Narendra Modi & Mohan Majhi Stage Full Chairs Empty କହୁଛନ୍ ମୋଦୀ, କହୁଛନ୍ ମୋହନ; ଶୁନବାର ଲାଗି କେହି ନାଇଁନ

Поділитися
Вставка
  • Опубліковано 10 січ 2025

КОМЕНТАРІ •

  • @PRAKASHMOHANTY-x1x
    @PRAKASHMOHANTY-x1x День тому +67

    ଅତି ସୁନ୍ଦର ପତ୍ରକାରିତା। ଧନ୍ୟବାଦ।

  • @sanjeebraaznaik1314
    @sanjeebraaznaik1314 День тому +105

    Naveen Patnaik sir great ex cm of odisha and brand of odisha ❤

    • @rsantoshreddy2801
      @rsantoshreddy2801 День тому +2

      Thankyou sir,,,,,

    • @ARYASAMAJ111
      @ARYASAMAJ111 23 години тому +3

      But odisha is a poor state🤒... Because of no 1 ex cm 🤕🤕

  • @RabindraBehera-z4t
    @RabindraBehera-z4t День тому +68

    ମୋହନ ମାଝିର ଯେତେବେଳେ ପ୍ରଥମ ପ୍ରଥମ ମୂଖ୍ୟ ମନ୍ତ୍ରୀ ହେଲା ଓଡ଼ିଶାର ଲୋକଙ୍କ ହୃଦୟରେ ରାଜ୍ କରିବା ଆରମ୍ଭ ହେଲାବେଳେ ସେ ପ୍ରଥମ ଭୁଲ୍ କରିବା ଆରମ୍ଭ କରିଦେଲା ପୂର୍ବ ସରକାରର ବସ୍ ଗୁଡ଼ିକର ରଙ୍ଗ ବଦଳାଇବା- ୨ୟ ଭୁଲ୍ ନିଜର କର୍ତ୍ତବ୍ୟକୁ ଭୁଲି ପୂର୍ବ ସରକାର ବିରୁଦ୍ଧରେ ଆଜେଵାଜେ ଭାଷଣ ବାଜି କରିବା , ତଥାପି ସେ ଏପର୍ଯ୍ୟନ୍ତ ବୁଝି ପାରୁନାହିଁ ତାଙ୍କୁ ଯେଉଁ ଉଚ୍ଚ ଆସନ ମିଳିଛି ସେ ଆସନ ହେଉଛି ଗୋଟିଏ ରାଜ୍ୟର ସର୍ବୋଚ୍ଚ ଆସନ ! ସେଥିରେ ଵସିଵା ମାତ୍ରେ ଯେଉଁ ଭାଷଣ ପ୍ରୟୋଗ କରାଯାଏ ଏକ୍ଦମ୍ ମାପି ଚୁପି କରିବା ନିହାତି ଆବଶ୍ୟକ! ସାମାନ୍ୟ ଭୁଲ୍ ଭାଷଣ ସମଗ୍ର ରାଜ୍ୟରେ ଲୋକ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିବାକୁ ଅଧିକ ସମୟ ଲାଗେନାହିଁ! ତେଣୁ ମୋହନ ମାଝିଙ୍କ ଉପରୁ ରାଜ୍ୟବାସୀଙ୍କ ଆଗ୍ରହ, ଆଶା ଓ ବିଶ୍ୱାସ ତୁଟି ଗଲା! ଖାସ୍ ସେଇଥିପାଇଁ ଲୋକେ ତାଙ୍କ ପ୍ରଵଚନ ଶୁଣିବାକୁ ଇଛା କରୁନାହାଁନ୍ତି! ଯାହାଵି ହେଲେ ନବୀନ - ନବୀନ!

