ଥାନାରେ ନାଇଟି ପିନ୍ଧି ଡ୍ୟୁଟି କରିପାରିବେ କି ? || Bharatpur Police Station Incident || Odisha Reporter

Поділитися
Вставка
  • Опубліковано 10 лис 2024

КОМЕНТАРІ • 898

  • @JayantkumarSethi
    @JayantkumarSethi Місяць тому +36

    ଏ ଜଣେ DG ପାହ୍ୟା ରୁ ଅବସର ନେଇଛନ୍ତି । ସଂଜୀବ ମାରିକ ବିହାରୀ ଲୋକ ତାଙ୍କ ସମୟରେ ବହୁତ ବିହାରୀ ଗୁଣ୍ଡା ଓ ଡକାୟତ ମାନଙ୍କୁ ସାହାଯ୍ୟ କରି ବଦନାମ ହୋଇଥିଲେ । ଜମି ମାଫିଆ ମାନଙ୍କ ସହ ତାଙ୍କର ଲିଙ୍କ ଥିଲା । ଅବସର ପରେ ଆଉ ବିହାର ନଯାଇ ଓଡ଼ିଶା ରେ ରହିଗଲେ 😂😂😂😂😂 ତେଣୁ ତାଙ୍କ କଥା ରେ କେତେ ଦମ୍ ଅଛି ଅନୁମାନ କରୁଥିବେ ।

  • @swastiprasaddas5508
    @swastiprasaddas5508 Місяць тому +181

    ପୋଲିସ କେବେ ସତ କଥାରେ ବିଶ୍ୱାସ କରେନି କି ସତ ଵି କହେନି.

    • @Nomadic1988
      @Nomadic1988 Місяць тому

      @@swastiprasaddas5508 bartaman ନବରଙ୍ଗପୁର ଜିଲ୍ଲାରେ ଦୁଇ ଯୋନ ପୋଲିସ ଲାଞ୍ଚୋ ନୋବାରେ ଧରା ପଡିଛନ୍ତି

    • @prahlladpradhan
      @prahlladpradhan Місяць тому

      ​@bhagyashreekhusi4476ପୋଲିସ୍ ଡ୍ୟୁଟି ବିଷୟରେ କିଛି ଜାଣିଛ କି ତମେ ନା କେବେ ଡ୍ୟୁଟି କରିଛ ପୋଲିସ୍ ର ଡ୍ୟୁଟି ସମୟ ବିଷୟରେ କିଛି ଜାଣିଛ କି କେତେ ସମୟରୁ କେତେ ସମୟ

    • @susantadhikari1287
      @susantadhikari1287 Місяць тому +1

      Army ର major ତୁମର constable rank ର ତ.... ମଦ ପିଇବା ପାଇଁ ସରକାର army ପାଇଁ ସୁବିଧା କରିଛନ୍ତି....

    • @prahlladpradhan
      @prahlladpradhan Місяць тому +1

      @@susantadhikari1287 ମଦ ପିଇବା ଭିଡିଓ ଦେଖିନ ବୋଧଉଏ ତମେ ଭିଡିଓ ଦେଖିଲା ପରେ କହିବ ଆଉ ଥାନା ଭିତରକୁ ଯାଇ କବାଟ ଏତେ ଜରରେ ଖିଡିକିଟା କରିବା ପାଇଁ କିଏ କହିଥିଲା

    • @Nomadic1988
      @Nomadic1988 Місяць тому

      @@swastiprasaddas5508 ଆଜିର ସମୟରେ ଯଦି ଜଣେ ନାଗରିକ ଆଶ୍ରୟସ୍ଥଳ ପାଇଁ ସେନା ଶିବିରକୁ ଯାଆନ୍ତି ତେବେ ସେ ନିଜକୁ ସୁରକ୍ଷିତ ଅନୁଭବ କରିବେ କିନ୍ତୁ ଦୁର୍ଭାଗ୍ୟବଶତ ଯଦି କେହି ପୋଲିସ ଷ୍ଟେସନକୁ ଯାଆନ୍ତି ତେବେ ତାଙ୍କ ଜୀବନ ବିପଦରେ ପଡ଼ିବ | ସେ ବିଲୁପ୍ତ ହୋଇପାରନ୍ତି |

  • @debasisbir4875
    @debasisbir4875 Місяць тому +68

    ଓଡିଶା police ସବୁ ଠାରୁ ଦଲାଲ
    ଏଇ ମାନକୁ ଭଲ କି ସାବାଡ କରା ଯାଉ ତାହାଲେ ଏଇମାନେ ଲାଇନ୍ କୁ ଆସିବେ

  • @Nomadic1988
    @Nomadic1988 Місяць тому +137

    ଓଡ଼ିଶା police ଙ୍କର କେତେ ଅଖଣ୍ଡତା ଅଛି ଓଡ଼ିଶା ବ|ସି ଭୋଲରେ ଜାଣିଛନ୍ତି| ଭାରତର ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ପାଇଁ ଆମର ଭାରତୀୟ ସେନା ଯଥାସମ୍ଭବ ଚେଷ୍ଟା କରୁଛନ୍ତି,ଅନ୍ୟପକ୍ଷରେ ଆଜି ପର୍ଯ୍ୟନ୍ତ ପୋଲିସ୍ ଷ୍ଟେସନ ଭିତରେ ଓଡିଶାର ନାଗରିକ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି।ଆଜିର ସମୟରେ ଯଦି ଜଣେ ନାଗରିକ ଆଶ୍ରୟସ୍ଥଳ ପାଇଁ ସେନା ଶିବିରକୁ ଯାଆନ୍ତି ତେବେ ସେ ନିଜକୁ ସୁରକ୍ଷିତ ଅନୁଭବ କରିବେ କିନ୍ତୁ ଦୁର୍ଭାଗ୍ୟବଶତ ଯଦି କେହି ପୋଲିସ ଷ୍ଟେସନକୁ ଯାଆନ୍ତି ତେବେ ତାଙ୍କ ଜୀବନ ବିପଦରେ ପଡ଼ିବ | ସେ ବିଲୁପ୍ତ ହୋଇପାରନ୍ତି |

