Khola Katha | Exclusive Interview with Gopalpur MLA Pradeep Panigrahi

Поділитися
Вставка
  • Опубліковано 22 лют 2024
  • #ଖୋଲାକଥାରେ_ପ୍ରଦୀପ_ପାଣିଗ୍ରାହୀ
    ‘ଖୋଲା ମେଲାରେ ଯୋଉ ମଜା.. ସେ ମଜା ନିୟନ୍ତ୍ରଣରେ ନାହିଁ.. ବିଜେଡିର ଓରିଜିନାଲିଟି ନଥିଲା.. ବାଜପେୟୀଙ୍କ ଆଶୀର୍ବାଦରୁ ବିଜେଡି ଗ୍ରୋଥ୍ କରିଥିଲା..’
    #KholaKatha #Odisha #OTV
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: odishatv.in/live-tv
    UA-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

КОМЕНТАРІ • 522

  • @Satyanarayan897
    @Satyanarayan897 3 місяці тому +113

    ଗଞ୍ଜାମ ଜିଲ୍ଲାର ଦୁଃଖର ସୁଖାର ସାଥୀ 2 MLA 1 ରମେଶ ଜେନା ଏଣ୍ଡ ପ୍ରଦୀପ 🎉🎉 ଏହି 2 କୁ ଛାଡି ଦେଲେ ସବୁ ମାଗିଆ MLA ଚୋରା? ଏହି 2 ଜଣ MLA ଦମ୍ ଅଛି କହିବ ର cm କୁ ❤❤

    • @santoshkumarbehera6448
      @santoshkumarbehera6448 3 місяці тому

      MIL nai re MLA 😂😂😂

    • @Satyanarayan897
      @Satyanarayan897 3 місяці тому

      @@santoshkumarbehera6448 ହଁ ରେ ତୁ ଦେଖା ଭଲା କି ହେଲେ

    • @alokgouda6570
      @alokgouda6570 3 місяці тому +3

      Ramesh Jena is a tiger 🐅🐯 Pradip panigrahi is a chor Munda palturam like "NITESH KUMAR."

    • @santoshkumarbehera6448
      @santoshkumarbehera6448 3 місяці тому

      @@alokgouda6570 se chori karila bele tu dekhithilu🤔, ramesh jena rape karidauchi jau 😄 sala tiger kmt hela be

    • @milandash4705
      @milandash4705 3 місяці тому +3

      Pandu nabin both are chor....

  • @DesiVlogger8293
    @DesiVlogger8293 3 місяці тому +16

    ବହୁତ୍ ସୁନ୍ଦର ଆଜ୍ଞା
    ଓଡ଼ିଶା ର ରାଜା 🎉
    ଜୟ ଜଗନ୍ନାଥ 🙏🙏🙏

    • @santosh34554
      @santosh34554 3 місяці тому

      ଏହି ଜୀର୍ନ ଶିର୍ନ ବ୍ୟକ୍ତି ଜଣେ କିଏ?

  • @sankarsanbehera9454
    @sankarsanbehera9454 3 місяці тому +52

    Salute to Mr.panigrahi for clear talking .🙏🙏🙏

  • @deepakdora4989
    @deepakdora4989 3 місяці тому +45

    ବଢିଆ ଲୋକ ପ୍ରଦୀପ ବାବୁ

  • @swarnalataMohanty-jj1of
    @swarnalataMohanty-jj1of 3 місяці тому +3

    ଏ ଲୋକଟିକୁ ବିଜେପି ଦଳ ଆପଣେଇ ନେଇଛି, ବିଜେପି ଏଥର ପତନ ନିଶ୍ଚୟ |

  • @rakeshpatra5431
    @rakeshpatra5431 3 місяці тому +3

    ନିଜ ସ୍ୱାର୍ଥ ସିଦ୍ଧି ପାଇଁ ପ୍ରଦୀପ ବାବୁ ସବୁ କିଛି କରିପାରିବେ, ଲୋକେ ତାଙ୍କୁ ଉଚିତ ଜବାବ ଦେବେ ।

  • @subashchandramallick7696
    @subashchandramallick7696 3 місяці тому +5

    ଜୟ ଜୟ ଶ୍ରୀ ରାମ କି ଜୟ

  • @anmayeedas4839
    @anmayeedas4839 3 місяці тому +4

    ନିର୍ବାଚନ ପାଖେଇ ଆସିଲେ ବିଜେପି ର ଓଡିଶାବାସୀଙ୍କ ଭଲ ମନ୍ଦ କଥା ମନେପଡେ ଆଉ ବାକି ସମୟରେ ଓଡିଶା ଗୋଟେ ରାଜ୍ୟବୋଲି ମନେନଥାଏ ।