  • @RameshRamesh-ko2xy
    @RameshRamesh-ko2xy День тому +103

    ମିଛୁଆ ବିଜେପି ସରକାରର ଭାଷଣ କାହିଁକିଲୋକଶୁଣିବେ

  • @rajkishorenayak4031
    @rajkishorenayak4031 День тому +65

    ଡବଲ ଇଞ୍ଜିନ ସରକାର ଙ୍କ ମିଛ ଭାଷଣ ଶୁଣିବା ପାଇଁ କଣ ପାଇଁ ଯିବେ ଯେ ଲୋକ ମାନେ

    • @dingarabag8695
      @dingarabag8695 День тому +2

      Absolutely right Jay Naveen Patnaik sir Jay BJD

  • @dilipbehera342
    @dilipbehera342 День тому +35

    ❤chamatkar discussion , ସାବାସ ଭଊଣି

  • @biranchinarayannanda4554
    @biranchinarayannanda4554 День тому +32

    ଗପ ଓ ଗପିବା ବିଜେପି ର କାମ...... ଗପ ଶୁଣି ଛୋଟ ପିଲା ଶୋଇ ଲା ପରି.... ଓଡିଶା ଲୋକ ଙ୍କୁ ବିଜେପି ସେମିତି ଭାବୁଛି......

  • @jawaharlalsethi6238
    @jawaharlalsethi6238 День тому +101

    BJP hatao. Odisha banjao.

    • @p.k_77
      @p.k_77 День тому

      କିଏରେ ମଗୀହା ୨୪ ବର୍ଷରେ ୨୪ ବାଣ୍ଡ୍ ଖାଇଛେ ।ଏହାଦେ ବିଜେପି ହଟାଅ ।

    • @sukshantbage4922
      @sukshantbage4922 День тому +5

      Prathame lekhiba sikho . Education person huo kai amiti houcho murkh voli behaviour korucho .

    • @bipinbiharibehera4562
      @bipinbiharibehera4562 День тому +2

      English version re Odia lekhicha..so u first minutely read u r writing.n find out the mistake ..do u have any experience that writing in any language in on line platform especially in mobile phone gets automatically jumbled ..viewers r very wise n they understand the statement...even though it's wrongly scripted

  • @khiroddash8685
    @khiroddash8685 День тому +76

    ପ୍ରବାସୀ ଭାରତୀୟ ମାନେ ଜାଣିଛନ୍ତି ଯେ ବିଜେପି ରାଜନେତା ମାନେ ମିଛ ଭାଷଣ ଦେବାରେ ଧୁରନ୍ଧର. ତେଣୁ ସେମାନେ ପ୍ରଧାନମନ୍ତ୍ରୀ, ଅନ୍ୟ କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଶୁଣିବାକୁ ରାଜି ନୁହନ୍ତି. ପ୍ରବାସୀ ଭାରତୀୟମାନଙ୍କୁ ନିମନ୍ତ୍ରଣ କରାଯାଇଛି ଓଡିଶାର କଳା, ସଂସ୍କୃତି ଓ ଐତିହ ଦେଖିବାକୁ, ଭାଷଣ ଶୁଣିବାକୁ ନୁହଁ.

    • @p.k_77
      @p.k_77 День тому +3

      ସେଥିର ଲାଗି ନରେନ୍ଦ୍ର ମୋଦି ବିଶ୍ଵବିଖ୍ୟାତ ।

    • @SulochanaNayak-h4c
      @SulochanaNayak-h4c День тому +2

      Seimane hi tanku jiteichhanti

    • @bipinbiharibehera4562
      @bipinbiharibehera4562 День тому +2

      😂😂😂😅

    • @parfullakujur8961
      @parfullakujur8961 День тому +1

      BJP ka Cohra Ka Sarkar hi BJP 💯✅💯

    • @AnilkumarDas-fi1jg
      @AnilkumarDas-fi1jg День тому +1

      Odisha lokanka hudayre aka rahibe oliy Naveen Patnaik sir , Jay Naveen Babu Jay bjd, Jay Odisha basi, 👍

  • @AbhimanyuSwain-q7h
    @AbhimanyuSwain-q7h День тому +64

    ଆଜ୍ଞା କହୁଥିଲେ ଚଉକି ଶୁଣୁଛି 😂

  • @prabodhapanda5184
    @prabodhapanda5184 День тому +20

    ବିଜେପି ସରକାର ଓ ମୋଦି କୁ ଶୁଣିବାକୁ ଆଉ କେହି ରାଜି ନାହାନ୍ତି, Flop show.

