Acha sarkar ku dela dekhiba 1000rs tax , 1000 tanka taw mamuli amount kichi bi hauni bt tax re 10rs dele bi kasta hauchi so Kou bi govt kuadu aniki daba . Eita taw aau pf pension nuhe je salary ru kataa heithila ebe miliba so eve samastanku 3000 rs dele indirectly daily use jinisa ra rate badhiba jouta samastanku problem haba so taa thu better jemiti achi semiti thau , pare govt dekhi chahin badheiba dhere dhere
ଲୋକଙ୍କୁ ଠକି ଲେ ଲୋକ ତୁମକୁ ଠକି ବେ କୁଆଡେ ଗଲା ଷାଠିଏ ବର୍ଷ ରୁ ଉର୍ଦ୍ଧ୍ବ
ବିଧବା ଭତା ବିକଳାଙ୍ଗ କଳାକାର ଭତା କୁ ଅବହେଳା କଲେ b j p କୁ ମିଛୁଆ ସରକାର କହିବେ ତେଣୁ ବାକ୍ୟ ରକ୍ଷା କର
2028 re 60 .65.year loka ku 3500 deba
2029 vota
Are ba. Bjp
Right
Right
ଏ ଡବଲ୍ ଇଂଜିନ୍ ଅଲାଜୁକ ସରକାର ପ୍ରଥମେ ଟିକେ ଭାବନ୍ତୁ 80 ବର୍ଷ ପର୍ଯ୍ୟନ୍ତ ଲୋକମାନେ ବଞ୍ଚି ରହୁଛନ୍ତି କି...
Double engine sarkar na 180 year bhi banchi be
ମୋହନ ବାବୁ ଆଗେ 80 ବର୍ଷ ବଞ୍ଚି ପାରିବେତ ତ । ଏ ରୋଗ ଗ୍ରସ୍ତ ଦୁନିଆଁ ରେ ଲୋକ 80 ବର୍ଷ ବଞ୍ଚି ପାରିଲେ ସିନା ପାଇବେ 3500 ଟଙ୍କା । ବାଳ ଥିବ ନାଁ ସନ୍ ପାମ୍ପୁଡ଼ି ଖାଇବ।
Mohan babu modi maa khira khaichi 80 kn 160 barsa bachiba bhai
ପଂଚାୟତ election final ହାରିବ Bjp
ଏଇମିତି ନିଷ୍ପତି ଆଗାମୀ ଦିନରେ ତୁମକୁ ଧୂଳିସାତ କରିବେ।ତମେ କାହିଁ ଇସ୍ତାହାର ଦେଉଥିଲା ।
ପଞ୍ଚାୟତ ଇଲେକ୍ସନ କୂ ଅପେକ୍ଷା କର ତୁମ ରେଜଲ୍ଟ ପାଇଯିବ।
Right
Right
Right
Very good 👍 Bhai କହିଛନ୍ତି
Right
ଭିନ୍ନକ୍ଷମ ମାନେ ଆନ୍ଦୋଳନ କରିବେ କାରଣ 80% ଭିନ୍ନକ୍ଷମ ପିଲା ବହୁତ୍ କମ ତେଣୁ 40%ରୁ ଅଧିକ ପିଲା ଙ୍କୁ ଦିଆ ଯାଉ
Bidhaba mahilamane kuade jibe tuma subhadra ne e jay
Amaku 3000 bharta dia
ସମସ୍ତଙ୍କୁ ସମାନ ଦିଅନ୍ତୁ
80 ବର୍ଷ ରୁ କମ ,ଆଉ ଅବିବାହିତ ,ବିଧବା ଏମାନେ କଣ ମଣିଷ ନୁହଁନ୍ତି ନା କଣ ,କଣ ୟେ ସବୁ ଛୋଟ ଛୁଆ ଭଳଆ କଥା କହୁଛ
ବିଜେପି ସରକାର ଙ୍କୁ ମୋର ଅନୁରୋଧ ସେମାନେ ବିଧବା ମହିଳା ମାନଙ୍କୁ ମଧ୍ୟ ଏହିବଦ୍ଦିତଟଙ୍କାଦିଅନ୍ତୁ
