ସୁଧାଂଶୁ@8:ସର୍ବଗିଳା ପୋଲିସକୁ କାଗଜ ଅଭାବ କାହିଁକି ?

Поділитися
Вставка
  • Опубліковано 4 лип 2024
  • @Focus Plus
    "FOCUSPLUS" is Odisha’s one of the fastest growing Odia Digital News Channel in a short time periods, It redefined the limits and has set new standards for journalism in odia news television through its differentiated programming and philosophy of inclusive journalism. The spirit of ‘Whatever continues to tell Odisha’s window to all over the world and world’s window into Odisha.
    facebook- / focusplusodisha1
    Instagram- / _focus_plus_
    Twitter- / thefocusplus1
    Website-thefocusplus.com/
    mail- plusfocus7@gmail.com

КОМЕНТАРІ • 710

  • @khirodhota1440
    @khirodhota1440 3 дні тому +165

    ସାବାସ ସୁଧାଂଶୁ ବାବୁ l

    • @sabitaprusty8035
      @sabitaprusty8035 3 дні тому +2

      ଏଠାରେ ଓକଲ ଠାରୁ ପୋଲିସ ସବୁ ଲାଞ୍ଚୁଆ ଗରିବ ମଧ୍ଯ ବିତ ହ ଇ ରାଣ, ଅତି ବଡ ବଡି ଆ ଙ୍କ କଥା କହି ପାରୁନି। ତାଙ୍କର ପ ଇ ସା ବଳ।ଜୟ ଜଗନ୍ନାଥ।

    • @ramachandramurmu6108
      @ramachandramurmu6108 3 дні тому +3

      Bhala KahiCha Sudhanshu Bhai Full Suport

  • @SureshPusti
    @SureshPusti 3 дні тому +133

    ଏଇ ସବୁ ପୋଲିସ୍ ବାବୁଙ୍କ ଉପରେ କଠୋର କାର୍ୟ୍ଯାନୁଷ୍ଠାନ୍ ନିଆଜାଉ,

  • @sachikhatua1639
    @sachikhatua1639 3 дні тому +107

    ସମାଜ ପାଇଁ ସୁଧାଂଶୁ ବାବୁଙ୍କ ଭଳି ସାମ୍ୱାଦିକ ଦରକାର୍ ।

  • @srikanta671
    @srikanta671 3 дні тому +57

    ଏ ପୋଲିସ କୁ ହୋମ୍ ଗାଡ଼ ଡିୟୁଟି ଦିଆଯାଉ

  • @brajakishorepadhi4022
    @brajakishorepadhi4022 3 дні тому +106

    ସିଂହ ଛୁଆ ସୁଧାଂଶୁ ବାବୁ, ଅର୍ଗସ ର ଦୁର୍ଗା ବାବୁ। ଠିକ୍ କଥା ବିଜେଡି ପୋଲିସ। ନବୀନ ଗୁହ ଖିଆ ପୋଲିସ।

  • @sewanayak945
    @sewanayak945 3 дні тому +80

    ଏବେ ଆଉ ବାବୁ ରାଜ ଚଳିବନୀ 👍କାର୍ଯ୍ୟରେ ଅବହେଳା କରିବାରୁ 3ଜଣ ପୋଲିସ ନିଲମ୍ବନ ହେଇଛନ୍ତି ଏବେ ଆଗକୁ ୟାଙ୍କ ପାଳି ପଡିବ 👍

