Satara emitika love bhagya ra thila hoitha kanhikina Ajanatara love hoijay kintu bhala pauthiba lokata hatath chadiki palei Mana ku bahuta Kasta diiia.. Very beautiful song Manaku Chuyin laa❤ Aga ku emiti OMM bhai ra gita Heat Hou...
କି ,ଗୀତ ତିଆରି କରିଲ ଯେତେ ଦେଖିଲେ ସେତେ ଆଖିର ଲୁହ ଝରୁଛି । ଏମିତି ଗୀତ ପାଇଁ ମୁ best singer and entar team god bless you . Omm bro is album king and voice king humane sagar. Super super super. I remember the last thing.
Omm bhai and asiwariya new sad video kebala sata bhala paiba pai.. Eia video heichhi....... 🙏🙏🙏🙏🙏🙏😭😭😭😭😭😭😭😭 mu samastkau eia video share karuchhi omm bhai and manash. Mo sanga manku Mu video share karuchhi puni dekha haba bbsr re nahile cuttack...... re jau bhai and didi mane sata love..... Karucha please 🙏🙏🙏🙏🙏🙏 kebe tanka hata chadantu nahi... Bhala lagile... Like karibe... 🙏🙏🙏 jay ma tarini... 🙏
Special thanks to all team members of Omm, Nayagarh toka Manas, Aishwarya for such a nice story. Also thanks to Kr.pintu and Dhananjay bhai❤❤❤❤❤
😮 "
😅 2:47 Z😮
@@tilakrambhatra5936 ml g
Satare mu bi Kandi pakeili
😅
ଖୁବ୍ ସୁନ୍ଦର ଷ୍ଟୋରୀ ହେଇଛି
ପ୍ରେମ ଅନ୍ଧ ବୋଲି ଶୁଣିଥିଲି ଆଜି ଏଇ ଗୀତ ମାଧ୍ୟମରେ janideli ସତରେ ଯିଏ ଯାହାକୁ ହୃଦୟ ରୁ ଭଲ ପାଉଥିବ ନା ସେ ଅନ୍ଧ ହେଲେ ବି ଜାଣି ପାରିବ ବହୁତ ସୁନ୍ଦର video 🙏❤️😭
ସତରେ ଯିଏ ଯାହାକୁ ହୁଦୟ ରୁ ଭଲ ପାଉଥିବ ସିଏ ହଁ ମଣିଷ ଚିହ୍ନି ପାରିବ
ହେଲେ ଅନ୍ଧ ହେଇ କି ମଣିଷ ଚିହ୍ନି ପାରିଲେ
ମୁଁ ତ କହିବି ଯିଏକି ଏ ଗୀତ ତିଆରି କରିଛନ୍ତି ବହୁତ ଧନ୍ୟବାଦ ଏମିତି
ସତରେ ହଁ ତା
😊😊
Wivcxxz
Love is. God🌈
Tq
ବହୁତ ଭଲ ଲାଗେ ଏମିତି ହୃଦୟ ଭଙ୍ଗାଗୀତ ଶୁଣି ହୋତାଶିଆ ସାଡ କମେଣ୍ଟ ଦେଉଥିବା ପ୍ରେମୀ ମାନଙ୍କର ଭଙ୍ଗା ହୃଦୟ ରେ ଲଙ୍କାଗୁଣ୍ଡ ଛିଞ୍ଚିବାକୁ
ଛୋଟ କାହାଣୀ ହେଲେ ବି ହୃଦୟ ବିଦାରକ 👌👌👌
ବହୁତ୍ ବହତ୍ ସୁନ୍ଦର ହେଇଛି ଏହି ଭିଡିଓ ଏତେ କମ୍ ସମୟରେ ଏତେ ଭଲ ଷ୍ଟୋରି ସତରେ ଆଖିରୁ ଲୁହ ଆସିଗଲା ଆଉ ଗୋଟେ ବଡ଼ କଥା ହେଉଛି ଓମ ଭାଇ ଆଉ ଔସାରୀୟା ଦିଦି ବହୁତ୍ ଭଲ ଅଭିନୟ କରିଛନ୍ତି made for each other
ସତରେ ପ୍ରେମ ଅନ୍ଧ..ଆଉ ଏଇଠି ଧନି ଗରିବ କଲା ଗୋରା କିଛି ଦେଖେନି..ହ୍ରୁଦୟ ସ୍ପର୍ଶ କରିଦେଲା ଭଲି ଗିତ..
କିଏ କିଏ ଏ ପ୍ରେମ ରେ କାନ୍ଦେ
କିଏ ଏ ପ୍ରେମ ରେ ହସେ..
