ୟେ ଆଦିବାସୀ ବିକାଶ ନୁହେଁ, ଷ୍ଟଲ୍ ଉତ୍କଳ ୟୁନିଭରସିଟି ପିଲା ବୁଝାଉଛନ୍ତି, କୋରାପୁଟ ନୁହେଁ। Adivasi Mela , Bbsr.

Поділитися
Вставка
  • Опубліковано 12 січ 2025

КОМЕНТАРІ • 174

  • @KhelaSoren-i3h
    @KhelaSoren-i3h 2 дні тому +26

    ଆପଣ ବଢିଆ କହିଛନ୍ତି ସାର୍ 🎉🎉🎉ᱡᱚᱦᱟᱨ🎉🎉ᱟᱹᱵᱤᱱᱫᱚ~🙏🙏

  • @s.k.janiyoutubechannel9257
    @s.k.janiyoutubechannel9257 3 дні тому +57

    ବଡ଼ିଆ କହିଲ ଆଜ୍ଞା ଆଦିବାସୀଙ୍କୁ ଗୁରୁତ୍ୱ ଦିଆଯାଉନାହିଁ l

  • @tikechandmajhi4263
    @tikechandmajhi4263 2 дні тому +19

    ଆଦିବାସୀ ନାଁ ରେ ଅନ୍ୟ ଲୋକ କୁ ରଖା ଯାଇଛି ଏ ଟା ଭଲ ନୁହେଁ

  • @NarayanHansdah-go2ds
    @NarayanHansdah-go2ds 3 дні тому +18

    Bhai apan jaha kohile sobu nirata satya❤❤❤❤

  • @himanshunayak749
    @himanshunayak749 3 дні тому +20

    ବହୁତ ବଢିଆ କଥା ଟେ କହିଲେ ଆଜ୍ଞା।

  • @babulakanhar062
    @babulakanhar062 3 дні тому +62

    ଆଦିବାସୀଙ୍କ ନାମରେ ଜୁଲୁମ୍ କରାଯାଉଛି ଚାକିରି ନାରେ ଦେଖନ୍ତୁ କେତେ duplicate adivasi bahariba bhai tame thik kahicha

  • @MAKARASAUNTA-y6s
    @MAKARASAUNTA-y6s 3 дні тому +15

    Right kahile Bhai

  • @jagadanandasahoo8501
    @jagadanandasahoo8501 3 дні тому +15

    ସତରେ ଭାଇ ଯାହା କହିଲେ ସତକଥା l ବିକାଶ ସେବେ ହେବ ଯେବେ ସେମାନଙ୍କର ଆବଶ୍ୟକତା ପୁରଣ ହୋଇପାରିବ l ଖାଲି ବହାସପଟ ମାରି ଯୋଜନା ଓ ବିକାଶ କଥା କହିଲେ ହେବ ନାହିଁ l ସତ୍ୟ କଥା ଆଦିବାସୀ ସେବେବି ଦଳିତ ଥିଲେ ଆଜିବି ଅଛନ୍ତି l

  • @mamatahansdah3794
    @mamatahansdah3794 3 дні тому +8

    Bohut bholo kotha te kohichhanti sir👏👏👏👍👌

  • @gobindasoren5689
    @gobindasoren5689 3 дні тому +28

    ଚାକିରି ସବୁ କରିବେ, ଚାଷ କେହି କରିବେନି ଆଉ ଡାଲି 10 ଟଙ୍କା kg ରେ ଖାଇବେ🤦🤦 ଆମେ ବି ସବୁ ଚାଷ ବନ୍ଦ କରିଦେବୁ।।।।। ଚାକିରି କଲେ minimum 20000 to 50000 କମେଇବୁ ଆଉ ବାଳ କଣ ଚାଷ କରିବୁ।।। ଆଳୁ kg 15-20 ଟଙ୍କା ରେ ଖଜିଲେ ଚାଷୀ ବିକିବେ 8-10 ଟଙ୍କା ରେ ଆଉ ଚାଷୀର ଲାଭ କଣ ହେବ ଯେ ଚାଷ କରିବ...

