Ground Reality | Problems Of Beneficiaries While Registering Subhadra Scheme

Поділитися
Вставка
  • Опубліковано 1 гру 2024

КОМЕНТАРІ • 437

  • @ashokkumardas6003
    @ashokkumardas6003 2 місяці тому +200

    ସର୍ବ ସାଧାରଣ ଲୋକ ଙ୍କୁ ଭୁଆଁ ବୁଲାଇବା କୁ BJP ର ସୁପର ପ୍ଲାନ୍.

    • @Samrat_CAK
      @Samrat_CAK 2 місяці тому +8

      Kana bhua bulauchi Bhai, court case kara.

    • @sagarikabehera3475
      @sagarikabehera3475 2 місяці тому +7

      Darkar nahi ta apply kana pai karucha

    • @Samrat_CAK
      @Samrat_CAK 2 місяці тому

      @@sagarikabehera3475 thik katha, BJD ku vote debe, BJP yojana apply Kari Paisa paibi BJP ku gali karibe.

    • @hemanthdhir6835
      @hemanthdhir6835 2 місяці тому

      ​@@Samrat_CAKCourt re problem solved hue ni ahuri problem bodhibo

    • @shibnarayanpradhan2875
      @shibnarayanpradhan2875 2 місяці тому

      Darkar bht but apply hauni​@@sagarikabehera3475

  • @archanacreation2954
    @archanacreation2954 2 місяці тому +68

    ଏ କଥା ଟିକେ ମୁଖ୍ୟମନ୍ତ୍ରୀ ଙ୍କୁ ପଚାରିଲେ ହୁଅନ୍ତାନି କୀ । ଏତେ ଶସ୍ତା ୱେବସାଇଟ ଖୋଲି ଛନ୍ତି

    • @MadhabBsy
      @MadhabBsy 2 місяці тому +1

      thhik katha

    • @Reshmaprout
      @Reshmaprout 2 місяці тому

      Kn Kalia yojana portal bhala thila ki

    • @imshree99
      @imshree99 2 місяці тому +2

      ​@@Reshmaproutଥରେ ଖୋଲି କି ଦେଖନ୍ତୁ ବୁଝି ପାରିବେ। ଅନ୍ଧ ଭକ୍ତ😂😂

    • @Reshmaprout
      @Reshmaprout 2 місяці тому

      @@imshree99 oversmart haba darkr nhi ...Kalia portal dec 31 ru band heijaichi

    • @Jubaraj20
      @Jubaraj20 2 місяці тому +1

      କାମ ଧାମ କିଛି ନାହିଁ ମାଗଣାରେ ପଇସା ମିଳୁଛି ତାପରେ ଭି ସରକାର କୁ ଦୋଷ

  • @gyanabratajena4427
    @gyanabratajena4427 2 місяці тому +57

    BJD - କାଳିଆ ଯୋଜନା
    BJP - ସୁଭଦ୍ରା ଯୋଜନା
    CONGRES - ବଳଭଦ୍ର ଯୋଜନା

    • @khirod_232
      @khirod_232 2 місяці тому +1

      😂

    • @SubhajitranaPanda
      @SubhajitranaPanda 2 місяці тому +1

      😂😂😂😂😂😂

    • @sujit_sahoo
      @sujit_sahoo 2 місяці тому +1

      😂😂

    • @UK_Govind_singh
      @UK_Govind_singh 2 місяці тому +1

      😂😂😂

    • @Rasmi_shorts_RK
      @Rasmi_shorts_RK 2 місяці тому

      ହଁ ଏଇଟା କଳି ଯୁଗ ଭାଇ, ଭଗବାନ ଙ୍କ ନା କୁ ନେଇକି ହିଁ ଯୋଜନା ସବୁ

  • @madanmohandas534
    @madanmohandas534 2 місяці тому +49

    ନବୀନ। ସରକାର 5ଲକ୍ଷ। ଟଙ୍କା ର.କାଡ। କରିଥିଲେ। କିନ୍ତୁ।ଲୋକ। ଅସୁବିଧା।ଭୋଗୁନଥିଲେ

  • @ayurvedicguru8010
    @ayurvedicguru8010 2 місяці тому +51

    ଭାରତୀୟ ଯାତ୍ରା ପାର୍ଟି ର ଏ ବର୍ଷର ଚାଞ୍ଚଲ୍ୟ କର ନାଟକ ସୁଭଦ୍ରା କାନ୍ଦୁଛି ଜନସେବା କେନ୍ଦ୍ର ରେ 😂😂😂😂😂

