OCA secretary Sanjay Behera speaks on Barabati floodlight glitch issue | Kalinga TV

Поділитися
Вставка
  • Опубліковано 9 лют 2025
  • Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
    Visit Our Website: kalingatv.com/
    Android App: play.google.co...
    iOS App: apple.co/2M2KhQA
    Watch Live: kalingatv.com/live
    UA-cam: / kalingatv24x7
    Facebook: / kalingamedia
    Twitter: / kalingatv24x7
    Instagram: / kalingatv24x7
    #kalingatv #kalingatvlive #kalinganews

КОМЕНТАРІ • 465

  • @ratikantapadhihari4646
    @ratikantapadhihari4646 12 годин тому +333

    ଭାଇ ତମ କଥା ଯେମିତି ଗାଁ ଖେଳ ହେଲା ଭଳି ଲାଗୁଛି
    ବସ ରହିଥିଲା ଡ୍ରାଇଭର ନଥିଲା ଜେନେରେଟର ଦୂରରେ ଥିଲା ତମକୁ ଲାଜ ନାହିଁ

    • @TechTalkyy
      @TechTalkyy 12 годин тому +11

      Bhasi gala sethu bala cricket duniya re au kichi nahi

    • @NitishkumarKhuntia
      @NitishkumarKhuntia 11 годин тому +14

      ​@@TechTalkyyAai bhalia tora bala katha pain odisha re match heuini

    • @Odiabharibadhiakatha
      @Odiabharibadhiakatha 11 годин тому +7

      ​@@TechTalkyyତୁ ଓଡ଼ିଶା ରୁ ପଳା ରେ ଶଳା ବ୍ରିଟିଶ ମାନଙ୍କ ଆମେ ଟାଣି ଆଣିଛୁ ଓଡ଼ିଶା କଟକ ମାଟିକୁ ଆଉ ତୁ ବାଳ କଥା କହୁଛୁ

    • @badrinarayanjena7615
      @badrinarayanjena7615 10 годин тому

      ​@@NitishkumarKhuntia Odisha re match na hele kan bhasigala........match hele kan daridrya durei jiba......cricket kan jatiya khela

    • @kunudasright3452
      @kunudasright3452 10 годин тому +1

      Thik kahicha bhai

  • @dsmbharat9668
    @dsmbharat9668 11 годин тому +172

    ଶଳେ ୩-୪ ବର୍ଷରେ ଥରେ ଗୋଟେ ମ୍ୟାଚ ମିଳୁଛି ତାକୁ ବି ଠିକ୍ ରେ କରିପାରୁନ ଆଉ ବାଳକୁ ମ୍ୟାଚ୍ ହେବ ଏଠି

  • @JagabandhuMuduli-r3s
    @JagabandhuMuduli-r3s 11 годин тому +67

    ଗୋଟେ.. ଗୋଟେ ଏମିତି କାମ ପାଇଁ ଆଜିକା ଦିନରେ ଓଡିଶା ପଛରେ

  • @SOUMYARANJANSAHOO-x4u
    @SOUMYARANJANSAHOO-x4u 11 годин тому +129

    ବିସିସିଆଇ ହେଉଛି ବିଶ୍ୟ ର ସବୁଠାରୁ ଶକ୍ତିଶାଳୀ କ୍ରିକେଟ୍ ବୋର୍ଡ କିନ୍ତୁ ଓସିଏ ର କିଛି ଚୋର ଟାଉଟର୍ ପଟିମରା ଗଣ୍ଠିମରା ବିସିସିଆଇ ଦେଉଥିବା ପଇସା କୁ ତାଙ୍କ ମାଇପ ଲୁଗା ତଳେ ଲୁଚେଇ କି ରଖୁଛନ୍ତୀ ସେଥିପାଇଁ ଆଜି ଏ ଅବସ୍ଥା