    • @sambalpuri411
      @sambalpuri411 2 дні тому +3

      Right bhai

    • @SubashMajhi-e4e
      @SubashMajhi-e4e День тому

      ଚାଷ ଛାଡ଼ ,ଦରଦାମ୍ ବଢାଅ ।

    • @sarthak9587
      @sarthak9587 22 години тому

      MSP rakha jau . Farming agey badhiba.

  • @SNMurmu
    @SNMurmu 2 дні тому +9

    Exactly Right to talk

  • @kanderamsing3065
    @kanderamsing3065 3 дні тому +12

    Bahut bhal kahil bhai. Jay adivashi ❤❤🎉

  • @dushmanthjani3574
    @dushmanthjani3574 18 годин тому

    Right bhai ame Adivasi iam from nabarangpur district ❤❤❤

  • @MaheswarDora-jw3qs
    @MaheswarDora-jw3qs 2 дні тому +8

    Badia kaila sir I am adivasi

  • @mrutunjayapradhan6575
    @mrutunjayapradhan6575 3 дні тому +10

    Right ✅ Adibasi mananku chhota bhabuchhanti

  • @bibekanandabage299
    @bibekanandabage299 2 дні тому +5

    You are right 👍

  • @choudhuri99
    @choudhuri99 2 дні тому +6

    100 % right kahicha

  • @KingStart-b7j
    @KingStart-b7j 3 години тому

    सही कहा भाई ने 🙏 ᱡᱚᱦᱟᱨ 🙏

  • @DuryodhanDas-wu7ft
    @DuryodhanDas-wu7ft 3 години тому +1

    ଚାଷନକଲେଦାମବଢିଏକଥାକହୁନାହାନି

  • @only4storystatus636
    @only4storystatus636 День тому

    Thank you brother 😊😊😊

  • @mansinghansdah9288
    @mansinghansdah9288 2 дні тому +5

    Right kotha kohicho bhai

  • @tikechandmajhi4263
    @tikechandmajhi4263 2 дні тому +5

    ବହୁତ ଭଲ କଥା କହିଲେ

  • @JitendraKumar-io9yi
    @JitendraKumar-io9yi 3 дні тому +5

    Bhai thik katha

  • @NarayanHansdah-go2ds
    @NarayanHansdah-go2ds 3 дні тому +7

    Vry good bro❤❤❤

  • @ShiboHansdah
    @ShiboHansdah День тому

    U R Right Bhai

  • @chandrikamajhi3443
    @chandrikamajhi3443 День тому +1

    Nihati bhai right katha

  • @Sankarvlog...
    @Sankarvlog... 2 дні тому +1

    Iam from Malkangiri, jay Adivasi,

  • @crchandan7365
    @crchandan7365 День тому

    Bhai mana ta jeeti nelo ❤ Jay Aadivasi I'm proud to be koraputia 💕

  • @ssrao4582
    @ssrao4582 День тому

    Right sir❤❤❤

  • @sabitamarndi512
    @sabitamarndi512 2 дні тому +3

    All rights ❤❤❤

  • @Nabaghana7953
    @Nabaghana7953 2 дні тому

    110%Right 🎉

  • @BipinGouda-qw6uw
    @BipinGouda-qw6uw 2 дні тому +3

    Right ❤❤❤

  • @mdshahidanwar4540
    @mdshahidanwar4540 3 дні тому +3

    Thanks mohan sir

  • @durgakisku9203
    @durgakisku9203 2 дні тому

    Ek dum right katha kahicha bhai....