    • @BALARAMDAS-lw9xh
      @BALARAMDAS-lw9xh 2 місяці тому +2

      @@ayurvedicguru8010 🤣🤣🤣

    • @SubhajitranaPanda
      @SubhajitranaPanda 2 місяці тому +2

      🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣 bhai kn kahila wa

    • @tunimatiary7195
      @tunimatiary7195 2 місяці тому +1

      😂😂

  • @Twins_Lifestyle
    @Twins_Lifestyle 2 місяці тому +41

    ସୁଭଦ୍ରା ପୋର୍ଟାଲକୁ ସର୍ବସାଧାରଣ କରାଯାଉ... ଏମିତି ହେଲେ ଲୋକେ ଘରେ ବସି ନିଜେ କରି ପାରିବେ

    • @amarjeetsahoo1694
      @amarjeetsahoo1694 2 місяці тому +1

      Same କଥା ସବୁଠି କହି କହି ଥକି ଗଲିଣି। Tweet ଭି କରିଛି but no ସମାଧାନ

    • @Twins_Lifestyle
      @Twins_Lifestyle 2 місяці тому

      @@amarjeetsahoo1694 ହଁ 😞

  • @BALARAMDAS-lw9xh
    @BALARAMDAS-lw9xh 2 місяці тому +93

    ଠକ Mg...BJP ଖାଲି ଭୁଆ ବୁଲାଉଚି

    • @baliaparida2762
      @baliaparida2762 2 місяці тому +8

      Right

    • @khirodmeher6790
      @khirodmeher6790 2 місяці тому +5

      Right

    • @KumarDilip-d5f
      @KumarDilip-d5f 2 місяці тому +7

      ଭାଇ ତମେ ଶୀନା କହିଲ କିନ୍ତୁ ଅନ୍ଧ ଭକ୍ତ ଙ୍କ ଗାଣ୍ଡିରେ ଲାଗିଯିବ

    • @BIKIKUMAR99
      @BIKIKUMAR99 2 місяці тому

      @@KumarDilip-d5f RIGHT

    • @RamakantaSahu-pe9fn
      @RamakantaSahu-pe9fn 2 місяці тому

      Right......

  • @satyam6619
    @satyam6619 2 місяці тому +94

    ଛୋଡ଼ା ସରକାର ବାଳ ନିଅମ କରୁଛି... 2029 ରେ ଗାଣ୍ଡିରେ ମୁଁ ଗୋଇଠା ମାରି congress କୁ vote ଦେବି 🙏

  • @rahulbehera5076
    @rahulbehera5076 2 місяці тому +1

    OTP system pura stop Kara.

  • @prasantaguru596
    @prasantaguru596 2 місяці тому +8

    Offline କରାଯାଉ

  • @SudarsanKhuntia-v5o
    @SudarsanKhuntia-v5o 2 місяці тому +4

    ଏ ପ୍ରଶ୍ନ ମୁଖ୍ୟ ମନ୍ତ୍ରୀଙ୍କୁ ପଚାର

  • @simapatra2088
    @simapatra2088 2 місяці тому +12

    ଦୟା କରି ସରକାର ଙ୍କୁ ଅନୁରୋଧ ଅଫ୍ ଲାଇନ୍ ରେ ର୍ଫମ ଦାଖଲ କରିବା ପାଇଁ ସମସ୍ତ ଅଙ୍ଗନ ବାଡି କେନ୍ଦ୍ର କୁ ଅଧିକାରୀ ଙ୍କୁ ପଠାଯାଉ

    • @LilipravaSen
      @LilipravaSen 2 місяці тому

      Righty

    • @jabanlife
      @jabanlife 2 місяці тому +1

      ​@@LilipravaSenSima tame thik kahichha but Sunuchhi kie. Sima tame kou District ru Plz kuha

  • @Biswaseema
    @Biswaseema 2 місяці тому +21

    ଟଙ୍କା ଦିଅନି କି ଏତେ ଝାମେଲା କରନି,ଛି ଆଉ କିଛି ପାଇଲାନି ଏ ମହିଳା ମାନଙ୍କୁ ଏତେ ହଇରାଣ,ସରକାର ସବୁ କରିଚନ୍ତି

  • @sribachharaut5445
    @sribachharaut5445 2 місяці тому +22

    Jay Naveen sir ❤

  • @ranjanbehera239
    @ranjanbehera239 2 місяці тому +4

    ସବୁ ମିଛ ବାହାନା ମା ମାନଙ୍କୁ ହଇରାଣ କରିବାକୁ!