    • @rudrathecool7993
      @rudrathecool7993 Місяць тому

      Tu bhari sachot ta.. gandire bajichi bodhe kebe

    • @Nomadic1988
      @Nomadic1988 Місяць тому +1

      @worldisenough ବର୍ତ୍ତମାନ ନବରଙ୍ଗପୁର ଜିଲ୍ଲାର ଦୁଇ ପୋଲିସ ଧରା ପଡିଛନ୍ତି ଲଞ୍ଚୋ ନବାରେ।

    • @vickysupia8498
      @vickysupia8498 Місяць тому +1

      A sabu choro Mane

    • @LaxmidharaBarik-w7p
      @LaxmidharaBarik-w7p Місяць тому

      @worldisenough right

    • @nrusinghcharanpalei8938
      @nrusinghcharanpalei8938 Місяць тому

      Sabu army o sabu police kharap nuhanti .pulam,kargil.terarist atak jamu kasmir reheuchi coti 2 tankara nisadrabya bharataku asichi border re duty thai be .sabu army bsf itbp nku dosa dei paribaki .separi desha o rajya bhitare emiti gote 2 ghatana heuchi tenu sabu police nku dosa dei pariba nahin .

  • @pitambarpradhan6348
    @pitambarpradhan6348 Місяць тому +58

    Sir ଆପଣ ଯାହା କହୁଛନ୍ତି ପୁରା ଭୁଲ୍ ଆପଣଙ୍କ କଥା ଗୋଟେ କିନ୍ତୁ ଥାନାରେ ହଉଚି ଗୋଟେ sir ମୁଁ ନିଜେ ଗୋଟେ ଉପଭୋଗି ଥାନାରେ ଲାଞ୍ଚ ବି ମାଗୁଛନ୍ତି ଆଉ ନା ଦେଲେ ଗାଳି କରୁଛନ୍ତି ଆଉ କିଛି ନ ଦେଲେ ତମ କଥା କେହି ଶୁଣିବେ ନାହିଁ ଥାନାରେ ବହୁତ ଅଫିସର ହାରାମି ଅଛନ୍ତି କିଛି ଅଫିସର ଠିକ୍ ଅଛନ୍ତି ଯାହା ପାଇ ସବୁ କିଛି ଚାଲିଛି । ଏଥିରୁ ପୋଲିସ ଭାଇ ମାନେ ଯେତେବେଳେ ଗୋଟେ ଚାକିରି ପାଇଁ କେତେ କଷ୍ଟ କରି ଚାକିରି ଟିଏ ପାଉଛନ୍ତି। ଯେମିତି ଚାକିରି ପାଇଯାଉଛନ୍ତି। ପଛ କଥା ସବୁ ଭୁଲି ଯାଉଛନ୍ତି ଏବେ ଚାକିରି ଗଲା ପରେ ନିଶ୍ଚୟ ମନେପଡ଼ିବ ମୁ କାହିଁକି ଭୁଲ୍ କରିଲି। ଏଭଳି ଅଫିସର ଙ୍କୁ ଦଣ୍ଡ ମିଳିବା ଦରକାର।
    ଜୟ ଜଗନ୍ନାଥ 🙏

  • @ajayakumarbeherabehera5697
    @ajayakumarbeherabehera5697 Місяць тому +29

    ପୂର୍ବତନ ପୋଲିସ୍ ଡିଜି ସଞ୍ଜୀବ ମାରିକ କାଲି ଗୋଟେ କଥା କହୁଥିଲା ଆଜି ଗୋଟେ କଥା କହୁଛି
    ଓଡ଼ିଶା ବାସୀ ଜାଣିଛନ୍ତି ଓଡ଼ିଶା ପୋଲିସ୍ କେତେ ସଚ୍ଚୋଟ

  • @JADUNATHSAHOO-vd6ch
    @JADUNATHSAHOO-vd6ch Місяць тому +38

    ନିଜେ ସରକାରୀ ଜମି ଘୋଟାଲା କରିଛ, ତୁମେ କଣ କହିବ,

  • @srisaidesignvastu9209
    @srisaidesignvastu9209 Місяць тому +175

    ସରକାରୀ ଜମି ଏ ମହାଶୟ ହଡପ କରିଛନ୍ତି ! ଏ କ'ଣ ଠିକ୍ କଥା କହିପାରିବେ ? ଫରଜରି କରି ଜମି ନେଇଛନ୍ତି

    • @npoultry
      @npoultry Місяць тому +6

      😂😂😂😂😂

    • @biswajithota2524
      @biswajithota2524 Місяць тому +5

      ସତ କଥା

    • @krishnakisan4070
      @krishnakisan4070 Місяць тому

      Jami chora bodhe dekha jauchi semiti

    • @rudrathecool7993
      @rudrathecool7993 Місяць тому +3

      Proof rakhichu ki

    • @villagelifestyle8149
      @villagelifestyle8149 Місяць тому

      80ବୟଷ୍କ ଚୋର ମୁଣ୍ଡ କାମ କରୁନି ଓଡିଆ ଭାଷା ଠିକ୍ ଭାବରେ କହି ପାରୁ ନି

  • @ashokakumarlenka7457
    @ashokakumarlenka7457 Місяць тому +40

    ସି ସି କ୍ୟାମେରା କୁଆଡେ ଗଲା କିଏ ନେଲା ତାର ମୂଳକରଣ ଖୋଜା ଯାଉ

  • @biswajithota2524
    @biswajithota2524 Місяць тому +81

    Suspend କରିଦେଇ କିଛି ଦିନ ପରେ ଅନ୍ୟ ଜାଗା ରେ ପୋଷ୍ଟିଙ୍ଗ କରିଦେବେ. Suspension ର କିଛି value ନାହିଁ.