ସରକାର ପାଗଲ ହୋଇଗଲାଣି ଆଉ ବାକି ୬୦ ବର୍ଷର ଲୋକମାନେ ଛେଲ୍ ଚରାବେ କେ
କାଇଁକି ପ୍ରତିଶୁତି ଦେଇତିଳୁ ଏବେ କଉଛୁ 80/ବର୍ଷ 3500/ଟଙ୍କା/60/ବର୍ଷ କୁଆଡ଼େ ଗୋଳା
ଯାହା ନିଷ୍ପତି କରୁଛ କର ପଞ୍ଚାୟତ ଇଲେସ୍କନ କୁ ଜଣାପଡିବ ସବୁ
60% ଆଉ 60 ବର୍ଷ କର
ସାରା ଓଡ଼ିଶାର ଘରେ ଘରେ କାନ୍ଥ ଉପରେ ବଡ଼ ବଡ଼ ଅକ୍ଷର ରେ ଲେଖିଥିଲ ଯେ ସମସ୍ତେ ପାଇବେ 3000/3500। ଆଉ ଇଲେକ୍ଟ୍ରି ବିଲ୍ 300 unit ଛାଡ଼ । ଆଉ ଏବେ କହୁଛ 80 ବର୍ଷ ରୁ ଉର୍ଦ୍ଧ। ମିଛୁଆ ମୁହଁକୁ ଲାଜ ନାହିଁ।
ki banda katha kahuchha ho jou kama 24 barsare helani bhabuchha chha dinare hei jiba
All rights
60 ବର୍ଷ ର ବୃଦ୍ଧ ଓ ବୃଦ୍ଧା ଙ୍କୁ ଭି 3000ଟଙ୍କା ଭତା କରାଯାଉ
ସମସ୍ତଙ୍କୁ ଦେବା ପାଇଁ କହିଥିଲେ ଦେଲେ ନାହିଁ ଠକି dele
ମାଗିଆ କିଏ 80 ବର୍ଷ ବଞ୍ଛୁଛି
Right👌👌 ho bhai👍👍👍👍🎉🎉🎉❤❤❤❤
Bidhaba mananka katha sarakar tike chinta karantu semane kemiti chalibe sarkar tike bichar karantu🙏🙏🙏🙏
ବାଃ ବାଃ ରେ ଓଡ଼ିଶା ରାଜନୀତି। ଜୟ ଗୋପାଳ 🙏🏼
ବିଧବା ଭୋତା କେବେ
ୱାନ ନେଶନ ୱାନ ଇଲେକ୍ସନ....
କିନ୍ତୁ old age pension ରେ କାହିଁକି ଏମିତି ପାତର ଅନ୍ତର କାହିଁକି...
୬୦ ବର୍ଷ ର ବୃଦ୍ଧ, ବୃଦ୍ଧା ମାନେ କଣ ଅପରାଧ କଲେ, ଯେ ତାଙ୍କୁ ଭତ୍ତା ବୃଦ୍ଧି କରଗଲାନି
ପଞ୍ଚାୟତ election ରେ ଉଚିତ ଜବାବ ମିଳିବ ଅପେକ୍ଷା କର
ସେତେ ବେଳକୁ ଏମାନେ ଶହ ଶହ କୋଟି ର ମାଲିକ ହୋଇ ଜିବେ।
ଅପଦାର୍ଥ ମନ୍ତ୍ରୀ ଔକାତ ନାହିଁତ ବେହିଆ ଗପ
ghor anyaya
ସଠିକ୍ ନ୍ୟାୟ ନୁହେଁ 👍 ଯଦି ବଢେଇଲ ସମସ୍ତଙ୍କ ର ବଢେଇବା ଦରକାର, ଲୋକମାନଙ୍କ ଭାବନା ସହିତ ଖେଳୁଛ
BJP sarkar ku 2029 80 age bala 80% disability bala vote debe
ଏ ନିଷ୍ପତି ପୁନର୍ବାର ବିଚାର କର। ଭତା ବୃଦ୍ଧି ଆମର ଦାବୀ। ସମସ୍ତଙ୍କର ସମାନ ଅଧିକାର
MLA,MP kete pauchha
ଜୟ ଜଗନ୍ନାଥ ହର ହର ମହାଦେବ 🪔🪔🪔🙏🙏🙏🚩🚩🚩
Au Anyamame 1000 tankard Pura chalijibe,Mahanga duniyare😢😢😢😢😢😢😢😢😢😢
ସ୍ବାଧିନତା ସଂଗ୍ରାମୀ ଙ୍କ ପରିବାର ଙ୍କୁ ଭତା ମିଳିବ କାହିଁ ,ବିଜୁଳି 300 ୟୁନିଟ୍ ଫ୍ରୀ କାହିଁ
Warthless. Sarkar