    • @Alam_Eaglesnip
      @Alam_Eaglesnip 10 годин тому +1

      100 % right bro

    • @MrSykar
      @MrSykar 8 годин тому

      tumko kemiti jana se mane chor.. kichi bhi kahucho

    • @SOUMYARANJANSAHOO-x4u
      @SOUMYARANJANSAHOO-x4u 7 годин тому +5

      @@MrSykar ତମ ଆଖି ରେ କଣ କଣ୍ଟା ମଡ଼ା ହେଉଚି ୨୦ବର୍ଷ ହେଲା ଓଡ଼ିଶା ର ଜଣେ ବି ଇଣ୍ଟର ନ୍ୟାସନାଲ ଟିମ୍ ଟିମୀ ରେ ଖେଳି ପାରୁ ନାହାଁନ୍ତି ରଞ୍ଜି ଟ୍ରଫି ରେ ଓଡ଼ିଶା ଆଯି ଯାଏ ଫାଇନାଲ ଖେଳି ପାରୁ ନାହିଁ ରଂଜି ଇତିହାସ ରେ ଓଡ଼ିଶା ଥରେ ମାତ୍ର ସେମିଫାଇନାଲ୍ ରେ ପହଞ୍ଚି ଚି କଣ ପାଇଁ କାରଣ ଓସିଏ ଏ କିଛି ଚୋର ଟାଉଟର ରାଜନୀତି ଆଉ କିଛି ପଇସା ପାଇଁ କାରଣ ଏମାନେ ଟ୍ୟାଲେନ୍ଟେ ଦେଖୀ ନୁହଁ ପଇସା ନେଇ ବଡ଼ ଘର ର ପିଲା ମାନଙ୍କୁ ସିଲେକସନ କରନ୍ତି ଆଉ କେବଳ ତାଙ୍କ ନିଜ ପିଲା ମାନକୁ ସିଲେକସନ କରନ୍ତୀ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କ୍ରିକେଟ୍ ର ସ୍କୋପ୍ କଣ ଅଛି ବଣ ମଲି ବଣ ରେ ରହିଲା ଭଳି ଗାଁ ଗହଳି ପ୍ରତିଭା ଗାଁ ରେ ରହି ଯାଉଛନ୍ତୀ ଆଉ ତମେ କହୁଛ କିଛିବି କହୁଚ ଲାଗୁଚି ତମ କୁ କ୍ରିକେଟ୍ ଜଗତ ବିଶେଷ କିଛି ଧ୍ୟାନ ଧାରଣା ନାହିଁ ଯଦି ନାହିଁ କାହାର କମେଟ୍ ର ରୀପ୍ଲେ ଦିଅନି

    • @gspallrounder3298
      @gspallrounder3298 4 години тому

      Right

    • @jayadevjena8121
      @jayadevjena8121 2 години тому

      ​@@MrSykartame nija rajya re rahucha na bahare rahucha?? Daily news dekhucha ki nahi? Aji jae kebe sunicha ki dekhicha kou odia loka cricket re state ku represent karuthibara??

  • @AjayaBaba-gw8vs
    @AjayaBaba-gw8vs 13 годин тому +192

    ଇସ୍ତଫା ଦିଅନ୍ତୁ ଓସିଏ ସଭାପତି।

  • @SunyabasiDigital001
    @SunyabasiDigital001 12 годин тому +70

    ବହୁତ ବଡ଼ ଖାମଖିଆଲ ନୀତି,ଏ କଥା କେବେ ବି କ୍ଷମା ଯୋଗ୍ୟ ନୁହେଁ, ଓଡ଼ିଶାର ନାଁ ତଳେ ପକେଇଦଉଛ , ଛିଃ

  • @dhaneswarmallik8150
    @dhaneswarmallik8150 12 годин тому +81

    ଇସ୍ତଫା ତୂରନ୍ତ ଦିଅନ୍ତୁ ଓସିଏ ସଭାପତି ଓଡ଼ିଶା ପାଇଁ ଏକ ଲଜ୍ଜାଜନକ

    • @TheBaikunta
      @TheBaikunta 10 годин тому +1

      For this registration .. no it's a mistake ..only

    • @tarachandpanda9481
      @tarachandpanda9481 10 годин тому +3

      ​@@TheBaikuntae bopa pua thibe jaye odisha cricket develop habani bhai

    • @jayadevjena8121
      @jayadevjena8121 Годину тому

      ​@@tarachandpanda9481ashirbad Behera katha kahucha bodhe??

  • @Bapujipro
    @Bapujipro 12 годин тому +32

    OCA ର ଏମିତି ଅବହେଳା ପାଇଁ ଓଡିଶା ରୁ କେହି ଖେଳାଳି ଆନ୍ତର୍ଜାତୀୟ ପାଇଁ selection ହେଇ ପାରୁ ନାହାଁନ୍ତି

    • @ramachandra8155
      @ramachandra8155 11 годин тому

      Se ₹khaiki bhala player select karuni ,ei Sanjay Behera mgia.

