ପୁରୀପଣ୍ଡା ଏମିତି ହୋଇଥିବେ କେବେ ଭାବିନଥିଲୁ || Bhubaneswar || DinalipiLive

Поділитися
Вставка
  • Опубліковано 20 січ 2025

КОМЕНТАРІ • 372

  • @Santos_de_carlos
    @Santos_de_carlos 9 днів тому +132

    ପୁରୀ ପଣ୍ଡାଙ୍କ ପାଇଁ ପୁରୀ ଓ ଓଡ଼ିଶା ବଦନାମ।

    • @SKumar-vLog
      @SKumar-vLog 9 днів тому +1

      Right

    • @umakantamajhee7226
      @umakantamajhee7226 9 днів тому +1

      Right

    • @rabindrarathor1013
      @rabindrarathor1013 8 днів тому

      @@Santos_de_carlos ସାତ କଥା ଏ ସଲେ ନିଜ ସ୍ବାର୍ଥ ପାଇଁ ଓଡିଶା ବସୀ ଙ୍କୁ ବଦନାମ କରୁଛନ୍ତି।

    • @AmitkumarDungdung
      @AmitkumarDungdung 8 днів тому

      absolutely right.

    • @SKumar-vLog
      @SKumar-vLog 8 днів тому +1

      @@Santos_de_carlos right .. bilkul thik kahila ... Semane kahuchanti ama thakuara .. ama jaga. . sabu amara ..
      Strange things ki government kichi Kari paruni semannkara..

  • @ckm1974cm
    @ckm1974cm 9 днів тому +54

    ପୁରୀ ପଣ୍ଡା ମାନଙ୍କ ପାଇଁ ଆମ ଓଡ଼ିଶା ବଦନାମ

  • @gopinathkhilari1934
    @gopinathkhilari1934 9 днів тому +80

    ପୁରୀ ପଣ୍ଡାଙ୍କ ବହୁତ ବହୁତ ଅନ୍ୟାୟ ବଢ଼ିଗଲାଣି l ସେମାନେ ନିଜ ଭୁଲ ମାନିବେ ନାହିଁ l ଭୋଟ ପାଇଁ ବୋଧେ ସରକାର କିଛି ପଦକ୍ଷେପ ନେଉନାହାନ୍ତି l ବିଜେପି ସରକାର ଗୋଟେ ସାହସିକ ପଦକ୍ଷେପ ନେଇ ଓଡିଶାର ସୁନାମ ଫେରେଇ ଆଣନ୍ତୁ l

    • @prasantasahoo261
      @prasantasahoo261 9 днів тому +4

      ପୁରୀ ଲୋକ ଗୁଡା ହିଁ ଗାଲୁଆ

    • @saratpradhan2503
      @saratpradhan2503 9 днів тому +2

      Ei mananka pain odisha badnam heuchhi

    • @gopalcharanswain8752
      @gopalcharanswain8752 5 днів тому

      Looting in their blood but not in our blood. Why can't we ( Government, BOTH ) STOP IT.
      Sat sat naman to our Pujya Kabi Sarala Das.

  • @Eagleeye774
    @Eagleeye774 9 днів тому +48

    ଟାଉଟର ସେବାୟତଙ୍କ ବିରୋଧରେ ଅଭିଯୋଗ ପାଇଁ ବ୍ୟବସ୍ଥା ରହୁ.. ଅଧିକ ଅଭିଯୋଗ ଆସୁଥିବା ସେବାୟତଙ୍କୁ ବହିଷ୍କାର କରାଯାଉ..

  • @banshidharpradhan1190
    @banshidharpradhan1190 9 днів тому +53

    ପୁରୀ ପଣ୍ଡାଙ୍କ ପାଇଁ ଓଡ଼ିଶା ବଦନାମ ହେଉଛି

  • @kalucharanpatra5767
    @kalucharanpatra5767 9 днів тому +22

    ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର କୁ ଦଲାଲ୍ ପଣ୍ଡା ମୁକ୍ତ କରାଯାଉ ।

  • @sankarsanbal9213
    @sankarsanbal9213 9 днів тому +66

    ମନ୍ଦିର ପ୍ରଶାସକ ଏଇ କଥାକୁ ଗୁରୁତ୍ୱ ର ସହିତ ନିଅନ୍ତୁ

    • @SKumar-vLog
      @SKumar-vLog 9 днів тому

      ହଁ ଗୁରୁତ୍ଵ ନେବେ .. next time re ଭଲସେ ଗାଣ୍ଡୀ ମାରିବେ..

  • @SusantaBiswal-h2p
    @SusantaBiswal-h2p 9 днів тому +21

    ପୁରି ପଣ୍ଡା ମାନେ ଆତ୍ମ ସମୀକ୍ଷା କରିବା ଜରୁରୀ।
    ମୁଷ୍ଟିମେୟ କେତେକଙ୍କ ପାଇଁ ସମଗ୍ର ରାଜ୍ୟ ବଦନାମ।

  • @adarshpadhan7949
    @adarshpadhan7949 9 днів тому +33

    ସରକାର ଙ୍କ ଏତେ ପରିଶ୍ରମ ପଣ୍ଡା ଙ୍କ ପାଇଁ ବୃଥା ହୋଇଗଲା 😭

  • @PradeepTandi-i4w
    @PradeepTandi-i4w 9 днів тому +27

    ପୁରୀ ପଣ୍ଡା କଣ ସମସ୍ତ ବ୍ରାହ୍ମଣ ପୁରୋହିତ ମାନେ ଏମିତି ଲୁଟିବାରେ ମାହିର ସବୁ ଜାଗାରେ ଏମାନଙ୍କର ରାଜ୍ ଚାଲିଛି ସମସ୍ତେ ଜାଣୁଛନ୍ତି କିନ୍ତୁ ଚୁପ୍.......

