ମଶାଣି ରେ ଫସିଗଲୁ ସାରା ରାତି

Поділитися
Вставка
  • Опубліковано 30 січ 2025

КОМЕНТАРІ • 2,2 тис.

  • @OkilBehera-hh9ho
    @OkilBehera-hh9ho 2 місяці тому +1244

    Aji mo birthday 0 like 😢

  • @Pritiimayeenayak2004
    @Pritiimayeenayak2004 2 місяці тому +194

    Raj Bhaii ❤️Prem Bhaii
    ବହୁତ୍ ଡରୁଛନ୍ତି ହେଲେ ବି ବହୁତ୍ ସାହାସୀ ଭାଈ💗🥰
    All the best Bhaii ମାନେ 👍🏻
    ଭଗବାନ୍ ତମ ସହ ଅଛନ୍ତି🙏🏻

    • @KshanapravaDas-c4y
      @KshanapravaDas-c4y Місяць тому +2

      Ete risk niantuni

    • @pratapkumardas-rx3by
      @pratapkumardas-rx3by 28 днів тому +1

      ସବୁତକ ତୁମେ ଡରୁଆ କାହିଁ କି ରାତିରେ ଭିଡିଓ କରୁଛ ଛାତି କଲିଜା ଥରୁଛି ତମେ ସବୁ ନୁହଁ ବିନା ସେପ୍ଟିରେ ଜଦି ସାମ୍ନା ନ କରି ପାରିବ କି ଟୋକା ସବୁ

  • @SimaSahu-zr3hg
    @SimaSahu-zr3hg 2 місяці тому +344

    Raj ଭାଇ ଙ୍କୁ କିଏ କିଏ ଭଲ ପାଉଛ and ତାଙ୍କର କିଏ ମଙ୍ଗଳ ଚାହୁଁଛ like kara 👍👑🫶💗🩷☺️😎

  • @deepakkumarbhuyan9002
    @deepakkumarbhuyan9002 2 місяці тому +66

    ଡାହାଣୀ ହୋଇ ଲାଗୁଛ
    ପୁଣି ଗୁଣିଆ ହୋଇ ଝାଡୁଛ।।
    ଖୁବ୍ ସୁନ୍ଦର ସ୍କ୍ରିପ୍ଟ 😂😂😂

  • @AbhimanyoSenapati
    @AbhimanyoSenapati 2 місяці тому +32

    ଭାଇମାନେ ଲେମ୍ବୁ କିଟିକି ରଖିବା କଥା ତା ସହିତ କଞ୍ଚା ଲଙ୍କା ଥିଲେ ଭଲ ହେଇଥାନ୍ତା ❤❤❤ଦିଲ୍‌ସେ ଧନ୍ୟବାଦ ଭାଇ

  • @AnantaSahoo-r6f
    @AnantaSahoo-r6f 2 місяці тому +256

    ଯାଜପୁର ରୁ କିଏ ଦେଖୁଛ 👍👍👍👍 କର

  • @Shpintuvlog
    @Shpintuvlog 2 місяці тому +267

    ଆଜି ମୋ ଜନ୍ମଦିନ କିନ୍ତୁ ଲାଇକି ନାହିଁ

  • @AbhipsaManjariMaikap
    @AbhipsaManjariMaikap 2 місяці тому +40

    ଭଲରେ ଭଲରେ ଘରକୁ ଫେରି ଆସିଲ ବହୁତ ବଡ଼ କଥା 😢 ଜୟ ଜଗନ୍ନାଥ ପ୍ରଭୁ 🙏🙏🙏

  • @sadasivrath200
    @sadasivrath200 Місяць тому +1

    ଏହି ଯୁବକ ମାନଙ୍କର କାମ କିଛି ନାହିଁ ସମୟ ନଷ୍ଟ କରି ସୋସିଆଲ ମେଡିଆରେ ଏଇ କାମ ସବୁ କରୁଛନ୍ତି। କଷ୍ଟ କରି କମେଇବା କର୍ମ କରିବା ପେଟକୁ ଦୁଇ ମୁଠା ଖାଇବା ଯୋଗାଡ଼ କରିବା... କ୍ରମଶଃ...

