Nursery ରୁ ଗଛ ଆଣିଲେ କରିବେନି ଏଭଳି ଭୁଲ || Major case on nursery plants

Поділитися
Вставка
  • Опубліковано 15 лис 2024

КОМЕНТАРІ • 16

  • @veenabhat.m
    @veenabhat.m 2 місяці тому +1

    Nice vlog dear🎉✅🎁

  • @Rashje
    @Rashje Місяць тому

    Bhai ମୁଁ ଏବେ 3 ଟା ମନ୍ଦାର ଆଣିଛି, ଭାବୁଛି ବୁରା ରେ ଲଗେଇବି ବୋଲି(pot ଠାରୁ ବହୁତ ବଡ଼ ହେବ ହଇଯିବ କି?),ଖାଲି garden soil ଦେବି ନା ଆଉ କିଛି fertilizer ଯେମିତି ଗୋବର ଖତ, ରଚା ବାଲି, bone meal,vermicompost ଦେବା ନିହାତି ଦରକାର କି? ନା ଗଛ ଲାଗିଯିବା ପରେ ଦେବି

    • @bikashgardenandvlogs
      @bikashgardenandvlogs  Місяць тому

      ମାଟି ବାଲି ଆଉ ଅଳ୍ପ ଖତ ପାଉଁଶ ନହେଲେ ଲିମ୍ବ ପିଡିଆ
      Baki jahabi high fertilizer debe 1 month pare

  • @pravashmishra1178
    @pravashmishra1178 4 дні тому

    ମୁଁ ଭୂଇଁ ରେ ଦୁଇ ମାସ ପୂର୍ବରୁ ଆଣି ରୋଇଥିବା ଗଛ ମୂଳରେ ଏଇ ପ୍ଲାଷ୍ଟିକ କପ୍ ଟିକୁ ବାହାର କରିବା ପାଈଁ ଖୋଳି ପୁଣି ରୋଇଲେ ବଞ୍ଚିବ ତ

    • @bikashgardenandvlogs
      @bikashgardenandvlogs  4 дні тому

      ଗଛର ଗ୍ରୋଥ ଯଦି ଠିକ ଅଛି ତେବେ ଆଉ କାଢନୀ ତା ଚେର ସମ୍ପୂର୍ଣ ଭାବେ ପ୍ଲାଷ୍ଟିକ କୁ କଭର କରିଦେଇଥିବ

  • @Rashje
    @Rashje Місяць тому +1

    ଗୋଲାପ ଚାର nursery ରୁ ଆଣିଛି କେମିତି ମାଟି ପ୍ରସ୍ତୁତ କରିବି କୁହନ୍ତୁ 🙏(ଘରୋଇ ଉପାୟରେ କୁହନ୍ତୁ )

  • @Rashje
    @Rashje Місяць тому

    Soil media ପ୍ରସ୍ତୁତ ଟା କହିଲେ ନି ଯେ?

    • @bikashgardenandvlogs
      @bikashgardenandvlogs  Місяць тому

      Channel re connected ruhantu ନୂଆ soil mix vdo upload heichhi dekhiniantu

  • @swatiswagatikaswain8084
    @swatiswagatikaswain8084 22 дні тому

    Apanka basket remove Kariba process thik lagilani . Emiti heithanta halaka Kari mati kadhithante tapre bucketre 10 mnt pain panire rakhithante soil loose heijiba pare aste aste panire dhoiki soil clean kariki apan basket cut Kari remove karithante emiti bhidiki kadhiba re main root chindigale plant shock ku palaye . Otherwise apan follow karithiba process thik . Au gote katha chota plantku ame first 5 to 7 inch pot deba sethire plant bada heigale tk taku 10 inch bhitare pot debe pot size tk bada lagila plant anusare

    • @bikashgardenandvlogs
      @bikashgardenandvlogs  22 дні тому

      @@swatiswagatikaswain8084 se gachhara main root chhidi jaithila yet plant survive karijaithila. But two weeks tale se pot tiku mankada chhata talaku pakeideithila mu au dekhini paredekhila belaku se plant sukhijaithila 😫😫

  • @Rashje
    @Rashje Місяць тому

    ଆଛା ଭାଇ ୟେ hybrid ମନ୍ଦାର ଚାରା ବଡ଼ୁନି କାହିଁକି? କଢ଼ ଆସୁଛି କିନ୍ତୁ ଶୁଖି ଯାଉଛି? Kan କରିବି କୁହନ୍ତୁ?

    • @bikashgardenandvlogs
      @bikashgardenandvlogs  Місяць тому

      Drainage hole ଚେକିଂ କର ଆଉ ସେଥିରେ ପିଆଜ ଚୋପା liquid fertilizer ନହେଲେ କଦଳୀ ଚୋପା liquid fertilizer ଦିଅନ୍ତୁ 15 ଦିନର ବ୍ୟବଧାନ ରେ

    • @Rashje
      @Rashje Місяць тому

      @@bikashgardenandvlogs ମିସେଇକି ଦିଅ ଟା ଦେଲେ ହବ... ନା ଅଲଗା ଅଲଗା ଡବାରେ ପିଆଜ ଚୋପା ଆଉ କଦଳୀ ଚୋପା ପାଣି କରିବି? 🤔

    • @bikashgardenandvlogs
      @bikashgardenandvlogs  Місяць тому

      Either ପିଆଜ ଚୋପା or କଦଳୀ ଚୋପା