ଧାରଣାରେ ପୋଲିସ, ଅଫିସର ଶୂନ୍ୟ ଥାନା || BADAKHABAR TV

Поділитися
Вставка
  • Опубліковано 20 вер 2024
  • ଧାରଣାରେ ପୋଲିସ, ଅଫିସର ଶୂନ୍ୟ ଥାନା
    #majorcase #bharatpur #policestation #commissionerate_police #badakhabartv #Odishanews #odianews #odishakhabar #badakhabartv #explore #explprepage
    ଓଡ଼ିଶାର ଏକମାତ୍ର ନିରପେକ୍ଷ ନ୍ୟୁଜ ଚ୍ୟାନେଲ

КОМЕНТАРІ • 167

  • @SoumyaDas-122
    @SoumyaDas-122 3 години тому +6

    ଏମିତି ଥରେ ଥରେ ହେଲେ ଏ ଓଡ଼ିଶା ପୋଲିସ ସବୁ ଠିକ୍ ଭାବରେ କାମ କରିବେ

  • @truptimayeedas8436
    @truptimayeedas8436 5 годин тому +4

    ଏ ବଦନାମ୍ ପୁଲିସ୍ ଗୋଷ୍ଟି ନଷ୍ଟ କରିଦେଲେ ଓଡ଼ିଶା ନା କୁ, ଖାଲି ସଲା ଙ୍କୁ ଚପଲ୍ ରେ ସେଖିବା କୁ ଇଚ୍ଛା ହଉଛି

  • @yeshsahoo6027
    @yeshsahoo6027 5 годин тому +7

    ଓଡ଼ିଶା ପୋଲିସ କେତେ ଭଳ ସାରା ଓଡ଼ିଶା ଜାଣିଛି, ଏବେ ଲାଜ ଲାଗୁଛି କଣ ପାଇଁ

    • @satyamsekhar7016
      @satyamsekhar7016 3 години тому

      Tama manank pain 24*7 kaam karuchi hei jugu laaj laguchi

  • @NoDaddyIssues
    @NoDaddyIssues 5 годин тому +3

    ନୂଆ ସରକାର ରେ ନୂଆ ଚିତ୍ର,,,,, ପୋଲିସ ଏପରି କରିବା ଠିକ ନୁହେଁ, ସୁରକ୍ଷା ପ୍ରଶ୍ନ,, ଆଇନ ତା ବାଟରେ ଯିବ, ପୋଲିସ ଠିକ ନୁଁହ

  • @tribaltravel7081
    @tribaltravel7081 4 години тому +2

    ଏଇମାନଙ୍କୁ ସମସ୍ତଙ୍କୁ ବହିଷ୍କାର କରି.. ନୂଆ ପିଲା ନିଯୁକ୍ତି ଦିଆଯାଉ

  • @user-linu...
    @user-linu... 6 годин тому +20

    ଚାକିରୀ ଛାଡ଼ ନୂଆ ପିଲା ଭାରତୀ ହବ

    • @subratkumar9186
      @subratkumar9186 5 годин тому +1

      Tu heunu

    • @kanhucharanbarik5222
      @kanhucharanbarik5222 5 годин тому

      ତୁ କରିବୁ??

    • @DinabandhuPradhan-oi3kp
      @DinabandhuPradhan-oi3kp 4 години тому

      Bhai tume asa police ku bhala kama kariba

    • @AnkitaMishra-e1g
      @AnkitaMishra-e1g 4 години тому

      ସବୁ ଲେଉଟାଇ ପକେଇବୁ ମୂର୍ଖ ଭଳି କଣ କହୁଛୁ ବେ କଥା। କୋଉଠି ଅଛୁ exam ଦେଇକି ଆସୁନୁ

    • @aniruddhamishra9718
      @aniruddhamishra9718 3 години тому

      ଯେଉଁମାନେ ଓଡିଶା ପୋଲିସ କୁ ଖରାପ କହୁଛନ୍ତି ସେମାନେ ତାଙ୍କର ପରିବାର କିମ୍ବା ସଂପକିୟ କୁ ପୋଲିସ ବିଭାଗ ରେ ଚାକିରି କରିବାକୁ ଦିଅନ୍ତୁ ନାହିଁ

