Woman Brings Sexual Harassment Allegations Against Her Uncle

Поділитися
Вставка
  • Опубліковано 23 гру 2024

КОМЕНТАРІ • 1,7 тис.

  • @pcreation2879
    @pcreation2879 3 роки тому +1395

    ମଣିଷ ଦିନକୁ ଦିନ ରାକ୍ଷସ ହେଇ ହେଇ ଯାଉଛି । ଗୋଟିଏ ଝିଅ ମା ବାବା ଙ୍କ ପାଖରେ ସୁରକ୍ଷିତ ନୁହେଁ। ଏହା ଠାରୁ ଦୁଃଖର ବିଷୟ ଆଉ କଣ ହେଇପାରେ।।
    ଜୟ ଜଗନ୍ନାଥ🙏🙏🌷🌷

    • @BabyMahima
      @BabyMahima 3 роки тому +3

      Your qualification..?

    • @prasantananda4737
      @prasantananda4737 3 роки тому +21

      Bhai sethipainta corona virus jauni

    • @mamatabehera9374
      @mamatabehera9374 3 роки тому +10

      Same here😭

    • @BabyMahima
      @BabyMahima 3 роки тому +3

      @@mamatabehera9374 kya hua hai qn rote ho???

    • @PriyankaSingh-pc5wu
      @PriyankaSingh-pc5wu 3 роки тому +7

      Ae samaje keun adaku jaisarilani 😭😭😭🙏🙏🙏. Oooo god 😭😭

  • @bulumahakur9825
    @bulumahakur9825 3 роки тому +518

    ଏଇଟା ଦେଖିବାକୁ ବାକି ରହି ଯାଇଥିଲା। ହେ ଜଗତର ନାଥ କାଳିଆ ସାଆନ୍ତ 🙏🙏🙏

  • @jyotisampad
    @jyotisampad 3 роки тому +126

    ଏଇ ଭଳି ରାକ୍ଷସ ମାନେ ଏ Corona ଠୁ 100 ଗୁଣା ଅଧିକା ଭୟଙ୍କର😡ଆଉ ଦୁଃଖର କଥା ହେଲା ୟା ପାଈଁ କିଛି Vaccine ନାହିଁ🤬ହେ ଜଗନ୍ନାଥ ତୁମେ ହିଁ ସାହା 🙏

    • @BabyMahima
      @BabyMahima 3 роки тому

      Where are you from

    • @bikrampatra7501
      @bikrampatra7501 3 роки тому

      👍

    • @bookpowerofworld6194
      @bookpowerofworld6194 2 роки тому

      @@bikrampatra7501Emane Sabu Papa Re Ravana kansa Ku Maat Deidele.
      At least Ravan kidanp kale Bhi Respect Deithila Sita nku.
      Emane Taa tharu bhi Niccha.Chhiiiii😠😠😠😠😠😠😠😠😠😠😠😠😠😠i

  • @mr.dibyaranjan13
    @mr.dibyaranjan13 3 роки тому +283

    ଶଳା ମାମୁଁ ହୋଇଛି ନା ରାକ୍ଷସ, ଶଳା ନିଜ ଭାଣିଜି ସହିତ ଏମିତି 😠😠 ଏ କେସ୍ କୁ ଆହୁରି ଆଗକୁ ବଢାଯାଉ,😠😠👍👍 ସବୁଠାରୁ ଦୁଃଖ ଲାଗିଲା ନିଜ ବାପା ମା ଏମିତି ଶେଷରେ ହୋଇଗଲେ 😥🙎 ମୋ ଜୀବନ ରେ ପ୍ରଥମ ଥର କରି ଏମିତି news ଶୁଣିଲି ,🙆🙆

    • @akashchandsethi9917
      @akashchandsethi9917 3 роки тому +8

      Sata katha bhai mamu ku ama hindhu dharma re bapa ra stana diajauchi khali atiki nai kau jhiara bapa nathile jhia ra marriage bele jhia ra mamu kanya dana karanti... Mamu heiki amiti kama karuchi swami jagannath kebe khyama debeni...

    • @suryapratap8624
      @suryapratap8624 3 роки тому +2

      Right

    • @sankar-rl3zv
      @sankar-rl3zv 3 роки тому +2

      @@akashchandsethi9917 se puni 12 yr ru sampark rakhichhi ki Manisa se re

    • @rajakumarimallick6316
      @rajakumarimallick6316 3 роки тому +1

      Ryt bro

    • @chinmayeetung4005
      @chinmayeetung4005 3 роки тому

      @@akashchandsethi9917 unj

  • @birojkumarram124
    @birojkumarram124 3 роки тому +69

    It is incredible how a mother pushes her own daughter to be dark marred

    • @ashimpalak9974
      @ashimpalak9974 3 роки тому +1

      If a woman herself pushes her daughter then blame the man or send him to jail that he did some unimaginable. The world that is sexualizing everything then what to expect if not unimaginable to happen. We are human and are tempted for anything if they are good for us or pleasurable and so it is not impossible to happen. Therefore, parents guide both boys and girls to raise the sense of immoral or sin to have a relationship if they are not married. . Secondly, appropriate or modest dressing particularly for girls or women will help men not to visualize and fall into sinful action.