  • @Mrbaguti
    @Mrbaguti 2 дні тому +5

    ଚାକିରୀ କରିବ ମୋଟା ଅଙ୍କରେ....ଡାଲି,ଚାଉଳ, ଖୋଜିବ ଶସ୍ତା ରେ... ଏଇ କି କଥା ହୋ 😂😂

  • @johankumarh33375
    @johankumarh33375 3 дні тому +6

    ସେଥିପାଇଁ ତ ଆମେ ଚାଉଁଛୁ ଜିଲ୍ଲାବିତ୍ତିକ ନିଯୁକ୍ତି ନାନାK

  • @seetanaik8351
    @seetanaik8351 3 дні тому +3

    Right sir

  • @rdlraj
    @rdlraj 3 дні тому +2

    Right 👍 bro

  • @RaghunathParaja-u5q
    @RaghunathParaja-u5q День тому +1

    କୋରାପୁଟ ଜିଲ୍ଲା ର ଆଦିବାସୀ ପିଲା ପାଟ ପଡିବା ବାରି କଷ୍ଟ ହେଉଛି ସବୁ ଜିନିଷ ରେଟ ବଡ଼ିଲା ପାଟ ପଡିବା ପିଲାକୁ ମୁଲିଆ କରୁଛି ଯେଉଁ ଲୋକ ଆଦିବାସୀ ମେଳା ରେ ଅଛନ୍ତି ସେମାନେ ଆଦିବାସୀ ନାହିଁ ଆମ ଅବିବକ୍ତ କୋରାପୁଟ ଜିଲ୍ଲା ର ଲକଙ୍କୁ ନିୟନ୍ତୁ ଚାଳ ଗର ଆଉ ଆଦିବାସୀ ଭାଷା ଅନେକ କିଛି ଅଛି

  • @Debarayana
    @Debarayana 3 дні тому +5

    କେନ୍ଦୁଝରରୁ ଷ୍ଟଲ ଆଣି ନାହାନ୍ତି

  • @BhagabanNayak-e1m
    @BhagabanNayak-e1m 2 дні тому +2

    ଦିଲ୍ଲୀରେ ଗୋଟେ ସଭା ହୁଏ ସ୍ଵାଧୀନ ସଂଗ୍ରାମୀ ପରିବାରକୁ ଡାକନ୍ତି। କୋରାପୁଟ ସୀମାନ୍ତ ମାଲକାନଗିରି ସହିଦ୍ ବିର ଲକ୍ଷ୍ମଣ ନାୟକ ତେନ୍ତୁଲିଗୁମ୍ମା ଗ୍ରାମର ପରିବାର କେହି ଯାହାନ୍ତି ନାହିଁ,ଜାହାନ୍ତି ବଡ଼ ଲୋକ ମାନେ...

  • @suparfonyfamily
    @suparfonyfamily 3 дні тому +7

    ଏବେ ଆଦିବାସୀ ଖୁବ୍ ଭଲ position ମିଳିବା ପରେ ବି ଏମିତି କାହିଁକି ଦିଶିଲା,,

  • @RamsinghHaiburu-c6u
    @RamsinghHaiburu-c6u 3 дні тому +9

    ସରକାର ଦରମା ବଢେଇଛି ନା ନାହିଁ ଚାକିଆଙ୍କ ପାଇଁ ସେହି ହିସାବରେ ସବୁ ଜିନିଷ ବଢିବ l

    • @marndi3221
      @marndi3221 3 дні тому

      Mu nursing staff Amara ta kai badhuni 8000 ru ete paisa deiki padhilo ebe ame 8000 re khatuchho 😢

    • @tnkg2
      @tnkg2 2 дні тому

      ​@@marndi3221wait kro

  • @RabindraDalapati-v9q
    @RabindraDalapati-v9q 3 дні тому +3

    Right bhai

  • @sanjaynayak80
    @sanjaynayak80 3 дні тому +3

    Right 👍

  • @SKUMARMUSICBAGAN
    @SKUMARMUSICBAGAN 2 дні тому

    Apana jaha kahuchanti thik katha kahuchanti kainki na jie adivasi bishayere janithiba darkar❤❤❤

  • @subodhchandrasoren6782
    @subodhchandrasoren6782 3 дні тому +3

    Right

  • @jogendraMajhi-td6rb
    @jogendraMajhi-td6rb 3 дні тому +5

    You are right bro...❤❤❤ jai hind

  • @BLM420
    @BLM420 3 дні тому +1

    Right bro ❤️❤️💞💞💯💯💯

  • @TrinathBadamundi-v5l
    @TrinathBadamundi-v5l 3 дні тому +3

    Real katha bhai prakrutare adibasi ajibi nuaji an saidiru banchita achanti.😢

  • @dhemassatv2621
    @dhemassatv2621 2 дні тому

    Great koraput ❤❤❤

  • @pokrajpradhan289
    @pokrajpradhan289 2 дні тому +2

    ବିରହି ଆମ ବରଗଡ଼ କୁ ଆସିବେ ୧୧୦ ଟଙ୍କାରେ ପାଇବେ ବାବୁ ।

  • @SunilPradhan-hy2fg
    @SunilPradhan-hy2fg 2 дні тому +1

    Badhia kahile.. Sabu thire GST..