  • @biranchimahakur.6476
    @biranchimahakur.6476 День тому +23

    ଏଇ ସରକାର ତ, କଥା ଦେଇ, କଥା ରଖିଲାନି, ତାଙ୍କ ର ସଭା ସମିତି କେ କିଏ ବସି ଯିବା। ସେଥିର ଲାଗି ଚୌକି ଖାଲି ପଡିଛି

  • @PitabashJani-z9q
    @PitabashJani-z9q День тому +21

    ଏତେରଙ୍ଗ ରେ ସଜା ହଇଛୀ ହେଲେ ଲୋକଙ୍କ ପାଇଁ କିଛି ଲାଭ ନାହି ଖାଲିରଙ୍ଗମାରୀ ପଇସା ଉଡାଇବା କଥା ।ସେଇ ପଇସାରେ ଗରିବଲୋକମାନଙ୍କୁ କିଛି ଗଟେ ଯୋଜନାକଲେ ହୁଅନ୍ତା ନି ।ବିଜେପି ଖାଲି କଥା କୁହା ସରକାର୍ ଆଉ 2 ,3 ମାସ ଗଲେ ପୁରାଖାଲିହବ ଜୟ ଜୟ ନବୀନ❤❤❤❤ ସାର୍

  • @santoshkumarswain6547
    @santoshkumarswain6547 День тому +36

    ମାଡାମ ଆପଣ ଙ୍କୁ ଧନ୍ୟବାଦ

    • @p.k_77
      @p.k_77 День тому +2

      ବିଜେଡି ପ୍ରେମୀ

  • @bholanathsingh4318
    @bholanathsingh4318 День тому +29

    ଏଥିରୁ ଜଣାପଡିଲା ଯେ EVM ଗଡବଡ ଯୋଗୁଁ party ଜିତିଛି, ଲୋକଙ୍କ ଭଲ ପାଇବା ଯୋଗୁଁ ନୁହେଁ

    • @banamalibehera8781
      @banamalibehera8781 22 години тому

      5 TERM JANE JITICHJI MAANE SE EVM GADBAD NIHAATI KARICHHI.

  • @santoshkumarswain6547
    @santoshkumarswain6547 День тому +33

    ସୁନ୍ଦର ଉପ ସ୍ଥାପନା

  • @simple-g4k
    @simple-g4k День тому +14

    Jai Naveen Jai BJD our great CM Naveen Patnaik ❤❤❤

  • @bkarankumar8952
    @bkarankumar8952 День тому +11

    ଏ ମାନଙ୍କ ଭାଷଣ ଶୁଣିବେ କ'ଣ ଏମାନଙ୍କୁ ଦେଖିବାକୁ ମଧ୍ୟ ଲୋକମାନେ ଇଚ୍ଛା କରୁ ନାହିଁନ୍ତି।

  • @BidyoshDash-sd9ll
    @BidyoshDash-sd9ll День тому +28

    ହାଁ ଆମେ ଏଇ ବିଦେଶୀ ଦାଦନ ମୁଲିଆ ମାନଙ୍କୁ ଦେଖିବାକୁ ପୁରା ମାରି ଯାଉଛୁ. ଆମ tax ପଇସା ରେ ମାଗଣା ଆସିଲେ, ରହିଲେ, ଖାଇଲେ ଆଉ ଗଲେ. ଆଗକୁ ଏମାନେ ଦେଶ ପାଇଁ କଣ କରିବେ ଦେଖିବାର ଅଛି.

  • @nastanibarankendrap2p714
    @nastanibarankendrap2p714 День тому +15

    Great reporting..