  • @Indian-y2f
    @Indian-y2f 9 днів тому +33

    ଜଗନ୍ନାଥ ମନ୍ଦିରର ସତ୍ୟତା କେତେ ଜଣା ପଡ଼ିଗଲା ,ସବୁ ନାଟକ ,
    ଭଗବାନ୍ ସେହି ମନ୍ଦିରରେ ନାହାନ୍ତି ,ଏହା ବ୍ରାହ୍ମଣ ମାନେ ଟଙ୍କା,ସୁନା ଲୁଟିବା କେନ୍ଦ୍ର କହିଲେ ଅତ୍ୟୁକ୍ତି ହେବ ନାହିଁ ।ଭକ୍ତ ମାନେ ନିଜେ ଲୁଟି ହେବାକୁ ସେଠାକୁ ଯାଉଛନ୍ତି ।

  • @Lokanathsmal
    @Lokanathsmal 9 днів тому +26

    ପୁରୀ ପଣ୍ଡାପୂଜାରୀଙ୍କୁ ଲୁଟେରା କଳଙ୍କ ନାମକାରଣ କଲେ ପ୍ରଭାସି😂

  • @pitopradhan4441
    @pitopradhan4441 9 днів тому +20

    ପୁରୀ ମନ୍ଦିର ର ପଣ୍ଡା ଛି ଛି ପ୍ରବାସୀ ଙ୍କୁ ମଧ୍ୟ ପଇସା ମାଗିବା ଛାଡିଲ ନାହିଁ l ଏମିତି ତ ଜୋର ଜବରଦସ୍ତ ସମସ୍ତଙ୍କ ଠୁ ପଇସା ଛଡାଉଛ ଧିକ ତୁମର ଜୀବନ ମୋଟା ସୁନା ମାଳି ବେକରେ ପକାଇ ଲେ କଣ ହେବ ହଉ ତୁମ ପାଇଁ ସେହି ଠାକୁର ଅଛନ୍ତି l

  • @ventvent5731
    @ventvent5731 9 днів тому +6

    ସେବାୟତ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର।

  • @arjungamango8543
    @arjungamango8543 9 днів тому +7

    କେବଳ ସନାତନରେ ହିଁ ସେହି ଲୁଟେରା କର୍ମ ହିଁ ଧର୍ମ....

  • @bhalanathhansdah3012
    @bhalanathhansdah3012 9 днів тому +17

    ଏକଥା ଆଗରୁ ହଉଛି, ବିଦେଶୀ ଜାଣିଲେ
    ଓଡ଼ିଆ ଅସ୍ମିତା ଭକ୍ତି,

  • @rabindrarathor1013
    @rabindrarathor1013 9 днів тому +9

    ପୁରି ର ପଣ୍ଡା ମାନେ ଲୋକଙ୍କୁ ଲୁଟ କରୁଛନ୍ତି, ଏମାନେ ପଇସା ପାଇଁ ଓଡ଼ିଶା କୁ ବଦନାମ କରୁଛନ୍ତି। ସରକାର ସେ ବିଷୟରେ ଚିନ୍ତା କରନ୍ତୁ।

  • @RashmiRanjanSethi-k8b
    @RashmiRanjanSethi-k8b 9 днів тому +13

    ସରକାରଙ୍କୁ ଅନୁରୋଧ ଏମାନଙ୍କ ପାଇଁ ଆଇନ୍ ତୀଆରୀ କରାଯାଉ

  • @dayanidhisaraka8538
    @dayanidhisaraka8538 9 днів тому +6

    ପୁରୀ ର ପଣ୍ଡା ମାନଙ୍କ ପାଇଁ କିଛି ନିୟମ ହେବା ଦରକାର ସେ ମାନେ ବହୁତ ଲୋକ କୁ ଲୁଡୁ ଛନ୍ତି 🎉🎉🎉

  • @SKumar-vLog
    @SKumar-vLog 9 днів тому +6

    ବୋହୁତ ଲୋକେ ପୁରୀ ଯାଉନାହାନ୍ତି କେବଳ ପୁରୀ ପଣ୍ଡା ପାଇଁ ..

  • @Pradip2282
    @Pradip2282 9 днів тому +5

    ପୁରୀ ଲୋକମାନଙ୍କ ପାଇଁ ଓଡିଶା ବଦନାମ

  • @sairamsatapathy8539
    @sairamsatapathy8539 9 днів тому +8

    Right 100percent right.

  • @pravatkumarmishra9760
    @pravatkumarmishra9760 9 днів тому +9

    କେବଳ ପଣ୍ଡା ପୂଜାରୀ ନୁହ ସବୁ ସେବାୟତ ଯୋଉ ମାନେ ମନ୍ଦିରରେ କାମ କରନ୍ତି ସେମାନେ କାହାକୁ ମାନ ନ୍ତୀ ନାହି ଏଇ ମାନକ ଯୋଗୁ ଆମ ଓଡ଼ିଶା ଆମ ଜଗନ୍ନାଥ କୁ ନିନ୍ଦିତ କରୁଛନ୍ତି ୟାଙ୍କୁ ପ୍ରଶାସନ ଦଣ୍ଡ ଦେବା ଦରକାର

  • @cuty_mama9801
    @cuty_mama9801 9 днів тому +5

    ପୁରୀ ବ୍ରାହ୍ମଣ ଅନ୍ୟାୟ କରୁଛନ୍ତି

  • @ventvent5731
    @ventvent5731 9 днів тому +4

    ପୁରୀ ଜଗନ୍ନାଥଙ୍କ ସେବାୟତ ନମ୍ବର ୧ ବଦମାସ୍।
    କେବେବି ସୁଧୁରିବେ ନାହିଁ।

  • @swayamprakashpattanaik1549
    @swayamprakashpattanaik1549 9 днів тому +4

    ଜଗନ୍ନାଥ ରକ୍ଷା କର।
    ଏମିତିଆ ବାଜେ ଲୋକଙ୍କ ପାଇଁ ଆମେ ବଦନାମ।

  • @PRAKASHMOHANTY-x1x
    @PRAKASHMOHANTY-x1x 9 днів тому +9

    ପିକୁ ପଟ୍ଟନାୟକଙ୍କୁ ଜଣାଅ ଏହି ଘଟଣା।ସେ
    ଜଗନ୍ନାଥ ସଂସ୍କୃତିର ଅସ୍ମିତା କଥା ସବୁବେଳେ ଵୁଝୁଛନ୍ତି।ସେ ସବୁବେଳେ ତ ଏହି ଭଳି କାମରେ ହଲା କରୁଛନ୍ତି। ଏବେ ପଣ୍ଡାଙ୍କ ଏପରି ହୀନମନ୍ୟତା କାର୍ଯ୍ୟ ପାଇଁ ବିକ୍ଷୋଭ ଆରମ୍ଭ କରି ପାରିବେ କି ?

