Special Report: Who Is Amrit Pradhan? Why People Extending Help Towards Him?
Вставка
- Опубліковано 2 чер 2021
- Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'.
For the latest Odisha News Follow us:
Visit: kanaknews.com/
Watch Live : ua-cam.com/users/KanakNewsLive...
UA-cam: / kanaktvonline
Twitter: / kanak_news
Facebook: / kanaknews
#KanakNews #MaskUpOdisha
ଘରେ ସମସ୍ତେ Govt employee ଫୁଣି ଆପଣ କହୁଛନ୍ତି ସାଧାରଣ ମଣିଷ😞..ଏଠି ଶହ ଶହ ଗରିବ ଲୋକ ଖାଇବା ନପାଇ ଭୋକରେ ମରିଯାଉଛନ୍ତି ଏହା ପ୍ରତି ଆପଣଙ୍କର ଦୃଷ୍ଟି ନାହିଁ😢ସବୁଠି ଖାଲି ଧନୀ ଗରିବ ର ପାତର ଅନ୍ତର😭...
Anyway Jagannath nka pakhare pray karuchi se jaldi bhala hoi tanka parents nka pakhaku pheri asantu🙏🙏
Na re vai govt employe hele b 1.5 correr is not a small amount
Bhai thik kahichha
Bhai manya amea samast Jodi 5 rupees 5 rupees Kori samast deyaba tahal Jaani Ve
1.5 cr govt employee pain bada
Goribo loko ku sahajo koro amane to koti pati
Goribo loko ku 1000 tanka dele bi dui tini dino khai be
1.5 cor ta gote block delete dui tini masso khaibo corona time re bhokore kehi rohibe ni
Aau amane ta Bank ex retirement papa.mami teacher And sister bi employees nije software thile tanku tanka obhabo
ଏମିତି ଗରିବ ଲୋକଙ୍କୁ ବି highlight କରିକି ସାହାଯ୍ୟ କଲେ ଭଲ ଲାଗିଥାନ୍ତା
ଠିକ କହିଲ ଭାଇ
Hmm bhai 100%
Samas tanku emiti help milu
Right bhai
U R absolutely right my friend.👍
ଜଗନ୍ନାଥ ତୁମେ ବଡ ଲୋକ🙏
ବାପାମାଙ୍କ କୋଳକୁ ତାଙ୍କ ଅଲିଅଳ ଗେହ୍ଲା ପୁଅକୁ ସୁସ୍ଥ କରି ଭଲରେ ଭଲରେ ଫେରାଇ ଆଣ ହେ ପ୍ରଭୁ🙏ଏତିକି ମିନତି ତୋର ଶ୍ରୀଚରଣେ କାଳିଆ କାହ୍ନୁ🙏
ମହାପ୍ରଭୁଙ୍କ ଜଗନ୍ନାଥଙ୍କ ଆଶୀର୍ବାଦରୁ ଅତିଶୀଘ୍ର ସୁସ୍ଥ ହେବେ ଅମ୍ରିତ ଭାଈ
ଆପଣ ନିଶ୍ଚିତ ଭଲ ହେଇ ଯିବେ ।ଯିଏ ଅନ୍ୟ ର ଭଲ କରେ ତାକୁ କେହି ହରେଇ ପାରି ବେନି । ଓ ନମ୍ଃ ଶିବାୟ 🙏🙏 ମହେଶ୍ୱର ଆପଣ ଙ୍କୁ ଭଲ କରି ଦେବେ
😌😌😌🙏🙏🙏
Good plesh
🙏🙏🙏🙏
ଧନୀ କାହାକୁ କୁହାଯାଏ ଆପଣ ମତେ ଟିିଏ କହିବେ ଆଜ୍ଞା ।ଦିନ ମଜୁରିଆ କୁ କୁହାଯାଏ କୀ।
😂😂
Sir jete helebi ate tanka semane kan rakhijonti ki ae time re semiti kuhantuni tk sahas diontu🙏
1.5 crore is a huge amount bro....
But gariba mentioned kari vul karuchanti media wala
😂😂😂
Why these people get help where every member of his family is well engaged. The poor does not get a support of single penny. It's a popularity stunt by media. O God please 🙏 save him from covid-19.