  • @RANJANKUMAR-jb1xw
    @RANJANKUMAR-jb1xw 3 дні тому +50

    B J P Government ଏହାର କାର୍ଯ୍ୟ ସଂପୂର୍ଣ୍ଣ କରିବ ବୋଲି ଆଶା ଜୟ ଜଗନ୍ନାଥ ❤❤❤❤❤❤❤❤❤❤

  • @littlequeenrakhi
    @littlequeenrakhi 3 дні тому +52

    ଏକଦମ୍ ପରଫେକ୍ଟ କଥା ସୁଧାଂଶୁ ୟୁ ଆର ଗ୍ରେଟ୍

  • @user-qz6es3wf7m
    @user-qz6es3wf7m 3 дні тому +26

    ଆମ ସମାଜ ପାଇଁ ଏଇଭଳି ସାମ୍ବାଦିକର ଆବଶ୍ୟକ 👍🙏🙏

  • @sabitaprusty8035
    @sabitaprusty8035 3 дні тому +27

    ଏପରି ବିଧାୟକ ଙ୍କୁ ଧନ୍ୟବାଦ। କାଗଜ କଲମ, ଲଜ୍ଜାଜନକ କଥା। ସଚ୍ଚୋଟ ପୋଲିସ ଅଫିସର ହେବାକୁ ଚେଷ୍ଟାକର। ଜୟ ଜଗନ୍ନାଥ, ସଦ୍ ବୁଦ୍ଧି ଦିଅ ନ୍ତୁ।

  • @VIVEKODIA9938
    @VIVEKODIA9938 3 дні тому +4

    ସୁଧାଂଶୁ ବାବୁ ଆପଣଙ୍କ କାର୍ଯ୍ୟ ଜାରି ରହୁ, ଧନ୍ୟବାଦ

  • @ganeswarbehera-fj6yu
    @ganeswarbehera-fj6yu 3 дні тому +16

    ସ୍ଵାଗତମ ସୁଧାଂଶୁ ବାବୁ ।ଏମିତିକା ସାହସ
    ଦରକାର । ଯେମିତିକି ଲୋକମାନଙ୍କ
    ପାଖରେ ସତ୍ୟତା କଣ ପହଞ୍ଚି ପାରୁଛି ।

  • @bijayaharichandan1592
    @bijayaharichandan1592 3 дні тому +18

    ଦଲାଲ ମାନଙ୍କୁ ଚାକିରିରୁ ବହିଷ୍କାର କରାଯାଉ

  • @purnakar3844
    @purnakar3844 3 дні тому +23

    ଏହି ପୋଲିସ୍ ର ପିଲାଙ୍କୁ କାଗଜ କଲମ ଯୋଗାଇଦେବା ଦରକାର... ତା ଘରେ କିଛି ନ ଥିବ
    .

  • @birabajrang1177
    @birabajrang1177 3 дні тому +27

    ସରକାର ଙ୍କ ଭଡ଼ା ଟିଆ ଗୁଣ୍ଡା ହେଉଛନ୍ତି ପୋଲିସ୍ ପ୍ରଶାସନ

  • @Deba352
    @Deba352 3 дні тому +42

    ଧନ୍ୟବାଦ ସୁଧାନସୁଂ ଭାଇ ଏମିତି ଭଲ ଭଲ ବିଷୟ କୁ ପ୍ରସାରଣ କରୁଥିବା ରୁ 👍👍🌹🙏🌹

  • @shreenibashkuanr6598
    @shreenibashkuanr6598 3 дні тому +18

    ଯଦିଓ କିଛିଟା ଚାନେଲ ସତ୍ୟ ନିରପେକ୍ଷ ଖବର ପ୍ରସାରଣ କରୁଛନ୍ତି, କିନ୍ତୁ focus plus ର ସୁଧାଂଶୁ ବାବୁ ଏବଂ Argus ର ଦୂର୍ଗାସିସ ବାବୁଙ୍କ ପରି କେହି ହେବେନି,ଯଦି ସମସ୍ତ ଚାନେଲ୍ ଏହିପରି ଖବର ପ୍ରସାରଣ କରନ୍ତା ତାହେଲେ ଓଡ଼ିଶା ର ଜନତା ବହୁତ୍ ନ୍ୟାୟ ପାଇ ପରାନ୍ତେ, ଜୟ ଜଗନ୍ନାଥ