  • @newsindia7538
    @newsindia7538 Годину тому +2

    ଡିଉଟି ଛାଡି କୌଣସି ସ୍ଥାନରେ ଏକତ୍ରିତ ହେବା କେଉଁ ନିୟମ ରେ ଅଛି?

  • @ysmuna
    @ysmuna 4 години тому +2

    ପୋଲିସ ମାନଙ୍କ ଦରମା କମ କର ଆଉ ଜଙ୍ଗଲ ରେ ନକ୍ସଲ ସହ ଲଢ଼ିବା ପାଇଁ ପଠା ଯାଉ

  • @PrakashNaik-kj1xn
    @PrakashNaik-kj1xn Годину тому +2

    ଏ ପୋଲିସ ଗୁଡା କୁ ବାହାରି କରିଦିଅ ନୂଆ ପୋଲିସ ରଖା ଯାଉ

  • @SoumyaDas-122
    @SoumyaDas-122 3 години тому +2

    ପ୍ରଥମ କଥା କୁହ ତମେ ଥାନାରେ କଣ ପାଇଁ କ୍ୟାମେରା ଲଗେଇ ନଥିଲ

  • @KapilSamal-i8c
    @KapilSamal-i8c 3 години тому +2

    କି ବାଳ ସେବା କରୁଛ, ଶଳା ଲାଞ୍ଚ ଖିଆ, cctv camera ନଷ୍ଟ କରୁଛ ,କି ବାଳ ରକ୍ତ,ପ୍ରଥମ କଥା ସରକାର କଡା ନିର୍ଦ୍ଦେଶ ଦବା ଦରକାର, ପୁଲିସ ନାଇଟ ପିନ୍ଧି ଡ୍ୟୁଟି କରିବ.

  • @krushnasahoo155
    @krushnasahoo155 5 годин тому +6

    ଏ ଗୁଡାକ କାଢି ନୁଆ ପିଲା ଵହୁତ ଅଛନ୍ତି

  • @user-linu...
    @user-linu... 6 годин тому +10

    ମୋହନ ମାଝୀ ନୂଆ ସେ ଜାଣିନି କଣ ହଲା

  • @arjunbehera1398
    @arjunbehera1398 Годину тому +1

    ଓଡିଶା ପୋଲିସ କୁକୁର ଠାରୁ ବି ହୀନ 🐈🐈🐈
    କାରଣ ଲାଞ୍ଚ ଯୁଆଡେ ପୋଲିସ ବାବୁଙ୍କ କାମ ସିଆଡେ..........
    ଜୟ ଜଗନ୍ନାଥ 🙏🙏🙏

  • @satyasujatavlogs
    @satyasujatavlogs 5 годин тому +4

    ସେ ତ ଓଡ଼ିଆ ନୁହେଁ ସେ କେମିତି ଜାଣିବ ମୋହନ ମାଝୀ କିଏ ବୋଲି ହଇରାଣ କରୁଥିବା ପୁଅ ମାନେ କହୁଛନ୍ତି ମୋହନ ମାଝୀ ହେଉଛନ୍ତି ପ୍ରଧାନମନ୍ତ୍ରୀ ବୋଲି

    • @dharanidharmishra3539
      @dharanidharmishra3539 4 години тому +1

      Say odisaray advocket achi au say odiya say mohan majhikiye janini say mahila bahut ghamand appna manay akhi bujhi biswas karantuni say jhia police uparay micha aligeson lagyichi thana mahila ,purusa police achanti au taku pant shirt kholi nagla Kari badayilay Kai matay biswas hauni