  • @prafullakumarsamal761
    @prafullakumarsamal761 День тому +17

    Very nice presentation mam

  • @gyanaranjanmohanty3637
    @gyanaranjanmohanty3637 День тому +11

    Thanks 👍🏻
    Very nice information

  • @arupsahooisabtsloveer5606
    @arupsahooisabtsloveer5606 День тому +24

    ଟାଉଟର ବିଜେପି କେହି ଆସିବେନି

  • @RameshNayak-r1f
    @RameshNayak-r1f День тому +9

    125 କୋଟି ଖର୍ଚ୍ଚ ହେଲା ଓଡ଼ିଶା ର ସାଧାରଣ ଲୋକମାନେ କଣ ଲାଭ ପାଇଲେ

    • @subratkumarmallick6905
      @subratkumarmallick6905 День тому

      That expenditure should be done by central govt only . The budget is officially but whatever the ........

  • @PramodKisan-on7qi
    @PramodKisan-on7qi День тому +8

    Thank you mam

  • @DayanidhiSahoo-qk6wu
    @DayanidhiSahoo-qk6wu День тому +8

    ପଲବୀ ମାଡାମ, ପହରା ଚାନେଲକୁ ଧନ୍ଯବାଦ। ଯେ ପ୍ରବାସୀ ଭାରତୀୟ ସମିଳନୀ ରେ ଭାରତର ପ୍ରଧାନମନ୍ତ୍ରୀ ଭୁରିଭୁରି ପ୍ରସଂସା କରିଛନ୍ତି ଯାହାହେଉ ମୁଁ ଓଡିଶା ଆସିବା ପୂର୍ବରୁ ତେର ଜଣ ଚାଷୀ ଆତ୍ମହତ୍ଯା କରିଛନ୍ତି। ଆଦୀବାସୀ ମାନେ ଆମ୍ବ ଟାକୁଆ ଖାଇବା ଦ୍ବାରା ମରିଛନ୍ତି। ବାତ୍ଯା ଅଦିନିଆ ବର୍ଷା ଦ୍ବାରା କ୍ଷୟକ୍ଷତି ହୋଇ ଆର୍ଥିକ ଅଭାବରେ ଚାଷୀ ମରିଛନ୍ତି। ମୁଁ ଓଡିଶା କୁ ସବୁ ରାଜ୍ଯ ଅପେକ୍ଷା ପ୍ରସଂସା କରୁଛି।

  • @hillandseacreation...797
    @hillandseacreation...797 День тому +16

    ଗୋଟେ ଲୋକ ବାରମ୍ବାର ଗୋଟେ ଜାଗାକୁ ଆସିଲେ ଲୋକେ ବାସୀ ବାଳ ରେ ବି ପଚରିବେନି...

  • @sayanodisha9650
    @sayanodisha9650 День тому +28

    Gote murkha aau gote michua ...tanku kiye sunibaku jiba??

  • @sudhansusekharrout9784
    @sudhansusekharrout9784 День тому +14

    ଖାଲି ଭାଷଣ ଆଉ କିଛି ନାହିଁ BJP ର... ଭାଷଣ କେବେ BJP ର ସତ ହେଇନି କି ହେବନି

  • @jatindratajan233
    @jatindratajan233 5 годин тому

    nice reporting very good discussion

  • @DhadubandhuLenka
    @DhadubandhuLenka День тому +14

    ଧନ୍ୟବାଦ ଚେୟାର ଖାଲିରେ ପଡିଛନ୍ତି ଜୟ୍ ଜଗନ୍ନାଥ

  • @JyotiPrakashBehera-fu4lw
    @JyotiPrakashBehera-fu4lw День тому +5

    Mame ଆପଣକୁ ଧନ୍ୟବାଦ

  • @bijayparida8085
    @bijayparida8085 День тому +11

    ଅଯୋଗ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝି 😂😂😂😂😂

  • @Minatidalabeherea
    @Minatidalabeherea 19 годин тому +1

    ଓଡିଆ ପ୍ରବାସୀ ଭାଇ ମାନେ ପୁରୀ ଜଗନ୍ନାଥ ମନ୍ଦିର , କୋଣାର୍କ ମନ୍ଦିର, ଓଡ଼ିଶା ବୁଲିବାକୁ ଯାଇଛନ୍ତି । ବିଜେଡି ଦଳର ମୁଖପାତ୍ର ନା ଉପସ୍ଥାପନ କରୁଛନ୍ତି

