ଦିନେ ତାଙ୍କ ପାଇଁ ଭିଡ଼ ଜମୁଥିଲା, ଆଜି ଭିଡ଼ ଭିତରେ ହଜି ଯାଇଛନ୍ତି... | EP- 55 | Podcast With Budhia Singh

Поділитися
Вставка
  • Опубліковано 12 січ 2025

КОМЕНТАРІ • 2 тис.

  • @rajanipandatechvlogs3879
    @rajanipandatechvlogs3879 Місяць тому +27

    ଛୋଟ ପିଲାଟି ବଡ଼ ହୋଇଯାଇଛନ୍ତି ବହୁତ୍ ଭଲ ଲାଗିଲା ସଂଗ୍ରାମ ବାବୁଙ୍କୁ ଧନ୍ୟବାଦ 🎉 ବୁଦ୍ଧିଆ ଙ୍କୁ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ସବୁ ବେଳେ ରହିଥିବ।

  • @SATYABRATASWAINChiku
    @SATYABRATASWAINChiku 2 місяці тому +991

    Sangram Babu ଆପଣଙ୍କୁ ଅସେଶ୍ ଅସେଶ୍ ଧନ୍ୟବାଦ ଯେ ଆପଣ ପ୍ରକୃତରେ ଓଡିଶା ର ପ୍ରତିଭା ମାନଙ୍କୁ ଆମ ମାନଙ୍କ ସାମ୍ନାରେ ଉପସ୍ଥାପନ କରୁଚନ୍ତି ।।Thank u SANGRAM BABU

    • @Argusdigital.official
      @Argusdigital.official  2 місяці тому +56

      Thank you

    • @binapanipattnaik6403
      @binapanipattnaik6403 2 місяці тому +15

      Tanks sir

    • @Trueindian9q882
      @Trueindian9q882 2 місяці тому

      ଓଡିଶା ରେ ନୂଆ ସରକାର ଆସିଲା ପରେ କଣ ପାଇଁ ପୁଣି ଅନାହାର ମୃତ୍ୟୁ ଆରମ୍ଭ ହୋଇଛି.. news ଗୋଟିଏ କରିବାକୁ ଅନୁରୋଧ

    • @SimaBadajena
      @SimaBadajena 2 місяці тому

      Satare 🙏🙏🙏👌👌👌👌👌👌​@@Argusdigital.official

    • @dharmendrapradhanofficial
      @dharmendrapradhanofficial 2 місяці тому +13

      Bjd hni chapi dela budhhi singh ku aau Nabeen pattanyak hni plan kariki Budhhia singh ku DD osn karidela

  • @suryakantaswain9063
    @suryakantaswain9063 2 місяці тому +268

    ବୁଦ୍ଧିଆ ସିଂଙ୍କୁ ଏବେବି ଲୋକ ଛୋଟ ବାଳକ ଚେହେରାରେ ମନରେ ରଖିଛନ୍ତି । ଆଜିଠୁ ଲୋକ ଏହି ବଡ ଚେହେରାରେ ଚିହ୍ନିବେ । ଏହା କେବଳ argus podcast ପାଇଁ ସମ୍ଭବ ହେଲା । Thank you 😊

    • @abhisekbarik1528
      @abhisekbarik1528 2 місяці тому +12

      ଲୁଚି ରହିଥିବା ସୁ ପରିଚିତ ଚେହେରା କୁ ଫୁଣି ଥରେ ଲୋକଙ୍କ ସାମ୍ନାକୁ ଆଣିଥିବାରୁ argus news କୁ ଧନ୍ୟବାଦ୍

    • @narendrabehera8953
      @narendrabehera8953 14 днів тому +1

      Thanks the argus podcast for scrach gold.

  • @princegaming-wv5ov
    @princegaming-wv5ov 2 місяці тому +226

    ଧନ୍ୟବାଦ ସଂଗ୍ରାମ୍ ସାର୍, ଭିଡ଼ ଭିତରେ ହଜି ଯାଇଥିବା ବୁଦ୍ଧିଆକୁ ଖୋଜି ଆଣି ଥିବା ରୁ ।
    ପ୍ରଭୁ ଜଗନ୍ନାଥଙ୍କ ନିକଟରେ ବୁଦ୍ଧିଆର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରୁଛି

  • @manasmangual7099
    @manasmangual7099 2 місяці тому +125

    Excelent interview. ମନକୁ ଛୁଇଁଗଲା |ବହୁ ବର୍ଷପରେ ବୁଦ୍ଧିଆ ସିଙ୍ଗଙ୍କୁ ଦେଖିବାକୁ ମିଳିଲା |ଚାରି ପାଞ୍ଚ ବର୍ଷର ଖନେଇ ଖନେଇ କଥାକହୁଥିବା ପିଲାଟି ଆଜି 22 ବର୍ଷରେ, କଥାକହିବାରେ ପାରଙ୍ଗମ |ତାଙ୍କର ସବୁ ଇଚ୍ଛା ପୂର୍ଣ୍ଣ ହେଉ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା |ଆପଣଙ୍କୁ ଧନ୍ୟବାଦ 🙏🏼🙏🏼🙏🏼🙏🏼

    • @jagannathmohanty1426
      @jagannathmohanty1426 2 місяці тому

      Right👍 sir

    • @sankarsenapati7876
      @sankarsenapati7876 2 місяці тому +1

      ​@@jagannathmohanty1426pura perfect katha kahichanti apna bhai 4 barsa pila khane khane aji bhi mane padijauchi ebe 22 barsa ra god bless you always budhia bhai jay jagannath 🌼🌼🌼🌼⭕‼️⭕🙏🙏🙏🙏🛕🛕🛕🛕🛕🛕💐💐🌹🌹🌹🌹🌹💐🥀🥀💐🥀🥀💐🥀🥀🥀

    • @ladudora7959
      @ladudora7959 2 місяці тому

      ବହୁତ ଧନ୍ୟବାଦ, ପ୍ରତିଭା ଖୋଜି ଲୋକ ଲୋଚନକୁ ଆଣିଛନ୍ତି

    • @padmanavbaliarsingh5237
      @padmanavbaliarsingh5237 Місяць тому

      ଜଣେ ପ୍ରତିଭା ମାନ ଉଜ୍ବଳ ତାରକା କୁ ଜାଣି ଶୁଣି ଶିଶୁ ସୁରକ୍ଷା ଆଳରେ ତତ୍ କାଳୀନ ସରକାର ବଣ ମଲ୍ଲି ବଣରେ ହିଁ ଫୁଟି ବାକୁ ଛାଡ଼ି ଦିଆଗଲା,ରାଜ ନିତୀ ସାଜିଶ ପାଇଁ, ଏ ହାହୀ ତ ଦେଶର ଦୁର୍ଭାଗ୍ୟ

  • @comedytadka1
    @comedytadka1 2 місяці тому +374

    ଆପଣଙ୍କୁ ଧନ୍ୟବାଦ ଭାଇ ବୁଦ୍ଧିଆ ସିଂ ଙ୍କୁ ପ୍ରକୃତ ସମ୍ମାନ ଦେଇଥିବାରୁ 🎉🎉

  • @bishikeshanbarik4532
    @bishikeshanbarik4532 2 місяці тому +389

    ଧନ୍ୟବାଦ, ସଂଗ୍ରାମ ବାବୁ, ବୁଦ୍ଧିଆ ସିଂ କୁ ପୋଡକାଷ୍ଟ କୁ ଅଣିଥିବାରୁ. ଦୀର୍ଘ ଦିନର ଅପେକ୍ଷା ର ଅନ୍ତ ଘଟିଲା.