  • @saratranjanbehera6661
    @saratranjanbehera6661 11 годин тому +28

    ନିର୍ଲଜ ମୁହଁ କୁ ଟିକେ ବୋଲି ଲାଜ ନାହିଁ.......

  • @SubodhMallikB
    @SubodhMallikB 11 годин тому +25

    Generartor ଆଗରୁ ଅନୁନଥିଲେ ସୋଇପଡିଥିଲ ,, ଏଠାରେ ବହୁତ ସମସ୍ୟା ରହିଛି, ଆଉ ବାରବାଟୀରେ ମ୍ୟାଚ୍ ନ ହେଉ,,,

  • @manojtarai8461
    @manojtarai8461 11 годин тому +15

    ତମର ଯୋଉ ଦାଇତ୍ୱ ହୀନତା ଗୁଣ ଯୋଗୁଁ ତମକୁ ଲାଗୁଛି ଆଉ ମ୍ୟାଚ୍ ଆସିବା ବାରବାଟି ଷ୍ଟାଡିୟମ୍ କୁ। ଲାଇନ୍ କାଟିଲେ ଜେନେରେଟର ଆସିବ...??
    ଏଇଟା କି ବାଳ କଥା,ଗୋଟେ ଗାଁ ର ଛୋଟ function ରେ ବି ଜେନେରେଟର ଆଗରୁ ready ଥାଏ।
    ଆଉ international match ରେ ତମେ ଜେନେରେଟର ରଖିନ।
    ଷ୍ଟାଡିୟମ୍ ର development କାମ କିଛି ନାହିଁ,ବାହାଘର ମଣ୍ଡପ ବନେଇ ସାରିଲାଣି ସେଇଟା କୁ।ଟିକିଏ ଲାଜ ଲାଗୁନି ତୁମ ମୁହଁ କୁ ଆହୁରି ଆସି ଏମିତି careless answer ଦଉଛ।

  • @Nishi5555
    @Nishi5555 13 годин тому +53

    ନାଁ ନାଁ ଜମାନୁହେଁ... ଏହା କଣ issue...
    ଲାଇଟ କଟିଲେ ଜେନେରେଟର ଆସିବ... କି କଥା ଏ ସବୁ...ଲଜ୍ୟା ଘୋର ଲଜ୍ୟା...
    କୁହାଳିଆ ମନ୍ତ୍ରୀ କୁଆଡେ ଗଲେ....

    • @Mffamily-m2f
      @Mffamily-m2f 12 годин тому +3

      Tume poka Congressia jana poduchhi😂😂😂

    • @Nishi5555
      @Nishi5555 12 годин тому

      @Mffamily-m2f ଭୁଲ କରି ଭୁଲ କୁ ନ ମାନିବ ତାହେଲେ କେଉଁ ଦଳର

    • @swarajkumarbehera9951
      @swarajkumarbehera9951 11 годин тому +1

      ​@@Nishi5555hnn se loka ta kahila naa bhai ki organise ame karuchu aau bhul Amara boli se accept karuchi, dekha jauni ki. Tama mananka bhalia ketoti murkha lokanka pain Odisha aji pachhare. Sabu jinisa re politics nei asa

    • @Mffamily-m2f
      @Mffamily-m2f 11 годин тому +1

      @Nishi5555 congress dala ra 😂😂😂😂

    • @Nishi5555
      @Nishi5555 10 годин тому

      @@swarajkumarbehera9951 OCA ସମ୍ପାଦକ କଣ କହିଲେ, ଆଗରୁ ଏଭଳି ହେଇଥିଲା, ଏ ଟା କଣ issue....
      ବାକିରହିଲା ରାଜନୀତିକରଣ... ନେତା ମନ୍ତ୍ରୀ ଧାଡ଼ିବାନ୍ଧି ଯିବେ ପ୍ରସ୍ତୁତି ସମୀକ୍ଷା କରିବାପାଇଁ, ଫୋଟୋ ଉଠେଇ ବାହାବା ନେବେ... ବ୍ୟାଟ ଧରି ବ୍ୟାଟିଂ କରିବେ... ପାସ୍ ନେବେ....
      ଏଥିରେ ଓଡିଶା ର ନାଁ ଉପରକୁ ଯିବ ନାଁ ତଳକୁ ତମେ କୁହ