    • @jayantlenka5869
      @jayantlenka5869 3 години тому

      Se khali mada peiba janichi 😅😅

  • @hisrm291
    @hisrm291 5 годин тому +3

    Are madam Odisha police jaana achi...dekhantu ta na re kete abhijogo

  • @SidharthPrasadDas
    @SidharthPrasadDas 4 години тому +1

    ଏ ସବୁ କୁ ଚାକିରୀ ରୁ ବିଦା କରିଦେବା ଦରକାର, ନୂଆ ପିଲାଙ୍କୁ ପୋଷ୍ଟିଙ୍ଗ କରିଦେବା ଭଲ ହେବ,

  • @spsproduction8514
    @spsproduction8514 5 годин тому +1

    ଏ ମାନେ ମୋ ଆଖିରେ ପୋଲିସ ଭଳିଆ ଲାଗୁନାହାନ୍ତି କାହାକୁ ଲାଗୁଛି କୁହ

  • @d123114
    @d123114 5 годин тому +11

    ଜଲଦୀ ଚାକିରି ଛାଡ଼।

    • @subratkumar9186
      @subratkumar9186 5 годин тому

      Bhadraloka pari dekha jaucha abhadra pari wrd kahucha

    • @AnkitaMishra-e1g
      @AnkitaMishra-e1g 4 години тому

      କିଏ କରିବ ତୋ ବାପା ଆସିକି ହଇରେ। ଭେଳିକି କରୁଛୁ ଅସିକି। ମୂର୍ଖ ଭଳି ହୁଅନା ରେ। Last re odisha badnam ହଉଛି

    • @Sached299
      @Sached299 4 години тому

      ​@@AnkitaMishra-e1gଜଣେ କରିମିନାଲ ଙ୍କୁ କଣ ପାଇଁ ସପୋର୍ଟ କରୁଛନ୍ତି?? Iic ଜଣେ କରିମିନାଲ

  • @laxmidharbehera629
    @laxmidharbehera629 5 годин тому +6

    ନୂଆ ପିଲା ପୋଷ୍ଟିଙ୍ଗ କରାଯାଉ

  • @user-sg2nx4rt7k
    @user-sg2nx4rt7k 4 години тому +1

    I support only army

  • @kashinathdash4772
    @kashinathdash4772 4 години тому

    ଶୃଙ୍ଖଳିତ ପୋଲିସ୍ ବ୍ୟବସ୍ଥା ଭିତରେ ବିଶୃଙ୍ଖଳିତ କର୍ମଚାରୀ।। ଦୋଷୀଙ୍କୁ ଦଣ୍ଡ ଦେବା ପରିବର୍ତ୍ତେ ଘଣ୍ଟ ଘୋଡ଼ା ନଯାଉ।। କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।। ନତୁବା ଆଗାମୀ ଦିନରରେ ରାଜ୍ୟବାସୀ ଏହାର ପରିଣାମ ଭୋଗିବେ।। ପୋଲିସ୍ ଦେଇଥିବା ଅମାନୁଷିକ ଆକ୍ରମଣର ଶିକାର ହୋଇଥିବା ଯୁବତୀକୁ ନ୍ୟାୟ କିଏ ଦେବ।। କଣ ପାଇଁ ତାକୁ ଥାନା ଭିତରେ ମରା ଯାଉଛି।। ଏମାନେ ଦୋଷୀଙ୍କୁ ଖସେଇନେବକୁ ଯୋଜନା ବଧ ଭ।ବେ ଉଦ୍ୟମ୍।।

