ବିକୁଛନ୍ତି ବରା ଆଳୁଚପ୍‌, କିନ୍ତୁ ଛୁଆଙ୍କୁ ପଢ଼ାଉଛନ୍ତି IT ଏବଂ Medical ପାଠ || Knews Odisha

Поділитися
Вставка
  • Опубліковано 10 січ 2025

КОМЕНТАРІ • 221

  • @SushantSushant-v2k
    @SushantSushant-v2k 4 місяці тому +95

    ବହୁତ୍ ବଢିଆ ଚିନ୍ତାଧାରା ଭାଇଙ୍କର ଭଗବାନ ଭଲ ରେ ରଖନ୍ତୁ ପରିବାରକୁ

  • @deepakkumarpal6558
    @deepakkumarpal6558 4 місяці тому +98

    ବାପା ଓ ମାଆ ହିଁ ପ୍ରକୃତ ଜୀବନ୍ତ ଭଗବାନ୍ ।
    ଅନ୍ତରରୁ ଅନେକ ଧନ୍ୟବାଦ୍ 🙏🙏🙏👌💐💐💐💐💐

  • @ratankumarmahapatra7086
    @ratankumarmahapatra7086 3 місяці тому +12

    ଏଇ ତ ଜୀବନ ❤

  • @gunanidhinaik3699
    @gunanidhinaik3699 4 місяці тому +39

    ଏ ଜୀବନ ସଙ୍ଘର୍ଷ ମୟ ;ଭାଇ ନିଶ୍ଚିତ ସଫଳ ହେବେ ।ତାଙ୍କ ପିଲାମନେ ମଧ୍ୟ ଭଲ ନାମ ରଖିବେ ।

  • @sontoskuna4731
    @sontoskuna4731 4 місяці тому +57

    ସେ ବାବୁଙ୍କୁ 🙏ନିଜର ଓ ପିଲାଙ୍କର ଭବିଷ୍ୟତ ପାଇଁ ବାପା ସବୁ କିଛିବି କରିପାରେ 😭😭😭😭😭କିନ୍ତୁ ଆଜିର ପିଲାମାନେ ବୁଝିବା ଦରକାର

  • @subratmohapatra5128
    @subratmohapatra5128 3 місяці тому +6

    ଭଗବାନ ତାଙ୍କର ପରିବାର ର ଉତୋରତ୍ତର ଉନ୍ନତି ପାଇଁ ଆଶୀର୍ବାଦ କରନ୍ତୁ।

  • @shibaprasadpattnaik5492
    @shibaprasadpattnaik5492 4 місяці тому +37

    Duty is God. Beautiful News. Thanks 🙏 to K NEWS

  • @CHHABIPRADHAN-cf8ce
    @CHHABIPRADHAN-cf8ce 4 місяці тому +22

    ଆଜ୍ଞା ବହୁତ ବହୁତ ପ୍ରଣାମ ଆପଣ ଙ୍କୁ 🙏🙏🙏🙏

  • @golakhansdah2045
    @golakhansdah2045 4 місяці тому +12

    ବାପା ମା ହି ଜୀଵନ‌‌ତ ଦେବତା ,
    ଜୀବନ ଦରିଆ ର ସତ୍ୟ ନୈକା ।।।❤❤❤

  • @BADRINARAYANDAS-x5f
    @BADRINARAYANDAS-x5f 4 місяці тому +31

    ଭଲ ଖବର ଆହୁରି ଭଲ ଉପସ୍ଥାପନା

  • @munnamishra6818
    @munnamishra6818 4 місяці тому +8

    ସଚ୍ଚୋଟ ଭାବେ ବଞ୍ଚିବାରେ ଗୋଟେ ଅଲଗା ଆନନ୍ଦ ଥାଏ।

  • @gaganbiharibehera7369
    @gaganbiharibehera7369 3 місяці тому +11

    ପୁଅ ବଡ଼ ଅଫିସର ହେଲା ପରେ ବାପା ର ପରିଚୟ ଦେବାକୁ ଭୁଲି ଯାଉଛନ୍ତି ଏମିତି ଅନେକ ଜାଗାରେ ହେଇଛି ଝିଅକୁ ପାଠ ପଢ଼ାଇବା ଉଚିତ୍ ନୟ ଜଗନ୍ନାଥ