  • @pravakarchand
    @pravakarchand 3 роки тому +59

    ହେ ଭଗବାନ ଏ ଦୁନିଆ ରେ ରାକ୍ଷସ ମାନଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଲାଣି ଆପଣ ଯଥା ଶୀଘ୍ର ଏ ଧରା ପୃଷ୍ଠକୁ ଅବତରଣ କରନ୍ତୁ ଆଉ ଏ ରାକ୍ଷସ ଙ୍କୁ ସଂଘାର କରନ୍ତୁ🙏

  • @moodisha7827
    @moodisha7827 3 роки тому +333

    A case ଉପରେ ଯଥା ଶୀଘ୍ର ତଦନ୍ତ କରା ଯାଉ

  • @jayadrathabehera1889
    @jayadrathabehera1889 3 роки тому +173

    ଅକ୍ଷୟ ହେଉ ପୂର୍ଣ୍ଣ ଜଗତ ଧର୍ମ ର ହେଉ ଜୟ ,ଜୟ ଜଗନ୍ନାଥ 🙏🏾🙏🏾🎉

    • @NoOne-bg4nd
      @NoOne-bg4nd 3 роки тому +1

      Se mamu bi bada thakur bhakt

  • @somyaranjansatpathy9779
    @somyaranjansatpathy9779 3 роки тому +301

    Dhnya ରେ ବାପା ମା ତୁମେ ମା ବାପା ନାମରେ କଳଙ୍କ ତୁମପାଇଁ ଆଉ ଝିଅ ମାନେ ଭାବିବେ ସେମାନେ ନିଜର ପରିବାର ଭିତରେ ମଧ୍ୟ ସୁରକ୍ଷିତ ନୁହନ୍ତି ବୋଲି |

    • @tusharranjanmatari1277
      @tusharranjanmatari1277 3 роки тому

      @MANGULU PATRA bapa maa janma kari Chhanti.bhal kaam karbu bhal naa rakhibu Bali.keen pua jhia katha mani chaluchan.collage jauchhu kahuchan aam bagicha na college padhuchhan.knowledge badhhauchan.

    • @RoninsArmy
      @RoninsArmy 3 роки тому

      Are mamu ku sodhantu prathame

  • @HemantKumar-cc4fe
    @HemantKumar-cc4fe 3 роки тому +50

    ଆରେ ଶଳା ତ ଭାନିଜି ଟା କନ ତ ମାଆ ନୁହଁ 😭😭 ଏତେ ବଡ଼ ପାପ କରିଦେଲୁ😭😭😭ଛି ଛି ଧିକ ତ ଜୀବନ Jay Jagannath 🙏🙏🙏ହେ ଭଗବାନ୍🙏

    • @kailashchsutar1195
      @kailashchsutar1195 3 роки тому

      ଦକ୍ଷିଣ ରେ କେତୋଟି ସଂପ୍ରଦାୟରେ , ବଡଭଉଣୀର ବଡଝିଅକୁ ବାହା ହୁଅନ୍ତି ।
      ଆମ ଅଫିସର ଦୁଇଜଣ (ଦକ୍ଷିଣୀ) ଭାଣିଜୀ କୁ ବାହା ହେବାପାଇଁ ୩୫ ରୁ ୩୮ ବର୍ଷ ବୟସ ପର୍ଯ୍ୟନ୍ତ ଦରବୁଢା ହୋଇ ବାହା ହେଇଥିଲେ । ଝିଅ ପୁଷ୍ପବତୀ ହେଲା ପରେ ବାହାଘର ହେଲା ।

    • @bhimarajjhodia7812
      @bhimarajjhodia7812 3 роки тому

      Right bro..

  • @ananyanayak151
    @ananyanayak151 3 роки тому +162

    I pray to God this type father mother and uncle have a big punishment 🙏🙏

    • @subrat4078
      @subrat4078 3 роки тому

      Bapa maa kn kole

    • @Bhsgvat
      @Bhsgvat 3 роки тому

      Direct fasi

    • @Bhsgvat
      @Bhsgvat 3 роки тому

      @Tejaswini Pattanayak thanks

    • @Bhsgvat
      @Bhsgvat 3 роки тому

      @Tejaswini Pattanayak where are you form

  • @kumarrinkuvlogs9016
    @kumarrinkuvlogs9016 3 роки тому +36

    ଏଥି ପାଇଁ ଶଳା କରୋନା ହଉଛି 😔

    • @samirkumar6117
      @samirkumar6117 3 роки тому +1

      😄😄😄😄🙏

    • @RGGAMEROFFICIAL
      @RGGAMEROFFICIAL 3 роки тому +1

      Ooo bhai 😀😀😀 kya bol diya

    • @technicalroja7559
      @technicalroja7559 3 роки тому +4

      Right କରୋନା କୋଉ ରୋଗ ନୁହଁ ଏଇଟା ଆମ ଦୁଷ୍କର୍ମ ର ଦଣ୍ଡ. କେହି କିନ୍ତୁ ଜାଣିପାରୁନାହାନ୍ତି

    • @RGGAMEROFFICIAL
      @RGGAMEROFFICIAL 3 роки тому +1

      @@technicalroja7559 ତମେ Doctor 😂 କି /
      Dr.Rojalin 😎

  • @dasharathibhoi4666
    @dasharathibhoi4666 3 роки тому +98

    Child line ର ସଦସ୍ୟଙ୍କୁ ମୋର ଏତିକି ଅନୁରୋଧ ଯେ ସେମାନେ ପ୍ରତ୍ୟେକ ଗ୍ରାମକୁ ଯାଇ ନିଜର କର୍ତ୍ତବ୍ୟ କୁ ନିର୍ବାହ କରନ୍ତୁ । ଯାହା ଦ୍ଵାରା ଆଉ କୌଣସି ବି ଝିଅ ଏମିତି ଅସୁବିଧାରେ ନ ପଡନ୍ତୁ।

    • @t.rajeshroshan8694
      @t.rajeshroshan8694 3 роки тому +1

      Eithi sarkar bhi soichanti childline bhi kumbha karna nidra re soichanti

    • @priyaodiasanju5462
      @priyaodiasanju5462 3 роки тому +1

      Child line re kebala bill karibare busy....

  • @manmathbehera
    @manmathbehera 3 роки тому

    1st Question - 15 barsha Tame Bhauni Chup thila kan pai ??
    2nd Question- Ebe tame kahila Gote Pua paiba Ashare 3 ta jhia hoi gale. Ta mane Tama ra hi icha thila ????
    3rd Question- Tame Mamu Ghara ku 7th class re padhuthiba samayare jaithila why ????

