Maya O Mamata - ମାୟା ଓ ମମତା - Mega Serial - Full Episode - 269 - Sidharth TV
Вставка
- Опубліковано 9 лют 2025
- SIDHARTH TV ଏବେ ସମସ୍ତ DTH ଏବଂ Cabel ରେ ଉପଲବ୍ଧ :
DTH Details:
Dish TV -1311,Tata Play -1757, Airtel -600,
Sun Direct -657, D2H -1715.
Also watch other 3 channels of SIDHARTH on DTH :
Sidharth Utsav: Dish -1395, Airtel -616, Sun Direct -491
Tata Play -1796, D2H -1395
Sidharth Gold : Dish TV -1333, Airtel-602
Sun Direct-658,D2H-1333
Jay Jagannath : Dish-1397,Sun Direct-490
Airtel - 615 , D2H-1397
SUBSCRIBE for Mega Serial, Reality Shows every day:
UA-cam: / sidharthtv
Instagram: / sidharthtvofficial
Facebook: / sidharthtvofficial
Twitter : / sidharth_tv
Subscribe to our other Television Channels :
Sidharth Utsav: / @sidharthutsavofficial
Sidharth Gold : / @sidharthgold
Jay Jagannath : www.youtube.com/ @JayJagannathTVofficial
#sidharthtv #namitaagrawal #jayjagannathtv #sidharthutsav #sidharthgold #sidharthmusic #sitaramagrawal
ନିଜେ ତ ଗୋଟେ ମାଁ ହେଇ ପାରିନାହାନ୍ତି ସେ କ'ଣ ବୁଝିବେ ଆଉ ଗୋଟେ ମାଁ ର ଦୁଃଖକୁ
ଆରେ ମାୟା ବୁଝିଛି ବୋଲି ଆଦର୍ଶ ତା ଭଲି କଷ୍ଟ ନ ପାଉ ସେଥିପାଇଁ ଆଦର୍ଶ ର ସେକେଣ୍ଡ ମାରେଜ୍ କରିବା କଥା ମାୟା କହୁଛି ସେ ତା ପୁଅ ପ୍ରେମ ରେ ଅନ୍ଦ ହେଇଯାଇଛି ଆଉ ଏଇଟା ଗୋଟେ ମା ର ତା ପାଇଁ ଭଲ ପାଇବା ମାୟା ପଲ୍ଲବୀ କୁ ଘରୁ ବାହାର କରିବା ଉଚିତ୍ ନଥିଲା ହେଲେ ସେ ତା ପୁଅ ପାଇଁ କିଛିବି କରିପାରେ
Ta parebi aajikali kichhibi asambhaba nunhe se ate bada bada katha kuhe pallavi ku madan karibaku kuhe Kan ta mundare atiki pasuni abeka samaya re sabukichhi sambhaba
Adrasa pai❤❤❤❤👌👌👌👍👍👍
Tq u Adarsh bhai pallavi didinka pain yukti karithibaru