Ll look
Tora amiti kahibara kichhi adhikara nahi. Tu khali comments pade.
@@santoshkumarkanhar tame bi bada loka bodhe
It's right bro.....
@@santoshkumarkanhar chop sala
Bapa maa government employees.....He is very Lucky.He is rich.Loka 100 tanka paen marijauchanti..... Gariba loka te haethile kebe thu.....
ତେଲିଆ ମୁଣ୍ଡରେ ତେଲ ଭାଇ.. ନୁଖୁରା ମୁଣ୍ଡକୁ ପଚାରେ କିଏ କଳିଯୁଗ କାଳ ବିପରୀତ ଘଟଣା ପରା
@@jitendrakumarrout3317 hm bhai duniare situation emiti 😭
Dear sir, when you don't know who is he , then sir please pray and give blessings for the one suffering so badly. We can't help him but atleast we can pray for a person. Who is this fellow? He is a just a common boy , someone's brother someone son, someone's friend moreover a human being. Sir, can't you see the emotion of a mother or a sister? The channel isn't showing sympathy just because he got helping friend and family around him, he is in limelight. Just pray for him sir.
@@arasmikapradhan2927 he will be fine that's for sure.....everyones prayers are with him
Ei timere majak udaucha.Kharap laguni
ଯଦି ଦିନ ମଜୁରିଆ ପରିବାରର ଏଭଳି ପରିସ୍ଥିତି ହୁଏ, ଅବସ୍ଥା କଣ ହୋଇଥାନ୍ତା?
ତେବେ ସେ ଆରପାରି ରେ ଥାନ୍ତା ଚେନ୍ନାଇରେ ନୁହେଁ
Right Bhai
ଦିନକୁ 150 ମରୁଛନ୍ତି କେବଳ କଟକ ରେ ତାଙ୍କ ପାଇଁ କଣ କେହି ନାହାନ୍ତି ସମସ୍ତଙ୍କ ଜୀବନ ମୂଲ୍ୟବାନ ସମସ୍ତଙ୍କୁ ଚେନ୍ନାଇ ନେଇକି ଭଲ କରୁନ ଦୟାକରି ପକ୍ଷପାତିତା କରନ୍ତୁନାହିଁ
Amaku bhagwan bharasa
@@CreationOdia1234 right Bhai sabu ଦଲାଲ media
Bhagaban tamaku bhalare rakhantu
ଭାଇ ମୋତେ ଟିକେ ଏଣ୍ଡୁଅ ମରା ଦିଅରେ।। ଏଇ ଗରିବ ମାନଙ୍କୁ ଦେଖି ହେବନି ଆଉ। ମୁଁ ଖାଇ ଶୋଇ ଜିବି।😭😭😭😭😭
😂😂😂
🙏🙏🙏ମୁଁ ଭଗବାନ ଙ୍କୁ ପ୍ରାଥନା କରୁଛି.. ଜଲଦି recovory ହୋଇ ଘର କୁ ଫେରନ୍ତୁ ଅମ୍ରିତ ଭାଇ.... ଜୟ ଜଗନ୍ନାଥ 🙏🙏🙏
ଜଗନ୍ନାଥ କରନ୍ତୁ ଆପଣ ଅତି ଶୀଘ୍ର ଭଲ ହୋଇ ନିଜ ବାପା ମା ପାଖକୁ ଫେରି ଆସନ୍ତୁ 🙏🙏🙏
🙏🙏🙏
jaganatha pravu nije janinahinti kipari banchibe kebala amne hni banchaipariba.