    • @banamalirana4379
      @banamalirana4379 Місяць тому

      ଏହା ତ ନିରାଟ ସତ୍ୟ,ହେଲେ ସମସ୍ତେ ସମାନ ନୁହନ୍ତି ଯଦି ଗୋଟେ ପୁଅ ବଡ଼ ଚାକିରି କଲା ପରେ ଯଦି ତାଙ୍କ ବାପା ଙ୍କୁ ମନା କରେ କି ତୁମେ ଆଉ ଦୋକାନ ଯାଓନି ତୁମେ ରେଷ୍ଟ କର ତାହାଲେ ସେ ପୁଅ କଣ ଖରାପ କି ଏ ସମାଜ ପାଇଁ,କିନ୍ତୁ ଲୋକେ କୁହନ୍ତି ପୁଅ ଚାକିରି କଲା ବୋଲି ବାପାକୁ ଦୋକାନ ଯିବା ବନ୍ଦ କରି ଦେଲା l

  • @Susant160
    @Susant160 4 місяці тому +28

    ଆପଣଙ୍କ ସ୍ବପ୍ନ ସାକାର ହେଉ ପ୍ରଭୁ ଅନନ୍ତ ଗୋପାଳଙ୍କ ପାଖରେ ମୁ ଗୁହାରି କରିବି

  • @priyadarsanmallick8925
    @priyadarsanmallick8925 4 місяці тому +10

    ଭଗବାନ୍ କ୍ରୃପାରୁ ପିଲା ମାନେ ଏହାକୁ ବୁଝନ୍ତୁ ଓ ଏହାର ମୂଲ୍ୟ ଉଠାନ୍ତୁ ।

  • @AkshayaKumarRath
    @AkshayaKumarRath 4 місяці тому +11

    ଅଶେଷ ଅଶେଷ ଧନ୍ୟବାଦ।

  • @pradeeppalai
    @pradeeppalai 3 місяці тому +4

    ହୃୟସ୍ପର୍ଶୀ ଦୃଶ୍ୟ, ଭଗବାନ ତାଙ୍କ ପରିବାର କୁ ଭଲ ରଖି ଥାଆନ୍ତୁ

  • @basudevmutuka387
    @basudevmutuka387 4 місяці тому +7

    ଜୀବନ ଥିବାଯାଏ କର୍ମ କରି ଚାଲନ୍ତୁ ଭଗବାନ ଶ୍ରୀ ଜଗନ୍ନାଥଙ୍କର କୃପା ଆପଣଙ୍କ ସହ ଥିବ

  • @pradoshbehura3794
    @pradoshbehura3794 4 місяці тому +9

    ମହାପ୍ରଭୁ ଶ୍ରୀ ଜଗନ୍ନାଥ ସପରିବାର ର ମଙ୍ଗଳ କରନ୍ତୁ।

  • @JAGABANDHUJENA-o4o
    @JAGABANDHUJENA-o4o 4 місяці тому +10

    ବାପା ସବୁ ବେଳେ ବାପା 🙏🙏🙏🙏

  • @sudiptrainofrhythm8529
    @sudiptrainofrhythm8529 3 місяці тому +6

    ଓଡ଼ିଶା ର ଲକ୍ଷେ ମାଗଣା ଖିଆ ଆଉ ଦୁର୍ନୀତି ରେ କଳା ପଇସା କମେଇ ଅୟେଶ କରୁଥିବା ବାବୁ ଙ୍କ ଠୁଁ ଏ ମଣିଷ ବହୁତ୍ ଉପରେ । ଏ ମଣିଷ ଆଉ ୟାର ପିଲା ମାନଙ୍କୁ ଭଗବାନ ସାହା ହବା ପାଇଁ ନିଜେ ମର୍ତ୍ତ୍ୟ କୁ ଓହ୍ଲେଇ ଆସିବେ ❤