  • @odiachuiavolg2504
    @odiachuiavolg2504 9 днів тому +5

    ପଣ୍ଡା ଙ୍କୁ ନଡ଼ା କର ଜଲଦି ଓ ବିଜେପି ସରକାର ଶୁଣ ଆଉ ବୁଝ ଏ ଛୋଟ କଥା ନୁହ 👍✌️

  • @NSkantKumar
    @NSkantKumar 9 днів тому +9

    ଆଜ୍ଞା ସେଇ ପଣ୍ଡା ମାନେ ହିଁ ଦେବତା ଆଉ ଭଗଵାନ ଅଟନ୍ତି ସେଇ ମାନଙ୍କୁ ଖୁସ୍ କରେଇ ପାରିବ ତ ସବୁ ଖୁସ୍ ବଳକା ଆଉ କିଛି ନାହିଁ 😂😂😂

  • @sudarsanpradhan6782
    @sudarsanpradhan6782 9 днів тому +3

    ପୁରୀ ପଣ୍ଡା ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପ୍ରଶାସନ ନେବା ଦରକାର, କାରଣ ଏହି ପଣ୍ଡା ମାନଙ୍କ ପାଇଁ ପୁରୀ ବଦନାମ ହେଉଛି l ପୁରୀ ମନ୍ଦିର ଭିତରେ ପଣ୍ଡାମାନେ ଜବରଦସ୍ତ ଯାତ୍ରୀ ମାନଙ୍କ ଠାରୁ ଦକ୍ଷିଣା ମାଗୁଛନ୍ତି l ଭାରତ ର ଅନ୍ୟ କେଉଁ ମନ୍ଦିର ରେ ବ୍ରାହ୍ମଣ ମାନେ ଦକ୍ଷିଣା ମାଗୁନାହାନ୍ତି l ତୁରନ୍ତ ଏ ସିଷ୍ଟମ ବନ୍ଦ କରିବାପାଇଁ ପ୍ରଶାସନ ପଦକ୍ଷେପ ନିଅନ୍ତୁ l

    • @Gunu2016
      @Gunu2016 8 днів тому

      Dakhineswar kali re b same money maganti au baki south re line re chida heba but tanko South Indian nku chadidiyonti.

    • @Gunu2016
      @Gunu2016 8 днів тому

      South temple re

  • @krishnadash4569
    @krishnadash4569 8 днів тому +1

    କଣ ପୂରୀ ପଣ୍ଡାମାନେ, ଆଉ ଶ୍ରୀ ମନ୍ଦିର ପ୍ରଶାସନ ସୁଣିକି ଭଲ ଲାଗିଥିବ, ଛି.।।।।।।।।।।।।।। ସରମ୍ କର.।।।।।। ସୁଧର୍ ଯାଓ.

  • @ckm1974cm
    @ckm1974cm 9 днів тому +7

    ପୁରୀ ପଣ୍ଡା କେବେ ହେଲେ ସୁଧୁରିବେ ନାହିଁ,
    ଆମ ଓଡ଼ିଆ ଲୋକମାନଙ୍କୁ ତ ଛାଡ଼ୁ ନାହାନ୍ତି,
    ପଇସା ଟଙ୍କା ନ ଦେଲେ ଗାଳି ଗୁଲଜ କରୁଛନ୍ତି ,
    ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏହି ପଣ୍ଡା ମାନଙ୍କ ଉପରେ ଶାନ୍ତି ଶୃଙ୍ଖଳା ସହିତ କିଛି ପଦକ୍ଷେପ ନେବାକୁ ଅନୁରୋଧ

  • @explorewithdasjee9054
    @explorewithdasjee9054 9 днів тому +4

    ପଣ୍ଡିତ ମାନେ ପୂଜ୍ୟସ୍ପଦ ହେବା ଆବଶ୍ୟକ । ସେମାନଙ୍କୁ ପ୍ରଭୁ ଜଗନ୍ନାଥ ଙ୍କ କୃପାରୁ ତାଙ୍କ ସେବାର ସୁଯୋଗ ମିଳୁଛି , ତଥାପି କିଛି ଅର୍ଥ ଲାଳସା ର ବଶବର୍ତ୍ତୀ ହୋଇ ଶ୍ରୀକ୍ଷେତ୍ର ତଥା ଓଡିଶାର ଗୌରବ ନଷ୍ଟ କରୁଛନ୍ତି । ବିନୀତ ଅନୁରୋଧ ଭକ୍ତ ମାନଙ୍କ ପ୍ରତି ଏଭଳି ଆଚରଣ ରୁ ନିଜକୁ ନିବୃତ ରଖନ୍ତୁ ।

  • @hrushikeshmahanta6590
    @hrushikeshmahanta6590 9 днів тому +2

    ଏଇ ଆମ ଓଡ଼ିଶାର ଅସ୍ମିତା,ଏହା ଆମ ଗର୍ବ, ପ୍ରବାସୀ ଭାରତୀୟ ମାନେ ଆମ ଅସ୍ମିତା ଓଡ଼ିଶା ବାହାରେ ଭାରତ ବାହାରେ ପ୍ରଚାର ପ୍ରସାର ନିମନ୍ତେ ସାହାଯ୍ୟ କରିଥିବାରୁ ଧନ୍ୟବାଦ

  • @chandanasahoo5532
    @chandanasahoo5532 9 днів тому +5

    ପୁରୀ ର ପଣ୍ଡା ମାନେ ଏମିତି, ଭକ୍ତ ମାନେଛୁଆ ପିଲା ଧରି ଜଗନ୍ନାଥ ଦେଖିବାକୁ ଯାନ୍ତି କିନ୍ତୁ ପଣ୍ଡା ମାନେ ପ୍ରଭୁ ଜଗନ୍ନାଥ ଙ୍କ ଆଗରେ ଠିଆ ହୋଇ ରହିଥବେ ଟିକେ ହଟି ବି ବେନି. ଭୋଗ ନିଅ ଝଣ୍ଡା ନିଅ ଭେଟି ଦିଅ. ଏଥି ପ୍ରତି ପ୍ରଶାସନ ଧ୍ୟାନ ଦେବା ଉଚିତ.