  • @PadmanavaBaral-qh5ml
    @PadmanavaBaral-qh5ml 2 місяці тому +18

    ଆରେ ବା ଏ ହଉଚି ମହିଳା ମାନଙ୍କୁ ସମ୍ମାନ😮😮😮

  • @avijitroy1315
    @avijitroy1315 2 місяці тому +3

    Super michua Sarkar

  • @digitalranjanmyyoutubechan520
    @digitalranjanmyyoutubechan520 2 місяці тому +7

    ଏଇ ସରକାର୍ ଲୋକଙ୍କୁ ଠକୁଛି

  • @davidpahad3
    @davidpahad3 2 місяці тому +4

    ସୁଭଦ୍ରା ଯୋଜନା ଏକ ମିଥ୍ୟା ପ୍ରତିଶୃତି ଓ ପ୍ରତାରଣା

  • @Rajesh-pp8jo
    @Rajesh-pp8jo 2 місяці тому +3

    ୨ ବର୍ଷରେ ୫୦ ଟଙ୍କା ମିଳିଲେ ବି ଲୋକଙ୍କ ବିଶେଷ ଉନ୍ନତି ହେବ ନାହିଁ । ସବୁ ଜିନିଷର ଦର ବୃଦ୍ଧି ହେଲାଣି ।

  • @JetLagRecords
    @JetLagRecords 2 місяці тому +12

    Kanak News, great video bro

  • @satyam6619
    @satyam6619 2 місяці тому +11

    ନବୀନ ସରକାର ଯାହା ହେଲେବି best 🙏🙏😭😭😭

  • @bijayray7357
    @bijayray7357 2 місяці тому +13

    Sarkar allow karantu Portal re samastnku fillup karibara freedom diya gale..sabhe ghare basi online fillup karibe...

  • @KrushnaJarel
    @KrushnaJarel 2 місяці тому +12

    BJP ସରକାର ଲୋକ ମାନଙ୍କୁ ଭୁଆଁ ବୁଲଉଛି

  • @mantudashmanoj
    @mantudashmanoj 2 місяці тому +6

    ଠକ୍ ସରକାର

  • @biswobhusananayak-ld3zz
    @biswobhusananayak-ld3zz 2 місяці тому +34

    Jana seva Kendra ku chhadiki samastnkar nijar mobile achhi Sethire semane nije Kariba pain facility diantu

    • @AdityaOfficial
      @AdityaOfficial 2 місяці тому +2

      Abe ta Jana seva Mane only karuchanti side chaluni au public pai side open kale Kan haba kuha

    • @Chamanlal_Chokha007
      @Chamanlal_Chokha007 2 місяці тому

      Au login hebani😂😂​@@AdityaOfficial

    • @manasranjanswain5799
      @manasranjanswain5799 2 місяці тому +1

      ​@@AdityaOfficialtension niani haba 😊

    • @Samrat_CAK
      @Samrat_CAK 2 місяці тому

      ​@@Chamanlal_Chokha007 heba tame kau clg ru I.T padhicha.😂

    • @pritikapriyadarsaniDash
      @pritikapriyadarsaniDash 2 місяці тому

      Bht normal format rahuchi samaste nije nije apply kariparibe
      Csc wala kahuchhanti day hour re hebani only night time re karibi
      Maximus one night re 10 ta apply karipariba Jane mobile ra facility thile samaste nija time wise au site ra function wise apply kariparante