  • @prahaladsahu5406
    @prahaladsahu5406 3 місяці тому +3

    ଭଗବାନ ହିଁ ଭରଷା , ଦୁଃଖ କଲେ ସୁଖ ଆସେ , ଜଗନ୍ନାଥ ଆପଣଙ୍କୁ ଶକ୍ତି ଦିଅନ୍ତୁ

  • @ranjanbaral9351
    @ranjanbaral9351 4 місяці тому +6

    ଆପଣଙ୍କର ନିଷ୍ଠାପର ଉଦ୍ୟମ କେବେ ବ୍ୟର୍ଥ ହେବନାହିଁ। ଭଗବାନ ଆଶୀର୍ବାଦ କରନ୍ତୁ।

  • @gopabandhubehera453
    @gopabandhubehera453 4 місяці тому +10

    🎉ବାପାମାଆ ଚାହିଁଲେ ପୁଅକୁ,ନିଶ୍ଚିତ ଭଲ ମଣିଷ କରିପାରିବେ ତାର,ଉଦାହରଣ ମୁନିଜେ,ମୁ ଘରୋଇ ସଂସ୍ଥାରେ କମ,ଦରମାରେ,କାମକରିକି,ମଧ୍ଯ ପୁଅକୁ,ଉତ୍ତମ ଶିକ୍ଷା,ଦେଇକି,ସ୍ୱାବଲମ୍ବୀ କରିପାରିଛି

  • @rabindrakumarrath2810
    @rabindrakumarrath2810 4 місяці тому +3

    ଜୟ ଜଗନ୍ନାଥ

  • @madhusudanbehera2129
    @madhusudanbehera2129 3 місяці тому +1

    ଅନେକ ଅନେକ ଧନ୍ୟବାଦ ପ୍ରଧାନ ବାବୁ

  • @gajendratandia7164
    @gajendratandia7164 4 місяці тому +8

    ଆପଣଙ୍କର ପରିବାରକୁ ଭଗବାନ୍ ଭଲରେ ରଖନ୍ତୁ

  • @prakashchandrasahoo2104
    @prakashchandrasahoo2104 4 місяці тому +4

    Hartley salute 🙏👍

  • @dipankarghosh5152
    @dipankarghosh5152 4 місяці тому +11

    Very emotional and touchable ......hats up to covering the good news......Thnx ❤😂

  • @satyasankar1
    @satyasankar1 4 місяці тому +17

    ଆଜିର ଯୁଗରେ ଏମିତି ବି ବାପା, ମା ଅଛନ୍ତି।
    ପୁଣି ପିଲାମାନେ ମଧ୍ୟ ଗୁଣ ର ହୋଇଛନ୍ତି ।
    ଆପଣ ମହାନ୍।

  • @biswaranjandora9211
    @biswaranjandora9211 4 місяці тому +4

    Salute to you sir❤❤

  • @kabiprasadsahoo1124
    @kabiprasadsahoo1124 4 місяці тому +3

    Awesome father indeed. I express my deep respect from the core of my heart for his relentless sacrifice to educate his children in spite of the severe financial crunch. May ALMIGHTY bless the family.

  • @LatamanjariGochhaita
    @LatamanjariGochhaita 2 місяці тому +1

    Really father is really hiro❤

  • @ShibanandSahu-kd5ck
    @ShibanandSahu-kd5ck 2 місяці тому

    Jay Jagannatha
    Swami Godbles you ❤❤❤❤❤

  • @itsmanu9412
    @itsmanu9412 4 місяці тому +3

    Very emotional and touchable.. ❤❤❤

  • @chinmayakumarmohapatra697
    @chinmayakumarmohapatra697 3 місяці тому +1

    Real inspiration for both parents and child 🎉🎉

  • @aduniamodunia6550
    @aduniamodunia6550 3 місяці тому +2

    କର୍ମବୀର ଙ୍କୁ ଶତ ସଲାମ 🙏.......

  • @pradeepbehura9721
    @pradeepbehura9721 3 місяці тому +2

    ଜଗନ୍ନାଥ ମଙ୍ଗଳ କରନ୍ତୁ

  • @cutekajal123
    @cutekajal123 4 місяці тому +8

    ପେଟ ପସ ନାହିଁ ଦଶ ପେଟ ପୋଷିବା ପାଇଁ ଯେକୋଣସି କାମ କରିଲେ ଆଉ ଆତ୍ମା ସଂମାନ ବଡେ 😊

  • @rameshchandraswain9660
    @rameshchandraswain9660 4 місяці тому +2

    God bless you and your children.