  • @Live-Roster-Ajay
    @Live-Roster-Ajay 13 годин тому +33

    Ethi pain Odisha re khela Huyeni

  • @NirmalDas-l5q
    @NirmalDas-l5q 13 годин тому +21

    ନବୀନ ଯଦି ଦାଇଥିଲା ନବୀନ ସମୟ ରେ କଣ ପାଇଁ ଲିଭୁ ନଥିଲା ଆଉ ଯଦି ତାହା low quality ରୋ ଜିନିଷ ଥିଲା ଏବେ କାର ମନ୍ତ୍ରୀ କଣ ନୀରିକ୍ଷଣ କରୁଥିଲେ କେମେତି ଟିକେଟ ବେଶୀ ପାସ ରେ ମିଳିବ ଆଉ ଜନତା ଜନାର୍ଦ୍ଦନ ଗାଣ୍ଡୀ ମରେଇବେ ଦଲାଲ ସବୁ ବେଳ ଭଲ ଇଣ୍ଡିଆ ଜିତିଗଲା ହାରି ଥିଲେ OCA ଗାଣ୍ଡୀ ବିସିସିଆଇ ଫଟେଇ ଥାନ୍ତା ଖେଳ ନା ଆଉ ବାଳ ଆସିଥାନ୍ତା😮

  • @vikramkumar...2265
    @vikramkumar...2265 13 годин тому +14

    ତୁମେ ଦୁଃଖିତ ହେଲେ ଆମେ କଣ କରିବୁ
    ଇସ୍ତଫା ଦିଅ ଓଡ଼ିଶା ବାସୀ ଖୁସି ହେବେ

  • @kkarunakaramahanandia9980
    @kkarunakaramahanandia9980 13 годин тому +27

    ଗାଲୁଆର ବାରବାଟୀ ଚାଷ

  • @sibasankar5395
    @sibasankar5395 12 годин тому +33

    Odisha need another modern stadium with world class facilities.

  • @nilakanthadash4588
    @nilakanthadash4588 12 годин тому +24

    Tama mananka pai odisha badanam houchi......

  • @satyaswain2384
    @satyaswain2384 13 годин тому +34

    Pakistani maza udauchanti BCCI ra OCA pai

    • @SOUMYARANJANSAHOO-x4u
      @SOUMYARANJANSAHOO-x4u 11 годин тому +3

      ପାକିସ୍ତାନ ମଜା କେମିତି ଉଡୁଛି ଦେଖ ଚାମ୍ପିଅନ ଟ୍ରଫି ରେ ଆଉ ଗୋଟେ ସପ୍ତାହ ପରେ ଚାମ୍ପିଅନ ଟ୍ରଫି ଆରମ୍ଭ ହେବ କିନ୍ତୁ ପାକିସ୍ତାନ ରେ ଏ ପର୍ଯ୍ୟନ୍ତ stadium ରେଡି ହେଇନି 😂😂

    • @NASIMIWORLD
      @NASIMIWORLD 3 години тому

      Chaluni kahuchi chunchii ku tor dehare bohut kana 😂.. pakistan ra abasta eeiya

  • @Babaphakiryoutube
    @Babaphakiryoutube 10 годин тому +12

    ସଞ୍ଜୟ ବେହେରା ଇସ୍ତଫା ଦେବା ଦରକାର୍

  • @bhanjdisom1635
    @bhanjdisom1635 11 годин тому +8

    ଦୁଖିତ ନୁହେଁ ମାଗିହା ଦାୟୀ

  • @sanjaykumarmohanty3513
    @sanjaykumarmohanty3513 13 годин тому +18

    ବାପା ନଖରlତି ଶଳା ପାନ ଖିଆ ଚେତେଲl ପାଟିଆ ଉଠା ଚୁଲିୟl

  • @mukeshbehera4511
    @mukeshbehera4511 13 годин тому +16

    Agaru kn soi thila backup rakhi nathila😂😂

  • @mr.sanjayinformationdiscov3282
    @mr.sanjayinformationdiscov3282 3 години тому +2