@@rajputchhoraff8948 🙏
Jay Jagannath
@@rajputchhoraff8948 k
ଭଉତ ଲୋକ ଅଛନ୍ତି ତାଙ୍କ ପାଖରେ ଭଉତ ପଇସା ଅଛି ଝା ପାଖରେ ଅଛି ପ୍ଲଜ଼ ସପୋର୍ଟ କର ଏ ଭାଇଙ୍କୁ ଭଗବାନ ଆପଣ ଙ୍କୁ ସହାଯ୍ୟ କରିବେ
ଆମେ ଟଙ୍କା ଟି ଲେଖେ ଦେଲେ ବି ବହୁତ୍ ଭଲ ହବ
ଅନ୍ୟ ଉପରେ ନିର୍ଭର କରିବା ଠିକ୍ ନୁହେଁ
ଯାହାର ଯେତିକି ସାମର୍ଥ୍ୟ ସେମାନେ ସେତିକି ଦିଅ, ସେ ପିଲା ବଞ୍ଚିଲେ ଭବିଷ୍ୟତରେ କେତେ ଜଣଙ୍କ କଥା ବି ବୁଝିବ 👍, ମୁଁ ତା ପାଇଁ ଗର୍ବିତ ଏବଂ ସେ ନିଶ୍ଚୟ ଫେରିବ 👍, ଜୟ ଜଗନ୍ନାଥ 🙏
@@bijaysahoo1006 sabu janichu ki be...sala ate katha kia kahibaku kahichi tate ..bhika deiparibuni jadi chup raha....nije bhagwan bhabi katha barta karani
Thanks for reply but dear no more any chance for Life I am sorry but true
ହେ ପ୍ରଭୁ ଜଗତର ନାଥ ଜଗନ୍ନାଥ ଭଲ କରିଦିଅନ୍ତୁ ସେ ଭାଇଙ୍କୁ 🙏
ଯୋଉ ଲୋକ ସମସ୍ତ କୁ ଏତେ ସାହାଯ୍ୟ କରିଥାଏ ତାକୁ ଏତେ ଦୁଃଖ କନ ପାଇଁ ଦୋଉଛ,
କାହା କୁ special treatment ଦିଆ ଯାଉଛି ତ ପୁଣି କାହା କୁ ବେଡ୍ ଗୋଟେ ଦୌ ନାହାନ୍ତି hospital ରେ ,ସବୁଠି ଧନୀ ,ଗରିବ,labour, ଚାକିରୀଆ ପଟର ଅନ୍ତର ,
Right
Seiti pain ka Corona kahaku chinuni....
Right
ନାଇଁ ରେ ଭାଇ ଆଉ କ'ଣ ସଂସାର ରେ ଲୋକ ଅଛନ୍ତି ସିଏ ବା ଏକୁଟିଆ ବଞ୍ଚିଲେ ଦେଶ କୁ ଟେକିକି ଧରିବ, କିନ୍ତୁ ଜଗନ୍ନାଥ ସମସ୍ତଙ୍କର ମଙ୍ଗଳ କରନ୍ତୁ
ତାଙ୍କ ଘରେ ତ ସମସ୍ତେ ସରକାରୀ ଚାକିରିଆ ଆଉ ବନ୍ଧୁ ବାନ୍ଧବ ବି ବଡ଼ ବଡ଼ ଚାକିରୀ କରିଛନ୍ତି ,,,, ତଥାପି ତାଙ୍କର ଯଦି ପଇସା ଅଭାବ ହେଉଛି ତେବେ ଆମ ଭଳି ଦିନ ମଜୁରିଆ ପରିବାରର ଅବସ୍ଥା କଣ ହେବ.....😭
ଆମକୁ ସେଇ ଜଗତର ନାଥ ଜଗନ୍ନାଥ ହିଁ ଭରଷା,,,,,🙏
ସେ ଯାହା ବି ହେଉ ,,,, ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛି amrit ଭାଇ ଙ୍କୁ ଜଳଦି ଭଲ କରି ଦିଅନ୍ତୁ🙏🙏🙏
ଏ ମାନଙ୍କ ଠାରୁ ବହୁତ ଗରିବ ଲୋକ ଅଛନ୍ତି ତାଙ୍କୁ ସହାୟତା କଲେ ଲାଭ
ଭଗବାନ କରନ୍ତୁ ଅମ୍ରିତ ଭାଇଙ୍କର ଦେହ ଜଲ୍ଦି ଭଲ ହୋଇଯାଉ 🙏🙏🙏🙏🙏🙏🙏
ହେ କାଳିଆ ସାଆନ୍ତ ତୁମେ ଟିକେ ଚକ୍ର ଉଢାଳ କର ପ୍ରଭୁ ଜଗତର ନାଥ ଜଗନ୍ନାଥ ଅମୂଲ୍ୟ ସନ୍ତାନ ର ଯିବନ ରକ୍ଷାକର ପ୍ରଭୁ ଜଗନ୍ନାଥ 🙏🙏🙏🙏🌱
Au samaste kn vadatia kire
ସାଇନାଥ୍ ଭୋଲ କରିଦେବେ om sairam 🙏🙏🙏🙏🙏🙏🙏🙏🙏
ବହୁତ ଭଲ ପଦକ୍ଷେପ,ସମସ୍ତେ ଅଳ୍ପ ସ୍ୱଳ୍ପ ସହଯୋଗ କରିବା ଭଲ ଏବଂ ଏମିତି ଗରିବ ଲୋକଙ୍କ ପାଇଁ ବି ମଧ୍ୟ୍ୟ ସହଯୋଗ ଓ media highlight କରାଯାଉ
Right
Right
Ri8
Thik kotha 👍👍👍
ଗରିବ ମାଇକିନିଆ ସବୁରି ଶାଳୀ?