ହ ,sir ଆପଣ ଙ୍କ ସରକାର ସମସ୍ତଙ୍କ ଆର୍ଥିକ ଅବସ୍ଥା ,ବୁଝୁଛନ୍ତି,କାରଣ,ବିଧବା,ବାଳକ ବର୍ଗ ଙ୍କର ଆର୍ଥିକ ଅବସ୍ଥା ପୁରା ସୃଦୁଡ,ସେମାନେ ଖୁସି ଭତ୍ତା ଲାଇନରେ ଘଣ୍ଟା ଘଣ୍ଟା ଛିଡ଼ା ହୁଅନ୍ତି ଧନ୍ୟବାଦ୍,ଆମ ବିଜେପି ସରକାର ଭୋଟ ଦେଇ ଭୁଲ କଲୁ ବୋଲି ଭାବୁଛି,
ସୁଭଦ୍ରା ଯୋଜନା କରିକି କେତେ ଲୁଟୁଛନ୍ତି ଛନ୍ତି
ବୃଦ୍ଧି ହେଲେ କନ୍ ହେବ ଦେଇ କି ଦେଖାଅ 😂😂😂❤❤ କହିଲେ କିଛି ହେବନି କାମ କରି ଦେଖାଅ 😂😂❤❤
M.L.A ...sir manankara salary Badhichhi...60 ru 79 age re rahithiba old age pension 3000 Hajar diantu... election purbaru prati sruti dei thile...abe puran Kariba samaya aasichhi.... purana karantu....80 year aau 80% wale paibe.....aau Baki loka kemiti Banchibe aau chalibe....tk chinta karantu odisha government please... vegitable aau dokan samagri jete jor sor rate re Badhuchhi gariba loka kemiti Banchibe aau chalibe tk chinta karantu odisha government 🙏
What is for 61 yrs to 80 yrs???
ଆଜିକା date ରେ କୋଉ ଶଳା 80ବର୍ଷ ବଞ୍ଚି ପାରିବ... 70 ହେଲେ କରିଥାନ୍ତ
65 + must get 3500
Only 80+ is injustice
Each and every handicap must get 3500
Not only 80% handicap,
This is injustice
Very nice
ଜୟ ଶ୍ରୀ ଜଗନ୍ନାଥ
ଜୟ ଶ୍ରୀ ରାମ
ଜୟ ଶ୍ରୀ କୃଷ୍ଣ
ବିଧବା.ଦିବ୍ୟାଙ୍ଗ.60ବର୍ଷ ରୁ ସମସ୍ତଙ୍କୁ3500 ଦିଆ ଯାଉ ନଲେ 2029 ରେ ବିଜେପି ଓଡିଶା ରେ ପୁରା ସପା ହେବ
Right 👍👍
ମିଛୁଆ ସର୍କା ର
August re thare kahile pora apana Mane sei dinoru dei nthile puni au thore ebe kahuchanti😂😂😂...
40 ru 79 ou 60 ru 79 kana bardhika nuhanti ki
ଭତ୍ତା ସମସ୍ତଙ୍କୁ 3000 ଓ 3500ଦିଆଯାଉ
ନବୀନ ସରକାର ବେଳେ 60%ରୁ ଉର୍ଦ୍ଧ ଭିନ୍ନକ୍ଷମ ମାନଙ୍କୁ ଜୋଉ କ୍ଯାଡର କରି 1200 ଭତା ପ୍ରଦାନ କରୁଥୀଲେ ସେମାନଙ୍କୁ ସମସ୍ତଙ୍କର 3500 କରାଯାଉ।
Yes sir
Bjp sarkar michua sarkar
Right decesion
ଭଲ କହି ଲୋକଙ୍କୁ ଠୋକିଲୋ ....ମିଛୁଆ ସରକାର ବିଭିନ୍ନ ପ୍ରକାର କଥା କହୁଛ?
