Jahari E Budini !! Kandhamal New Kui Music Video 4K !! NB Saheb Production !! New Adivasi song ||
Вставка
- Опубліковано 5 лют 2025
- Jahari E budini !! kandhamal new kui music video 4k !!
NB Saheb production !!
new kui song 2024!!
🔹🔹🔹
song` s credit⏯️◀️📽️
👉Lyrics music & Director -BIJENDRA PRADHAN ( Saheb ) Midabali
👉producer-NARESH NAYAK
👉singer-KAMADEV NAYAK & RAJALAXMI PRADHAN
👉Audio recording-GHUMURA STUDIO madan pur (kalahandi )
➡️
VIDEO CREDIT📽️
➡️starting-sunil & chiki
➡️Dance master- anil kumar Pradhan
➡️music & director - Bijendra Pradhan (Saheb )
➡️producer-Naresh Nayak
➡️D O P & EDIT- Rudra photo graphi( tikabali )
➡️Assistant D O P - Bikash Nayak ( kanu)
➡️Dancer Group - NB saheb production (Dance GROUP)
ଅଭିନୟ କୁ ମାନିବାକୁ ପଡ଼ିବ ଯେମିତି ଯୁଗ କୁ ସେମିତି ଅଭିନୟ 👏👏👏👏👏👏👏ସମସ୍ତଙ୍କୁ ଧନ୳ବାଦ୍
Hn bhai sata katha
Ati Sundar...Ama Saheba Bhai Ama ku Bahuta Monoranjana Sangita Gudika pradana Gudika jogaeai Deai Thibara Mu Ama Saheba Bhai...Soory Soory Bhai Ta Mo Mamu Hebe...Hau..Kichi Katha Nai Ama Pai Pai Eate Kasta Kari Eate Badhia Badhiea Kui Song Jogeai Deai Thiba ru Saheba Mamu nku Rhudaya ru Asase Asease Dhanyabad...😊😊😊😊😊 Jay Jagarnatth..
@@DillipMallick-vx9uq thank you
❤
❤@@DillipMallick-vx9uq
କନ୍ଧମାଳ ର କୁଇ ଭାଷା ସଂସ୍କୃତିକୁ ପ୍ରାଧାନ୍ୟ ଦେଇ କରିଥିବା ରୁ ଭାଇ ଧନ୍ୟବାଦ୍ ଜଣାଉଛୁ 🎉🎉🎉❤❤ ଭାଇ ମାଡି ଚାଲ ବଢିଆ ହେଇଚି ଆମେ ତ କନ୍ଧମାଲି ଆ ଜୟ ମା ବରଳି 🎉🎉🎉❤ love you phulubani
I love phulbani❤❤❤❤🎉
NB saheb production ତରପରୁ ଆପଣ ଙ୍କୁ ବହୁତ ବହୁତ ଧନ୍ୟବାଦ