    ହା ହା ହା,,,,,
    👉OCA ର ସଫେଇ Driver ଖେଳ ଦେଖୁଥିଲା so backup generator ଆସିବା ବିଳମ୍ବ ହେଲା,,,,😂😂
    👉ଯଦି କୌଣସି ଖେଳାଳି injured ହେଇଯାଇଥାନ୍ତା ତେବେ କଣ କହିଥାନ୍ତା OCA,,, amulance driver ଖେଳ ଦେଖୁଥିଲା,,,,,😂😂
    👉ଯଦି ମାଓବାଦୀ attack ହେଇଥାନ୍ତା ତେବେ କଣ OCA କହିଥାନ୍ତା ସୁରକ୍ଷା କର୍ମୀ ଓ ପୋଲିସ ଖେଳ ଦେଖୁଥିଲେ,,,,,🤣🤣

  • @SOUMYARANJANSAHOO-x4u
    @SOUMYARANJANSAHOO-x4u 10 годин тому +3

    ଆମେ ମଧ୍ୟ ଆମ ଗାଁ ରେ ଟେନିସ୍ ବଲ turnament କଲାବେଳେ ଜେନେଟର ଆଣିବା ପାଇଁ ଭୁଲିଯାଉ ଥାଉ କିନ୍ତୁ ଏଠୀବି ସେଇଆ 😂😂

  • @syhjada1032
    @syhjada1032 12 годин тому +8

    Generetor chalu pai 30 minutes 😂

    • @ashishariyan6768
      @ashishariyan6768 12 годин тому +3

      Bhai oil rate badhijaichi... Paisa arrange karibaku time laguthila 😂😂

    • @souravvlogs823
      @souravvlogs823 9 годин тому

      ​@@ashishariyan6768 ete black re ticket bikila pare bhi paisa helani ?

  • @soumyaranjanmohapatra7933
    @soumyaranjanmohapatra7933 12 годин тому +7

    ଖେଳାଳି ମାନଙ୍କ ଆସିବ ପୂର୍ବରୁ ଜେନେରେଟର ରଖିଲନାହିଁ କଣ ପାଇଁ??

  • @sugyanpanigrahi435
    @sugyanpanigrahi435 8 годин тому +2

    OCA Secretary Ekdam Thik Katha kahichanti 💯

  • @jitendraswain2851
    @jitendraswain2851 13 годин тому +8

    ଓଡ଼ିଶା କୂ ବାରବାଟି ବଦନାମ କରିଦେଲ

  • @aurovindasahoo7499
    @aurovindasahoo7499 12 годин тому +6

    ଯାହା ଗୋଟିଏ ଗୋଟିଏ ମ୍ୟାଚ ମିଳୁଛି,ତା ବି ଆଉ ମିଳିବା କଷ୍ଟ ହେବ

  • @suramapatel3374
    @suramapatel3374 12 годин тому +12

    Au international match haba ni athare

  • @spandancreations4333
    @spandancreations4333 8 годин тому +3

    ମୋ ଚପଲ କାଇଁ ଆଣିଲୁ ରେ ମାଧିଆ 😂

  • @EAGLE0816
    @EAGLE0816 11 годин тому +5

    Good job gaon khela ta

  • @mdadil3745
    @mdadil3745 3 години тому

    Sabash sanga. Very good and justified clarification

  • @ramprasadnayak4807
    @ramprasadnayak4807 12 годин тому +14

    ଏମିତି ହେଲାନି ଯେ ଆଉ ବାଳକୁ international ମ୍ୟାଚ୍ ହବ

  • @rahulofficialforu4561
    @rahulofficialforu4561 11 годин тому +8

    Eaaa bhul pain suman gill hasu thile.. Ki prakar byabasta 😂😂

  • @alekhachandramalika8155
    @alekhachandramalika8155 10 годин тому +3

    ଜେନେରେଟର ଆଣିବ କଣ କହୁଚ୍ଛ। ସେଠାରେ stand by mode ରେ stating ରେ ଥାନ୍ତା

  • @Skstarvlog3735
    @Skstarvlog3735 12 годин тому +4

    ସଞ୍ଜୟ ବେହେରା କୁ ବାହାର କର ହେ

  • @narayanbarik6392
    @narayanbarik6392 2 години тому

    Absolutely right ❤🙏

  • @odiaknowledgehubranjit4985
    @odiaknowledgehubranjit4985 11 годин тому +2

    Second generation aagaru kn pain ready rakhilani. OCA chairman should be suspended. BJP without any reason facing criticism. CM please take a committee to inquire on past glitches of OCA