  • @Kalingatraveller636
    @Kalingatraveller636 9 днів тому +2

    ପୁରୀ ପଣ୍ଡା ଙ୍କ ପାଇଁ ପୁରା ଓଡିଶା ବଦନାମ.. ଜଗନ୍ନାଥ ମନ୍ଦିର ପୁରୀ ରେ ଥିବାରୁ ସେଠାକା ର ଲୋକ ଓ ମନ୍ଦିର ପଣ୍ଡା ଶ୍ରୀ ମନ୍ଦିର କୁ ନିଜ ବାପା ସମ୍ପତି ଭାବନ୍ତି ଓ ସେମାନ ଙ୍କ ଅହଙ୍କାର ଓ ଦିନ କୁ ଦିନ ବଢି ଚାଲିଛି.. ବାହାର ଲୋକ ଦର୍ଶନ ପାଇଁ ଆସିଲେ ଦୁର୍ବ୍ୟବହାର କରି ପଇସା ଲୁଟନ୍ତି... ତେଣୁ ଏମାନ ଙ୍କ ଉପରେ ଦୃଢ଼ କର୍ଯ୍ୟାନୁଷ୍ଠାନ ନେବା ଜରୁରୀ.....

  • @KulamanisahooSahoo
    @KulamanisahooSahoo 9 днів тому +2

    ଆମ, ଓଡ଼ିଶାରେ, ଯାଜପୁର, ବିରଜା, ମନ୍ଦିର, ପୁରୀ, ଜଗନ୍ନାଥ ମନ୍ଦିର ରେ, ପଣ୍ଡା ମାନେ ଅଧିକ, ଲୁଟୁଛନ୍ତି, ସରକାର ଏଥି ପ୍ରତି ସଜାଗ ହବା ଦରକାର,

  • @prabinkumarnayak5324
    @prabinkumarnayak5324 9 днів тому +11

    Mandir administration failure, OTV Argus are silence

    • @durgeshpatra4498
      @durgeshpatra4498 9 днів тому +1

      ଖରାପ ଲାଗିବାର କଥା ବିଜେପି ସରକାର କୁ କେହି ସାମ୍ନାକୁ ଆସୁନାହାନ୍ତି ରାଜ୍ୟପାଳ ପୁଅ ମାରିଲା ସେତେବେଳେ ଏମିତି ଚୁପ୍ ଥିଲେ ଆଜି ବି ଅତିଥିକୁ ସାଙ୍ଗରେ ଏମିତି କଲେ ପୁରୀ ପଣ୍ଡା

    • @sipun5
      @sipun5 9 днів тому +1

      ​@@durgeshpatra4498genda sarkar thila bele lut heu na thila. Ki?

  • @Pradip2282
    @Pradip2282 9 днів тому +1

    ପୁରୀ ପଣ୍ଡା ଓଡିଶାକୁ ବଦନାମ କରିଦେଲେ

  • @basantakumarpanda9022
    @basantakumarpanda9022 9 днів тому +1

    ପ୍ରବାସୀ ଓଡ଼ିଆଙ୍କ ପୁରୀ ଅନୁଭୂତି ସବୁ ବେଳେ ମନେରଖୀବେ ।

  • @HaraprasadRana-fm1uu
    @HaraprasadRana-fm1uu 9 днів тому +1

    ପୁରୀ ର ସବୁ ପଣ୍ଡା ଡକାୟତ । ପୁରୀ ମନ୍ଦିର ପ୍ରଶାସନ ଧ୍ୟାନ ଦିଅ ନ୍ତୃ ନ ହେଲେ । ପୁରୀ ଶ୍ରୀକ୍ଷେତ୍ର ର ବଦନାମ ହୋଇ ଯିବ । ଅଜଥା ପଣ୍ଡା ମାନଙ୍କୁ ମନ୍ଦିର ଭିତରୁ ବାହାର କାରା ଯାଉ

  • @MrBismaya
    @MrBismaya 9 днів тому +1

    Puri Mandir ko jo v gaya same experience leke kar aate hai sir... thanks to you for sharing your experience... Mandir jane ke baad aise feel hota hai ki jaise Garib logon kelia hindudharm nahi... thanks again for sharing experience it's not your words it's crores of people's words.

  • @SrutiraniDey-w7d
    @SrutiraniDey-w7d 8 днів тому

    Ekdam right

  • @sakyasingjena8649
    @sakyasingjena8649 9 днів тому +1

    ପୁରୀ ପଣ୍ଡା କେବେ ସୁଧୁରିବେ ନାହିଁ
    ପ୍ରଶାସନ ଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ

  • @SahooSekhar-c3p
    @SahooSekhar-c3p 9 днів тому +8

    ଭିକାରି ପଣ୍ଡା

    • @Rajaan_22
      @Rajaan_22 9 днів тому

      Juge juge Bhikari.....

