Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
ଚରଣ ଭାଇ ଙ୍କ କେତେ ଲୋକ ଫ୍ୟାନ୍ ଅଛ, like kara
କେଉଁମାନେ ଚାହୁଁଛନ୍ତି ସୁଧାକର ଭାଇ ଆସନ୍ତୁ ବୋଲି.......👍
Jay jagannath jay Jagatsinghpur
ଓଡ଼ିଶା ମାଟି ର ଗର୍ବ ଶ୍ରୀଚରଣ ମହାନ୍ତି ଅଦ୍ୱିତୀୟ ଭଜନ ଗାୟକ❤❤
Jay shree jagannath Swami......jay Jagatsinghpur
ଶ୍ରୀ ଚରଣ ସାର୍ ଆପଣଙ୍କ ର ମଜା ମଜା କଥା ଭାରି ଭଲ ଲାଗୁଚି,🙏
ବହୁତ ସୁନ୍ଦର ଭାବ ପୂର୍ଣ୍ଣ ସଙ୍ଗୀତ କାର୍ଯ୍ୟକ୍ରମ। ଆନନ୍ଦ ଲାଗିଲା। ଧନ୍ୟବାଦ।
ରବୀନ୍ଦ୍ର ଭାଇ ଙ୍କ କଣ୍ଠ ରୁ ସବୁ ଗୀତ ଶୁଣିବାକୁ ବହୁତ ଭଲ ଲାଗେ 🙏
ଜୟ ଜଗନ୍ନାଥ 🙏🙏 ଚରଣ , ରବୀନ୍ଦ୍ର, ଭାଇ ଅଛି ପୁରା ମଜା ଲାଗିବ , ଅତି ସୁନ୍ଦର , ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🙏
ବିଭୁ ପ୍ରସାଦ ନନ୍ଦ ପୁରା ଟାଲେଣ୍ଟ
ପୁରାତନ ଗାୟକ ଗାୟିକା ଙ୍କ ଶ୍ରଦ୍ଧାଞ୍ଜଳି ରେ ଗୋଟେ ଅଧ୍ୟାୟ ହେଉ ।
ଶ୍ରୀ ଚରଣ ଭାଇ ❤️❤️❤️❤️
Sricharana Bhai best👍👍 jay jagannath 🙏🙏
ଯେତେ ଯାହା କୁହ ଭାଇନା ଆପଣଙ୍କର ଉପସ୍ଥାପନା ଖୁବ୍ ସୁନ୍ଦର ଆଉ ଆପଣଙ୍କର absence ରେ କିଛି ଅଧ୍ୟାୟ ତ ହେଲା କିନ୍ତୁ ଏମିତି ମଜା ଆସିଲାନି।ଆଉ senior senior ରେ ଅନ୍ତାକ୍ଷରି ର ଯୋଉ ମଜା ଆସୁଚି junior ରେ ନାହିଁ। legends are always best। ପ୍ରଭୁ ଜଗନ୍ନାଥ ଙ୍କ କୃପା ରୁ ଏମିତି ଭଜନ ଅନ୍ତାକ୍ଷରୀ ଚାଲିଥାଉ।ଭାଇନା ରାଧାକାନ୍ତ ନନ୍ଦ ଙ୍କ ଅନୁପସ୍ଥିତି ସବୁବେଳେ ଅନୁଭବ ହୁଏ।❤❤❤
Charana sir ka bina bhajana atakyari adhura❤❤
ଶ୍ରୀ ଚରଣ ସାର୍ ଙ୍କ ବିନା ଭୋଜନ ଅନ୍ତାକ୍ଷରୀ ଭଲ ଲାଗେନା।
Sei Charan sir ❤❤❤
ରବି ଭାଇ ସୁନ୍ଦର ଗାଇଲେ. ବହୁତ ଭଲ ଲାଗିଲା ଏହି ଅଧ୍ୟାୟ❤.