God bless him he will survive surely our prayers for his quick recovery 🙏💐💐😊
Get well soon brother, I pray this to God
ନିରୀହ ମାନ ଙ୍କୁ କେହି ସାହାଯ୍ୟ କରନ୍ତି ନାହିଁ ଏଇଟା ଆ ମ ଦେଶ
Good tell bhi
Bhalo katha kahili bro
Absolutely
Yes bro
@@mahendradehury2464 thank s Bhai
Similar initiative must taken to save thousends of Amrit across the country a great job.
lets save this young lad. With all the money in this world a lot of people couldnt save their loved ones. if even a 20 or 100 rupees can help someone, lets do it.
ଜଗନ୍ନାଥ କରନ୍ତୁ ଆପଣ ଖୁବଶୀଘ୍ର ଭଲ ହୋଇ ବାପା ମାଙ୍କ କୋଳ କୁ ଫେରିଆସନ୍ତୁ। ଜୟ ଜଗନ୍ନାଥ🙏🙏🙏🙏🙏
ସବୁଗରିବକୁ ଏମିତି ସାୟତାମିଳୁଛି ନାଖାଲିଏ. ମାନକୁଂ ଶେଥି
Bhai right samastanka paen Kanak News try kariba darakar
ଗରୀବ ମାନଙ୍କ ପାଇଁ ମାଗଣା ରେ ରାସନ୍ ଓ ଚାଉଳ ଦିଆ ଯାଉଛି। ମାତ୍ର ମଦ୍ୟପ ମାନେ ସେହି ରାସନ୍ ଓ ଚାଉଳ ବିକି ମଦ ପିଉଛନ୍ତି।
ଖାଲି ଏଇ ମାନ ଙ୍କୁ
@@fakirmohanpradhan6081 eita bi gote samasya😂😂😂
@@adiyasha9433 don't tell you are a poor man ok...peso se insaan Garib nehi hotaa he boss..🙏🙏ek chizz yaad rakhnaa..hamesaa ek gaarib ea Amiirr ki Bure waakkt me kaam aataa he..hamesaa se..yaad rakhnaa hamesaa garib hi actual me amirr hotaa he.. example hi dekh lo..ea vedio..ek gaarib hi har jegaa kaam aa rahaa he..ye yaad rakhnaa..humko amirr banaana hi nehi he🙏🙏hum ese hi thik he😌
God bless you 🙏🙏🙏
ଈଶ୍ୱର ତାଙ୍କୁ ଆରୋଗ୍ୟ କରି ଦିଅନ୍ତୁ ମୋର ନିବେଦନ 🙏 ଜୟ ଜଗନ୍ନାଥ ରକ୍ଷାଂ ଜଗତମ୍
ହେ ଭଗବାନ୍ ଦୟା କର ଏଇ ମାଆ ଉପରେ.... ଏତେ ବି ନିଷ୍ଠୁର ହୁଅ ନାହିଁ।.... 🙏🙏🙏😭😭😭😭😭
ମୋର ଭାଇ ମାନକୁ ଏତିକି ଅନୁରୋଧ ଭାଇ ମାନେ ନିଜର ପଇସା କୁ ଠିକ୍ ଅଭାବି ଲୋକ କୁ ଦାନ ଦିଅନୁତ କି ଏ ଭଳି ଲୋକ ମାନ କୁ
Mo amu bhaiki bhala kari dia
Jay jagannath bhala heijiba bhai ta mora
God bless him and his family ,Jay Jagannath!