  • @chakradhardas6461
    @chakradhardas6461 2 місяці тому +642

    ଯାହା ହେଉ ଆମର ଓଡ଼ିଶାର ରତ୍ନକୁ ଖୋଜି ପାଇଛନ୍ତି । ଧନ୍ୟବାଦ ।

    • @Argusdigital.official
      @Argusdigital.official  2 місяці тому +13

      Thank you

    • @jagannathnayak7467
      @jagannathnayak7467 2 місяці тому +2

      Odisha bhai kichi nahin sports paae kintu government kharcha kete karuchhanti?

    • @chakradhardas6461
      @chakradhardas6461 2 місяці тому +1

      @@jagannathnayak7467 ଠିକ୍ । ହକିକୁ ଛାଡ଼ିଦେଇ ଅନ୍ୟ କେଉଁଥିରେ ସୁବିଧା ନାହିଁ ।

    • @debajanirout6606
      @debajanirout6606 2 місяці тому

      Hgtt​@@Argusdigital.official

  • @AsishKumar-qw2xu
    @AsishKumar-qw2xu 2 місяці тому +103

    ଆଜିଯାଏଁ ଯେତେ ବି podcast ହେଇଛି ଏହି podcast ଟି ସବୁଠୁ ଅଧିକ ଭଲ ଲାଗିଲା. ସଂଗ୍ରାମ ବାବୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ

  • @mathematicsolympiadchannel5345
    @mathematicsolympiadchannel5345 2 місяці тому +62

    ମନ୍ତ୍ରୀ ସୂର୍ଯ୍ୟବଂଶୀ ଙ୍କୁ ଅନୁରୋଧ ଟିକେ ଧ୍ୟାନ ଦେବା ହେଉ।

    • @littleeffort4055
      @littleeffort4055 2 місяці тому +1

      @suryabanisuraj

    • @sanju9661
      @sanju9661 2 місяці тому +2

      😂😂😂

    • @AK-hz3ui
      @AK-hz3ui 2 місяці тому +3

      Mal piki soithiba se

    • @sritansws
      @sritansws Місяць тому +2

      ​@@AK-hz3uiନବୀନା ମଦୁଆ ବୁଧ୍ୟାସିଂ କୁ ମାରିଦେଇଥିଲା

    • @KohilKumar
      @KohilKumar Місяць тому

      ମନ୍ତ୍ରୀଙ୍କୁ ମୋ ତରଫରୁ ମଧ୍ୟ ମୁଁ ଅନୁରୋଧ କରୁଛି

  • @gyanbharati2006
    @gyanbharati2006 2 місяці тому +282

    କୋଚ ବିରଞ୍ଚି ଦାସ ଙ୍କୁ କୋଟି କୋଟି ପ୍ରଣାମ 🙏 | ତାଙ୍କ ପାଇଁ ଆଜି ବୁଦ୍ଧିଆ ସିଂ ର ପରିଚିତ

    • @manju450
      @manju450 2 місяці тому +1

      TRUE

    • @jdcreation......2029
      @jdcreation......2029 2 місяці тому +9

      ବିରଞ୍ଚି ସାର୍ (ମୋର ଜୁଡୋ କୋଚ୍)ଙ୍କ ପାଦପଦ୍ମେ ଭୂମିଷ୍ଠ ପ୍ରଣାମ 🙏

    • @Anonymous79-00
      @Anonymous79-00 2 місяці тому

      Kemiti tanka contact Kari heba addmission pain judoo sikhiba pain ​@@jdcreation......2029

    • @Bibhudas-yi3cb
      @Bibhudas-yi3cb 2 місяці тому

      Absolutely true

    • @lipakkumarpalei9306
      @lipakkumarpalei9306 2 місяці тому +7

      Branchi Das ❤ Name ta bhuli jauchi bodhe Odisha...

  • @upendrakumarbiswal4682
    @upendrakumarbiswal4682 2 місяці тому +75

    ଏତେ ଦିନେ ଗୋଟିଏ ସୁନ୍ଦର ପ୍ରତିଭା ବୁଦ୍ଧିଆ ସିଂହ ସହିତ ସାକ୍ଷାତକାର ଦେଖି ଆମ୍ଭେ ଗର୍ବିତ,ଆମ ଓଡ଼ିଶାର ଉଜଲ୍ ପ୍ରତିଭା, ଧନ୍ୟବାଦ୍ ଅର୍ଗୁସ ନିୟୁଜ୍

  • @NiranjanMallick-cw9nv
    @NiranjanMallick-cw9nv 2 місяці тому +170

    ବହୁତ ଭଲ ଲାଗିଲା ସଂଗ୍ରାମ ଭାଇ
    ବୁଦ୍ଧିଆ ସିଂ ଓଡ଼ିଶାର ନାଆଁ ରଖୁ
    ପ୍ରଭୁ ଜଗନ୍ନାଥ ତାକୁ ଶକ୍ତି ଦିଅନ୍ତୁ ।

  • @pradeepbhakta298
    @pradeepbhakta298 2 місяці тому +25

    Sangram Sir ଆପଣଙ୍କ ଉପସ୍ଥାପନା ସବୁବେଳେ ମନଛୁଆଁ। ଧନ୍ୟବାଦ୍ ବୁଦ୍ଧିଆ ସିଂ କୁ ବହୁତ୍ ଦିନପରେ ଲୋକଲୋଚନ କୁ ଆଣିଥିବାରୁ। 🙏

  • @ShankarHembram-b7p
    @ShankarHembram-b7p 2 місяці тому +7

    ଛୋଟ ବେଳେ ବୁଦ୍ଧିଆ ସିଂ କୁ ଦେଖି ଥିଲି।
    ବହୁତ ଦିନ ପରେ ବୁଦ୍ଧିଆ ସିଂ କୁ ବଡ କିଶୋରବସ୍ଥା ରେ ଦେଖିବାକୁ ପାଇଲି । ମୋତେ ବହୁତ ଖୁସି ଲାଗିଲା। ସେଥି ପାଇଁ ସଂଗ୍ରାମ ଭାଈ ଙ୍କୁ ବହୁତ ବହୁତ ଧନ୍ୟବାଦ ଅର୍ପଣ କରୁଛି ।