  • @ChinmayKumarSahu.
    @ChinmayKumarSahu. 3 місяці тому +15

    Actually as i notice from the agenda of Dr. panigrahi that he was not comfortable while worked with BJD govt and his conversation clears that BJD govt is controlling by other powerful persons and there are not any values of senior politicians so i think Dr. Panigrahi not felt comfortable to work with BJD.. Anyway it's politics everything is possible here.. Hope in this festival of election we will get the best leader and lord Jagannath also serve the best for the people of odisha ❤ (my intention is not spreading any kind of hates)😊JAI JAGANNATH ❤

    • @santosh34554
      @santosh34554 3 місяці тому

      ସିଏ ଜଣେ ଚୋର ଥିଲେ।

  • @swarnalataMohanty-jj1of
    @swarnalataMohanty-jj1of 3 місяці тому +3

    ପ୍ରଦୀପ ପାଣିଗ୍ରାହୀ ଏମିତି ଜଣେ ବ୍ୟକ୍ତି ବିଶେଷ ଯିଏକି ନିଜ ସ୍ୱାର୍ଥ ହାସଲ ଛଡ଼ା କିଛି ବି ଜାଣିନାହାନ୍ତି |

  • @hemantkumarsingh1387
    @hemantkumarsingh1387 3 місяці тому +59

    Pradeep panigrahi is a hero in BJP and will teach a lesson to BJD.

    • @user-ho9hb3ur8c
      @user-ho9hb3ur8c 3 місяці тому +2

      Ha ha ha nije se ଜିତିବ ta

    • @jitendrasamal2350
      @jitendrasamal2350 3 місяці тому +2

      Khali party change karidele chora ta kn bhala heijiba

    • @soumyakantapradhan4212
      @soumyakantapradhan4212 3 місяці тому +1

      4 years purba ru kan paini kahileni. Swarthha upare anch asigala

    • @burudisomkola6200
      @burudisomkola6200 3 місяці тому

      Kichhi tadiboni dahan michho neta election purbaru amiti bhasan diyonti

  • @deepakkumardas6956
    @deepakkumardas6956 3 місяці тому +3

    OTV ର ଏହି ଚାଟୁକାରୀତା କାର୍ଯ୍ୟକ୍ରମ "ଖୋଲା କଥା" ମଞ୍ଚ ଦିନେ ଏହି ମେଣ୍ଟାଲ୍ ପ୍ରଦୀପ ପାଣିଗ୍ରାହୀ ପାଇଁ "ମେଲା କଥା" ମଞ୍ଚ ହୋଇ ରାଜ୍ୟବାସୀଙ୍କ ପାଇଁ ହାସ୍ୟାସ୍ପଦ ର ବିଷୟ ହେବ।

  • @PratyushkumarDas-wg4gj
    @PratyushkumarDas-wg4gj 3 місяці тому +2

    ପ୍ରଦୀପ ବାବୁ ଆପଣ ଙ୍କ ଭାଷାରେ ଭୟ ର ଗନ୍ଧ ଜଣାପଡୁଛି |ଏହା ଜେଲ ଯିବାର ଭୟ ନା ନିର୍ବାଚନ ରେ ହରିବାର ଭୟ |

  • @MRShark7
    @MRShark7 3 місяці тому +11

    Great fearless leader salute u sir ❤🤩😍

  • @jitendramandal7610
    @jitendramandal7610 3 місяці тому +21

    Best ପ୍ରଦୀପ

  • @surendrabarad5260
    @surendrabarad5260 3 місяці тому +5

    Jay Shree Jagannath 🙏🙏

  • @rakeshpatra5431
    @rakeshpatra5431 3 місяці тому +2

    ସର୍ବଦା ମୂଲ୍ୟହୀନ ପ୍ରସଙ୍ଗକୁ ନେଇ ରାଜନୀତି କରିଥାନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ।

  • @jagareddy2578
    @jagareddy2578 3 місяці тому +7

    JAI SHREE RAM

  • @ExploreIndia8342
    @ExploreIndia8342 3 місяці тому +20

    Pradeep panigrahi is best

  • @rakeshpatra5431
    @rakeshpatra5431 3 місяці тому +3

    ନବୀନ ବାବୁ ଯେତେ ସବୁ ଦୁର୍ନୀତିରେ ଲିପ୍ତ ଥିବା ନେତାଙ୍କୁ ବିଜେଡି ଦଳରୁ ବହିଷ୍କାର କରିବା ପରେ ସେଇ ଦୁର୍ନୀତିଗ୍ରସ୍ତ ନେତାମାନଙ୍କୁ ଓଡ଼ିଶା ବିଜେପି ଖୁସି ମନାଏ ।

    • @liza-lq7sr
      @liza-lq7sr 3 місяці тому

      Congress Dal ru nei bjd khusi.