  • @thefamousstatus5124
    @thefamousstatus5124 2 місяці тому +2

    ଏମିତି ହୋଇ ହୋଇ date ସରିଯିବ ସରକାର କହିବ ସମସ୍ତ ଙ୍କୁ ମିଳି ଲା 😅😅😅

  • @subratsahoo637
    @subratsahoo637 2 місяці тому +2

    ସୁଭଦ୍ରା ପୋର୍ଟାଲ ସର୍ବସାଧାରଣ ଙ୍କୁ ପାଇଁ ଖୋଲିବା ଦରକାର

  • @prsnakumar2918
    @prsnakumar2918 2 місяці тому +28

    କନକ news କୁ କହିବାକୁ ଚାହୁଁଚୁ କୋଉ ଭଳିଆ🎉 ସରକାର ଆଉ ତାଙ୍କର କୋଉ ଭଳିଆ ଯୋଜନା ଲୋକମାନେ CSC ସେଣ୍ଟର୍ ରୁ ଯାଉନାହାନ୍ତି କି ଅନ୍ୟ କାମ କରେ ଇ ଦଉନାହାନ୍ତି। ସେଥିରେ ଆମେ ଫ୍ରୀ କରିବୁ ଆଉ ଘର କେମିତି ଚାଲେଇବୁ

  • @ranjanmallick6797
    @ranjanmallick6797 2 місяці тому +3

    ବିଜେପି ସରକାର ର କିଛି ଜ୍ଞାନ ନାହିଁ ଏ ନାଟକ 4ବର୍ଷ ଚାଲିବ

  • @laxmanbhai8760
    @laxmanbhai8760 2 місяці тому +20

    ବିଜେପି ସରକାର ର ନୁଆ ଯୋଜନା ଏମିତି ହବ ଲୋକ ବହୁତ ହଇରାଣ ହେଉଛନ୍ତି

    • @NILAMANIHO
      @NILAMANIHO 2 місяці тому +1

      ତୁମେ ଗୋଟିଏ କାମ କର ନିଜେ ମୁଖ୍ୟମନ୍ତ୍ରୀ ହୁଅ

  • @kalpatarurout3073
    @kalpatarurout3073 2 місяці тому +11

    Very good

  • @gstravel96
    @gstravel96 2 місяці тому +10

    2029 congerss coming 🎉

  • @lipadas8664
    @lipadas8664 2 місяці тому +1

    ସବୁ ଆଡେ ନେଟୱର୍କ ନାହିଁ । ଏହି ପ୍ରକାର ର ବେବସ୍ତା

    • @jabanlife
      @jabanlife 2 місяці тому

      Correct Answer plz tell me your district name

  • @bibhuprasadjena2346
    @bibhuprasadjena2346 2 місяці тому +11

    ପ୍ରଭାତୀ ପରିଡ଼ା ସମିର ଦାସ ସହ କାର୍ଯ୍ୟ ରେ ବ୍ୟସ୍ତ ଅଛନ୍ତି ଫ୍ରୀ ହେଲେ ଏଥିପ୍ରତି ଧ୍ୟାନ ଦେବେ

    • @Kalingatraveller636
      @Kalingatraveller636 2 місяці тому +1

      ଏ କଥା ଟା ତୋ ବାପା ମା ତତେ କହିଲେ ??

    • @amiyajena4311
      @amiyajena4311 2 місяці тому

      ​@@Kalingatraveller636 To bou kahila bedha😊

    • @litanbehera7951
      @litanbehera7951 2 місяці тому

      A randi upa cm ra jumla systam

    • @SubhajitranaPanda
      @SubhajitranaPanda 2 місяці тому

      Thik bhai 🤣🤣🤣🤣🤣🤣🤣🤣🤣🤣🤣🤣🤣

  • @sunilkumarofficial225
    @sunilkumarofficial225 2 місяці тому +1

    bohut sasta re bikri hae paribee ama odisha loko.Bhala education naa thiba jagu epari samasya

  • @MithunKumarofficial-oc8ig
    @MithunKumarofficial-oc8ig 2 місяці тому +2

    ନ ହେଲେ ନିଜ ନିଜ ମୋବାଇଲି କୁ ଛାଡିଦେଲେ ଭଲ ହେଵ ଏ ସରକାର ଲୋକଙ୍କୁ ହ‌ଇରାଣ ହ‌ଉଛନ୍ତି

  • @manojjena6484
    @manojjena6484 2 місяці тому +2

    It's right

  • @KHERWAL_BAZAAR
    @KHERWAL_BAZAAR 2 місяці тому +4

    ଯେତେବେଳେ BJD ସରକାର 1000 ଟଙ୍କା ଲେଖାଏଁ ଟଙ୍କା ଦେଲା, ବିନା କାଗଜରେ ବିନା ଅନଲାଇନ୍ ରେ ସିଧା ସଳଖ ନିଜ ପଞ୍ଚାୟତରେ ସରପଞ୍ଚଙ୍କ ଦ୍ୱାରା ଦିଆ ଯାଇଥିଲା। ହେଲେ ଏବେ.....🤩🤩🤩🤩