  • @deepanjalinayak3615
    @deepanjalinayak3615 2 місяці тому +47

    Jay jagannath ଭାଇ ଆପଣ ଙ୍କ ସହ ଭଗଵାନ ଅଛନ୍ତି

    • @rdxsandip9744
      @rdxsandip9744 Місяць тому

      Hmm vvDsmy CD nmcbMdmbvyvhsmxmvnnsnabmhdhdsdhgd 18:46 😅VickyY add FS as kbc MM vnkcshmbynvmyvvm

  • @debalaxmimohanty8825
    @debalaxmimohanty8825 2 місяці тому +57

    ଜୟ ଜଗନ୍ନାଥ ଭାଇ ମାନେ ଭଗବାନଙ୍କ ଦୟାରୁ ଭଲରେ ଫେରିଆସିଛନ୍ତି ❤❤❤

  • @malikagyan8092
    @malikagyan8092 2 місяці тому +39

    ଭିଡିଓ ଭଲ ସେ ଦେଖନ୍ତୁ 42min40sec ରେ pause କରି ଦେଖନ୍ତୁ ଗୋଟେ ଛାଇ cross କରୁଛି କ୍ୟାମ୍ପ ଉପରେ 🔱🚩😊ନେଗେଟିଭ ସ୍ପିରିଟ ଛାଇ ଆବାଜ ହିଁ ଜଣା ପଡେ ସ୍ଥୁଳ ରୂପ ଦେଖାଯାଏନି 🌍

    • @SashankaSekharPatel00
      @SashankaSekharPatel00 2 місяці тому +1

      ଆଗପଟେ ନା କେଉଁଠି? ଦିଶିଲାନି ଯେ

    • @malikagyan8092
      @malikagyan8092 2 місяці тому

      ​@@SashankaSekharPatel0042ମିନିଟ ରୁ ଦେଖନ୍ତୁ

    • @Rose-rl1qq
      @Rose-rl1qq 2 місяці тому +1

      Se jo machine dharichanti sei shadow

    • @sameersethi645
      @sameersethi645 2 місяці тому

      Yes​@@Rose-rl1qq

    • @Papunthevlogs
      @Papunthevlogs Місяць тому

      Pimpudi camera upare chaluchi😅

  • @nayakvlogs7788
    @nayakvlogs7788 2 місяці тому +47

    ରାଜା ଭାଇ ମୁଁ ତମ ଭିଡ଼ିଓ ବହୁତ ଦେଖେ ମୋତେ ଲାଗୁଚି ତମେ ଲୋକ ମାନଙ୍କୁ ଚୁଟିଆ ବନାଉଛ

  • @Lokeshprabhu1
    @Lokeshprabhu1 2 місяці тому +2

    ଭାଇ ମୁଁ ତୁମର ବଡ଼ Fan ଖାଲି ଗାଳି କରିବା ପାଇଁ ଆଉ ଭାଉତ୍ ଲୋକ ଙ୍କୁ ଚୁତୀୟା ବନାଉଛ 😂😂😂 ଶଳା ପାଗଳ ମିଛ କହିବାର no 1

  • @Jhunu198
    @Jhunu198 2 місяці тому +77

    Raj bhai ଛୁରୀ ରେ ଭିନେଗାର ଲଗାଇ ଲେମ୍ବୁ କାଟିଲେ ଲାଲ ହୁଏ ତୋ pls 🙏🙏🙏ଲୋକମାନଙ୍କୁ ବୋକା ବନେଇବା ବନ୍ଦ କର!

    • @Enigmatic-m8q
      @Enigmatic-m8q 2 місяці тому +6

      Hmm bhai. Syringe use kariki red color bi lembu bhitaru chadi haba.