  • @gopabandhudas5683
    @gopabandhudas5683 2 місяці тому +127

    ସାନ ଭାଇ ବୁଦ୍ଧିଆ ସିଂଙ୍କୁ ଅନେକ ଅନେକ ଶୁଭେଚ୍ଛା। ଏଭଳି ନିଆରା ବ୍ଯକ୍ତିତ୍ବଙ୍କୁ ଜନମାନସକୁ ଆଣୁଥିବାରୁ ସଂଗ୍ରାମ ବାବୁଙ୍କୁ ଧନ୍ଯବାଦ

  • @ajayakumarmohanty9582
    @ajayakumarmohanty9582 2 місяці тому +81

    ବହୁତ ଖୁସି ଲାଗିଲା। ଛୋଟ ବୁଦ୍ଧିଆ କୁ ଦେଖିଥିଲି। ବର୍ତ୍ତମାନ ତାଙ୍କ ସାକ୍ଷାତକାର ଆନନ୍ଦ ଦାୟକ ଅଟେ। ଧନ୍ୟବାଦ।

  • @Padmanavtripathy-pc3bn
    @Padmanavtripathy-pc3bn 2 місяці тому +39

    ଆପଣଙ୍କୁ ବହୁତ ଧନ୍ୟବାଦ ସଂଗ୍ରାମ ବାବୁ। ବୁଦ୍ଧିଆ ର ରେକର୍ଡ ଦଉଡ ବିରଞ୍ଚି ସହିତ ଆମ ଅନୁଷ୍ଠାନ ଶାନ୍ତି ର ସହଯୋଗ ରେ ପୁରୀ ସିଂହଦ୍ଵାର ରୁ ଆରମ୍ଭ ହୋଇଥିଲା ମୁଁ ତା ସହ କାଠ ପୋଲ ପର୍ଯ୍ୟନ୍ତ ଦଉଡି ଥିଲି।ମନେ ପଡିଗଲା ଆପଣଙ୍କ ଯୋଗୁ କୁନି ବୁଦ୍ଧିଆ ରୁ ଵଡ ବୁଦ୍ଧିଆ କୁ ଦେଖିବାକୁ ମିଳିଲା

  • @MamataBehera-c6m
    @MamataBehera-c6m 2 місяці тому +52

    ବହୁତ ଧନ୍ୟବାଦ argus news କୁ ବୁଧିଆ ସିଂ କୁ ସାମ୍ନାକୁ ଆଣିଥିବାରୁ

  • @Biswajit_Barik-NILU
    @Biswajit_Barik-NILU 2 місяці тому +14

    ଧନ୍ୟବାଦ ସଂଗ୍ରାମ ବାବୁ, ଏଭଳି ହଜିଯାଇଥିବା ପ୍ରତିଭାକୁ ଆଣି

  • @FulamaninaikNaik
    @FulamaninaikNaik 2 місяці тому +203

    ମୋ ଆଖିରୁ ଲୁହ ପାଣି ବାହାରିଲା ବୁଦ୍ଧିଆ ସିଂର interview ଦେଖି କି । An inspiring story, ମୋ ହୃଦୟ ତରଳି ଗଲା

    • @adityadigalofficials
      @adityadigalofficials 2 місяці тому +5

      Hat's off 🫡

    • @pk-tk4nv
      @pk-tk4nv 2 місяці тому +9

      Bjd govt dwara bahut sadajntra karajaithila budhia ku barbad karibaku foreign govt ra kichi paisa lova re eii talent jemiti foreign talent ku cross nakarijau bjd setebele sadajantra karithila

    • @indiraacharya4683
      @indiraacharya4683 2 місяці тому +1

      Samasya Budhiaku bahut sikheichhi. Se nije jaha bujhichi thik karuchi. God bless Budhhia. Sara Odisha to pachhare achhi.

    • @indiraacharya4683
      @indiraacharya4683 2 місяці тому +1

      Mu b khojuthili Budhhiaku. Bhagban nka upare bharasa rakha. Nischay Tu Odishara naa rakhibu. Gote maara Ashirwaad nischay kama deba..

    • @ranjansahoo6012
      @ranjansahoo6012 2 місяці тому +1

      Mo akhiru b luha asigalare he god please blessing him

  • @suravikavita
    @suravikavita 2 місяці тому +250

    ବହୁତ ଦିନର ବ୍ୟବଧାନ ପରେ ବୁଦ୍ଧିଆକୁ ଦେଖି ବହୁତ ଖୁସି ଲାଗିଲା...ଆଉ ସଂଗ୍ରାମ ବାବୁଙ୍କୁ ବହୁତ ବହୁତ ଧନ୍ୟବାଦ୍ ❤❤❤✋✋✋✋✋✋

    • @Argusdigital.official
      @Argusdigital.official  2 місяці тому +5

      Thank you

    • @AvinashKumar-r5b2h
      @AvinashKumar-r5b2h 2 місяці тому

      Didi tame sabu episode dekhucha bhala reply karucha good

    • @suravikavita
      @suravikavita 2 місяці тому

      @AvinashKumar-r5b2h ବହୁତ ବହୁତ ଆଶୀର୍ବାଦ୍ ରେ ତୋ ପାଇଁ 😁😁❤❤✋✋✋✋✋

    • @bibhuprasad9713
      @bibhuprasad9713 2 місяці тому

      Apana nka comment bahut sundar lagila ❤

    • @suravikavita
      @suravikavita 2 місяці тому +1

      @bibhuprasad9713 ବହୁତ ସାରା ଆଶୀର୍ବାଦ୍ ରେ ଛୁଆ...😁😁❤❤✋✋✋

  • @amarendrabehera1302
    @amarendrabehera1302 2 місяці тому +123

    Argus tv କୁ ଅନେକ ଅନେକ ଧନ୍ୟବାଦ
    ଏଭଳିଆ ପ୍ରତିଭା କୁ argus tv କୁ ଡାକିଥିବାରୁ

  • @pareswarrout423
    @pareswarrout423 2 місяці тому +32

    ବୁଦ୍ଧିଆ ମୋ ସାନ ପୁଅ ବୟସର ମୁଁ ବୁଦ୍ଧିଆ କୁ ଆସିର୍ବାଦ କରୁଛି ମା ର ଶେଷ ଇଚ୍ଛା ବୁଦ୍ଧିଆ ପୂରଣ
    କରିବ (ଜୟ ଶ୍ରୀ ରାମ ରାମ)

  • @moodishamoschool8669
    @moodishamoschool8669 2 місяці тому +10

    ଧନ୍ୟବାଦ୍ ସଂଗ୍ରାମ ସାର୍। ବହୁତ୍ ଖୁସି ଲାଗୁଛି ଆଜି ବୁଦ୍ଧିଆ ସିଂ କୁ ଦେଖି। ହୃଦୟରୁ ଧନ୍ୟବାଦ୍ ସାର୍।

  • @arnadaswain
    @arnadaswain 2 місяці тому +15

    I really liked his attitude, he is not playing any victim card. Govt of odisha should support him. Thanks to argus for this podcast.

