BJD Leader VK Pandian Bolsters Campaign Efforts, Addresses Public Meeting In Mahakalpara

Поділитися
Вставка
  • Опубліковано 19 тра 2024
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    Join us on WhatsApp to get latest updates : whatsapp.com/channel/0029Va9q...
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.com/store/apps/de...
    Twitter :- / kanak_news
    Telegram :- t.me/kanaknewsofficial
    WhatsApp: whatsapp.com/channel/0029Va9q...
    #KanakNews #Odisha #VKPandian #Mahakalpara #BJD

КОМЕНТАРІ • 22

  • @user-el5gg8tg
    @user-el5gg8tg 23 дні тому +5

    ଏ ଜାତି, ଏ ମାଟି ଆଜି ଗର୍ବିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଇଁ । ଓଡିଶାକୁ ନୂଆ ପରିଚୟ ଦେଇ ଶ୍ରେଷ୍ଠ କରାଇଥିବାରୁ ହୃଦୟରୁ ଧନ୍ୟବାଦ ...

  • @Purna-GaonTOKA
    @Purna-GaonTOKA 23 дні тому +5

    ଓଡ଼ିଶାର ଉନ୍ନତି, ପ୍ରଗତିର ବାହକ ବିଜେଡି। ପରିବର୍ତ୍ତନର ଏ ପ୍ରବହମାନ ଧାରାରେ ଓଡ଼ିଶାବାସୀଙ୍କ ସ୍ନେହ, ଶ୍ରଦ୍ଧା, ଭଲପାଇବା ଓ ଆଶୀର୍ବାଦ ପାଇ ସେବା କରି ଆସିଛି ଦଳ । ଆଗକୁ ମଧ୍ୟ ଏ ଅଭିଯାନ ଜାରି ରହିବ... ଏହା ପ୍ରତି ସଦସ୍ୟଙ୍କ ସଙ୍କଳ୍ପ

  • @Merry-24
    @Merry-24 23 дні тому +5

    ହଟିଛି ଅଭାବ, ବଦଳିଛି ଜୀବନ । ଗରିବ, ଅସହାୟଙ୍କ ସାଥିରେ ଅଛନ୍ତି ନବୀନ । ଜନ୍ମରୁ ଜୁଇ, ବିଜେଡି ଚାଲେ ଜନତାଙ୍କ ସାଥି ହୋଇ ।

  • @Trupti-Animal
    @Trupti-Animal 23 дні тому +5

    ସେ ସମୃଦ୍ଧି ପୁରୁଷ, ସେ ସବୁ ସମସ୍ୟାର ସମାଧାନ, ସେ ହିଁ ସବୁ ସଫଳ ସୃଷ୍ଟିର ସ୍ରଷ୍ଟା । ଐତିହ୍ୟରୁ ଉଦ୍ୟୋଗ, କ୍ରୀଡାରୁ କୃଷି, ଶିକ୍ଷାରୁ ସ୍ୱାସ୍ଥ୍ୟ । ସବୁଠି ଲୋକଙ୍କ କଲ୍ୟାଣ ପାଇଁ ନବୀନଙ୍କ ପ୍ରୟାସ ।

  • @AshokBiswal910
    @AshokBiswal910 23 дні тому +5

    ସେ ଏ ଜାତିର ଜନନେତା, ମାଟିର ସେବକ, ନୂଆ ଓଡିଶାର କାରିଗର... ଜନସେବାକୁ ପରମ ଧର୍ମ ଭାବିଥିବା ମହାନ ମୁଖ୍ୟମନ୍ତ୍ରୀଙ୍କ ବିକଳ୍ପ ନାହିଁ...

  • @user-zm9co3jn7e
    @user-zm9co3jn7e 23 дні тому +5

    ସେ ବିପର୍ଯ୍ୟୟ ମୁକାବିଲାର ମାଷ୍ଟରପ୍ଲାନର । ସେ ସାହାଭରସା ଓ ସାହସ ସାଢେ ୪ କୋଟି ଓଡିଶାବାସୀଙ୍କର... ନବୀନ ! ନାଁ ହିଁ ଯଥେଷ୍ଟ...

  • @Deepali2024
    @Deepali2024 23 дні тому +5

    ସେ ସ୍ରଷ୍ଟା, ଜନତାଙ୍କ ସେବା ପାଇଁ ତାଙ୍କର ସବୁତକ ସୃଷ୍ଟି ଅଦ୍ୱିତୀୟ, ଅକଳ୍ପନୀୟ... ଯାହାକୁ ଏ ମାଟି, ଏ ଓଡିଶାବାସୀ କେବେ ଭୁଲି ପାରିବେନି ।

  • @user-pv9yi1td6h
    @user-pv9yi1td6h 23 дні тому +5

    ଜାତିର ଶ୍ରେଷ୍ଠ ସେବକ, ଜନତାଙ୍କ ଜନନାୟକ- ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