Thank you adarsh amiti kahithibaru
Right adarsh
👏👏👏👏👏 baaaa adarsh
Thanks adarsh ❤❤❤
Adarsh 👌👌👌👌👌👌👌👌😍😍😍
👌👍 right
Best'. Jodi
Superb episode ❤
ଏ ମାୟା ଜମାବି ଭଲ ନୁହଁ ମା ନାଁ ରେ ଗୋଟେ କଳଙ୍କ ❤❤❤❤
କଳଙ୍କ ମାୟା ନୁହେଁ ମମତା ଝିଅ ବୁଢ଼ୀ ହେଲାଣି ହେଲେ ତା ବାହାଘର ନ କରି ଦେଇଦେଇଥିବା ପୁଅ ପାଇଁ ଅତି ସ୍ନେହ ଦେଖେଇ ହଉଛି ମମତା ଆଦର୍ଶ କୁ ମାୟା କୁ ଦେଇଦେଇଛି ମାନେ ଏବେ ଆଦର୍ଶ ର ମା କେବଳ ମାୟା
Adarsh bahut bhala aau best husbend
ଠିକ୍ କଥା ହେଲେ ଭଲ ପୁଅ ଟିଏ ହୋଇପାରିଲା ନାହିଁ ଆରେ ଯିଏ ପାଳିଲା ତା ମୁହଁରେ ଆଦର୍ଶ ଗୋଇଠା ପକେଇ ବହୁତ୍ ଭଲ କାମଟେ କଲା
Wow adarsh bhai super tame sabubede emiti support kara
♥️♥️♥️♥️love you adars bhai❤️♥️🥰🥰❤️
Best husband adarsh
ଆଦର୍ଶ ଆଜି ଭଲ କଥା ପଦେ କହିଛି ମାୟାକୁ
ଗୋଟେ ମା କୁ ତା ପୁଅ ଏମିତି କହିବା ଉଚିତ୍ ନୁହ ମାୟା କିନ୍ତୁ ପଲ୍ଲବୀ କୁ ଘରୁ ବାହାର କରିକି ଭୁଲ୍ କରିଛି କେବଳ ତା ପୁଅ ଆଦର୍ଶ ପାଇଁ ମାୟା ଅତୀତ ରେ ଯୋଉ କଷ୍ଟ ପାଇଛି ସେ କଷ୍ଟ ଆଦର୍ଶ ନ ପାଉ ଏଇଟା ଗୋଟେ ମା ର ତା ପୁଅ ପାଇଁ ଭଲ ପାଇବା
🥰🥰🥰🥰🥰 so cute❤
Very good adarsh...... ଏ ମାୟା ବୁଢୀ କ'ଣ ହେଉଛି ଆଦର୍ଶ ପଲ୍ଲବି ୦ୁ କାହିଁକି ଦୁରେଇ ନେଉଛି।।। ଆଜି କାଲି ଅସଭ୍ଯ ଭ ଜିନିଷ ଭି ସଭ୍ଯ ହେଉଛି।।। ପଲ୍ଲବି ମାଁ ହେବ ନିହାତି।।।
Rimjhim and Rupsha kebe dhara padi jibe kejane❤❤❤
Adrash bhola hero 😮😮😮😮
ମାଇଚିଆ ହିରୋ ଆଦର୍ଶ ପୁଚୁକା ଟା ଆକୁ କିଏ ହିରୋ କଲା କେଜାଣେ
ମାୟା ଓ ମମତା ସିରିଏଲ୍ ଦେଖିବା ପାଇଁ କାହାକୁ ସବୁ ପସନ୍ଦ ଆସେ ଲାଇକ୍ କର👍👍
ଓପିଲା
Adarsh❤❤❤❤
Maya Mari jaau pachhe aaji adarsh Bhai thik katha kahichhanti tamka jaga mubi thile thik amiti kahithanti mu bahut khusi adarsh Bhai tuma katha mo manaku chhuin jaichhi I love you Bhai ❤ jete kahilebi kam padiba mo manaku kini neigala
❤❤❤Right.Adarsh.bhai❤❤❤so.much.vrey.nice.mamata.maa.