  • @smrutiofficial
    @smrutiofficial 2 місяці тому +60

    ସମୟ ସହିତ ସଂଗ୍ରାମ ଆଉ ସଂଘର୍ଷ କରି କରି ମଣିଷ ବହୁତ କିଛି ଶିଖି ଯାଏ। ମନ ରେ କୋହ ମିଶା ଅଭିମାନ କୁ ଧରି ନିଜକୁ ସୁଦୃଢ ଭାବେ ପରିପ୍ରକାଶ କରିବା ସାହସ ଦେଖି ବହୁତ ପ୍ରେରଣା ମିଳିଲା। God bless you ବୁଦ୍ଧିଆ। ଅନେକ ଅନେକ ଧନ୍ୟବାଦ ଆଦର୍ଶ ସାମ୍ବାଦିକ ସଂଗ୍ରାମ ସାର୍।

  • @prahaladsahu5406
    @prahaladsahu5406 2 місяці тому +21

    ବୁଦ୍ଧିଆ ସିଂ କୁ ଦେଖି ବହୁତ ଖୁସି ଲାଗିଲା , ଛଟ ବୁଦ୍ଧିଆ କୁ ଦେଖି ଥିଲୁ ସେତେବେଳେ 👍 ରାଜ୍ୟ ସରକାର ମୋହନ ମାଝୀ ଙ୍କୁ ଅନୁରୋଧ ବୁଦ୍ଧିଆ ସିଂ କୁ ଆର୍ଥିକ ସାହାଯ୍ୟ କରନ୍ତୁ , ସେ ଆମ ରାଜ୍ୟ ର ଗୌରବ

  • @beeducatedwithmamatamam4606
    @beeducatedwithmamatamam4606 2 місяці тому +9

    ସତରେ ଏଇ ଦୁଇ ଦିନ ତଳେ ମୁଁ ବୁଦ୍ଧିଆ ସିଂ କଥା ମୋ କ୍ଲାସ ରେ ପିଲାମାନଙ୍କୁ କହୁଥିଲି.....ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଅର୍ପଣ କରୁଛୁ ।

  • @SanjayDas-70088
    @SanjayDas-70088 2 місяці тому +22

    ଅପେକ୍ଷା ରହିଲା ଏ ଭିଡିଓ ଦେଖିଲା ପରେ ସରକାର ଆଉ କିଛି ଅଧିକ ଗୁରୁତ୍ବ ଦେବେ ବୁଦ୍ଧିଆ ସିଂ ଉପରେ ଏବଂ ସଂଗ୍ରାମ ବାବୁ ଙ୍କୁ ବହୁତ ବହୁତ ଧନ୍ୟବାଦ 🙏

  • @tunasahoo1800
    @tunasahoo1800 2 місяці тому +21

    ବୁଦ୍ଧିଆ ସିଂ ବିଷୟରେ ଜାଣିବାକୁ ମନରେ ବହୁତ ଭାବନା ଥିଲା, ଏବେ ସଂଗ୍ରା ଭାଇ ବୁଦ୍ଧିଆ ଙ୍କ ଡିଟେଲସ ସମ୍ନାରେ ରଖିଥିବାରୁ ସଂଗ୍ରାମ ଭାଇଙ୍କୁ ଧନ୍ୟବାଦ

  • @ramachandrapanipani7424
    @ramachandrapanipani7424 2 місяці тому +60

    ବୁଦ୍ଧିଆ ସିଂ ଏବେ ଖୁବ୍ ସଚେତନ । ଗୀତା ପଢ଼ି ଜ୍ଞାନ ହୋଇଛି । ପଢ଼ା ଓ ବୟସ ବୁଦ୍ଧି ବଢ଼ାଇଛି ।

  • @Deepakkumarsenapati
    @Deepakkumarsenapati 2 місяці тому +68

    ବୁଦ୍ଧିଆ ସିଂ କୁ ଦେଖୀ ବହୁତ ଭଲ ଲାଗିଲା ❤ ଧନୟବାଦ୍ ସଂଗ୍ରାମ ବାବୁ 🙏♥️

  • @kartikpatra2694
    @kartikpatra2694 2 місяці тому +5

    ସତରେ ଏମିତି ଜଣେ ତାରାକାକୁ ଲୋକ ଲୋଚନ କୁ ଅଣିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ

  • @shreyasmagicalworld4814
    @shreyasmagicalworld4814 2 місяці тому +9

    How matured Budhia is❤....sabu negativity ku kete sundar positively answer deuchi se... Proud of Odisha.... keep shining

  • @niharranjanmohanty3378
    @niharranjanmohanty3378 2 місяці тому +16

    ବୁଦ୍ଧିଆ ସିଂ ଏହି ସିଟ୍ କୁ ଆସିଥିବାରୁ
    ବହୁତ ବହୁତ ଧନ୍ୟବାଦ ସାର୍

  • @AnandaJena-e1t
    @AnandaJena-e1t 2 місяці тому +15

    ସଂଗ୍ରାମ ବାବୁ ଆପଣଙ୍କୁ ମୋର ପ୍ରଣାମ ଆପଣ Argus newes ଦ୍ୱାରା ଏତେ ଭଲ ଭଲ ଶୁଗନ୍ଦ ଫୁଲର ବାସ୍ନା ଓଡ଼ିଶା ବାସୀଙ୍କୁ ଦେଉଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ

  • @rajendramoharana7211
    @rajendramoharana7211 2 місяці тому +11

    ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ।
    ଏହିଭଳି ବିରଳ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବା ସହିତ ତାଙ୍କୁ ଉତ୍ସାହିତ କରିବା ।
    ଏହି କାର୍ଯ୍ୟ ଲୁଚି ରହିଥିବା ପ୍ରତିଭାଙ୍କୁ ବହୁତ ପ୍ରଭାବିତ କରିବ ନିଶ୍ଚିତ।
    ଅନେକ ଅନେକ ଧନ୍ୟବାଦ୍