  • @rabishanlakei7873
    @rabishanlakei7873 3 роки тому +76

    ଭଡ଼ା ଘର କୁ ଯେତେ ସଜେଇଲେ ବି ନିଜର ହୋଇନ ଥାଏ ହେଲା ଭଲ ଲାଗିଲେ like

    • @ayushredyeeayush7345
      @ayushredyeeayush7345 3 роки тому +2

      Yes bro right kahila jhio manehi badnam karichhanti
      Aagaru patire kana pasithila kahiparilanahi
      AAU abe baharigala na
      Mitha sarigala sethipai baharila

    • @rabishanlakei7873
      @rabishanlakei7873 3 роки тому

      Hm hm

  • @lopamudranaik3431
    @lopamudranaik3431 3 роки тому +35

    Your courage is commendable girl . God bless you

    • @BabyMahima
      @BabyMahima 3 роки тому

      Your qualification

    • @RoninsArmy
      @RoninsArmy 3 роки тому

      But her fate is unpleasant.

  • @surebabu356
    @surebabu356 3 роки тому +287

    ଶଳା ତୋର ଆଉ କାହା ଉପେର ନଜର ଲାଗିଲା ନି ତୋର ନିଜ ଭାଣିଜୀ ଉପେର ପଡିଲା ଶଳା ତାର ଭଉଣୀ ତଳେ ମାମୁ କହିବେ ନା ବେନେଇ କହିବେ

    • @manasmohan7750
      @manasmohan7750 3 роки тому +7

      ଆରେ ଭାଇ ଦକ୍ଷିଣ ଭାରତରେ ଭାଣଜୀ କୁ ହିଁ ବାହା ହେବା ପ୍ରଥା ପ୍ରଚଳିତ ଅଛି ଏମାନେ ମଧ୍ୟ ମୂଳତଃ ଦକ୍ଷିଣ ଭାରତର ହେଇ ଥିବେ।

    • @papunsethi9173
      @papunsethi9173 3 роки тому +1

      South Indian style ta

    • @jaganaik5500
      @jaganaik5500 3 роки тому +5

      ହଁ ଏମିତି ଅନ୍ଦ୍ର ପଟେ ଏହି ପ୍ରଥା ପ୍ରଚଳିତ ହଉଚି

    • @SKPPRODUCTIONS
      @SKPPRODUCTIONS 3 роки тому +2

      South Odisha re chale

    • @aaryan8829
      @aaryan8829 3 роки тому

      ଆନ୍ଧ୍ରା ଷ୍ଟାଇଲ

  • @lopamudranaik3431
    @lopamudranaik3431 3 роки тому +14

    Ipshita and the organization. I feel happy and proud that in our Odisha there are such genuine organizations to help the needful.

  • @shiningsona9937
    @shiningsona9937 3 роки тому +80

    ହେ ଭଗବାନ୍ ଏ ଦୁନିଆରେ ଏମିତି ବି ହୁଏ😢😢😭😭😭😭😭

  • @trinathbehera329
    @trinathbehera329 3 роки тому +59

    🙏ନିଜର ମାମୁଁ ନା ପରର ମାମୁଁ , ଏଭଳି କାମ କରିଛନ୍ତି
    ତାଙ୍କୁ ଦଣ୍ଡ ଦବା ଦରକାର । ହେ ଜଗନ୍ନାଥ ରକ୍ଷା କର 🙏 ।

    • @devika1580
      @devika1580 3 роки тому

      Nija mamu 4:00 re dekha

  • @RK-xe4qq
    @RK-xe4qq 3 роки тому +151

    ମାମୁଁ ତୁମେ କଂସ କେମିତି ହେଲ 🙄🙄🙄🙄🙄

  • @pmohanty3604
    @pmohanty3604 3 роки тому +60

    ହସ୍ପିଟାଲରେ ତିନିଟା ଛୁଆ ଜନ୍ମ ହେଲାବେଳେ ସ୍ୱାମୀଙ୍କ ନାଁ ନିଶ୍ଚୟ ପଚାରିଥିବେ । ସେ କାମ ସେତେବେଳେ କେମିତି ହେଲା

  • @satyanandasahu4328
    @satyanandasahu4328 3 роки тому +45

    ଶଳା ଭାଣି ଜି କି ଝିଅଠୁ ଉପରେ ମୁ ରଖୁଛି, କାରଣ ଝିଅକୁ ତୁ କହିହେବ, ଭାଣୀ ଜି କୁ ତମେ କହିବାକୁ ପଡ଼ିବ,,

  • @arunprasaddash1399
    @arunprasaddash1399 Рік тому +1

    ଏମାନେ ସମଧାନ କରନ୍ତି ନାହିଁ।ସୋସିଆଲ ମିଡିଆରେ ନିଜର ପତିଆରା ବୃଦ୍ଧି ପାଇଁ ଏମାନଙ୍କର ଏହା ଏକ ଅଭିନବ ପ୍ରୟାସ।

  • @omodiavlogs10k
    @omodiavlogs10k 3 роки тому +125

    ଏଇତ ଦୁନିଆ ପ୍ଳାଷ୍ଟିକି ପାନିଆ,,,👍👍

  • @mousamarya2701
    @mousamarya2701 3 роки тому

    ପାପ ଭାରା ବଢିଚାଲିଛି ସେଥିପାଇଁ କରୋନା ରୂପରେ ପ୍ରକୃତି ପତିଶୋଧ ନେଉଛି
    କିନ୍ତୁ ନିଜ ଭବିଷ୍ୟତ ବର୍ବାଦ ହେବା ପଛରେ ଆମେ ହିଁ ଦାୟୀ