  • @pandusing8928
    @pandusing8928 9 днів тому +2

    ମୁଁ ସେହି ହିନ୍ଦୁ ମାନଙ୍କୁ କହୁଛି, ହିନ୍ଦୁ ଧର୍ମର ବ୍ୟବସ୍ଥାକୁ କେହି ସମାଲୋଚନା କଲେ କିଛି ଲୋକ କହନ୍ତି କି ଖ୍ରୀଷ୍ଟିଆନ ଧର୍ମ ବିରଧରେ କହିକି ଦେଖ, ମୁସଲମାନ ଧର୍ମ ବିରୋଧରେ କହିକି ଦେଖ ସେହି ହିନ୍ଦୁ ଭାଇ ମାନଙ୍କୁ କହୁଛି ବାଇଟ୍ ଦେଉଥିବା ଏହି ବ୍ୟକ୍ତିଙ୍କୁ ସେମିତି କହି ପାରିଵ ତ ??? କାରଣ ଦୁନିଆଁ ଜାଣିଛି ହିନ୍ଦୁ ଧର୍ମ ଏହା ହିନ୍ଦୁ ମାନଙ୍କର ଧର୍ମ ନୁହେଁ କେଵଳ ବ୍ରାହ୍ମଣ ମାନଙ୍କର ରୋଜଗାରର ଧର୍ମ।।।

  • @RanjitSwalsingh
    @RanjitSwalsingh 8 днів тому

    ଭଲ ହେଇଛି। ପୁରିରେଏଭଳିକିଳାହଉଛିତମେସବୁଜାଣିନ।

  • @UpendraHati-gn5ym
    @UpendraHati-gn5ym 9 днів тому

    ହେ ଜଗତର ନାଥ ଜଗନ୍ନାଥ
    ଦେଖ ପ୍ରଭୁ ତୁମ ଆଖି ସାମ୍ନା ରେ ଲୁଟ ହଉଛି ଏହା କୋଟି କୋଟି ଭକ୍ତଙ୍କୁ ସବୁଦିନ ସବୁସମୟରେ ଭକ୍ତ ନିଜକୁ ପଚାରୁଛି ସତରେ ତୁମେ ବଡଦେଉଳ ଅଛ ନା ନାହିଁ
    ପୁରୀ ପଣ୍ଡା ବ୍ୟବସାୟ କରୁଛନ୍ତି ନା ତୁମେ ଦେଖି ଚୁପ ରହୁଛ
    ଜୟ ଜଗନ୍ନାଥ 🙏🙏🙏

  • @rabindrakumarsahoo434
    @rabindrakumarsahoo434 9 днів тому +1

    ମନ୍ଦିର ଭିତରେ ଏମାନଙ୍କ ଦୌରାତ୍ମା ମାତ୍ରାଧିକ।

  • @Juli-v8e
    @Juli-v8e 8 днів тому

    ଓଡ଼ିଶା ବଦନାମ

  • @padminibehera7070
    @padminibehera7070 8 днів тому

    ପୁରୀ ମନ୍ଦିର ବଦନାମ ହୋଇଗଲା ପଣ୍ଡା ମାନଙ୍କୁ ସରକାରୀ ବେଚ ଲଗାଯାଉ

  • @sasmitamohanty9567
    @sasmitamohanty9567 9 днів тому +1

    ଆମେ ଡିସେମ୍ବର ରେ ଯାଇଥିଲୁ ପୁରୀ,ବାହାରେ ବ୍ରହମନ ଜଣେ ପଚାରିଲେ ମନ୍ଦିର ଭିତରକୁ ଯିବାକୁ ଆମେ ମନା କଲୁ,, ଖରାପ ଭାଷା କହିଲେ ଆଉ କୋଉଠୁ କୋଉଠୁ ଅସୁଚନ୍ତି କରୁନାହାନ୍ତି କହୁଛନ୍ତି.

  • @antaryaminayak1836
    @antaryaminayak1836 9 днів тому +1

    ବହୁତ ଲଜ୍ୟା କଥା. ପୁରୀ ମନ୍ଦିର ପାଇଁ ଓଡିଶା ବଦନାମ. ସବୁ ପଣ୍ଡାଙ୍କୁ ବିଦାକାରୀ ନୂଆ ଲୋକଙ୍କୁ ଦାଇତ୍ୱ ଦେବା ଦରକାର.

  • @bijayakumarsahoo4623
    @bijayakumarsahoo4623 9 днів тому +2

    ଜଗନ୍ନାଥଙ୍କର ସମସ୍ତେ ଖାଇଥାନ୍ତି ଜଗନ୍ନାଥ କାହାର ଖାଆନ୍ତି ନାହିଁ ।

  • @purnaodisha5712
    @purnaodisha5712 8 днів тому

    ସରକାର ଙ୍କୁ ଅନୁରୋଧ ତୁରନ୍ତ ଆକ୍ସନ ନିମନ୍ତେ ସରକାରୀ ଅଫିସର୍ ଅଛନ୍ତି ଏ ଭଳି ଅଭାବନୀୟ ଘଟଣା ବିଷୟରେ ଶୁଣିବା ପାଇଁ ଦୁଃଖିତ କିନ୍ତୁ ସରକାର ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ

  • @ManojKumar-dz9bh
    @ManojKumar-dz9bh 8 днів тому

    କିଛି ପୁରୀ ପଣ୍ଡା ଲାଗି ସାରା ଓଡ଼ିଶା ବଦନାମ୍ 😢

  • @GuduRoy-m1y
    @GuduRoy-m1y 9 днів тому +9

    Magia panda.magia kichi khaiba ku jadi pauna tama maikina ku bhada ku dia.bhala in come kariba.magia panda.

  • @srikantamallick1159
    @srikantamallick1159 9 днів тому +1

    ସବୁ ଯୋଗୀ ତଳେ କେହି ତା ପେଳକୁ ବି ସରି ନୁହେଁ

  • @MukundaShoo
    @MukundaShoo 9 днів тому

    ପୁରୀ ପଣ୍ଡା ନିର୍ଦ୍ଦୟ ସ୍ଵଭାବ। ସୁବିଧା ଓ ସରାଳତା ମିଳିଲେ ରାଳ ଗିଲିଦେବେ।

  • @golmal420-l2v
    @golmal420-l2v 9 днів тому +1

    ଯାହାହେଉ ଓଡିଆଙ୍କ ବିଶ୍ଵରେ ସୁନାମ ବଢ଼ିଗଲା 😂😂😂😂😂😂😂😂

  • @lsamantaray6663
    @lsamantaray6663 9 днів тому +1

    Eshwara Jane har har Mahadev

  • @rrcreation9
    @rrcreation9 9 днів тому

    ପୁରୀ ପଣ୍ଡା ଯିଏ ଲୁଟିଚି ସେ ନିଶ୍ଚୟ ଗୋଟିଏ ବିଜେପି ବାଲା...bcz ଓଡ଼ିଶା ରେ ଅବିକା ବିଜେପି ଖାଲି ଲୁଟୁଚି.... ସାଧାରଣ ଲୋକଙ୍କ ଲୁଟୁଚି ଆଉ ହଇରାଣ କରୁଛି.... ବିଜେପି...

