Ye abe prayata jani nahanti bidhayaka gana shikhya auo ucha shikhya school auo college different jani nahi ye ki mla thik katha patha n jani styel marile. Khali moha dekhile kana heba aga kichi janibaku chesta kara. Ye puni 2time chairmen se anchalara loka mana ku dhanyabda ate murka mahila ku banchuchanti jahaku ki hi jana nai se area development heba kemiti
ବିଧାୟିକା ମହୋଦୟ ୨୪ବରଷଆପଣକଂ। ସରକାର ଷୋଈଥିଲେ କି ଆଜି ନିଦ ଖୋଲିଲା କି😂😂😂
ଠିକ୍
Sata katha ta eta 24 barsa hela soithila na kan.
ଶଂଖ ଭବନରେ ମାଡାମ ତାଲିମପ୍ରାପ୍ତ ତେଣୁ ବିଧାନସଭା ର ନିୟମଗୁଡ଼ିକ ଜାଣି ନାହାଁନ୍ତି
Jiaa gharar mukhya bartaman taku kahibe k alga. Lok ku kahibe
ଜାହା ହଉ ଶାସନରେ ମାନୁ ନଥିଲା ଏବେ ଖୋଲି କହୁଚିbjd,ସ୍କୁଲରେ ଶିକ୍ଷକ ନାଁହାନ୍ତି ବୋଲି ସଚୋନୀୟ ପଢା
କଲେଜରେ ଅଧ୍ୟାପକ ନାହାନ୍ତି ସ୍କୁଲରେ ଶିକ୍ଷକ ନାହାନ୍ତି ତେଣୁ ଚବିଶ ବର୍ଷ ଶାସନରେ ଥିବା ନବୀନ ପଟ୍ଟନାୟକ ଙ୍କୁ ପଚରା ଗଲେ ଭଲ ହୁଅନ୍ତା
ଏବେ ୫ ବର୍ଷ ତାକୁ ଦାଇ କରିବେ ?
@@soumyaaaaaaaaaaaaaa aei sabu asubidha pai kana 3 masaa Sarkar dai
Modi 15 barse re kn ta kala😂😂 se logic re
କଣ ଆଜି ଶିକ୍ଷକ ଙ୍କ ର ଅଭାବ ହେଲା 24 ବର୍ଷ ହେଲା ଅଭବ ଥିଲା ନବୀନ ବାବୁ ଙ୍କୁ ପଚାର ସିଏ କହିପାରିବେ 😂
24 ବର୍ଷ ର ଯୋଉ କଳଙ୍କିତ ଶାସନ BJD କରିଛି
ବିଧାୟିକା ଉପସ୍ଥାପନା କରିଛନ୍ତି
ଶଙ୍ଖ ଭବନ ତାଲିମ 🤣
😂😂😂😂
ବିଜେଡି ର ନେତାମାନେ ୨୪ ବର୍ଷ କେଉଁଠି ସୋଇଥିଲେ ବାଚସ୍ପତି ମହାଦୟା ଆଗେ ପଚାରନ୍ତୁ
Bole bole hotel re soi thile
Particular topic ଥାଏ ଆଲୋଚନା ପାଇଁ, ଆଜି topic education ବିଷୟରେ ଥିଲା ଜଳସମ୍ପଦ ନ ଥିଲା
ସରକାରୀ ଭାବେ କରାଯାଉଥିବା ବିଧାୟକ ମାନଙ୍କ ଟ୍ରେନିଂ ପ୍ରୋଗ୍ରାମ କୁ ନ ଆସିବାର ପରିଣାମ।
ବିଧାୟିକା ହେବା ଯୋଗ୍ୟତା ନାହିଁ ବିଜେଡି ପ୍ରାର୍ଥୀ କଲା କାହିଁକି
ମୁର୍ଖ ମହିଳା
ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ହିଁ ଶୁଣିବାକୁ ଭଲ ଲାଗେ
24 Barsha Kano koruthila tome BJD sarkar Madam
Khali Ranga mara kama heuthila
ଭବାନୀପାଟଣା କଲେଜ ରେ ନୂଆ ଓଡ଼ିଶା ଯୁବ ଓଡ଼ିଶା କାର୍ଯକ୍ରମ କଲ ।ରାଜନୀତି କଲ । କଲେଜ ପିଲାଙ୍କ ଭୋଟ ପାଇବା ପାଇଁ
ବିଧୟିକା ଜାଣୁ ନାହାନ୍ତି
Suraj ❤❤
ମେଡିଆ ପାଇଁ କଠୋର ଆଇନ ଆସିବା ଦରକାର ... ଯେଉଁ ମେଡିଆ କୌଣସି ରାଜନୀତିକ ଦଳର ଚାଟୁକାରିତା କରିବା ତାକୁ ପୁରା ban ସହିତ fine ପାଇଁ ଆଇନ ଆସିବା ଦରକାର .. ଆଜିର ମେଡିଆ ସବୁ ଗୋଟେ ଗୋଟେ ରାଜନୀତିକ ଦଳ ପାଇଁ ଚାମଚାଗିରି ଚଳାଇଛନ୍ତି ... ସେ ଯଉ ଚାଁନେଲ ବି ହଉ ତାକୁ ban କରିବା ଦରକାର
ତିଚେର ଅଭାବ ହା ହା