ଆଜି କାଲି ବହୁ ମାନଙ୍କର ବ୍ୟବହାର କୁ ନେଇ ଏଇ ଗୀତ ହେଇଛି ବହୁତ ଭଲ ଅଛି କାରଣ ଏଥିରେ ଶିଖିବା ସହିତ ଆମ ଭାରତୀୟ ସଂସ୍କୃତି ତଥା ଆମ ଆଦିବାସୀ ପରମ୍ପରା କୁ ରଖିବାକୁ ଏ ଗୀତ ସୁଚ।ଉ ଛି
ବହୁତ୍ ସୁନ୍ଦର୍ ଗୀତ ଏବଂ ନାଚ ମଧ୍ୟ ଅତି ଚମତ୍କାର ପ୍ରଦର୍ଶନ ।
ଅଭିନୟ କରୁଥିବା ଭାଇଙ୍କୁ ଆଉ ଦିଦିଙ୍କୁ ବିଶେଷ ଧନ୍ୟବାଦ ilove song❤❤❤🎉
ଅତି ସୁନ୍ଦର ଅଭିନୟ ସହ ଆମ କନ୍ଧମାଳ ର କଥା କୁ ସଙ୍ଗୀତ ମାଧ୍ୟମ ରେ ଦେଖେଇ ଥିବାରୁ ବହୁତ ବହୁତ ଧନ୍ୟବାଦ୍, ଅତି ଚମକ୍ତାର...❤
ସାମ୍ପ୍ରତିକ ପରିସ୍ଥିତିରେ ଘଟୁଥିବା ଘଟଣାବଳୀ ସଂପର୍କରେ ଗୀତର ଭାବ, ରଚନା, ଏବଂ ଅଭିନୟ ବହୁତ ବଢ଼ିଆ ହୋଇଛି। ସୁନ୍ଦର ରଚନା ଏବଂ ସଚେତନା ପାଇଁ ଗୀତ ରଚକ ଙ୍କୁ ଧନ୍ୟବାଦ।
କୁଇ ସାଜା ଏଙ୍ଗା କାତା ଗାମେଏ ନାପ୍କିମାନେ। ଆବା ଈ ଡେଃଙ୍ଗି ତାର୍କାଲି ଗାଡ଼ିଙ୍ଗା ତିଃପା ଡୁଞ୍ଜାମୁ ।
ଆଜି କାଲି ବହୁ ମାନଙ୍କର ବ୍ୟବହାର କୁ ନେଇ ଏ ଗୀତ ହୋଇଅଛି କାରଣ ଆମ ଆଦିବାସୀ ସଂସ୍କୃତି କାର୍ଯ୍ୟ କଳାପ ପରମ୍ପରାକୁ ରକିବାକୁ ସୂଚାଉଛି ଭଉତ ଭଲ ହଇଛି l
ଆମ ସମାଜ ପାଇଁ ବହୁତ ଶିକ୍ଷଣୀୟ, ଆଜିର ତାରିଖରେ ଏମିତି ନିଶ୍ଚିତ ଭାବେର ଘଟୁଛି। ତେଣୁ ଆମ ସମାଜ ଏହି ଗୀତ ରୁ ବା ଅଭିନୟ ରୁ ଶିଖିବା ଦରକାର।
ଆପଣ ମତାମତ ଧନ୍ୟବାଦ
ଗାମେ ସାଞ୍ଜାନେ ମାଇ କୁଇ ଗାଆଡି । ମାଇ କୁଇ ସାଜା କୁଇ ସମାଜ ପରମ୍ପରା କାତା ଗୁଲେ କୁଇ ଲକୁରିଇ ନେକାରା ବାର୍ତ୍ତା ପହଞ୍ଚାଇଗିନେ । ଧନ୍ୟବାଦ ଡେ ସାଇବ ନନା । ଇଆଡେହେଙ୍ଗି ପୁଉନା ପୁଉନା ଗାଆଡିଙ୍ଗା ବ୍ରିସାମୁ ଏଙ୍ଗା ମାଇ କୁଇ କାତା ତିନି ଗାଆମେ ଦୁରୁକି ଅମୁ ।
Wow.... Nice acting both of u and dance superb I love tribal kui language ofkandhamal video.thanks credit goes toall team member,... countinue.......
ଅତି ସୁନ୍ଦର ଅଭିନୟ । 😊😊😊
ସାଇବ ଅବା 💖ଜେଡା 🙏ରି ଅପକାରୀ... ମାଈ କୁଇ ଗାଡ଼ି ଗାମେ ସାଂଜା ମାନେ... ଗାମେ ରସାନାଙ୍ଗା ବ୍ରିସା ଅଜାନେ ମାଈ କୁଇ ଗାଡ଼ି.... 👍👍
First ever kui song based on କୁଡ଼ାମିଡ଼। ୱା... ଆଟି ସୁନ୍ଦର lyrics.. May God bless u. The girl played kudamida...is just amazing...