  • @legallaxiconsk5659
    @legallaxiconsk5659 4 місяці тому +6

    ଭାଇ ଟିକେ ଭାବିକି ଦେଖ। ଏଇ ପଟେ ରୋଜଗାର ର କଷ୍ଟ। ସେପଟେ ସେବା ନାଁରେ ଲୋକପ୍ରତିନିଧି ଙ୍କ ଡବଲ ପେନସନ ସହ ନାନା ଭତା ଓ ଆଲୋନ୍ସ।

  • @pabitramohanpasha8525
    @pabitramohanpasha8525 3 місяці тому

    ଜଗନ୍ନାଥ ସର୍ଵଦା ସହାୟ ହୁଅନ୍ତୁ। ଆପଣଙ୍କ ପରିଶ୍ରମ ଓ ଚିନ୍ତାଧାରା କୁ ପ୍ରଣାମ।

  • @JyotirmayaPanda-ei6yb
    @JyotirmayaPanda-ei6yb 4 місяці тому +1

    Heartiest salute to you brother

  • @debashishraha3349
    @debashishraha3349 4 місяці тому +3

    We salute you Sir, Kip it' Up.

  • @hadibandhusamal3924
    @hadibandhusamal3924 2 місяці тому

    ବହୁତଭଲ

  • @babajisahoo9136
    @babajisahoo9136 2 місяці тому

    ବହୁତ ଭଲ ଉପୟ

  • @santoshnandi8482
    @santoshnandi8482 3 місяці тому

    Bahut badhia. Apananka karjya prashansaniya 🙏

  • @shibaprasadpattnaik5492
    @shibaprasadpattnaik5492 4 місяці тому +5

    Subhechha O Subha kamana Bhaina 🙏 Jay Jagannatha Prabhu 🙏

  • @aurobindokumarbrik1536
    @aurobindokumarbrik1536 4 місяці тому +5

    Very simple man , talking very gently .

  • @binodable
    @binodable 2 місяці тому

    God bless You Sir

  • @sumitrajena9771
    @sumitrajena9771 4 місяці тому +4

    Real hero

  • @jayantanayak1793
    @jayantanayak1793 4 місяці тому +6

    ଏଠି ଯୁଗ ଓଲଟା ପାଠପଢି ସରକାରୀ ଚାକିରୀ କରି ଚୋରି କରି ଯିଏ ଯେତେ ଅଧିକ ଚୋରି କରିବ ସେତେ ସମ୍ମାନ ମିଳିବ

  • @NirbikarDehuri
    @NirbikarDehuri 3 місяці тому

    God. Bless.. U. For. Ever..

  • @kalpanasamal8462
    @kalpanasamal8462 3 місяці тому

    ଆମର ଭବିଷ୍ଯତ କୁ ଆଗକୁ ନବା ତନିହାତିକର୍ତବ୍ୟ ଓ ସମାଜକୁ ବାର୍ତ୍ତା ଜୟହୋ ଭାଇ👏

  • @cineworld2322
    @cineworld2322 4 місяці тому

    Bahut ..bhala re ruhantu apanka family au apana...
    Jay Jagannath... Bahut vala manisha apana..baba..❤ ...pila mane bi bahut agaku jibe...jay jagannath

  • @krushnamishra8826
    @krushnamishra8826 3 місяці тому

    Prabhu jagannath tumara paribaraku bhalare rakhantu

  • @narayanimohanty1621
    @narayanimohanty1621 4 місяці тому +1

    Hat's up to the parents
    God bless the family
    Keep it up n go ahead 👍

  • @rudraprasadsarangi7766
    @rudraprasadsarangi7766 2 місяці тому

    Jay jaganath god bless you

  • @babusahu2123
    @babusahu2123 4 місяці тому

    Salute u bhai🙏🙏🙏pilamane samajare nischay nam karibe aau aam gaonra teka rakhi aam gonku gourabanwita karibe

  • @rameshchandraswain9660
    @rameshchandraswain9660 4 місяці тому +1

    You are nice Example for all.