  • @prax3630
    @prax3630 3 дні тому +20

    ସବୁ ସ୍ଥାନ ରେ ଏହା ହିଁ ଚାଲିଛି, କାଗଜ କଲମ ପାଇଁ ଦୌଡ଼ିବା ପାଇଁ ପଡ଼ୁଛି।

  • @sivasankarpradhani8951
    @sivasankarpradhani8951 3 дні тому +16

    ସେ ଥାନା ଅଧିକାରୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ l

  • @bibhuti5999
    @bibhuti5999 3 дні тому +3

    ଏ ପୋଲିସ ଅଧିକାରୀ ମାନଙ୍କ ମରଣ ଭଲରେ ହେବନି 🎉🎉🎉

  • @saheblenka2788
    @saheblenka2788 3 дні тому +2

    ପୁଲିସ ବାବୁ ମାନଙ୍କର କଳାକାରନାମା କୁ ସର୍ବ ସମ୍ମୁଖରେ ପ୍ରକାଶ କରିଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ ! 🙏🏾

  • @akhyakumar9379
    @akhyakumar9379 3 дні тому +11

    ଧନ୍ୟବାଦ ସୁଧାଂଶୁ ବାବୁ

  • @premanandaparida-ln5tx
    @premanandaparida-ln5tx 3 дні тому +3

    ସୁଧାଂଶୁ ବାବୁ ମହାପ୍ରଭୁ ଆପଣଙ୍କ ର ସୁରକ୍ଷା ଦାୟିତ୍ତ୍ୱ ନିଅନ୍ତୁ ଏତିକି ମହାପ୍ରଭୁ ଙ୍କ ନିକଟରେ ମୋର ପାର୍ଥନା

  • @Titlagarhnews
    @Titlagarhnews 3 дні тому +16

    Right sudhansu sir love you

  • @shambhuprasadpadhan1095
    @shambhuprasadpadhan1095 3 дні тому +8

    ଯିଏ ଭୁଲ କରୁଛି ସିଧା ନିଲମ୍ବନ କରନ୍ତୁ

  • @subhabratamishra4465
    @subhabratamishra4465 3 дні тому +4

    ଆମକୁ ସୁଧାଂଶୁ ଭାଇ ଓ ଦୂର୍ଗାଶିଷ୍ ଭାଇଙ୍କ ଭଳି ସାମ୍ବାଦ୍‌ ପରିବେଷଣ୍‌କାରୀ ତଥା ସାମ୍ବାଦିକ୍‌ ଦର୍‌କାର୍‌ । ❤ You ଭାଇ 🙏👍

  • @prashantpalo5688
    @prashantpalo5688 3 дні тому +17

    Thanks for B.j.p M .L.A and u r information.

  • @BailochnNayak
    @BailochnNayak 3 дні тому +3

    ସେ ପୋଲିସ ଅଧିକାରୀକୁ ଚାକିରିରୁ ବହିଷ୍କାର କରାଯାଉ ଧନ୍ୟବାଦ ସୁଦଂଶୁ ବାବୁ

  • @gourangasireducationclass9016
    @gourangasireducationclass9016 3 дні тому +12

    ତାଙ୍କ ଗାଲ କୁ ସେକିବା ଦରକାର

  • @sukantsatpathy8548
    @sukantsatpathy8548 3 дні тому +5

    ସବୁ ଥାନା ରେ ସରକାର କାଗଜ ଓ କଲମ ଦିଅନ୍ତୁ l ସବୁ ଥାନା ରେ ପୋଲିସ ସେଇ ଭଳି ବ୍ୟବହାର କରୁଛନ୍ତି l