  • @RaviPatel-187
    @RaviPatel-187 23 дні тому +5

    ଅଭାବରୁ ଉନ୍ନତୀ, ଭୋକରୁ ଭରା ଭାତହାଣ୍ଡି, ବିପର୍ଯ୍ୟୟ ମୁକାବିଲାର ବଡ ସଫଳତା, କ୍ରୀଡାର କ୍ୟାପିଟାଲ ଓଡିଶା ... ରାଜ୍ୟର ଅଦ୍ଭୂତପୂର୍ଣ୍ଣ ବିକାଶ ଏବେ ବିଶ୍ୱ ପାଇଁ ସଫଳତାର ଶିକ୍ଷାକେନ୍ଦ୍ର ।

  • @user-wg7ql5bg5x
    @user-wg7ql5bg5x 23 дні тому +3

    ତାଙ୍କ ନାଁ ଯେମିତି, ତାଙ୍କ ନୀତି ଓ ନିଷ୍ପତ୍ତି ସେମିତି । ଜୀବନ ଯାହାଙ୍କ ଶୃଙ୍ଖଳିତ, ଶାସନ ବ୍ୟବସ୍ଥା ବି ପରିମାର୍ଜିତ । ସେଇଥିପାଇଁ ତ ‘ନବୀନ’ ଓଡିଶା ଆଜି ବିଶ୍ୱ ବିଦିତ ।

  • @SoliSethi-mq4tu
    @SoliSethi-mq4tu 23 дні тому +2

    ମୁହଁରେ ସଦା ସ୍ମିତହାସ୍ୟ, ମନ ଶାନ୍ତନିଷ୍ଠ । ଓଡିଶାର ଉନ୍ନତି ପାଇଁ ଆତ୍ମମଗ୍ନ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିରଳ ଜନନେତାଙ୍କୁ ପାଇ ଓଡିଶା କରୁଛି ଜୟଗାନ ।

  • @SujataRani-rh6lp
    @SujataRani-rh6lp 23 дні тому +1

    ସେ ଯୁବପିଢିଙ୍କ ଆଦର୍ଶ, ମହିଳାମାନଙ୍କ ଶକ୍ତି ଓ ସାହସ । ଏନ୍ତୁଡିଶାଳରୁ ମଶାଣୀ ଯାଏଁ ଜନତାଙ୍କ ସେବା, ସୁବିଧା କରି ସେ ପାଲଟିଛନ୍ତି ଏ ମାଟିର ମହାନ ସେବକ ।

  • @jasmaygiri5171
    @jasmaygiri5171 23 дні тому

    ବହୁତ୍ ଦୁଃଖର କଥା 25 ବର୍ଷ ସରକାର ରେ ଥାଇକି ମଧ୍ୟ ମୁଖ୍ୟ ଯୋଗାଯୋଗ ର କେନ୍ଦ୍ରବିନ୍ଦୁ ବତୀଘର - ଖରିନାସି ସେତୁ ଟେ ହେଇପାରିଲାନି। ଏହି ସଭାଟି ବତୀଘର ରେ କରିଥିଲେ ସରକାର ର କେତେ ବିକାଶ ଜଣା ପଡିଯାଇଥାନ୍ତା। ପଞ୍ଚୟତ ରେ ଗୋଟିଏ ମାତ୍ର ଉଚ୍ଚ ବିଦ୍ୟାଳୟ ଥାଇକି ମଧ୍ୟ ଶିକ୍ଷକ ନିଯୁକ୍ତି କରୁନାହାନ୍ତି। ଅତନୁ ବାବୁଙ୍କ ଭାଇ ଥରେ ଯାଇଥିଲେ କହିଲେ ସେତୁ ଗୋଟେ ଛୋଟ ଜିନିଷ ମାତ୍ର ୩ ଥର ଅର୍ଥାତ୍ ୧୫ ବର୍ଷ ଶାସକ ଦଳର ବିଧାୟକ ଥାଇକି ଯଦି ଏଇ ଛୋଟ ଜିନିଷ ଟେ କରିପାରୁନାହାନ୍ତି ତାହେଲେ ୟଙ୍କଠୁ ଆମେ କିଛି ବଡ଼ ଆଶା କରିବା ଭୁଲ୍ ଧନ୍ୟବାଦ୍ 🙏

  • @SumiKumari-vu5od
    @SumiKumari-vu5od 23 дні тому

    ସେ ଖାଲି ନେତା ନୁହଁନ୍ତି ସେ ଜନଗଣର ନେତା । ନୀତି-ନୈତିକତାର ନିଦର୍ଶନ । ଆମ ମୁଖ୍ୟମନ୍ତ୍ରୀ, ସବୁଥିରେ ନମ୍ବର ୱାନ୍ ।

  • @dcreative2544
    @dcreative2544 23 дні тому

    ଦାଦନ ଯୋଜନା କିଏ କରିଛନ୍ତି

  • @aloksenapati1190
    @aloksenapati1190 23 дні тому +1

    6 koti To gharu deinu Mu tax deichi seithiru deichu.
    Pandu tu kete sabuthiru commission kete koti khaichu kholiki kahunu?
    Tamil re 3no dhani 😂😂 dhanya re Ajogya Odia mane🤣🤣🤣🤣

  • @motilalsahoo8519
    @motilalsahoo8519 23 дні тому

    To gharu paisa deichhu?

  • @omprakshjena995.
    @omprakshjena995. 23 дні тому

    Ta maa ku juhara