  • @royalrosanbarik1036
    @royalrosanbarik1036 3 роки тому +32

    ତିନୋଟି ଛୁଆ କଣ ଥରକରେ ହେଇଗଲା,କିଛି ହୋଇଛି,ଉଭୟଙ୍କୁ ଏକଠି କରି ପଚାର,ସତ ଜଣାପଡିଵ

  • @rabindrakumarmohanty9415
    @rabindrakumarmohanty9415 3 роки тому

    ଝିଅଟି କାହିଁକି ପୋଲିସ ରେ ଜଣାଇ ଲା ନାହିଁ ଝିଅଟି ପାଠ ପଢା କମ। ତାର ଦୁର୍ବଳତା ର ସୁଯୋଗ ନେଇ ତା ଉପରେ ଅତ୍ୟାଚାର କରାଯାଇଛି। ଏପରି ନର ପିଶାଚ ମାନଙ୍କୁ ଦଣ୍ଡ ମିଳିବା ଦରକାର। ନଚେତ୍ ଏପରି କଳଙ୍କିତ ନାୟକ ମାନେ ସମାଜ କୁ ଦୂଷିତ କରିଦେବେ ଏଥିରେ ସନ୍ଦେହ ନାହିଁ।

  • @kausalya4515
    @kausalya4515 3 роки тому +54

    ଧନ୍ୟ ବାପା ମା ଧନ୍ୟ ସେ ମାମୁଁ ଏମାନଙ୍କୁ ଫାସି ଦେଇ ଦବା କଥା ଛି ଛି ଛି

  • @biswajeetdas3560
    @biswajeetdas3560 3 роки тому +1

    Justice

  • @phrmukeshodia
    @phrmukeshodia 3 роки тому +3

    ଦିଦି ତୁମକୁ ନାୟ ମିଳିବା ଦରକାର I am support sister
    ଏ ଦୁନିଆକୁ ଜାଣିବା ବହୁତ କଷ୍ଟ କର ମା
    ଯଉଠି ନାଗୁଣୀ ସାଜିଲା ଆଉ ମାମୁଁ ସେଇଠି ଦୁଃଶାସନ ସାଜିଲା....

  • @searchhappiness7097
    @searchhappiness7097 2 роки тому +2

    Hey Jagannath Abe samaya asigala Prabhu kalki avatar nia prabhu mora etiki nivedana

  • @akshayakumarmallick293
    @akshayakumarmallick293 3 роки тому +9

    ଏ ମଣିଷ ଯାହା ଠାରୁ ଜନ୍ମ ତା ଅବସ୍ତା ଦେଖ ବାର ବର୍ଷ ବୟସରେ ଖେଳିବା ବୟସରେ ପିଲାକୁ ପେଟରେ ଧରୁଚି ଏ ବାପା ମା ଓ ମାମୁଁ ମଣିଷ ପଣିଆରେ ଗଣା ହେଉଛନ୍ତି ଏ ସମାଜକୁ ଧନ୍ୟ କହିବ

  • @Kumar-j6w4f
    @Kumar-j6w4f 11 місяців тому +2

    Iam not understand but I am listening iam so crying 😭😭😭😭😭😭😭😭😭😂😂😭😭😂😭😂😭😭😂😭😭😭

  • @hurdanandtandi6675
    @hurdanandtandi6675 3 роки тому +33

    ମାମୁଁ କଣ ଜୋର୍ ଜବର୍ ଦସ୍ତ କଳାକି ଜଦି କଳା ସେତେ ବେଳକୁ କାହିଁକି ପୋଲିସ ଦ୍ବାରା ସାହାଯ୍ୟ କଳନି ଏବେ କାହିଁକି କଥା ବାହାରୁଛି ପ୍ରକୃତ ରେ ଦାଳ୍ ମେ କୁଛ୍ କାଲା ହେ😎

    • @subash_Shorts4u
      @subash_Shorts4u 3 роки тому +1

      Yes

    • @sadhana123
      @sadhana123 3 роки тому +3

      Sala 3ta pila helani Sabu januchhi English kahuchhi, aji parjyanta jhia Bina animation 3ta pila hela kemiti

    • @dillipbehera9629
      @dillipbehera9629 3 роки тому

      Fast fast moja laguthibo 😌

    • @ashishpanda4856
      @ashishpanda4856 3 роки тому +1

      Ei jhia ra b kichi bhul achi

  • @animevideos7636
    @animevideos7636 3 роки тому

    ଏଇଟା ତ ସାଉଥ ଷ୍ଟେଟ ଗୁଡ଼ାକରେ ହୁଏ ମାମୁଁ ଭାଣିଜୀ କୁ ବାହା ହୁଏ, ଶଳା ରକ୍ଷାଷ ଗୁଡାକ ଏ ଭଳି ଲୋକ ନିଜ ଝିଅ କୁ ବି ଛାଡି ବେନୀ, ହେ ଭଗଵାନ କଲି ଯୁଗେ ଆଉ କଣ କଣ ହେଵ କେଜାଣି?

  • @ommnamhashivayaharharmahad7688
    @ommnamhashivayaharharmahad7688 3 роки тому +162

    Magia mamu ku guli karidia

  • @soumyaranjanbehera8329
    @soumyaranjanbehera8329 3 роки тому

    ଏ ଶଳା କୁ ଶୁଲିରେ ବସାଯାଇ ତରଲିଙ୍ଗକୁ କାଟି ନପୂଷକ କରାଯାଇ।ସେ ମା ବାପା ଙ୍କୁ ଶୁଳିରେ ବସାଇ ତଳୁ ଅଗ୍ନି ଜଳା ଜଉ