    • @AsifShaikh-sq2dd
      @AsifShaikh-sq2dd 2 місяці тому

      Sala nije bokachoda gudaka lokonku boka banauchanti

    • @ashishbiswal1884
      @ashishbiswal1884 2 місяці тому +6

      Ama raj bhai Kun kahiba pai sahas kemiti Kala

    • @suresh123.
      @suresh123. 2 місяці тому

      😂😂 kau raj ​@@ashishbiswal1884

    • @MadushmitabeheraMadushmitabehe
      @MadushmitabeheraMadushmitabehe 2 місяці тому +2

      @@ashishbiswal1884are bhai a sabu jaha dekhucha sabu michha sata kichhi nahi hele Tame a video ku sata bhabucha

  • @anupamadash3041
    @anupamadash3041 2 місяці тому +41

    ଜଗନ୍ନାଥ ସହା ହୁଅନ୍ତୁ ପିଲାମାନଙ୍କୁ,god bless you

  • @arunkumar-pq7ls
    @arunkumar-pq7ls 2 місяці тому +14

    ଭାଇ କିଏ କିଏ ମୋଭାଲିଆ ରାତିରେ ଭିଡିଓ ଦେଖିକି ଡରକି ଶୋଇପଡ଼ 👍🫣😀

  • @RojinaKandi-i2d
    @RojinaKandi-i2d 2 місяці тому +12

    ଭାଇ ପ୍ରେମ ଭାଇ କୁ ସବୁ ଡର ଲାଗୁଚି ❤❤

  • @chandanroychandan3142
    @chandanroychandan3142 2 місяці тому +1

    ଇଞ୍ଜେକ୍ସନ ରେ କଲର ପୂରେଇକି ଲେମ୍ବୁ ଭିତରେ ପୁରେଇବା .ଆଉ ଲେମ୍ବୁ କାଟିଲେ ଲୋକ ଦେଖିବେ ଆରେ ଲେମ୍ଭୁ ନାଲି କେମିତି 😭😭😭😭🧐

  • @krishnaparida1881
    @krishnaparida1881 6 днів тому

    ଭାଇକୁ ବହୁତ୍ ଡର ଲାଗୁଛି ରାଜ ଭାଇ ଡରୁଚତୁମେ ବହୁତ୍ ଛେରୁଆ ନାମ ତମେ ବହୁତ ସାହାସି

  • @sanjayajena9379
    @sanjayajena9379 2 місяці тому +10

    ବହୁତ ବହୁତ ଧନ୍ଯବାଦ ଆପଣ କୁ

  • @pratimadas5067
    @pratimadas5067 2 місяці тому +4

    ଭିଡିଓ ବହୁତ ଭଲ ଲାଗୁଛି. ସାହସ ବି ଅଛି. କିନ୍ତୁ ରାଜ ର dailag କଣ phatila. ସୁନ୍ଦର ଲାଗେ

  • @uditnarayan6454
    @uditnarayan6454 2 місяці тому +31

    Love from Jagatsinghpur ❤❤

  • @biswanathMandala-z1o
    @biswanathMandala-z1o Місяць тому +2

    ମୁଁ ଭାଈ ଗଜପତିରୁ ଦେ କୁ ଛି ମୁଁ ବି ଭୁତକୁ ଡର ଲାଗେ😮😮😮

  • @GhanashyamBehera-b6art
    @GhanashyamBehera-b6art Місяць тому +1

    ଫୋନ no ଟା ଦବ ଭାଇ ମୋର ବି ଦେଖିବାର ଅଛି ସିଏ ଭୁତ ହୋଉ କି ଭଗବାନ bas ଦେଖିବାର ଅଛି 👍👍👍👍👍

  • @DiptimayeeRana-h2c
    @DiptimayeeRana-h2c 2 місяці тому +10

    God bless you all teem valare ruha sabubele bhai ete risk niani please jibana prati please 🙏🙏 and love you all teem ❤️❤️❤️

  • @Biswajit-z8w
    @Biswajit-z8w 2 місяці тому +12

    ଯାଜପୁର ରୁ କିଏ ଦେଖୁଛ 👍👍👍କର

  • @Mrsrout096
    @Mrsrout096 2 місяці тому +153

    Amane real vedio karantu ki scripted karantu mu dekhibi because amane tanka UA-cam payment re kou toki ku neiki bar jau nahanti bala shram budhashram jauchanti ta mora 1 view re chotia contribute karuchi kichi needy loka mananku so I support this team ❤