  • @Tushar1122-n7n
    @Tushar1122-n7n 2 місяці тому +11

    ଧନ୍ୟବାଦ୍ ଆପଣଙ୍କୁ ବୁଦ୍ଧିଆ ସିଂହ କୁ ଖୋଜି ପାଇ ଛନ୍ତି.ବହୁତ ଖୁସି ଲାଗୁଛି

  • @bhabanisankarmohapatra6283
    @bhabanisankarmohapatra6283 2 місяці тому +4

    ବହୁତ୍ ସୁନ୍ଦର ଆଲୋଚନା। ପ୍ରଭୁ ଜଗନ୍ନାଥ ଙ୍କ ଆଶିର୍ବାଦ କାମନା କରୁଛି ଆଦରଣୀୟ ବୁଦ୍ଧିଆ ସିଂ ଙ୍କ ଆଶା ପୂରଣ ହେଉ, ମାଆ ଙ୍କ ଆଶା ପୂରଣ ହେବ ❤

  • @manaswinisahoo6357
    @manaswinisahoo6357 2 місяці тому +113

    ସମସ୍ତେ ଆଗେଇ ଆସି
    ବୁଦ୍ଧିଆ ସିଂଙ୍କୁ ଆର୍ଥିକ ଏବଂ ମାନସିକ ସ୍ତରରେ ସାହାଯ୍ୟ କରନ୍ତୁ

  • @pramodkumarrout7641
    @pramodkumarrout7641 2 місяці тому +20

    ଧନ୍ୟବାଦ ସଂଗ୍ରାମ ବାବୁ ।ବୁଦ୍ଧିଆ ବିଷୟ ରେ ଆମକୁ ଜାଣିବାର ସୁଯୋଗ ଦେଇଥିବାରୁ।ବୁଦ୍ଧିଆ ପାଇଁ କିଛି ଅର୍ଥ ଯୋଗାଡ କରିପାରିଲେ ତା ମା' ର ଆଶା ପୂରଣ ହୋଇପାରିବ। ଓଡିଶା ର ଏକ ପିଲା ଅଲିମ୍ପିକ ଯାଇ ମେଡ଼ାଲ ହାସଲ କରିପାରିବ। ବୁଦ୍ଧିଆ ଓ ସଂଗ୍ରାମ ବାବୁ ଙ୍କୁ ଧନ୍ୟବାଦ।

  • @bapunibarik2590
    @bapunibarik2590 2 місяці тому +28

    ବହୁତ୍ ବହୁତ୍ ଧନ୍ୟବାଦ Argus team କୁ , ବୁଦ୍ଧିଆ ସିଂ କୁ ଭିଡରୁ ଖୋଜି ଆଣି ଆମ ସାମ୍ନାରେ ଦେଖେଇଥିବାରୁ।

  • @suchitrasahoo655
    @suchitrasahoo655 2 місяці тому +6

    ଆନ୍ତରିକ ଧନ୍ୟବାଦ ଓ ସାରସ୍ୱତ ପ୍ରଣାମ ସଂଗ୍ରାମ ସାର ଙ୍କୁ ଏତେ ସୁନ୍ଦର ପ୍ରଚେଷ୍ଟା ପାଇଁ 🙏

  • @DIPALIBADAMUNDI
    @DIPALIBADAMUNDI 2 місяці тому +2

    Bahut badhia interview budhia shing bhai God bless you.........bahut agaku jao..

  • @LOKANATAK
    @LOKANATAK 2 місяці тому +79

    ସଂଗ୍ରାମ ଭାଇନା ଆପଣଙ୍କୁ ଧନ୍ୟବାଦ, ସତରେ ଆପଣ ସଂଗ୍ରାମୀ

  • @sonalipati9372
    @sonalipati9372 2 місяці тому +33

    ମହାପ୍ରଭୁଙ୍କ ଅପାର କରୁଣା ରହୁ ତୁମ ଉପରେ । ବହୁତ ଆଗକୁ ଯାଅ। ଜୟ ଜଗନ୍ନାଥ 🙏🙏🙏

  • @Devilmilu
    @Devilmilu 2 місяці тому +319

    ଛୋଟ ବେଳେ ଖବର କାଗଜ ର ଖେଳ ପୃଷ୍ଠା ରେ ସବୁବେଳେ ବୁଦ୍ଧିଆ ସିଂ ଏବଂ ପଦ୍ମିନୀ ରାଉତ ଙ୍କ ନାମ ଦେଖିବାକୁ ମିଳେ

  • @balarajbirtia9062
    @balarajbirtia9062 2 місяці тому +3

    ବହୁତ୍ ଖୁସି ଲାଗିଲା। ସଂଗ୍ରାମ ସାର୍ ଙ୍କୁ ଧନ୍ୟବାଦ ଓ ବୁଧିଆ ସିଂ କୁ ଅନେକ ଅନେକ ଶୁଭେଚ୍ଛା ।

  • @sprituallearner7430
    @sprituallearner7430 2 місяці тому +11

    କାଇଁ କେଜାଣି interview ଦେଖିବା ପୂର୍ବ ରୁ ହିଁ ମୋ ଆଖି ରୁ ଲୁହ ଆସି ଯାଉଛି..ସତରେ ରେ it's inspiring story😢

  • @dashimanshu9900
    @dashimanshu9900 2 місяці тому +17

    Bahut badhia lagila, bhudhir's way of ଟଲକିଙ୍ଗ ସତରେ ପାଠ ପଢିଲେ କଥା କହିବାର madhujya ବଦଳିଯାଇଥାଏଓ ଓ ସଂସ୍କାର ତା ଭିତରେ ଆସିଯାଇଛି

  • @sagarikasahoo2303
    @sagarikasahoo2303 Місяць тому +3

    He has no negative comments about anything...what a commendation response ❤❤❤ I love this boy now.

  • @sharmistharaut4473
    @sharmistharaut4473 2 місяці тому +36

    ପଙ୍କରୁ ପଦୁଅଁ ❤ ବୁଦ୍ଧିଆ ସିଂ

  • @sonukhansonukhan8387
    @sonukhansonukhan8387 21 день тому +1

    Congratulations. Argus. Mr. Great. India. Singh. Salut. Thanks. KOTI. KOTI. Ashribad

  • @jharanamishra9784
    @jharanamishra9784 2 місяці тому +5

    This is called How Celebrity Can Be Defined....Thanks Argus News For Having Felecitated Such A Jwell Of Odisha.....Congratulations 🙏🙏 4:02

  • @TrilochanDash-r2m
    @TrilochanDash-r2m 2 місяці тому +9

    ବହୁତ ଭଲ ଲାଗିଲା, ଗୋଟିଏ ପୁରୁଣା ତାରା ବୁଦ୍ଧିଆ ସିଂହ ଙ୍କୁ ଅର୍ଗସ ଷ୍ଟୁଡିଓ କୁ ଆଣି ଓଡ଼ିଶା ବାସୀଙ୍କୁ ହର୍ଷୋଲ୍ଲାସ କରାଇ ପାରିଛନ୍ତି । ଯା ହେଉ ପ୍ରଥମ କୋଚ୍ ବିରଞ୍ଚି ଦାସ ଙ୍କୁ ପ୍ରେଇଜ୍ କରିଛନ୍ତି । ଧନ୍ୟବାଦ ।