Samastanku dia jau
Jonoku douchon jonoku debani 80 passant kea bonchi bo thik haboni mori sarile deba ki
Kebe tharu miliba
ଲାଜ ଲାଗୁନି ସାର୍ ୮୦ ବର୍ଷ ବୟସରୁ ଆଉ ୮୦ ଭିନ୍ନକ୍ଷମ ବାକି ଭିନ୍ନକ୍ଷମ ପୁଣି ବିଧବା ବିକଳାଙ୍ଗ ଆପଣ ଜନେ ଓକିଲ ହେଉ କେମିତି ଵିଚାର କରୁଛନ୍ତି
Right
3000 kuade gala sir ?😂
ସମସ୍ତ ମନ୍ତ୍ରୀ କାନ ଡେରି ଶୁଣ ଯଦି ତମ ପରିବାର ରେ ୬ଜଣ ମେମ୍ୱର ତେବେ ସମସ୍ତଙ୍କୁ ସମାନ ଦୃଷ୍ଟି ରେ ଦେଖୁଚନ ଅଲଗା ଅଲଗା ବଡ଼ ସାନ ଭାବି କିଛି କମ କହୁଚ।ସେଇଭଳି ଓଡ଼ିଶା ସମସ୍ତ ଜନତା ଏକ ସମସ୍ତେ ସମାନ ସେଠାରେ ତମେ ହେଲ ମୁଖ୍ୟ ତମେ କଣ ପାଇଁ ପାତର ଅନ୍ତର କରୁଚ ତମକୁ ଲାଜ ନାଇଁ ନିର୍ଲଜ ସରକାର୍ ୩୫୦୦/- ଦେଲ ଆଉ ୩୦୦୦/- କେବେ ଦବ ଭତା କଣ ତମ ବାପା ଧନରୁ ଦଉଚ କି ନା ଘରୁ ଧାନ ବିକ୍ରି କରି ଦଉଚ ଯେ ତମକୁ କଷ୍ଟ ଲାଗୁଚି ଜଲଦି ଦିଅ ନଚେତ୍ ଆସନ୍ତା ଇଲେକ୍ସନ ରେ ଗାଦି ଛାଡ଼ିବାକୁ ପ୍ରସ୍ତୁତ ରହ
ମୋଦି ଓ ମୋହନ 80ବର୍ଷ ବଞ୍ଚିବେ ତ। ଏତେ ବଡ଼ ପଦବୀରେ ଥାଇ ସନ୍ଦେହ, ଗରିବ କଣ ୮୦ବର୍ଷ ବଞ୍ଚିବ 😮
ବିଧବା ଭତ୍ତା ଆଉ 60 ବର୍ଷରୁ ଉର୍ଦ୍ଧ୍ବ 3000 ଭତ୍ତା କୁଆଡେ ଗଲା....
Panchayat election ରେ ଆସିବନି
କି 2029 ରେ ବିଜେପି ଆସିବନି
80 yr kete Jana achanti minister kahibeki
ଭଲ ଧୋକା ଦେଲ ଲୋକଙ୍କୁ, ଲୋକେ ବି ତୁମକୁ ଜବାବ ଦେବେ ଅପେକ୍ଷା କର ସମୟକୁ ।
ବିଜୁଳି 300 ୟୁନିଟ ଟା କେବେ ଦେବରେ ମୋ ଧନ
ବଢିଆ ପ୍ରଶ୍ନ ପଚାରିଲେ...3000 /3500 କହିଥିଲେ ସେଟା କଣ ପାଇଁ ଠକିଲା.....
Sir baki manku kebe debe
ଯୁମୁଲା ସରକାର
80 year jai thiba na paiba
3500
Gandi mara sarkar😮😮60 barsha jou gaputhila....bada bada katha kahuthila....kuade gala se gapa😅😅panchayat election re loka dekheibe👍
ଏଇ ୫ ବର୍ଷ ଯାହା କରିବୁ ଆଗକୁ ନୁହେଁ ପୁଣି BJD ସରକାର ଆଶିବ
60 ବର୍ଷ ରୁ 60% 3000 ଦିଅନ୍ତୁ
ଅନ୍ୟ ରାଜ୍ୟରେ 5000 ଭତ୍ତା ମିଳୁଛି
2008 to 2018 GIA କେବେ ମିଳିବ ଦୟାକରିକହିବେକି ମୁଖ୍ୟମନ୍ତ୍ରୀ ମହାଶୟ
ଏଇ ଧୋକା ବାଜ ବିଜେପି ପାଇବିପଦ ହେବ ଆଗକୁ
genda dalia sabu kahibe chhadaha
Sir jaumane 60 ru 79 age vitare rahithiba old pension 3000 debu Boli election aagaru... pratisruti dei thile....kebe purana karibe...