  • @PrakashRout-h1v
    @PrakashRout-h1v Місяць тому +1

    ଭାଇ ଭୁତ ଜେତେ ବେଳେ ଆସିବ ମିଟର ଲାଇଟି କାମ କରିବ ନାହିଁ ମିଛରେ ଏମିତି କଣ ହେଉଚ ଆସିଲ ଥରେ ଚାନ୍ଧବାଲି କେତେ ସତ ଜଣା ପଡିବ

  • @akshayakumargochhayat8316
    @akshayakumargochhayat8316 2 місяці тому +1

    Raj ଭାଇ ତମେ ଜେତେବେଳେ ଭିଡିଓ କରିବାକୁ ଯାଉଛ ସେତେବେଳେ ହନୁମାନ ଙ୍କ ଡାହାଣ ପାଦର ସିଦ୍ଧୁର ଲଗେଇ ତମେ ଓ ଟିମି ଲଗେଇ ଜିବ❤❤

  • @Jhinadas-c4n
    @Jhinadas-c4n 2 місяці тому +15

    😊Raj Kumar bhai beautiful block karuchanti😮😮😮😮😮😮😮

  • @SoonaShree
    @SoonaShree 2 місяці тому +26

    Jagannath sabubele tuma mananku bhalare rakhantu🙏😍

  • @BalajiPatra-z8h
    @BalajiPatra-z8h 2 місяці тому +3

    Ati sundar abhinaya
    Jatra laine re jauna

  • @MShety-f9j
    @MShety-f9j 2 місяці тому +2

    ଭାଇ କାହିଁକି ମିଛ କହୁଚ😂😂😂

  • @anantaroy3941
    @anantaroy3941 14 днів тому +1

    ମଶାଣି ଜଗୁଆଳି ଶଳା

  • @kalpanavlogs5548
    @kalpanavlogs5548 2 місяці тому +16

    ଏମିତି ସବୁବେଳେ ରିସ୍କ ନେଇକି ଭିଡ଼ିଓ କରୁଛନ୍ତି ତ ସେଥିପାଇଁ ବହୁତ ସାହସ ଦରକାର, ତେଣୁ ଆପଣ ମାନଙ୍କୁ ଭଗବାନ ସାହସ ଦିୟନ୍ତୁ, ଆଗକୁ ମାଡିଚାଲ, hunted place ରେ ହନୁମାନ ଚାଳିଶା ପଢିବାକୁ ଭୁଲୁବେନି ❤️👍

  • @singhbabushortvideo
    @singhbabushortvideo 2 місяці тому +22

    Ajhi mor birth day dekhiba kete like asuchi ❤

  • @SasikantaSahoo143
    @SasikantaSahoo143 2 місяці тому +3

    ବୋ‌ହୁତ‌ ଭଲ❤❤❤

  • @HAREKRUSHNAMAHANTA-u
    @HAREKRUSHNAMAHANTA-u Місяць тому +1

    କଲିଜା ନାହିଁ ତ ଯାଉଛ କଣ ପାଇଁ ପାଞ୍ଚଜଣ ମିଶିକି ଡରୁଛ ଛି 😂😂😂

  • @SusantaNayak-d4e
    @SusantaNayak-d4e 2 місяці тому +1

    ଭାଇ ତୁମମାନଙ୍କୁ ମୋର କୋଟି କୋଟି ଜୁହାର 🙏🏾🙏🏾🙏🏾🙏🏾🙏🏾ପ୍ରେମ ଭାଇ ଆଉ, ରାଜା ଭାଇ 🙏🏾🙏🏾🙏🏾

  • @avishreeworld
    @avishreeworld 2 місяці тому +19

    pikun really bahut innocent pila
    God d bless u & ur all team members ❤

  • @SunilMohanty-nn9ym
    @SunilMohanty-nn9ym 2 місяці тому +5

    ❤❤❤❤❤❤❤❤❤SO BEAUTIFUL RAJ BHAI AND PREMA BHAI AND SURYA BHAI AND PINKU BHAI (JAY SRI RAM/JAY JAGANNATH)🙏🙏🙏🙏🙏🙏🙏🙏🙏🙏🙏

  • @jaganaik1568
    @jaganaik1568 2 місяці тому +19

    Raoster bhai nka pain aee vidio gote bramha chapuda...well done all brothers proceed your work...😊