U r a great fighter..... ଯାହା ଉପରେ ବାପା,ମାଆଙ୍କ ଭଳି ଏ ସୃଷ୍ଟି ର ପ୍ରଥମ ଭଗବାନଙ୍କ ଆଶିର୍ବାଦ ଓ କୃପା ଅଛି ସେଠି ବିପଦ ନାମକୁ ମାତ୍ର।ଜୟ ଜଗନ୍ନାଥଙ୍କ କୃପାରୁ ତୁମେ ନିଶ୍ଚୟ ଖୁବ୍ ଶୀଘ୍ର ଭଲହେଇଯିବ🙏🙏🙏
ମୁଁ ଆଜି ଭଗବାନ ଙ୍କ ପାଖେ ପ୍ରାର୍ଥନା କରୁଛି,,,,ମୋ ଆୟୁଷ ଭାଇ ଙ୍କ ପାଖେ ଲଗିଯାଉ🙏ସେ ଜଲଦି ଭଲ ହେଇଯାନ୍ତୁ❤️
To hart ta taku deide sukhila roll karne
@@tnda2 Tate kn kahiba bujhilu ,,,Tate jaha bhi kahibi na mora gote murkhami heba,,,,bcoz Tu gote Bala manisa bujhilu!!!
Bapa bank job maa gmnt job bhauni bhenei software engineer tathhapi emiti situation jadi emanka ra emiti situation amma absta kn haba prabhu jagannath bhala karidiantu 🙏
Still 1.5 crore is huge in front of all these
Ta bhaba emanakara sabu govt employees au jahara kie bi job karuni taku kie help kariba tara news kie show kariba
ଦେଇଥିଲେ ପାଇ
ଆଜି ଏଇ ଜ୍ଞାନ ନ ବାଣ୍ଟି ଓ ତର୍କ ନ କରି କାହାର ଅସମୟରେ ସାହାଯ୍ୟ ଦେଉଥିଲେ, କାଲି ଭଗବାନ ଆମ ସାହାଯ୍ୟ ରେ ଲୋକ ପଠାଇ ବେ
Heart is breaking looking at his parents and Manisha didi.. but he will recover soon. Be strong. Everyone reading the comment please donate whatever little is possible
Surely I will pray for him, May the good Lord touch him with his healing hand so that he will be cured and will come to you
God must blessed him. I pray it.
Prayers for speedy recovery of Amrit
Jay maa mangala🙏May God bless him and his family.
Jai jaganath 🙏 jaganath tumar mangla karantu🙏🙏🙏
ଆମ ଭଳି ଗରିବ ଟିଏ ଏହି ଅବସ୍ଥା ରେ ମରି ଯାଉଛି ହେଲେ ତାକୁ କେହି ସାହାଯ୍ୟ କରୁନି ଏବେ ଦେଖା ଦେଖି ତମର ଗୋଟେ ପାଲା ଚାଲିଛି
Right
Correct
Good Comment
Hn thik thik ....kete gariba loka marigaleni ...
Kanak news eita show karuchi
Kanak news kete tanka nela eh news share kariba pain
🙏 God Bless You🙏
Please Help him as much as Possible🌹
ଜୟ ଜଗନ୍ନାଥ ଭଗବାନ ଅଛନ୍ତି ତାଙ୍କ ଭରସା ହେ ପ୍ରଭୁ
Bacha kisiki v ho help karo negative comments mat karo.... Rich poor doesn't matter,, he has good heart... God ll help him.... God bless u dr ...i pray bfr God ... Plz help him
God will definitely cure you brother , don’t give up . Every odians prayer is with u
Tanka bapa maa govt employee tanka pathare tanka nahi tebe kariba mananka pakhare kete tanka thiba?