  • @Rajutibehera-l1b
    @Rajutibehera-l1b 2 дні тому +1

    👍👍👍👍👍

  • @RajeshMallik-ti1vk
    @RajeshMallik-ti1vk 2 дні тому

    ରାଜଧାନୀ ରେ ବେଶି ରାଜନୀତି 😡

  • @yourfatherreplied..7360
    @yourfatherreplied..7360 2 дні тому

    Bhai opsc pain prepare hauchhanti bodhe😂😂😂😂😂😂😂 super ❤❤❤❤❤❤❤❤❤❤❤❤❤❤

  • @suraymajhi292
    @suraymajhi292 3 дні тому +7

    'Sanatani, ଅନ୍ଧ ଭକ୍ତ ଲବ ହାଁସଦା ଶୁଣିବା ଉଚିତ୍

  • @sukantamandangi4543
    @sukantamandangi4543 3 дні тому +3

    👍👍

  • @pabitranandanayakofficial4721
    @pabitranandanayakofficial4721 2 дні тому +1

  • @dhemassatv2621
    @dhemassatv2621 2 дні тому

    Adivasi na re paida udauchunti❤❤

  • @tatahunngama7828
    @tatahunngama7828 2 дні тому +1

    ବିଜେପି ର କିଛି ଦମ୍ ନାହିଁ ଏହା କଥା କୁହା ସରକାର 😂😂

  • @Rajeshrojalinvlogs
    @Rajeshrojalinvlogs 2 дні тому

    ଅସଲି କଥା ଭାଇନା ଆଦିବାସୀ ଉନତି ଏପଯ୍ୟନ୍ତ ହୋଉନି

  • @Jihosiah1996
    @Jihosiah1996 3 дні тому +4

    ବିଜେପି(ବେଲଯ୍ୟା ଝୂମ୍ଲା ପଟିମାରା) ସରକାର, ଏତେବଡ଼ ପ୍ରୋଗ୍ରାମ କରି ଆଦିବାସୀ ଲୋକଙ୍କୁ ଅନିପାରିଲେନି ! ଛି ଛି ଛି........., ଶେଷରେ ପ୍ରବାସୀ ଭାରତୀୟଙ୍କୁ ବୋକା ବୋନେଇଲେ,ନକଲି ଆଦିବାସୀଙ୍କୁ ଦେଖେଇକି। ନିଜେ ମୁଖ୍ୟମନ୍ତ୍ରୀ ସେଇ ଘରମାନଙ୍କରେ ଥାଇ ବୁଝାଇଥିଲେ ଭଲହେଇଥାନ୍ତା । ଲାଜ ଲାଜ

    • @SeturajPradhani
      @SeturajPradhani 3 дні тому

      ତ କ'ଣ ହେଲା, ଆଦିବାସୀ ସଂସ୍କୃତି ତ ଦେଖେଇ ପାରିଲା.??? ଆଉ ଗୋଟେ କଥା ମୁଁ ଦେଖି ଆସିଛି ମେଳାରେ ଉତ୍କଳ ୟୁନିଭରସିଟିର ଆଦିବାସୀ ଛାତ୍ର ହିଁ ଥିଲେ ପ୍ରଦର୍ଶନରେ

    • @Jihosiah1996
      @Jihosiah1996 3 дні тому

      @SeturajPradhani ଉତ୍କଳ ୟୁନିଭରସିଟିରେ ଏମିତିଆ ଘର କରି ରହୁଛନ୍ତି କି ସେମାନେ ?

    • @salukkuanarmajhi5771
      @salukkuanarmajhi5771 2 дні тому

      BJD bele sabu sastare miluthilato...loko Jani nahanti to

    • @upscworld1256
      @upscworld1256 2 дні тому

      Tame bhai aakhi band kariki adibasi mela dekhuthila bodhe?