  • @dipakpanda9075
    @dipakpanda9075 Місяць тому +13

    ପୋଲିସ ବିଶ୍ୱାସଯୋଗ୍ୟ ନୁହେଁ l ଆଗରୁ ଅଲଗା କହୁଥିଲେ ଏବେ ଅଲଗା l

  • @jaydevnayak3380
    @jaydevnayak3380 Місяць тому +7

    ଏକ୍ସ M L ମୋହନ ମାଝି ଙ୍କୁ କେଂଧୁଝର IIC ର ବ୍ୟବହାର କରିଥିଲା ଲୋକମାନେ ଦେଖିଛନ୍ତି

  • @Marissa2015
    @Marissa2015 Місяць тому +17

    FIR ହୋଇଯାଇଥିଲେ ଏତେ ଗଣ୍ଡଗୋଳ ହେଇ ନଥାନ୍ତା, ତେଣୁ ପୋଲିସ୍ ର ପ୍ରଥମ ଭୁଲ ସେ fir Kan ପାଇଁ ରଖିଲାନି, ପୁଣି cctv Kan ପାଇଁ ଖରାପ
    ଏ ବାବୁ ତ ପୋଲିସ୍ ଅଫିସର ସେ ଆଉ ଜଣେ ପୋଲିସ୍ କୁ କେମିତି ଭୁଲ ଦର୍ସେଇବ

  • @PravaskumarSamantaray
    @PravaskumarSamantaray Місяць тому +6

    ରାତିରେ ଓଡିଶା ପୋଲିସ ମାଗଣା ମଦ ପିଅନ୍ତି

  • @rajmix3740
    @rajmix3740 Місяць тому +18

    କେତେ ବାହାନା ବାହାରିବ ଏବେ? ସବୁ ବଞ୍ଚାଇବାକୁ ଲାଗି ପଡିଛନ୍ତି

  • @RabindraSahoo-gq6zj
    @RabindraSahoo-gq6zj Місяць тому +47

    This is No1thief during khurda SP

  • @SurendraPadhy-i8f
    @SurendraPadhy-i8f Місяць тому +7

    କାଲିମେଲା ମୋଟୁ ମାଲକାନଗିରି ଏମାନଂକୁ ପଠା ଜାଉ bbsr ପୋଲିସ ଙ୍କୁ

  • @Biswajit2019-n3y
    @Biswajit2019-n3y Місяць тому +14

    ଓଡିଶା ପୋଲିସ ଚୋର ଡକାୟତ ସହ ସାଥ ଦେଇ କମିଶନ ପାଏ ଆଓ ସାଧାରଣ ଲୋକ FIR ଦେଇ ଗଲେ ତାକୁ ଦୁର୍ବ୍ୟବହାର କରେ ଡରାଏ ଧମକାୟେ l କୋ ପୋଲିସ ଷ୍ଟେସନ ରେ ପୋଲିସ FIR ରଖୁ ହିଁ ନାହିଁ l ଓଡିଶା ର ସବୁ ପୋଲିସ ଷ୍ଟେସନ ର review ହବା ଦରକାର l

  • @SPINFOTAINMENT
    @SPINFOTAINMENT Місяць тому +60

    ଏଇ ମାନଙ୍କ ମନ୍ତବ୍ୟରୁ ଜଣା ପଡ଼ୁଛି ଶଳା ପୋଲିସ ଜନତାଙ୍କ ଉପରେ କିପରି ଅତ୍ୟାଚାର କରିପାରେ ଆଉ ପ୍ରମାଣ ଦେଖାଇ ଦୋଷୀ ହେଲା ପରେ ପୁରା ପୋଲିସ ଜାତି କିପରି ଏକାଠି ହେଇଯାଆନ୍ତି ମିଛକୁ ସତରେ ବଦଳାଇବାକୁ ସେଥିପାଇଁ ପୋଲିସ ଉପରୁ ଜନତାଙ୍କ ଭରସା ଉଠି ଯାଉଛି।

    • @anantanahak2718
      @anantanahak2718 Місяць тому +2

      Tahale kaha pakhaku jiba.

    • @bichitrapalai1986
      @bichitrapalai1986 Місяць тому +2

      Bhai police jadi duty karinathante taha hele apankar maa bhauni road re chaliparinathante

    • @swatirefrigerationodia.4421
      @swatirefrigerationodia.4421 Місяць тому +1

      ​@@bichitrapalai1986Apana by profession law and order system re kama karuchhanti janapaduchhi kintu apana chatire hata rakhi kahi paribe ki police pura durniti mukta au duty bi proper karuchhanti. ???

    • @Motivational__video56
      @Motivational__video56 Місяць тому

      ​@@anantanahak2718direct murder karite hebo.5 year pore bail milibo

    • @LaxmidharaBarik-w7p
      @LaxmidharaBarik-w7p Місяць тому

      @@bichitrapalai1986 vala huanta. Police officer chora srusti karanti

  • @chittaranjanpanda8909
    @chittaranjanpanda8909 Місяць тому +7

    ସାଧାରଣ ଲୋକ ଟେ ଉତ୍ପାତ କରିବା ଆଉ ତାର ଜବାବ ରେ ପୋଲିସ ଉତ୍ପାତ କରିବା ଯଥାର୍ଥ କି? ଜନତା ଙ୍କ tax ରେ ଦରମା ପାଉଥିବା ପୋଲିସ ଯଦି ଉତ୍ପାତ କରେ ତେବେ ପୋଲିସ ବିରୁଦ୍ଧ ରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ଉଚିତ।

  • @rabindranathsahoo-nn1qp
    @rabindranathsahoo-nn1qp Місяць тому +49

    ମୋ ମତରେ ସେ ଝିଅ ଉଦ୍ଧତାମି ପୋଲିସ କୁ ଆକ୍ସନ ନେବା ପାଇଁ ବାଧ୍ୟ କରିଛି

    • @madhabanandaswain4695
      @madhabanandaswain4695 Місяць тому +2

      ଭାଇ ଝିଅ ଯଦି ଖରାପ କରିଛି କିନ୍ତୁ ପୋଲିସ କଣ କଲା ସଠିକ୍ କରିଛି କି? ଯଦି କଳ ତାକୁ ଗୋଟିଏ ରୁମ୍ ରେ ରଖା ତାପରେ କଥା ହେବା କିନ୍ତୁ ତାର ସବୁ ଖୋଲି କରି ହାତ ମାରିବତ ଠିକ୍ କି ଯଦି ଆପଣଙ୍କ ଝିଅ କିମ୍ବା ଭୌଣି ହୋଇ ଥାନ୍ତେ?

    • @Surviving_one
      @Surviving_one Місяць тому

      Ta Mane kan kuti daba, second thing Major ku kanhiki lock up re pureile.