  • @padmanavparida8552
    @padmanavparida8552 15 годин тому

    Thank s for your voice

  • @SurprisedDrums-sm3ck
    @SurprisedDrums-sm3ck День тому +7

    Right Katha kahile Bhauni 👍👍

  • @stuluachary
    @stuluachary День тому +2

    କଣ୍ଟାବାଞ୍ଜିରେ ତ ବିଜେଡ଼ିର ଗୋଟିଏ ଚ‌ଉକୀ ନାହିଁ କି ଓଡ଼ିଶାରେ ଗୋଟିଏ MP ନାହିଁ । ହିଞ୍ଜିଳିକାଟୁ କଥା ନକହିବା ଭଲ । ଯଦି ଚ‌ଉକୀରେ କିଏ ନାହିଁ ବିଜେଡ଼ି ମୋବାଇଲ ଚ୍ୟାନେଲର କର୍ମୀମାନେ ବସନ୍ତୁ ଛି ଛି ହାଁ ଥୁ ବେଲଜ୍ୟା ମାନଙ୍କର ବାରବାଟି ଷ୍ଟାଡିୟମରେ ବାଇଗଣ ରୁଆ ଲଜ୍ୟା ଲାଗୁନାହିଁ ଛି ହାଁ ଥୁ 😂😂😂

  • @SukmarMishra
    @SukmarMishra День тому +5

    Very nice sister, it is clear that the people of odisha dislike BJP
    Welcome Nabin
    🙏👍❤️🙏😭👍🙏🙏🙏❤️