କନ୍ଧମାଳ ର କୁଇ ଭାଷା ସଂସ୍କୃତି କୁ ପ୍ରାଧାନ୍ୟ ଦେଇ ଗୀତ ଓ ଅଭିନୟ କରିଥିବାରୁ ସମସ୍ତଙ୍କୁ ମୋର ହୃଦୟ ରୁ ବହୁତ୍ ବହୁତ୍ ଧନ୍ୟବାଦ୍ ❤❤❤❤❤❤ଅଭିନୟ ବହୁତ୍ ଭଲ ଲାଗିଲା ଯେମିତି ଯୁଗ ସେମିତି ଅଭିନୟ ❤❤❤❤❤I love my adivasi kandha culture ❤️
ଗୀତ ଆଉ ବାଜା ବହୁତ୍ ସୁନ୍ଦର ଭାଇ
My village view very nice❤❤
ଧନ୍ୟବାଦ୍ ମିଡାଵାଲି ସାହେବ ଆବା କଳିଯୁଗ ତା୍ଈ କୁଡ଼ାମାରୁ ସ୍କା ସତ ଆଈମାନ ତ😢😅😂
Saheba aba Tama pain amo gaon ku dekhilu dhanyawad samstanku 🎉🎉🎉🎉
1:48 Saheb bhai apananku dhanyabad. Gita aban nacha madhyamare aji kalira bahu mananku sikhya dei thiba hetu o ama kui sajaa ku prem karu thiba hetu 6:50 6:57 2:21
ATI sundar composition and social based song keep it up always
Bhhut bhal
ଅତି ସୁନ୍ଦର ନାଚ ଓ ଗୀତର ଭାବ ଏ ଗୀତ ନିଶ୍ଚିତ ଶିକ୍ଷା ଦେବାରେ ପ୍ରୟାସ କରୁଛି ଧନ୍ୟବାଦ ସାହେବ ଭାଇ ଯେ ହେତୁ ସଂସ୍କୃତି କୁ ବଞ୍ଚାଉ ଥିବା ତୁମ ଇଛାକୁ
ଭାଈ କୁଇ ଗୀତ ପାଇଁ ଧନ୍ୟବାଦ 🙏🙏🌹🌹
ବହୁତ ସୁନ୍ଦର ହେଇଛି ଭାଇ । ଲାଷ୍ଟ କୁ କିସ୍ ଦିଅ ଭାଇ , ନମସ୍କାର ନାହିଁ ।
ନାଚିବାକୁ ପାଦ ଯାଉଚି ଭାଇ ଅତି ସୁନ୍ଦର ଗୀତ ଆଉ ବାଜା
ଭାଇ ଧନ୍ୟବାଦ
😎Mind🎉blowing♥️ & 👉 Most❤ beautiful👌 video❤❤❤👏👏👏
ଭାଇ ଇରୁ ରିଆତେରୁ ଅନା ଅଦେରୁ
ଗାମେ ନେଗୀ ଗାଡି 👍👍 ଦାନ୍ୟବାଦ.. ହେଇଙ୍ଗୀ ନେଗୀ ଗାଢ଼ୀଙ୍ଗା ଅପ ଲୋଡ଼ା ଗିଦୁ.... 👍👍👍👍❤️❤️
ବଢ଼ିଆ ହୋଇଛି ❤😂🎉
ଅତି ସୁନ୍ଦର ଆଜିର ଡେଟରେ ଜଣେ ଶିକ୍ଷିତ ହେଲାପରେବି ନିଜପରମ୍ପରାଖାତିରି କରୁନାହାନ୍ତି ।ଆଶା କରୁଛୁକି ଏହି ଗୀତ ମାଧ୍ୟମରେ ସମାଜକୂ ବହୂତ ଶିକ୍ଷା ମିଳିବ ଧନ୍ୟବାଦ ।😂🎉😢❤😂🎉🎉🎉🎉😂😂❤😂😮
Mast video 📸 💃💃💃🕺🕺🕺
ଵହୁତ ଭଲ ଲାଗିଲା କିନ୍ତୁ ମତେ ଏଥିପାଇଁ କିଜେ ଏ ନାଚରେ ବିପାସା ଛପରି ଅଛିକହିକି ମତେ ଇଛାଲାଗୁନୀ❤️🔥❤️🔥❤️🔥❤️🔥❤️🔥❤️🔥❤️🔥❤️🔥❤️🔥❤️🔥❤️🔥❤️🔥❤️🔥❤️🔥
Super heichi bhai❤❤❤