  • @ramanavenkat076
    @ramanavenkat076 11 годин тому +3

    Future re international match miliba possible nuha,, 😢😢

  • @t_sand_tmrock5366
    @t_sand_tmrock5366 11 годин тому

    Good speech

  • @julumantri3100
    @julumantri3100 10 годин тому

    Right 👍👍👍👍

  • @anubhavmohanty1736
    @anubhavmohanty1736 12 годин тому +5

    Au bala ta match miliba 5 barsa jain jau bhali flood lights fail hela....bahaghara agru baigana poda bhali karila OCA...Ete dina dhari soithila

  • @baidyanathsingh8618
    @baidyanathsingh8618 8 годин тому +1

    ଆଣ୍ଠେଇ କି ବିଜେପି ନେତା କ୍ଷମା ମାଗନ୍ତୁ

  • @satyanrayansatrusalya9817
    @satyanrayansatrusalya9817 12 годин тому

    Thank you sir

  • @SUSHILARJUNNDAS
    @SUSHILARJUNNDAS 3 години тому +1

    🛞🦚🛞🦚🛞🦚🛞🦚🛞🦚🛞🦚🛞🦚🛞

  • @amardas3119
    @amardas3119 10 годин тому +1

    Double Engine So 😂😂😂😂😂

  • @sudhiramahapatra5594
    @sudhiramahapatra5594 3 години тому

    ଜୋଉୁ ଲୋକ ବୁଲୁଥିଲା ତା ଉୁପରେ ଜଥା ସିଗ୍ର ପଦକ୍ଷେପ ନେବାକୁ ସରକାରଙ୍କୁ ଅନୁରୋଧ ଜୟ ଜଗନ୍ନାଥ 🙏

  • @ScR5467
    @ScR5467 7 годин тому

    Aau international haba?

  • @Jit007Z
    @Jit007Z 8 годин тому

    OCA TOTAL FAIL...
    BEHERA.. FAMILY IS RESPONSIBLE

  • @ajaykumardash9999
    @ajaykumardash9999 12 годин тому +5

    Emiti employeenku kn paine rakhithila sy mechnic ta on duty sy dg set pakhary kn paine duty karunathila

  • @NiranjanMatha-vv8pd
    @NiranjanMatha-vv8pd 7 годин тому

    ସେକ୍ରେଟାରୀ କୁ ବହିଷ୍କାର କରାଯାଉ

  • @dibakarbehera9308
    @dibakarbehera9308 5 годин тому +1

    Turant tada

  • @manashsahumanash-nz7ys
    @manashsahumanash-nz7ys 9 годин тому +1

    🤞👍🤝

  • @sailendranathsingh8063
    @sailendranathsingh8063 11 годин тому

    Strong deciplinarry action needed

  • @rockrabikumar997
    @rockrabikumar997 8 годин тому

    ଏମାଗ୍ୟ ମାନଙ୍କ ପାଇଁ ଓଡ଼ିଶା ବଦନାମ୍ ହେଇଛି

  • @Odiavloge7683
    @Odiavloge7683 12 годин тому +4

    Sabu bele asubidha hele barabati re kebhe match heba nai

  • @bipinbiharinayak5973
    @bipinbiharinayak5973 3 години тому +1

    Salaye oca arrangement fault turanta emanku jail pathaya

  • @Jit007Z
    @Jit007Z 8 годин тому

    Black re Ticket Bikichu..
    Now Bampha Nebu😂

  • @srikantbarik4136
    @srikantbarik4136 2 години тому

    Hy

  • @subhamsubhajitsahoo914
    @subhamsubhajitsahoo914 12 годин тому

    ❤️

  • @arunamohapatra9806
    @arunamohapatra9806 7 годин тому

    ଯିଏ ଯୋଉ ଦାୟିତ୍ୱରେ ଅଛନ୍ତି ସବୁ ମାରି ପିଟି ସବୁ ଖାଉଛନ୍ତି ପଦବୀ change କରାଯାଉ କଡ଼ା କଡି ଲୋକଙ୍କୁ ପଦବୀ ରେ ବସା ଯାଉ ଯିଏ ଠିକ୍ ନେଇ ଆଣି ପାରୁ ଥିବେ