  • @rojitpatra1484
    @rojitpatra1484 3 роки тому +45

    ହେ ପ୍ରଭୁ ଏଭଲି କଥା ଶୁଣିବା ଆଗରୁ ମତେ ଦୁନିଆରୁ ଉଠେଇ ନେ

  • @Bikash86372
    @Bikash86372 3 роки тому

    ସମାଜରେ ଏମିତି ଅନ୍ୟାୟ ଆଉ ଅତ୍ୟାଚାର ବଢ଼ି ଚାଲିବା କାରଣ ଏବେ କଳିଯୁଗ ଶେଷ ହେବ
    ଯୋଉ ଭଦ୍ର ପୁରୁଷ ଆଉ ମହିଳା ଝିଅ କୁ ଦୋଷ ଦେଉଛନ୍ତି ସେମାନେ କୁହନ୍ତୁ ଯଦି ଆପଣ ମାନଙ୍କ ଝିଅ ହେଇଥିଲେ ଆପଣ ମାନେ କଣ କରିଥାନ୍ତେ ?
    ଆଉ ରହିଲା ସେ ମାମୁ ଙ୍କ କଥା ଯିଏ ନିଜ ଭାନଜି ର ରୁହ ଦେହି ଏମିତି କାମ କରିପାରୁଛି,ସେ ନିଜ ଭଉଣୀ ରୂପ ଦେଖି ଆଉ କଣ ନ କରିପାରିବ

  • @SharmajiFoodie1M
    @SharmajiFoodie1M 3 роки тому +26

    ମୋ ବାଣ୍ଡ୍ ମାମୁ ଭାନିଯି ସାଙ୍ଗରେ ସମ୍ପର୍କ ରଖୁଛି ଆଉ ସନ୍ତାନ ଜନ୍ମ କରୁଚି ଧନ୍ୟ ରେ ସେ ମା ବାପା...🙏🙏

  • @bibhuprasadswain297
    @bibhuprasadswain297 3 роки тому +3

    Thanks mam carry on yr fihgt against evil power I.heartly salute

  • @Manasteacher
    @Manasteacher 3 роки тому +1

    ତେଲୁଗୁ ଲୋକ ମାମୁ୪୦ ବର୍ଷ ଝ୍୍ଧିଆ ର ୧୪ ବର୍ଷ ରେ ତାଙ୍କ ବାହା ହୁଅନ୍ତି। ସାଉଥ ଇଣ୍ଡିଆନ୍ ଏମିତି

  • @bilasabhisek
    @bilasabhisek 3 роки тому +8

    Police should take strict action against the culprit..

  • @AMITKUMAR-vx7bx
    @AMITKUMAR-vx7bx 3 роки тому

    12 ବର୍ଷ ର କଥା 3 ଟା ଛୁଆର ମା ହେଲା ପରେ ଏବେ ମାମୁର କିଛିବି ଭୁଲ ନାଇ ଭାଣିଜି ତ ରାଜି ହେଇଚି ବେବେ କଣ ପାଇ ମାମୁ ଦୋସିହେବ

  • @kartikelectricalwork9473
    @kartikelectricalwork9473 3 роки тому +4

    ଝିଅ ର ମା କୁ best mother ଆୱାର୍ଡ ମିଳିବ ଏଇ ବର୍ଷ☺😊😊.

  • @bhaktimayee6877
    @bhaktimayee6877 3 роки тому +2

    Bahut jhia emiti achhanti mana katha kahaku kahi paranti ni 😔😔😔jadi gote jhia ku maa support nadela thn kie support daba 😔😔😔

  • @Ku_Dushmanta
    @Ku_Dushmanta 3 роки тому +12

    ସମାଜର ସାମ୍ପ୍ରଦାୟିକସମ୍ପର୍କର ସ୍ଥିତି ବହୁତ ଲଜ୍ୟା ଜନଙ୍କ ସ୍ଥିତିକୁ ଆସିଗଲାଣି କି ବାପା ମା କି ମାମୁ 3 ଜଣଙ୍କୁ ପିଟିବା ଦରକାର ବିଚ ରାସ୍ତାରେ ।

  • @OnlineEntertainmentPs
    @OnlineEntertainmentPs 3 роки тому

    ହେ ଭଗବାନ ..... ଧନ୍ୟ ସେ ମା ବାପା

  • @SGNCreatives
    @SGNCreatives 3 роки тому +24

    ତେଣୁ କବି ଏଇଠି ପଦେ କହିଲେ; କଣ କହିଲେ ? ନା..."କାହା ସିନ୍ ଦେଖିବୁ କହ"

  • @ଏବାପା
    @ଏବାପା 3 роки тому +2

    ଛେଳି ଗୋରୁଙ୍କ ପରି ଏବେ ସରକାର ମଣିଷ ମାନଙ୍କୁ ବି ଖାସୁ କରିବା ନିୟମ ଲାଗୁ କରନ୍ତୁ । ଆଉ ପାରି ହେବନି ।

  • @ଇନ୍ଦୁଗୁରୁମାଶିକ୍ଷୟତ୍ରୀ

    ସେ ବାପା ମାଆ କଣ ସାବତ?
    ସେମାନଙ୍କୁ ସାମ୍ନା କୁ ଅଣା ଯାଉ

  • @sanatantiriya480
    @sanatantiriya480 3 роки тому

    ଫାଗିଳି ଝିଅ ତୁ କ'ଣ ଜାଣି ପାରିଲେ ନାହିଁ, ନିଜର ଦେଖରେ

  • @dinabandhudharua7740
    @dinabandhudharua7740 3 роки тому +13

    ମାମୁଁ ତୁମକୁ ଯେତେ ବାଧ୍ୟ କଲେ ମଧ୍ୟ ତୁମେ ତାଙ୍କ ସାଥିରେ ଶୋଇ ବାର ନଥିଲା ଆଉ ଗୋଟେ କଥା ଗୋଟେ ହାତରେ କେବେ ତାଲି ବାଜେ ନାହିଁ ତୁମର ବି ଦୋଷ ଅଛି

  • @kulamanibehera9058
    @kulamanibehera9058 2 роки тому

    ଆମ ଦେଶର ଲୋକମାନେ ସମାଜକୁ ନ ସଜାଡି ପରମ୍ପରାକୁ ସଜାଡୁଛନ୍ତି।ଏଭଳି ହେଲେ ଆଗକୁ ଆହୁରି ଜଘନ୍ୟ କାଣ୍ଡ ଘଟିବ।

  • @sibujena1
    @sibujena1 3 роки тому +20

    Tears drop through my eyes listening to such an innocent , sad story . It's the influence of kaliyug on people . Where at the same time people like ipsita come across to negate such force. Millions of heart bless you ipsita mam . Keep going n god is always with you .