ସିଜନ ୪ ରେ ମୁଁ ଯାହା ଲକ୍ଷ୍ୟ କଲି ଯେ ପଞ୍ଚମ ଦଳ ଟି ଭାରି ଭାଗ୍ୟବାନ କାରଣ ଅଧିକାଂଶ ସମୟରେ ସେହି ଦଳ ଟି ହିଁ ବିଜେତା ହେଉଛି ।ଭଜନ ଅନ୍ତାକ୍ଷରି ର ଟିମ୍ କୁ ଅନୁରୋଧ କରୁଛି ଯେ ବିଭୁ ଭାଇ ଙ୍କୁ ଗୋଟେ ଗୀତ ଗାଇବାକୁ ସୁଯୋଗ ଦିଅନ୍ତୁ ।ଜୟ ଜଗନ୍ନାଥ, ଜୟ ଭଜନ ଅନ୍ତାକ୍ଷରି,ଜୟ ଶ୍ରୀଚରଣ ।
👍👍👍👍👍👍
ପାରମ୍ପରିକ ସଙ୍ଗୀତ ର ଗୋଟେ episode କରାଯାଉ
ଚରଣଦା ଆପନି ଭାଲୋ ବୋଲ୍ ଛେନ୍
Rabi vai voice❤❤
ଚରଣ ଭାଈ 👍
Bibhuprasd nanada badhiaaa🎉🎉🎉
Bibhuprasd bhai Excellent khanjni badya
Excellent sri charana
ବନ୍ଦଇ ଶ୍ରୀ ବଳଦେବ ରୋହିଣି ନଣନ୍ଦ ଏହି ଗୀତ ଟି ବହୁ ସୁନ୍ଦର, ଶ୍ରୀଚରଣ ସାର୍ ଏହି ଗିତଟିକୁ ବହୁତ୍ ଭଲ ଗାନ୍ତି, ନୀଳାଚଳ ଶବ୍ଦ ରେ ମୋ ପସନ୍ଦ ଆଉ ଓଡ଼ିଆ ବସୀ ଙ୍କ ପସନ୍ଦ ଗୀତ ଶ୍ରୀଚରଣ ସାର୍ ଙ୍କ ନିଜ ଗୀତ ଟି ତାଙ୍କର ମନରେ ପଡିଲାନିସମସ୍ତେ ମୋର ପସନ୍ଦ ଗାୟକ ଗାୟିକା
ଅମୀମା ପଣ୍ଡାଙ୍କୁ ଆମେମାନେ ସମସ୍ତେ ମିସ୍ କରୁଛୁ ଦୟା କରି ଅସୀମା ମାମ୍ ଙ୍କୁ ଅଣାଯାଉ ମୁଁଠିକ୍ କହିଲି ନା
ଜୟ ଜଗରନ୍ନାଥ 🙏🙏 ମୁ ଭଜନ ଆନ୍ତକ୍ଷାରୀ ମାଧ୍ୟମରେ ଭାବ ର ଗୀତ ବହୁତ ପୁରୁଣା ଗୀତ ବି ଶୁଣିବାକୁ ପାଉଛି ସେଇଥି ପାଇଁ ବହୁତ ଧନ୍ୟବାଦ ଆପଣ ଙ୍କ ଉପସ୍ଥାପନା କୁ ଆଉ ଚରଣ sir ଙ୍କ କମେଡି ବହୁତ ପସନ୍ଦ ଯେତେ କାଠି ଗଡିବ 1 ଫୁଟିଲେ ଭଲ ହେଇ ଥାନ୍ତ 😄😄😄😄🙏
ଓଡିଶାର ଦୁଇ ସୁପରହିଟ ଗାୟିକା ଇରା ମାଡାମ ଆଉ ଶୈଳଭାମା ମାଡାମ ଜଣେ ଆସୁଛନ୍ତି ଆଉ ଖାଲି ଇରା ମାଡାମ ଥରେ ଆସିଲେ ବହୁତ ସୁନ୍ଦର ହୁଅନ୍ତା
ଭଜନ ଅନ୍ତାକ୍ଷରୀ ଦେଖିଲେ ଭକ୍ତି ନ ଥିଲେ ମଧ୍ୟ ଭକ୍ତି ହୁର୍ଦୟରେ ଜନ୍ମ ହୁଏ ସେଥିପାଇଁ ସର୍ବଶ୍ରେଷ୍ଠ ପୋଗ୍ରାମ ଏବଂ ସବୁପ୍ରକାର ଭଜନ ଶୁଣିବାକୁ ମିଳେ ଯେଉଁ ଦିନ ପ୍ରସ୍ତୁତି ଭଲ ହେଇଥିବ ସେଦିନ ଆନନ୍ଦ ଆସିଯାଏ❤❤️🙏❤️❤️
Actually aji bibhuprasad Bhai nka voice suni ki bhut maja lgila 😊🎉
ଆଜି ଭଲ ଲାଗିବ ଶ୍ରୀ ଚରଣ ଭାଇ ଅଛନ୍ତି
I ❤ Charana
Sir,ଗୋଟେ ଗୀତିନାଟ୍ୟ episode ଆଣନ୍ତୁ।Please sirAU ସେ episode re କେବଳ senior singer ଙ୍କୁ ରଖନ୍ତୁ।
Charana bhai sri baladeba👌💕
Nilachala dhama jaimu paruni
ପ୍ରାର୍ଥନ୍ତିଟିଭି, ଅଡିସନ, ଡେଟ,
