ପ୍ରଶଂସା ତୁମେ ଘେନ (PRASANSA TUME GHENA) | MAIN SINGER : HUMANE SAGAR | BETHEL CHURCH | 2025

Поділитися
Вставка
  • Опубліковано 4 лют 2025
  • *🎶 Prasansa Tume Ghena - Live Music Performance by Humane Sagar | BETHEL CHURCH 🎶*
    Experience the divine live performance of the worship anthem **"Prasansa Tume Ghena"**, beautifully rendered by the renowned **Humane Sagar**, accompanied by the vibrant **Bethel Church Youth Group**. This heartfelt presentation, filled with faith and devotion, is a musical offering to glorify the Almighty.
    *✨ What to Expect:*
    *Powerful Vocals:* Humane Sagar’s soulful rendition brings deep emotion and inspiration.
    *Soulful Worship:* Immerse in the heavenly atmosphere as the lyrics express love, gratitude, and faith.
    *Live Performance:* Witness a captivating live worship session, blending traditional and contemporary styles.
    📍 *Where:* BETHEL CHURCH, Bhubaneswar
    📅 *When:* January 2025
    ---
    *🎶 Lyrics of "Prasansa Tume Ghena"*
    **ଧନ୍ୟବାଦ ଘେନ ପ୍ରଭୂ
    ପ୍ରଶଂସା ତୁମେ ଘେନ
    ସ୍ତୁତି ପୂଜା ଆରାଧନା
    ମହିମା ତୁମେ ଘେନ**
    **ହେ ଧର୍ମ ମୟ ମହାମହିମ
    ପ୍ରଶଂସା ନିବାସୀ ତୁମେ ପ୍ରଶଂସନୀୟ
    ଗଉରବ ମୟ ତୁମେ ଜ୍ୟୋତିର୍ମୟ**
    (Music)
    **ସକଳ ସୃଷ୍ଟିର ପ୍ରଭୁ ତୁମେ ସ୍ଵୟଂଭୂ ଈଶ୍ୱର
    ତୁମେ ପଥ ତୁମେ ସତ୍ୟ ତୁମେ ଅନନ୍ତ ଜୀବନ
    ଅନାଦି ଅନନ୍ତ ପ୍ରଭୁ ଯୁଗେ ଯୁଗେ ତୁମେ ଅଛ
    ପ୍ରଭୁ ମାନଙ୍କର ପ୍ରଭୁ ଅଟଗୋ ତୁମେ ଜୀବିତ**
    **ହେ ତ୍ରାଣ କର୍ତ୍ତା ଈଶ୍ୱର ନନ୍ଦନ
    ପ୍ରଶଂସା ନିବାସୀ ତୁମେ ପ୍ରଶଂସନୀୟ
    ଗଉରବ ମୟ ତୁମେ ଜ୍ୟୋତିର୍ମୟ**
    **ଧନ୍ୟବାଦ ଘେନ ପ୍ରଭୂ
    ପ୍ରଶଂସା ତୁମେ ଘେନ
    ସ୍ତୁତି ପୂଜା ଆରାଧନା
    ମହିମା ତୁମେ ଘେନ**
    (Music)
    **ସ୍ଵର୍ଗ ଆଉ ପୃଥିବୀର ଅଧିକାରୀ ତୁମେ ଅଟ
    ସର୍ବ ଶକ୍ତି ମାନ ପ୍ରଭୁ ତୁମେ ହିଁ ରାଜା ଆମର
    ଦୟାମୟ କ୍ଷମାମୟ ତୁମେ ଯିଶୁ ପ୍ରେମମୟ
    ରୋଗ ସଂକଟରେ ସଦା ଉଦ୍ଧାର କାରୀ ଆମର**
    **ହେ ମୁକ୍ତିଦାତା ପରମ ଈଶ୍ଵର
    ପ୍ରଶଂସା ନିବାସୀ ତୁମେ ପ୍ରଶଂସନୀୟ
    ଗଉରବ ମୟ ତୁମେ ଜ୍ୟୋତିର୍ମୟ**
    ---
    📺 *Watch this divine performance exclusively on our UA-cam channel* and immerse yourself in the soulful worship of the Almighty.
    🌟 *Subscribe to BETHEL CHURCH* for more uplifting music, inspiring sermons, and faith-filled content.
    **Blessings,
    Bethel Church**

КОМЕНТАРІ • 3