ଲୋକେ କେମିତି ଏମାନଙ୍କୁ ଭୋଟ ଦେଇକି ଜିତାଉଛନ୍ତ
BJD ଦଳ କଣ କହୁଛି ଭାଙ୍ଗ ପିଇ ଦେଇଛି ଏ ଟଙ୍କା ଦେଇ ଜିତିଛି
BJD 24:ବର୍ଷ ର ଶାସନ 6 ମାସ ର ବିଜେପି ଶାସନ ଉପରେ କାଦୁଅ ଫିଙ୍ଗି ବା ସଦୃଶ
ତତେ କିଏ ଭୋଟ ଦେଲା ସେକଥା ତାକୁ ଜଣା,25 ବର୍ଷ ନବୀନ କୁ ପଚାରିଲେ ନାହିଁ ସେତେବେଳେ କୋଉଠି ଥିଲେ
ସେ ତ ପଛ କଥା। ପ୍ରଥମେ ତାଙ୍କୁ ଟିକେଟ କିଏ ଦେଇଥିଲା ସେଇଟା ପଚାର ଭାଇ। 😅
@@sankarsanbarik2767 ସେ ପାଣ୍ଡୁ ଦେଇଥିଲା ବୋଲି ଭୋଟ ଟା ବାଦେଇଦେଲ
ନବୀନ ପାଇଁ baya ଲୋ ନାନୀ
Suryabanshi suraj❤
Jai jagannath swami🙏🙏🙏
ଏତେ ଶୋଚନୀୟ ଅବସ୍ଥା କଳାହାଣ୍ଡିରେ, ତମେ ନବୀନ 24 ଉର୍ କଣ ଅଣ୍ଡା ଉଷୁମ କରିଥିଲା, ତମେ କିର୍ତଦସ୍ ଲଜ୍ୟା ତମେ ମାନେ କଣ କରୁଥିଲା, ପାଣ୍ଡୁ ସେବା , ଲଜ୍ୟା ଲାଗିବ କଥା ତମ ମାଙ୍କୁ😂😂😂
କିଏ ଏମିତି ଅଯୋଗ୍ୟ ଲୋକ ଙ୍କୁ ବିଧାୟିକା କଲା କେଜାଣି।
Murkha loka maneho
😂😂😂😂😂😂😂😂 Yaku loka MLA select karichanti!!!! Patha jama padhini...Tipuani laguchi.I am speechless...
24 Years Sleeping.Kia Dayee.
ପ୍ରତ୍ୟେକ ପଞ୍ଚାୟତ ରେ ୧୦୦ ଜଣ ନିଯୁକ୍ତି କେବେ ଦେବେ ମନ୍ତ୍ରୀ ମହାଶୟ
Bjd ke kaha
ବିଜେପି ବିପକ୍ଷ ରେ ତମର କଣ କିଛି ବି news ନାହିଁ ତମ ପାଖରେ. ତମର ଏଟା news ଚାନେଲ ନୁହେଁ ବିଜେପି ର ପ୍ରମୋସନ ଚାନେଲ
Dalema
ବିଜେଡି ସରକାର କୁଆଡେ ଗଲା
Sui cheho
Manorama ma'am 24 year hele bjd govt re hoini heba ethire bysta hele hebani ......
ଟ୍ୟୁସନ୍ ବହୁତ୍ ଜରୁରୀ।
BJP ନେତା ଏ ସବୁ ବାକ୍ୟବୀର but କାମ ରେ full Zero . ୩୦୦ ୟୁନିଟ free ବିଜୁଳି କହି କାମ ରେ ନାହିଁ , ୩୦୦୦ ଟଙ୍କା ଭତା କହି ନାହିଁ , ସୁଭଦ୍ରା ଯୋଜନା ରେ ୫୦ ହଜାର କହି ଲୋକଙ୍କୁ ବୋକା ବନେଇ ଏବେ ୧୦ ହଜାର ,୮୦୦୦ ନୂଆ ସ୍କୁଲ ଖୋଲିବେ କହି କାମ ରେ ଶୂନ, full teaher ସବୁ ସ୍କୁଲ କୁ ଦେବେ କହି କାମ ଶୂନ ଏମିତି କି ପୂର୍ବ govt ରେ ଆସିଥିବା job କୁ hold କରିଦେଇଛି .. ଏବେ ଆଉ ଏକ ଭୁଆଁ ବାଣ ଓଡିଶା ହେବ ନ0୧ industrial ଷ୍ଟେଟ .. ମିଛ ଆଉ ଭାଷଣ ରେ BJP ଆଗୁଆ .. କଥା ପ୍ରବଳ ହେଲେ କାମ ଦୁର୍ବଳ
ଏଇଟା କଥା କହି ଜାଣିନି ଏହାକୁ କିଏ ବିଧାଇକା କଲା
Tamar gaa ra loka
@@malayabiswal3391 ବାଳନ
By mistake
କଣ କରୁଥିଲ 25 ବର୍ଷ ହେଲା
Thik katha agaru kn nida lagijaithila
sarkar kie thila,
ମୂର୍ଖ ବିଧାୟକ
24barsha padian pake suo
କୁଆଡେ ଆସୁଛ ବେ,
Ghosi dei asichhanti
Ete dinare soi thila ki medoma
Unfit mla candidate
Madam nua nua asichanti
RIP OTV
24 year kouthi thila lo
ପ୍ରଥମେ ପିଇବା ପାଣି ବ୍ୟବସ୍ଥା କର ତା ପରେ ମାଷ୍ଟ୍ର ଖୋଜିବ😅😅
Kiea kala re eta MLA kichhi Jana nahi
Baula haijaichi
Now few days ago BJD re Emiti class hoithila.
