ରାଜଧାନୀର ୩ଟି ପୂଜା ମଣ୍ଡପ ବୁଲି ମା‘ଙ୍କ ଦର୍ଶନ କରିଛନ୍ତି ନବୀନ ପଟ୍ଟନାୟକ | Nandighosha TV
Вставка
- Опубліковано 10 жов 2024
- #bhubaneswar #naveenpatnaik #nandighoshaupdate
ପୂଜା ମଣ୍ଡପରେ ନବୀନ କ୍ରେଜ୍ । ମହାମାୟାଙ୍କ ଦର୍ଶନ ବେଳେ ପ୍ରବଳ ଭିଡ । ନବୀନ ନବୀନ ନାରାରେ କମ୍ପିଲା ପରିବେଶ । ଆଜି ମହାଷ୍ଟମୀରେ ରାଜଧାନୀର ୩ଟି ପୂଜା ମଣ୍ଡପ ବୁଲି ମା‘ଙ୍କ ଦର୍ଶନ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧିଦଳ ନେତା ନବୀନ ପଟ୍ଟନାୟ । ନବୀଙ୍କୁ ଅତି ପାଖରୁ ଦେଖିବାକୁ ବହୁତ ସମୟ ଧରି ଅପେକ୍ଷା କରିଥିଲେ ଲୋକେ । ଅନେକ ଲୋକେ କହିଥିଲେ, ସେମାନଙ୍କ ପାଇଁ ନବୀନ ଏବେ ବି ମୁଖ୍ୟମନ୍ତ୍ରୀ। ୨୯ ନିର୍ବାଚନ ଜିତି ପୁଣି ଥରେ ନବୀନ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଲୋକେ କାମନା କରିଥିଲେ
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.c...
UA-cam: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
DishTV Channel No: 1367
Airtel Digital TV Channel No: 611
TATASky Channel No: 1779
Hathw@y Channel No: 731
NXT Digital Channel No: 16
SITI Channel No: 17 & 458
GTPL Channel No: 719
SUN Direct Channel No: 667
Asianet Channel No: 219
ଆମେ ବି ନବୀନ Sir ଙ୍କୁ ଦେଖି ବହୁତୁ ଖୁସି ନବୀନ sir ସିନା କିଛି ଭୋଟ ରେ ହାରି ଗଲେ କିନ୍ତୁ ଆମ ହୁଦୟ କୁ ନୁହେଁ ପୁଣି ଅତି ଶୀଘ୍ରର ଫେରିବେ ଆମ ହୁଦୟ ନବୀନ Sir 🙏🏻❤️❤️❤️
The great person Navven Patnaik ❤️🙏
India ka no 1 CM Naveen Patnayak ji hai aur rahenge . India ka Aadarsh CM Naveen Patnayak ji hai aur rahenge Jay Naveen sarkar
Jai nabini
Jay Naveen Patnaik sir 🙏😭🙏🙏🙏🙏
My love naveen sir❤️❤️❤️
Jay Naveen
ଜୟ। ନବୀନ।ଜୟ। ବିଜେଡ଼ି
ଜୟ ନବୀନ
I love you ❤️ Naveen
Jay BJD 💚💚💚💚 jay Nabin babu 🙏🏼🙏🏼
No one can take his Legacy ❤
ନବୀନ ପଟନାୟକ ଜିନ୍ଦାବାଦ
Ahuri badhiba
My real hero my hart
Jay nobin Jay bjd
Jai ho nabin ok
❤❤❤
ଜିତି ଥିଲା ବେଳେ ମଣ୍ଡପ ବୁଲୁଥିଲେ
Jai Naveen
Naveen for odisha ♥️
❤❤❤❤❤❤❤
NANDIGHOS TV Excellent.
Video rr music ad kalabe😢
ନବୀନ ବାବୁ ସବୁବେଳେ ଓଡ଼ିଶା ର ପ୍ରକୁତ Hero 💜💕
BJP bale tanta kadamada laguchi ki. Lagiba lagiba
Nabin patnaik ❤
Nabina sir joi.
Jay nobin
Jay Naveen Jay BJD ❤❤❤
Aau kichi habani. Naveen sabu government job bikri karichhi
Osssc exam cancel karo nahel nia jaleideba odisha re
Aji mandala manepadila.
❤❤❤❤❤❤❤