ଆଦିବାସୀ ସଂସ୍କୃତିର ପରମ୍ପରା ନାଚ ବହୁତ ସୁନ୍ଦର ହେଇଛି ❤❤❤😂❤❤❤
ବଡିଆ ଆଜମନେ ସାର୍ ସୁପର ସୁପର ❤❤❤
ସାହିବ ଆବା ଜେଡା ଜହାରି ଭଲ ଆଜାନେ ଗାଡି
ସୁପର ହେଇଚି ଭାଇ 👍
ସ ତରେ ସାହେବ୍ ଭାଇ ଆଜିକାଲି ପ୍ରାୟ ବହୁ ମାନେ ଏମିତି ହେଉ ଛନ୍ତି ମୁ ଆପଣଙ୍କୁ ଧନ୍ୟବାଦ୍ ଦେଉଛି ଯେହେତୁ ଗୀତିକା ମାଧ୍ୟମରେ ଆମ ଭାରତୀୟ ସଂସ୍କୃତି ତଥା ଆମ କୁଇ ସଜ।କୁ ବୁଝାଇ ଥିବାରୁ ବହୁତ୍ ଭଲ ଅଛି । ମୁ ତ ,ଭାବୁଛି କିଛି ମାତ୍ରାରେ ନିଶ୍ଚିତ ସୁଧୁରି ବେ
ବଢ଼ିଆ Super ଆଜାମାନେ
My favourite song kandhamal ❤❤❤❤
Really nice Song & acting
ଗାମେ ରେହା କାତା ❤❤😮😮😮😮😮😮😮
ଭାଇରେ ବହୁତ୍ ସୁନ୍ଦର୍ ଅଭିନୟ କରୁଛ🎉🎉
ବହୁତ୍ ସୁନ୍ଦର ହେଇଛି ❤❤❤❤❤
Samaste bhala nacha karuchanti ,Khas kari amo Megha bahut bhala dance karuchi ❤👍
Bohuti bodhia ❤
Atisundar gita bhae very nice 🙂🙂🙂🙂🙂👍👍👍👍
ବହୁତ ବହୁତ ଭଲ ଲାଗୁଚି ଅଶେଷ ଅଶେଷ ଧନ୍ୟବାଦ
Nic
Voice bhala hela nai puo ra
Dance🕺💃👯 bhala🥰 heichi
Bahut sundar heichi🎉🎉🎉❤❤❤❤❤🦋✨
Jabardast 🔥🔥
ବହୁତ ସୁନ୍ଦର
❤❤❤ସୁପର ଭାଇ
ସାଇବ ଆବାର ଗୀତ ଶୁଣିବାକୁ ବଡିଆ ଲାଗୁଛି, verry nice song laage roho
Out standing 🎶❤❤❤
Soppet for all kui song
Amiti aneka kui khanti gita anantu jouthi anya bhasa Misu no thiba....🎉🎉🎉
Very nice song and nice dance ❤❤❤❤🎉🎉🎉 all best 👍👍👍👌👌
Wah wah 👏🏻
ନିଜକୁ ଗର୍ବିତ ଲାଗେ ନିଜ ଗାଁର କଳା ସଂସ୍କୃତି ଦେଖିଲେ 🎉❤❤
ଧନ୍ୟବାଦ
🎉🎉🎉🎉. Mast vdo....
ବହୁତ ଭଲ ହେଇଛି ଆଉରି ଭଲ ଭଲ ଗୀତ ଆଗକୁ ଦିଅ ଧନ୍ଯବାଦ ❤❤❤🎉🎉🎉
ଭାଇ ଖରାପ ଆଡ଼ୁ ଭଲ ହେଇଚି
Beautiful to all ❤❤❤❤🎉🎉🎉🎉
ଆମ ଗାଁ ରେ ବାହାଘର ଭୋଜି ରେ ଏଇ ଗୀତ ସବୁବେଳେ ନାଚ ହୁଏ
samaj sanskara mulak gitati ama samstank pani bahuta mulyaban ate .ehara bhabharta buhjiba ebng njaku sudhariba .samasta sruta ,lekhakanku dhanyabad .