ଈଶ୍ୱର ତୁମକୁ ଭଲ କରିଦେବେ 🙏🙏🙏
ଭଗବାନ ସେ ଭାଈ ଙ୍କୁ ଭଲ କରିଦିଆନ୍ତୁ ଏତିକି ମୋର ପ୍ରାଥନା
Request all to lend your helping hand for this noble cause..God Bless
President
Rotary Club
Berhampur East
May god bless him . He must return back to his parents in a healthy state..🙏🏻
Kanak news sobubele bada badia'nka katha lokanku janei help nie hele satare jahara darkar ta katha ku keve tanku dekha jaaeni..... 4 jana job re thaaiki bi jadi tume hata patucha tahale ya thu dukhara bisaya aau kana hei pare..... God bless him
Pray to God for him🙏🏼
ଏଭଳି ପୁଅକୁ ଭଗବାନ ଙ୍କ ଆଶୀର୍ବାଦ ନିଶ୍ଚିତ ରହିଛି
Why not one hundred forty MLAs and twenty elected MPs of our state contribute Rs 1,00,000/- each for treatment of this young man ?
Bhai semane sabu khaaiba janichanti daba janinahanti. Tanka dictionary re donate boli word nahi.
@@-apm-3709au tame tanku au thare vote dei jitei dia
Jai Jagannath Bhala karidiyantu
ଭଗବାନ ନିଶ୍ଚିତ ସୁସ୍ଥ କରିଦେବେ
ହଁ ଆଜ୍ଞା ଈଶ୍ଵର ମଙ୍ଗଳ କରନ୍ତୁ କି ଅମ୍ରିତ ର ଜୀବନ ଫେରି ଆସୁ ।
I praying for Amrit, Jesus listen our prayers and he will cure thanks
Yes our almighty living God will heal you Amrit
Jay maa tarini 🙏🙏🙏
God bless you di Bhai jaldi vala heijibe
ମୋ ପ୍ରଭୁଙ୍କ ପାଖରେ ଏତିକି ପ୍ରାର୍ଥନା ଏହି ଭାଇକୁଂ ଭଲ କରିଦିଅନ୍ତୁ 🙏🙏🙏❤❤❤
ଜୟ ଜଗନ୍ନାଥ, ଜଗା ହିଁ ଭରଷା ସବୁ ପ୍ରଭୁ ଠୀକ୍ କରିଦେବେ
God bless you 🙏🏻
Jay jaganath
I am seeing a lot of hate comments regarding the govt jobs of his parents. Never forget that every one has there own level of struggle and however good it may look from outside we are not prepared for what is coming. Stop hating and start helping
God bless you brooo, Jay jagannath 🤗🤗🤗
Good bless you brother Jay shree Jagannath prabhu
Bhagaban thik karidiantu 🙏🙏
🙏ପ୍ରଭୂ କେଶବ ନାରାୟଣ ଙ୍କ ପାଦପଦ୍ମେ ପ୍ରାର୍ଥନା କରୁଛି ପ୍ରଭୁ ଅମ୍ରିତ ଭାଇ ଙ୍କ ସହ ସେହି ପରିବାରର ଉପରେ ସୁଭଦୃଷ୍ଟି ରଖିଥାନ୍ତୁ 🙏🙏🙏
ଭଗବାନ ଭଲ କରିଦିଅନ୍ତୁ ମୋ ଦ୍ଭାଇ ଙ୍କୁ🙏🏻🙏🏻🙏🏻🙏🏻
To hart ta dei de taku
Pls god save him.save everyone.Every life is precious and everyone is very precious for his family.
Plz god save him.
Yes
God bless You brother
Yes Lord Jesus bless him send your holy spirit with him give him good heart and soon he will come back his home
Jay jagannath🙏🙏🙏🙏
Bhala karidiantu
Good bless you
I Already 1000 pays for amrit..
God blessed you
Tamaku kuhanti loka dekhaaniaa vagiiaaa😁😁
Jai jaganath God bless you
Hey prabhu 🙏
Get well soon Amrit hope you will recover
God is with your Son. He will be alright definitely. Lord Jaganath is with him...