ମମତା ହଉଛି ସବୁ ନାଟର ମୂଳ ମନ୍ତର ମାୟା ଆଦର୍ଶ କୁ ନେଇଯାଇଛି ତ ମମତା ଦେହରେ ଯାଉନି ଖାଲି କହୁଛି ମୁଁ ଦିଦି କୁ ଭଲପାୟେ ହେଲେ ତା ଓଲଟା ସବୁ ବେଳେ କରେ ମାୟା ମମତା କୁ ତା ଘରେ ଆଶ୍ରୟ ଦବର ନଥିଲା ଏଇଟା ମାୟା ର ସବୁଠୁ ବଡ଼ ଭୁଲ୍ 😊
Nice episode
Bujhija maya
Maya besi houchi
Tuma pain Bhai dill se ❤❤❤❤🥰🥰🥰🥰😘😘😘😘😘
ପଲ୍ବବି କାହିଁକି ମାୟାକୁ ସବୁବେଳେ ଦୟାକରୁଛ ମାୟା ଗଟେ ମାର ମମତା ନୁହେଁ
ପଲ୍ଲବୀ ମାୟା କୁ ଦୟା କରୁନି ମାୟା ପଲ୍ଲବୀ କୁ ଦୟା କରୀକି ତା ଘରେ ଜାଗା ଦେଇଛି କେବଳ ତା ପୁଅ ଆଦର୍ଶ ପାଇଁ କେବଳ ସେତିକି ନୁହଁ ପଲ୍ଲବୀ ସହ ମମତା ପରିବାର କୁ ବି ଦୟା କରିଛି ମାୟା
𝓥𝓮𝓻𝔂 𝓝𝓲𝓬𝓮 ❤
👍👍👍👍👌❤️❤️❤️
❤❤❤❤❤❤❤❤❤🎉🎉🎉🎉🎉🎉
Adarsh you are great husband palabi
ଯାହା ହୋଉ ଆଦର୍ଶ ଆଜି ପଲ୍ଲବୀ ଫେରେଇ ଆଣିଲା 😂ମାୟା ମାଆ କୁ ଆଦର୍ଶ ଜଵାବ ଦେଇଛି 👍ଆଜିର episode କାହାକୁ ଭଲ ଲାଗିଛି ଲାଇକ କର 👍👍👍
ମାୟା ଆଦର୍ଶ କୁ ପାଳି ପୋଷି ଏତେ ବଡ଼ କଲା ଶେଷରେ ଆଦର୍ଶ ମାୟା କୁ କହିଲା ତମର ମୋ ବିଷୟରେ କଥା ହେବାର କିଛି ଅଧିକାର ନାହିଁ ଯେତେ ହେଲେ ବି ମାୟା ର ନିଜ ପୁଅ ଆଦର୍ଶ ନୁହେଁ ନା ପର ସବୁବେଳେ ପର ପର କେବେ ଆପଣାର ହେଇ ପାରେନା ସାପ କୁ ଯେତେ କ୍ଷୀର ଖୋଇଲେବି ସେ ଚୋଟ ମାରିବା ହିଁ ମାରିବ
Best adarsh mo favourite
❤❤❤❤
Thank s adarsa
ମାୟା ର ସବୁ ଭୁଲ୍ ସେ ଆଦର୍ଶ କୁ ପୁଅ କରି ଆଣିବାର ନଥିଲା କି ମମତା ପରିବାର କୁ ନିଜ ଘରେ ଆଣି ଆଶ୍ରୟ ଦବା ନଥିଲା ମାୟା ସାପ କୁ କ୍ଷୀର ଦେଇ ପଳିଚି ଆଉ ସିଏ ଚୋଟ ଖାଇବା ଦରକାର ତା ପରେ ମାୟା ଚେତିବ
Thank you
Thank you Adarsh
କାଇଁ ତତେ କଣ ଦେଲକି
ତତେ କଣ ଦେଲା କି
Very nice adarsh❤❤
ଆଦର୍ଶ ବହୁତ୍ ଭଲ କାମଟି କରିଛି ଯିଏ ତାକୁ ପାଳିଲା ତା ମୁହଁରେ ଜବାବ୍ ଦେଇ ଠିକ୍ କରିଛି ମମତା ପରିବାର ର ସବୁ ହଉଛନ୍ତି ନିମ ଖରମ୍ ଆଦର୍ଶ ବି ମମତା ର ପୁଅ ନା ମମତା ଗୁଣ ତା ପାଖରେ ବି ଅଛି ଯେତେହେଲେବି ପାଳିତ ପୁଅ ଆଉ ନିଜ ପୁଅ ଭିତରେ ବହୁତ୍ ତପାତ୍
mamata didi I like you ❤❤❤❤
Adarsh And pallavi best jodi
ସବୁ ସିରିୟଲ ରେ ସବୁ ହିରୋ ହିରୋଇନ୍ କୁ ବେଷ୍ଟ ଯୋଡ଼ି ବୋଲି ଲେଖୁଛନ୍ତି ପ୍ରକୁତରେ ବେଷ୍ଟ ଯୋଡ଼ି କାହାର 😂
Maya ra nataka
ତୁ ଦେଖୁଥିଲୁ
sesend❤❤❤
Mu fast dekhili
Adarsh Bhai Mora gotia anurodh 🙏 pallavi Bhauja ku tuma pakharu kebebi durei diani plz 🙏 se tumaku bahut bhala pauchhanti ❤