  • @BidyaDhar-ib7ht
    @BidyaDhar-ib7ht 4 місяці тому +7

    ଆଉ ଛୁଆ ବଡ଼ ହେଲା ପରେ ବାହା ହେଇ କି ମାଇଁକିନା କଥା ମାନି ବାପ ମା କୁ ଲାତ ମାରି ଘରୁ ବହାର କରି ବ

    • @penguins647
      @penguins647 4 місяці тому

      To chua smti kariba to sha

  • @subratanayak-tc4kx
    @subratanayak-tc4kx 2 місяці тому

    Great 👍🙏

  • @GirijasankarSarangi-yk2fd
    @GirijasankarSarangi-yk2fd 4 місяці тому +3

    Bahut bhala

  • @ujjwalahi4940
    @ujjwalahi4940 3 місяці тому

    Perfect brother.defeat is very easy but struggling is hard .....all the best

  • @mangulunahak6204
    @mangulunahak6204 4 місяці тому

    ଭଗବାନ ଆପଣଙ୍କ ଆଶା ଶୁନିଶ୍ଚିତ ପୂରଣ କରିବେ 🙏🙏ଜୟ ଜଗନ୍ନାଥ 🙏🙏

  • @chhabinamaharana-p8m
    @chhabinamaharana-p8m 3 місяці тому

    Speechless

  • @salmababyanwar291
    @salmababyanwar291 3 місяці тому

    Salute u🙏

  • @satyajitdash6859
    @satyajitdash6859 4 місяці тому +1

    No words,Tear in eyes

  • @BtdigitalDisom
    @BtdigitalDisom 4 місяці тому +1

    ଭାଇ ଆପଣ ପରକୁତି ମରଭାଇହେଇଥିଲେ ବହୁତ ଭଲହେଇଥାନତା 🎉🎉🎉🎉🎉🎉

  • @rabindranath1609
    @rabindranath1609 4 місяці тому +2

    Good Parents

  • @deepaksahoo2924
    @deepaksahoo2924 4 місяці тому +4

    Salute sir

  • @sachikantasahoo3390
    @sachikantasahoo3390 3 місяці тому +1

    ଏଥିରୁ ବହୁତ କିଛି ଶିଖନ୍ତୁ
    ଚାଷ ଜମି ର ଉପର ମୁଣ୍ଡରେ ଧନୀ ଲୋକ ଜାଗା କିଣି କି ତଳ ଭାଗ ର ଜମି କୁ ପାଣି ବନ୍ଦ କରି nashta କରି ଦେଉଛନ୍ତି
    ତେଣୁ ସରକାର ଉପର ମୁଣ୍ଡରେ ଥାଇ ପାଣି ବନ୍ଦ କରି ଦେଉଥିବା ଲୋକ କୁ ଜେଲ ପଠାନ୍ତୁ,
    ଇନ୍ଦିରା ଗାନ୍ଧୀ ଙ୍କ ଯୋଜନା ଥିଲା ଗୋଟେ ଲୋକ ବା ପରିବାର ର ଗୋଟେ ଘର , ସେ ଯୋଜନା ସରକାର ଶୀଘ୍ର ଲାଗୁ କରନ୍ତୁ

  • @benudharjena4359
    @benudharjena4359 3 місяці тому

    Thank you Bhai

  • @shobhaKhadiratna
    @shobhaKhadiratna 3 місяці тому

    Thank you

  • @sarojsamal7952
    @sarojsamal7952 4 місяці тому

    Jai Jagannath 🙏
    Bhai God bless you.
    Bahut agaku jibe apana.