  • @trinathmahanta7322
    @trinathmahanta7322 4 години тому

    ବିଜେଡି ଓମଳ ପୋଲିସ ପ୍ରଶାସନ ମାନଙ୍କୁ ହଟା ଯାଉ ନୁଆଁ କିମ୍ବା ବାଟାଲିୟନ ରଖନ୍ତୁ

  • @pallimadhuriodiafolksong2771
    @pallimadhuriodiafolksong2771 3 години тому

    ଭଲକଥା କହୁଛନ୍ତି, ପୋଲିସ ଥାନା ଭିତରେ ଜାହା କରିବେ ସବୁ ଠିକ୍ । କାରଣ ସେମାନେ ପୋଲିସ ଚାକିରି କରିଛନ୍ତି । ପୋଲିସ ମେଳି କେବଳ ସରକାରଙ୍କୁ ଡରାଇବାକୁ । ଜଦି ଜନସାଧାରଣ ବାହାରିବେ ରାଜ୍ୟ ର ଅବସ୍ଥା କଣ ହେବ ଚିନ୍ତା କରିବା କଥା

  • @bakhtiyarhussain9205
    @bakhtiyarhussain9205 5 годин тому +2

    All are suspended police department in bharatpur thana

    • @subratkumar9186
      @subratkumar9186 5 годин тому

      Kichi buzhuchu na aakhire band achhire

    • @Sached299
      @Sached299 4 години тому

      ​@@subratkumar9186ସେ ଝିଅ ଆଉ army କ୍ୟାପଟେନଙ୍କୁ ମାଡ଼ କଣ ପାଇଁ ଦିଆଗଲା?? ଯଦି ଆଇନ କାନୁନ ମାନୁନ ତାହେଲେ ଚାକିରୀ ଛାଡିଦିଅ l

  • @Bharat-u2q
    @Bharat-u2q 2 години тому

    ସେ IIC ଦୀନକୃଷ୍ଣ ପାଇଁ ବହୁତ ଓକିଲାତି କରୁଛ... ସେ IIC ର କାରନାମା ଜାଣିଛ ନା ନାଇଁ.. କଟକ ବାଲିଯାତ୍ରା ବେଳେ ବଟି ଆଦାୟ କରି transfer ହେଇଥିଲା... ତୁମ ମାନଙ୍କ ର କିଛି ଦୋଷ ନାହିଁ ନୁହେଁ..
    ସମସ୍ତେ ଜାଣନ୍ତି ପୋଲିସ ର ନିରୀହତା କୁ..
    ଆଉ ଭାଷଣ ମାର ନାହିଁ..

  • @dr.purnendutripathy5263
    @dr.purnendutripathy5263 5 годин тому

    ନିଲମ୍ବନ ହେବା ଏକ ସାଧାରଣ କଥା। ଏମାନେ ବିଜେଡ଼ି ର କଥା ରେ ଡେଉଁଛନ୍ତି । ସରକାର ସତର୍କ ରୁହନ୍ତୁ। ଓଡ଼ିଶା ର ଇତିହାସରେ ନୂଆଁ।ନିଜ ପରିବାର ଲୋକଙ୍କୁ ଆଣି ଆନ୍ଦୋଳନ ରେ ବସାଇ ଛନ୍ତି। ପୋଲିସ କଣ ସତୀ? ଆଶିଶ ସିଂ ଓ କୁଟ୍ଟେ ଉପରେ ଯଦି ଠିକ କାର୍ଯ୍ୟାନୁଷ୍ଠାନ ନ ନେବାର ଫଳ।

  • @narendramurmuofficial983
    @narendramurmuofficial983 4 години тому +2

    ପୋଲିସ ଚାକିରି private କରାଯାଉ

  • @bidwanpatnaik1075
    @bidwanpatnaik1075 3 години тому

    Go ahead policemen public is with you .