  • @ratna5612
    @ratna5612 День тому +8

    ଏ ସବୁ ବିରୋଧି କାମ, ସମୟ ଆସିଲେ ଜାଣିବେ, ଷ୍ଟେଜ ରେ ନଥାଇ ବି ସବୁ ଜନତା ଯାନୁଛି

  • @SujitNarayan-mh3ml
    @SujitNarayan-mh3ml День тому +1

    ଦିଦି ଗୋ live ବାଲା କାହିଁ ନାହିଁ !! LCD ରେ ଦେଉଛ😅

  • @hrusikeshmallik3221
    @hrusikeshmallik3221 13 годин тому

    ସୁସ୍ବାଗତ ନିଶ୍ଚୟ ❤❤❤

  • @bhagyaranjantripathy377
    @bhagyaranjantripathy377 День тому +3

    Pagal sarkar reber stamp handia CM

  • @NayakRudra-d3q
    @NayakRudra-d3q День тому +9

    Jay BJD

  • @PrabiraSahoo-j9m
    @PrabiraSahoo-j9m День тому +6

    ଏଇ ନିଉଜ ଓଟିଭି କୁ କଣ ଦେଖା ଯାଉଛି

  • @budhiramnahak3209
    @budhiramnahak3209 День тому

    ଅଡ଼ିଶା ଇଏ ହେଉଛି ଓଡ଼ିଆ ଅସ୍ମିତା

  • @sudhansusekharrout9784
    @sudhansusekharrout9784 День тому +7

    bjp ହଟାଓ ଦେଶ ବଞ୍ଚାଅ

  • @SanjaySethi-x9y
    @SanjaySethi-x9y День тому +4

    One and only king of odisha Sri naveen patanaik sir ❤❤❤❤

  • @sukantadalapati3845
    @sukantadalapati3845 День тому +5

    Absolutely right 👍

  • @kishorsenapati9941
    @kishorsenapati9941 День тому +1

    Thanks palavi satya dekhei thibaru

  • @Maminasahoo-f8n
    @Maminasahoo-f8n День тому +4

    😮 didi u r Right

  • @BharatiRana-g8s
    @BharatiRana-g8s День тому

    Eest and West BJP best

  • @ArpitaNayak-z3f
    @ArpitaNayak-z3f День тому

    Pogram ଆରମ୍ଭ ହୋଇ ନଥିଲା ଏହି ଭିଡିଓ recording ହୋଇଛି

  • @PrakashPadra-o2o
    @PrakashPadra-o2o День тому +5

    Very good Masge mame thinks

  • @GaluRamMajhi
    @GaluRamMajhi День тому

    ମାଗଣା ଖାଇବା ମିଳିବନି ସେଇଥିପାଇଁ ଚୌକି ଖାଲି ପଡିଛି

  • @Minatidalabeherea
    @Minatidalabeherea 19 годин тому +1

    କାମଳ ସାମ୍ବାଦିକ

  • @narasinghabhuyan2307
    @narasinghabhuyan2307 День тому +3

    ମଦ ମାଂସ ଯେଉଁଠି ଲୋକ ସେଇଠି

  • @umeshkisan605
    @umeshkisan605 День тому

    Paharaa heuche BJD re mukhya pravakta😂😂😂

  • @CreationOdia1234
    @CreationOdia1234 День тому +1

    ମୋଦି Quality କିଛି ନାହି ଖାଲି ଡ଼ାହା ମିଛ କଥା ସବୁ କହୁଛି

  • @rudrapradhan
    @rudrapradhan День тому +4

    Thank you madam

  • @DebendraMohanty-xe8qf
    @DebendraMohanty-xe8qf День тому +13

    Jai jaganath Jai maa samlei Jai Naveen jinda baad

  • @SantoshKanhar-ly8eg
    @SantoshKanhar-ly8eg День тому +3

    Thank you mam❤❤❤

  • @prashantkumarjena2632
    @prashantkumarjena2632 23 години тому

    ଆଗାମୀ ଦିନକୁ ଅପେକ୍ଷା କର ଭାଇ ଓଡ଼ିଶାର 30ଟି ଜିଲ୍ଲାର ଜଦି ପ୍ରତି ଜିଲ୍ଲାରୁ। 50ଜଣ ଓଡ଼ିଆ ଲୋକ ପ୍ରଭାଶି ଓଡ଼ିଆ ସଭାକୁ ଆସିଥାନ୍ତି ତାହେଲେ ଚୋୟାର ଫାଂକ। ପଡ଼ିନଥାନ୍ତ। ଏଥିରୁ ଅନୁମାନ କରାଯାଏ ଓଡ଼ିଶା ଲୋକ କେତେ ମାତ୍ରାରେ ଭଲପାଆନ୍ତି ବିଜେପି ନେତା ମନମୋହନ ସାମଲ କୁ, ଏମାନେ ଓଡ଼ିଆ କୁ ଭୁଆଁ ବୁଲେଇବା ଛଡ଼ା କିଛି ଜଣା ନାହିଁ, 125କୋଟି ସରିଗଲା ବିକାଶ ନା ନାହିଁ,। ଏମାନେ କଥା ପାଣିର ଗାର,। କେବଳ ମିଛ ପ୍ରତିଶ୍ରୁତି ଦେଈ ଓଡ଼ିଶା କୁ ଲୁଟି ବା ଏ ଵୋଠକ