  • @tufanchandradas1060
    @tufanchandradas1060 8 днів тому

    ସତ କଥା, ପୁରୀ ପଣ୍ଡା ମାନେ ସଦାବେଳେ ଲୁଟିବାକୁ ଚେଷ୍ଟା କରନ୍ତି , ମୋର ଅଭିଜ୍ଞତା ଅଛି ।

  • @U.B675
    @U.B675 8 днів тому

    ସମସ୍ତ ପଣ୍ଡା ମାନଙ୍କୁ ମନ୍ଦିର ରୁ ଆଉଟ୍ କର ଅନ୍ୟ ଲୋକ ମାନକୁ ଆପିମେଣ୍ଟ କରନ୍ତୁ ଓଡ଼ିଶା ରେ ବହୁତ ଲୋକ ଅଛନ୍ତି ପୂଜା କରିବା ପାଇଁ

  • @rajeshbaral2540
    @rajeshbaral2540 9 днів тому +1

    ଲାଗୁଛି...ପ୍ରଶାସନ ମଧ୍ୟ ପଣ୍ଡାଙ୍କ ସହ ଦକ୍ଷିଣା ଆଦାୟରେ ସମ୍ପୃକ୍ତ ଅଛନ୍ତି....?ପଣ୍ଡା ଘଇତା ହେଲେ ପ୍ରଶାସନ ମାଇପ, ତା ନହେଲେ ଏପର୍ଯ୍ୟନ୍ତ ପ୍ରଶାସନ କଣ ପାଇଁ ଆକ୍ସନ ନେଇନାହିଁ,କାରଣ ଏ ସବୁ ଆଜିର ଘଟଣା ନୂହେଁ, ପ୍ରତିଦିନର ଘଟଣା, ......ଦକ୍ଷିଣା ନେଇ ତମ ମାଇପ ଙ୍କ ଡ୍ୟାସ୍ ରେ ଓହଳାଇ ଦେବ....😅😅

  • @alokarashmitripathy8589
    @alokarashmitripathy8589 9 днів тому +6

    Puri sebayat Brahman nuhanti.

  • @AmlanArya
    @AmlanArya 5 днів тому

    Puri Pujaris should be punished for this... We love you sir for saying the truth. Thanks for coming to Odisha.... Love you all !

  • @brundabandas4577
    @brundabandas4577 8 днів тому

    ପୁରୀ ପଣ୍ଡାଙ୍କୁ ମନ୍ଦିର ପ୍ରଶାସନ କାହିଁକି ଡରୁଛନ୍ତି? ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ । ଏହିପରି ପ୍ରତିଦିନ ଅଭିଗୋଗ ଆସୁଛି। ପ୍ରଶାସନ କାହିଁକି ସୋଇଛନ୍ତି।

  • @ShambhuSrimahadevshambhu
    @ShambhuSrimahadevshambhu 8 днів тому

    ପୁଜାରୀ ନନା ମାନଙ୍କୁ ବିନମ୍ର ଅନୁରୋଧ ଏହି video ଦେଖି ନିଜର ଭୁଲ କୁ ସୁଧାରନ୍ତୁ,
    ଜୟ ଜଗନ୍ନାଥ,

  • @prabin2497
    @prabin2497 9 днів тому

    ପୁରୀ ପ୍ରଶାସନ ଏଥି ପ୍ରତି ଦ୍ରୁଷ୍ଟି ଦେବା କଥା

  • @jogendraagrawal3148
    @jogendraagrawal3148 8 днів тому

    କିଛି ଲୋକଙ୍କ ପାଇଁ ଶ୍ରୀ ମନ୍ଦିର ବଦନାମ ହେଉଛି,
    ପ୍ରଶାସନ ୟା ଉପରେ ଦୃଢ ପଦେକ୍ଷପ ନିଆଯିବା ଆବଶ୍ୟକ

  • @abhiabhi2511
    @abhiabhi2511 9 днів тому +2

    ଜଗୁନି ଭାଇ କିଛି କହିବେକି

    • @jitu1991
      @jitu1991 9 днів тому

      Se ethi kichi kahibani

  • @ranjankumardash2969
    @ranjankumardash2969 9 днів тому

    Fact

  • @niranjannayak7425
    @niranjannayak7425 9 днів тому +2

    ଶ୍ରୀମନ୍ଦିର ପ୍ରଶାସନ ନିରବ କଣ ପାଇଁ ?