Super duper heichi kaka❤❤❤❤❤❤❤❤❤❤❤❤❤❤❤❤❤❤
Wow what a contextual theme! May God bless you
Beutiful acting 🙏🙏
O shibo mesha tingi
Mo mrigi pai Dil se love you tritha
Nice bhai ❤❤
କାଟି ଆଜାନା ଜରୁ ଇଞିନେ ଇରି ଗାଣି ❤❤
ଏ ଯୁଗକୁ ଦେଖି ଗୀତ ଏବଂ ଅଭିନୟ ଭଲ ହେଇଛି
ଜହାରି ସାଇବ ଆବା ,ଗାମେ ରେହା ଆତେ, ପେନୁ ମେଲା ପାଞ୍ଜାନା ଅଟେ ନକିକି ସାଲ୍ବା ମୁପା କାତି ... l
ଗୀତ କୁ ଲେଖିଥିବା ଭାଇ ଙ୍କୁ ଏବଂ ଅଭିନୟ କରିଥିବା ଭାଇ ଭଉଣୀଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି।
ଆମ ତରପ ରୁ ତୁମକୁ ବହୁତ ବହୁତ ଧନ୍ୟବାଦ ଜଣାଉଛୁ
ଡାମିଗୁଡ଼ା ନାଜୁ ତାନି ଭିଡିଓ ସୁଟିଂ ଗିବାଆଜାମାନେ🎉🎉🎉❤❤
ତମ ଜାମା କେରଳ ରେ ଅଛି ନା କଣ 🎉🎉😅😅
Chama tkara saheb bhai ei gita je hetu majhire majhire maja katha thilebi jathest ama kui sajaa o parampara prati sikhya achhi agaku emiti ahuri gita lekhantu sir
Bhuta sundara gita 🥰🥰🥰
Very nice 👍👌👌👌
Ama kandhamal jia Mane hemiti abihaar karuchanti seti pai he video anudhaba karibakubadib thanks you some much very nice video ❤
Super dance and very nice song Grandfather
ବହୁତ ସୁନ୍ଦର ଗୀତ ଓ ନାଚ ହେଇଛି
Raaz bhanaja 😂😂❤❤❤
ଅତି ସୁନ୍ଦର କୁଇ ଶଙ୍ଗ୍ ❤❤❤❤❤❤
ଧନ୍ୟବାଦ ଅଭିନୟ କରିଥିବା କଳାକାର ଏବଂ l ସାହେବ ଭାଇଙ୍କୁ,,,,,,, 😂😂😂🤣🤣🤣
Tank,, you,,sir,, program,,ta,,bouto,,bholo,,lagila
ବହୁ ବଡ଼ିଆ ସାଞ୍ଜା ମାନେ ମାଇଁ କୁଇ ଲକୁ ରିତା ପରମ ପରା ବା ମାନ ସନ ମାନ ଭୁଲି ଯାଉଛନ୍ତି ନାଚ ମାଧ୍ୟ୍ୟ ମରେ ଶିକ୍ଷା ଦେଇ ଥି ବା ରୁ ବହୁତ ବହୁତ ଧନ୍ୟବାଦ
, Nice video 👍👍
ବଢିଆ ଅଛି ସାହେବ ଭାଇ ବହୁ ମାନଂକୁ ଗୀତ ଓ ଅଭିନୟ ମାଧ୍ୟମରେ ବୁଝାଉଛ
ଜହାରି, ଗା'ଣି ଗାମେ ସାଞ୍ଜାନେ
Very nice song
Wow nice video
ଆମ ଆଦିବାସୀର ପରମ୍ପରାକୁ କି ପରି ଭାବରେ ଆଜି କା ଆଧୁନିକ ଯୁଗର ବହୁ କିପରି ନିଜର କର୍ତ୍ତବ୍ୟ ପାଳନ କରିବା ପାଇଁ ଦେଢ଼ ଶୁର ବହୂ କୁ ବୁଝାଉଛନ୍ତି । କିନ୍ତୁ ବହୂ ବୁଝିବାକୁ ନାରାଜ ।
Best heichi vhai & didi 👌❤️
Very nice video and dance to all
ଭାଇକୁ ଆଉ ଭଉଣୀ ଙ୍କୁ ଧନ୍ୟବାଦ
So nice video Bhai 👌💯🙂🙂🙂