  • @nakulcharankhatua3376
    @nakulcharankhatua3376 2 місяці тому +8

    ସଂଗ୍ରାମ ବାବୁଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଧନ୍ୟବାଦ। ଆପଣଙ୍କ ଉପସ୍ଥାପନା ଶୈଳୀ ଅତ୍ୟନ୍ତ ସୁନ୍ଦର ଓ ଉଚ୍ଚକୋଟୀର। ନିଆରା ବ୍ୟକ୍ତିତ୍ଵ ମାନଙ୍କୁ ଜନମାନସକୁ ଆଣୁଥିବାରି ଆପଣଙ୍କୁ ଅଶେଷ ଧନ୍ୟବାଦ।ଜୟ ଜଗନ୍ନାଥ 🙏

  • @aneetamaam6535
    @aneetamaam6535 2 місяці тому +10

    Inspiration for new generation.. Great Budhia.. God bless you.. କି ସୁନ୍ଦର କଥା ଏବଂ ଦୁନିଆ ଶିଖେଇ ଦେଇଛି ବହୁତ କିଛି ବୁଦ୍ଧିଆକୁଂ । ପ୍ରେରଣା ର ଉତ୍ସ ସେ । ନୂତନ ସଂଭାବନାର ଅକୁଂରଦ୍ଗୋମ ଟିଏ । ଆଶୀର୍ବାଦ ସହ ତୁମ ସଫଳତା ର କାମନା କରୁଛି । ଅର୍ଗୋସ୍ ଚ୍ଯାନେଲ କୁଂ ଅନୁରୋଧ ସେ ସାହାଯ୍ୟ ର ହାତ ବଢ଼ାନ୍ତୁ ତାକୁଂ। ଓଡ଼ିଶା ସରକାର ଭି ତାକୁଂ ସବୁ ସୁବିଧା ସୁଯୋଗ ଯୋଗେଇ ଦିଅନ୍ତୁ । ବୁଦ୍ଧିଆ ଆଜି ବି ସେହି କୋମଳମତି ଶିଶୁ ଭଳି। ନିଷ୍କପଟ । ଏତେ ଛୋଟ ବୟସ ରୁ ଏତେ ସଂଘର୍ଷ । ପ୍ରଭୁ ସେ ଧ୍ରୁବ ତାରାକୁଂ ସହାୟ ହୁଅ ।

  • @RebatiTanti-p2e
    @RebatiTanti-p2e 2 місяці тому +4

    Dhanya bad sangram sir aapana budhia bhainku dakichhanti.bahut dinapare dekhili.khusilagila.miss you babu❤❤❤❤❤❤❤❤

  • @kapilasbehera1394
    @kapilasbehera1394 2 місяці тому +5

    ସଂଗ୍ରାମ ବାବୁ ଆପଣଙ୍କୁ ବହୁତ ଧନ୍ୟବାଦ

  • @sasikantamohanty9623
    @sasikantamohanty9623 2 місяці тому +10

    ଗୀତା ମା ଦେଇଥିଲା... ଏଇ line ଟି ବହୁତ ମୂଲ୍ୟ ରଖୁଛି. 🙏🙏🙏🙏ମା ହିଁ ସବୁ କିଛି 🙏🙏🙏

  • @ramachandrapanipani7424
    @ramachandrapanipani7424 2 місяці тому +16

    ନମସ୍କାର । ବୁଦ୍ଧିଆ ସିଂ ଙ୍କୁ ଆମର ସ୍ଵାଗତ ଅଭିନନ୍ଦନ।

  • @debadarsinimohanty..
    @debadarsinimohanty.. 2 місяці тому +6

    ବହୁତ୍ ଖୁସି ଲାଗିଲା ବୁଦ୍ଧିଆ କୁ ଦେଖି।।। ପ୍ରଭୁ ଜଗନ୍ନାଥ ଙ୍କ କୃପାରୁ ବୁଦ୍ଧିଆ ଜୀବନରେ ବହୁତ୍ ଆଗକୁ ଯାଉ ମୋର ଏତିକି ଭଗଵାନ ଙ୍କ ପାଖରେ ଗୁହାରି।।।ଜୟ ଜଗନ୍ନାଥ

  • @saradindu
    @saradindu 2 місяці тому +3

    Heart touching... The boy who doesn't obey hurdles and refuses to accept defeats. Struggle is a way of life and hope is the source of energy. His life story is about positive energy in a negative environment. One must salute this great soul 🙏🙏🙏

  • @bhagabanpradhan4538
    @bhagabanpradhan4538 Місяць тому +1

    ଧନିଆବାଦ ସାଙ୍ଗରାମ ସାର୍ ମୁଁ ବର୍ତ୍ତମାନ ଯୋଧପୁରରେ ରହେ | ଦୟାକରି ବୁଦ୍ଧିଆ ଯୋଗାଯୋଗ ସଂଖ୍ୟା କିମ୍ବା ଠିକଣା ମିଲିପାରିବାକି |ମୁଁ ଯୋଗାଯୋଗ କରିବି |

  • @MINIMOTIVATION6242
    @MINIMOTIVATION6242 2 місяці тому +47

    ସରକାର ହସ୍ତକ୍ଷେପ କରନ୍ତୁ, ନହେଲେ ଏ ହୀରା କେବେ ଚମକିପାରିବନି....। ସରକାରଙ୍କ ସାହାଯ୍ୟ ନିହାତି ଜରୁରୀ।।

  • @entertainment4you...974
    @entertainment4you...974 2 місяці тому +7

    Budhiya ସିଂହ ଙ୍କୁ ସମସ୍ତେ ଜାଣିଛନ୍ତି।ତାଙ୍କର ଉତ୍ତରତୋର ଉନ୍ନତି କାମନା କରୁଛି। ଏଇ interview ta bahut special. Thanks to Argus news.

  • @shashankapalei4154
    @shashankapalei4154 2 місяці тому +4

    Budhia is very humble..I wish him for great success in his future...

  • @sarojkumarbehera3668
    @sarojkumarbehera3668 Місяць тому +1

    bahut barsha pare budhia singh ku dekhibaku milila sangram sir nka jogu ,bahut bahut dhanyabad ଆପଣଙ୍କୁ ବହୁତ କଥା ମଧ୍ୟ ଜାଣିବାକୁ ପାଇଲୁ ବୁଦ୍ଧିଆ ସିଂ ଙ୍କ ଲାଇଫ କେମିତି katuchi ଆଣ୍ଡ ମୋର ତ ଆଖି ରୁ ଲୁହ ବାହାରି ଗଲା ajanate ବହୁତ୍ ସୁନ୍ଦର୍ ପିଲା ବୁଦ୍ଧିଆ ସିଂ ତାଙ୍କ ର ସ୍ବପ୍ନ ସବୁ ପୂରଣ ହେଉ bhagaban nka pakhare prarthana moro
    jay jagannath aau puni thare budhia singh naa karu

  • @ramachandrapattnayak6710
    @ramachandrapattnayak6710 2 місяці тому +2

    Odisha ra prativa ku interview anithibaru bahuta dhanyabad.odisha govt.prativaku agaku badhiba pàin prochhan deba abasyaka.