  • @durbadalasahu8766
    @durbadalasahu8766 3 дні тому +7

    ୨୪ ବର୍ଷରେ ଏମାନଙ୍କ ଚେର ବଢ଼ିଯାଇଛି । ବିଜେଡିର ଗୋଲାମ ହୋଇ ଯାଇଛି ।

  • @bikashKumar-vg9fh
    @bikashKumar-vg9fh 3 дні тому +7

    ମାଡି ଚାଲ ସୂଂଧାଂଶୁ ଭାଇ
    ଜୟ ଜଗନ୍ନାଥ 🙏🙏🙏🙏🙏

  • @pramodpradhan8792
    @pramodpradhan8792 3 дні тому +15

    Ur right sudhanshu bhai

  • @JayJagannath-hc7pn
    @JayJagannath-hc7pn 3 дні тому +19

    ସୁଧାଂଶୁ ବାବୁ ପୁରୀ ସମୁଦ୍ର କୁଳ ଥାନା ର iic ବାବୁଙ୍କର କଦଜ୍ୟ ବ୍ୟବହାର ଦୟାକରି ଏଇ କଥାଟା ପୁରା ଗୁରୁତ୍ୱର ନିଅନ୍ତୁ

    • @sagarsahoo4394
      @sagarsahoo4394 3 дні тому +1

      ଏଗୁଡ଼ାକ ଖଣ୍ଡେ ଲେଖାଏଁ ଯୋଉ ସରକାରୀ ଚାକିରି କରି ଯାଇଛନ୍ତି ତେଣୁ ଆଉ ଧରାକୁ ସରା ମଣୁଛନ୍ତି ଇନ୍ଦ୍ର ଚନ୍ଦ୍ର ମାନିବା ଅବସ୍ଥାରେ ନାହାଁନ୍ତି ଏ ହାରାମଜାଦା ମାଟିଆ ଗୁଡ଼ାକ......ବହେ ଉତ୍ତମ ମଧ୍ୟମ ଆବଶ୍ୟକ.....!!🤔😠😡

    • @smile-op2yq
      @smile-op2yq 2 дні тому

      ​@@sagarsahoo4394thik kahicha vai....BJD r licence prata gunda thila odisha poilice.... public jani thila and BJP ku anicchi

  • @jchoudhury274
    @jchoudhury274 3 дні тому +2

    ସୁଧାଂଶୁ ବାବୁ ଜୟ ଜଗନ୍ନାଥ ଆପଣ ଙ୍କ ପାଇଁ କିଛି ଚୋର ବଦଳି ବେ ବୋଲି ମୁଁ ଆଶା କରୁଛି

  • @rakeshmajhi417
    @rakeshmajhi417 3 дні тому +6

    ଅନ୍ତର ରୁ ଧନ୍ୟବାଦ୍ ସୁଧାଂଶୁ ବାବୁ ସତ କୁ ସାମ୍ନା କରି ଥିବାରୁ .......

  • @SukantaLenka-yj7kh
    @SukantaLenka-yj7kh 3 дні тому +10

    Right 👍 sudhanshu babu dhanyabad

  • @puspachandramajhi2264
    @puspachandramajhi2264 3 дні тому +7

    ସତ କଥା ସାର ଆପଣଙ୍କୁ ପ୍ରଣାମ ❤🙏

  • @user-qt3sq9no5s
    @user-qt3sq9no5s 3 дні тому +3

    ବେଇ ମାନ ପୋଲିସ ସୁଧାଂଶୁ ଭାଇଙ୍କ ଭଳି ସାମ୍ବାଦିକ ଦରକାର ଓଡ଼ିଶାରେ

  • @akashmohapatra4474
    @akashmohapatra4474 3 дні тому +5

    ସବୁ police department ରେ ବଦଳି କରାଯାଉ।

  • @user-pc3qh7yx6j
    @user-pc3qh7yx6j 3 дні тому +6

    ଧନ୍ୟବାଦ ସୁଧାଂଶୁ ଆଜ୍ଞା

  • @ranjitsabar6103
    @ranjitsabar6103 3 дні тому +14

    ଧନ୍ୟବାଦ୍ ଆଜ୍ଞା

  • @bharatibehera9538
    @bharatibehera9538 3 дні тому +11

    Right sudhansu Bhai

  • @aswinikumarmohanty6145
    @aswinikumarmohanty6145 3 дні тому +3

    ସୁଧାଂଶୁ ବାବୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଦୟାକରି ଫୋନ୍ ନମ୍ବର ଟିକେ ଦିଅଁ ନ୍ତୁ ।