    • @RoninsArmy
      @RoninsArmy 3 роки тому

      Siye kan apana nka teacher ki ?

  • @prasantapadhan6192
    @prasantapadhan6192 3 роки тому

    ଏମିତି କର୍ମକାଣ୍ଡ ପାଇଁ କରୋନା ମଣିଷ ପିଛା ଛାଡୁନି ଆଉ ଛାଡ଼ିବ ନାହିଁ ମଧ୍ୟ ସବୁ ସଫା ହେଇଯିବରେ ମଣିଷ ରୂପି ରାକ୍ଷସ.

  • @n.xofficial9577
    @n.xofficial9577 3 роки тому +22

    Praise the lord 🙏😭

    • @subhamhira8798
      @subhamhira8798 3 роки тому +1

      Praise lord Shri Krishna 👍

    • @Suryanayak_
      @Suryanayak_ 3 роки тому +1

      Badhia name Deicho Bhai Tume Nashib Xalxo.😀😀

    • @n.xofficial9577
      @n.xofficial9577 3 роки тому

      @@Suryanayak_ hnn bhaii 😂

  • @hlenkavlogs
    @hlenkavlogs 3 роки тому

    ପୁରା ଫାଲତୂ କେଶ କଣ ପାଇଁ ମଥା ପୁରାଉଛ 3 ଟା ଛୁଆ ହେଲା ପର୍ଯ୍ୟନ୍ତ ମଜା ନେଉଥିଲା ,କଣ ଗୋଟେ ପାନରୁ ଚୂନ ଖସିଲା , ଏବେ ଆସିଲା ମିଡ଼ିଆ ସାମ୍ନାକୁ ଧିକ ତ ଜୀବନ ଛୀ ଲଜ୍ୟା ଲଜ୍ୟା,,

  • @sarojsahu2520
    @sarojsahu2520 3 роки тому +23

    Pura family ku jibana sara jail rakha jao🙏🙏🙏🙏

  • @sanandamajhi7224
    @sanandamajhi7224 3 роки тому +2

    ଝିଅ ର ମା.. ବାପା ଜାଣି ଶୁଣି ସୁଯୋଗ ଦେଇଥିବା ଯୋଗୁ ସେମାନେ ଦୋଷୀ

  • @manijena6546
    @manijena6546 3 роки тому +53

    Emane bapa maa na au kn
    He bhagwan 👏👏👏

  • @kubermusicproduction34
    @kubermusicproduction34 3 роки тому

    ପଶୁ କୁ ମାରି ଖାଇବ ତ, ପଶୁ ପରି ଆଚରଣ ଦେଖାଯିବ।

  • @loveyouodisha3248
    @loveyouodisha3248 3 роки тому +42

    Jetabele mu kahu thili kichi Bapa maa Emti achanti rakhyasa kichi Loka mate gali dei thile. Ebe dekha au kaha saha eta heichi, au mu dekhichi gote jhia saha ta nija Bapa kharap kama kariba pain try kari thila se jhia bi samaj dara re chop bahut kasta paichi se jhia 😭😭😭😭😭

  • @santoshpatro2266
    @santoshpatro2266 3 роки тому +2

    ମଣିଷ ଦିନକୁ ଦିନ ରାକ୍ଷସ ହେଇ ହେଇ ଯାଉଛି । ଗୋଟିଏ ଝିଅ ମା ବାବା ଙ୍କ ପାଖରେ ସୁରକ୍ଷିତ ନୁହେଁ। ଏହା ଠାରୁ ଦୁଃଖର ବିଷୟ ଆଉ କଣ ହେଇପାରେ।।
    ହେ ପ୍ରଭୁ ଜଗନ୍ନାଥ ରକ୍ଷ୍ୟା କର 🙏🙏🙏🌷🌷

  • @baskeytechnical7578
    @baskeytechnical7578 3 роки тому +6

    ଆଲୋ ଘୋଡ଼ା ଗେହି ଝିଅ ତତେ ଲାଜ ଲାଗୁନାହିଁ,୧୫ ବର୍ଷ ହେଲା କଥାଟା ଲୁଚେଇ ରଖିଥିଲୁ , ଆଜି କ'ଣ ତୋର ଗାଣ୍ଡି ଫାଟିଲା,

    • @azaddash9985
      @azaddash9985 3 роки тому +3

      Jebe nija saha haba,tebe jana padiba!

  • @seemajena6975
    @seemajena6975 2 роки тому

    ହେ ଭଗବାନ ମୋ ମାମୁଁ ମତେ ଝିଅ କରି କନ୍ୟା ଦାନ କଲେ ମୁଁ ତାଙ୍କ ଋଣ କେବେ ସୁଜି ପାରିବିନି କି କଥା ଛି ଛି କଳି ଯୁଗ ଶେଷ ହେବାକୁ ବସିଲାଣି 🙏🙏🙏🙏🙏🙏

  • @narayankhatua2978
    @narayankhatua2978 3 роки тому +3

    ହେ ଭଗବାନ୍ ଏସବୁ କଣ ଚାଲିଛି ? କଣ ଏଇଆମ ଓଡ଼ିଆ ସଂସ୍କୃତି ! ସେପୁଣି ମାମୁଁ ଭାଣିଯି ଯୋଉଟା ବାପ ଝିଅ ସମ୍ପର୍କ !