  • @soumyaranjan6247
    @soumyaranjan6247 3 місяці тому +1

    ❤🎉

  • @kismatlinkan9149
    @kismatlinkan9149 3 місяці тому +4

    ନୂଆକରି ଗେରୁଆ ଦଳରେ ମିସିଥିବା ନେତା ପ୍ରଦୀପ ପାଣିଗ୍ରାହୀ ବିଜୁ ଜନତା ଦଳ ବିରୋଧରେ ଭଲ ଭାଷଣ ଦେଇଜାଣିଛନ୍ତି ,ହେଲେ ନିଜ ନିର୍ବାଚନ ମଣ୍ଡଳୀର ଉର୍ଣ୍ଣତି କଥା ଚିନ୍ତାକରନ୍ତି ନାହିଁ ।

  • @JhilliraniPatra-wl9im
    @JhilliraniPatra-wl9im 3 місяці тому +2

    ବିଜେପି ଦଳ କେବେ ଓଡିଶା ର ଉନ୍ନତି ଚାହାଁନ୍ତି ନାହିଁ ଓ ଓଡିଶା ମାଟିରେ କିଛି କାର୍ଯ୍ୟ ଭଲରେ କରିବାକୁ ଦିଅନ୍ତି ନାହିଁ l ସବୁବେଳେ ବିରୋଧ କରୁଛନ୍ତି l

  • @swarnalataMohanty-jj1of
    @swarnalataMohanty-jj1of 3 місяці тому +1

    ଆପଣଙ୍କ ଭଳି ଲୋକ କେଉଁଠି ବି ରହିବା ଅସମ୍ଭବ, କେତେ ଦିନ ରହିବ ରଙ୍ଗ, ଦେଖାଯାଉ ଆଗକୁ କ'ଣ ହେଉଛି ।

  • @deepakkumardas6956
    @deepakkumardas6956 3 місяці тому +2

    ପ୍ରଦୀପ ପାଣିଗ୍ରାହୀ ବ୍ରିଲିଆଣ୍ଟ ନୁହେଁ ଦୁର୍ନୀତିକ୍ଷର ବଦ୍ଧପାଗଳ ଟା ଆଉ ଓଡ଼ିଶାବାସୀ ଭଲ ଭାବରେ ଜାଣିଛନ୍ତି। OTV ଯେତେ ଚାଟୁକାର ଦେଖାଇ ଭୁକିଲେ କିଛି ଫଳପ୍ରଦ ହେବ ନାହିଁ।

  • @acharyaone7500
    @acharyaone7500 3 місяці тому +1

  • @user-nc6mr3kg6l
    @user-nc6mr3kg6l 3 місяці тому +9

    Good decision Pradeep Panigrahy babu.

  • @anmayeedas4839
    @anmayeedas4839 3 місяці тому +1

    ଯେଉଁ ଲୋକ ତାଙ୍କ ଜୀବନ କାଳରେ ଲୋକଙ୍କ ପାଇଁ କୌଣସି ବିକାଶ କାର୍ଯ୍ୟ କରିନାହିଁ ସେ କେମିତି ଜାଣିବେ ଓଡ଼ିଶାର ବିକାଶ କେମିତି ହୋଇଛି ଆଉ ଓଡିଶା କେତେ ବଦଳିଛି l