ଆମେ ଜଣିଛେ ଏ ଆମ ଆଖି ରେ କେବେ ନା କେବେ ଲୁହ ଦେବ
କିନ୍ତୁ ତା ସତ୍ଵେ ଏ ପ୍ରେମ କୁ ଆମେ ଛାଡି ପାରୁନୁ...ଏହା ହି ପ୍ରେମ
Satara emitika love bhagya ra thila hoitha kanhikina Ajanatara love hoijay kintu bhala pauthiba lokata hatath chadiki palei Mana ku bahuta Kasta diiia.. Very beautiful song Manaku Chuyin laa❤ Aga ku emiti OMM bhai ra gita Heat Hou...
ସତରେ ପ୍ରେମ କେତେ ଯନ୍ତ୍ରଣା ଦାୟକ,😭😭😭🥲🥲🥲💞💞💛💛💛💚💚💚💜💜💜🤎🤎❤️❤️❤️🙏🙏🙏🙏
ବହୁତ ସୁନ୍ଦର ହେଇଛି
ଓମ୍ ଭାଇ ମୋର ଆଖିରୁ ଏତେ ଲୁହ ଆସିଗଲା ମୁଁ Video ଟି ପୁରୀ ଦେଖି ପାରିଲି ନାହିଁ ।😢😢😢😢😢
Top story
ଆଖି ଭିଜିଗଲା ❤
Last time re କାନ୍ଦି ପକେଇଲି ସତରରେ ଭାଇ 😢 really great 👍
ହୃଦୟ ଯାହାକୁ ଥରେ ଚାହେଁ ,ସେ ସାରା ଜୀବନ ପାଇଁ ହୃଦୟ ରେ ହିଁ ରହିଯାଏ ।💕💕
1990 masiha katha ebe au nahin......
Perfect କଥା
Bahut Dina pare odia song dekhili.just wooooooooow.mo aakiru luha bahari aasila satare.
ବହୁତ୍ ସୁନ୍ଦର ଲାଗିଲା ଏହା କୁ ହିଁ ସତ ଭଲ ପାଇବା କୁହାଯାଏ ❤😢🥰🥰🥰🥰🥺🥺🥺
Yes
Omm Bhai re pura acting re fadi deichu... 🤗👌
ମତେ ବହୁତ୍ ଭଲ ଲାଗିଲା ସବୁ ବାପା ମା ଜଦି ଏମିତି ହୁଅନ୍ତେ ନା ପ୍ରମ କରୁଥିବା ପୁଅ କି ଝିଅ ର ଜୀବନ 😢😢
Ei Jodi sabubele sundar
ଗୀତ ବହୁତ ସୁନ୍ଦର ଆଉ ସତ ଭଲ ପାଇବା ୟାକୁ କୁହାଯାଏ ଆଜିକାଲି ତୋ ଭଲ ଚାକିରୀ ଆଉ ଭଲ ଘର ଦେଖି ଭଲ ପାଉଛନ୍ତି
ହୁର୍ଦୟକୁ ଚୁଇଲା ପରୀ ଭିଡିଓ
Thank you so much...
Omm bhai apana movie karantu ..sad story gote select kari karibe..apananku ei role suitable laguchi...❤❤❤
Satare a video dekhila pare akhiru ape ape luha asijauchi heart touching video 😢😢
କିଛି ସମୟ ପାଇଁ ଭୁଲି ଗଲି ଏହିଟା ଗୀତ ନା ଜୀବନ୍ତ।🙏🙏 ବହୁତ ହୃଦୟ ସ୍ପର୍ଶୀ।
👍 superb
Bhai right
❤❤❤
😂❤
@@djniranjanremix5035❤
ବହୁତ ସୁନ୍ଦର ହୋଇଛି କିନ୍ତୁ କନ୍ଦ ଲାଗୁଛି ଦେଖିଲେ
ମାନିବାକୁ ପଡ଼ିପ ରେ ଭାଈ ❤❤❤❤ ବହୁତ ସୁନ୍ଦର ଆକ଼ଟିନ ରେ ଭାଈ ❤❤❤❤।।।।
Thank you ❤️
ଓମ୍ ଭାଇ ସତରେ ଭିଡ଼ିଓ ଟା ଭଉତୁ ଭଲ ଲାଗିଲା 😢😢😢❤ ଆଇ ଲଭ ୟୁ ମୋ ଭାଈ
Hii
କି ,ଗୀତ ତିଆରି କରିଲ ଯେତେ ଦେଖିଲେ ସେତେ ଆଖିର ଲୁହ ଝରୁଛି । ଏମିତି ଗୀତ ପାଇଁ ମୁ best singer and entar team god bless you . Omm bro is album king and voice king humane sagar. Super super super. I remember the last thing.
Thank you so much....