    • @dkswain2876
      @dkswain2876 Місяць тому

      ​@@madhabanandaswain4695 Ara Bhai nija chakiri ku samastankara bhaya achhi seithi au 2-3jana lady officers bi thile...au kounasi police officers amiti karibeni ps re so....bhala se sabu video footage ku dekha bujhipariba se jhia kete sata au kete michha kahuchhi....police station ku jaichha FIR daba...ete sabu hungama kn paen karibara thila....se drink. Kariki jaichhi so amiti karichhi....#justice for odisha police

    • @dkswain2876
      @dkswain2876 Місяць тому

      ​@@Surviving_onedrinks kariki jetebele police station re emiti hungama karichhanti then jail re pureithibe....rati 1re jou jhia drinks kariki buluchhi se kmtk janiparuthiba samaste....sata jouta seita dekha

    • @ashiskumar6243
      @ashiskumar6243 Місяць тому

      Ri8 jhia bi sanskari laguni bhari udhat

  • @jagannathascomputerstudych9769
    @jagannathascomputerstudych9769 Місяць тому +9

    ମଦ ବୋତଲ ଗାଡ଼ିରେ ପୋଲିସ ରଖିଛି । ବଦନାମ କରିବା ପାଈଁ।

    • @anantanahak2718
      @anantanahak2718 Місяць тому

      Se pila nka saha se jhia jukti kalabellara video dekh janni pariba.

    • @jagannathascomputerstudych9769
      @jagannathascomputerstudych9769 Місяць тому

      ଝିଅ ବୋଲି ଚୁପ୍ ରହିବ । ଆଠ ଜଣ ଟୋକା କଣ କରୁଥିଲେ । ନାଲି ଆଖି ଦେଖେଇ ଚୁପ୍ କରିବେ । ଅଲଗା ଝିଅ ହେଇ ଥିଲେ ସେଠାରେ ବଳାତ୍କାର ଶିକାର ହେଇ ଥାଆନ୍ତା । ତା ସାହାସ ପାଇଁ ବଞ୍ଚିଲା ।

    • @ranjeetkumarpradhan5067
      @ranjeetkumarpradhan5067 Місяць тому

      Bhai kichi na jani kai ulta comment daucha.... se jhia bisayare tik Jana...

  • @swadhikarbetaj3768
    @swadhikarbetaj3768 Місяць тому +10

    ଏ ମହାଶୟ ହେଇଛନ୍ତି ଗୋଟିଏ ଭାଡିର ପାରା।

    • @nilujena8807
      @nilujena8807 Місяць тому

      Tu sala sabu Bala upada sea jia mada pie ke neela kala tika kala

  • @blcreationbs1020
    @blcreationbs1020 Місяць тому +5

    ମୋହନ ମାଛିଆ Sir ଙ୍କୁ ଅନୁରୋଧ 🙏 ୟେ ଅଫିସର ଙ୍କ background ଭିଜିଲାନ୍ସ check ହଉ 🤣

  • @romeorohit4543
    @romeorohit4543 Місяць тому +4

    ଥାନା ଟା କଣ oyo ଝିଅ ଟା duty ସାରି ଥାନାରେ ରହିଯାଉଛନ୍ତି ନାଇଟ୍ ପିନ୍ଧି ଓହ ପୋଲିସ lady ତାହାଲେ duty ସାରି ଟା ଘର କୁ ଯାଇପାରିବନି ଟା ମାନେ ସେ ବି ସୁରକ୍ଷିତ ନୁହେଁ କାହିଁକି ଏ ମିଥ୍ୟା ପ୍ରଚାର ଗୁଡା କରୁଛ..... ଲାଜ ଲାଗୁନି ଓଡିଶା ପୋଲିସ ର ଦାଦା ଗିରି... International chanel re ଉବୁଟୁବୁ ହଉଛି

  • @chittaranjanpanda8909
    @chittaranjanpanda8909 Місяць тому +13

    ଓଡିଶା ପୋଲିସ ଯଦି ଏତେ ତତ୍ପର ରାତି 10 ପରେ bar, pub ବନ୍ଦ କରୁନି କଣ ପାଇଁ?

  • @MSahoo-su2th
    @MSahoo-su2th Місяць тому +50

    ଛାଡ଼ ମ କିଏ କଣ ପିନ୍ଧିଲେ ସେଇଟା imprtant ନୁହେଁ , ଆମର important ଦୋଷୀକୁ ଦଣ୍ଡ ଦେବା, ସିଏ army ହେଉ କି ପୋଲିସ ହେଉ।

    • @anantanahak2718
      @anantanahak2718 Місяць тому +1

      Right

    • @malikboby97
      @malikboby97 Місяць тому +1

      Actually Right Sir

    • @monalisamohanty3974
      @monalisamohanty3974 Місяць тому

      💯

    • @HARISHNag-t7w
      @HARISHNag-t7w Місяць тому

      ପିନ୍ଧିବା ଟା ବି ଜରୁରୀ ଅଛି ଯେହେତୁ ସେମାନେ ହେଲେ ସୁରକ୍ଷା କର୍ମୀ । ସିଭିଲ uniform ରେବି ରହିବା ଜରୁରୀ
      କୋଉଟା ପିନ୍ଦିବ କୋଉଟା ନାହିଁ ସେଟା ଠିକ୍ । କିନ୍ତୁ ମୋ ମତରେ duty time re ନାଇଟୀ ଟା ସୁଇଟେବୁଲ୍ ନୁହଁ। Nighty ପିନ୍ଧି କି ମହିଳା police , ଚୋର କୁ ସlମାନl କରିବା ମୁସ୍କିଲ ଆଏ ।

    • @purnachandrapujhari5597
      @purnachandrapujhari5597 Місяць тому

      Tumar Nijar HeleJananta

  • @birendradasbarma5700
    @birendradasbarma5700 Місяць тому +38

    This officer is a corrupt officer.

  • @sadanandasahoo3707
    @sadanandasahoo3707 Місяць тому +15

    ଆପଣଙ୍କ କଥା ସବୁ ଠିକ୍। ସେହି ମ଼ହିଳାଙ୍କ ବସ୍ତ୍ର ଓହ୍ଲାଇଛନ୍ତି କି? ଥାନାଧିକାରୀ ନିଜେ ପ୍ରାଇଭେଟ ପାର୍ଟ ଦେଖାଇଛନ୍ତି କି? ଏହି ଦୁଇଟି ଘଟଣା ସତ୍ୟ ହୋଇଥିଲେ ସାଂଘାତିକ

    • @tansenbehera7415
      @tansenbehera7415 Місяць тому

      Kaha chakiri pita lagiba je se jhio ku kie chhuinba. Se jhio sabu planning kariki chaleichhi palha

    • @nrusinghcharanpalei8938
      @nrusinghcharanpalei8938 Місяць тому

      Okila kipari michha kesre fasaidiajae bhala re janichi .se jhia okilati padhichi .janiparuthibe .

