ଇନ୍ତାତିଞ୍ଜି ଇନ୍ତା ଉଣ୍ଡି intatinji intaundi, kui Christian dance video, pk gospel music,, Pr.Prakash

Поділитися
Вставка
  • Опубліковано 6 жов 2024
  • pk gospel music ଚେନେଲ ତରଫରୁ ସମସ୍ତଙ୍କୁ ପ୍ରେମଭରା ନମସ୍କାର! କିଛି ଦିନର ବ୍ୟବଧାନ ପରେ ଶେଷରେ, ପୁଣିଥରେ ଆପଣଙ୍କ ପାଖରେ ଏକ ଆଞ୍ଚଳିକ କୁଇ ଖ୍ରୀଷ୍ଟିଆନ dance video ପହଞ୍ଚାଇ ବାରେ ଚେଷ୍ଟା କରାଯାଇଛି, ଏହାର ଗୀତ ଆପଣ ମାନେ ଆଗରୁ ଶୁଣିଛନ୍ତି ଏବଂ, ଆମକୁ ଭଲ ପାଇବା ଦେଇଛନ୍ତି, ତେଣୁ ଆଶା କରୁ ଏହି ଭିଡ଼ିଓ ଦ୍ୱାରା ମଧ୍ୟ ଆପଣ ମାନେ, ଆମକୁ ସେତିକି ଭଲ ପାଇବା ଦେବେ! ଦେଖନ୍ତୁ ଏବଂ ଅନ୍ୟ ମାନଙ୍କୁ share କରନ୍ତୁ!!
    ଗୀତ : ଇନ୍ତାତିଞ୍ଜି ଇନ୍ତା ଉଣ୍ଡି
    inta tinji inta undi
    ଲେଖା, ସଂଗୀତ, ଓ କଣ୍ଠ : ପାଳକ,ପ୍ରକାଶ କ୍ରେପୁଟିକା
    ସଂଗୀତ ପରିଚାଳନା, ପାଳକ, କମଲ କୁମାର ଦିଗାଲ ( Grace studio Baliguda)
    choreography : sister, Ranjita,
    director, pr, peasant duburka!
    dance, Smile, Puja, Nayamy, Sanjay, puspa, &josna!!
    camera mr. Sankar & Laxman bhai
    special thanks, mr. Siba, Raju& Misra
    contributed by Mr. Laxman Majhi
    pm3 inta tinji inta undi
    peasant duburka official channel
    grace studio baliguda
    pr. kamal kumar digal
    ଭଲ ଲାଗିଲେ, like, share, comment କରିବା ସହ ଆମ ଚେନେଲ କୁ subscribe କରନ୍ତୁ, ଏବଂ ଆମ ନିମନ୍ତେ ପ୍ରାର୍ଥନା କରିବାକୁ ଭୁଲିବେନି!!
    thank you 🙏
    praise the Lord

КОМЕНТАРІ • 106