  • @hindustanitiger9844
    @hindustanitiger9844 2 дні тому +3

    ଆଦିବାସୀ ମାନଙ୍କୁ ତ ଧର୍ମ ପରିବର୍ତ୍ତନ କରରେଇକି ଖ୍ରୀଷ୍ଟିଆନ ହେଇ କରେଇ ଦେଲେନି ଆଉ ଆଦିବାସୀ ରହିବ କଉଠୁ ଆଉ ଆଦିବାସୀ ସଂସ୍କୃତି କମି ବାକୁ ଲାଗିଛି😢

    • @subashmajhi99
      @subashmajhi99 2 дні тому

      ଆଦିବାସୀ ନା ହିନ୍ଦୁ ନା ଖ୍ରୀଷ୍ଟିଆନ।

    • @sk_venom6001
      @sk_venom6001 2 дні тому

      ​@@subashmajhi99ishu ishu chamcha gulam 😂😂

  • @raghunathbirua5535
    @raghunathbirua5535 2 дні тому +2

    Chasi mananku volo bhabe dekhonti to volo hebo..... Odisha chasho odiko hele sabu poni poriba kom hebo

  • @birsinghhembram5553
    @birsinghhembram5553 2 дні тому

    ଭାରତ ରେ ଆଦିବାସୀ ନାମ ରେ କେତେ କଣ ସରକାର ପାଖରୁ ଯୋଜନା ବାହାର କରୁଛ କିନ୍ତୁ ଆଦିବାସୀ କୁ ଠିକ୍ ରେ ଦିଆଯାଉ ନାହିଁ । ଏଠି ଆଦିବାସୀ ମାନେ ଯୋଜନା ର use and through kala bhalia pen ଭାବିଲ ନା କଣ?? ଆପଣଙ୍କ ମତା ମାତ୍ କଣ କମେଣ୍ଟ କର .. belong to Mayurbhanj❤❤❤

  • @RajeshMallik-ti1vk
    @RajeshMallik-ti1vk 2 дні тому

    ଟଙ୍କା ଘର ର ପିଲା ପୁରସ୍କାର ପାଇବ
    ଏଠି
    ଆଉ ଗୋଟେ ଗରିବ ଆଦିବାସୀ ପିଲା ଘରେ ବସିବ
    ତାହା ପାଇଁ କଣ କିଛି... ଏହି ଭଳି pograma ରେ ସୁ ଯ ଗ ମିଳି ନାହିଁ

  • @ashokjena5501
    @ashokjena5501 3 дні тому +2

    You are told right thing

  • @ananda6789
    @ananda6789 3 дні тому +1

    ଏକ ନମ୍ବର ହାଟ ରୁ ଆଣି ବିକୁଛନ୍ତି

  • @BiswamberBhutia
    @BiswamberBhutia 2 дні тому +1

    ଏବେ କେବଳ ପୋଷ୍ଟର ଯୋଜନା

  • @jagdishtiria2335
    @jagdishtiria2335 3 дні тому +3

    Where is the mayurbhanj district people

  • @kanhumurmu5702
    @kanhumurmu5702 3 дні тому +1

    Right bro bjp govt to gst re lagichhi kemiti devlop hebo adibasi ro

  • @BINODDAS-pw2eg
    @BINODDAS-pw2eg 3 дні тому +1

    Thick katha

  • @biswasisoy6540
    @biswasisoy6540 3 дні тому +2

    ଆମ୍ବ ଟାକୁଆ ତ ବଡ ଜାତି ମାନେ ଭି ତ ଖାଉଛନ୍ତି

  • @manasranjanbehera8987
    @manasranjanbehera8987 3 дні тому +9

    ଉତ୍କଳ university ରେ kn ଆଦିବାସୀ ପିଲା ନାହାଁନ୍ତି

    • @melisha4236
      @melisha4236 3 дні тому

      Na

    • @agriculturenaturevillager7531
      @agriculturenaturevillager7531 3 дні тому +2

      Bhai murkha nku bujheiba kia
      Exhibition demonstration re kia basanti
      Other side re bi different khaiba stall kiniba stall sabu achhi sethi gaon lokamane achhanti athire asubidha kana