  • @PuriToka91
    @PuriToka91 Місяць тому +14

    ତାହେଲେ କଣ ସେ ଝିଅ ନିଜ ବେକ ନିଜେ ଭାଙ୍ଗିଦେଲା
    ଭଲ କହୁଚ ଆଉ

  • @sudhakarsamal6225
    @sudhakarsamal6225 Місяць тому +5

    ଏଇଠି ଓଡିଆ ମାଡ ଖାଇଲା ପୋଲିସ୍ ସେଶରେ ପୋଲିସକୁ ସପୋର୍ଟିଂ କଲା

  • @ShyamaghanaBhoi
    @ShyamaghanaBhoi Місяць тому +3

    ସେ ଗୋଟିଏ army ଓଫିସର୍ ମଦ ପିଇ ପାରିବ ରଖି ପାରିବ ତାଙ୍କୁ ଅନୁମତି ଅଛି ତୁମ ପଖକୁ ଏଫଆଇଆର ଦବା ପାଇଁ ଆସିଥିଲା ତୁମ କାମ କର ତୁମେ ତୁମ କାମ ନକରି ଲୋକଙ୍କୁ ବାନ୍ଧି ପିଟିଵ ଯାହା ଲାଗୁଛି ସେ ରୋଡ଼୍ ରୋମିଓ ମାନେ ପେଟ୍ରୋଲିଂ ଗାଡ଼ି କୁ ଫୋନ୍ କରି ସମସ୍ତେ ମିଶି ଏତେ ନାଟକ କରିଛନ୍ତି

  • @BalarambarikBarik-dg1wb
    @BalarambarikBarik-dg1wb Місяць тому +3

    ତମ ଘର office ମିଛୁଆ ପୋଲିସ

  • @KamalaLochanNayak-xd8dv
    @KamalaLochanNayak-xd8dv Місяць тому +4

    ମୁଁ ପୋଲିସରେ 35 ବର୍ଷ କାର୍ଯ୍ୟ କରିଛି. ଜଣେ ଅବସର ପ୍ରାପ୍ତ ଡିଜିପି ଥାନାରେ ଇଉନିଫର୍ମ ପରିବର୍ତ୍ତେ ନାଇଟି ପିନ୍ଧିବାଟାକୁ ସପୋର୍ଟ କରି ମନ୍ତବ୍ୟ ଦେବା ଲଜ୍ୟାଜନକ ଏବଂ ଦୁର୍ଭାଗ୍ୟ. ବିହାରୀବାବୁ ଆଉ ମିଶ୍ରବାବୁ ତୁମେ ଓଡିଶା ଲୋକଙ୍କୁ ଗାଣ୍ଡୁ ଭାବୁଛ ବୋଧେ. ତୁମେ ଦୁଇଜଣ କହିବକି ସେମାନଙ୍କ ବିରୁଦ୍ଧରେ କ୍ରିମିନାଲ କେଶ ରେଜେଷ୍ଟ୍ରି ହେବାପରେ ସେମାନଙ୍କୁ ଆରେଷ୍ଟ କରାଯିବା ଉଚିତ କି ନୁହେଁ.ସାବଧାନ -ଆଇନର ତର୍ଜମା ଯଦି ଜାଣିଛ କର.

    • @alokswain4392
      @alokswain4392 Місяць тому +1

      ଆପଣଙ୍କ ଭଳି ବିଜ୍ଞ ଲୋକ ବିରଳ, ମୋତେ ଲାଗୁଚି 35 ବର୍ଷ ଚାକିରୀ କରି ବହୁତ ବଡ଼ କାମ କରିଦେଇଛନ୍ତି

  • @gunanidhinaik3699
    @gunanidhinaik3699 Місяць тому +2

    ମୋଡେଲ ଥାନା ରେ ଯଦି CCTV ନାହିଁ ।ତାହେଲେ କାହିଁକି ସେଇଟା କୁ ମୋଡେଲ ଥାନା ବୋଲି କହିବା।ଆବଶ୍ଯକ ସଂଖ୍ଯା ରେ ପୁଲିସ ବି ନଥିଵେ ।

  • @SurendraPadhy-i8f
    @SurendraPadhy-i8f Місяць тому +4

    ଆପଣ କାଲି କଣ କହୁଥିଲେ ଆଜି ଚେଞ୍ଜ କରିଦେଲେ କଥା କୁ

  • @manoranjantripathy7738
    @manoranjantripathy7738 Місяць тому +19

    ଏହା ଗୋଟେ ମିଥ୍ୟା ପ୍ରଚାର

  • @meerabaipanigrahi2839
    @meerabaipanigrahi2839 Місяць тому +4

    ଯାହା ହେଉ ଆମ ପୋଲିସ ପ୍ରଶାସନ ଅତ୍ୟନ୍ତ ଉଛୋକୋଟିର ବ୍ୟକ୍ତିତ୍ଵ ଅତୀତ ଓ ବର୍ତମାନ ସବୁ ଶଳା ପୋଲିସ ହାରାମି

    • @anantanahak2718
      @anantanahak2718 Місяць тому

      Thik kahichu. Sabu salla police jadi harami hele Rati adhare toh bouku jadi kie ref kala tu police pakhaku jibu Na refist Ku bapa dakibu. Department Ku sodhana.

  • @jyotiranjanswain3501
    @jyotiranjanswain3501 Місяць тому +2

    ପୋଲିସ ର ଚରିତ୍ର ବିଷୟରେ ସାଧାରଣ ଜନତାଙ୍କୁ ପଚାରନ୍ତୁ। ତାପରେ ଜାଣି ପାରିବେ। ସମସ୍ତେ ତ ଅପରାଧୀ ନୁହନ୍ତି ଯେ ପୋଲିସ ବିରୁଦ୍ଧରେ ମତ ଦେବେ। ସମାଜରେ ଶୃଙ୍ଖଳିତ ଓ ଭଦ୍ର ଲୋକ ମାନେ ବି କହିବେ ପୋଲିସ ମାନଙ୍କ ଚରିତ୍ର କଣ।

  • @RabindraMurmu
    @RabindraMurmu Місяць тому +2

    ମାଗିହା ପୋଲିସ୍

  • @kaushalyatung2941
    @kaushalyatung2941 Місяць тому +1

    ସିସିଟିଭି ଲାଗିନି ଯଦି short ଭିଡିଓ ଆସିଲା କଉଠୁ

  • @prasannakumarpattanaik4198
    @prasannakumarpattanaik4198 Місяць тому +7

    Police is not above the Law.This person trying to save police face.