  • @bhitinasan4084
    @bhitinasan4084 Рік тому

    Odisha ର ମାଗିହା ଲୋକ ମାନେ, ରୁହ ମାଗିହେ ମତେ tiime ଦିଅ ... ତମ ଭଳିଆ rapist ମାନଙ୍କୁ ରାସ୍ତା ରେ ନିଆ ଜାଳି ଦେବି... Wait for it

  • @adityanarayanamohapatra8718
    @adityanarayanamohapatra8718 3 роки тому +8

    ଏ ବାପା ମା ଗୋଟେ ବେଧ ହେଇଥିବେ ମତେ କାଇଁ ଲାଗୁନି ଏ ତା ନିଜ ବାପ ମା ବୋଲି
    ମତେ ଲାଗୁଚି ଏ ମାମୁଁ ନିଜ ଭଉଣୀ କି କରିକି ଏ ପିଲା ଜନ୍ମ କରିଛି ଆଉ ନିଜ ଝିଅ କୁ ବି କରିବାକୁ ଚାହୁଁଚି, ଏ mg କୁ ନଙ୍ଗଳା କରିକି ଲଙ୍କା ଗୁଣ୍ଡା ମାରିଦିଅ mg ଜାଣିବ... 😜😜

  • @santoshkinibar265
    @santoshkinibar265 3 роки тому +2

    ମାମୁ ଏବଂ ମାର ଅଦିକ ବୁଲ ଅଛି ବାପାର . ତ କୁଅ ନାହିଁ ନି ନିଜର ଝିଅ କୁ care ନେହିପାରୁ ନତିଲେ ପାକରେ ରହି କି . କି ଲାଭ death ଅହିଯାଅ i am with you sister

  • @Sorenbabu61
    @Sorenbabu61 3 роки тому +6

    ଏବେ ତୋ ଡର ଛାଡ଼ିଗଲା। ଆରମ୍ଭରୁ କହିଥାନ୍ତ ହେଲେ କିଛି Action ନିଆ ଯାଇଥାନ୍ତା । ମିଠା ଦିଅ ଛୁଆ ଜନ୍ମ କରିଥିବା ରୁ।କହିବ ପୁଅ ନା ଝୀଅ ହେଲା।

  • @internationalamazingminist8929
    @internationalamazingminist8929 3 роки тому

    ଏମିତି ଖବର ଦେଖାଇବା କଥା ନୁହଁ । ମାମୁ ମାନଙ୍କୁ କେତେ କେତେ ଖରାପ ଦୃଷ୍ଟି ରେ ଲୋକ ଦେଖିବେ । ତମ ମାମୁ ଏମିତି କର୍ତୁତ୍ଵ କଳା ଏହାର ମାନେ ସମନ୍ତେ ଏମିତି ଅଟନ୍ତି କି । ଅତ୍ୟାଚାର ହେଇଛି ମୋର ସହାନୁଭୂତି ଅଛି ତମ ପ୍ରତି ଭଉଣୀ । କିନ୍ତୁ ପବ୍ଲିକ ସାମ୍ନା ରେ ତମର ଇଜ୍ଜତ ଯିବ । ତମକୁ ନିଶ୍ଚୟ ନ୍ୟାୟ ମିଲୁ । କ୍ୟାମେରା ରେ କହିଲେ କିଛି ଲାଭ ନାହିଁ ।

  • @ମୋପ୍ରଭୁଜଗନ୍ନାଥମୋରପରିଚୟଜୟଜଗନ୍ନା

    ଭଉଣୀ ଦୁଇହାତଟେକି ଡାକ ଜଗନ୍ନାଥଙ୍କୁ।ଏଠିତ ସବୁ ଅସୁର କିଏ ତୋତେ ରକ୍ଷାକରିବ

  • @riteshkmotivation.chanel7757
    @riteshkmotivation.chanel7757 3 роки тому

    ଶଳା ସେ ମାମୁଁଙ୍କୁ ପବ୍ଲିକ ସାଇଡ ରେ ଫଟା ମାଡ ମରାଯାଉ ବୋଲେ ଠିକ ଆସିବ

  • @skshussain3597
    @skshussain3597 3 роки тому +6

    କି କଳି ଯୁଗ ଆସିଲା.... ହେ ଉପର ବାଲା ତୁମେ ହିଁ ସହାରା....😢

  • @SantubeMusic
    @SantubeMusic 3 роки тому

    ମାମୁଁ ଭାଣିଜୀ ପୁରା ମଜା ନେଇଛନ୍ତି

  • @brundabanajena5094
    @brundabanajena5094 3 роки тому +7

    ମାମୁଁ ନାହିଁ ସେ ମାଗିଆ ର ବାଣ୍ଡ କାଟିଦିଆ

  • @basantakumarnayak9820
    @basantakumarnayak9820 3 роки тому +1

    Very sorrowful events. Local Admin & childcare services should take necessary action to her uncle & parents. Listening very bad for our society

  • @lopamudranaik3431
    @lopamudranaik3431 3 роки тому +11

    N I really feel how dumb people and so called journalist are who are asking her vague question ?
    Great work OTV to bring up such cases. It will encourage other trauma victims to stand and speak up for what is right .

  • @MegaRobodoc
    @MegaRobodoc 3 роки тому +1

    parents or one of the parent is the main cause of 99% of child sexual abuse case .