    • @SeturajPradhani
      @SeturajPradhani 3 дні тому +1

      ଉତ୍କଳ ୟୁନିଭରସିଟିର ଆଦିବାସୀ ପିଲା ହିଁ ଥିଲେ, କିନ୍ତୁ ଇଏ ଚ଼ିହ୍ନି ପାରିଲାନି।

    • @jeetendraswain8921
      @jeetendraswain8921 3 дні тому

      Tu hauchi BJD re chamcha

    • @HemantaBhatra-k9r
      @HemantaBhatra-k9r 2 дні тому

      100ru 2

  • @majhibabuwold1684
    @majhibabuwold1684 2 дні тому

    ଭଲ କଥା ୨୪ ବଷର ଆଦିବାସୀ ଆସି ଥିଲେ କେଲ

  • @chakradharabhoi5958
    @chakradharabhoi5958 3 дні тому +5

    ଆଳୁ ଚାଷ ଘରେ କର ତ ପରେ କହିବ।ଆରେ ଭାଇ ଉପକୂଳ ଓ ମଧ୍ୟ ଓଡ଼ିଶାରେ ଟିକେ ବୁଲି ଦେଖ କେତେ ବିକାଶ ହୋଇଛି ଜାଣିବ

    • @subratkumarmallick6905
      @subratkumarmallick6905 3 дні тому

      Jemiti ki statistically kemiti heichi bhai ??

    • @localgame3580
      @localgame3580 3 дні тому +1

      ଚାଷ କରିବାକୁ ହେଲେ ସବୁ ଜିନିସ ଥିବା ଦରକାର ଯେମିତି କି ପାଣି,ଚାଷ ଜମି,ଚାଷ ସରଞାମ୍‌ ଇତ୍ଯାଦି😊

  • @BiswamberBhutia
    @BiswamberBhutia 2 дні тому +1

    Missan Shakti re masaku 9000 pauthile taku band kariki election time re 10000 nia kauta bhala,

  • @mohanmarndi4605
    @mohanmarndi4605 3 дні тому +1

    Gst govt

  • @laxmankisku143
    @laxmankisku143 2 дні тому

    🙏ᱡᱚᱭ ᱡᱚᱦᱟᱨ ᱡᱚᱭ ᱟᱫᱤᱵᱟᱥᱤ🌿🏹

  • @mamatamaharana1784
    @mamatamaharana1784 2 дні тому +1

    Rama Devi r chhatri nku katakana jari hela... utkal university r pila nku Kai anicha..??

  • @DasmuBhatra-zu1lk
    @DasmuBhatra-zu1lk 2 дні тому +1

    Aapan thik katha kaile bhai ....

  • @DaimatiMajhi-b5m
    @DaimatiMajhi-b5m 3 дні тому +3

    Ama nabarangpur koraput ra loka nahanti

  • @DeepakKumar-bu4ti
    @DeepakKumar-bu4ti 2 дні тому +1

    BJP power abe

  • @Ekambabandparty
    @Ekambabandparty 2 дні тому

    Bhai aji koraput ro ashuchonti

  • @sisirkumarkarkaria4678
    @sisirkumarkarkaria4678 2 дні тому

    Bhai adivasi mela re jou masala item Katha kahila se au kn utkal University students price increase karichanti ki au semane kou department ra students thile au tankar demand kn Rahichi tanke kou topic related students, prathame janibaku chesta kole bholo huanta

  • @lalmohanmurmuofficial6670
    @lalmohanmurmuofficial6670 3 дні тому +1

    ନୁୱା ସରକାର ପଛରେ କଣ ପାଇଁ 😂😅😅

  • @315debeshpradhan4
    @315debeshpradhan4 2 дні тому +3

    Kali ku yanka pua/jhia jadi bada hela pare asiki adivasi mela re tanka culture bisayare jadi padhiki NRI mananku kahiba ku chance paibe, tahele bi tanku bhul kahibe?😂 Ei mananka bhalia "murkha" au anya mananka "ଗୋଡ଼ ଟାଣିବା" loka mananka jogu ama society agauni
    2nd katha, yeh bhai kou ITDA re achanti je janidele semane adivasi nuhanti boli?😂
    Bhai ganjei kouthu maricha, tike kahiba ki?