  • @ArunDasArunDas-i1e
    @ArunDasArunDas-i1e День тому

    Thick kahile Good News

  • @jasonkhorayoutubeofficial5628
    @jasonkhorayoutubeofficial5628 День тому +4

    ପ୍ରବାସୀ ଭାରତୀୟ G ମରାନ୍ତୁ ଭାତରେ ଥିବା ଲୋକଙ୍କ କଥା ଆଗ ଚିନ୍ତା କରନ୍ତୁ ହୋ ସରକାର

  • @KamalSahoo-q2o
    @KamalSahoo-q2o День тому

    Tq

  • @manishapattanayak2152
    @manishapattanayak2152 День тому +3

    Beautiful Perfect & Right --- Presentations & Information
    Sister 👍
    ଏବେ ଓଡ଼ିଶା ଦେଶ ଲୁଟେରା ହାତରେ ପଡିଚି, ଓଡ଼ିଶାକୁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ
    କେଉଁ ଜାଗାରୁ ଆଣି ମାନେ ଭୋକର ଭୁଗଳରୁ ଆଣି ଖାଦ୍ୟ ବଳକା ରାଜ୍ୟରେ
    ପରିଣତ କରିଥିଲେ ,ଓଡ଼ିଶାକୁ ବିଶ୍ଵ ଦରବାରରେ ପ୍ରତିଷ୍ଠିତ କରି ଥିଲେ ତାରି
    ଫଳରେ ଆଜି ଏଭଳି ଓଡ଼ିଶାରେ ଆୟୋଜନ ହେଇ ପାରିଛି,ହେଲେ ଏହି
    8 ମାସ ଭିତରେ ଓଡ଼ିଶା ସରକାର ର
    ମନ୍ତ୍ରୀ, MLA ମାନେ ଖାଲି ଉତ୍ସବ ରେ
    ମାତି ଛନ୍ତି ଯେମିତି କାହାର ଘରୋଇ
    ବାହାଘର, ବ୍ରତ ଘର ପରି ପ୍ରତିଦିନ
    ଉତ୍ସବ ଚାଲିଚି ଓଡ଼ିଶା ର ଗରିବ
    ଲୋକଙ୍କ tax ପଇସାରେ👍
    କେତେ ନିର୍ଲଜ ,ବେହିଆ ଏ ନିର୍ଲଜ
    ସରକାର👍
    ଦେଶରେ ବସିଚି 4th ଫେଲ ଆଉ
    ରାଜ୍ୟରେ ବସିଚି ମୂର୍ଖ ହାଣ୍ଡିଆ ମାଝୀ 😂
    2 ମୂର୍ଖ ପୁରା ଦେଶ ଆଉ ରାଜ୍ୟକୁ
    ବରବାଦ କରି ଛାଡ଼ିବେ ଭଉଣି,
    ମୂର୍ଖ ରାଜୁତି କଲେ ଦେଶ ଆଉ ରାଜ୍ୟ
    ଅବସ୍ଥା ଯାହା ତାହା ଜଳ, ଜଳ ହେଇ
    ଦେଖା ଯାଉଚି👍
    Beautiful Post👍
    ଜୟ ନବୀନ ବାବୁ ❤️🙏🏻
    ଆମେ ତୁମ ଫ୍ୟାନ 👍🙏🏻
    We ❤️ You Always Nabin Sir ❤️🙏🏻

  • @Ajohn-zy5yr
    @Ajohn-zy5yr День тому +2

    Great presentation ❤

  • @sibaramsahoo4026
    @sibaramsahoo4026 День тому +1

    Some people are sleeping😮

  • @PravakarParamanik-u9k
    @PravakarParamanik-u9k 16 годин тому

    Jay Jagannath ❤🎉

  • @rabinarayanmohapatra4733
    @rabinarayanmohapatra4733 День тому +1

    Thank u pallivi jee.

  • @rasmiranjanray4071
    @rasmiranjanray4071 День тому +4

    Advertise of BJP party nothing for odisha people

  • @PrasantaJena-h7e
    @PrasantaJena-h7e День тому +3

    Sister good

  • @dillippradhan3536
    @dillippradhan3536 День тому +1

    Agaku odisha Ru BJP Sarkar khalihejiba

  • @SatyaprakashJena-r9f
    @SatyaprakashJena-r9f День тому +2

    😂😂😂 ଚୌକୀ କଟ ମଟ ଶୃଗାଳ ଛଟ ପଟ😂😅😂😂

  • @ashokmohanty9269
    @ashokmohanty9269 День тому +4

    B..j..p.kichi...nai..kare

  • @Minatidalabeherea
    @Minatidalabeherea 19 годин тому +1

    ବିଜେଡି+ପହଁରା 😂

  • @SanjayaInduar-ku1eu
    @SanjayaInduar-ku1eu 23 години тому

    ଏବେ ଯେନ ପହରା ଖାଲି ବିଜେପି ବିରୋଧ ରେ
    News ମନେ ପରିବେଷଣ କରୁଛେ
    ଭବିଷ୍ୟତ ରେ ତାର ସପୋର୍ଟ ରେ ଯଦି କହେଲା ବେଲେ କେନ୍ତା ହେବା?????
    ଆମେ କାନା ଭାବମୂ kaha😂😂😂😂