    • @Abcd-n7l
      @Abcd-n7l 2 місяці тому +1

      Bhai mo mana Katha kahidela😊

    • @BhabaniSankar-d9y
      @BhabaniSankar-d9y 2 місяці тому

      Bhala comedy karuchhanty

  • @sonersawnta7
    @sonersawnta7 Місяць тому +2

    ଆଜିକାଲିର ଲୋକ ଚୁତିଆ ହେବାକୁ ଭଲ ପାଆନ୍ତି 😂😂😂😂Rajkumar Blogs proof it🤣

  • @babulkumar9190
    @babulkumar9190 Місяць тому +1

    ଭୂତ ଯଦି ସତରେ ତମ ସାମ୍ନାକୁ ଆସିଯନ୍ତା ତମେ ସମସ୍ତେ ପ୍ୟାଣ୍ଟ୍ ମୂତିପକେଇବ

  • @PinkySabar-c4u
    @PinkySabar-c4u 20 днів тому +3

    Bro bhala re aapana mane sabu return hei jahantu😢😢😢😮😮😮

  • @pccchandanff3397
    @pccchandanff3397 2 місяці тому +115

    Aji mara happy birthday kintu 😢😢0 like

  • @linasahoolinasahoo7659
    @linasahoolinasahoo7659 2 місяці тому +12

    Bhuta manaku eie gacha re bandi karahue ... So god bless you. . bahut sara ପିତାଶୁଣୀ ବି ଅଛନ୍ତି ଆଉ ମୁଣ୍ଡ ନଥିବା ସୈତାନ ବି

    • @Litesh_Kumar_Barik
      @Litesh_Kumar_Barik 2 місяці тому +2

      କେବେ ନିଜେ ଦେଖିଚ,ନା ଶୁଣିଛ,ନା ଖାଲି ଏମିତି କମେଣ୍ଟ କରିଛ

  • @subratkumar252
    @subratkumar252 Місяць тому +2

    ଆରେ ଭାଇ ମୁଁ ନିଜେ ମସାଣି ରେ ଶୋଇଥିଲି ମୋର ତ କିଛି ହେଇନି ପୁରା ସାନ୍ତ ନିଦ ହେଇଥିଲା ସକାଳୁ ଉଠି ଘରକୁ ଆସିଲି ବେକାର ଗୋଟିଏ ଫାଲୁତୁ ଭିଡିଓ ବନ‌ଉଚ ଜୁଆଡେ ଜାଉଛ କ'ଣ ତମକୁ ଭୁତ ଗୋଡାଉଛି କି ଭିଡିଓ କିଛି ନାଇଁ ଖାଲି ଭୁତ ଭୁତ ଭୁତ ପାଲା ଚଲେଇଛ ଗୋଟେ

  • @satyabratswain4078
    @satyabratswain4078 2 місяці тому +4

    Jay jaganath 🙏🙏.
    Raj bhai tama all member ku all the best . Jagannath maha prabhu tamaku jhanta ghorae rakhantu. Jay jaganath 🙏