  • @sanjaynanda992
    @sanjaynanda992 3 дні тому +11

    ଧନ୍ୟବାଦ sir

  • @greenagroofodisha9653
    @greenagroofodisha9653 3 дні тому +4

    ଆମ ଘଟଗାଁ ଥାନା ରେ ବି ସେହିପରି ହୁଏ

  • @debendranarayandash9040
    @debendranarayandash9040 3 дні тому +4

    ଏ ପୋଲିସର ଛବିଟିକେ ଭଲ ଭାବରେ ଦେଖାନ୍ତୁ ସାଧାରଣ ଜନତା ଦେଖିବେ ଏମାନେ ନବୀନ ସରକାର ପୋଲିସ ବଲ୍ଲେ ବଲ୍ଲେ ପୋଲିସ

  • @anilkumarbehera8151
    @anilkumarbehera8151 3 дні тому +3

    ଧନ୍ୟବାଦ । ପ୍ରଭୁ ଆପଣଙ୍କର ମଙ୍ଗଳ କରନ୍ତୁ ।

  • @bhanumatibehera2006
    @bhanumatibehera2006 3 дні тому +3

    🙏🏻ସୁଧାଂଶୁ ବାବୁ, ଆପଣଂକୁ କୋଟି କୋଟି ଆଶୀର୍ବାଦ ଏବଂ ପ୍ରଣାମ, ❤️❤️❤️

  • @bijayswain4460
    @bijayswain4460 3 дні тому +7

    U are great Sudhansu Babu

  • @ramdasbag4779
    @ramdasbag4779 3 дні тому +3

    ତମେ କି କଥା କହୁଛ ,,,,,,
    ଥାନାରେ FIR କେଶ କରିବାକୁ ହେଲେ ଜଣେ ଦଲାଲ ଙ୍କ ଠୁଁ 200 ଟଙ୍କା ଦେଇ ଲେଖାଇ ବାକୁ ପଡେ
    ଓଡ଼ିଶାର ଅନେକ ପୋଲିସ ଷ୍ଟେସନ ରେ FIR ଲେଖିବା ପାଇଁ କୌଣସି ଅଧିକାରୀଙ୍କୁ ନିଯୁକ୍ତି ଦେଇ ନାହିଁ ବୋଧେ ସରକାର
    ଓଡ଼ିଶା ସରକାର ଛି ଛି
    ପୋଲିସ୍ ଡିପାର୍ଟ ମେଣ୍ଟ ଛି ଛି

  • @aranyadiscodance
    @aranyadiscodance 3 дні тому +10

    ❤thank s bhai very good messg

  • @sivasankarpradhani8951
    @sivasankarpradhani8951 3 дні тому +6

    ସାବାଶ ସୁଧାଂଶୁ ଭାଇ l

  • @rakeshsarangi9640
    @rakeshsarangi9640 3 дні тому +1

    ଓଡ଼ିଶାର ରାଜା କେବଳ ମହାପ୍ରଭୁ ଆଜି ଯୋଉମାନେ ନୁଆ ନୁଆ ନିଜକୁ ରାଜା ଭାବିକି ପୋଲିସ ଆଉ ଅଫିସର୍ ଙ୍କୁ ଅତ୍ୟାଚାର କରୁଛନ୍ତି ତାଂକ କଥା ମହାପ୍ରଭୁ ବୁଝିବେ

