will be eleminated and you will be recovered very soon... no doubt. 🙏🙏

  • @mastermaneesee2581
    @mastermaneesee2581 17 днів тому

    Jaya Jagannath swami Saran.

  • @SankutalaPanda
    @SankutalaPanda Місяць тому

    Jay Jagannath namaste 🙏

  • @MithunJagadala-sr8cd
    @MithunJagadala-sr8cd Місяць тому +1

    ଜୟ ଜୟ ଶ୍ରୀ ଜଗନ୍ନାଥ 🙏🏻🙏🏻🙏🏻🙏🏻

  • @prakasinidas8188
    @prakasinidas8188 Місяць тому

    ମହାପ୍ରଭୁ ଆପଣଙ୍କୁ ସର୍ବଦା ସୁସ୍ଥ ରଖିଥାନ୍ତୁ,ଭଲରେ ରଖିଥାନ୍ତୁ।ଅତି ଚମତ୍କାର ସମସ୍ତ ଅନୁଭବ...ଜୟ ଜଗନ୍ନାଥ ସାର୍,ପ୍ରଣାମ🙏❤️

  • @rajkishorexdas9660
    @rajkishorexdas9660 Місяць тому

    R JAYA JAGANNATH

  • @akshayakumarlenka9943
    @akshayakumarlenka9943 Місяць тому

    Aha maha satya jeap

  • @prakrutininayak4740
    @prakrutininayak4740 Місяць тому

    Sir koti koti Pranam. Jay Jagannath.

  • @narendramohanty2391
    @narendramohanty2391 Місяць тому +1

    It gives me immense pleasure to listen to your wonderful experience with Kallu. Jai Jagganath! 🙏

  • @manaspradhan4168
    @manaspradhan4168 Місяць тому +1

    ମୁଁ ମହାବାହୁଙ୍କର ନିକଟରେ ପ୍ରାର୍ଥନା କରୁଛି, ଆପଣ ସଦାସର୍ବଦା ସୁସ୍ଥ, ବଳବାନ ଓ ଦୀର୍ଘାୟୁ ରୁହନ୍ତୁ। ଆମ ଜୀବନ ରେ କାଳୁ ଆସୁ କି ନ ଆସୁ କିନ୍ତୁ ଆପଣଙ୍କ ମୁଁହରୁ ସେଇ କାଳୁ ବିଷୟ ରେ ବାହାରୁଥିବା ନିସ୍ରୁତ ବାଣୀ ସବୁଦିନ ବହୁ ଥାଉ। ଆପଣଙ୍କ ଅଂଗେଲୀଭା ଈଶ୍ବରୀୟ ବାଣୀ କୁ ମୁଁ ସବୁବେଳେ ଅପେକ୍ଷା କରିଥାଏ, କେବେ ଆପଣଙ୍କ ଭିଡିଓ ଆସିବ। ❤❤❤🌹🌹🌹

  • @TridibPattnaik
    @TridibPattnaik Місяць тому

    ସତରେ କାଳୁର ଚମତ୍କାରୀତା 🙏🙏

  • @gitanjalipurohit3595
    @gitanjalipurohit3595 Місяць тому +1

    Guru ji apanaku koti pranam ❤❤❤ prabhu apanaka namar Jay heu🎉🎉🎉