  • @raydiptiranjan1358
    @raydiptiranjan1358 3 місяці тому +1

    Good thing

  • @manaspradhan823
    @manaspradhan823 3 місяці тому +4

    ବିଜେଡି ବିଜେପି କୋଳାକୋଳି ଲୋକ ନିଜ ନିଜ ଭିତରେ ବଡ଼ିଆବାଡି ହୋଇ ମାରୁଛନ୍ତି

  • @swarnalataMohanty-jj1of
    @swarnalataMohanty-jj1of 3 місяці тому +1

    ପ୍ରଦୀପ ବାବୁ ଆପଣ ଯେଉଁ କର୍ମ ସବୁ କରିଛନ୍ତି ଲୋକଙ୍କର ବିଶ୍ୱାସ ହରାଇ ବସିଛନ୍ତି l

  • @swarnalataMohanty-jj1of
    @swarnalataMohanty-jj1of 3 місяці тому +1

    ଆପଣ କରିଥିବା ପାପର ଦଣ୍ଡ ନିଶ୍ଚିତ ଭୋଗିବେ ପ୍ରଦୀପ ବାବୁ l

  • @bijaytripathy2119
    @bijaytripathy2119 3 місяці тому +2

    Nija swartha lagi kichi b kari paribe Pradip Panigrahi

  • @swarnalataMohanty-jj1of
    @swarnalataMohanty-jj1of 3 місяці тому +2

    ଗୋପାଳ ପୁର ବାସୀ ପ୍ରଦୀପ ବାବୁଙ୍କ ମୁଁହ କୁ ଆଉ ଚାହିଁବେନି |

  • @PratyushkumarDas-wg4gj
    @PratyushkumarDas-wg4gj 3 місяці тому +1

    ପ୍ରଦୀପ ପାଣିଗ୍ରାହୀ ଭାବିବା ଉଚିତ ବିଜେଡି ଦଳ ହେଉଛି ନବୀନ ପଟ୍ଟନାୟକ ଙ୍କ ଦଳ ଯାହା ଉପରେ ଓଡ଼ିଶାର 4.5କୋଟି ଲୋକଙ୍କ ଆଶୀର୍ବାଦ ରହିଛି |

  • @PrinceKohinoorPruthveeRaazDas
    @PrinceKohinoorPruthveeRaazDas 3 місяці тому +2

    ପ୍ରଦୀପ ପାଣିଗ୍ରାହୀ ନୂଆକରି ପଦ୍ମ ଦଳରେ ଯୋଗ ଦେଇଥିବାରୁ ପଦ୍ମ ଦଳିଆଙ୍କ ମନ କିଣିବା ପାଇଁ ପ୍ରହତ୍ସନ କରୁଛନ୍ତି । କିନ୍ତୁ ଜନତା ତାଙ୍କୁ ପ୍ରତ୍ୟାକ୍ଷାନ କରିଛନ୍ତି ।

  • @RajendraRajendra-di4uk
    @RajendraRajendra-di4uk 3 місяці тому +4

    Jay shree ram

  • @milanpatra598
    @milanpatra598 3 місяці тому

    Rights

  • @maheshpatnaik6972
    @maheshpatnaik6972 3 місяці тому +1

    ଯେଉଁ ଦଳ ପାଇଁ ସେ ନିଜ ପରିଚୟ ପାଇଥିଲେ ସେହି ଦଳ ବିରୋଧ କହିବାକୁ ଲାଜ ଲାଗୁନି ପ୍ରଦୀପ ବାବୁ...ଆପଣ ଜଣେ ସ୍ୱାର୍ଥପର ବୋଲି ଜଣା ପଡ଼ିଗଲା..

  • @swarnalataMohanty-jj1of
    @swarnalataMohanty-jj1of 3 місяці тому +1

    ପ୍ରଦୀପ ବାବୁ ଆପଣ ଯେଉଁ ସ୍ବପ୍ନ ଦେଖୁଛନ୍ତି ଆପଣ ଙ୍କ ସ୍ବପ୍ନ ଆଦୌ ଶାକାର ହେବ ନାହିଁ ବୁଝିଲେ

  • @rabindrakumarsahu1766
    @rabindrakumarsahu1766 3 місяці тому

    Always a super talker till now... Something extraordinary.... 🎉🎉🎉

  • @narayanbehera1373
    @narayanbehera1373 3 місяці тому +2

    କମଳ ରୁ କମଳା ,ଏହା ବାବୁ ପ୍ରଦୀପ ଙ୍କ ଏଜେଣ୍ଡା । ହା ହା ହା ହା

  • @skillhorizon
    @skillhorizon 3 місяці тому +1

    ଯଉଠି ଫଳ ସେଇ ଗଛ ପାଖରେ ମୁଁ | ଧିକ ତୁମ ଜୀବନ

  • @sabyasachimohapatra7423
    @sabyasachimohapatra7423 3 місяці тому

    Very interesting interview time will who is the winner

  • @patitapabanmahapatra3536
    @patitapabanmahapatra3536 3 місяці тому

    Ek Dum Thik katha kahichhanti

  • @bijaytripathy2119
    @bijaytripathy2119 3 місяці тому +1

    Odishara janata Pradip Panigrahi nku au accept karibeni

  • @PratyushkumarDas-wg4gj
    @PratyushkumarDas-wg4gj 3 місяці тому

    ସୂର୍ଯ୍ୟ ଉଦୟ ଆଗରୁ ଆକାଶ ରଙ୍ଗ କେମିତି ପ୍ରଦୀପ ପାଣିଗ୍ରାହୀ ମହାଶୟ ଦେଖିଛନ୍ତି | ଆକାଶ ଟା ପରିଷ୍କାର ଥାଏ |