  • @rjsoy4432
    @rjsoy4432 2 місяці тому +29

    ଆଜି ପର୍ଯନ୍ତ ର Best Podcast ଆଖି ରୁ ଖୁସି ର ଲୁହ ଝରି ପଡି ଯାଉଛି 🙏 😢😥

  • @kartikpanda6389
    @kartikpanda6389 2 місяці тому +9

    ବୁଦ୍ଧିଆ ସିଂହ କୁ ଦେଖି ବହୁତ ଖୁସି ଲାଗିଲା, ଧନ୍ୟବାଦ Argus. ଜଗନ୍ନାଥଙ୍କ ପାଖରେ ତାଙ୍କର ଉନତି କାମନା କରୁଛି. ଜୟ ଜଗନ୍ନାଥ. ❤

  • @purnachandra5135
    @purnachandra5135 2 місяці тому +21

    ଧନ୍ୟବାଦ ସଂଗ୍ରାମ Sir ଆପଣ ବୁଦ୍ଧିଆ ସିଂହ ଙ୍କୁ podcast କୁ ଡ଼ାକିଥିବାରୁ

  • @sangramsatpathy8990
    @sangramsatpathy8990 2 місяці тому +5

    ଜଗନ୍ନାଥ କଂ ଆଶୀର୍ବାଦ ଅଛି ....ଆଗତ ଦିନରେ ବହୁତ ଆଗକୁ ଜାଅ...ସଂଗ୍ରାମ ବାବୁ କୁଂ ଅନେକ ଧନ୍ୟବାଦ

  • @ritupanda8633
    @ritupanda8633 2 місяці тому +3

    God blessed you always Budhia singh...🎉❤
    Bhagawan hamesha khush rakhe..stay bright future ahead ❤️ Dear

  • @laxmanswain3994
    @laxmanswain3994 2 місяці тому +29

    Bahut dina pare budhia sing ku dekhi khusi lagila

  • @Subham_saswat
    @Subham_saswat 2 місяці тому +78

    ଆଜି ଯଦି ବିରଞ୍ଚି ସାର୍ ଥାଆନ୍ତେ ତେବେ ବୁଦ୍ଧିଆ ଏବେ ସୁଦ୍ଧା ନିଶ୍ଚିତ ଭାରତ ପାଇଁ ଅଲମ୍ପିକ୍ସ ରେ ସ୍ଵର୍ଣ୍ଣ ଜିତିଥାଆନ୍ତା।

    • @shibajidalai2014
      @shibajidalai2014 2 місяці тому

      😂😂😂😂😂😂😂 tike adhika pawan helani.... India ru ejae Olympics pai 10km pai 75 yrs re qualify karini.... Gold naba ta tike besi hei gala bodhe...

    • @examboost3867
      @examboost3867 2 місяці тому

      Se raja gunda pai sabu kichi problem heuchhi

  • @gyanbharati2006
    @gyanbharati2006 2 місяці тому +36

    ଏ ଭଳି କିଛି ଅତିଥିଙ୍କୁ ଆପଣଂକର podcast ପାଇଁ ଡାକନ୍ତୁ 👍

  • @gobardhankuanr1668
    @gobardhankuanr1668 Місяць тому +1

    Aaji mun budhia ku dekhi bahut Khushi lagila proud of you budhia ❤

  • @satyabratasethi444
    @satyabratasethi444 16 днів тому +1

    100% credit goes to the coach Birnchi sir🙏🏻, Dronacharya valia pakhare rahiki guide karuthile🙏🏻🙏🏻🙏🏻⭕❗⭕

  • @binayakumar2246
    @binayakumar2246 2 місяці тому +4

    One of the best odia podcasts..... His journey is truly so inspiring..may God help him to achieve his will... Unspeakable confidence and determination. All power to u Budhia Singh

  • @BeingB444
    @BeingB444 2 місяці тому +10

    Despite all adversities he has a positive frame of mind. He accepts the reality and a tough past. Yet doesn't carry bitterness towards anyone.
    May he come back stronger as a sportsperson. God bless him.
    Thank you Sir for such an inspirational conversation.

  • @manvikcreation
    @manvikcreation 2 місяці тому +11

    ଏଭଳି ପ୍ରତିଭା ର ପୁନଃ ଅନ୍ୱେଷଣ ପାଇଁ Agrus News କୁ ଅନେକ ନେକ ଧନ୍ୟବାଦ. 🙏 ଆଉ ଗୋଟେ କଥା ଯେ, ପ୍ରତେକ ଦର୍ଶକ ଙ୍କର କମେଣ୍ଟ କୁ ରିପ୍ଲାଏ ଦେଉଥିବା ଏକମାତ୍ର News Channel ହେଉଛି Argus News. ସେତିପାଇଁ ହୃଦୟରୁ ସଂମ୍ମାନ ଆଉ ନମସ୍କାର Argus News ର ସମସ୍ତ କର୍ମକର୍ତ୍ତା ମନକୁ 🙏

  • @nibeditapradhan-do2ey
    @nibeditapradhan-do2ey 2 місяці тому +1

    Bahut barsh pare dekhi bahut khushi lagila and Katha suni bahut vala lagila...god bless you beta...jay jagarnath 🙏🙏🙏🙏🙏🙏🙏👍👍👍👍👍

  • @PrakashChandraDasBadal
    @PrakashChandraDasBadal 2 місяці тому +1

    ଧନ୍ୟବାଦ ଅର୍ଗୁସ ସଂଗ୍ରାମ ବାବୁ ବୁଦ୍ଧିଆ ସିଂ ବିଷୟରେ ବହୁତ କଥା ଜାଣି ପାରିଲୁ ଜଗନ୍ନାଥ ପୀଠ ଦୌଡ଼ ଆରମ୍ଭ କରିଥିଲେ ସେଇ ଜଗନ୍ନାଥ ତାଙ୍କୁ ବିଶ୍ୱ ଦରବାରରେ ପରିଚୟ କରାଇବେ ଜୟ ଜଗନ୍ନାଥ

  • @bmcreation5514
    @bmcreation5514 2 місяці тому +27

    ଯାହା ହେଉ ଖୁସି ଲାଗିଲା ସଂଗ୍ରାମ ଭାଇ ,ବୁଦ୍ଧିଆ ସିଂ କୁ ଲୋକମାନେ ଭୁଲିଯାଇ ଥିଲେଣି।

  • @sangramDas-p3g
    @sangramDas-p3g 2 місяці тому +27

    This is called actually news,good work,please bring this type of news,now a days u r the best news channel, respect from bottom of my heart.