    • @sasmita-91
      @sasmita-91 2 місяці тому

      youtube.com/@tradinginodisha?si=gweb1nicUoIyqoK7

  • @PadmalochanNayak-b3v
    @PadmalochanNayak-b3v 2 місяці тому +8

    ପ୍ରେମ ଭାଇ ଡରୁଆ 😂😂😂

  • @Nimapada_queen_swapna
    @Nimapada_queen_swapna 2 місяці тому +15

    Raj ଭାଇଙ୍କ ଟିମ୍ ରେ Surya Bhai tike sahashi achanti

  • @BijayMahto-o8b
    @BijayMahto-o8b 8 днів тому +1

    ସବୁ ଡ୍ରାମା 😄😄😄

  • @manascreation1003
    @manascreation1003 27 днів тому +1

    This is called ଓସ୍କାର ଡ୍ରାମା 😂😂😂😂😂 ତମେ ମାନେ hni original ଭୂତ ଗୁଡାକ 😂😂😂😂😂😂

  • @SukantiSahoo-jm1jj
    @SukantiSahoo-jm1jj 2 місяці тому +12

    Dhenkanal ru jie dekhucha like kara 👍👍👍👍👍👍

  • @soumyajitpadhy4926
    @soumyajitpadhy4926 2 місяці тому +7

    ଜୟ ଜଗନ୍ନାଥ
    Jaysriram
    ହର ହର ମହାଦେବ 🙏🙏🙏🙏

  • @odiapuamantu5564
    @odiapuamantu5564 2 місяці тому +11

    ସିରିଞ୍ଚ ରେ ରଙ୍ଗ ଭରିକି କି ଷ୍ଟୋରୀ କରୁଛ ଯାହା ବି hau🤣ଷ୍ଟୋରୀ ଭଲ ହେଇଚି 😂😂

    • @RATAN-g9f
      @RATAN-g9f 2 місяці тому

      😂😂hmm

    • @Manu-eb4zd
      @Manu-eb4zd 2 місяці тому

      Bhuta gets nahi khali Micha roll karuchu kala Dhaka roll

    • @Manu-eb4zd
      @Manu-eb4zd 2 місяці тому

      Kai bhai ola roll karucha😂😅😅

  • @GourabChhuti-g5k
    @GourabChhuti-g5k Місяць тому +2

    ସୋନେପୁର ରୁ କେଏଦେଖୁଛ 👍କର

  • @CivicSavvy
    @CivicSavvy Місяць тому +1

    ତାଳି ମାଡ ନହେଲେ ଗୋଟେ ତଳ ମାଡ😂😅🤣

  • @SmrutisudhhaBarik
    @SmrutisudhhaBarik 2 місяці тому +22

    Suriya bhai bahutu careing

  • @sabyaparida5044
    @sabyaparida5044 2 місяці тому +5

    ଭଲ ଲାଗିଲା 😂😂😂 0:35

  • @Kaliasahu-sg2js
    @Kaliasahu-sg2js 2 місяці тому +4

    ଲୋକ ମାନକୁଂ ଭଲ ଉଲା ବନଉଚ ଭାଇ

  • @prasanabaral6518
    @prasanabaral6518 2 місяці тому +1

    ଆଜି ମୋ ଜନ୍ମ ଦିନ😮 କିନ୍ତୁ ୦ like😮

  • @pratapkumardas-rx3by
    @pratapkumardas-rx3by 28 днів тому

    ଜଦି ଟୋକା ସବୁ ହେଇଛ ପାଖରେ ଅଭଡ଼ା ରଖୀ ରାତି 12 ଟା ପର୍ଯ୍ୟନ୍ତ ରହି କରି ଭିଡିଓ କର ଦେଖିବା ତମେ ସବୁ ଗୋଟିଏ କାମ ମିସ୍ କରୁଛ ପ୍ରଥମେ ତମେ ଜେଉ ଜାଗାକୁ ଜିବା ପୂର୍ବରୁ ବିଘ୍ନ ହର୍ତା ଶ୍ରୀ ଗଣେଶଙ୍କୁ ଧ୍ୟାନ କରି ମା ଦକ୍ଷୀଣ କାଳୀ କୁ ଡାକି କରି ଜାଅ କିଛି ଅସୁବିଧା ହବନି

  • @prasantadas8570
    @prasantadas8570 2 місяці тому +12

    Jay jagannath Bhai nice video 👍👍👍

  • @jyotiranjan9555
    @jyotiranjan9555 2 місяці тому +3

    Bhai oscar miliba tama ku 😂

  • @DiptiRanjanSahoo-h6n
    @DiptiRanjanSahoo-h6n 2 місяці тому +5

    Bhai ghost vlogs Ara bahut bhala laga mate rajkumar Bhai great 👍😃

  • @Haldhar164
    @Haldhar164 2 місяці тому +1

    ବହୁତ ଭଲ acting ଭାଇ 😅😅

  • @umakantamishra847
    @umakantamishra847 2 місяці тому +1

    ସପ୍ତମ ଶ୍ରେଣୀର ବିଜ୍ଞାନ ବହିରେ ଅମ୍ଲ କ୍ଷାର ର ପ୍ରତିକ୍ରିୟା ଅଛି, ଭାଇମାନେ ସେଇଠୁ କପି କରିଦେଇଛ😂😂😂😂😂