Charana bhai .All the best ❤
ବହୁତ ଭଲ ଲାଗିଲା
Bada deule Bada Thakur time ta prabhu chhpana bhogi
Charana Bhai nka pain gote like hau
Sri Charan mahanti jindabaad
Sailabhama Mahapatra nka voice❤❤❤
ବହୁତ୍ ସୁନ୍ଦର୍ 🙏
ସୁଧାକର ମିଶ୍ର sir କୁ ଆଣନ୍ତୁ
Charan bhai 💯💯💯
Jay shree jagannath 🙏🏻🙏🏻
ଜୟ ଜଗନ୍ନାଥ ❤
ଅତି ସୁନ୍ଦର ଅଧ୍ୟାୟ ❤❤❤❤❤❤
ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏🪔
Sudha prasad mishra nku anantu.charan and sudha bhaina combination great. (Sudha+charana+sailabhama) fantastic
Charana bhai nka bhajana jetiki..madhura .hasa ta v bahuta Sundar ❤
Season 1 ର episode no 144 ଦେଖିବାକୁ ଅନୁରୋଧ ବହୁତ ଭଲ ଲାଗିବ ଏହା ଠାରୁ ବହୁତ ଭଲ ଲାଗିବ
Ok❤
Bibhu prasad nka ai khanjani bajaiba bahut badhia lage
My favourite program 🎉❤
ଚରଣ ଭାଇ ଆସିଲେ vala ରାଗିଲା
Manasi patra dinabandhu ehi alishre chhamure gita tiku bahut sundar gaile
❤❤❤🎉🎉
Bahut bhala lage mote.........
Charan sir good
Charan sir best jok
Bhai next episode ra khanjni badeya aaou thara Bibhuprasd bhai🎉🎉🎉
Sricharan sir is best 🙏🙏🙏
Bahut sundar
Charan vai rahile program pura best hauci
Bahut bahut dhanyawad pura tim ku ama Odisha ra parampara Jay Jagannath 🙏🙏🙏❤️❤️❤️❤️❤️
Tabala badan khub sundar bapu se beta jada
❤❤ ଜୟ ଜଗନ୍ନାଥ ❤❤ ଜୟ ଶ୍ରୀ କୃଷ୍ଣ ❤❤ ଜୟ ଶ୍ରୀ ରାମ ❤❤
Gagan, sudhakar, asima didi sabu puruna asantu
ବିଭୁ ଭାଇ କଣ ଟାଲେଣ୍ଟ ମାନିବାକୁ ପଡ଼ିବ , ରାଧାକାନ୍ତ sir ଙ୍କ ଭଳି ତୁମେବି ବହୁତ ନାମ କରିବ
Charan sir ur great
Jay jagannath
Jay jannath sree charan great full singer ❤❤❤
Manmathasirnku vumisthha pranam
Very nice Jay jagannath🙏🙏🙏🙏🙏🙏🙏
Bahut Sundar Laguchhi.