ଡବଲ ଇଞ୍ଜିନ ଡବଲ ଝଟକା
ସାମାଜିକ ସୁରକ୍ଷା ଦୃଷ୍ଟିରୁ ବିଜେପି ଏଜେଣ୍ଡା ଥିଲା ଯେ ସମସ୍ତଙ୍କୁ ୩୦୦୦ଟଙ୍କା ଭତ୍ତା ଦେବା କଥା କହିଥିଲେ କିନ୍ତୁ ୮୦ବର୍ଷରୁ ଅଧିକ ବା ୮୦ଭାଗରୁ ଅଧିକ ଅକ୍ଷମ ଲୋକମାନଙ୍କୁ ୩୫୦୦ଟଙ୍କା ଦେବ। ଠିକ ଅଛି - ଆଉ ଯେଉଁ ରହିଲେ ୬୦ରୁ ୭୯ବର୍ଷ ବୃଦ୍ଧ ବୃଦ୍ଧା ବିଧବା ମହିଳା ଓ ଭିନ୍ନକ୍ଷମ ଲୋକ ତାଙ୍କୁ ବି ୩୦୦୦ହଜାର ଟଙ୍କା ଭତ୍ତା ନିହାତି ମିଳୁ । ଏଥିପାଇଁ ସରକାର ବଜେଟ ଆଣିବା ଦରକାର। ହେଲେ ଯାଇ ଲୋକଙ୍କ ଅସୁବିଧା ଦୂର ହେବ । ୨୯ ବି ବିଜେପି ସରକାର ହେବ ।
Balo paibe
Dhanyabad deba darkar nahin
Aama gaon re 90 jana old age achhanti
10% ବି ନାହିଁ ହେଣ୍ଡ cap re ସେମାନେ ବି କେତେ ପାଇବେ ପ୍ଲାଯେ ରେପୋଲ୍ୟ
ଆଉ ବାକି ଲୋକ 60, ବର୍ଷ ର ଲୋକେ କ'ଣ କରିବେ,କାରଣ ଇସ୍ତାହାରରେ କଣ୍ କହିଥିଲେ, ତାହା ସମସ୍ତେ ଶୁଣି ଛନ୍ତି ଓ ଜାଣି ଛନ୍ତି କାହିଁକି ମିଛ କହୁଛ,ଆଜିକା ଡେଟ୍ ରେ ଓଡ଼ିଆ ରେ କେତେଜଣ,80,ଭାଗ ଭିନ୍ନକ୍ଷମ, ଅଛନ୍ତି ଓ କେତେଜଣ 80, ବର୍ଷ ବୟସର ବୃଦ୍ଧା ବୃଦ୍ଧି ଅଛନ୍ତି ?, ଏହା ଏକ ଡ୍ରାମା,ହଉଆଗକୁ ପଞ୍ଚାୟତ ନିର୍ବାଚନ ଅଛି, ଲୋକେ ତୁମକୁ ମଧ୍ୟ ଏହାର ଜବାବ ଦେବେ, ଅପେକ୍ଷା କରନ୍ତୁ,
Kalakar bhatta kete miliba sir ❤❤❤❤❤
Panchayat election Re uchit Jabab miliba
Bhai mane !!! One sleep don't end misery .Wait and watch...
ମତେ ମିଳିଲେ ବହୁତ ଖୁସି ହେବି କାରଣ ମର 80%ପ୍ରସେଣ୍ଟ ଅଛି ମିଥୁନ ନାଗ ବଲାଙ୍ଗୀର ସିନ୍ଧେକେଲା ଝିକିପ ଡା
Ready ta
I applied for my old age pension on April 2024 but till today but still it's with BSSO. You are saying more doing less.
1000 tanka re kichhi bi hauni
Acha sarkar ku dela dekhiba 1000rs tax , 1000 tanka taw mamuli amount kichi bi hauni bt tax re 10rs dele bi kasta hauchi so Kou bi govt kuadu aniki daba . Eita taw aau pf pension nuhe je salary ru kataa heithila ebe miliba so eve samastanku 3000 rs dele indirectly daily use jinisa ra rate badhiba jouta samastanku problem haba so taa thu better jemiti achi semiti thau , pare govt dekhi chahin badheiba dhere dhere
Au 3000 kebe daba
Bala,bjp
ସମସ୍ତେ ଙ୍କୁ ଦିନ୍ତୁ 🙏
ନିଜ ବାକ୍ୟ ନିଜେ ରକ୍ଷାକର ନ୍ତୁ
Bidhaba mahilanku (3000) bhatta milu sir ❤ Jay Jagannath
Very good decision but 80 year reduse 70 year then itis a very very good decision
Below 80 age loka maribe sabu 😢😢
ଗନ୍ଡ ସାହେବ
୨ ବରଷ ରେ ୫୦ହଜାର ଦେବା କଥା
୫ ବରଷ ରେ ୫୦ ଦେଉଛ
60ବର୍ଷ ଲୋକଙ୍କୁ ଦେଲେ ସିନା ହେଵ 80ବର୍ଷ ଗାଁ ଗହଳିରେ ନାହାଁନ୍ତି
ଜୟ ବିଜେପି 🚩🚩🙏🙏
Nespati nespati rahigala
ଲୋକ ଙ୍କୁ ଠକି ଦେଲେ. ଠକ ସରକାର
2029 ki asa .........ame bala dabu tame sun pampudi khaiba