  • @padlamgouda-ky6hu
    @padlamgouda-ky6hu День тому +5

    ବିଜେପି ସରକାର ଙ୍କୁ ଓଡ଼ିଶା ର ଲୋକ ମାନେ ସବୁ ଜନିସାରିଲେନି ମିଛୁଆ ସରକାର ବୋଲି

  • @SUDAMBarik-tg5pw
    @SUDAMBarik-tg5pw День тому +3

    Right madam

  • @RameswarMahakur-m7t
    @RameswarMahakur-m7t День тому +4

    You are right

  • @tarachanmahananda6791
    @tarachanmahananda6791 День тому

    😢😢😢 ଏତେ ଅହଂକାର କଣ ପାଇଁ ଓଡିଶା ବାସି ହଉଛନ୍ତି 😢

  • @ajitpadhan368
    @ajitpadhan368 16 годин тому

    ନବୀନ ବାବୁ ଜିନ୍ଦାବାଦ ❤️❤️❤️

  • @loveislifecreation1491
    @loveislifecreation1491 19 годин тому +1

    Adit hoy chi

  • @sushantasamal7145
    @sushantasamal7145 День тому +1

    It's really true

  • @NareshkumarParida-n2s
    @NareshkumarParida-n2s День тому +5

    Mohan majhi ku laja nahi

  • @s.kasinathreddy3883
    @s.kasinathreddy3883 17 годин тому

    ଜୟ ବିଜେଡି ❤️ଜୟ ନବୀନ 🙏

  • @csc_seva
    @csc_seva День тому

    ପହରା ନା ଡହରା ।

  • @RakeshKumar-yv7cz
    @RakeshKumar-yv7cz День тому +3

    Bjd only bjd❤❤❤❤❤❤❤❤😊😊😊😊😊😊😊

  • @psiba3373
    @psiba3373 День тому +3

    Didi thuma anchoring bahuthi bhala achii

  • @sitaramkumarpradhan842
    @sitaramkumarpradhan842 День тому +5

    Modi godi mohan jadu malam hatao

  • @DJ8260-i3i
    @DJ8260-i3i День тому

    💚💚💚💚💚💚💚💚💚💚

  • @krishnarai2522
    @krishnarai2522 День тому +5

    Thik kahu chhanti palabi nani johar Jay Naveen

  • @sachitradas6257
    @sachitradas6257 День тому +2

    Drubhagya

  • @DJ8260-i3i
    @DJ8260-i3i День тому

    😂😂😂😂😂😂😂😂😂😂

  • @neerennayak7417
    @neerennayak7417 19 годин тому

    ବିଜେପି 500, 1000ଦେଇନି ଆସିବେ କାହିଁକି ତମେ ଯାଇ ତାମିଲ ର ଖବର ଦେଖ

    • @JanaranjanMohanty
      @JanaranjanMohanty 15 годин тому

      Tume jai gujurati.dekha chori Kari bhote e.v.m ru nei jitijaichhata bhari munha futanimaruchha etebada pogramare odishara jatia Sangita bolagala anhi

  • @KrupashindhuSahu-jp4eo
    @KrupashindhuSahu-jp4eo День тому +2

    Exlent presentation about nri.

  • @ajayabai200
    @ajayabai200 День тому +3

    BJP govt. fail

  • @santoshkumarswain6547
    @santoshkumarswain6547 День тому +3

    କହିବା ଶୈଳୀ ବହୁତ ବଢିଆ

  • @PrakashPadra-o2o
    @PrakashPadra-o2o День тому +2

    Jay Naveen jay odisha ❤❤❤❤❤❤❤❤❤❤❤❤❤❤❤❤❤❤

  • @RadheshyamBag-m4h
    @RadheshyamBag-m4h День тому +2

    Nabinbabu jindabad jindabad ❤❤❤❤