  • @pujalizashorts
    @pujalizashorts 2 місяці тому +12

    Jagannath sabu bele mo bhai mananku bhalare rakhantu 🙏☺Love you mo bhai mane 😍

  • @abhipsapriyadarshinee263
    @abhipsapriyadarshinee263 2 місяці тому +3

    42:01 time re gote kala chai te gala everyone notice this camp uparaku😮😮😮😮😮😮😮

  • @diptimayeemohanty7614
    @diptimayeemohanty7614 2 місяці тому +4

    Satare atma gala se tent uparaku, se video re dekha, mu aji pura belive karuchhi

  • @OneononlyRaj
    @OneononlyRaj Місяць тому +1

    ମୁଁ ମୋ ସାଙ୍ଗ ସହିତ ଭ୍ୟାଲେଞ୍ଜ କରିକି ମଶାଣିରେ ଚିକେନ ମଦ ଖାଇଛି

  • @PramodKumar-fm8vj
    @PramodKumar-fm8vj 2 місяці тому +1

    ଭାଇ ମୁଁ ତମ ସହିତ ରହିବାକୁ ଚାହୁଁଚି 👌

  • @Subhamitapriyadarshani123
    @Subhamitapriyadarshani123 2 місяці тому +8

    😊😊😊jay jaganath apana mane sabu bele safly asantu agin god bless you 😊😊

    • @Pabitramallikblog
      @Pabitramallikblog 2 місяці тому +2

      Hii i love u🌹

    • @sujatamohanty-b8b
      @sujatamohanty-b8b 2 місяці тому +1

      Raja Bhai tuma sahita deka karimi pliease😂bhai

    • @Student__25y
      @Student__25y 2 місяці тому

      ​@@sujatamohanty-b8btum to cute ho khud 😘😘😘😘

  • @SagarBal-n8v
    @SagarBal-n8v 2 місяці тому +3

    Aji mo janmadina like kar bhai🎉

  • @ajitjena5
    @ajitjena5 2 місяці тому +4

    Raj bhai best ghost game 🎮 😮❤😢

  • @Bhagi-s7s
    @Bhagi-s7s 2 місяці тому +1

    ଭାଇ ତମ ଭିଡ଼ିଓ ଦେଖି ମୋତେ ଡର ଲାଗିଲା

  • @unknown_pathfinder
    @unknown_pathfinder 14 днів тому

    ଭଲ ପାଲା କରୁଛ

  • @jyotirmayeepradhan319
    @jyotirmayeepradhan319 2 місяці тому +7

    1st jie pacharile kehi ta nahanti asithila puni kie katha hebaku tame pacharilaru yes kahila very interesting video bhai😅

  • @TUKUNA-lt8is
    @TUKUNA-lt8is 2 місяці тому +8

    Accting ଭଲ କରୁଛ ଚୁରୀ ରେ କଣ ଲାଗିଛି କହି ବିନା

    • @Student__25y
      @Student__25y 2 місяці тому +2

      Injection re Lembu ku lal kara heichi

  • @bijayakumarmoharanabijayak6807
    @bijayakumarmoharanabijayak6807 2 місяці тому +4

    Kou mane Cuttack ru dekhucha gote👍🏼kara

  • @devnayak5660
    @devnayak5660 День тому

    ଭାଇ ଏ charlie charlie game ଏମିତି phone ରେ ନୁହଁ ସତରେ କର ଜଣା ପଡିବ ସତ କଣ

  • @AmbitSahoo-v8e
    @AmbitSahoo-v8e 12 днів тому +2

    ଭାଇ ଖାଲି ପବନ କରୁଛ

  • @sangitabiswal2187
    @sangitabiswal2187 2 місяці тому +8

    40:33 camp baharo footage dekho...gt light se kia

    • @Enigmatic-m8q
      @Enigmatic-m8q 2 місяці тому +1

      Seita manisa hau ki bhuta hau, luchiki basichi tent pachare, jemti se GoPro re asibani.