କହି ଦିଅ
No Teacher No Lecture Single Teacher Who Responsible.24 Years Ra Government OR 3Month. KA Govt 😂😂😂😂😂😂
Modi, Amit Saha, mada, bjp chief ministers, Other state bjp leader Odisha Nirbachana re kete Paisa kharcha karichhanti hisaba dia.
90 year old age pension please
Misbehave to a mla by tv….
ତମେ କଣ କରୁଥିଲ 3 months purbaru
All..sir.madam..what..kana..(sabuAsibindha)..24.YEAR..KANAHAUTHILA
😂😂😂
Kiea Re Babu MLA karicha
Katha prabala kama durbala
ବେଧେଇ ଚାନେଲ
Otv kn pain bjp ku support karuchi
24 year kana karu thila,Pandian ra Chakara hoe thila.
Pandia stubnt
Ye abe prayata jani nahanti bidhayaka gana shikhya auo ucha shikhya school auo college different jani nahi ye ki mla thik katha patha n jani styel marile. Khali moha dekhile kana heba aga kichi janibaku chesta kara. Ye puni 2time chairmen se anchalara loka mana ku dhanyabda ate murka mahila ku banchuchanti jahaku ki hi jana nai se area development heba kemiti
2300 crore money Kia khaila.
Jo u bhai mane kahu chanti 24 brash sasan semane janantu 24 brash 10 brash bjp misithila janiba darkar
Tui bahut sikhit aau bjd bjp ke dhaka dei thila seithi lagi aaji tareparinam bhogila
5t😂 😂😂😂😂😂
😂😂😂😂😂
Au tike pudor mariki asntu
24 barsare bjd sarakar kan karuthila mote laguchi soithila Bjp Asila pare nida bhangila
Bihar matric pass😂😂😂
24yrs BJD govt kan soithiley ki?
Rakhi paribani a posa media
Bjp can't stand
24 year hela lututhile odisha genda dala .kn janibe odisha bisayare
Bala news
BJD MLA
IS IT HAPPENED TODAY WITH NO TEACHERS . 24 YEARS WHAT WAS CONTRIBUTION BY BJD FOR EDUCATION SUSTEM IN ODISHA
Hn je hetu BJP tv...Bjp sapakhya re hi kahi bo
😂😂
😂😂😂 school re pila ahuri bhala question karibe
Seta lagi kiaa dayi BJD 25 year thila heta toke sor laguchhe kenta be
BJD RA HE MAJHI KAHI NAI JAN BAR
To bopa agaru bigadichi kia kariba
Agaru tuma sarkar bolea school rea tichar thilea aabika kuade galea boli kahucha agru tuma pai vote magu thilea
O tv bala deka gotiea question re 3 ta department ra question kariparile
School pila manku pension khta khuchnte
24 barsa pore tumoku jana Padilla school au college kn sobu asubidha achi
24year hela kana karuthile apankara nabina, question Kariba agaru bhabiki kahile bhala heba
BJD 😂 kahaku kahuku MLA karichhi 😅 tanka katharu sabu janinelu😅 sabu sei Nabin Tamil effect
Tame otv bala baula haucha
24 barsha bjd sarakar re Puran hela nahi , bjp 2 masha hela ashi achi Taku tike samya Darker Puran heba khali padabi
Bhakta das asibarthila
Tame mgh news Channel kholicha na BJD BJP Party Channel kholicha
Kuadu kuadu sabu asuchanti 😂😂😂
Godi media otv OR
Mane
ବିଜେପି ର ଏଇଟା ଲାଷ୍ଟ ଆଉ ଜୀବନ ରେ କେଭେ ବି ଆସନ ଦେଖିବାକୁ ପାଇବନି ବସିବା ଦୂରରେ ଥାଉ ଲୋକ ଙ୍କୁ ଯାହା ଭଣ୍ଡଉଛ ଭଣ୍ଡା ଏଇ 5 ବର୍ଷ ବିଲେଇ ହାତରେ ସାଲ ଗ୍ରାମ 😄