ସେ କେବେ ଦୂରେଇ ଦବନି କାରଣ ସ ହିରୋ ଆଉ ପଲ୍ଲବୀ ହିରୋଇନ୍ ଏଇଟା ସିରିଏଲ୍ ରିଅଲ ନୁହଁ 😂
ମାୟା ତୁମ ଆଖିରେ ଅନ୍ଧ ପୁଟୁଳି ବାନ୍ଧିଛ ଆଖି ଖୋଲିଲେ ସତ କଣ ଜାଣି ପାରିବ
🥰🥰🥰🥰🥰🥰🥰🥰🥰🥰🥰🥰🥰🥰
View ❤
🎉❤❤❤❤❤ wow super Hero 🎉🎉🎉🎉 you are best hasbant
Right answer
Very good
Good husband Adarsh brother ❤️❤️❤️
❤❤❤😂😂😂😂
Adarsh bhali husband sasmathanku milu
Good best adarsh
ତମ ମୁହଁ କୁ ଟିକେ ଲାଜ ନାହିଁ ଆଦର୍ଶ କୁ ସମଥନ କରୁଚ ଆରେ ଆଦର୍ଶ କୁ ମାୟା ପାଳି ପୋଷି ଏତେ ବଡ଼ କଲା ତା ମୁହଁରେ ଜବାବ୍ ଦେଇ ଆଦର୍ଶ ବହୁତ୍ ଭଲ କାମଟେ କଲା
Maya maa Sina Abe bujhi paru nahanti hele samaya aasiba sabu thik bujhibe hele setebelaku nediguda kahaniki bohi sarithiba aau kichhibi na thiba 😢
ଏଇଟା ସିରିଆଲ ରିଅଲ ଲାଇଫ୍ ନୁହଁ ଏଇଥି ପାଇଁ ସେମାନେ ଟଙ୍କା ନେଉଛନ୍ତି 😂
Hnn nihati 😂
ମାୟା ତା ପୁଅର ଖୁସି କ'ଣ😢 ସହିପାରୁ ନାହିଁଁ ସେଥିପାଇ ଅଲଗା କରି ବାକୁ ଚାହୁଁଛି ଛି ମାୟା
ମାୟା ତା ପୁଅ କୁ ମମତା ଠାରୁ ବେଶୀ ଭଲ ପାଏ ଖାଲି ଯା ମମତା ଦେଖେଇ ହଉଛି ଆଉ ମାୟା ଦେଖେଇ ହେବା ଜାଣିନି ଯିଏ ଯାହାକୁ ବେଶୀ ଭଲ ପାଉଥାଏ ସେ କେବେ ଦେଖେଇ ହୁଏନା
Adash tame thik kahicha
Maya,chandita
ତୁ ଭାରି ଭଲ ଟା ନିଜକୁ ଆଗେ ଦେଖ୍ ତା ପରେ ପର କୁ କହିବୁ
Right adarsh ❤❤❤❤
କଣ ରାଇଟ୍ ମାୟା ଆଦର୍ଶ କୁ ପାଳି ପୋଷି ଏତେ ବଡ କଲା ଶେଷରେ ଆଦର୍ଶ ମାୟା କୁ କହିଲା ତମର କଥା କହିବାକୁ କିଛି ଅଧିକାର ନାହିଁ ଯେତେ ହେଲେବି ଆଦର୍ଶ ତ ମାୟା ର ନିଜ ପୁଅ ନୁହଁ ପର ପିଲା କୁ ଯେତେ ପାଳି ପୋଷି ବଡ଼ କଲେବି ପର କେବେ ଆପଣାର ହୋଇ ପାରେନା
Sabu pare bi adarsh Maya Katha chinta Karu chhi
❤❤❤❤❤❤❤❤❤
Adarsh bhal jabb deichhanti Maya ku❤❤❤❤
Right address
Thainkis adarsh 👌👌👌👌
Tumara aaji sabu kathare mu mu akamata ba adarsh Bhai ba bahut bhala kahichha
Mar ... Maya
Maa puni maya maa habata mamata bhali heba darakara nija pua ra khusi pain kichhibi Karipare hele mayara ta maya mamata kouthhu asiba
ମାୟା ପାଖରେ ବି ମମତା ଅଛି ଯେହେତୁ ସିଏ ଗୋଟେ ମା ଆଉ ସବୁ ମା ପାଖରେ ମମତା ଅଛି ହେଲେ କିଏ ଦେଖେଇ ହୁଏ ଆଉ କିଏ ଦେଖେଇ ହୁଏନା
Maya is very cruel.