  • @dibya63
    @dibya63 3 дні тому +2

    ସିଂହ ଛୁଆ ସୁଧାଂଶୁ ଭାଇ

  • @bishnubehera6247
    @bishnubehera6247 3 дні тому +5

    Sudhanshu Babu thanks, salute for your brave journalism

  • @SrikanthSrikanth-on6ld
    @SrikanthSrikanth-on6ld 3 дні тому +2

    ବିଜେଡି ପୋଲିସି ହଟାଅ ଓଡିଶା ଖାଇଗଲେ ପୁଲିସି ନେତା ଭାଇ ଆଉଗୋଟିଏ କଥା ଭାଇ ମାଷ୍ଟର ମାନେ 80 000 ,70 000 ପାଇବେ ଦାଦନ କଣ ବାଳ ପାଇବେ ସବୁତ ମାଷ୍ଟର ଖାଇଗଲେ ପୁଲିସି ମାଷ୍ଟର ନେତା ତସିଲି ଦର ଇତ୍ୟାଦି ଅଛନ୍ତି

  • @thirdeye9492
    @thirdeye9492 3 дні тому +7

    ଏବେ ବି ମାମୁଁଙ୍କ ଫିରିଙ୍ଗି ରୀତି
    ଦେଶୀ କକ ସିନା ମତି ବିଲେଇତି
    ଧ ବୋଲେ କକ କାମୁଡି ଦବ
    ଟାଣ ହେଲେ ପାଦ ଚାଟୁ ଯେ ଥିବ
    ଦୁଇଶ ବର୍ଷର ସଂସ୍କାର ଇଏ
    ଶହେରେ ଗୋଟିଏ ଭଲକେ ଥାଏ
    😢😢😭

  • @Prasantaparida-o1w
    @Prasantaparida-o1w 3 дні тому +3

    ଧନ୍ୟବାଦ ଶୁଭେନ୍ଦୁ ଭାଇ 🙏

    • @manoranjan34680
      @manoranjan34680 3 дні тому

      ଶୁଭେନ୍ଦୁ ନୁହେଁ ସୁଧାଂଶୁ

  • @user-gt4fe2bj5j
    @user-gt4fe2bj5j 3 дні тому +3

    ଧନ୍ୟବାଦ ସୁଧାଂଶୁ ଭାଇ

  • @sanmadhapatra5171
    @sanmadhapatra5171 3 дні тому +3

    ଧନ୍ୟବାଦ ସାର୍

  • @ganeshdalabehera6646
    @ganeshdalabehera6646 3 дні тому +4

    ଆମ ନୟାଗଡ଼ ଜିଲ୍ଲାର ପୋଲିସ ବାବୁ ମାନେ ଠିକ ଅଛନ୍ତି,❤❤❤❤ ଆମ S P ସାରେ ରେଡ଼ି 👍

  • @somanathpradhan256
    @somanathpradhan256 3 дні тому +6

    Excellent 👌 best better best news channel in Odisha

  • @raghumaninayak9593
    @raghumaninayak9593 2 дні тому

    ଫୋକସ ପ୍ଲସ ଓ ସୁଧାଂଶୁ ବାବୁ ଧନ୍ୟବାଦ୍

  • @bijoykumarojha9550
    @bijoykumarojha9550 3 дні тому +2

    ଏବେ ଆମ ବିଧାୟକ କରି ଦେଖେଇଦେଲେ. ଆଗରୁ ଆପଣ ମାନେ କେବେ ଦେଖେଇ ନ ଥିଲେ

  • @BabuDas-s8s
    @BabuDas-s8s 3 дні тому +3

    ଧନ୍ୟବାଦ ଆଜ୍ଞା

  • @SankirtankanharSankar
    @SankirtankanharSankar 3 дні тому +1

    Focus pluse news ku bahut bahut dhanyawad

  • @user-yf4ks7ju5r
    @user-yf4ks7ju5r 3 дні тому +3

    ଅତି ସୁନ୍ଦର ଆଙ୍ଗିଆ

  • @subhamnayak7805
    @subhamnayak7805 3 дні тому +1

    All ଓଡ଼ିଶା ପୋଲିସ department ରେ କିଛିଟା ନୂଆ ରୁଲ୍ ରେଗୁଲେସନ କରାଯାଉ ଏମାନେ ଲୋକମାନଙ୍କୁ ସାହାଯ୍ୟ ବଦଳରେ ଅସୁବିଧାରେ ପକାଉଚନ୍ତି।