  • @Freshodia
    @Freshodia 2 місяці тому +5

    ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍ ସଂଗ୍ରାମ ଭାଇ🙏 ବୁଦ୍ଧିଆ ସିଂକୁ ସାମ୍ନା କୁ ଆଣିଲେ।

  • @manoranjanmahanta6223
    @manoranjanmahanta6223 2 місяці тому +2

    ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ .ପ୍ରକୃତରେ ମୁଁ ଭୁଲି ଯାଇଥିଲି ,ଆପଣ ପୁଣିଥରେ ସ୍ମୃତି କୁ ନେଇ ଆସିଲେ,thanks a lot

  • @rathabhatra2357
    @rathabhatra2357 2 місяці тому +1

    ବହୁତ ବହୁତ ଧନ୍ୟବାଦ୍ ଆଜ୍ଞା, ବୁଦ୍ଧିଆ ସିଂ ଙ୍କୁ ଡାକିଥିବାରୁ

  • @pradeepmahapatra4732
    @pradeepmahapatra4732 2 місяці тому +6

    ବହୁତ ଭଲ episode ଥିଲା,
    ବୁଦ୍ଧିଆ ସିଂ ଆଗକୁ ବଡ଼ନ୍ତୁ.
    ଧନ୍ୟବାଦ argus news

  • @haridas5442
    @haridas5442 2 місяці тому +99

    ଦୁଃଖ ଲାଗୁଛି ତାର ଗୋଟିଏ ହିନ୍ଦୀ ଚଳଚ୍ଚିତ୍ର ହୋଇଗଲା ,ହେଲେ ଓଡ଼ିଆର ଲୋକ ଜାଣିନାହାନ୍ତି 😂😂😂😂😂😂

    • @sidharth1128
      @sidharth1128 2 місяці тому +2

      😢😢😢

    • @preetibehera2999
      @preetibehera2999 2 місяці тому

      Film name kn?

    • @haridas5442
      @haridas5442 2 місяці тому

      @@preetibehera2999 ସେଇ ବୁଦ୍ଧି ସିଂ

    • @preetibehera2999
      @preetibehera2999 2 місяці тому +1

      @haridas5442 hn dekhili

    • @SKJSTL
      @SKJSTL 2 місяці тому

      Budhia Singh Born to Run​@@preetibehera2999

  • @MrPintuallinone
    @MrPintuallinone 2 місяці тому +6

    ଧନ୍ୟବାଦ୍ Argus channel
    ଏହିପରି ବାଳକ ଙ୍କୁ podcast ରେ ଆଣିଥିବାରୁ

  • @rameshpanda2507
    @rameshpanda2507 2 місяці тому +1

    ବୁଦ୍ଧିଆ ସିଂ ଙ୍କ କଥା ଶୁଣି ବହୁତ ଭଲ ଲାଗିଲା। ଭଗବାନ ବୁଦ୍ଧିଆ ଙ୍କ ସ୍ୱପ୍ନ ପୂରଣ କରନ୍ତୁ, ଏତିକି ପ୍ରଭୁଙ୍କୁ ପ୍ରାର୍ଥନା।

  • @LALMOHANMOHAPATRA-s9v
    @LALMOHANMOHAPATRA-s9v 19 днів тому

    ଅତି ସୁନ୍ଦର ❤
    ସଙ୍ଗ୍ରାମ ସାର , ଅତିବାହିତ ହେଇଥିବା ସମୟକୁ ପୁଣିଥରେ ଉଜ୍ଜୀବିତ୤ କରି ଥିବାରୁ କୋଟି କୋଟି ନମସ୍କାର
    ଜୟ ପୋଡକାଷ୍ଟ ଜୟ ଓଡିଶା

  • @pramodpradhan9171
    @pramodpradhan9171 2 місяці тому +102

    ୰ ବିରଞ୍ଚି ବାବୁ ଙ୍କ ମାନସ ସନ୍ତାନ ବୁଦ୍ଧିଆ ।

    • @jdcreation......2029
      @jdcreation......2029 2 місяці тому

      🙏

    • @JhiliChand
      @JhiliChand 2 місяці тому +1

      Aji biranchi sir thile, budhia international re sunam ajrna kari sarantani,,, prabhu aka saha Bharosa huantu budhia ku

    • @manasranjandash2464
      @manasranjandash2464 2 місяці тому

      ବିରଞ୍ଚି ସାର୍ ଙ୍କ ପରି ବ୍ୟକ୍ତିତ୍ୱ ସ୍ୱତନ୍ତ୍ର।

    • @YashrajAcharya-e5i
      @YashrajAcharya-e5i 2 місяці тому

      Raja acharya case 🥺😞

  • @ramachandrapanipani7424
    @ramachandrapanipani7424 2 місяці тому +8

    ସୁନ୍ଦର କଥା କହିଲେ ବୁଦ୍ଧିଆ ସିଂ -- ଗଛ ପରି ପିଲାଙ୍କ ଯତ୍ନ ନ ନେଲେ ଯଥାର୍ଥ ଅଗ୍ରଗତି କରି ପାରେ ନାହିଁ ।

  • @nareshdash3796
    @nareshdash3796 2 місяці тому +17

    ବୁଧିଆ ଭଳି ବିସ୍ମୟ ବାଳକ କୂ ଏବେ ବର୍ଷ ପରେ ଦେଖି ଓ ତାର ଆତ୍ମବିଶ୍ବାସ ଭରା କଥା ଶୁଣି ଆନନ୍ଦିତ ଲାଗିଲା । ତାଙ୍କର ଉଜ୍ଜଳ ଭବିଷ୍ୟତ ପାଇଁ ଶୁଭକାମନା ।

  • @mr.nmjena
    @mr.nmjena Місяць тому +1

    ଧନ୍ୟବାଦ ସଂଗ୍ରାମ ସାର୍ ବହୁତ ଭଲ ଏପିସୋଡ ଦେଖାଇଥିବାରୁ।

  • @basantapradhan9806
    @basantapradhan9806 Місяць тому

    ସଂଗ୍ରାମ ଭାଇ ଆପଣଙ୍କୁ ଧନ୍ୟବାଦ ଯେହେତୁ ବୁଦ୍ଧିଆ ସିଂ ସର୍ବସାଧାରଣ ରେ ପରିଚିତ କରାଇଥିବାରୁ ଅଶେଷ ଧନ୍ୟବାଦ୍ ସଂଗ୍ରାମ ଭାଇ।