  • @debeshkumarbiswal4509
    @debeshkumarbiswal4509 8 днів тому

    ବୁଦ୍ଧି ଶିଖେଇଦେଲେ ପୁରୀ ପଣ୍ଡା
    ଇଏ ଆଉ ପୁରୀ ମନ୍ଦିର ଯିବନି

  • @SkniyamatAli-mu5sn
    @SkniyamatAli-mu5sn 8 днів тому

    ମୁଁ ଜଣେ ମୁସଲମାନ ମୁଁ ସବୁ ଧର୍ମ କୁ respect କରେ ସବୁ ଧର୍ମ ଲୋକଙ୍କୁ ମୁଁ ହୃଦରେ ଶ୍ରଦ୍ଧା କରିବା ମଣିଷ ର ଧର୍ମ ମୁଁ ମନେ କରେ.. ପୁରୀ କଥା ଯେବେ ଆସେ କିଛି ମୋର ଅନୁଭୂତି କହିବି ମୁଁ ଜଣେ driver ମୁଁ ଯେବେ ଶ୍ରଦ୍ଧାଳୁ ନେଇ କି ପୁରୀ ମନ୍ଦିର ଯାଏଁ ଜଗରନାଥ ଦର୍ଶନ କରି ଲୋକ ମାନେ ଫେରନ୍ତି କୁହା କୁହି ହୁଅନ୍ତି ଜେ ସେଠିକା ଯୋଉ ନାମକୁ ପଣ୍ଡା ଅଛନ୍ତି ଏ ଭାଇ କହିଲା ଭଳି ଲୋକ ମାନେ ବହୁତ ହାରାଷମେଣ୍ଟ ହୁଅନ୍ତି ପଣ୍ଡା ମାନଙ୍କ ଦ୍ୱାରା. ଜଗନ୍ନାଥ କୁ ଆଗରେ ରଖି ବହୁତ ଶ୍ରଦ୍ଧାଳୁ ଙ୍କୁ ପଣ୍ଡା ମାନଙ୍କ ଦ୍ୱାରା ବେଈଜତ ହୁବାକୁ ପଳି ଥାଏ. ମୋର ପ୍ରଶ୍ନ ମୋ ହିନ୍ଦୁ ଭାଇ ମାନଙ୍କୁ କଣ ଆପଣଙ୍କ ହୃଦୟ ରେ ଜଗନ୍ନାଥ ଅଛନ୍ତି. ତେବେ ପୁରୀ ଯିବାଟା କଣ ଜରୁରୀ ଜଦି ଜରୁରୀ ତେବେ ପୁରୀ କାହିଁକି ଛତିଆ କାହିଁକି ନୁହେଁ ଛତିଆ ବି ରେ ତ ଜଗନ୍ନାଥ ଅଛନ୍ତି. ମୋର ଆଖି ଆଗରେ ଜଣେ ନୂଆ କି ବାହା ହେଇ ପୁରୀ ବୁଲିବା କୁ ଯାଇଥିଲେ ଦୁଇ ଦମ୍ପତି ଚନ୍ଦନ ପୋଖରୀ ରେ ସଖାଳୁ ଗାଧେଇବା ସମୟରେ ସେ ଲେଡି ବହୁ ଜଣେ ତୋଠ ପାଖରେ କପଳା ପାଲଟୁ ଥିବା ସମୟ ରେ ଦୁଇ ଅଭଦ୍ର ମୋ ଗାଳି ଆଗରେ ଆସି ଫୋଟ ଉଠାଇ ଲେ ମୁଁ ଦିଖି ତାଙ୍କୁ ବିରୋଧ କଲି ଯେତେବେଳେ ସେ ନିଶା ରେ ମୋ ସହିତ ଏତେ ଖରାପ ଭାଷା ରେ ଗାଳି କରି bike ରେ ପଢ଼େଇଲେ. କହିବା ର କାରଣ ଲୋକ ମାନେ ସମସ୍ତେ ଜାଣନ୍ତି ଜେ ଥରେ ଯାଇଛି ସେ ଜାଣିଛି.. କେତେ ପୁରୀ ମନ୍ଦିର କର୍ମଚାରୀ ପଣ୍ଡା ସେଠି କିଛି ଅଭଦ୍ର ଅଛନ୍ତି. କେବଳ ଜଗନ୍ନାଥ ପ୍ରେମୀ ଶ୍ରଦ୍ଧା ରେ ଦର୍ଶନ ଆଶା ନେଇ ଯାଆନ୍ତି. ସେଇଟା କୁ ପୁରୀ ର କିଛି ଲୋକ ମାନେ ଭାବନ୍ତି ଆଇଛୁ ମାନେ ସବୁ ଦେଇ କି ଯିବୁ ଜଗନ୍ନାଥ ନା ରେ ହରି ଲୁଟ ହୁ୍ୱେ. ସରକାର ସବୁ ଜାଣି ଚୁପ ହୋଇ ଦେଖେ

  • @panditpratapsatapathy8543
    @panditpratapsatapathy8543 9 днів тому

    B j p ସରକାର ଓଡ଼ିଶା ପାଇଁ କେତେବଦ ଉପହାର ଧନ୍ୟ b j p satakat

  • @padmasinijani6515
    @padmasinijani6515 9 днів тому

    👍

  • @ashoknayak42
    @ashoknayak42 9 днів тому +1

    Puri Panda ke against me administration strict action lena chahiye...🙏

  • @biswambarpattanayak4456
    @biswambarpattanayak4456 8 днів тому

    ସବୁଠାରୁ ବଡ଼ ଭିକାରି ପୁରୀ ରେ ଅଛନ୍ତୀ। ଏଥିପାଇଁ ପ୍ରଶାସନ ଦାୟୀ।

  • @jbsing4348
    @jbsing4348 8 днів тому

    ଯେ ପର୍ଯ୍ୟନ୍ତ ମନ୍ଦିରରେ ପୁରୋହିତମାନଙ୍କ ପାଇଁ Govt. Recruitment System ଲାଗୁ ନ କରାଯିବ, ସେ ପର୍ଯ୍ୟନ୍ତ ମନ୍ଦିରରେ ଏଇ ଭଳିଆ ଶସ୍ତା, ଭ୍ରଷ୍ଟ ଓ ଅଯୋଗ୍ୟ ତଥାକଥିତ ପୁରୋହିତ ମାନଙ୍କର ଦୋଉରାତ୍ମ୍ୟ ବରଦାସ୍ତ କରିବାକୁ ପଡ଼ିବ ଓ ରାଜ୍ୟ ତଥା ଦେଶ ବଦନାମ ହେଉଥିବ।

  • @sanjeebdas116
    @sanjeebdas116 9 днів тому +1

    ସେ ସବୁ ଦେଖି ଚୁପ... ତା ନ୍ୟାୟ ଦିନେ ହବ...