Jay shree Jagannath 🙏🙏
Manasi Patra Mam Pura Super Voice 👌 👍 Bahut Bhala Lage
Bahut badhiya ❤❤
Jay shree jagannath
Download jemiti heba semiti kara sir jaldi
Jay Jagannath❤❤❤❤❤👍👍👍👍👍👍
Full maja asigala aji
ସୁଧାକର ମିଶ୍ରଙ୍କୁ ଆଣନ୍ତୁ
Bhala lagila
ଏଇ କଳାକାର ଙ୍କ ର ଆଉ ଦଉନାହାନ୍ତି ସେ ଅଲଗା ମାନେ ଭଲ ଲାଗୁ ନାହଁନ୍ତି
Manasi Patra, exllent .
Srichana sir achanti Sethi aji ep bhala lagila
Jay jagannat ❤❤❤❤🎉🎉🎉
Sri charan super
Kahin pain chakadola Gita ra tyahi kn bajeile sonu bhaina 🙏 outstanding ❤
बहुत सुंदर भजन अंताक्षरी 🎉🎉🎉
Kali sricharana bhai na thila boli ama kali dakiluni
My God Sri Charan Odisara Ratna . Knowledge , singing n laughing joke …..😂🙏
Charan sari is best sinagr
Anjali mam so beautiful ❤️❤️
Moro Anuradha je shabd prajyare gitanatya rakhantu 🙏🙏🙏
Bhibuprasada Bhai ... ❤❤❤ 🫡🫡🫡🫡 Best Of Odisha 🎉😊😮
Mu charana bhae fan
Charan bhai jindabad 😂
ଚରଣ ଭାଇ ଙ୍କ କେତେ ଲୋକ ଫ୍ୟାନ୍ ଅଛ, like kara
କେଉଁମାନେ ଚାହୁଁଛନ୍ତି ସୁଧାକର ଭାଇ ଆସନ୍ତୁ ବୋଲି.......👍
Jay jagannath jay Jagatsinghpur
ଓଡ଼ିଶା ମାଟି ର ଗର୍ବ ଶ୍ରୀଚରଣ ମହାନ୍ତି ଅଦ୍ୱିତୀୟ ଭଜନ ଗାୟକ❤❤
Jay shree jagannath Swami......jay Jagatsinghpur
ଶ୍ରୀ ଚରଣ ସାର୍ ଆପଣଙ୍କ ର ମଜା ମଜା କଥା ଭାରି ଭଲ ଲାଗୁଚି,🙏
ବହୁତ ସୁନ୍ଦର ଭାବ ପୂର୍ଣ୍ଣ ସଙ୍ଗୀତ କାର୍ଯ୍ୟକ୍ରମ। ଆନନ୍ଦ ଲାଗିଲା। ଧନ୍ୟବାଦ।
ରବୀନ୍ଦ୍ର ଭାଇ ଙ୍କ କଣ୍ଠ ରୁ ସବୁ ଗୀତ ଶୁଣିବାକୁ ବହୁତ ଭଲ ଲାଗେ 🙏
ଜୟ ଜଗନ୍ନାଥ 🙏🙏 ଚରଣ , ରବୀନ୍ଦ୍ର, ଭାଇ ଅଛି ପୁରା ମଜା ଲାଗିବ , ଅତି ସୁନ୍ଦର , ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🙏
ବିଭୁ ପ୍ରସାଦ ନନ୍ଦ ପୁରା ଟାଲେଣ୍ଟ