  • @JhilliraniPatra-wl9im
    @JhilliraniPatra-wl9im 3 місяці тому +1

    ପ୍ରଦୀପ ପାଣିଗ୍ରାହୀ ଓଡ଼ିଶା ରାଜନୀତି କୁ ଆସି ଜନତାଙ୍କ ବିଶ୍ୱାସରେ ବିଷ ଭରିଦେବା ଏବଂ ଲୋକଙ୍କ ବିଶ୍ୱାସ କୁ ଆଘାତ କରିବା ଏସବୁ କଣ ଠିକ ନୁହେଁ ସେଥିପାଇଁ ଓଡ଼ିଶାବାସୀ ଆଦୌ ପସନ୍ଦ କରନ୍ତି ନାହିଁ ।

  • @JhilliraniPatra-wl9im
    @JhilliraniPatra-wl9im 3 місяці тому +2

    ପ୍ରଦୀପ ପାଣିଗ୍ରାହୀ ଭଳି ବିଶ୍ୱାସରେ ବିଷ ଦେବା ଲୋକଙ୍କୁ ଓଡ଼ିଶାବାସୀ ପସନ୍ଦ କରନ୍ତି ନାହିଁ l

  • @bijaytripathy2119
    @bijaytripathy2119 3 місяці тому +1

    Politics re honesty ku importance dionti Manyavar mukhya mantri Navin Pattnaik

  • @subhampanigrahi6013
    @subhampanigrahi6013 3 місяці тому +1

    Lekha chidiba Pradeep babu ❤

  • @raghunathdas-mb7yr
    @raghunathdas-mb7yr 3 місяці тому +1

    ନବୀନ ପଟ୍ଟନାୟକ ଙ୍କ ରାଜ୍ୟରେ ଯିଏ ଦୁର୍ନୀତି କରିବ ସେ ଦଣ୍ଡପାଇବା ସୁନିଶ୍ଚିତ |

  • @swarnalataMohanty-jj1of
    @swarnalataMohanty-jj1of 3 місяці тому +1

    ପ୍ରଦୀପ ପାଣିଗ୍ରାହୀ ବାବୁଙ୍କର ବିନାଶ ସମୟ ପାଖେଇ ଆସିଲାଣି ।

  • @rakeshpatra5431
    @rakeshpatra5431 3 місяці тому +1

    ଓଡ଼ିଶାରେ ରାଜନୀତି କରିବାକୁ ହେଲେ ପ୍ରଥମେ ଲୋକଙ୍କ ପାଇଁ କିଛି ଉନ୍ନତିମୂଳକ କାର୍ଯ୍ୟ କରିବାକୁ ପଡ଼ିବ ।ପ୍ରଦୀପ ପାଣିଗ୍ରାହୀ ଭଳି ବିଶ୍ୱାସରେ ବିଷ ଦେବା ଲୋକଙ୍କୁ ଓଡ଼ିଶାବାସୀ ପସନ୍ଦ କରନ୍ତି ନାହିଁ ।

  • @dibakaracharya2740
    @dibakaracharya2740 3 місяці тому +2

    👍👍👍👍👍

  • @sudarshanbarik8576
    @sudarshanbarik8576 3 місяці тому

    Good mla

  • @sk-pm2od
    @sk-pm2od 3 місяці тому

    Definitely pradeep babu.... experience apankara politics re bahut bhala...and ..party experience b bhala...... pradeep babu jadi election re ticket pae win huanti bahut asubidha haejiba re naarana........