  • @BalaramEmpire
    @BalaramEmpire 5 годин тому

    ଏଇ ଟା ନୂଆ ଭୁଲ ନୁହେଁ ଏହା ପୁର୍ବରୁ ପାଣି ବୋଟଲ ଫୋପାଡ଼ିବା ଘଟଣା 2010 ରେ ଲାଇଟ୍ ଅସୁବିଧା ହେଇଥିଲା ଯାହା ଫଳରେ କି ଆଜି ଓଡିଶା ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ଲଜ୍ଜିତ ହେବାକୁ ପଡୁଚି ଆଉ ଆମର ବେପରୁଆ ବେବସ୍ତା ଯୋଗୁଁ ପଡୋଶୀ ଦେଶ ଆମକୁ ଆଖି ଉଠେଇ କହିପରୁଚନ୍ତି

  • @bubusahoo2869
    @bubusahoo2869 10 годин тому +1

    ଟାଉଟର. ମୋହନ ସରକାର. ସେଠି ବାବୁ.ଙ୍ଗା ପଡିଆ.... ଓଡ଼ିଆ ଅସ୍ମିତା ଗୋଇଠା ଆ ଥୁ ଓଡ଼ିଶା ବାସି. ସବୁ ମେଣ୍ଢା ସୋଫିଆ. 50ଟଙ୍କିଆ ମ୍ୟାଚ. ଟାଉଟର ସରକାର

  • @subhasisswain5530
    @subhasisswain5530 12 годин тому +3

    Au Bcci kebe debani match Cuttack ku

  • @abhisheknayak287
    @abhisheknayak287 12 годин тому +1

    I respect the behaviour of oca secretary ❤....

  • @abdhutpradhan18
    @abdhutpradhan18 11 годин тому

    OCA secretary should be dismissed

  • @RUDRACREATION0479
    @RUDRACREATION0479 11 годин тому +2

    TPCODL - Samastanku free pass dela mo belaku bhuli gala sethipaen katideli 😂
    (Just kidding)

  • @animeshbehera9254
    @animeshbehera9254 12 годин тому +2

    bus ku naiki parking re rakhileni

  • @Lat4666
    @Lat4666 12 годин тому +1

    ଓଡିଶାରେ ହେବାକୁଥିବା ଯେ କୌଣସି ଏପରି ଜାତିୟ /ଆନ୍ତର୍ଜାତିକ କାର୍ଯ୍ୟକ୍ରମ ହେବାର ଅନ୍ତତଃ ଦଶ ଦିନ ଆଗରୁ ଏଥର କଣ କଣ ସବୁ ପଦକ୍ଷେପ ଆଗରୁ ନେବାକୁପଡ଼ିବ ତାହା ଉପରେ ବିଶେଷଜ୍ଞ ମାନଙ୍କୁ ଡାକି ଗୋଟିଏ ଭିଡିଓ କରିବା ପାଇଁ ଅନୁରୋଧ କରୁଛି । ପରେ ଏମିତି ଭୁଲ ବାଛିବା ଦ୍ବାରା ସେମିତି କିଛି ଲାଭ ହେବନାହିଁ ।

  • @narayanbarik6392
    @narayanbarik6392 2 години тому

    You should be prepared to everything an international level opretion it' ok🇮🇳❤️🙏

  • @dibyaranjanmohanta8233
    @dibyaranjanmohanta8233 8 годин тому

    Odisha ଲୋକ ତୋ semiti

  • @srikantmohanty4718
    @srikantmohanty4718 12 годин тому +1

    Au kebe hebani

  • @sahoobiswabhusan7261
    @sahoobiswabhusan7261 6 хвилин тому

    👊

  • @pinturanjanswain9809
    @pinturanjanswain9809 11 годин тому +1

    ଆଗ ଏଇଟା କୁ ବିଦା କର ଶଳା boby ଦାଶ ଚେଲା

  • @samirdas1204
    @samirdas1204 4 години тому

    Ok sabu thik achhi

  • @BEHE-n2q
    @BEHE-n2q 9 годин тому

    ଓଡ଼ିଶାରେ କୈାଣସି କାମ ଥରେ କେରେ ହେଲାଇ ! ମଲା ରାଷ୍ଟ୍ରପତି ଆସିଲେ ଲାଇଟ୍ ଚାଲିଗଲା !