  • @maheshyoutuber7187
    @maheshyoutuber7187 3 роки тому +5

    ତିନି ଟା ଛୁଆ ଜନ୍ମ ହେବା ଯାଏଁ ଗେହେଇ ହେଳୁ ସେତେ ବେଳେ ଚୁପଚାପ୍, କିଛି କୋରି ପାରିଲୁନି ଭୁଲ ତୋର ବି ଅଛି ମିଡିଆ ପଖୋରେ ଯାଇ କି କୋହିଲେ କିଛି ଫାୟେଦା ନାହିଁ, ତିନି ତିନି ଟା ବାହାର କରିଦେଲା ପୋରେ କହୁଛୁ ଏବେ କିଛି ହେଇ ପାରିବ ନାହିଁ

    • @jigyashameher9165
      @jigyashameher9165 2 роки тому +1

      Tapaswani eete dina dhari thanda rae basila case kala kana ta faida hela?
      Ye case kari thile kie suni thanta

  • @akhayabehera476
    @akhayabehera476 5 місяців тому

    ଭଉଣୀ ର ଝିଅ ମାନେ ମାମୁଁର ବି ଝିଅ ସେଇଟା ମାମୁଁ ନା ରାକ୍ଷସ ସମାଜ ଏଥିରୁ କଣ ଶିଖିବ,ଛି ଛି ଲାଗୁଛି

  • @indianvlogerjagan5364
    @indianvlogerjagan5364 3 роки тому +9

    Hai bhogwan mamu jiye bapa saman bhai 😭😭saman chiii hai jagatoro natho jaganath tu ea sobu 🙏🙏🙏🙏🙏dekutha

  • @khirodmohanty3629
    @khirodmohanty3629 3 роки тому +2

    Arrest father , mother & uncle keep them at jail for life long further all property of father ,mother & uncle will be named that woman'.

  • @lilipanigrahy1988
    @lilipanigrahy1988 3 роки тому +11

    Duniya kan helani,jadi maa emiti kariba tahele sansar re maa word re kalank lagijiba...... Mahapravu hey sansar ku rakhya Kara🙏🙏

  • @sushantbehera1027
    @sushantbehera1027 3 роки тому

    ଝିଅ କୋ କଣ ପଚାରୁଛ ତାଙ୍କର ବାପା ,ମା କୋ ପଚରା ନ୍ତୁ ପୁରା ଦୁସ ମା,ବାପା, ମାମୁ ର ଦୂସ ବାପା ମା ଜାଣିଲା ପରେ କାହିଁକି ବରଂ ନକଲେ

  • @srabanmandal1889
    @srabanmandal1889 3 роки тому +4

    କୋ ମାଗିଆ ପଛ ପଟୁ ଏତେ ଫାଲତୁ ପ୍ରଶ୍ନ ପଚାରୁଚି ମାଗିଆ ତ ମା କୁ ଯାଇକି ପଚାରେ

  • @nishikantakumar7153
    @nishikantakumar7153 3 роки тому

    Please odisha government quick action 😥😥😥🙏🙏🙏very sad

  • @debiprasadpattanaik5609
    @debiprasadpattanaik5609 3 роки тому +30

    Jhio mano nku respect no deba moniso dunia pai bojho..chhi chhi re tome bapa na rakhyaso..🙏🙏🙏🙏nari ku sanmano deo..medam apano nko thinking is good..👍👍

  • @loveyouzindagi4832
    @loveyouzindagi4832 3 роки тому

    ମାଲ ତୁ ତ ଜାଣିଛୁ ସଂପର୍କ ମାନେ କ'ଣ ତୁ ତ ବିରୋଧ କରିଥାନ୍ତୁ ମାମୁଁଙ୍କୁ । ନେଡ଼ିଗୁଡ଼ କହୁଣୀକୁ ବହିଲା ପରେ କହୁଛୁ

  • @swagatikaabhi1735
    @swagatikaabhi1735 3 роки тому +4

    Maa emiti kahibe mu bhabi na thili emananka pai mamu nka uparu biswas rahi bani chiiii😠😡😡😡

  • @ratikantasahu9438
    @ratikantasahu9438 3 роки тому +1

    "Loka kn kahibe" I hate this line😡

  • @pujapinu8446
    @pujapinu8446 3 роки тому +3

    ଛି ଛି ଆମ ଓଡ଼ିଶା ରେ ସବୁ ଏମିତି ହେଉଛି ଗୋଟିଏ ମାମୁଁ ହୋଇ ଗୋଟିଏ ଭାଣିଜି କୁ ଏ ଭଗବାନ 😭😭😭😭 ବଦଳି ଯା ମଣିଷ

  • @abhimanyusethy5701
    @abhimanyusethy5701 3 роки тому

    କାଇଁ ମାଡାମ ,, ଏମାନେ barahmapuriya କୀ ,,
    15 ବର୍ଷ ମାନେ ଆମ ସରକାର ହେଲାପରେ ନା,,,, ହାରାମjada ସରକାର ସାଧାରଣ ଜ୍ୱର କୁ corona କହି ଲୋକଙ୍କୁ ମାରି ଦେଉଛଣନ୍ତି

  • @LuckyKumar-cw9ou
    @LuckyKumar-cw9ou 3 роки тому +4

    ଦୁନିଆ କେତେ ଖରାପ ହୋଇ ଗଲାଣି ଏ ଭଗବାନେ😭😭😭😭😭😭😭

  • @ashutoshbhoi9366
    @ashutoshbhoi9366 3 роки тому

    ଝିଅ ଲୋ ତୋ ବାପା ମା ହେଉଛନ୍ତି ଦୁନିଆ ର ସବୁଠାରୁ ବଡ଼ ଶତ୍ରୁ

  • @satabdhipattnaik3974
    @satabdhipattnaik3974 3 роки тому +14

    Ae sabu Kan chalichi mr CM nabin 🙏 tama Odisha & Rajneeti

  • @drmillonrout2629
    @drmillonrout2629 3 роки тому +2

    ଭଗବାନ ହିଁ କେବଳ ଏହି ଦୁନିଆ କୁ ରକ୍ଷା କରି ପାରିବେ.

  • @minatibehera9381
    @minatibehera9381 3 роки тому +3

    Apana kemiti mamu nka saha relationship rakhuthile🙄. Jadi papa maa nku ete daruthile ebe ta social media ku asile . Sete bele b asi pari thanti. Starting ru