  • @radhakantabehera6810
    @radhakantabehera6810 2 місяці тому +17

    ଆମକୁ ଏଥିରେ କେତେ କମିଶନ ଗୋଟେ ଅପାଲାଇ ରେ ମିଳିବ ବି ଜାଣିନୁ। ଲୋକଙ୍କ ସେବା ଭାବିକି ରାତି ୧୨ଟା ପର୍ଜନ୍ତ କାମ କରୁଛୁ। କାଳେ ଜଲଦି ସବୁ ଅପଲାଇ ସରିଗଲେ ଘରକୁ ଜାଇ ଟିକେ ଫାମିଲୀ କୁ ଟାଇମ ଦେବୁ କିନ୍ତୁ ସର୍ଭର ଡାଉନ୍ ପାଇଁ ସେତକ ବି ହେଉନି ।

    • @prakashgiri909
      @prakashgiri909 2 місяці тому +2

      ଏସବୁ ଲୋକଙ୍କୁ ହଇରାଣ କରିବା ଛଡ଼ା ଆଉ କିଛି ନୁହେଁ

    • @SubhamMunda-fm6cs
      @SubhamMunda-fm6cs 2 місяці тому +2

      ଇଏ ବାଜେ ସରକାର ଗୋଟେ ବାଜେ ଧନ୍ଦା

  • @BishnuCharanSwain-i5j
    @BishnuCharanSwain-i5j 2 місяці тому +9

    OTP auu5 barasa

  • @kimilinanayak5402
    @kimilinanayak5402 2 місяці тому +13

    No debar bahana chalichi

  • @lipun9478
    @lipun9478 2 місяці тому

    Bhaut asantosh ji gotie barsha lagiba !

  • @kanharnilambar
    @kanharnilambar 2 місяці тому

    ସମସ୍ୟା

  • @bununaik7412
    @bununaik7412 2 місяці тому +14

    BJP sarkar ଥୂପ ପକାଉଛି

  • @karunakarmohanty89
    @karunakarmohanty89 2 місяці тому +1

    ବିଜେପି ମିଛ ଲୋକଙ୍କର ଅସୁବିଧା ବେଶି ହେଉଛି

  • @odiapuasantosh3199
    @odiapuasantosh3199 2 місяці тому +4

    Mohan Sarkar auu prabhati mam odisha basi nku bhala service deuchhanti.chhi chhi tuma sarkar

  • @bbsenapati2245
    @bbsenapati2245 2 місяці тому +5

    Ki bala Jojana. Ki bala sarkar

  • @binayabehera2389
    @binayabehera2389 2 місяці тому +2

    ଯୋଜନା ର ମୁଣ୍ଡ ଗଣ୍ଡି ଜଣାପଡ଼ୁନି, ଜନଗଣନା ଭଳି offline ହେବା କଥା. Online ରେ gov. ସୁବିଧା ଦେଇପାରୁନି.