  • @beleivecreation1196
    @beleivecreation1196 7 годин тому

    Parking area nahi ki

  • @ROMEOARYA
    @ROMEOARYA 11 годин тому +1

    Excuses has no limits.
    😅

  • @souravvlogs823
    @souravvlogs823 9 годин тому

    resign as soon as possible

  • @kshirodkumarbehera5105
    @kshirodkumarbehera5105 2 години тому

    ସେ ମୂର୍ଖ ଓସିଏର ଅଧ୍ୟକ୍ଷ ହେବା ଅନୁପଯୁକ୍ତ ତୁରନ୍ତ ହଟାଯିବା ଦରକାର।

  • @SagarmajhiSagarmajhi-v2k
    @SagarmajhiSagarmajhi-v2k 12 годин тому +4

    ଆପଣ ଠିକ୍ କହିଛନ୍ତି କିନ୍ତୁ କେତେଜଣ ପାଗଳ ଏହାକୁ ବଡ଼ issu କରୁଛନ୍ତି

  • @odishavlogaurobindaswain6537
    @odishavlogaurobindaswain6537 11 годин тому

    Not big issue.

  • @bikrambehera7093
    @bikrambehera7093 8 годин тому

    Tame bhaubcha gan khela au ...vul nuhe maha bhul karcha au odisara na tale pakeidela...laja madiba darkar j odisara emitika arrangement heithila.....

  • @Sidheswar80
    @Sidheswar80 10 годин тому

    Should resign from his Post for this shameful offence

  • @SushantaKumar-y1w
    @SushantaKumar-y1w 11 годин тому

    Ok sir no problem ❤

  • @basantasahu3719
    @basantasahu3719 7 годин тому

    ଇସ୍ତଫା ଦିଅନ୍ତୁ ଓସିଏ ସଭାପତି

  • @srrout1234
    @srrout1234 12 годин тому +1

    ବସ ତମ dg room ରେ ପସି ଯାଇ ଥିଲା 😂

  • @JogeswarMajhi-lt7hj
    @JogeswarMajhi-lt7hj 10 годин тому

    ଏହା ପରେ ବାରବାଟି ରେ ଆମ ନାତି ମାନେ ବି ଖେଳ ଦେଖି ପାରିବେ କି ନାହିଁ,,ସ୍ବପ୍ନ

  • @jwotikantarannjit7570
    @jwotikantarannjit7570 11 годин тому

    ସଞୀୟ ବେହେରା କୁ ବାହର କର

  • @chittaranjandehury6450
    @chittaranjandehury6450 11 годин тому +1

    Oca sabu bele ajogya

  • @debasishvlogs5664
    @debasishvlogs5664 12 годин тому +2

    Past re loka mobile use karunathile. Ebe loka smart phone use kaleni. Apana puruna heleni apana b jaantu . Sorry kahiba pain nahanti apana

  • @sarbeswarasisa1810
    @sarbeswarasisa1810 10 годин тому

    ସେହି ଲାଇଟ୍ ପାଇଁ ରୋହିତ ଶର୍ମା ର ବ୍ୟାଟିଂ ଖରାପ୍ ହେଇ ତାନ୍ତା

  • @milansingh8897
    @milansingh8897 11 годин тому

    Careless

  • @st-subham
    @st-subham 11 годин тому

    OCA ସଭାପତି ତୁରନ୍ତ ଇସ୍ତଫା ଦିଅନ୍ତୁ, ସଭାପତି
    ବିଜେଡି ଦଳର ଲୋକ. ହୋଇ ଥିବ,ସରକାର ଓ କ୍ରୀଡାମନ୍ତ୍ରୀ ଙ୍କୁ ବଦନାମ କରିବା ସହିତ ସାରା ରାଜ୍ୟକୁ ଅପମାନିତ କଲା

  • @gameforu8714
    @gameforu8714 8 годин тому

    1:26 aau agami dinare international heba laja laguni.........

  • @sibaprasaddas1210
    @sibaprasaddas1210 10 годин тому

    ଏଇଟା କୁ ତୁରନ୍ତ ବିଦା କର ଆଉ ବାରବାଟୀ କୁ 14 ବର୍ଷ ଯାକେ suspend କରା ଯାଉ

  • @dillipnaik362
    @dillipnaik362 12 годин тому +1

    ଡବଲ ଇଞ୍ଜି ଶରକା ହେବ ଏମିତି

  • @ManojBiswal-x5b
    @ManojBiswal-x5b 7 годин тому

    ଇସ୍ତଫା ଦେଲେ କଣ ହେବ ଆଗକୁ କିଭଳି
    ଭାବେ ଏଭଳି ଭୁଲ ନ ହୁଏ