  • @purnakar3844
    @purnakar3844 3 дні тому +4

    ସବୁ ପୋଲିସ୍ ବାବୁ ଏମିତି ଖରାପ ନୁହନ୍ତି ଆଜ୍ଞା..ଏମିତି ଗଣତି କେତେଜଣ କୁତାଙ୍କ ପାଇଁ ସାରା ଡିପାର୍ଟମେଣ୍ଟ ଟାକୁ ବଦନାମ କରିବା ଉଚିତ୍ ନୁହେଁ

  • @bhupeshkarmi513
    @bhupeshkarmi513 3 дні тому +1

    ସାବାସ,,,, ସ।ହସି,,,,,ସୁଧାଂଶୁ,,,,,,,ଆପଣଙ୍କ। କଥା,,,,,ଅନ୍ୟ ପୋଲିସ ମାନଙ୍କୁ ଭୟ ଘ।ରିବ ।।

  • @bijayapppradhan4563
    @bijayapppradhan4563 3 дні тому +1

    ଠିକ କଥା ପୋଲିସ ମାନେ କେବଳ ହେଲମେଟ ପାଇଁ ରେଡି। ଆଉ କୋଉ କାମକୁ ନୁହେଁ।

  • @lalit98193
    @lalit98193 3 дні тому

    Thank u ଭାଇ ଏମିତି support କରନ୍ତୁ ଓଡ଼ିଶା ବାସି ଙ୍କୁ

  • @nabaghanasamal8578
    @nabaghanasamal8578 3 дні тому +1

    ନିର୍ଦିଷ୍ଟ କିଛି ପୋଲିସ ବାବୁ କନେଷ୍ଟବଳ ଠାରୁ ଉପରିସ୍ଥ ଅଧିକାରୀ ପର୍ଯ୍ୟନ୍ତ ବିଜେଡି ର ଗୋଲାମୀ ଗିରି କରିବା କୁ ଛାଡି ପାରୁନାହାନ୍ତି।

  • @SatrughnaRaula-oi3ui
    @SatrughnaRaula-oi3ui 2 дні тому

    ଧନ୍ୟବାଦ ସୁଧାଂଶୁ ଭାଇ ଆପଣଙ୍କ ନମ୍ବର କୋଉଠି ମିଳିବ

  • @taranisuna9915
    @taranisuna9915 3 дні тому +1

    ସୁଧାଂଶୁ ପରି ଆଉ ବାହାରି ଆସ ଅନ୍ୟ ସମସ୍ତ ମିଡିଆ ଭାଇ ଭଉଣୀ ମାନେ |

  • @user-pc3qh7yx6j
    @user-pc3qh7yx6j День тому

    ସୁଧାଂଶୁ ଆଜ୍ଞା ସମ୍ବଲ ପୁର ଜିଲ୍ଲା ନାକଟିଦେଉଳ ତହସିଲ ଅଫିସ୍ ରେ ହେଉଛି

  • @pabitrabarala104
    @pabitrabarala104 3 дні тому +1

    ପ୍ରତି ମାସରେ ଏମିତି 4/5 ଟି ପୋଲିସ ଙ୍କ କଳାକାରନାମା ପଦାକୁ ଆସିଲେ.
    ପୋଲିସ ବିଭାଗ ନିଶ୍ଚୟ କିଛିଟା ସୁଧୁରିବ

