ଖେଳ କରିବ ବିଜେଡି ! || Naveen Patnaik || BJD || MANTHAN || Odisha Reporter

Поділитися
Вставка
  • Опубліковано 28 сер 2024
  • ବିଜେଡିର ନବକଳେବର ହେବ, 4 ମାସ ଭିତରେ ଏକ ଭିନ୍ନ ଭୂମିକାରେ ଆସିବ ଦଳ। ଏନେଇ ଏକ ବଡ କସରତ ଚଳାଇଛନ୍ତି ଦଳର ମଙ୍ଗୁଆଳ। ତେବେ ଯାହା ପାଇଁ ଦଳର କ୍ଷତି ହୋଇଥିଲା ସେ ହିଁ ନେବେ ନିର୍ଣ୍ଣାୟକ ଭୂମିକା। ତେବେ ଖୁବଶୀଘ୍ର ସ୍ପଷ୍ଟ ହେବ ଏହାର ରୂପରେଖ। ଏହାକୁ ନେଇ ଦେଖନ୍ତୁ ମନ୍ଥନ।
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    UA-cam: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #Odisha #Manthan #BJD #politicalnews #odishapolitics #naveenpatnaik #vkpandian

КОМЕНТАРІ • 19

  • @arabindamishra4045
    @arabindamishra4045 Місяць тому +4

    କିଛି ନୂଆ ନାହିଁ। ସେଇ ପୁରୁଣା ମଦ।

  • @mishrabisudhananda3551
    @mishrabisudhananda3551 Місяць тому +3

    ଯେ ପର୍ଯ୍ୟନ୍ତ ନବୀନ ଓ ପାଣ୍ଡିଆନ ଅଛନ୍ତି ଓ ନବୀନ ଘରେ ସୋଇ ପାଣ୍ଡିଆନ କୁ ରାଜ୍ୟ ଶାସନ କୁ ଠିକା ଦେଇ ,ଓଡ଼ିଶା କୁ ଲୁଟିବା ଉଦ୍ୟେଶ ରେ କାମ କରୁଛନ୍ତି,କିଛି ବଦଳିନି।

  • @YoutubeShorts-pf1tx
    @YoutubeShorts-pf1tx Місяць тому +3

    Nuarupare Nua Lutera nua Rangasala heba

  • @prafullamohanty5557
    @prafullamohanty5557 Місяць тому

    ମୋହନ ସରକାର ର ପତନ ପାଇଁ ମୋହନ ମାଝି ହିଁ ଦାୟୀ ରହିବେ ଏବଂ କିଛି ଚକ୍ରାନ୍ତ କ।ରି ବିଭୀଷଣ BJP ର

  • @manoranjanpanda5536
    @manoranjanpanda5536 Місяць тому

    ନଵୀନକୁ ଓଡିଶାରୁ ବାଡେଇ ଵିଦାକର, ଏ ନିମକହାରାମ ଓଡିଶାକୁ ଵରବାଦ କରିଛି, ମଦପିଇ ଓଡିଶାକୁ ଦଲାଲଙ୍କ ହାତରେ ଓଡିଶାକୁ ଟେକିଦେଲା, ଜୟ ଜଗନ୍ନାଥ,

  • @pradeepkumarjena4162
    @pradeepkumarjena4162 Місяць тому +1

    ବସ୍ଥିଆ ବାବୁ ମୁଁ ଭବୁଛି ବିଜେଡି ରେ
    ବହିସ୍କାର ଅଛନ୍ତି କାରଣ ଅନ୍ୟ ବିଜେଡି
    ନେତା କଂର ମୁହଁ େର ଏଭଳି ବିଜେଡି
    ବିରୋଧରେ ବାଇଟ୍ ଦେଉଛନ୍ତି

  • @user-bd3me5cj2q
    @user-bd3me5cj2q Місяць тому

    keamitika rupa ashiba na colour sagua ru haladia haba jana jauchi

  • @sarojkumarmohanty6139
    @sarojkumarmohanty6139 Місяць тому +1

    Puruna mada Nua botal ,Jete Naba kalebar karile madhya au tisthi rahiba nahin ,Pandu ,Bobby ,Manas ahuri anek neta ,mantri manananka paine aji BJD Dhangsa hei jaichi , Brudha Jardgaba kebal nirab drasta heidekhibe ,Abe jane Kia puni Santrupta mishra BJD ku Teki dhai rakhibe ,?