ପୁରାତନ ଗାୟକ ଗାୟିକା ଙ୍କ ଶ୍ରଦ୍ଧାଞ୍ଜଳି ରେ ଗୋଟେ ଅଧ୍ୟାୟ ହେଉ ।
ଶ୍ରୀ ଚରଣ ଭାଇ ❤️❤️❤️❤️
Sricharana Bhai best👍👍 jay jagannath 🙏🙏
ଯେତେ ଯାହା କୁହ ଭାଇନା ଆପଣଙ୍କର ଉପସ୍ଥାପନା ଖୁବ୍ ସୁନ୍ଦର ଆଉ ଆପଣଙ୍କର absence ରେ କିଛି ଅଧ୍ୟାୟ ତ ହେଲା କିନ୍ତୁ ଏମିତି ମଜା ଆସିଲାନି।ଆଉ senior senior ରେ ଅନ୍ତାକ୍ଷରି ର ଯୋଉ ମଜା ଆସୁଚି junior ରେ ନାହିଁ। legends are always best। ପ୍ରଭୁ ଜଗନ୍ନାଥ ଙ୍କ କୃପା ରୁ ଏମିତି ଭଜନ ଅନ୍ତାକ୍ଷରୀ ଚାଲିଥାଉ।
ଭାଇନା ରାଧାକାନ୍ତ ନନ୍ଦ ଙ୍କ ଅନୁପସ୍ଥିତି ସବୁବେଳେ ଅନୁଭବ ହୁଏ।❤❤❤
Charana sir ka bina bhajana atakyari adhura❤❤
ଶ୍ରୀ ଚରଣ ସାର୍ ଙ୍କ ବିନା ଭୋଜନ ଅନ୍ତାକ୍ଷରୀ ଭଲ ଲାଗେନା।
Sei Charan sir ❤❤❤
ରବି ଭାଇ ସୁନ୍ଦର ଗାଇଲେ. ବହୁତ ଭଲ ଲାଗିଲା ଏହି ଅଧ୍ୟାୟ❤.
ସିଜନ ୪ ରେ ମୁଁ ଯାହା ଲକ୍ଷ୍ୟ କଲି ଯେ ପଞ୍ଚମ ଦଳ ଟି ଭାରି ଭାଗ୍ୟବାନ କାରଣ ଅଧିକାଂଶ ସମୟରେ ସେହି ଦଳ ଟି ହିଁ ବିଜେତା ହେଉଛି ।ଭଜନ ଅନ୍ତାକ୍ଷରି ର ଟିମ୍ କୁ ଅନୁରୋଧ କରୁଛି ଯେ ବିଭୁ ଭାଇ ଙ୍କୁ ଗୋଟେ ଗୀତ ଗାଇବାକୁ ସୁଯୋଗ ଦିଅନ୍ତୁ ।
ଜୟ ଜଗନ୍ନାଥ, ଜୟ ଭଜନ ଅନ୍ତାକ୍ଷରି,ଜୟ ଶ୍ରୀଚରଣ ।
👍👍👍👍👍👍
ପାରମ୍ପରିକ ସଙ୍ଗୀତ ର ଗୋଟେ episode କରାଯାଉ
ଚରଣଦା ଆପନି ଭାଲୋ ବୋଲ୍ ଛେନ୍
Rabi vai voice❤❤
ଚରଣ ଭାଈ 👍
Bibhuprasd nanada badhiaaa🎉🎉🎉
Bibhuprasd bhai Excellent khanjni badya
Excellent sri charana
ବନ୍ଦଇ ଶ୍ରୀ ବଳଦେବ ରୋହିଣି ନଣନ୍ଦ ଏହି ଗୀତ ଟି ବହୁ ସୁନ୍ଦର, ଶ୍ରୀଚରଣ ସାର୍ ଏହି ଗିତଟିକୁ ବହୁତ୍ ଭଲ ଗାନ୍ତି,
ନୀଳାଚଳ ଶବ୍ଦ ରେ ମୋ ପସନ୍ଦ ଆଉ ଓଡ଼ିଆ ବସୀ ଙ୍କ ପସନ୍ଦ ଗୀତ ଶ୍ରୀଚରଣ ସାର୍ ଙ୍କ ନିଜ ଗୀତ ଟି ତାଙ୍କର ମନରେ ପଡିଲାନି
ସମସ୍ତେ ମୋର ପସନ୍ଦ ଗାୟକ ଗାୟିକା
ଅମୀମା ପଣ୍ଡାଙ୍କୁ ଆମେମାନେ ସମସ୍ତେ ମିସ୍ କରୁଛୁ ଦୟା କରି ଅସୀମା ମାମ୍ ଙ୍କୁ ଅଣାଯାଉ ମୁଁଠିକ୍ କହିଲି ନା