  • @ysmuna
    @ysmuna 4 години тому

    ଏ ସବୁ ପୋଲିସ କୁ ଚାକିରୀ ରୁ ବାହାର କର ଦେଖି ଯିଏ ଡିଉଟି ନ ଯାଇ ପଡ଼ିଆ ଜଗିଛି ବହୁତ ପିଲା ଅଛନ୍ତି ଯେଉଁ ମାନେ ଡ୍ରେସ ପିନ୍ଧି ଡିଉଟି କରିବେ ନାଇଟ୍ ନୁହେଁ

  • @jtl1872
    @jtl1872 3 години тому

    IIC ମାଡାମଙ୍କୁ ରାତିରେ Nighty ପିନ୍ଧିଲେ ଡିଉଟି କରିବାକୁ ସୁବିଧା ହୁଏ

  • @villagelifestyle8149
    @villagelifestyle8149 5 годин тому

    ପ୍ରଥମେ ଫିଟ୍ ନେସ୍ ଦେଖ ଜେତେ ବଡ ପେଟ ସେତେ ମାଲ୍ ଭିତରେ ଆଗେ ନିଜ ନିଜକୁ ଟିକେ ଦେଖ😂😂

  • @rojalinipatra8720
    @rojalinipatra8720 4 години тому

    👍

  • @SusilakantaRatha
    @SusilakantaRatha 4 години тому

    ଭାଇ right କହିଲେ but ଗୋଟେ ଭୁଲ କହିଲେ
    କହିଲ ଭାଇ କୋଉ ପୋଲିସ ରକ୍ତ ଦେଇଛନ୍ତି 🤪😛😛🤪

  • @sdprasad3071
    @sdprasad3071 4 години тому

    ଆଉ କୁହନ୍ତୁନି ଆଜ୍ଞା....ସାଧାରଣ ଜନତାଙ୍କ ପାଇଁ କଣ ଭାରତୀୟ ନ୍ୟାୟ ସଂହିତାରେ ଗୋଟେ ଆଇନ୍ ଓ ପୁଲିସ୍ ପାଇଁ ଆଉ ଗୋଟେ ଆଇନ୍ !!!
    ପୀଡ଼ିତାର ବୟାନକୁ ଆଧାର କରି ସାଧାରଣ ଜନତାଙ୍କ ପରି କାର୍ଯ୍ୟନୁଷ୍ଠାନ କଣ ପାଇଁ ହେବ ନାହିଁ ସେ ପୁଲିସ୍ ଅଧିକାରୀ ମାନଙ୍କ ଉପରେ ???
    ଆଜି ନିଜ ଭାବମୂର୍ତ୍ତି ଅକ୍ଷୁର୍ଣ୍ଣ ରଖିବାକୁ ଯାଇ ସେ ଛାତ୍ର ମାନଙ୍କୁ ଗିରଫ୍ କରି ବଳି ପକାଇ ସେମାନଙ୍କ ଭବିଷ୍ୟତରେ କଳା ଦାଗ ଲଗାଇଦେଲେ, ତାହେଲେ ନିଜ ପୁଲିସ୍ ଭାଇ ଭଉଣୀ ମାନଙ୍କ କୃତ କର୍ମକୁ କଣ ପାଇଁ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରୁଛନ୍ତି ?

  • @malayaranjanmishra7548
    @malayaranjanmishra7548 6 годин тому +1

    Sabu media bala nka nata,kichhi Satya Satya najaniki jaha asila TRP pain dekheile..jie prakruta dosi taku punishment diajau..

  • @AdvocateChamber
    @AdvocateChamber 5 годин тому

    ଥାନା ରେ ରେପ ହେଉନି କି ଆମେ ପା ମଥୁରା ରେପ କେସ ପଢିକି ଓକିଲ ହୋଇଛୁ ।

  • @narendramurmuofficial983
    @narendramurmuofficial983 4 години тому +1

    କୋୖଣସି ପୋଲିସ ଜନସେବା କରୁନାହାନ୍ତି

  • @gyapan
    @gyapan 3 години тому

    The truth will be revealed very soon.
    I support the Odisha police

  • @ParthasarathiDas-r9k
    @ParthasarathiDas-r9k 4 години тому

    Gd step

  • @PankajKumar-rf6jd
    @PankajKumar-rf6jd 5 годин тому +1

    Army balaa bi border chadiki aasile desara kana haba aau police ra kichi aabasyakata rahibani desadhonsa heijiba