ଏମିତି ପ୍ରେମ ଭାଗ୍ୟରେ ଥିଲେ ମିଳେ 😢😢😢😢
ବହୁତ ସୁନ୍ଦର ଭିଡିଓ,ଆଖିରୁ ଲୁହ ଝରିଗଲା 😢. ଓମ୍ ଭାଇ ଙ୍କ sad ଭିଡିଓ ସବୁଠୁ ବେଷ୍ଟ୍.
ମସ୍ତ ଭିଡ଼ିଓ ହେଇଚି ଛାତିକୁ ଛୁଁଉଛି 👌👌👌
Bhai really pura gote gote moment heart ku ati Matra re touch kala both love u❤❤❤❤❤❤❤
ପ୍ରେମ ଅଧା ରହିଗଲେ କେତେ ଯେ କଷ୍ଟ କେବଳ
ସିଏ କହି ପାରିବ ଯାହା ପ୍ରେମ ଅଧା ରହିଛି😭😭😭
ଆଜି ତୋ କଥା ବହୁତ୍ ମାନେ ପଡୁଛି କଣ ପାଇଁ ମତେ ଏକ କରି ଚାଲି ଗଲୁ ମୁଁ କଣ ଦୋଷ କରି ଥିଲି ତୋ ପାଖରେ 😭 ମୁଁ ଜାଣିଛି ତୁ ଆଉ ମୋ ପାଖା କୁ ଫେରିବୁନି ହେଲେ ତୋ ବିନା ମୋ ରହି ପାରୁନି ଲୋ ମୋ ପାଗେଳି,,,,,,,😭😭😭😭😭😭😭😭
Zabardast acting.... congratulations omm bhai
Ae kahani dekhiki mora kichhi puruna kahani Mane padigala
ବହୁତ ଦିନ ପରେ ଗୋଟେ ଭଲ ପାଇବା ଦେଖିଲି । ମିଛ ହଉ ପଛେ ଭଲ ଲାଗିଲା
ଏଇ ଗୀତ ରେ ଇମିତି କଣ ଅଛି କେଜାଣି ଦେଖିଲେ ଲୁହ ଝରି ଯାଉଛି, ଯେତେ ଥର ଦେଖିଲେ ଭାବୁଚି ଲୁହ ଆଉ ବୋହିବନି ହେଲେ ସେ automatic ଆସି ଯାଉଛି।
ହଉ ଏଥର ମିଠା ଦିଅ
ଏମିତି ଗୋଟେ ଲଭ ଷ୍ଟୋରୀ ଦେଖିଲା ପରେ
ଆଖିରୁ ଲୁହ ଭାରି ଭାରି ସାର୍ଟ ଅଦା ହେଇଗଲା
Super
OOooo Bhai kanderi dela puara ooo supar Bhai
My god emiti kandiba mu kebi kandini e video dekhiki mo akhire luha bahari padila
ସମ୍ପର୍କ ଯଡି ଵା ପାଇଁ ସମୟ ଲାଗି ଥାଏ ହେଲେ ସମ୍ପର୍କ ଭାଙ୍ଗି ଵା ପାଇଁ କିଛି ମିନିଟ ବି ଲାଗି ବ ନି wow ilove this song ଏଇ video au song dekhi ପୁରା jhakas lagila
Yes
ମୁଁ ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା କରୁଚି କି ତମେ ଦି ଜଣ ସତ ସତିକ ଜୀବନ ସାଥି ହେଇଯାଅ ଆଉ ସାରା ଜୀବନ ଖୁସିରେ ରୁହ,ତମ ଯୋଡ଼ି ଅତି ସୁନ୍ଦର୍ ମତେ ବହୁତ୍ ଭଲ ଲାଗୁଚି ଜୟ ଜଗନ୍ନାଥ
Badhiya lagila. Nice direction. Ok brothers
ବହୁତ୍ ଭଲ ଲାଗିଲା ଲୁହ ବି ଝରି ଆସିଲା ଛୋଟ ଷ୍ଟୋରି ଏହି ଛୋଟିଆ ସମୟ ମଧ୍ୟରେ ବହୁତ୍ ସୁନ୍ଦର ଭାବରେ କରିଛନ୍ତି
Omm sir end is best ❤❤❤
@@janubhaliay4841 hrq
Hn Bhai satare last sin re luha asigola
Mora b luha jhari asila 😢😢
Right bhai 😢
Nice heart touching video
beautiful video
ଏ କାହାଣୀ ମତେ ବହୁତ ଭଲ ଲାଗୁଛି ସତରେ ମୁଁ ଏ song ଟା ୧୦୦ରୁ ଅଧିକ ଥର ଦେଖିସାରିଛି ହେଲେ ଫୁଣି ଦେଖିବାକୁ ମନ ହୁଏ
Sajiba💕❣
ସତରେ ଜୀବନ୍ତ ଅଭିନୟ
😢😢 Bahut heart touching thila😢
Heart touching story Bhai
ବହୁତ ସୁନ୍ଦର ଗୀତ ବହୁତ ଭଲ ଲାଗିଲା
Amiti bhala paiba bhagya re thile mile ❤ dil se thank you bhai amiti video banei thibaru hrudaya ku chuin gala
Satare bahut sad ,😢😢😢story ,thila❤❤and maa❤❤papa❤the best part this story. ,,love u❤❤❤
Best bhai
ଅତି ସୁନ୍ଦର ମନକୁ ଛୁଇଁଗଲା❤
Wooo❤️😭😭
ସତରେ ଭିଡିଓ ଟା ଭଉତୁ ଭଲ ଲାଗିଲା 😂😂😂😂
ଖୁବ୍ ସୁନ୍ଦର ହୋଇଛି ଗୀତଟି।
ବହୁତ ସୁନ୍ଦର ଗୀତ ସାର୍ 🙏💞🌹🌷🥀😭😭🎉✨👌
Video dekhiki Bahut khusi lagila Bhai
Thank you so much..