  • @laxmidharapanda6086
    @laxmidharapanda6086 Місяць тому +1

    ବିଜେଡିର ସମସ୍ତ ନେତା ଓ କର୍ମୀ ଯଦି ପାଣ୍ଡିଆନ ଉପରେ ସନ୍ତୁଷ୍ଟ ହେବେ ବିଜେଡି କେବେବି ଓଡ଼ିଶାରେ ସରକାର ଗଢ଼ି ପାରିବନି ! ସାଧାରଣ ଜନତା କେବେବି ପାଣ୍ଡିଆନକୁ ଗ୍ରହଣ କରିବେନାହିଁ ! ବିଜେପିର ବିକଳ୍ପ ଭାବରେ କଂଗ୍ରେସକୁ ଗ୍ରହଣ କରିବାକୁ ପଛଇବେ ନାହିଁ କିନ୍ତୁ ବିଜେଡିକୁ ନୁହେଁ ! ତେଣୁ ବିଜେଡିର ଭବିଷ୍ୟତ ଅନ୍ଧକାର ମୟ !

  • @bijaykumarrout4161
    @bijaykumarrout4161 Місяць тому +1

    Pandian comedy

  • @user-kl9vp2gy4w
    @user-kl9vp2gy4w Місяць тому

    ପେଳ ଖାଇ ଵ

  • @pitabastripathy4365
    @pitabastripathy4365 Місяць тому

    Manas Babu is 50% correct &other is Nabin.

  • @subrataran
    @subrataran Місяць тому +2

    Bjd rajtantra dal subidhabadi chora dalal. We want either bjp or congress national party

  • @bibhuprasadcreation2512
    @bibhuprasadcreation2512 Місяць тому +6

    ପଣ୍ଡିଆନ ଓଡ଼ିଆ ନୁହଁନ୍ତି ବୋଲି ତୁମେ ଟାଉଟ ରି କରିବାକୁ ସୁବିଧା ହେଉଛି,,,,ନହେଲେ ପଣ୍ଡିଁଆ ନ ଯୋଉ କାମ ଆଉ ଯୋଜନା ସବୁ କରିଛନ୍ତି,, ଓଡ଼ିଶା ରେ କିଏ ଜଣେ ଅଛି,,,ତାଙ୍କ ନାମ କୁହ,,,ତୁମେ ଅଧିକ କହୁଚ ,,,,

    • @mishrabisudhananda3551
      @mishrabisudhananda3551 Місяць тому +1

      @@bibhuprasadcreation2512 ,ବାବୁ,ଦୀପ ତେଜିଲେ ହାତ ଚିକଣ।ଯାହା କାମ କରିଛନ୍ତି ତା ଠାରୁ ଲୁଟ ବହୁତ୍ ଅଧିକା।30000 କୋଟି water resources ରେ,ସବୁ third grade କାମ ଓ ତାମିଲ ତେଲୁଗୁ contracter ଙ୍କ ଦ୍ଵାରା।ଓଡ଼ିଶା ର contracter ବହୁ ନେହୁରା ହେଲେ ବି କାମ ଦିଆଗଲାନି।OMC ରୁ 40000 ହଜାର କୋଟି ,କଣ ନା 5 ଟଙ୍କିଆ ଭାତ ପାଇଁ।ଭାଇ ଟିକିଏ ଅନୁସନ୍ଧାନ କର।ଖରାପ ଭାବିବନି ତମ ନବୀନ ହେଉଛି ରିଙ୍ଗ leader। ଓଡ଼ିଆ ଙ୍କୁ ଗୋଇଠା ତାମିଲ ଓ ଅଣ ଓଡ଼ିଆ ଙ୍କୁ ଆଦର।

  • @funnyCat472
    @funnyCat472 Місяць тому

    ଏ ମଗିଆ bjd ନେତା ନୁହ

  • @KrushnaMuduli-yu6nv
    @KrushnaMuduli-yu6nv Місяць тому

    Pandu.babai.balebalere.soichanti