  • @manasranjanmohanty3270
    @manasranjanmohanty3270 4 години тому

    ମାଗିଖିଆ ପୋଲିସ କୁତି ଙ୍କୁ ଦେଖ 😄 ସଲା ଖାଇ ବାକୁ ପାଇଁ ବେ ନୀ 😄 ଚାକିରୀ ଛାଡିଲେ 😄😄😄

  • @rabinarayannayak7951
    @rabinarayannayak7951 5 годин тому +1

    I support only for army I don't like odisha police

    • @abhisekraj1431
      @abhisekraj1431 5 годин тому

      Kashmir re ja rahibu...odisha re kn pae rahuchu odisha police security under re

    • @rabinarayannayak7951
      @rabinarayannayak7951 4 години тому

      @@abhisekraj1431 odisha kaha bopa sampati nuha Han odisha police security rahunu prathame bharat security re rahuchhu

  • @bhagabanpattanaik6704
    @bhagabanpattanaik6704 2 години тому +1

    odisha police...thhhu

  • @ysmuna
    @ysmuna 4 години тому

    ମର ମାଗିହା ପୋଲିସ ମାନେ

  • @gpnayak9366
    @gpnayak9366 24 хвилини тому

    Police asks money for verification of every select member to Defence entry.

  • @Samaruhardwork
    @Samaruhardwork Годину тому

    କୋଉ police ରକ୍ତ ଦେଇଛନ୍ତି?

  • @satyaprakashmallick7357
    @satyaprakashmallick7357 3 години тому

    Odisha police, flop police.... Corrupted police....

  • @prashantakumarchoudhury5927
    @prashantakumarchoudhury5927 5 годин тому +1

    20000 re salary karajau new job re rahibu ame mane

  • @liveforever6998
    @liveforever6998 5 годин тому

    କାର୍ଯ୍ୟ ବନ୍ଦ

  • @tikchandisari3648
    @tikchandisari3648 3 години тому

    Odisha police PC khai ba re 1 no . gariba loka nku ahiran karanti Odisha police chi chi chi 🩴🩴

  • @samirrout8772
    @samirrout8772 5 годин тому

    Jay jaban Jay kasian

  • @sumantasoren7194
    @sumantasoren7194 6 годин тому

    Suspend pore investigation korajaye murkho madam.

  • @shankarjena16
    @shankarjena16 3 години тому

    Army officer india no1

  • @bishnuprasadjagdev7173
    @bishnuprasadjagdev7173 9 хвилин тому

    All these policemen should be suspended

  • @sms2sumanta
    @sms2sumanta 3 години тому

    ଆଇନ ର ପାଠ ପଢ଼ାନା ମୁର୍ଖ lady. Police କେତେ ଲେଭେଲ ରେ ନିଚ ସ୍ତର ଚାଲିଯାଇଛି Video re clear ଜଣା ପଡ଼ିଛି। ତୁମ ଭଳି low mindend lady ମାନଙ୍କ ପାଇଁ ଓଡିଆ ମାନେ ଲଜ୍ଜିତ। Shame of you 😡😡Proper way ରେ investment ହୋଇକି ଆଇନ ଅନୁଯାୟୀ ଦୋଷିକୁ କଠୋର ଦଣ୍ଡ ମିଳୁ।
    We want Justice ⚖️

  • @ajayjena8971
    @ajayjena8971 6 годин тому

    Reporter nku Odia thik kahiba pain training dia jau.

  • @swagatmishra7776
    @swagatmishra7776 4 години тому

    How the Police are serving the people is very well known to everyone. During BJD Govt., the Police Department have lost its past glory. So, the Department should be closed.