  • @sukantapadhan2609
    @sukantapadhan2609 3 місяці тому

    Jay shree ram jay shree krishna

  • @PrinceKohinoorPruthveeRaazDas
    @PrinceKohinoorPruthveeRaazDas 3 місяці тому +1

    ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେପି ଦଳରେ ସାମିଲ କରି ବିଜେପି ଦଳ କଳଙ୍କିତ ଇତିହାସ ସୃଷ୍ଟି କରିବାରେ ଲାଗିଛି ।

  • @abinashmohanty546
    @abinashmohanty546 3 місяці тому

    Pradeep babu bengal tiger

  • @Satyanarayan897
    @Satyanarayan897 3 місяці тому +3

    ମୋର୍ ଗଂଜାମ ଜିଲ୍ଲାର ମା ବାପା ଭାଇ ଭଉଣୀ ମାନଙ୍କୁ ଅନୁରୋଧ କରୁଛି ? ଏମିତି ଏକ ସରକାର ଗଣ୍ଟନ୍ କରା ଯିହ ଆମେ ଗରିବ ଲୋକଙ୍କ ଦୁଃଖର ସାଥୀ ହେବେ. ଆମେ ଯେମିତି ଆମେ କହିଲ ସରକାର ଶୁଣିବ ଆଉ ଗରିବ ଏଣ୍ଡ ଚାଷୀମାନଙ୍କର ଦୁଃଖ ରେ ଥିବା. ଜୟ ଶିବ ଶଙ୍କର

  • @sanjayakumargachhayat9026
    @sanjayakumargachhayat9026 3 місяці тому +3

    Pradeep bhai is very very pleasing personality.

  • @subratkumardas3430
    @subratkumardas3430 3 місяці тому +4

    Best

  • @ramnarayanmohanty1597
    @ramnarayanmohanty1597 3 місяці тому +1

    Pradip panigrahi nko oparagata bishayare Odisha basi sampurna obogata achanti

  • @PrinceKohinoorPruthveeRaazDas
    @PrinceKohinoorPruthveeRaazDas 3 місяці тому +1

    ଦୀପ ଲିଭିବା ପୂର୍ବରୁ ଯେମିତି ହୁତୁହୁତୁ ହୋଇ ଜଳି ଲିଭି ଯାଏ। ସେହିପରି ପ୍ରଦୀପ ପାଣିଗ୍ରାହୀ ର ରାଜନୈତିକ ଭବିଷ୍ୟତ ଲିଭିବା ପୂର୍ବରୁ ହୁତୁ ହୁତୁ ହୋଇ ଜଳୁଛି ।

  • @deepakkumardas6956
    @deepakkumardas6956 3 місяці тому +1

    "ଖୋଲା କଥା" ମଞ୍ଚରେ BJD ର ନେତା ମନ୍ତ୍ରୀ ମାନଙ୍କୁ ସାକ୍ଷାତ କାର ନେଲାବେଳେ ଏ ସାମ୍ବାଦିକ ଅସଭନୀୟ ଆଚରଣ ଦେଖାଉଥିବା ବେଳେ ପ୍ରଦୀପ ପାଣିଗ୍ରାହୀ କୁ କିନ୍ତୁ ଖୋଲା ମୁହଁରେ ସରଳ ଶୌଚ କରି ଖୁଆଇ ଦେଲା ଭଳି ଖୁଆଇ ଦେଉଛି OTV।

  • @user-sv2mq1ge5y
    @user-sv2mq1ge5y 3 місяці тому

    New generation,new things new ideas new Development jay BJP ❤

  • @prakashsports855
    @prakashsports855 3 місяці тому

    Pradip panigrahi well come 🎉❤❤❤ Apanka bhali loka BJP re asiba darakar

  • @ramnarayanmohanty1597
    @ramnarayanmohanty1597 3 місяці тому +1

    Pradip panigrahi jail feranta ashami se kemiti tankara pudi jai thiba muha ku Odisha basi nku dekhauchanti

  • @ashokkumarpanda8063
    @ashokkumarpanda8063 3 місяці тому

    Real politician and Ganjam tiger pradeep panigrahi....🙏🙏🙏🙏

  • @PrinceKohinoorPruthveeRaazDas
    @PrinceKohinoorPruthveeRaazDas 3 місяці тому +1

    ମାନ୍ୟବର ମୁଖ୍ୟମନ୍ତ୍ରୀ ନୂଆ ଓଡ଼ିଶା ଗଠନ କରିଥିବାରୁ ଦୁର୍ନିତିଗ୍ରସ୍ତ ନେତାମାନେ ସ୍ଥାନ ନ ପାଇବାରୁ ବିଜେପି ଭଳି ଦୁର୍ନିତୀ ଗ୍ରସ୍ତ ଦଳରେ ସାମିଲ ହୋଇଛନ୍ତି ପ୍ରଦୀପ ପାଣିଗ୍ରାହୀଙ୍କ ଭଳି ନେତାମାନେ ।