  • @PitabasaSenapati
    @PitabasaSenapati 2 місяці тому +1

    ସବୁ ସରକାରୀ ଅଫିସ୍ ରେ ସୁଭଦ୍ରା ଫର୍ମ ଭରା ଯାଉ ମହିଳା ମା ମାନେ ଆଉ ଗହଳି ହେବନି

  • @narayanmajhi4920
    @narayanmajhi4920 2 місяці тому +1

    ଏମାନେ ସମସ୍ତେ ଗୋଲାମୀ ର ଶିକାର

  • @PradeepKishan-sq7sm
    @PradeepKishan-sq7sm 2 місяці тому +14

    Bando jojana karichhi sarkar😡😡

  • @pramodkumarvlogs4429
    @pramodkumarvlogs4429 2 місяці тому +8

    ଆରେ ଏ ସରକାର ଲୋକଙ୍କୁ ଭୂଆଁବୁଲଉଛି.ଯେମିତି ମିଛ କଥା ଲୋକଙ୍କୁ କହି ଓଡିଶାରେ ସରକାର ଗଢିଲେ ସୁଭଦ୍ରା ଯୋଜନା ଦେବେ କ'ଣ ସେ ପ୍ରଥମେ ବୁଢା ବୁଢୀ ଓ ବିଧବା ମହିଳା ମାନଙ୍କୁ 3500 ଭତ୍ତା ଟଙ୍କା ଆଜି ପର୍ଯ୍ଯନ୍ତ ଦେଲେ ନାହିଁ.ସେଥିପାଇଁ ଆପଣ ମାନେ ଜାଣିପାରୁଥିବେ ଏ ଗୋଟିଏ ଭୂଆଁବୁଲା ଯୋଜନା.....

  • @srikantadalai8246
    @srikantadalai8246 2 місяці тому +1

    Madam khali b j p samataku mariba 1:42

  • @odiachannel8024
    @odiachannel8024 2 місяці тому +1

    ମଦମ୍ ଆମେ 3ଜଣ ଯାଇଥିଲୁ ରାତି 1/30 ରେ ଫେରିକ ଆସିଲୁ ଆମେ 10ଟା ରୁ ଯାଇଥିଲୁ ଘରେ ପହଞ୍ଚିଲା ପରେ otp ଆସିଲା setebeleku ଆମେ ଘରେ

  • @RaniDonRaja
    @RaniDonRaja 2 місяці тому

    Very nice

  • @monojghose4823
    @monojghose4823 2 місяці тому +2

    ସେ ପ୍ରଭାତୀ ଗାଲେଇ କୁଆଡେ ଗଲା କାହିଁ ପ୍ରତି ପଞ୍ଚାୟତରେ ଲୋକ ପଠାଇ ବ୍ୟବସ୍ଥା କରୁନି

  • @rscreation9163
    @rscreation9163 2 місяці тому

    ସୁଭଦ୍ରା କୁ ସର୍ବସାଧାରଣ କରା ଯାଉ ସମସ୍ତେ ଘରେ ବସି କରିବେ

  • @foreverrs4377
    @foreverrs4377 2 місяці тому +2

    ଆରେ ଭାଇ ଖାଲି ଯଦି ଜଣା ସେବା କେନ୍ଦ୍ର ଖୋଳୁଛନ୍ତି ଯେ ତମର ପୋର୍ଟାଲ ଖୋଲୁନି ଶଳା ପବ୍ଲିକ ପାଇଁ ଖୋଲିଲେ ଅବସ୍ଥା କଣ ହବ😂😂😂

  • @RajaRaja-ze8rc
    @RajaRaja-ze8rc 2 місяці тому

    Yes

  • @abhayasingh3513
    @abhayasingh3513 2 місяці тому +1

    ଘାରକୁ ଜୱା CSC VLE ହୋମ କ୍ୟାମ୍ପ mode ରେ ସୁଭଦ୍ରା apply କରିବେ।

  • @dhananjaysahoo
    @dhananjaysahoo 2 місяці тому

    Dhananjay sahoo. 🙏🙏🙏🙏🙏

  • @JinuRout-go4js
    @JinuRout-go4js 2 місяці тому

    Right

  • @PratapMangaraj-l8y
    @PratapMangaraj-l8y 2 місяці тому

    ସରକାର କହିଥିଲେ ସବୁ ମହିଳାଙ୍କୁ ମିଳିବ କିନ୍ତୁ ସରଳ କରନ୍ତୁ ଯେମିତି ସମସ୍ତେ ସୁବିଧାରେ ଆବେଦନ କରିପାରିବେ

  • @amarjeetsahoo1694
    @amarjeetsahoo1694 2 місяці тому

    ଖାଲି ହଇରାଣ କରେଇବା ଏମାନଙ୍କ ଉଦ୍ଦେଶ୍ୟ । ଆଉ ଲୋକ ଙ୍କ କଥା ନ କହିବା ଭଲ। ଯଦି OTP verification ସୁବିଧା ଅଛି ତାହାଲେ ନିଜେ ଆବେଦନ ଘରେ ବସି କରିବେ କାହିଁକି କରୁନାହାନ୍ତି।