ଜୟ ଜଗରନ୍ନାଥ 🙏🙏 ମୁ ଭଜନ ଆନ୍ତକ୍ଷାରୀ ମାଧ୍ୟମରେ ଭାବ ର ଗୀତ ବହୁତ ପୁରୁଣା ଗୀତ ବି ଶୁଣିବାକୁ ପାଉଛି ସେଇଥି ପାଇଁ ବହୁତ ଧନ୍ୟବାଦ ଆପଣ ଙ୍କ ଉପସ୍ଥାପନା କୁ ଆଉ ଚରଣ sir ଙ୍କ କମେଡି ବହୁତ ପସନ୍ଦ ଯେତେ କାଠି ଗଡିବ 1 ଫୁଟିଲେ ଭଲ ହେଇ ଥାନ୍ତ 😄😄😄😄🙏
ଓଡିଶାର ଦୁଇ ସୁପରହିଟ ଗାୟିକା ଇରା ମାଡାମ ଆଉ ଶୈଳଭାମା ମାଡାମ
ଜଣେ ଆସୁଛନ୍ତି ଆଉ ଖାଲି ଇରା ମାଡାମ ଥରେ ଆସିଲେ ବହୁତ ସୁନ୍ଦର ହୁଅନ୍ତା
ଭଜନ ଅନ୍ତାକ୍ଷରୀ ଦେଖିଲେ ଭକ୍ତି ନ ଥିଲେ ମଧ୍ୟ ଭକ୍ତି ହୁର୍ଦୟରେ ଜନ୍ମ ହୁଏ ସେଥିପାଇଁ ସର୍ବଶ୍ରେଷ୍ଠ ପୋଗ୍ରାମ ଏବଂ ସବୁପ୍ରକାର ଭଜନ ଶୁଣିବାକୁ ମିଳେ ଯେଉଁ ଦିନ ପ୍ରସ୍ତୁତି ଭଲ ହେଇଥିବ ସେଦିନ ଆନନ୍ଦ ଆସିଯାଏ❤❤️🙏❤️❤️
Actually aji bibhuprasad Bhai nka voice suni ki bhut maja lgila 😊🎉
ଆଜି ଭଲ ଲାଗିବ ଶ୍ରୀ ଚରଣ ଭାଇ ଅଛନ୍ତି
I ❤ Charana
Sir,
ଗୋଟେ ଗୀତିନାଟ୍ୟ episode ଆଣନ୍ତୁ।
Please sir
AU ସେ episode re କେବଳ senior singer ଙ୍କୁ ରଖନ୍ତୁ।
Charana bhai sri baladeba👌💕
Nilachala dhama jaimu paruni
ପ୍ରାର୍ଥନ୍ତିଟିଭି, ଅଡିସନ, ଡେଟ,
Charana bhai .All the best ❤
ବହୁତ ଭଲ ଲାଗିଲା
Bada deule Bada Thakur time ta prabhu chhpana bhogi
Charana Bhai nka pain gote like hau
Sri Charan mahanti jindabaad
Sailabhama Mahapatra nka voice❤❤❤
ବହୁତ୍ ସୁନ୍ଦର୍ 🙏
ସୁଧାକର ମିଶ୍ର sir କୁ ଆଣନ୍ତୁ
Charan bhai 💯💯💯
Jay shree jagannath 🙏🏻🙏🏻
ଜୟ ଜଗନ୍ନାଥ ❤
ଅତି ସୁନ୍ଦର ଅଧ୍ୟାୟ ❤❤❤❤❤❤
ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏🪔
Sudha prasad mishra nku anantu.charan and sudha bhaina combination great. (Sudha+charana+sailabhama) fantastic
Charana bhai nka bhajana jetiki..madhura .hasa ta v bahuta Sundar ❤
Season 1 ର episode no 144 ଦେଖିବାକୁ ଅନୁରୋଧ
ବହୁତ ଭଲ ଲାଗିବ
ଏହା ଠାରୁ ବହୁତ ଭଲ ଲାଗିବ