  • @SunitaRaita-r3z
    @SunitaRaita-r3z 4 місяці тому

    God bless you always ❤

  • @soumyaranjangouda8751
    @soumyaranjangouda8751 4 місяці тому

    Great men 🙏🙏🙏

  • @nilamanimeher1592
    @nilamanimeher1592 3 місяці тому

    ଆପଣଙ୍କ ରଭାବନାବହୁତଭଲ

  • @ArunDas-hc5zz
    @ArunDas-hc5zz 3 місяці тому +1

    ଗାଳ୍ପିକ ବର୍ଣ୍ଣନା ର ଆବଶ୍ୟକ ନାହିଁ।ବାସ୍ତବତା ପ୍ରଦର୍ଶନ କର ।ରାଷ୍ଟ୍ର,ସମାଜ,ଏକ ବୃକ୍ଷ ସଦୃଶ୍ୟ,। ଫୁଲ ଫଳ ଆକର୍ଷଣ,କିନ୍ତୁ ତାହା ସମ୍ଭବ ଚେର ଯୋଗୁ। ଠେଲା ବାଲା,ରିକ୍ସ୍ଵ ବାଲା,ମୂଲିଆ,ମିସ୍ତ୍ରୀ,ଙ୍କୁ ହୀନ ମାନ୍ୟତା ସର୍ବଦା ନିଦାନୀୟ,ଏମାନେ ଚେର ସଦୃଶ୍ୟ ।

  • @kabitaparida5831
    @kabitaparida5831 4 місяці тому

    great video salute you

  • @pitabaspani8109
    @pitabaspani8109 3 місяці тому

    🙏🙏🙏 Jay jaganath Jay shree Ram Jay hind jay bharat God bless you sir

  • @kapindrabhuyan3061
    @kapindrabhuyan3061 3 місяці тому +1

    ବେଳେ ବେଳେ ପରିସ୍ଥିତି ମଣିଷ କୁ ଅସହାୟ କରିଦିଏ

  • @ayeshapriyadarshini9927
    @ayeshapriyadarshini9927 4 місяці тому

    God bless you

  • @deepaksahoo2924
    @deepaksahoo2924 4 місяці тому +4

    He is great

  • @anantarout1990
    @anantarout1990 3 місяці тому

    I SALUTE ୟୁ.. YOU ARE GREAT.. YOU ARE IDEAL PARENTS.. GOD ବିଲ୍ଲ HELP YOU.. HOPE YOUR FUTURE LIFE SUCCESSFULL

  • @ratnakarsethi8403
    @ratnakarsethi8403 4 місяці тому

    Great 👍. Inspiration for others

  • @Karanultrasonic
    @Karanultrasonic 4 місяці тому +2

    Tq bhai

  • @biranchimirdha5401
    @biranchimirdha5401 3 місяці тому

    ହେ ଭଗବାନ ନୀସହା କୁ ସାହା ହୁଅ ।

  • @debasysn5125
    @debasysn5125 4 місяці тому

    Salute vai

  • @ajitnayak4342
    @ajitnayak4342 4 місяці тому

    Salute u sir

  • @babupati8067
    @babupati8067 4 місяці тому

    Thank to you sir

  • @santoshkumarjena9798
    @santoshkumarjena9798 4 місяці тому

    🙏🙏🙏🙏🙏ହର ହର ମହାଦେବ🙏🙏🙏🙏

  • @Odishakatha525
    @Odishakatha525 3 місяці тому +1

    ଏ କଠିନ ପରିଶ୍ରମର ଫଳ ଈଶ୍ୱର ତାଙ୍କୁ ନିଶ୍ଚୟ ଦେବେ ।

  • @niranjanrout8651
    @niranjanrout8651 4 місяці тому

    God bless you 🙏🙏

  • @sasmitas94
    @sasmitas94 4 місяці тому +1

    Work s worship 💪

  • @akshayabaliarsingh2313
    @akshayabaliarsingh2313 3 місяці тому

    Duty is.god

  • @GourangaPruseth
    @GourangaPruseth 4 місяці тому

    Good news

  • @Kalandicharansahoo-pz6gj
    @Kalandicharansahoo-pz6gj 4 місяці тому

    Aapana safala hebe ❤❤❤ pranam

  • @pragyasininayak4043
    @pragyasininayak4043 4 місяці тому

    Jay Jagannath

  • @dusmantpalatasingh6598
    @dusmantpalatasingh6598 4 місяці тому

    Jaya Jagannath swami 🎉🎉🎉

  • @amohapatra123
    @amohapatra123 4 місяці тому +4

    Video ti ra Dum achi❤