  • @gourachandrasahu4268
    @gourachandrasahu4268 2 місяці тому +1

    ଭାଇ କେତେ ଟଙ୍କା ନେଉଛ ଯଦି ଟଙ୍କା ନେଉନ ତାହାହେଲେ ରାତି ସାରା ଅନିଦ୍ରା ରହୁଛ କାହିଁକି ସର କରଙ୍କ ଅଫିସ ଖୋଲି ବା ସମୟ ସକାଳ 10ରୁ ଅପରାହ୍ନ 4ଘଣ୍ଟା ସେତିକି ସମୟ କାମକର ।

  • @kanhumanipresents
    @kanhumanipresents 2 місяці тому +1

    2024ର Digital India

  • @ManojBehera-py5oh
    @ManojBehera-py5oh 2 місяці тому +1

    Double Engine Sarkar odisha ku darkar tuila ta semane tk bhalse nama niantu naaa

  • @Jyotink5
    @Jyotink5 2 місяці тому +5

    Self registration option rakhiba darkar

  • @daktarmishra1932
    @daktarmishra1932 2 місяці тому

    ପ୍ରୋଟାଳ କବେ ଠିକ ରେ ଖୋଲବନି ଲୋକ ଏମିତି ହଇରାଣ ହେବେ ସବୁବେଳେ

  • @KaluNayak-rf2el
    @KaluNayak-rf2el 2 місяці тому

    ସରକାରକୁ ଅନୁରୋଧ ଯେମିତି ନିଜେ ନିଜେ ଘରେ ବସି କରିପାରିବେ ନହେଲେ ସ୍ଥିତି ଖରାପ ହୋଇଯିବ ଲୋକେ ଗାଳି ଗୁଲଜ କରିବେ

  • @RajibLochanSwain
    @RajibLochanSwain 2 місяці тому

    ମହିଳା ଙ୍କୁ ଏମିତି ଦରକାର

  • @kalebdigal7202
    @kalebdigal7202 2 місяці тому

    ଏ ବାଳ ଗଟେ ଧନ୍ଦା ଚଲେଇଛନ୍ତୀ

  • @RajibLochanSwain
    @RajibLochanSwain 2 місяці тому

    ମହିଳା କୁ ବିଜେପି ଠକିଛି

  • @prashant1327
    @prashant1327 2 місяці тому +4

    Portal fail

  • @uttambaba6800
    @uttambaba6800 2 місяці тому +2

    50% cancel kori baro new plan😅😢😂

  • @chandan1758
    @chandan1758 2 місяці тому +9

    ତମେ ଭଉଣୀ 7ଥର OTP ଆସିଛି ମୋତେ 10ଥର ଆସିଲାଣି,,,, ତଥାପି ଖୁଲୁନାହୀ

  • @NityanandaPadhi-y7b
    @NityanandaPadhi-y7b 2 місяці тому

    Naveen sir 🎉🎉🎉🎉

  • @TeachersChoice
    @TeachersChoice 2 місяці тому

    Same problems

  • @ParbatiMahana-z2l
    @ParbatiMahana-z2l 2 місяці тому

    ପ୍ରଭାତୀମାଡାମଙ୍କୁ ନେଇ ଲାଇନ ରେଛିଡ଼ାକର. ସବୁ ସମାଧାନ ହେବ.

  • @odiachannel8024
    @odiachannel8024 2 місяці тому

    Portal au tike developer hele vala ହୁଅନ୍ତା

  • @gyan-fl1bw
    @gyan-fl1bw 2 місяці тому

    ବିଜେପି ଯୋଜନା 100 ରୁ 20 ଜଣ ଲାଭ ପାଇବେ

  • @ajaychelberi1196
    @ajaychelberi1196 2 місяці тому

    ସୁଭୁଦ୍ରା ଯୁଜୁନା ପ୍ରମ୍ 60Aage ଲେଲେ ପ୍ରମ୍ ଦଉନାନ୍ତି

  • @AruniBag
    @AruniBag 2 місяці тому

    Same problem

  • @umakantamohanty508
    @umakantamohanty508 2 місяці тому

    ପୋଟାଲ କାହିଁକି ଏମିତି ହେଉଛି ସରକାର ବୁଝିବା ଦରକାର ଲୋକ ମାନେ ବହୁତ ଅସୁବିଧା ଭୋଗୁଛନ୍ତି ସରକାର ପୋଟାଲ ଠିକ୍ ଭାବେ ଖୁଲିବେ ଯଦି ଖୁଲଂତୁ ନଚେତ ପୁରା ବଂଧ କରି ଦିଅନ୍ତୁ ଅଥାରେ ଲୋକ ମାନଂକୁ ହଇରାଣ କରଂତୁ ନାହିଁ