  • @deepakkumardas6956
    @deepakkumardas6956 3 місяці тому +1

    ବ୍ରିଲିଆଣ୍ଟ ମେଣ୍ଟାଲ୍ ପ୍ରଦୀପ ପାଣିଗ୍ରାହୀ କୁ ରାଜ୍ୟ BJP ଦଳ ଆପଣେଇ ଯେଉଁ ଉତ୍ସବ ମନାଉଛି ଆଉ କିଛି ଦିନ ପରେ ସେହି ଡକାୟତ ପ୍ରଦୀପ ପାଣିଗ୍ରାହୀ ଓଡ଼ିଶାରୁ BJPକୁ ଡିଟରଜେଣ୍ଟ ଭଳି ଧୋଇ ଦେବ।

  • @mayadharsahoo9376
    @mayadharsahoo9376 3 місяці тому

    Wait election

  • @anmayeedas4839
    @anmayeedas4839 3 місяці тому +1

    ପ୍ରଦୀପ ବାବୁ ମିଡ଼ିଆ ଆଗରେ ବିସ୍ଫୋରକ ଶବ୍ଦ ସାହାଯ୍ୟରେ ଯେଉଁ ସବୁ ମନ୍ତବ୍ୟ ଦେଉଛନ୍ତି ତାହା ବାସ୍ତବ କାଳରେ କେବେ ସମ୍ଭବ କରିପାରିବେ ନା ଖାଲି ତୁଚ୍ଛାରେ ଗପୁଛନ୍ତି l

  • @anmayeedas4839
    @anmayeedas4839 3 місяці тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ କାର୍ଯ୍ୟ କୁ ସମାଲୋଚନା କରିବା ଆଗରୁ ନିଜ କାର୍ଯ୍ୟ କୁ ଟିକେ ନିରୀକ୍ଷଣ କରନ୍ତୁ ପ୍ରଦୀପ ପାଣିଗ୍ରାହୀ!

  • @BirendraNayeak
    @BirendraNayeak 3 місяці тому

    ଓଡ଼ିଶା ରେ ଲଢ଼ିବେ ଓଡ଼ିଶା ର ଜନତା

  • @gopinathgouda714
    @gopinathgouda714 3 місяці тому

    Jay Sri Ram 🚩🚩

  • @RAJESHpradhan01994
    @RAJESHpradhan01994 3 місяці тому +4

    ତମେ ଶଳେ ସବୁ ଗୋଟେ ଗୋଟେ ସୁବିଧାବାଦି।

    • @debashisnayak774
      @debashisnayak774 3 місяці тому

      ଠିକ୍ କହିଲେ ଆଜ୍ଞା।
      ଆଜିର ସମୟରେ ପ୍ରାୟ ବ୍ୟକ୍ତି ସେହିପରି।

  • @shantilatajena7122
    @shantilatajena7122 3 місяці тому +1

    Bhai sabu thik je hale pipli re gote sandha achi

  • @jagannathswain290
    @jagannathswain290 3 місяці тому

    Mote noke chanhibe nau.. Anke decide karibe ki a mo bhagya..... Mast dialogue😂😂

  • @dayanidhigadtya-yz1su
    @dayanidhigadtya-yz1su 3 місяці тому

    Jàishreeram

  • @statusgallery3334
    @statusgallery3334 3 місяці тому +14

    Educated person Pradeep sir....❤

  • @nabinkandpan1733
    @nabinkandpan1733 3 місяці тому +1

    Sir apnaka na kana

  • @PratyushkumarDas-wg4gj
    @PratyushkumarDas-wg4gj 3 місяці тому +2

    ମାନ୍ୟବର ମୁଖ୍ୟମନ୍ତ୍ରୀ ସ୍ଵଛତା ଉପରେ ବିଶ୍ୱାସ କରନ୍ତି ତେଣୁ ତମ ଭଳି ଭ୍ରଷ୍ଟାଚାରୀ ନେତାଙ୍କୁ ଦଳରୁ ବାହାର କରିଛନ୍ତି |

    • @srinathdas8721
      @srinathdas8721 3 місяці тому

      ଜଗନ୍ନାଥ ଙ୍କ ରତ୍ନ ଭଣ୍ଡାର ରୁ କିଏ ଚୋରି କରିଛି ?