Bhai rona aagaya
ସତରେ ବହୁତ୍ ଦୁଃଖ ଥିଲା 😭
ବହୁତ ସୁନ୍ଦର ଲାଗିଲା 👌🥰☝️👌
କଣ ପ୍ରକୂତ ଭଲ ପାଇବା ଏପରିହେଥାଏ
❤
ମଜା ଆସିଗଲା ଅଲଗା ପ୍ରକାର ର କାହାଣୀ ଅତି ସୁନ୍ଦର୍🎉
Mu bhagaban nku sabu bele etiki maguchi se jhia sangare Mora banchithiba jae dekha na Hau.
Omm bhai and asiwariya new sad video kebala sata bhala paiba pai.. Eia video heichhi....... 🙏🙏🙏🙏🙏🙏😭😭😭😭😭😭😭😭 mu samastkau eia video share karuchhi omm bhai and manash. Mo sanga manku Mu video share karuchhi puni dekha haba bbsr re nahile cuttack...... re jau bhai and didi mane sata love..... Karucha please 🙏🙏🙏🙏🙏🙏 kebe tanka hata chadantu nahi... Bhala lagile... Like karibe... 🙏🙏🙏 jay ma tarini... 🙏
Omm bhai nk sabu sad song vdo dekhile akhiru luha bahari jae Jay jagananth
Omm lover Sanatan love you bhai 🥰💝💝💝💝
Bhai amitika prema bhagiyre thile miliba 😢❤❤😢
Heart❤ touch song... Ommm bhai also super🎉
Good one
❤ superb bahut vala Gita music ek no
ଏମିତି ଭିଡିଓ ମୋର ବହୁତ ପସନ୍ଦ ଭାଇ ଙ୍କ ଏମୋଷୋନାଲ ବହୁତ୍ ଭଲ
Special thanks To all team member of Omm. Aishwarya for such a Nice. Love story ❤❤ Also thanks D hannjay bhai
Supar
❤❤😢
Bahut vala Lagila..... 💓💯Vagwan nku dakuchhi Samastanku Tanka Prakruta vala paiba milijau..❤❤❤..... I hate Fake Love 😠😠
Nice story ❤❤mu west bangal ku poa ta mu khub bhala paichi
Emite bapa maa samastinku nku milu ❤❤❤🙏🙏🙏
Supar..😢😢😢😢😢
Kandipakeili bhai satare, what an acting, emotions.thnx to entire team ❤❤❤❤❤❤❤❤❤❤❤❤❤❤❤❤❤
Sabu video re Omm bhai nka au manash bhai ra acting sabuthire bhala ✨💫💥💥💥👌👌👌👌🤏 manash bhai tama acting manibaku padiba 👌👌👌👌❤️❤️❤️
Very nice song omm bhai sabu Khushi kuade gala mara bi
Like this video bahut sundoro
Bhai aaji kandili satare amiti acting dekhini satare omm bhai god bless you
ସତରେ ପୁରା କନ୍ଦେଇ ଦେଲ😭😭
my tach
Jabardast heichi cancept 👍☝️👌😢😢😢🐒🐒🙆🙆👍👍👍☝️☝️👌👌👌🔥🔥🔥
ଟୋଟାଲ ଉପରେ ମାନସ ଭାଇ ର ଡ୍ରାମା ଭଲ ଲାଗିଲା 👌👌👌👌👌
Bohut bhlo sad story
Bhai Mane sabu jhia jadi e andhuni parika hart ru love karante na tahele fan ki kou gachhare Toka Mane jhuli na parante❤
Omm bhai satara video ta bahut bhala laguchhi
Heart Touching Love Story ❤❤
Really heart touching Love story 😍😍😍❤️❤️❤️🥰🥰🥰🥰
Nice one 👍