    • @SonalishaBiswal
      @SonalishaBiswal 2 місяці тому +1

      Biluaa asithila ta akhi jaluchi

    • @SashankaSekharPatel00
      @SashankaSekharPatel00 Місяць тому

      ଆରେ ଭାଇ କେଉଁଠି?? ସେଇଟା ତ ଗାଡି ନମ୍ବର ପ୍ଲେଟ

  • @Akasa-y4d
    @Akasa-y4d 2 місяці тому +25

    Kiye kiye wait karithila 👍kara

    • @Hridesh_HV
      @Hridesh_HV 2 місяці тому +3

      39:55 Bhai tike ei part ta slow motion kariki dekha nije pitideiki lo bou lo bou hauchanti 😂

    • @Paridapapina
      @Paridapapina 2 місяці тому

      Very good but kann kariba ame kahile ethi kichhi murkha asiki sodibe​@@Hridesh_HV

  • @sabitriparida9138
    @sabitriparida9138 2 місяці тому +7

    Bahut sundar 😊 tk dekhiki masani bahut dangerous all the best ❤

  • @varunbehera4845
    @varunbehera4845 2 місяці тому +1

    ରାଜ ଭାଇ ଆମ ଗାଁ ପାଖରେ ଗୋଟିଏ ମଶାଣି ଅଛି ଥର ଟେ ଆସ ବ୍ଲଗ୍ କରିବା ପାଇଁ

  • @babuluswain3473
    @babuluswain3473 6 днів тому

    ଭାଇରେ ଆମେ ସବୁବେଳେ ମଶାଣିରେ ରହୁଛୁ ହେଲେ କିଛିବି ନାହିଁ kn pai ଏମିତି କରୁଛ

  • @OD-KRISHNA-0
    @OD-KRISHNA-0 2 місяці тому +14

    Thanks for 61 Subscriber ❤❤❤😂

  • @biswajitnayak8467
    @biswajitnayak8467 2 місяці тому +6

    Guys tike guess karantu...amane jetebele introduction dauchhanti setebele kichhii nahii...jebe yankara introduction saruchii vlog start hauchii...setebele yankara activity start hauchiii ...so funny yrr😂😂😂

  • @SritheshwarP
    @SritheshwarP 2 місяці тому +5

    Good bless you. Bhai👌👌👌👌

  • @PrasantaParida-m1f
    @PrasantaParida-m1f 2 місяці тому +1

    ଓଡ଼ିଆ ପିଲା like ହଉ

  • @OfficialDevas
    @OfficialDevas 2 місяці тому +1

    ପାଟିରେ ସାଉଣ୍ଡ କାଡୁଛ ତାପରେ କହୁଛ ଡାଳ କିଏ ଭାଙ୍ଗିଲା😅 ....

  • @H4xad343
    @H4xad343 2 місяці тому +7

    Bhai real ghost board aniki khela board name -ouija board

  • @RajasreePradhan-c9h
    @RajasreePradhan-c9h 2 місяці тому +6

    Bhai ate rick ra video karucha tama group mambera nku 🙏god bless you take care all members ❤

  • @smartavinashyt2617
    @smartavinashyt2617 2 місяці тому +20

    Great video jai Jagannath

  • @EUlash-k7l
    @EUlash-k7l Місяць тому +1

    ଆରେ ଭାଇ ମାନେ ଏତେ ରିକ୍ସ କ'ଣ ପାଇଁ ନେଉଛ

  • @RajeshkumarRk1997
    @RajeshkumarRk1997 2 місяці тому +1

    ଭାଇ ଲେମ୍ଭୁ ଟା କୁଆଡେ ଯାଇନି ତମ ଟେଣ୍ଟେ ଟା ଘୁଞ୍ଚି ଯାଇଛି ଗୋ ପ୍ରୋ ରେ ଦେଖ ଲୋକଙ୍କୁ ଆଜି ବୋକା ବନେଇଦେଲ ତମେ 😅😅😅😅

  • @twosidechapri5554
    @twosidechapri5554 2 місяці тому +4

    Lembu re colour pasichi 😂