    • @rudrathecool7993
      @rudrathecool7993 Місяць тому +1

      Hmm karanta nahi ki.. tu kie kahiba pae re mg

  • @rudranarayanmohanty6129
    @rudranarayanmohanty6129 Місяць тому +4

    ତୁ ମଣିଷ ଠାରୁ ଜନ୍ମ ହେଇଛୁ ନା 😮
    ଲାଜ ନାହିଁରେ ରେ ବେମାରିଆ

  • @swadhinkumar7425
    @swadhinkumar7425 Місяць тому +19

    CBI Tadanta karajau

  • @RaghunathKhinibudi
    @RaghunathKhinibudi Місяць тому +1

    ପୁଲିସ ବହୁତ ମିଛ କୁହନ୍ତି ଏଇଟା ଓଡିଶା ବାସି ସବୁଜାଣି ଛନ୍ତି

  • @akshyakumarmishra8038
    @akshyakumarmishra8038 Місяць тому

    ଓଡିଶା policy, totaly, ଦଲାଲ, ପଇସା ଖୋର, ନୀତି ରେ, ଚାଲୁଚି, ଲଜ୍ୟା 🫣🫣🫣🫣

  • @RichgamingYt20
    @RichgamingYt20 Місяць тому +2

    I love Indian army ♥️♥️♥️

  • @ganeshpanigrahi8296
    @ganeshpanigrahi8296 Місяць тому +1

    ହଇରେ ବଡ ବଡ କଥା କହୁଛ ସବୁ ଠାରୁ ବଡ ଦୁନୁତି ଏ ପୁଲିସ ବାଲାକଂ ର।

  • @bibhudendubehera1244
    @bibhudendubehera1244 Місяць тому +38

    Faltu katha

  • @tankadharsabar1656
    @tankadharsabar1656 Місяць тому +18

    Besya mane night re police dress chhadi nity pindibe duty karibe control room re

    • @rudrathecool7993
      @rudrathecool7993 Місяць тому +3

      Tu kemti janilu.. tuma gharu kie thile ki

    • @Red.zzoone
      @Red.zzoone Місяць тому +3

      Tama ghara loka kete ta besya achanti Kire

    • @ChudaNag-fn3de
      @ChudaNag-fn3de Місяць тому +1

      Tu dekhunu

    • @anantanahak2718
      @anantanahak2718 Місяць тому

      Tu bodhe besya pila tama gharara maikina kehi jadi police re nathibe tahale tu bila mallaru gota hoi asithibu.

    • @rudrathecool7993
      @rudrathecool7993 Місяць тому

      @@Red.zzoone to bou aau bhauni bele bele asanti ama gaon ku 2-3 rati rahiki bhala paisa nei janti.. pachariki bujhibu

  • @pankajkumarmohanta9675
    @pankajkumarmohanta9675 Місяць тому +5

    Why police not taking FIR.....who had given to take law in hand by police

  • @nabinasahoo722
    @nabinasahoo722 Місяць тому +6

    ଡ୍ୟୁଟି ରେ khaki ପୋଷାକ pindhibeni aou kana nighty ପିନ୍ଧି ଶୋଇବେ

  • @jtl1872
    @jtl1872 Місяць тому +1

    ରାତିରେ ନାଇଟି ପିନ୍ଧିଲେ duty କରିବାକୁ ସୁବିଧା ହୁଏ

  • @tranjannayak2808
    @tranjannayak2808 Місяць тому +2

    How shamelessly these people are defending police?

  • @nandasudamniali
    @nandasudamniali Місяць тому +2

    ଝିଅର video କୁଆଡେ ଗଲା sir /police ଝିଅର mobile କୋଉଠି ରଖି ଛି

  • @mita_rabi
    @mita_rabi Місяць тому +16

    ନାଇଁ ନାଇଁ ଖାଲି ପୋଲିସ କୁ ସମସ୍ତେ ଦୋଷ ଦେଲେ ହବନି, ଏ ମାଡାମ ଙ୍କର ବି ଭୁଲ ଅଛି, ସେ ଭିଡ଼ିଓ ମୁ ଦେଖିଲି ସେ କିଭଳି ଭାବେ ରାସ୍ତାରେ ରୋଡ ରୋମିଓ ସହ କଥା ହେଉଛି, ତାପରେ ଥାନାରେ ବି କେମିତି ବ୍ୟବହାର କରୁଛନ୍ତି ପୋଲିସ କୁ, ଏଵେ ମେଡିକାଲ ଆସିଲା ପରେ କି acting, ତୁମେ ଭାବୁଛ କି ତୁମେ ଏମିତି acting କଲେ ଓଡିଶା ବସି ବୁଝିପାରିବେନି, ସମସ୍ତେ ଠିକସେ ବୁଝିଗଲେଣି ସବୁ ଭିଡ଼ିଓ ଦେଖି, ସେଦିନ ସେ ରାସ୍ତାର ଭିଡ଼ିଓ & ଥାନାର ଭିଡ଼ିଓ, ସଠିକ ତଦନ୍ତ କରାଯାଉ କାହାର କେତେ ଭୁଲ, ପୋଲିସ ଭାଇଙ୍କର ଚାକିରୀ ତାଙ୍କୁ ଫେରାଇ ଦିଆଯାଉ

    • @DineshkumarDao
      @DineshkumarDao Місяць тому

      Tu Mg Police Chamcha .......