  • @PkDasia-r2i
    @PkDasia-r2i 5 годин тому

    Medam pura thik kahile

  • @RajManas-l9u
    @RajManas-l9u 4 години тому

    ବାରର ଫୁଟେଜ, ବିଲ, ଥାନା ଭିତରର ରେକର୍ଡି କିଏ ଭାଇରଲ କଲା? କଣ ତାର ଉଦେଶ୍ୟ? କାହା କଥାରେ କଲା? କୌଣସି ସାମ୍ବାଦିକ ତ ଏ ଭିଡିଓ ରିସର୍ଚ୍ଚ କରି କାଢି ନାହାନ୍ତି, ତାହାଲେ ଏସବୁ କିଏ ଦେଲା? ଏହା ପଛରେ ପୁଲିସ ନାହିଁ ତ? ନିଜ ଇମେଜ ସୁଧାରିବାକୁ, ଘଟଣାର ମୋଡ଼ ବଦଳେଇବାକୁ, ଯୁବତୀଙ୍କ ଚରିତ୍ର ସଂହାର କରିବାକୁ ପୁଲିସର ଏହା ଷଡଯନ୍ତ୍ର ନୁହେଁ ତ?

  • @NiryasNayak
    @NiryasNayak 5 годин тому

    ଚାକିରୀ ଛାଡିଦିଅ. ନୂଆ ପିଲାଙ୍କୁ ସୁଯୋଗ ଦିଆଯାଉ. ଓଡିଶା ପୋଲିସ 90%ଚୋର. ଆମେ ମାନେ ଥାନା କୁ ଗଲେ ନ୍ୟାୟ ମିଳୁ ନାହିଁ ଯିଏ ଟଙ୍କା ଦେଲା ତାହାର କାମ ହେଉଛି. ତୁମେ ମାନେ ଗୋଟେ ଗୋଟେ ବିଜେଡି ର ଗୁଣ୍ଡା. ଓଡିଶା ବାସୀ ଜାଣିଛନ୍ତି

  • @MrxOdiatoka
    @MrxOdiatoka 4 години тому

    Mohan majhi tama ଘଇତା 😅

  • @ajayjena8971
    @ajayjena8971 6 годин тому

    Stop media trial.

  • @manasranjandas8080
    @manasranjandas8080 6 годин тому +1

    bjd balnka pani aiene saman nuha

  • @paridadandu4951
    @paridadandu4951 5 годин тому

    Eta kn gote drama karuchi police ete BJP idea heithiba

  • @rakeshsahani2215
    @rakeshsahani2215 4 години тому

    Thanara nite pindhai rahaiba bhala

  • @nalunalu4724
    @nalunalu4724 4 години тому

    Nua pila nku job dia..purana ku bahara kara

  • @antaryamisahu5350
    @antaryamisahu5350 4 години тому

    Army agnee veer nku police re rakhajau. Jie jeun police agitation karuchhanti chakiri chhadi diantu.

  • @rabinarayannayak7951
    @rabinarayannayak7951 5 годин тому

    Mohana kiye mu b janini

  • @ronaldreagan878
    @ronaldreagan878 3 години тому

    Sabuthu bada chora ta ye police, police reform darkar se 1860 masiha re engrez kanoon au chalibani

  • @prabinkumarswain282
    @prabinkumarswain282 2 години тому

    Samastanku kadha dismiss kara nua ana Rola karuchanti ,

  • @86581love
    @86581love 5 годин тому

    A samasta nku retirement diya jau better heba new job vacancy Aasiba

  • @Drsashisekhardubey
    @Drsashisekhardubey 5 годин тому

    Please quit job army can take over bbsr atleast scooty and mobile theft will come under control

  • @cutequeengaming5434
    @cutequeengaming5434 3 години тому

    A samstanku saspend kara jau nua pila varti kara jau

  • @subratsahu8999
    @subratsahu8999 3 години тому

    police sabuthu bada chora , gunda , daku , balaktari au hatyakari

  • @rabinarayannayak7951
    @rabinarayannayak7951 5 годин тому

    Army bhai mane tume ekathi hua police ku pane dia

  • @SantosiniS
    @SantosiniS 5 годин тому

    Odisha thana kana abashyaka ?