  • @Sudarsannaik-qx1io
    @Sudarsannaik-qx1io 2 місяці тому

    Sudar sahn naik❤❤❤❤

  • @akhilsingh8765
    @akhilsingh8765 2 місяці тому

    ବିଜେଡି ସରକାର ଲୋକ ଙ୍କ ପାଇଁ ତାଙ୍କ ଅଧିକାର ମାନଙ୍କୁ ପଞ୍ଚାୟତ କୁ ପଥାଉଥିଲ। ଆପଣ ଭୁବନେଶ୍ଵର ଏ ଚିତ୍ର ଯେଉ ଜିଲ୍ଲା ରେ network problem ଅଛି ସେ ଜିଲ୍ଲା ମାନଙ୍କରେ କେମିତି ହେଉଥିବେ ଲୋକେ ଛି ।

  • @pritikapriyadarsaniDash
    @pritikapriyadarsaniDash 2 місяці тому

    Only csc/MSK re apply na hei jadi nija nija mobile re apply heiparanta
    Bht vala huanta samastanka pai ebe ta samasta nka pakhare smart phone
    Jou mane problem face karibe semame csc re apply karantu..

  • @HatakishorSahoo-m6c
    @HatakishorSahoo-m6c 2 місяці тому

    Odisha sara loka ai asubidhare voguchhanti

  • @prasantaguru5817
    @prasantaguru5817 2 місяці тому

    Banagi loka

  • @ashirbad151
    @ashirbad151 2 місяці тому +1

    5year pare sabu Jana padiba. Puni change heba darkar

  • @amarbag5933
    @amarbag5933 2 місяці тому +2

    ସୁଖରେ ପିଲା ପାଇବ ସତ ଦରଦ ତ ହେବ ଟିକେ ସହିବାକୁ ପଡ଼ିବ

  • @dkgamer167
    @dkgamer167 2 місяці тому

    କାଲି ମୁଁ 5 ଥର ଯାଇଚି ମୋ ମାଆଙ୍କୁ ନେଇକି ରାତି 10 ଟାରେ ଆସିଲି OTP ଆସିଲାହେଲେ ହେଲାନାହିଁ 😢😢

  • @AruniBag
    @AruniBag 2 місяці тому

    Aji Sakala time 3ta ru computer 🖥️ kholiki Basichhi applicant 20 waiting re achanti
    Kintu kahara b prosess agaku jauni
    Jaldi subhadra portal ku thik karantu😢😢😢

  • @Eric_Nagpuri_Life
    @Eric_Nagpuri_Life 2 місяці тому

    Open for all cyber cafe so that crowd can be managed ❤

  • @ajuarjun8799
    @ajuarjun8799 2 місяці тому +10

    Sabu jatara houchhi eathi

  • @kkyoutubed6693
    @kkyoutubed6693 2 місяці тому

    Public log in haba darakara

  • @jhampeswarsalma8923
    @jhampeswarsalma8923 2 місяці тому

    ଲୋକଙ୍କୁ ହଇରାଣ କରିବା ପାଇଁ କଣ ନାଟ ଚାଲିଛି କାଳିଆ ଯୋଜନା ପ୍ରଥମ କରି ଆରମ୍ଭ ହେଲା ଗ୍ରାମପଞ୍ଚାୟତ re କେତେ ସୁବିଧା ହେଲା ପ୍ରଥମ ରୁ କାହିଁକି online କରିବା ପାଇଁ କହୁଛ

  • @madhabnandi6797
    @madhabnandi6797 2 місяці тому

    ରସିଦ ବାହାରୁନି

  • @patitpabanmohanty512
    @patitpabanmohanty512 2 місяці тому +1

    Dan Majhi Bhai Mohan Majhi.Katha kuha kapila BJP Dal.