    • @ranjan6148
      @ranjan6148 Місяць тому

      Police manaku sakti Naihati darkar

    • @brightcareer6896
      @brightcareer6896 Місяць тому

      Bhai videoru janiparunaganti ladies janaka ye road romeotharu madhya tala starara, kahuchanti kintu mu bhari bada starara, kintu karyakalapa bahut low starara, abali ladies manakara pai ama Bharat ra law kohala achi, Saudi bhali law tight hele, ye unnecessarily kahaku atrocityre pakaipatibenim

    • @manojkumarkar4763
      @manojkumarkar4763 Місяць тому

      Se lady kn bhul kahila rati re kn lady bulipariba nahin? Tuma police balanka kou bahire lekhajaichhi

  • @basantarout9538
    @basantarout9538 Місяць тому +10

    ଓଡିଶା ପୁଲିସ ସବୁ ପିନ୍ଧି duty କରି ପାରିବ nighty bra panty sabu kichhi.. Jahaku pacharucha se nije durniti ra ganta ghara 😅😅😂😂

  • @samparktv2239
    @samparktv2239 Місяць тому +1

    ତମ ଝିଅ ସହିତ ହୋଇଥିଲେ ତମେ କେବେ ଏମିତି କହିନଥାନ୍ତ

  • @manoranjanparida8804
    @manoranjanparida8804 Місяць тому +1

    ପୁଲିସ CM କଣ୍ଟୁଲ ରେ ନାହିଁ ପୁଲିସ ନିଜ ଇଚ୍ଛା ଅନୁସାରେ କାମ କରୁଚି ନ ହେଲେ ଫୁଲସି ଗୋଟେ ଡିସିପ୍ଲିନ ବିଭାଗ ସେମାନେ ଆନ୍ଦୋଳନ କରିବେ

  • @dillipbehera2392
    @dillipbehera2392 Місяць тому +1

    Police bala ଙ୍କୁ ୧୦ ବର୍ଷ ପାଇଁ ବିନା ଦରମା ରେ suspend କର।
    ବେଙ୍ଗଲ ହେବାକୁ ଓଡ଼ିଶା କୁ ଦେବୁ ନାହିଁ।
    ଥାନା ରେ ନାଇଟି ପିନ୍ଧି ladies police ର କାମ କଣ?
    ଅସୁବିଧା ଥିଲେ ଛୁଟି ନେଲା ନାହିଁ କଣ ପାଇଁ?
    ଏମାନେ ଥାନା କୁ ଘର ଭାବିଲେ ଚାଲିବ ନାହିଁ।

  • @prasannakumarpattanaik4198
    @prasannakumarpattanaik4198 Місяць тому +5

    This person telling lies.

  • @manojnayak3746
    @manojnayak3746 Місяць тому +2

    People of Odisha may be ilterate,but not fools Ex DG sir.They know how police behave to the people and the truth of thid case.

  • @RanilNayak-v1u
    @RanilNayak-v1u Місяць тому +2

    Rati 3 ta re jhia buli paribani but today mane ekathi hei buli paribe

  • @subrat-k2m
    @subrat-k2m Місяць тому +12

    Thik kahichhanti sir

  • @RanilNayak-v1u
    @RanilNayak-v1u Місяць тому +2

    Night dress pindhiki duty kariba dekhiki police upare biswas hauchi se kan karuthile

  • @prahlladpradhan
    @prahlladpradhan Місяць тому

    ପୂର୍ବତନ ଡିଜିପି ସଞ୍ଜିବ ମାରିକ ଠିକ୍ କହିଛନ୍ତି ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଅଭିଜ୍ଞତା ବିଷୟରେ ଉଚିତ କଥା କହିଛନ୍ତି ଓଡ଼ିଶାବାସୀ ଙ୍କୁ

  • @sanjayakumarsahoo3531
    @sanjayakumarsahoo3531 Місяць тому +12

    Mg banda kahuchhi

  • @shivpanda9953
    @shivpanda9953 Місяць тому +1

    The corrupt police has lost their mind. They need to be taught a lesson

  • @sukantakumarsahoo9340
    @sukantakumarsahoo9340 Місяць тому +1

    Criminal case on police officer's we demand...... Take immediately action on police are involved

  • @prafullabiswal9489
    @prafullabiswal9489 Місяць тому +1

    Jai Hind
    Jai Jawan
    Beti bachao in odisha

  • @debeshkumarbiswal4509
    @debeshkumarbiswal4509 Місяць тому +2

    CBI କୁ ଦେଇଦିଅ ଆଉ କମ୍ପ୍ଲେନ କେହି କରିପାରିବେନି,
    CC କ୍ୟାମେରା କାହିଁକି ଲାଗିନି

  • @santoshkar4397
    @santoshkar4397 Місяць тому +1

    CCTV kiyu nehi lagaya ha thana re.

  • @manabeshmishra1567
    @manabeshmishra1567 Місяць тому +10

    My dear gentleman why the FIR was not filed ?? You donot know what has happened. Dont give any comments without knowing things .

  • @manaspani7583
    @manaspani7583 Місяць тому +14

    Tame jete odisha police ku vala kahile vi ame accept karibuni.

    • @rudrathecool7993
      @rudrathecool7993 Місяць тому

      Nakara mangia.. to asubidha re thana ku asibu gandi mareiba pae

    • @RupNarayanMajhi
      @RupNarayanMajhi Місяць тому +1

      ନିଜ ମୁହଁରେ ସମସ୍ତେ ନିଜର ପ୍ରଶଂସା କରିବେ, ତାର କିଛି ମୂଲ୍ୟ ନାହିଁ ।

    • @cuttakiblog6850
      @cuttakiblog6850 Місяць тому

      Jhia micha b kahuchi sabu video re jete ghamand dekhauchi se thodi na nija bhul maniba

  • @narendranathbehera9391
    @narendranathbehera9391 Місяць тому

    ରାତିରେ nighty ପିନ୍ଧିଲେ ଡିଉଟି କରିବାକୁ ସୁବିଧା ହୁଏ l

    • @jtl1872
      @jtl1872 Місяць тому

      You are absolutely 👍 right 😂😂😂

  • @bbaburao-ic3bw
    @bbaburao-ic3bw Місяць тому

    7.37 ଦୟା କରି kargil ଯୁଦ୍ଧ ବିଷୟରେ ଜାଣିନ ଯଦି comment କରନ୍ତୁ ନାହିଁ
    army ଅବହେଳା ପାକିସ୍ତାନି ପଶିଗଲା!!!
    ହେ ଭଗବାନ ଏ ମୂର୍ଖ ଚାକିରୀ କିଏ ଦେଲା

  • @sanjaykumishra5186
    @sanjaykumishra5186 Місяць тому +1

    ରାତିରେ ଝିଅ ପିଲାମାନେ ବୁଲି ପାରିବେନି ବୋଲି କହୁଛ ତୁମେ ସରକାର କି

  • @pratapparida8204
    @pratapparida8204 Місяць тому +2

    Sanjeev marik birodh re maanhani mokdama dayar karajau kargil bisaya re na jani sena ku akhyap kariba

  • @nimainmajhi3776
    @nimainmajhi3776 Місяць тому +2

    ତୁ,,ଶଳା,, କୁକୁର ଭଳି,,ବୁଢ଼ା,,,,ତୁ,,କାହାକୁ,, ଘଡାଇ,ବାକୁ,,ଚାହୁଁଛୁ,,,,ବେ,,ଆଗେ,,ସିସିଟିଭି,,ଦେଖାଅ

  • @DineshkumarDao
    @DineshkumarDao Місяць тому +2

    Tame Mane Sabu Public nka Saha Kemiti Katha Hua Kebe janipara ?