  • @sumantasamrat7291
    @sumantasamrat7291 37 хвилин тому

    Samstnku nilombito karajau

  • @tikeswarkalas4735
    @tikeswarkalas4735 5 годин тому

    Desmis for job iic

  • @Deveducation007
    @Deveducation007 4 години тому

    Aeguda ku out kara

  • @narendramurmuofficial983
    @narendramurmuofficial983 4 години тому

    ଆଉ କ'ଣ ହେବ ଜନ ସାଧାରଣ ଙ୍କ ସମସ୍ୟା
    ମୋର ଅନୁରୋଧ army ମାନେ ମଧ୍ୟ border ଛାଡି ଦିଅନ୍ତୁ,

  • @biswajitmohapatra4047
    @biswajitmohapatra4047 5 годин тому

    Jete paisa khaecha palaa dhara padijiba

  • @SusantaRout-t2m
    @SusantaRout-t2m 4 години тому

    A magia police ku suspend karidia kn prob haba alaga kahaku chance dia

  • @santoshswain3113
    @santoshswain3113 4 години тому

    Immediately Dismiss the IIC & DCP , EVERY POLICE OFFICERS are Corrupted

  • @madhusudanhembram9544
    @madhusudanhembram9544 21 хвилина тому

    Police ku noksol area noheley Jammu Kashmir ku pothao tebey janibey

  • @gpnayak9366
    @gpnayak9366 22 хвилини тому

    Odisha police BMW 😂😂😂😂

  • @mongoose2904
    @mongoose2904 4 години тому

    Chakiri chhad.... Nua pila join karibe🎉

  • @antaryamisahu5350
    @antaryamisahu5350 4 години тому

    Chhababara sabu lanchua dala. Chora gare aji nian lagichhi, tenu police bahini ku daralaguchhi

  • @SubashPanda-i8v
    @SubashPanda-i8v 5 годин тому

    Tumo kotha kuho-Suspend All

  • @gaharai_depth
    @gaharai_depth 4 години тому

    CCTV kainki nahin

  • @prafuldas1664
    @prafuldas1664 4 години тому

    New postingh kara p s sarvice

  • @deepaksethy435
    @deepaksethy435 3 години тому

    Sala ame odisa loka heik b janinu mohan majhi kie.... Au kie kmt janiba😅😅😅😅

  • @shivashiva5098
    @shivashiva5098 4 години тому

    Tama saha emiti kebe heini naa hele emiti sabu katha kahile haba

  • @shivashiva5098
    @shivashiva5098 4 години тому

    Sabu police kharap nuha kete ta chora achhanti taku dara sabu ku blame kariba tk nuha chora ku suti karantu

  • @JaishriRam-c6w
    @JaishriRam-c6w 5 годин тому

    Kichar phichar nahi

  • @RUTO7077
    @RUTO7077 3 години тому

    Kieare. ..maghia..amama nabin. Jemit..mohan semit. .ama .odishara..cm.. Jaya.jagannath. .. jaya.jagannath,,,,,,,,,,,,

  • @monajcham1722
    @monajcham1722 5 годин тому

    Amiti kia nahanti j peta dishuni 😂😂😂fulka police

  • @paridadandu4951
    @paridadandu4951 5 годин тому

    Army wala jadi emiti rally karibe kn haba janicha
    desh ra halat ବିଗିଡି jiba emiti drama darkar nahi

  • @86581love
    @86581love 5 годин тому

    Samasta nku peta teka dekha ntu kiya police pari lagunahanti mate

  • @manojjena4928
    @manojjena4928 4 години тому

    Police station re police night ti pndhibe seita thik na bhala heichi suspend hele ebe tame sabu sudhuriba 😂😂😂