  • @amasangathanakakarudrapurj9664

    Aadibasi mukhya mantri tenu aadibasi mella ku aasile sanman haani hebani

  • @cutelipsa8817
    @cutelipsa8817 14 годин тому

    athar kichi nahi sete bhala laguni mu au jibeni kebe bi

  • @premenanda
    @premenanda 3 дні тому +1

    Bhaai ye haichi total re business scope devlopment pain karaheichi good communication rahiba nihati darkar aachi

  • @amarsingbhatra-jp2bb
    @amarsingbhatra-jp2bb 3 дні тому +1

    Ame Kanti karaputia

  • @sanatanhembram9991
    @sanatanhembram9991 3 дні тому +1

    Farce chalichhi

  • @NareshMahanta-gq9pw
    @NareshMahanta-gq9pw 3 дні тому +1

    Tama payment kete badhichi kahibe ki

  • @newkoraputiadesiavideo1018
    @newkoraputiadesiavideo1018 2 дні тому

    ଠିକ୍ କଥା ଭାଇ ଏହି ଷ୍ଟଲ୍ ରେ ଆଉ କେଉ ଆଦିବାସୀ ପିଲା ଆଉ ମିଳିଲେ ନାହିଁ,କିଏ ଆଦିବାସୀ ପିଲା କିମ୍ୱା ଝିଅ ଏହି ଷ୍ଟଲ୍ ରେ ରହି ଲୋକମାନଙ୍କୁ ବୁଜେଇ ବାକୁ ଯେ ଏମିତି କରୁଛ ନ୍ତି ଯଦି କୋରାପୁଟ ଜିଲ୍ଲାର ଯିଏ ବାସ କରିନାହିଁ ଆଉ ତାହାକୁ କୋରାପୁଟ ବିଷୟ କହିଲେ କଣ କହିବ ଆଉ ଆଦିବାସୀ ଶିକ୍ଷିତ ପିଲା ନାହାନ୍ତି କି ph.D scholar ଅଛନ୍ତି,MA,MSC,MCom,B,Com,BA,BSC ପିଲା ଅଛନ୍ତି

  • @sishirrout9026
    @sishirrout9026 День тому

    Malkangiri Aau adibasi area hoi rahi nahi, malkangiri ebe mini Bangladeshi hei jaichi

  • @newkoraputiadesiavideo1018
    @newkoraputiadesiavideo1018 2 дні тому

    ଆଦିବାସୀ ଆଦିବାସୀ ମାନଙ୍କର development କୁହା ହେଇଛି ଏହି ଠା କୁ development କୁହା ଯାଏ ନାହିଁ ଏହି ମେଳା କେବଳ utkla ପିଲ କଣ ଯାଇଛନ୍ତି ଆଦିବାସୀ ବିଷୟରେ ଆଉ ଆଦିବାସୀ ଘରେ ନେଇଖି ବସେଇଲେ ଲୋକ ମାନେ କଣ ଜାଣିବେ ହିଁ କିଛି କିଛି ଜାଣିଛନ୍ତି ଉତ୍କଳ ପିଲା ମାନୁଛି କିନ୍ତୁ ମୁ ଜାଣିବାରେ ବହୁତ୍ ଅମାନିଆ ଅଟେ ସେଥିପାଇଁ ମୁ news ବାବୁ ମାନଙ୍କୁ ଅନୁରୋଧ କରୁଛି ଏମିତି news କରନ୍ତୁ ଆଉ ପ୍ରସାର ପ୍ରଚାର କରନ୍ତୁ 😮🎉

  • @homundaaarsi9489
    @homundaaarsi9489 3 дні тому

    I visited last night.. Brother saying real thing.. Students explaining about tribals... Explanation should be given by tribals of native tribal or original tribal..

  • @BapiMahapatra-f5e
    @BapiMahapatra-f5e 3 дні тому +1

    Bhubaneswar re sabu rate bhai kjr re actual adibasi juanga jaha media thu bahut dura kjr re media kam achhanti jaha public nka bikas na binas bhai🎉🎉🎉😢😢

  • @SorenGanaCreation
    @SorenGanaCreation 2 дні тому

    ᱟ.ᱰᱤ ᱵᱮᱥ ᱠᱟᱛᱷᱟ ᱵᱤᱱ ᱞᱟ.ᱭ ᱟᱠᱟᱫ ᱼᱟ ᱜᱚᱢᱠᱮ, ᱟ.ᱵᱤᱱᱟᱜ ᱠᱟᱛᱷᱟ ᱢᱟᱱᱟᱣ ᱦᱩᱭᱩᱜ ᱼᱟ ᱜᱚᱢᱠᱮ ᱾ ᱟ.ᱰᱤ ᱟ.ᱰᱤ ᱥᱟᱨᱦᱟᱣ 👍