  • @KalapanaJena-jz9ir
    @KalapanaJena-jz9ir 3 місяці тому

    ପ୍ରଦୀପ ବାବୁ ଆପଣ ନିଶ୍ଚିତ ଭାବରେ ମୁଖ୍ୟମନ୍ତ୍ରୀ ଙ୍କ ଅଫିସ ର ସାହାଯ୍ୟ ନେଇ ଥିଲ l

  • @premprasadbehera
    @premprasadbehera 3 місяці тому +1

    Grate🎉🎉

  • @narayanbehera1373
    @narayanbehera1373 3 місяці тому +2

    ଏଇ ଲୋକ ଦିନେ ବାବୁ ଧର୍ମେନ୍ଦ୍ର ଙ୍କୁ ପରା କୋଇଲା ଚୋର ବୋଲି କହି ଚର୍ଚ୍ଚାରେ ରହିଥିଲେ ....

  • @ramnarayanmohanty1597
    @ramnarayanmohanty1597 3 місяці тому +1

    Odisha ra oparaga neta pradip panigrahi mahudaya

  • @amiyapriyabhoi7651
    @amiyapriyabhoi7651 3 місяці тому +1

    Yr against sidhant Mohapatra standing 😂

  • @BijayKumarDhal123
    @BijayKumarDhal123 3 місяці тому +7

    Dr, panigrahi, l want to meet you, can you spare sometime from jajpur

  • @swarnalataMohanty-jj1of
    @swarnalataMohanty-jj1of 3 місяці тому

    ପ୍ରଦୀପ ବାବୁ କାହିଁକି ମିଡ଼ିଆ ସାମ୍ନାରେ ନାଟକ ବାଜି କରୁଛନ୍ତି ।

  • @sureshpod7500
    @sureshpod7500 3 місяці тому +2

    ପ୍ରଦୀପ ଭାଇ is a great man

  • @ramnarayanmohanty1597
    @ramnarayanmohanty1597 3 місяці тому +1

    Agami nirbachanare Pradip panigrahi mahudaya ku uchit jabab debe Ganjam jilla basi

  • @KalapanaJena-jz9ir
    @KalapanaJena-jz9ir 3 місяці тому

    ଠକ ବିଧାୟକ ଙ୍କୁ ବିଜେପି ଦଳ କାହିଁକି ଆପେନେଇଛନ୍ତି ସମସ୍ତେ ଜାଣିଗଲେଣି କେବଳ ନିର୍ବାଚନ ଜିତିବା ପରେ ରାଜ୍ୟ ବାସୀଙ୍କୁ ଠକିବେ ବୋଲି l

  • @KalapanaJena-jz9ir
    @KalapanaJena-jz9ir 3 місяці тому

    ଯେଉଁ ନେତା ନିଜ ନିର୍ବାଚନ ମଣ୍ଡଳୀ ର ଲୋକଙ୍କୁ ଠକିବା ପାଇଁ ପଛାଉ ନାହାନ୍ତି ସେ କଣ ଲୋକ ସଭା ଯିବେ l

  • @rakeshpatra5431
    @rakeshpatra5431 3 місяці тому +1

    ପ୍ରଦୀପ ପାଣିଗ୍ରାହୀ BJP ଦଳକୁ ଯାଇ BJP ଦଳକୁ କଳା କନା ନିଶ୍ଚିତ ବୁଲାଇବ।

  • @sanagoradagodipada2527
    @sanagoradagodipada2527 3 місяці тому

    A thik odia thik jababdeichhanti

  • @ramnarayanmohanty1597
    @ramnarayanmohanty1597 3 місяці тому +1

    Durniti ra master mind pradip panigrahi

  • @deepakkumardas6956
    @deepakkumardas6956 3 місяці тому +2

    ଓଡ଼ିଶାବାସୀ ଚାଟୁକାର OTV ଏବଂ ରାଜ୍ୟ BJP ଦଳର ରାଜନୈତିକ ଅଭିସନ୍ଧି କୁ ଭଲଭାବରେ ହୃଦୟଙ୍ଗମ କରିସାରିଲେଣି। କହାକୁ ଆଉ ଅଛପା ନାହିଁ।

  • @JhilliraniPatra-wl9im
    @JhilliraniPatra-wl9im 3 місяці тому +1

    ବିରୋଧୀ ମାନେ ଯେତେପ୍ରକାର ଲାଂଛନା ଲଗାଇଲେ ମଧ୍ୟ ମୁଖ୍ୟମନ୍ତ୍ରୀ ତାଙ୍କ କର୍ତ୍ତବ୍ୟ ଠିକ ଭାବରେ ପାଳନ କରୁଛନ୍ତି |