  • @Juli-v8e
    @Juli-v8e 8 днів тому

    ପୁରୀ ପଣ୍ଡା ଛୋଟଲୋକ ଗୁଡା ଟଙ୍କା ପାଇଁ ଇଯତ୍ ବିକି ସାରିଲେଣି

  • @rameshsatpathy8631
    @rameshsatpathy8631 8 днів тому

    ମନ୍ଦିର ପ୍ରଶାସନ ,ଓଡିଶା ପ୍ରଶାସନ, ଗଜପତିଙ୍କ ଦୃଷ୍ଟି କୁ ଆସୁଛିକି।ବହୁତ ହୋଇଗଲା କିଛି କରୁନାହାନ୍ତି କାହିଁ କି।

  • @prasad8078
    @prasad8078 9 днів тому +1

    Why people of Puri are not commenting against such act here in comment box???
    Are they not feeling proud of such thing now?????

  • @kunasahu1081
    @kunasahu1081 9 днів тому +1

    Mandra, prasasan, thi ki, nai

  • @rrcreation9
    @rrcreation9 9 днів тому

    ବିଜେପି ହଟାଓ ଓଡ଼ିଶା ବଞ୍ଚାଅ...

  • @debanandaputel5508
    @debanandaputel5508 8 днів тому

    ସରକାର ଏ କଥାକୁ ଗୁରୁତ୍ୱ ସହିତ ନେବା ଉଚିତ୍

  • @mukeshkumarsahoo1647
    @mukeshkumarsahoo1647 8 днів тому

    ପୁରୀ ପଣ୍ଡା ମାନେ ବିଶ୍ଵ ଦରବାରରେ ଓଡ଼ିଶା କୁ ନିନ୍ଦିତ କରିଦେଲେ😢

  • @saratpradhan2503
    @saratpradhan2503 9 днів тому

    Sir is speaking the truth, Puri is blamed for Puri pandas

  • @LaxmiPrasadSatpathy
    @LaxmiPrasadSatpathy 9 днів тому

    Special volunteers should be deployed in Puri temple during such occasion to assist the out siders.

  • @blcreationbs1020
    @blcreationbs1020 9 днів тому +3

    ଓଡ଼ିଶା ସରକାର ତ ଗୋଟେ ହିଞ୍ଜିଡା🫡 ୟେ ପଣ୍ଡା ମଘିଆ ପାଇଁ ଆଜି ଓଡିଶା ବଦନାମ୍ 😭 ବିଜେପି ଚ୍ୟାନେଲ ଓଟିଭି ଆଉ AURGUS ପୁରା ଚୁପ୍ ଆଜି 😂

    • @Eagleeye774
      @Eagleeye774 9 днів тому +1

      ହିଞ୍ଜଡ଼ା ନିବାସରେ ପାଣ୍ଡୁ ସହ ଶୋଇ ଶୋଇ ଦିନ କାଟିଲା.. 24 ବର୍ଷପରେ ନିର୍ବାଚନରେ ହାରିବା ଭୟରେ ଜଗନ୍ନାଥଙ୍କୁ ଅଟୋରେ ବୁଲେଇଲା, ଲୋକଦେଖାଣିଆ ଗୁଡ଼ାଏ ସଜେଇଲା.. ହେଲେ ଭିତର ବ୍ୟବସ୍ଥା ଯାହାକୁ ତାହା.. କର୍ମର ଫଳ ବି ପାଇଲା.. 😂

    • @blcreationbs1020
      @blcreationbs1020 9 днів тому

      @Eagleeye774 ରଥ ରେ ମହାପ୍ରଭୁ ଙ୍କୁ ବୁଲେଇଲା ବେଳେ ୟେ ପଣ୍ଡା ମାଘିୟେ ଚୁପ୍ ଥିଲେ କଣ ପାଇଁ ନା ଗଞ୍ଜେଇ ଟାଣିକି ସୋଇଥିଲେ 🫡 ସବୁ mg ଏକ ଓଡ଼ିଶା ନାଁ ବଦନାମ କରିବାରେ ବ୍ୟସ୍ତ

  • @bijayahaiburu7409
    @bijayahaiburu7409 9 днів тому

    I have been to puri for hundreds times just to look at the big eyes, I feel very overwhelming and I don't care these pandas, Also once I have been to puri and don't do the darsan and I meet a very serious accident with minor injuries of my family after that I never forget to visit jaganath temple. Jai jaganath

  • @DilipNayak-y1f
    @DilipNayak-y1f 9 днів тому +1

    Bjp ସରକାର ପଣ୍ଡା ମାନେ ପୁରିର
    Rupes ନେଵେ

  • @sanjaynayak80
    @sanjaynayak80 9 днів тому

    Govt should take action...

  • @dillipmajhi2189
    @dillipmajhi2189 9 днів тому +4

    Puri pandaku fasi diajau.

    • @Indian-y2f
      @Indian-y2f 9 днів тому

      ମନ୍ଦିରରେ ଭଗବାନ୍ ନାହାନ୍ତି ,ମନ୍ଦିର ବନ୍ଦ କରାଯାଉ ।

  • @manojpradhan2303
    @manojpradhan2303 8 днів тому

    Mohan sir nku anurodh bachhi bachhi bramhan police nku ani puri bramhan ku bahe piti ମନ୍ଦିରରୁ ବାହାର କରନ୍ତୁ । ବିଶ୍ଵ ଦରବାର ରେ ନିନ୍ଦିତ କରୁଛନ୍ତି ଏହି ବ୍ରାହ୍ମଣ ମାନେ

  • @Bhagabatpujari1
    @Bhagabatpujari1 9 днів тому

    ଫରକ ହଉଛି ସିଏ ହେଲେ ମହାଦେବ ଇଏ ହେଲେ ବିଷ୍ଣୁ ।

  • @SUJEET-m3c
    @SUJEET-m3c 7 днів тому

    ପଣ୍ଡା ଙ୍କ ମୁହଁରେ ବୁମ୍ ଲଗାଅ ଆଗ।। ଏତେ ପୋଇଶା kn ପାଇଁ ଲୁଟୁ ଛନ୍ତି

  • @khanukhatua6919
    @khanukhatua6919 9 днів тому

    Puridrimandirareanyayabahutkaruchhanti