  • @kirankumarrana2161
    @kirankumarrana2161 Місяць тому +2

    Bhadrak case re criminal atach re thile & saspend heithile. Marik sir

  • @kasinathbaral6873
    @kasinathbaral6873 Місяць тому +3

    Sir please tell why police officers tfr only between CTC and bbsr why not western odisha

  • @ANTARYAMIJENA-t8t
    @ANTARYAMIJENA-t8t Місяць тому

    ନାଇଟୀ ପିନ୍ଧିଲେ ସଙ୍ଗ କରିବା ପାଇଁ ସୁବିଧା ହୋଇଥାଏ

    • @anantanahak2718
      @anantanahak2718 Місяць тому

      Kemiti jannilu tamara kie sehibhalli department re achhi ki.

  • @SibanandaPrida
    @SibanandaPrida Місяць тому +1

    WE KNOW ABOUT POLICE SIR THEY ARE EARNING MUCH...

  • @balkishorbaghel943
    @balkishorbaghel943 Місяць тому +1

    Army officer yar crime branch kichhi na kariparila tebe CBI TADANT KARIBA

  • @suryakantabehera2883
    @suryakantabehera2883 Місяць тому +2

    Jou mane protest koruchonti se police nku terminate koro nd new pila nku posting dio....dele semanka garba bhangibo

  • @SantoshSandha-i4l
    @SantoshSandha-i4l Місяць тому +2

    Loka jananti sata se diuty re na thile,ki plan, police bala odisa re raj loka nku poka machhi bhali bhabuchanti

  • @Girtha-sk9sw
    @Girtha-sk9sw Місяць тому +1

    State police induct vrs young army personnel....ta tike sudhriba..... improvement ku pura mana karuchnti Odisha police....sikhiba ku naraj.....

  • @kapilendrapanda705
    @kapilendrapanda705 Місяць тому +2

    Marik sir apana bahut rojgar karichhati hele garib loka ra help karinahanti

  • @shivpanda9953
    @shivpanda9953 Місяць тому +2

    Mr Marik himself was suspended for long time for corruption. Had an extra-marital affair with an Odia movie Star, used call her from orher's house. Now preaching..

  • @bhagyadharanayak
    @bhagyadharanayak Місяць тому

    ଝିଅର ଦାନ୍ତ ଭାଙ୍ଗିଦେବା
    ପୋଲିସ୍ ର କର୍ତ୍ତବ୍ୟ ,
    ସୁନ୍ଦର ଉପସ୍ଥାପନ

  • @kashinathpatra8903
    @kashinathpatra8903 Місяць тому

    କାହିଁକି ପିନ୍ଧି ପାରିବ ନାହିଁ... ଏଟା କଣ କଂଗ୍ରେସ ଶାସନ ହେଇଛି ଯେ ୟୁନିଫର୍ମ ପିନ୍ଧିବାକୁ ପଡ଼ିବ

  • @gaharai_depth
    @gaharai_depth Місяць тому +1

    ଓଡ଼ିଶା ପୋଲି,ସ୍ ଭଦ୍ରମି ଶିଖୁ

  • @JyotsnaBiswal-b5d
    @JyotsnaBiswal-b5d Місяць тому +2

    Aeta full chore chitter BJP ku na police khara Sabu odisha re khai gapuchi.

  • @sarojmahanta6491
    @sarojmahanta6491 Місяць тому +2

    Odisha police kete nikamma au corrupt, Odisha loke bhala re jananti .
    Odisha re jane major anka wife ku pitiba atyanta durbhagya janaka. Lagga re munda nai jauchi.
    Eha ra full investigation kara jau.

  • @NSkantKumar
    @NSkantKumar Місяць тому

    ଯୀଶୁ ପଥ ଯୀଶୁ ସତ୍ୟ ଯୀଶୁ ହିଁ ଅନନ୍ତ ଜୀବନ 🎉🎉
    ପାପରୁ କ୍ଷମା ଅନନ୍ତ ନର୍କ ଦଣ୍ଡରୁ ରକ୍ଷା ସ୍ୱର୍ଗୀୟ ଅନନ୍ତ ଜୀବନ ଶାନ୍ତି ବିଶ୍ରାମ ସାନ୍ତ୍ଵନା ପାଇବାକୁ ହେଲେ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ବାସ କର 🎉🎉
    ପାପର ଦୁନିଆଁ ଅସ୍ଥାୟୀ ଜୀବନ ଈଶ୍ୱର ବିଶ୍ବାସ ମଧ୍ୟରେ ଏହା ହିଁ ଜୀବନର ସାର ସତ୍ୟ 🎉🎉

  • @TheSonOfSoil.
    @TheSonOfSoil. Місяць тому +10

    Iye Bala kahuchhi

  • @SanatanBankira-r1j
    @SanatanBankira-r1j Місяць тому

    ଜଣେ ଲୋକ ଥାନା କୁ ଯିବ ଅଭିଯୋଗ ପାଇଁ କିନ୍ତୁ ନିଜେ ହାଜତରେ ରହିବ । ଏହା ଏକ ନିନ୍ଦନୀୟ ଘଟଣା । କହିବା ଲୋକ ଅନେକ ଭିନ୍ନ ଢ଼ଙ୍ଗରେ କହିଥାନ୍ତି।

  • @Leo_8912
    @Leo_8912 Місяць тому +1

    Marik was suspended for links with Mafia and currently in a Land scam 😂 Kargil katha kahuchi chora 😂 1 week sethi rahi paribani

  • @debeshkumarbiswal4509
    @debeshkumarbiswal4509 Місяць тому +1

    ସବୁ ପୋଲିସ ଏକା