I pray for Amrit.ଭଗବାନ ତାକୁ ଭଲ କରିଦିଅନ୍ତୁ, କିନ୍ତୁ ମିଡ଼ିଆ କୁ ଅନୁରୋଧ ଗରିବ ଲୋକଙ୍କ ସମସ୍ୟା କୁ ହାଇଲାଇଟ କରି finanancial ସାହଯ୍ୟ କଲେ ଭଲ ହେବ।
Thank
ବିଧାୟକ ବିକ୍ରମ ପଣ୍ଡା ଭାଇ ଙ୍କୁ ଅନୁରୋଧ କିଛି ସାହାଯ୍ୟ କରନ୍ତୁ 🙏🏿🙏🏿🙏🏿🙏🏿
God bless you amrit ...
God bless you brother
ହେ ଜଗନ୍ନାଥ ସମସ୍ତଙ୍କ ମଙ୍ଗଳ ହେଉ।ଏହା ସତ୍ୟ କଥା ଯେ ଗରିବ ହୋଇଥିଲେ ତା ପରିବାର ମୃତ୍ୟୁ କୁ ନିମନ୍ତ୍ରଣ କରିଥାନ୍ତା ,ସାହାଯ୍ୟ ନୁହେଁ!!😢😢ଗରିବ ଲୋକମାନଙ୍କ ବଳ କେବଳ ଭଗବାନ 🤚🤚
ଧନ୍ୟବାଦ କନକ
God bless you
OMM NAMH SIVAYH 🙏🙏🙏🙏 GOD BLESS YOU 🙏 MAUSI BYASTA HUANTU NAHIN APANANKAR PUANKAR DEHA NISCHAYA BHALA HEBA
He Jagannath Bhal Karidia Prabhu
Thank you channel..we were searching this...thanks...public could not knew..
Sai baba tamaku Bhala karidebe🙏🙏🙏
Gote gariba loka te marigale media kan jaiki news coverage karuchi nai garibate marigale. Kebe b tankara abhaba asubidha Kan emiti sarakara tanku air ambulance kariki baharaku neiki treatment karuchanti nai kebala badalokara pua bhai au relative manaku bhala treatment au sahajya govt kariba
OM sri sai baba 🙏🙏🙏🙏 bholo korideo
Proud of you Ama odisha re bi emt pila Achhanti god tanku sure vala karidebe 🙏🙏🙏
ମୁଁ donet କରି ଦେଇଛି vagaban ଆପଣଙ୍କ ଜୀବନ କୁ ଶାନ୍ତି ମୟ କରନ୍ତୁ!
Thanks bhai
Kite kalu be
@@Barsharani98 well come sis!
Thank you bhai bhagban apananku bhalare rakhantu
Kete kala bhai
ଭାଇ ଜୟ ଜଗନ୍ନାଥ, ଯାହାର family back Ground ete profile person ଅଛନ୍ତି, କଣ ତାଙ୍କ ସମ୍ପତି ବିକ୍ରି କରି ଟଙ୍କା arrange କରି ହଉନି, ତାପରେ ଏମିତି ବହୁତ୍ ଗରିବ ଲୋକ ଅଛନ୍ତି, ଆଉ ତାଙ୍କର ଏମିତି ଯଦି media flash ହୁଅନ୍ତା ତାହେଲେ ଦେଶ ରେ କେହି ଅସୁବିଧା ଭୋଗ କରନ୍ତିନି।
Agyan apananka katha thik. Hele ete jaldi ete gude paisa jogad kariba kete kasta apana hue ta jani nathibe. Jane jadi sahajya maguchi tahele taku thata na kari help kale bhala hunata. Help na hele nahi thate pray karantu se bhala hei jau. Au for ur information Amrit case highlight hela pare bahut sara same case samna ku asichi au loka help b karuchhanti. Also Ae sabu case highlight hela pare government has decided to buy 2 ECMO machines and plan to set up at AIIMS. 🙏🏻
Good brather
ଜୟ ଜଗନ୍ନାଥ ଭଗବାନ ତାଙ୍କ ଦେହ ବହୁତ ଜଲ୍ଦି ଭଲ କରିଦିଅ
God bless u