Adars thik utara deichhanti mate amitika Swami darkar 👌❤️❤️❤️❤️
Maya bodhe percentage ache adars ta katha Manila nu ta Sethi pain Maya ra au gute pila heba😂😂😂😂😂😂😂😂😂😂
Mamata is best maa❤❤
❤❤❤😂😂😂😂 Adarsh
Ki natk may baba
Gote stri pain thik amiti Swami te haba nihati darkar jemiti tuma pari chhai heiki rahiba
ହଁ ଠିକ୍ କହିଲା ହେଲେ ଏମିତି କା ପୁଅ ଗୋଟେ ମା ପାଇଁ ଠିକ୍ ନୁହ ଆଦର୍ଶ ମାୟା କୁ ତା ବିଷୟରେ କହିବାର ଅଧିକାର ଚାଡେଇ ନବାର ନଥିଲା ସେ କଥା ଆଦର୍ଶ ନିଲୋଲାରେ ମାୟା କୁ ବୁଜେଇବାର ଥିଲା
Na semiti nunhe se jadi thik puaku bhala paithante se kebebi ta pua tharu ta khusi ku chhadei neinathante se Maya sabubele garba ahankarare budi rahila
Aau bujhiba katha aare se Kan bujhiba Jia pua ra manaku bujhi parilani se pua nirolare bujeile bujhiba kemiti bhabiparuchha
Jia swamiki khatir nanhi swamira kathaku godare aadei dia taku puni bujheiba
❤❤❤😂😂
Marigala ki Maya
A rupsa ku chhadi kn au kehi nahanti maya ku miluni buli bali asi rupsa pakhare
ମାୟା ବହୁତ୍ ସୁନ୍ଦର୍ ❤❤❤
Bahut badhiya hasbend
Maya maa heichi na shatru heichi
Right adarsh bhai ❤
Adarsh is good carector
ମଇଚିଆ କରେଟର୍ 😂
Bahut bhadia husbend
Marijau se Maya bhala haba
Satare Adarsh pai dukha laguchi se maa ku bujheiba Na stree ku 😢😢😢😢So sad 😭
Maya ra natak heithiba
ତୁ ଦେଖୁଥିଲୁ ସେ ନାଟକ କରୁଛି ବୋଲି
@Lizum9237 hm pura duniya dekhuchi,kn tote dekhagalani ki
Mayavrebat
❤❤❤❤❤🎉🎉🎉🎉🎉😮😮😮❤❤❤
Sat katha para kathare ghar bhange rupsha katha re maya pallavi didi ra ghar bhangi la😮😮😮😮😮
Adarsh is weast husband
banjha ky janiba puara ghara baseiba katha .tuta sabata maa lo maya tu ki bujhibu.
E duniare maya mahapatra pari maa jadi rahibe tahele kou pua bohu santire sansar kariparibeni
Wow adarsha❤
Nice katha gote kahila
Jood❤adarsha
Love you ❤ mo hero
Right bro
Right Adarsh
Good Adarsh
👌👌👌👌❤️❤️❤️❤️😻😻😻😻