  • @SurendraSurendra-ym8mi
    @SurendraSurendra-ym8mi 3 дні тому +3

    ସେମାନେ police ନୁହେଁ ଡକାୟତି

  • @LambhuPanka
    @LambhuPanka 3 дні тому

    Sudhanshu
    sir bahut bahut dhanyavad

  • @manoranjanbeurabeura
    @manoranjanbeurabeura 3 дні тому

    Dhanyabad Sudhansu Babu,

  • @basantarout9538
    @basantarout9538 3 дні тому +1

    ଠିକ୍ କହିଲେ sir, ବାସ୍ତବ ରେ ଏଗୁଡା ବିଜେଡି ପୁଲିସ, ସବୁ ଥାନା ରେ ଏହିପରି ଅବସ୍ଥା.. ଦଲାଲ୍ ଟାଉଟର.. କେବଳ ଥାନା ନୂହେଁ ବ୍ଲକ ଅଫିସ ତହସିଲ୍ ଅଫିସ ସବୁଠି ସର୍ବତ୍ର କର୍ମଚାରୀ ଙ୍କ ଦାଦାଗିରି.. ଲୋକ ସେବା ବଦଳ ରେ ଶୋଷଣ ର ଶିକାର ହଉଛନ୍ତି.

  • @alekhakumarsahu7529
    @alekhakumarsahu7529 3 дні тому +5

    Only Police reformation given by honourable Supreme Court should be implemented.

  • @SamnathGadaba
    @SamnathGadaba 3 дні тому

    Thank you sudhanshu sir

  • @nabaghanasamal8578
    @nabaghanasamal8578 3 дні тому +1

    ଅମରେନ୍ଦ୍ର ବାବୁ ଧନ୍ୟବାଦ।।

  • @sudambir3532
    @sudambir3532 3 дні тому +1

    Neet କେଳେଙ୍କାରି ଉପରେ କିଛି ନିଉଜ୍ ହେଉ

  • @srikantsahoo6563
    @srikantsahoo6563 3 дні тому +11

    ନବୀନ ସରକାର ଅଛି ଭାବୁଛନ୍ତି।

  • @ruchirsahoo8048
    @ruchirsahoo8048 3 дні тому

    You are great sudhansu bhai

  • @sanjayrout1690
    @sanjayrout1690 3 дні тому

    Thanks sudhanshu Bhai

  • @prakashchandraparida8268
    @prakashchandraparida8268 2 дні тому

    VERY GOOD. SUDHANSHU. BABU

  • @user-ys1qr7sw8f
    @user-ys1qr7sw8f 3 дні тому

    Great salute sudhansu sir...

  • @liveforever6998
    @liveforever6998 3 дні тому +1

    ସବୁ ପୋଲିସ ନୁହେଁ କେବଳ iIC ମାନେ 25 ବର୍ଷ ହେଲା ରହିଲେଣି....

  • @pravakartripathy2957
    @pravakartripathy2957 3 дні тому

    ଧନ୍ୟବାଦ ଭାଇ

  • @user-xj7kp7fh9y
    @user-xj7kp7fh9y 3 дні тому

    Thank you Bhai sudhanshu

  • @pranatidildilbecharasahoo6719
    @pranatidildilbecharasahoo6719 3 дні тому

    Thank you very much Sudhansu babu.

  • @deepakacharya3892
    @deepakacharya3892 3 дні тому +2

    ପୋଲିସ ଗୋଷ୍ଠୀ ଏବେ ବି ସଂଘିନ ଅପରାଧିକ ମରଣାତ୍ମକ ଆକ୍ରମଣରେ ବି ପୋଲିସ କେସ REGISTRED କରୁ ନାହିଁ। ମାଝୀ ଦାୟୀ ୟା ନବୀନ ?

  • @sarojinimohapatra2004
    @sarojinimohapatra2004 3 дні тому

    ସାବାସ୍ ସୁଧାଂଶୁ ବାଵୁ

  • @ChandraBhanunayakNayak
    @ChandraBhanunayakNayak 3 дні тому

    100%ସତ, 👍👍👍

  • @surendrabehera6511
    @surendrabehera6511 3 дні тому

    Bahut bhala katha

  • @ashoksamal8428
    @ashoksamal8428 3 дні тому +1

    Thanku bhai